Рет қаралды 14,693,333
୩O ବର୍ଷ ଧରି ଶୁଣୁଥିବା Namita Agrawal & Gita Dash ଙ୍କ କାଳଜୟୀ "ଲକ୍ଷ୍ମୀ ପୁରାଣ" ଏହି ମାର୍ଗଶିର ମାସ ପ୍ରତ୍ୟେକ ଗୁରୁବାର ସିଦ୍ଧାର୍ଥ ଟିଭି ରେ ଦେଖନ୍ତୁ ଭୋର ୩ଟା , ଭୋର ୫ଟା, ସକାଳ ୭ଟା, ଅପରାହ୍ନ ୩ଟା ଓ ସନ୍ଧ୍ୟା ୫ଟାରେ...Only on Sidharth TV
-------------------------------------------
Create Your Reels Here :-bit.ly/3Cb3Az5
Song : Laxmi Purana (Luxmi Purana)
Album : LAXMI PURANA (Manabasa Gurubar Bahi Gita) (Gurubara Laxmi Purana)
Singer : Namita Agrawal & Gita Dash
Lyrics : Balaram Das
Music Label : Sidharth Music
------------------------------------------
♪ Full Song Available on ♪
►JioSaavn : bit.ly/2OzoijU
►Wynk : bit.ly/334wNsh
►Resso : bit.ly/3Ccap3y
►Spotify : spoti.fi/2pEmjCo
►Gaana : bit.ly/35i7QuP
►Apple Music : apple.co/2rcUNvT
►Amazon Prime Music : amzn.to/2Gm2a8R
------------------------------------------
SIDHARTH MUSIC presents "LAXMI PURANA" (Manabasa Gurubar Bahi Gita)
"ଲକ୍ଷ୍ମୀ ପୁରାଣ" ଓଡ଼ିଶାର ଘରେ ଘରେ ମାଣବସା ଗୁରୁବାର ନାମରେ ମଧ୍ୟ ଖ୍ୟାତ ।
ମାର୍ଗଶୀର ମାସର ଗୁରୁବାର ଦିନ ଓଡ଼ିଶାର ପ୍ରତି ଘରେ ଲକ୍ଷ୍ମୀପୂଜା ବା ମାଣବସା ଗୁରୁବାର ପାଳିତ ହୁଏ ।
ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟା,କ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା "ଧାନବେଣୀ"ରେ ସଜାଯାଇଥାଏ । ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀମାନେ ଘରଦ୍ଵାର ଲିପାପୋଛା କରି ଝୋଟିଚିତା ପକାଇଥାନ୍ତି । ଗୁରୁବାର ଦିନ ବଡ଼ିଭୋରରୁ ଉଠି ନାରୀମାନେ ସ୍ନାନାଦି କାର୍ଯ୍ୟ ସାରି ଲକ୍ଷ୍ମୀଙ୍କ ପୂଜା ଆରମ୍ଭ କରିଥାନ୍ତି । ପିଠାପଣା ଓ ଫଳମୂଳ ଭୋଗ (କଦଳୀ, ଛେନା, ନଡ଼ିଆ, ଗୁଡ଼, ଗୋଲମରିଚ ଓ ଅନ୍ୟାନ୍ୟ ଫଳ ) ଲକ୍ଷ୍ମୀଙ୍କ ପାଖରେ ଲଗାଯାଏ । ଏଥି ସହିତ ମଣ୍ଡା ପିଠା ତିଆରି କରାଯାଇ ଭୋଗ ଦିଆଯାଇଥାଏ । ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି ଲକ୍ଷ୍ମୀଙ୍କୁ ପାଖରେ ଲାଗି କରାଯାଇଥାଏ ।
#laxmipurana #sidharthtv #namitaagrawal #sidharthmusic #sitaramagrawal #laxmipuran
#laxmipurana #manabasagurubarpuja #manabasagurubara #manabasagurubar #sidharthbhakti