No video

Laxman Rekha - Odia Full Film ଲକ୍ଷ୍ମଣ ରେଖା | Sidhanta, Rachana, Bijoy, Uttam, Mihir | Sidharth TV

  Рет қаралды 5,928,028

ODIA HD

ODIA HD

Күн бұрын

Star Cast -
Siddhant Mahapatra
Rachana Banerjee
Bijoy Mohanty
Uttam Mohanty
Mihir Das
Aparajita Mohanty
Debu Bose
Anita Das
Bina Moharana
Jairam Samal
Runu Parija
Byomkesh Tripathi
Producer - Subas Rout
Executive Producers - Purna Chandra Raut & Somya Ranjan Raut
Screenplay & Director - Mohammad Mohsin
Music - Akshaya Mohanty
Dialogue Writer - Bijaya Mishra
-----------------------------------------------------------------
Sidharth TV ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Sidharth TV" ର KZbin Channelକୁ Subscribe କରନ୍ତୁ ଓ Bell ର Button 🔔 ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
-----------------------------------------------------------------
Watch & Subscribe to our other KZbin Channels:
👉 Sidharth Music: / sidharthmusic
👉 Namita Agrawal : / namitaagrawal
👉 Sidharth Bhakti : / sidharthbhakti
-----------------------------------------------------------------
Enjoy & stay connected with us!
👉 Like us on Facebook : / sidharthtvof. .
👉 Follow us on Twitter : / sidharth_tv
👉 Follow us on Instagram : / sidharthtvo. .
-----------------------------------------------------------------
#SidharthTV #SidharthMusic #SidharthBhakti #NamitaAgrawal #SitaramAgrawal

Пікірлер: 966
@minatirout4428
@minatirout4428 2 жыл бұрын
ଏମିତି ପାରିବାରିକ ନାଟକ ଆଉ ଦେଖିବାକୁ ମିଳୁନାହିଁ,,old is gold,,, ଅତି ସୁନ୍ଦର
@prabinpadhan4046
@prabinpadhan4046 2 ай бұрын
What a actor Vijay Sir ...Truely emotional Your dialogue deliberation superb.. Legend
@firojsahoo3045
@firojsahoo3045 Жыл бұрын
ଓ କି ଫିଲ୍ମ୍ ବସିବା ଜାଗାରୁ ଉଠିବାକୁ ଇଛା ହଉନି❤️❤️❤️❤️❤️କୁଆଡେ଼ ଗଲା ସେ ପିଲା ଦିନ ପିଲାଦିନେ tv ଭଡ଼ାରେ ଆନିକି କ୍ୟାସେଟ୍ ପକାଇକେ ଗାଁ ଦାଣ୍ଡରେ ଦେଖିବାର ମଜା ଆଉ ଜୀବନରେ ଆସିବନୀ ସେ ମଜା,ଏବେ 42*ଇଞ୍ଚ led ଦେଖିଲେ ବି ମଜା ନାହିଁ ଯୋଉ ସାଙ୍ଗ ମାନେ ମୋ କଥାରେ ଏକମତ ଲାଇକ କର👍👍👍
@satyanayakodiavlogs
@satyanayakodiavlogs Ай бұрын
ସତ କଥା ଭାଇ ଏ ସିନେମା ଦେଖିଲେ ପିଲା ବେଳ କଥା ମନେ ପଡେ
@djhbbbsr..2735
@djhbbbsr..2735 24 күн бұрын
ସତ କଥା ଆମର ବି ଏମିତ ଭଡା ଅଣା ହୁଏ ଟଲିରେ ଟିଭି, ସିଡି,, Social ଦିନ ମାନଙ୍କରେ ଅଣାହୁଏ ଆଉ ସେ କି ମଜା ପ୍ରଥମେ ଆଲବମ କେସେଟ୍ ଘନ୍ଟାଟେ ତା ପରେ ଓଡିଆ, ହିନ୍ଦୀ ଚଳଚ୍ଚିତ୍ର ରାତିସାରା ଚାଲିବ।😂❤
@jyotirmayeesamal2396
@jyotirmayeesamal2396 22 күн бұрын
Aei sata katha bohut jinisa sikhibaku b miluthila hele abe ra film ra story na kahiba bhala
@royalkaraokestudio6299
@royalkaraokestudio6299 9 күн бұрын
ଭାଇ ପୁରା ସତ୍ କହିଲ
@royalkaraokestudio6299
@royalkaraokestudio6299 9 күн бұрын
ଆମେ ସେ ସମୟ ର ପିଲା
@skbulbulrout4440
@skbulbulrout4440 Жыл бұрын
ଏ ଫିଲ୍ମ ଛୋଟ ବେଳେ ଦେଖୁଥିଲେ କାନ୍ଦ ଲାଗୁଥିଲା ଏବେ ବି really story ଯେତେ ଦେଖିଲେ ବି ନୂଆ😭😭😭
@GovtamLenka
@GovtamLenka 5 ай бұрын
କେମିତି ଥିଲା ସେଦିନ☺️। ସବୁଦିନ 4ଟା ରେ ସ୍କୁଲ ଆସି ସିନେମା ଦେଖିବା। ସବୁ ରବିବାର ସନ୍ଧ୍ୟାରେ ସପରିବାର ମିଶି ସିନେମା ଦେଖିବା🥰🥰😍😍😘🥰
@Suryakanta0123
@Suryakanta0123 Жыл бұрын
ଏହି ଫିଲ୍ମ ରେ କିଛି ଶିଖିବା କଥା ଅଛି , ଫିଲ୍ମ ଟି ଦେଖିଲା ବେଳେ ଆଖିରୁ ଲୁହ ଆସିଗଲା !! ଜୀବନ୍ତ ଅଭିନୟ 🙏🏼🙏🏼🙏🏼👍👍👍👍
@Nb.Gaming275
@Nb.Gaming275 11 ай бұрын
Satare❤❤
@angulia_bkd2542
@angulia_bkd2542 6 ай бұрын
ହଁ ❤
@pabitrabehera1917
@pabitrabehera1917 Жыл бұрын
ମୁଁ ଭଲ ପାଏ ଓଡ଼ିଆଚଳଚ୍ଚିତ୍ର ପୁରୁଣା ସିନେମା ❤️❤️❤️
@thecoastalpanda1556
@thecoastalpanda1556 4 ай бұрын
ସେ ଦିନ ସବୁ କେଡେ ସୁନ୍ଦର ଥିଲା.....ରବିବାର ୪ ଟା ବେଳ ସମୟ ଘର ର ସମସ୍ତ loka ଏକାଠି ହେଇ ଦେଖୁ ଥିଲେ....those old days were so awesome. Now we are dreaming of those old free time
@lopamudrabiswal8792
@lopamudrabiswal8792 6 күн бұрын
4 nuhne 3 ru 6 pm
@anshumanbehera5691
@anshumanbehera5691 2 жыл бұрын
ଆଗଭଳି multi starrer family drama ଫିଲ୍ମ କାହିଁ ସତରେ mast ଫିଲ୍ମ 👌
@sarojkhatua2178
@sarojkhatua2178 5 ай бұрын
ଯାହା ବି ହେଉ ଓଡ଼ିଆ ସିନେମା ଦେଖିବାରେ ବି ଗୋଟେ ମଜା ୮ ବର୍ଷ ପରେଓଡ଼ିଆ ସିନେମା ଦେଖିଲି so beautiful movie
@explorewithanita
@explorewithanita 5 ай бұрын
2024 ରେ ae Film dekhibaku କୋଉ ମାନେ ଆସି ଚନ୍ତି
@akashmuduli4515
@akashmuduli4515 4 ай бұрын
Hiii
@bibhusahoo2137
@bibhusahoo2137 4 ай бұрын
Munn aji asichhi
@ShankarSan-ig5dj
@ShankarSan-ig5dj 3 ай бұрын
Best' films 🎉
@SanjayaExpressvlog83
@SanjayaExpressvlog83 3 ай бұрын
ମୁଁ
@PinkuSuna-nv4fg
@PinkuSuna-nv4fg 3 ай бұрын
Mu dekhu6i dekhuthibi old movei
@rabindradash6381
@rabindradash6381 Жыл бұрын
କୁଆଡେ ଗଲ ତୁମେ ବିଜୟ ମହାନ୍ତି, ମିହିର ଦାସ,ଅନିତା ଦାସ,।ଆଜି ତୁମ ଅଭିନୟ ସର୍ବଦା ମନେ ପଡୁଛି।
@sangramkumarmohanty6899
@sangramkumarmohanty6899 Жыл бұрын
୨୦୨୩ ମସିହା ରେ ମୁଁ ଏ ଫିଲ୍ମ ଦେଖି ନିଜକୁ ଧନ୍ୟ ମନେକରୁଚି,, ୟାକୁ ହିଁ କୁହନ୍ତି ଫିଲ୍ମ ❤️❤️❤️❤️ଜୀବନ୍ତ ଅଭିନୟ ଦେଖି ଆଖିରୁ ଲୁହ ଆସିଯାଉଛି,, ଏବେ ବି ଥିଏଟର ରେ ପକେଇଲେ ସୁପରହିଟ ହେବ
@sameerofficial8376
@sameerofficial8376 Жыл бұрын
ate dini haba kauthi soithilo
@sangramkumarmohanty6899
@sangramkumarmohanty6899 Жыл бұрын
@@sameerofficial8376 agaru dekhithili ebe dekhili.. soini....... Chetiki achi.. tume ganjei tani deicha bodhe au
@MousumiDas-wk6hk
@MousumiDas-wk6hk Жыл бұрын
Right
@jousmitanaikvlogandcooking7552
@jousmitanaikvlogandcooking7552 2 жыл бұрын
ସବୁ ବେଷ୍ଟ କଳାକାର ଏଠି। ଏମାନେ ଆଜି ନାହିଁ ବୋଲି ଆଜି ଓଡ଼ିଆ ସିନେମା ଅଧା ପାଣି ରେ 😔
@sudamrout5307
@sudamrout5307 Жыл бұрын
Right
@rpvlogs2900
@rpvlogs2900 Жыл бұрын
😢
@P.k.mix.video.
@P.k.mix.video. Жыл бұрын
R8 didi
@shaktiSart
@shaktiSart Жыл бұрын
ଅଧା ପାଣି ନୁହେଁ।।। ପୁରା ବୁଡ଼ିଗଲାଣି।।।
@MousumiDas-wk6hk
@MousumiDas-wk6hk Жыл бұрын
Right
@doctor9827
@doctor9827 5 ай бұрын
2024 re କିଏ କିଏ ଦେଖୁଚ like kara😅
@user-kx4cl9dt9o
@user-kx4cl9dt9o 4 ай бұрын
Bohut bhala movie ❤
@debasishsahoo1148
@debasishsahoo1148 6 ай бұрын
Bijay mohanty aparajita uttam babu au mihir das sir the best actors of odia cinema industry
@Engineer_of_india
@Engineer_of_india Жыл бұрын
Sete bela ra odia cinema aji au dekhebaku milluni ati practical abhinaya bijay mohanty, uttam mohanty, debu bose , mihir das , siddhanta..... ati sundar abhinaya Kintu aji kali jau sabu odia cinema hauche sethere kebala sasta sanlapa ,sasta nirdeshana au Khali sasta abhinaya ..
@fitnessmotivations1189
@fitnessmotivations1189 2 жыл бұрын
ଏ film ଆଜିକା dateରେ release ହେଇଥିଲେ.... 200 crore onwards income କରିଥାଆନ୍ତା....
@subhamsahoo5923
@subhamsahoo5923 2 жыл бұрын
padile mun jaithanti sure bhai
@saratchandrabiswal8285
@saratchandrabiswal8285 2 жыл бұрын
💯 right 👍
@fitnessmotivations1189
@fitnessmotivations1189 2 жыл бұрын
@@subhamsahoo5923 Mu b
@pintupradhan9737
@pintupradhan9737 2 жыл бұрын
Right
@biswajitjena718
@biswajitjena718 2 жыл бұрын
@@subhamsahoo5923 200 % Ri8
@gurucharangurucharan4256
@gurucharangurucharan4256 6 ай бұрын
ନିଜହୃଦୟ ରେ ଭରିଯାଇଥିବା ଦୂଖ ପୁଣୀ ଥରେ ମନେପକେଇ ଦେଲାରେ ଏହୀପୁରୁଣାଚଳଚିତ୍ର ଏମିତୀ କାହାଣୀଗୁଡ଼ିକ ମାନିଵାକୁପଡିଵ ଧନ୍ଯବାଦ ନମସ୍କାର
@shaktikanta9954
@shaktikanta9954 11 ай бұрын
ଜୀବଂତ ଅଭିନୟ,ଏପରି ଚଳଚ୍ଚିତ୍ର ଆଉ ଦେଖିବାକୁ ମିଳୁ ନାହିଁ । ଏଥିପାଇଁ ଆମ ସଂସ୍କୃତି ଆଉ ପରମ୍ପରା ନିମ୍ନଗାମୀ।
@ranjitkumarshortvideo6952
@ranjitkumarshortvideo6952 2 жыл бұрын
Debu daa, Bijay sir, Mihir sir,Runu mam,Anita mam we miss all legend Actors Actresses 😓😓😓😓
@MousumiDas-wk6hk
@MousumiDas-wk6hk Жыл бұрын
Semane banchithile odiaa industry Ate beloku bahut agaku jaisarantani rachana mam sindhant sir bi
@baijayantakumarnayak4206
@baijayantakumarnayak4206 Жыл бұрын
Legends ଙ୍କ ଚମତ୍କାର ଅଭିନୟ ବିଶେଷ କରି ବିଜୟ ମହାନ୍ତି ଙ୍କ ଅତି ଚମତ୍କାର ଓ ହୃଦୟସ୍ପର୍ଶୀ 🙏🙏🙏🙏
@lipunnayak-ht8eh
@lipunnayak-ht8eh Жыл бұрын
😊
@sanjaynayak1462
@sanjaynayak1462 Жыл бұрын
ସତରେ ଆଗରୁ ଯେମିତି ଫିଲ୍ମି ଏବେ ସେଭଳି ନାହିଁ ସେଥିରେ କିଛି ଶିଖୁଥିଲେ କିନ୍ତୁ ଏବେ ସେଭଳି ଫିଲ୍ମି ନାହିଁ କିଛି ଭଲ ଲାଗୁନି 😂😂🙏🙏
@user-op1st3wx9b
@user-op1st3wx9b Жыл бұрын
​@@sanjaynayak1462P❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@AjayGupta-ec1yt
@AjayGupta-ec1yt Жыл бұрын
This film is really of society. There are two types of daughter in law, one is mita and the other is mita's sister in law..mita type daughter broke the heaven like family and other type make home to heaven.
@user-kb7uq1qv4m
@user-kb7uq1qv4m 5 ай бұрын
2024 ରେ କିଏ କିଏ ଦେଖୁଛନ୍ତି ❤
@BabulPradhan-xl5yl
@BabulPradhan-xl5yl 26 күн бұрын
Darling mu dekhichi
@user-cs9vu1uq3g
@user-cs9vu1uq3g 26 күн бұрын
I love you
@routbunty2087
@routbunty2087 4 ай бұрын
2024 ରେ କିଏ କିଏ ଦେଖୁଛ 😊
@bestsradhavlogs
@bestsradhavlogs 2 ай бұрын
ମୁଁ ଦେଖୁଛି
@LaxmipriyaSahu-ic8hg
@LaxmipriyaSahu-ic8hg Ай бұрын
Mu 😂😂
@deviballavmallick3014
@deviballavmallick3014 Ай бұрын
Bhai mu Abe dekhuchi
@Goli-ug5be
@Goli-ug5be Ай бұрын
Mu
@ShipraSnigdha
@ShipraSnigdha 3 ай бұрын
Best kalakar❤ best film ❤2024 re kie dekhu cha😊
@Astute75
@Astute75 Жыл бұрын
Bijay mohanty, runu parija, anita mohanty, sidhhant, debu bose, mihir das, nilu, rachana, jayee, braja, uttam mohanty, aparajita,.... ALL LEGENDS ARE HERE....... ଆଜିକା actor ଏମାନଙ୍କ ପାଖରେ kichi ନୁହଁ...... Superhit
@MousumiDas-wk6hk
@MousumiDas-wk6hk Жыл бұрын
Thik kahichanti
@babitamahanta8811
@babitamahanta8811 10 ай бұрын
​ 2:13:09
@ashishroutray_ashu9776
@ashishroutray_ashu9776 Жыл бұрын
ଅବେକା ହିରୋ ହିରୋଇନ୍ ଆଉ ଅନ୍ୟ ଅଭିନେତା ଏଇ ମାନଙ୍କ ଠୁ ଶିଖିବା କଥା ବହୁତ ସୁନ୍ଦର୍ ଅଭିନୟ 😊
@MousumiDas-wk6hk
@MousumiDas-wk6hk Жыл бұрын
Sikhile bi koriparibeni semananka voliaa
@ashishroutray_ashu9776
@ashishroutray_ashu9776 Жыл бұрын
@@MousumiDas-wk6hk ସେଇଟା ତ ସତ କଥା ତଥାପି କିଛି ତ ଶିଖି କରିବା କଥା
@ShradhanjaliRout-bg1qs
@ShradhanjaliRout-bg1qs 9 ай бұрын
Aji ra hero heroine ta gote movie pare se khali english like but, then, so, and , finally, chobeibe.. Legand always legand... Bijay sir, mihir sir, anita mam, runu mam, rachana man🙏🙏🙏🙏
@santoshbarik-zs8ro
@santoshbarik-zs8ro 7 ай бұрын
Runu ......debu sir.....mihir das legend bijaya mohanty sir...aau dekhibuni kebe bi nuhaaa .....
@kirurock1509
@kirurock1509 Жыл бұрын
ଭାଈ ଓ ଭଉଣୀ ମାନେ ଏବଂ ସମ୍ମାନିତ ମାନେ ଏଇ ଚଳଚ୍ଚିତ୍ର ଟି ଏତେ ସୁନ୍ଦର ଅଭିନୟ , ୱାଆ ପୁରା ଆଖିରେ ଲୁହ ଆସିଗଲା ,ବିଜୟ ମହାନ୍ତି ଜଣେ ମହାନ ନାୟକ
@sritamshawS.S
@sritamshawS.S Жыл бұрын
@jagannathjena7701
@jagannathjena7701 2 жыл бұрын
ଏହି ଫିଲ୍ମ ଖାଲି ଫିଲ୍ମ ନୁହ । ଜୀବନର ପ୍ରତିଟି ମୁହୂର୍ତ୍ତ ରେ ଆମେ କିପରି ନିଜକୁ ସୁଧାରିବା ଏହିଠାରୁ ଶିଖିବାକୁ ମିଳିଲା । ମୋ ପିଲାଦିନର ଅଭୁଲା ସ୍ମୃତି।🙌🙏❤️
@sangrambiswal6811
@sangrambiswal6811 2 жыл бұрын
Right bro 👍
@saratchandrabiswal8285
@saratchandrabiswal8285 2 жыл бұрын
Right 👍
@greatindiafood7017
@greatindiafood7017 2 жыл бұрын
Nice
@aratisahu3562
@aratisahu3562 2 жыл бұрын
Right
@laxmipriyaswain4909
@laxmipriyaswain4909 Жыл бұрын
Right 👍
@kartikadas5546
@kartikadas5546 2 жыл бұрын
Kete badhia dina thila SEte bele sunday re sabu family eka sangare basiki film dekhu
@bharatibishoyi6097
@bharatibishoyi6097 Жыл бұрын
Only Sunday re ହିଁ film 🎥 dekhuthile ... ବହୁତ୍ ଭଲ time ଥିଲା... Missing that times 😢😢😔
@subhashreeswain5934
@subhashreeswain5934 Жыл бұрын
ସବୁ middle class family ର ଏ ସବୁ problem । ଏହା ସମ୍ପୂର୍ଣ୍ଣ ସତ୍ୟ ।😢
@manasranjan42
@manasranjan42 Ай бұрын
Tama Katha ta akdam thikee
@Odisha_5173
@Odisha_5173 Жыл бұрын
2023 ରେ ae film dekhibaku କୋଉ ମାନେ ଆସିଛନ୍ତି ❤
@vikumahalik5560
@vikumahalik5560 Жыл бұрын
Yes
@satyarajput1998
@satyarajput1998 Жыл бұрын
Facebook re dekhi ki asili 😂
@SAITANGANG424
@SAITANGANG424 Жыл бұрын
Mote bahut vala lage amiti old movie chada❤
@bapunnaik3513
@bapunnaik3513 Жыл бұрын
Mu❤🎉
@Jaganbhai07
@Jaganbhai07 Жыл бұрын
Mu asichi because mu Kanti odiya pua ,mo school life re dekhichi yebe dekuchi ,old age re bi dekibi ,ye sabu movie au asibani re yr
@cssantoshnayak9746
@cssantoshnayak9746 9 ай бұрын
Aau mihir das, bijay mohanty Sir aasibeni odia industry ku..ebe jie sabu achhnty hero semane putani re bhar pur
@user-up3rd8li2d
@user-up3rd8li2d 7 ай бұрын
ବହୁତ୍ ବଢିଆ ଓଡିଆ ଫିଲ୍ମ! ଏହା ଆମ ସମାଜକୁ ଆଉ ସଂସାରକୁ ଏକାଠି ବାନ୍ଧି ରଖିବା ପାଇଁ ପ୍ରେରଣା କରିବ!
@ganeshpradhan1403
@ganeshpradhan1403 2 жыл бұрын
Sidhant bhai complete package action stunt handsome acting dance looks sabu thire no 1 💯👑🔥❤
@abhishekkar8389
@abhishekkar8389 Жыл бұрын
Nxb9 c b9 c cm
@abinashdastheattitude7941
@abinashdastheattitude7941 Жыл бұрын
ଜୀବନ ର ଅର୍ଥ ଓ ସମ୍ପର୍କ ର ମୂଲ୍ୟ ବୁଝାଇ ଦିଏ ଏ ଫିଲ୍ମ ଛୋଟ ବେଳେ ଏ ଫିଲ୍ମ ର ମାନେ ବୁଝି ନ ଥିଲି ଆଜି ଏ ଫିଲ୍ମ ଦେଖି ମୋ ଆଖି ରେ ଲୁହ ଆସି ଯାଉଛି ବହୁତ୍ miss କରୁଛି ମୋ ପିଲା ଦିନ କୁ
@subhranshusekharsamal8916
@subhranshusekharsamal8916 10 ай бұрын
ଏପରି ପ୍ରେରଣାଦାୟୀ ସିନେମା ଆଜିକାଲିକା ଯୁଗର ପିଲାମାନେ ଦେଖିବା ଉଚିତ୍।
@gurucharangurucharan4256
@gurucharangurucharan4256 6 ай бұрын
ଏହି ମୋ ଓଡିଶୀର ଚଳଚିତ୍ର ମାନିବାକୁ ପଡ଼ିବ ବୋଲି ଆପଣାମାନକୁ ଅନୁରୋଧ ଜଣାଉଅଛୁ ❤❤❤❤❤
@satyapiraswain38
@satyapiraswain38 2 жыл бұрын
4 superstar 1 movie ohh 1 Bijay sir Uttam sir Mihiri sir Superstar sidhanta Rachana nilu
@b.k.sampadmalik156
@b.k.sampadmalik156 9 ай бұрын
କେତେ ଭଲ ଥିଲା ସେ ଦିନ ଯୋଉ ଫିଲ୍ମ ଦେଖିବାକୁ ଆମେ ଏକାଠି ଦେଖୁଥିଲୁ କିନ୍ତୁ ଏବେ ଦେଖିବାକୁ ସେମିତିକା ଫିଲ୍ମ ନାହିଁ କି ସମୟ ବି ନାହିଁ😭😭😭
@thebharatglobalpower6411
@thebharatglobalpower6411 2 жыл бұрын
ଆମ ଚଳଚିତ୍ର କେତେ ସୁନ୍ଦର ଥିଲା । ହେଲେ ଏବେ କଣ କଲ ରେ ଚଳଚିତ୍ର ବାଲା ଟିକେ ସୁଧୁରିଯାଅ
@knowledgemaster5319
@knowledgemaster5319 Жыл бұрын
Right
@garebinsan9062
@garebinsan9062 Жыл бұрын
Hn j
@subhamsahoo544
@subhamsahoo544 Жыл бұрын
@@knowledgemaster5319 À
@ChandanBehera-vl2gt
@ChandanBehera-vl2gt 3 ай бұрын
ଓଡ଼ିଆ ସିନେମା ର କଳାକାର ମାନେ ଯେପର୍ଯ୍ୟନ୍ତ ବିଜେଡି, ବିଜେପି, କଂଗ୍ରେସ ପ୍ରେମ ନ ଛାଡିଛନ୍ତି ସେ ପଯ୍ୟନ୍ତ ଓଡ଼ିଆ ସିନେମା ସୁଧୁରିବ ନାହିଁ
@sachidananda8115
@sachidananda8115 Жыл бұрын
Full emotional 😭🙏😭 movie kandei dela 😭😭😭😭🙏🙏🙏🙏All actor and actress are doing mind blowing acting 😭
@sidharthadas124
@sidharthadas124 2 жыл бұрын
ମୁଁ ଏହି ଫିଲ୍ମ 2001 ମସିହାରେ ପ୍ରଥମେ ଦେଖିଥିଲି। କଳାଧଳା ଟିଭିରେ ଦେଖିଥିଲି, କିନ୍ତୁ ରଙ୍ଗିନ୍ ଟିଭି ନୁହେଁ।
@user-bc4jm1nu6u
@user-bc4jm1nu6u 11 ай бұрын
ଏମିତି ଓଡ଼ିଆ ଫିଲ୍ମ ଦେଖିବାକୁ ଆଓ ମିଲୁନି। ଆଖି ରୁ ଲୁହ ଆସିଗଲା l
@enjoythelittlethings843
@enjoythelittlethings843 Жыл бұрын
ବହୁତ ସୁନ୍ଦର ଫିଲ୍ମ ଟି । ପିଲାଦିନର ଏକ ଅଭୁଲା ସ୍ମୃତି.... ବହୁତ କିଛି ଶିଖିବା ଦରକାର....... ଯୈଥ ପରିବାର.......
@sambhusahoo6190
@sambhusahoo6190 Жыл бұрын
ଏ ହଉଚି ଚଳଚ୍ଚିତ୍ର, କେତେ ସିଖନୀୟ କେତେ ସୁନ୍ଦର. ଆଉ ଆଜିକା ଚଳଚ୍ଚିତ୍ର ଛି..... ଛି... ଛି ..... ଏମିତିକା କରୁଛନ୍ତି
@santoshprusty7761
@santoshprusty7761 Жыл бұрын
Emiti movie jete dekhi ahuri dekhi baku bhala lage actor nka acting re akhiru pani bahari pade. Best odia movies 👍👍👍👍2023 bhi mu dekhi ki khusi laguchi
@RajuBhairagapakahani
@RajuBhairagapakahani 7 ай бұрын
ଏମିତି ଫିଲ୍ମ୍ ଯେ ଆଖି ରୁ ଲୁହ ଆସି ଯାଉଛି
@saratchandrabiswal8285
@saratchandrabiswal8285 2 жыл бұрын
Really heart touching movie, this movie was released 1996 i think, my college carrier (+2), i like very much, nowadays this type movie is day dream for us
@buluawain1360
@buluawain1360 8 ай бұрын
ମୋ ଓଡିଶା ମୋ ଓଡିଆ ସିନେମା ଓ ପରିବାରଙ୍କୁ ଧନ୍ୟ ବାଦ ଓ ମୋର ଗୌରବ
@pramoddhala1848
@pramoddhala1848 2 жыл бұрын
Emiti Sundar itihasha film kari jaichha tama mana nku ame Sabu bele mane rakhibu. Jay jagannath 🙏🙏🙏
@ratikantabarik8532
@ratikantabarik8532 Жыл бұрын
Bijay mohanty at his peak...love the film❤
@ansuashispanda5940
@ansuashispanda5940 2 жыл бұрын
ସ୍ୱର୍ଣିଭ ସ୍ମୃତି ❤️❤️❤️ ଚିର ଦିନ ପାଇଁ ହୃଦୟ ରେ ଛାପ ଛାଡ଼ି ଯାଇଛି
@cutearchana321
@cutearchana321 Жыл бұрын
I love u Rachana or sridhart❤❤❤
@bidyutpravabeheratwinkle2796
@bidyutpravabeheratwinkle2796 Жыл бұрын
90's kid can understand d emotion...behind watching dis movie at sunday....
@manasnaik4074
@manasnaik4074 2 жыл бұрын
ଚଳଚ୍ଚିତ୍ର ଟି ଅତି ବଢିଆ ଲାଗିଲା ବରିଷ୍ଠ ଅଭିନେତା ମାନେ ଅଛନ୍ତି କିନ୍ତୁ ବିଜୟ ଉତ୍ତମ ଦୁହେଁ ବରାବର ହେଲେ ବାପ ପୁଅ ଅଭିନୟ ରେ ଟିକେ ସୋଟ ହେଲାନି ଆଉ ସବୁ ଠିକ୍ ଅଛି
@jajatibehera9383
@jajatibehera9383 2 жыл бұрын
ଏଇଟା ହେଉଛି ମୋ ଓଡିଆ ସିନେମା ଦେଖିଲା ସମୟ ରେ ଆଖି ରୁ ଲୁହ ବାହାରିଯିବ ଆଉ ଆଜି ର ଛି ଛି ଶଳା ଖାଲି କପି
@pintu9315
@pintu9315 2 жыл бұрын
ପିଲା ବେଳ ର କଥା ମନେ ଗଲା... 😔😔
@lipansahoo8544
@lipansahoo8544 Жыл бұрын
Hey samaya phereide mo pila dina 4pm time 😢😢😭😭😢😢. My childhood, my pure village never come again.
@bablusahoo913
@bablusahoo913 Жыл бұрын
All time all fevorite actors are together this movie 😅😅❤❤❤❤❤❤😊😊😊
@ganeshpradhan1403
@ganeshpradhan1403 2 жыл бұрын
Siddhant Bhainka action aou stunt pura 🔥🙆‍♂️🤷‍♂️🔥tanka pari action aou stunt kehi karipari nanti odia cinema re aji jake
@swagatroutray479
@swagatroutray479 2 жыл бұрын
All legend are in one frame.... What a film... Sundar bahut sundar. Our old odia films are so good. N heart touching
@jayjagannathyoutubechanel2180
@jayjagannathyoutubechanel2180 2 жыл бұрын
Bbbj
@subashpatra5113
@subashpatra5113 2 жыл бұрын
. Mpm mmm N. 00n 0 p ..
@subashpatra5113
@subashpatra5113 2 жыл бұрын
Mnp mne mmein. PM mn mnem mm npppmp mmmm m mmpm mpm mm I mmmmmmm mm. mo mm Mmmmm. M00m. M Mn. Mne mnani hoho n
@rahulk934
@rahulk934 Жыл бұрын
Really this era was golden era of odia movie... missing my childhood memories
@mousumidas8820
@mousumidas8820 2 жыл бұрын
R. I. P Runu opa. Anita mam. Mihir Sir. Bijaya Sir... 😭😭😭😭
@debasishbehera3132
@debasishbehera3132 2 жыл бұрын
Debu bose 😭
@technicaltrick3162
@technicaltrick3162 2 жыл бұрын
kzbin.info/www/bejne/gpS9lHavepWmjZI
@sb-tg4ik
@sb-tg4ik 2 жыл бұрын
R i p boli kichhi ama sanskruti re nahi madam .... Omm shanti kuhajae.
@hamantabarik4084
@hamantabarik4084 Жыл бұрын
​@@aratigolekha3909 ଉଉଉଉଉନ୍ନୂନ୍ନ୍ନ୍ନ୍ନ୍ନ୍ନିନ୍ନ୍ନୁନୂଇଉ
@hamantabarik4084
@hamantabarik4084 Жыл бұрын
​@@aratigolekha3909
@subhasribehera4693
@subhasribehera4693 2 жыл бұрын
Emiti movie au kebe heiparibani 👌👌
@SAIDARSHAN134
@SAIDARSHAN134 2 жыл бұрын
ଆଉ ଏମିତି କଳାକାର ଏବେ ନାହାଁନ୍ତି
@jogeshchoudhury4600
@jogeshchoudhury4600 2 жыл бұрын
Hnn😌😌😌😌
@CONSCIOUSNES
@CONSCIOUSNES Жыл бұрын
Bohut sikhiba pain ochi ye movie ru ....ye flim ku dekhi jou mane thhik re bujhichonti seamne aji ro re ye dunia re khusi re rohiparibe.....& bohut jonko family khusi re thibe...
@jitendradasjd2019
@jitendradasjd2019 Жыл бұрын
ସମୟର ଆଜି ନାହିଁ କି କାଲି ନାହିଁ ଆମେ ଖାଲି ନିଜ ନିଜର ସୁବିଧା ପାଇଁ ସମୟ କୁ ଆଜି କାଲି ପହରଦିନ ଭିତରେ ବାଣ୍ଟି ଦେଇଛୁ.. ବେଷ୍ଟ ଡାଇଲଗ
@RahulModi_
@RahulModi_ Жыл бұрын
Best Movie of my Life❤❤❤
@diparanipanigrahi4141
@diparanipanigrahi4141 Жыл бұрын
Ao bohu haba ta aparajita mam nka pari pura paribar ku bandhirakhipariba😢😢❤❤
@fakirmohansahoo2079
@fakirmohansahoo2079 Жыл бұрын
ସ୍ମୃତି ସବୁବେଳେ ସ୍ମୁତି ଏମିତି ଚଳଚ୍ଚିତ୍ର ଏବେ ଦେଖିବାକୁ ମିଳୁନାହିଁ,ଜୟ ଜଗନ୍ନାଥ 🙏🙏🙏
@ganeshpradhan1403
@ganeshpradhan1403 2 жыл бұрын
Mast movie aji odia industry emtika movie khojuchi
@lizamohanty4101
@lizamohanty4101 2 жыл бұрын
Au aemeti actors na acting dekhibaku miliba ❤️
@jogeshchoudhury4600
@jogeshchoudhury4600 2 жыл бұрын
Best movie ... now Emthi movie hele odia industry agakhu Jibho mataro Emthi actor ahou actors milibhe nahi bahut dhuk Rao khatha 😌😌😌😌
@MyLove_SARADA
@MyLove_SARADA 8 ай бұрын
ଅପରାଜିତା ❤😢
@Jkl-pooja
@Jkl-pooja 2 жыл бұрын
ଓଡ଼ିଆ ଫିଲ୍ମ ର Golden period
@Rajesh-hv9gt
@Rajesh-hv9gt 2 жыл бұрын
This is called odia movie and odia culture
@technicaltrick3162
@technicaltrick3162 2 жыл бұрын
kzbin.info/www/bejne/gpS9lHavepWmjZI
@lingarajpradhan8473
@lingarajpradhan8473 2 жыл бұрын
Aji kalika hero ,heroine & all actor & actress manaku mora request aee film ru acting sekhantu 🙏🙏future rey odiya film industry improve kariba🙏🙏🙏🙏
@ajayjena6370
@ajayjena6370 2 жыл бұрын
Absolutely right bhai
@pravatmilu5858
@pravatmilu5858 Жыл бұрын
Absolutely right bro
@mrchandankumarsamal7986
@mrchandankumarsamal7986 2 жыл бұрын
Miss u 😭😭 mihir sir and Bijay sir 😭😭😭😭
@subratamohanty4389
@subratamohanty4389 2 жыл бұрын
Also debt bose sir,Anita madam, runu madam
@anangadas3931
@anangadas3931 2 жыл бұрын
B
@technicaltrick3162
@technicaltrick3162 2 жыл бұрын
kzbin.info/www/bejne/gpS9lHavepWmjZI
@ganeshpradhan1403
@ganeshpradhan1403 2 жыл бұрын
Love you muna bhai rachana bhauja ❤👑
@nandeswargiri3951
@nandeswargiri3951 2 жыл бұрын
ୟାକୁ କୁହନ୍ତି ଓଡ଼ିଆ ଚଳଚିତ୍ର l ଏଭଳି ଚଳଚିତ୍ର ରୁ ଓଡ଼ିଆର ସଂସ୍କୃତି ଦେଖିବାପାଇଁ ମିଳେ l ସତରେ ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ମିହିର ଦାସ, ସିଦ୍ଧାନ୍ତ, ଦେବୁ ବୋଷ, ରୁନୁ, ଅନିତା, ଅପରାଜିତା, ରଚନା, ଜୟୀ, ଭଳିଆ କଳାକାର ଆଉ ଓଲିଉଡ଼ ନା ଦେଖିବା ପାଇଁ ମିଳୁଛି ନା ଆଗକୁ ମିଳିବ l All lagend are in one movie..... 👏👏👏
@debuprasadmalik7687
@debuprasadmalik7687 2 жыл бұрын
Vijay mahanty and Mihir das missu
@technicaltrick3162
@technicaltrick3162 2 жыл бұрын
kzbin.info/www/bejne/gpS9lHavepWmjZI
@and-hk3sj
@and-hk3sj Жыл бұрын
Mu e flim 30 thara dekhilini pilati dinaru ...hele ebe b akhiru luha asijae avinaya dekhile ...❤bahut kichhi sikhibaku mile
@kumarpradeeplife
@kumarpradeeplife 2 жыл бұрын
Bijaya sir you are ligend Odia industry,i miss you sir
@toughSon001
@toughSon001 5 ай бұрын
Complete Indian Family drama cinema. Great bonding with great Indian culure.
@biswajitmishra8339
@biswajitmishra8339 Жыл бұрын
KETE SUNDARA MOVIE 😭😭 DEKHIKI AKHIRU LUHA BOHI JAUCHHI 😭
@ganeshpradhan1403
@ganeshpradhan1403 2 жыл бұрын
Siddhant rachana ❤👑
@maheshbehera4879
@maheshbehera4879 Жыл бұрын
Legendary actor bijay mohanty 😭😭😭
@Xuy788
@Xuy788 Жыл бұрын
ବହୁତ ଭଲ ଅଭିନୟ ଏମିତି ଅଭିନୟ ଆଉ ମିଳୁନି.. ତେଲୁଗୁ ଫିଲ୍ମ ରୁ କପି କଲେ ବି ପୁରୁଣା ଫିଲ୍ମ ରେ ଅଭିନୟ ବହୁତ ସତ ଭଳି ଲାଗୁଥିଲା...
@MrTanmoyHacker
@MrTanmoyHacker 7 ай бұрын
I am 200% sure that the rachana banerjee voice has been odia dubbed. Still she manages to lip properly. Very amazing actor 👏
@diparanipanigrahi4141
@diparanipanigrahi4141 Жыл бұрын
Satare bahut vala kahani pura paribarika nija jiban saha joda hela vali kahani ❤❤
@rajupradhan1627
@rajupradhan1627 Жыл бұрын
Sabu legends actors mane achhanti a film re😊
@Tapannaikvlogs
@Tapannaikvlogs Жыл бұрын
ସବୁ ସୁନ୍ଦର ଫିଲ୍ମ
@tejarajkalsai8868
@tejarajkalsai8868 2 жыл бұрын
Puruna flim ra tale abe jau flim baharu6i no fighting fir v 1 no.
@janmejaynaik5541
@janmejaynaik5541 8 ай бұрын
ଏଇ ଫିଲ୍ମ ରେ ଉତ୍ତମ ମହାନ୍ତି ଆଉ ବିଜୟ ମହାନ୍ତି ଙ୍କ acting ପୁରା ଜୀବନ୍ତ
@rashmitamalik7374
@rashmitamalik7374 2 жыл бұрын
Luv u so much Aparajita mam
@bidyabantabag25
@bidyabantabag25 Жыл бұрын
ଓଡ଼ିଆ ସିନେମାର Gems ❤❤
У ГОРДЕЯ ПОЖАР в ОФИСЕ!
01:01
Дима Гордей
Рет қаралды 5 МЛН
大家都拉出了什么#小丑 #shorts
00:35
好人小丑
Рет қаралды 79 МЛН
Фейковый воришка 😂
00:51
КАРЕНА МАКАРЕНА
Рет қаралды 5 МЛН
КТО ЛЮБИТ ГРИБЫ?? #shorts
00:24
Паша Осадчий
Рет қаралды 4,3 МЛН
NUAKHAI || ନୂଆଁଖାଇ || Video by BJ Media
16:05
BJ Media
Рет қаралды 72 М.
Laxmi Pratima| Odia Full Movie| Sidhanta Mohapatra | Rachna Banerjee | Mahamad Mahashin|
3:00:53
У ГОРДЕЯ ПОЖАР в ОФИСЕ!
01:01
Дима Гордей
Рет қаралды 5 МЛН