ଟେଲିକମ୍ କମ୍ପାନୀଙ୍କ ମନମାନୀରେ ଅସନ୍ତୁଷ୍ଟ ଜନତା

  Рет қаралды 338,377

Suchanatv24x7

Suchanatv24x7

Күн бұрын

Пікірлер: 624
@NimaiCharanpanda-n4h
@NimaiCharanpanda-n4h 3 ай бұрын
ଟେଲିକମ କମ୍ପାନୀ ଠାରୁ ଟଙ୍କା ଆଣି ଭାରତ ସରକାରଙ୍କନିର୍ବାଚନ ରେ ଖର୍ଚ୍ଚ କରିଥିବେ ସେହ ଟଙ୍କା ସାଧାରଣ ଲୋକଙ୍କ ଠାରୁ ଆଦାୟ କରିବ ଟେଲିକମ କମ୍ପାନୀ
@bapinpatra7777
@bapinpatra7777 3 ай бұрын
ଭାରତ ସରକାର ନୁହେଁ ସବୁ ଜଳର ନେତା କାହାଠୁ ନା କହାଠୁ ଆଣିଛନ୍ତି ତୁମେ ନେଇନ 500ଟଙ୍କା200ଟଙ୍କା ଲାଗି ତୁମେ ମାନେ ତୁମ ମୁଣ୍ଡ ବିକିଦଉଚ ଭୋଟ ପାଇଁ ସେମାନେ ତାଙ୍କ ପଇସା ପାଇବେ କେମିତି ଭାଇ ନିଜର ଆଖିକୁ ଆଗ ଆଙ୍ଗୁଠି ପୁରେଇ ଦେଖ ତା'ପରେ ଅନ୍ୟ ର ଆଖିକୁ ଆଙ୍ଗୁଠି ପୁରେଇ ବ ଜାଣିବ କେମିତି ଲାଗୁଚି
@basantatarai166
@basantatarai166 3 ай бұрын
Bhai nia khaicha angara bahariba ni ta au kn bahariba. Modi ji nara lagantu. A dubble engene
@SusantaKuladip-dg3xk
@SusantaKuladip-dg3xk 3 ай бұрын
Mohan babu ଏଥି ପାଇଁ ଦାୟୀ ଅଟେ ନୂଆ ସରକାର ବଢ଼ା ଉ ଛି ଦର ଦାମ।
@skdcreation2839
@skdcreation2839 3 ай бұрын
Magihaa ସରକାର ଠିକ୍ ସେ ଗଢି ସାରି ନାହିଁ ତୁ କହୁଛୁ ମୋହନ ଦାୟୀ magihaa ଶଳା BJD ର ଅଇଁଠା ଖିଆ କୁକୁର 👉ଗତ ବର୍ଷ ଏଇ ମାସରେ ସବୁ ବଢ଼ିଥିଲା ଦର ଦାମ ସେଇ କଥା ମନେ ପକା ଶଳା ଚୋର magihaa 🤛🤜👊👊
@biswajitdash6022
@biswajitdash6022 3 ай бұрын
ଯେତେବେଳେ ଗୋଟେ ଯିବି ଡାଟା କୁ ଗୋଟେ ମାସ ଧରି ବ୍ୟବହାର ହେଉଥିଲା କିଛି ମୁଣ୍ଡ ଉପରେ ଚଡକ ପଡୁନଥିଲା ....ଟୋକା ଟୋକି ସେତେବେଳେ ସହ ସହ ଟଙ୍କା ଦେଇ ରାତି ରାତି କଥା ହେଉଥିଲେ ସେତେବେଳେ ପଇସା ସ୍ୱର୍ଗ ରୁ ଖସୁଥିଲା ..ସେତେବେଳେ କାହା ପାଟିରୁ ବଚନ ବାହାରୁଥିଲା ଏବେ ସବୁ ରୋଗ ବାହାରୁଛି ..ଛୀ ଛୀ ଛୀ ଏତେ ବେଈମାନ ଏ ଲୋକ କଣ ଆଉ କୁହ ଯିବ ...କମ୍ପାନୀ କଣ ପାଇଁ ବନ୍ଦ ହବ ନିଜେ ମୋବଇଲ ଚଲେଇବା ବନ୍ଦ କରିଦିଅ ଏତେ ଯଦି କାଢ଼ୁଆ କମ୍ପାନୀ ଆପେ ଆପେ ବନ୍ଦ ହେଇ ଯିବ ..ଚିଲେଇବା କଣ ଦରକାର
@BISANTA-io5wg
@BISANTA-io5wg 3 ай бұрын
​@@skdcreation2839good reply
@giridharimunda9376
@giridharimunda9376 3 ай бұрын
ଏ ହେଉଛି ପରିବର୍ତ୍ତନର ଚିତ୍ର ଆଗକୁ ଦେଖ କଣ ହବ !
@dibyaranjanbehera7927
@dibyaranjanbehera7927 3 ай бұрын
Bjd thila bele ba tamato 200 heithila mana nahi kou bhalia nilaja amala km hele badhiba au eta nua katha kn
@sumantabehera7642
@sumantabehera7642 3 ай бұрын
ତୁ ମା ଘିଆ ଟମାଟୋ ଭାରି ଖାଉଚୁ ନା ଏବେ ବାଳ ଖା​@@dibyaranjanbehera7927
@ajoyabehera7707
@ajoyabehera7707 3 ай бұрын
BJP ku vote dia
@RajKumar-xf8xb
@RajKumar-xf8xb 3 ай бұрын
Jio ଆଉ Airtel କୁ ବନ୍ଦ କରା ଯାଉ 🙏
@gitarani7237
@gitarani7237 3 ай бұрын
Hn thik
@uttambaba6800
@uttambaba6800 3 ай бұрын
Modi Mari jibo😅😢😂 bond no hele ame Mari jiba😅
@satrughnamallick9250
@satrughnamallick9250 3 ай бұрын
Right
@Keyboardboy-Sushil
@Keyboardboy-Sushil 3 ай бұрын
Right
@Unknownman-12
@Unknownman-12 3 ай бұрын
Modi friend Ambani janichu na nahin,modi ban karibani
@krishnanaik2453
@krishnanaik2453 3 ай бұрын
ଲୋକ ଅସନ୍ତୁଷ୍ଟ ହେଲେ ସରକାର ଏହା ର ଉଚିତ୍ ଜବାବ୍ ପାଇଯିବେ ଆଗାମୀ ନିର୍ବାଚନ ରେ
@Funwithstoryzone.
@Funwithstoryzone. 3 ай бұрын
Next election re mone nothiba abe hin strike kariba darakara
@narottammallik2660
@narottammallik2660 3 ай бұрын
Next election beleku sabu looti sarithibe.gariba au middle class family Mane rastare thali dhari bhika maguthibe.pindhita bastraku b bjp Bala nilam karisarithibe
@Birabhue-t7s
@Birabhue-t7s 3 ай бұрын
ଭାଇ ଭିକ ବି ଆଉ କେହି ଦେବେନି​@@narottammallik2660
@krishnanaik2453
@krishnanaik2453 3 ай бұрын
@@narottammallik2660 ହଁ ସାର
@digantaagarwal9611
@digantaagarwal9611 3 ай бұрын
@@narottammallik2660 Right
@BrundabanSahoo-ty6vq
@BrundabanSahoo-ty6vq 3 ай бұрын
ସରକାର ମାସେ ହୋଇଛି ଦର ଦାମ ଵଢିଚାଲିଛି ଗରିଵ ଲୋକ ହନ୍ତ ସନ୍ତ ହେଉଛନ୍ତି😊
@prajanadattaputhal7034
@prajanadattaputhal7034 3 ай бұрын
Gariba loka ta gandi mara 500 nechha para
@Jotrimay
@Jotrimay 3 ай бұрын
ତୁ ଏତେ କାହାଣୀ କହନା
@rajmix3740
@rajmix3740 3 ай бұрын
ଗରିବ ଲୋକ କି ହଇରାଣ ହୋ? ସବୁ ମାଗଣା ପାଉଛନ୍ତି। ଘର, ଟଙ୍କା, ଜାଗା, ଚାଉଳ ସବୁ। ଶଳା ମରୁଛନ୍ତି ମଧ୍ୟବିତ୍ତ ଆଉ ନିମ୍ନ ମଧ୍ୟବିତ୍ତ।
@digantaagarwal9611
@digantaagarwal9611 3 ай бұрын
​@@rajmix3740Right
@digantaagarwal9611
@digantaagarwal9611 3 ай бұрын
Goribo loko Pae sobu free
@basantkumarmohanty7602
@basantkumarmohanty7602 3 ай бұрын
ଓଡ଼ିଶା ବାସୀଙ୍କୁ ଅନୁରୋଧ ସବୁ ମୋବାଇଲ ନେଇକି ଆସନ୍ତୁ cm ଙ୍କୁ ଦେଇ ଆସିବା
@pratapmaity2499
@pratapmaity2499 3 ай бұрын
@@basantkumarmohanty7602 କିପରି ସମ୍ଭବ
@sukantasingh2483
@sukantasingh2483 3 ай бұрын
Odisa basi bjp ku vote deichanti, Abe upa vag karantu
@LitunaJosna
@LitunaJosna 3 ай бұрын
Right 👍
@LitunaJosna
@LitunaJosna 3 ай бұрын
​@@sukantasingh2483thik karisanti
@shankarsanmeher9303
@shankarsanmeher9303 3 ай бұрын
Double Engine 🚂🚂 Double Rate Double kharcha 🤬🤬🤬🤬
@indianprimitiveliving2479
@indianprimitiveliving2479 3 ай бұрын
ବେକାର ସରକାର.... ଦରକାର ନାହିଁ ଏମିତି ସରକାର..... ଯିବ ୨୦୨୯ ରେ... ବନବାସ... 😭😭😭
@garudsaraf6927
@garudsaraf6927 3 ай бұрын
ନରେଦ୍ର ମୋଦି ସରକାର ଜିଓ କମ୍ପାନୀ ଙ୍କ ବିରୋଧରେ ଦ୍ରୃଢ କାର୍ଯ୍ୟାନୁଷ୍ଠାନ ନେବା ଦରକାର ନ ହେଲେ ଆଗାମି ଦିନରେ ଲୋକେ ରାଜ ରାସ୍ତାରେ ଓଲେହି ଆନ୍ଦୋନଲ୍ କରିବେ 😡🙏
@sarbeswarpallai4051
@sarbeswarpallai4051 3 ай бұрын
ଭାଇ ମାନେ ଏଥିରେ କେବଳ ସାଧାରଣ ଲୋକ ମାନେ ହଇରାଣ ହେବେ ସରକାରୀ ଚାକିରିଆ ଙ୍କର କିଛି ହବନି କାହିଁକି ନା ତାଙ୍କର ସବୁ ବେଳେ ଦରମା ବଢୁଛି କିନ୍ତୁ ଲେବର ମାନଙ୍କର ବଢ଼ୁନି ଏହା ସରକାରଙ୍କୁ ଦେଖା ଯାଉନି
@ajoyabehera7707
@ajoyabehera7707 3 ай бұрын
Vote for bjp
@sanjaynanda992
@sanjaynanda992 3 ай бұрын
ଆଗକୁ ପେଟ୍ରୋଲ ବି ବଢିବ, ଅପେକ୍ଷା କର
@jibanjyotirout2066
@jibanjyotirout2066 3 ай бұрын
ଆଗ କୁ ଦେଖ ସେମାନଙ୍କ ଅସଲ ଚିତ୍ର ଆସିବାକୁ ବହୁତ୍ କମ time ଅଛି
@Udionayak
@Udionayak 3 ай бұрын
Jio ଆଉ. Airtel କୁ ବନ୍ଦ କରାଯାଉ ସତ୍ୟେ ଜୟ ଜଗନ୍ନାଥ🙏🙏👍
@jibanjyotirout2066
@jibanjyotirout2066 3 ай бұрын
ମୋଦି ମାରିଦେବ ଗରିବ ଙ୍କୁ
@lokanathtanty-us2oj
@lokanathtanty-us2oj 3 ай бұрын
Already mari sarilani, agaku aau kichi na thibo, dekho aau kana kana badhauchi modi
@gajaboy3498
@gajaboy3498 3 ай бұрын
Se modi godi htebaa Katha kintu Loko bekar
@rajmix3740
@rajmix3740 3 ай бұрын
କିଛି ବୁଝା? ଗରିବ ତ ସବୁ ମାଗଣା ପାଉଛନ୍ତି, ସେମାନଙ୍କର ଅସୁବିଧା କଣ? ମରୁଛନ୍ତି କୋଉମାନେ ଭଲ କି ଚିନ୍ତା କର।
@dremboy....625
@dremboy....625 3 ай бұрын
Ame chasa kari bu..
@secretrahul7987
@secretrahul7987 3 ай бұрын
sabu odia ta mendha khali jhay sriram jay sriram bjp ku ta bapa karideichanti na nebene aou kie naba😂😂😂
@PravaskumarSamantaray
@PravaskumarSamantaray 3 ай бұрын
ଏ ସରକାର ହେଉଛି ଗୋବରା 👍
@jibanjyotirout2066
@jibanjyotirout2066 3 ай бұрын
ମୋହନ ବାବୁ କୋଉ କୁଳର ହେଉନାହାନ୍ତି, ଦର ଦାମ୍ ଆଙ୍କ ଦ୍ଵାରା କେବେବି କମିବ ନାହିଁ ବରଂ ବଢିବ
@lokanathtanty-us2oj
@lokanathtanty-us2oj 3 ай бұрын
@@jibanjyotirout2066 nai bhai Mohan Babu nuho asali villain hauchi ei Modi, Modi chahile sabu control hei paribo hele modi emti karibani, desha basi pachare hairan huantu hele ambani Adani ku kichi karibani, ghanta ghodei kina rakhibo
@biswajitdash6022
@biswajitdash6022 3 ай бұрын
ଯେତେବେଳେ ଗୋଟେ ଯିବି ଡାଟା କୁ ଗୋଟେ ମାସ ଧରି ବ୍ୟବହାର ହେଉଥିଲା କିଛି ମୁଣ୍ଡ ଉପରେ ଚଡକ ପଡୁନଥିଲା ....ଟୋକା ଟୋକି ସେତେବେଳେ ସହ ସହ ଟଙ୍କା ଦେଇ ରାତି ରାତି କଥା ହେଉଥିଲେ ସେତେବେଳେ ପଇସା ସ୍ୱର୍ଗ ରୁ ଖସୁଥିଲା ..ସେତେବେଳେ କାହା ପାଟିରୁ ବଚନ ବାହାରୁଥିଲା ଏବେ ସବୁ ରୋଗ ବାହାରୁଛି ..ଛୀ ଛୀ ଛୀ ଏତେ ବେଈମାନ ଏ ଲୋକ କଣ ଆଉ କୁହ ଯିବ ...କମ୍ପାନୀ କଣ ପାଇଁ ବନ୍ଦ ହବ ନିଜେ ମୋବଇଲ ଚଲେଇବା ବନ୍ଦ କରିଦିଅ ଏତେ ଯଦି କାଢ଼ୁଆ କମ୍ପାନୀ ଆପେ ଆପେ ବନ୍ଦ ହେଇ ଯିବ ..ଚିଲେଇବା କଣ ଦରକାର
@jibanjyotirout2066
@jibanjyotirout2066 3 ай бұрын
Jio Airtel Modi ଙ୍କ ଦୁଇ ପୁତ୍ର ସେମାନେ ଯାହାବି କରିବେ କଛି ନାହିଁ,
@gitarani7237
@gitarani7237 3 ай бұрын
ବଞ୍ଚିବା କଷ୍ଟକର ହେଇ ଗଲାଣି ମୁଁ ଭାବୁଛି ଗୋଟେ ଚିଠି ଲେଖି ମୋ ଫାମିଲି ସବୁ ବିଷ ପି ସବୁ ଏମିତି ଉପାସ ରେ କାଇଁ ମରିବୁ
@abinashmohanty546
@abinashmohanty546 3 ай бұрын
Bhai emitinkahin kahuchha
@bansidharbehera2687
@bansidharbehera2687 3 ай бұрын
ଯେମିତି ଥିଲା ସେମିତି ଥାଉ
@bibekanandaparida6279
@bibekanandaparida6279 3 ай бұрын
Jio ଆଉ airtel କୁ ବନ୍ଦ କରାଯାଉ ମୋହନ ସରକାର ତୁମେ ନହେଲେ ଦରଦାମ ପାଇଁ ଦାୟୀ ହେବେ 🙏🙏
@pradiptamishra1441
@pradiptamishra1441 3 ай бұрын
Jai BJD Jai Naveen babu ❤️ 🙏
@jibanjyotirout2066
@jibanjyotirout2066 3 ай бұрын
Next Election re mind ସ୍ତିର କରିଦିଅନ୍ତୁ ସରକାର chage କରିବା ନିହାତି ଦରକାର, ଯିଏ ଆସୁ ପଛେ ଆକୁ chage ନକଲେ ହେବନି
@akash55vv
@akash55vv 3 ай бұрын
ଯଦି ସିଏ ବି ଏମିତି କଲା ପୁଣି କାହାକୁ କହିବା, କାହାକୁ ଚେଞ୍ଚ୍ କରିବା ଭାଇ,
@digantaagarwal9611
@digantaagarwal9611 3 ай бұрын
​@@akash55vvcongress & bjd
@SumantaPatra-pd9hj
@SumantaPatra-pd9hj 3 ай бұрын
Jio କୁ ଆଗ ହଟାଓ..
@pk5993
@pk5993 3 ай бұрын
ଏଥିରେ ଆମ ଭାରତ ସରକାର ହସ୍ତକ୍ଷେପ ନେବା ଦରକାର, ଟେଲିକମ ମାଲିକ୍ ମାନଙ୍କୁ ଚେତାବନୀ ଦେବା ଦରକାର
@jibanjyotirout2066
@jibanjyotirout2066 3 ай бұрын
ନବୀନ ବାବୁ ପାଣ୍ଡିଆନ ଙ୍କୁ ପୋଷିଥିଲେ modi Babu ଆଦାନୀ ଅମ୍ବାନୀ ଙ୍କୁ ପୋଷୁଛନ୍ତି କିଛି ଫରକ୍ ନାହିଁ, ସବୁ ଡହରା
@digantaagarwal9611
@digantaagarwal9611 3 ай бұрын
@@jibanjyotirout2066 Right
@pappurana4082
@pappurana4082 3 ай бұрын
#BSNL କୁ ଉଦ୍ଧାର କରିବା ଆବଶ୍ୟକ 😢
@bimaldas6003
@bimaldas6003 3 ай бұрын
ପେଳ ସ୍ପିଡି ଦେବେ
@bimaldas6003
@bimaldas6003 3 ай бұрын
ଖାଲି ଗାଡି ବସ କଲର୍ କରିବାକୁ ପଇସା ଅଛି,BSNL ଚାଲୁ କରିବାକୁ ପଇସା ନାହିଁ
@pratapmaity2499
@pratapmaity2499 3 ай бұрын
@@bimaldas6003 କଣ କହିଲ, ମନକୁ ପାହିଲା
@digantaagarwal9611
@digantaagarwal9611 3 ай бұрын
Right
@sridhar85536
@sridhar85536 3 ай бұрын
BJP hatau
@skdcreation2839
@skdcreation2839 3 ай бұрын
BJD & Congress ହଟାଅ ଓଡିଶା ବଞ୍ଚାଅ 👉ସେମାନେ ଯେମିତି ଗାଣ୍ଡି ମାରୁଥିଲେ କମ୍ ସେ କମ ବର୍ଷେ ଖଣ୍ଡେ ସବୁ ରେଟ୍ ବଢ଼ା ଯାଉ ସବୁ ସେଇ ଭୁବନେଶ୍ବର ଆଉ କଟକ ରେ ବେଶୀ ବଢୁ 🙄🙄
@dactorsingh5867
@dactorsingh5867 3 ай бұрын
Any ଟେଲିକମ କମ୍ ପାନି ମନ୍ ମାନି ଆରମ୍ଭ କରିଛନ୍ତି ।ଏଇ ଵାଵଦରେ ସରକାର ନିହାତି action ନେଵା ଦରକାର ନଚେତ୍ ଅଳ୍ପ ଦିନରେ ଜନତା ରାଜରାସ୍ତାକୁ ଆସିବେ।
@jibanjyotirout2066
@jibanjyotirout2066 3 ай бұрын
ମୋହନ ବାବୁ କୋଉ କମ କୁ ନୁହଁନ୍ତି, ବାହାପିଆ ଦଳ
@manojkumarsingh6285
@manojkumarsingh6285 3 ай бұрын
Khali bhason
@biswaranjanjena2124
@biswaranjanjena2124 3 ай бұрын
Again change govt...next...CONGRESS AND BJD..
@digantaagarwal9611
@digantaagarwal9611 3 ай бұрын
Right
@digantaagarwal9611
@digantaagarwal9611 3 ай бұрын
P. M. Pae congress
@digantaagarwal9611
@digantaagarwal9611 3 ай бұрын
C. M. Pae bjd
@BailochnNayak
@BailochnNayak 3 ай бұрын
ଗରିବ କୋକ ବେଶୀ ହଇରାଣ ବିଜେପିକୁ ବୋଟ ଦେଇ ଲାଭ କଣ
@rajmix3740
@rajmix3740 3 ай бұрын
ଆରେ ଭାଇ ଗରିବ ତ ସବୁ ମାଗଣା ପାଉଛନ୍ତି। ସେମାନେ କି ହଇରାଣ?
@biswajitdash6022
@biswajitdash6022 3 ай бұрын
ଯେତେବେଳେ ଗୋଟେ ଯିବି ଡାଟା କୁ ଗୋଟେ ମାସ ଧରି ବ୍ୟବହାର ହେଉଥିଲା କିଛି ମୁଣ୍ଡ ଉପରେ ଚଡକ ପଡୁନଥିଲା ....ଟୋକା ଟୋକି ସେତେବେଳେ ସହ ସହ ଟଙ୍କା ଦେଇ ରାତି ରାତି କଥା ହେଉଥିଲେ ସେତେବେଳେ ପଇସା ସ୍ୱର୍ଗ ରୁ ଖସୁଥିଲା ..ସେତେବେଳେ କାହା ପାଟିରୁ ବଚନ ବାହାରୁଥିଲା ଏବେ ସବୁ ରୋଗ ବାହାରୁଛି ..ଛୀ ଛୀ ଛୀ ଏତେ ବେଈମାନ ଏ ଲୋକ କଣ ଆଉ କୁହ ଯିବ ...କମ୍ପାନୀ କଣ ପାଇଁ ବନ୍ଦ ହବ ନିଜେ ମୋବଇଲ ଚଲେଇବା ବନ୍ଦ କରିଦିଅ ଏତେ ଯଦି କାଢ଼ୁଆ କମ୍ପାନୀ ଆପେ ଆପେ ବନ୍ଦ ହେଇ ଯିବ ..ଚିଲେଇବା କଣ ଦରକାର
@dilipmohapatra9017
@dilipmohapatra9017 3 ай бұрын
Chora Sarkar
@pratapmaity2499
@pratapmaity2499 3 ай бұрын
ନିହାତି ଆବଶ୍ଯକୀୟ, ନହେଲେ ଆଗାମୀ ଇଲେକ୍ସନ ପାଇଁ ଯେଉଁ ଖଚ୍ଚ ଓ ହାରିବା ପରେ ତା ଆଗକୁ ଇଲେକ୍ସନ ପାଇଁ ଯେଉଁ ଖଚ୍ଚ ତାହାର ବନ୍ଦବୋସ୍ତ କରିବାକୁ ଏବେଠୁ ଚିନ୍ତା ସରକାର ର। ଯାହାର ଫାଟୁଛି ଫାଠୁ ପାୱାର ରେ ଅଛି ଆମପରିବାର (ବିଜେପି)ଲୁଟିପାରିଲେ ହେଲା❤
@msingh3845
@msingh3845 3 ай бұрын
ମତେ ବି ସେମିତି ଲାଗୁଛି
@pratapmaity2499
@pratapmaity2499 3 ай бұрын
@@msingh3845 ଧନ୍ଯବାଦ
@Socialawrenes
@Socialawrenes 3 ай бұрын
10ଟଙ୍କିଆ ଟପ୍ up ବାହାର କରି ସୁବିଧା ଦିଅ
@tirthanandapradhan5080
@tirthanandapradhan5080 3 ай бұрын
କାହିଁ ଚାକିରିଆ ଙ୍କ ଦରମା ବଢିଲା ବେଳେ ତ complain ନଥିଲା।ଆଉ ଚାଷୀର ରେଟ୍ ବଢିଲା ବେଳେ ତମର କଣ ଫାଟୁଛି, ତମେ ଗୋଟିଏ କାମ କର ଗାଁ କୁ ଯାଇ ଚାଷ କର ତାପରେ ଫସଲ ଅମଳ ପରେ ହିସାବ କରି ଦେଖିବ ତମର ମଜୁରୀ ଦିନକୁ କେତେ ଟଙ୍କା ପଡ଼ୁଛି,ତାପରେ ତମେ ଜାଣିବ ଚାଷ କେତେ କଷ୍ଟ,କିନ୍ତୁ ଲାଭ କେତେ ,ଯଦି ଚାଷୀ ଏତେ କଷ୍ଟ କଲାପରେ ସେ ଯଦି ନିଜ ପରିବାରକୁ ପୋଷି ନପାରେ ସେ ଚାଷ କରିବ କାହିଁକି। ଏ ଯୋଉ ରେଟ୍ ବଢ଼ିଛି ଚାଷୀ ଦି ପଇସା ପାଇଲେ ତାର ମାନବଳ ବଢିବ ମୁଁ ଭାବୁଛି ଚାଷୀ ଆଗକୁ ଯାଉ। ଏ ଦୁନିଆ ରେ ଯଦି ବି କିଏ ଗରିବ ଥାଏ ସେ ହେଉଛି ଚାଷୀ, କୋଉ ସରକାରି ଚାକିରିଆ ଏଥି ଗରିବ ନାହିଁ ,ଖାଲି ଆପଣ ମାନଙ୍କ ପାଇଁ ଚାଷୀ କେବେ ଆଗକୁ ଯାଇପାlରୁ ନାହିଁ କି ଯିବନି ମଧ୍ୟ
@debasissahu2637
@debasissahu2637 3 ай бұрын
ଡବଲ ଇଞ୍ଜିନ ର ମଜା
@bansidharbehera2687
@bansidharbehera2687 3 ай бұрын
ଜିଓ ବନ୍ଦ କରନ୍ତୁ
@tapannayak4187
@tapannayak4187 3 ай бұрын
ଯୋଉ ପୁଳା ପୁଳା ମାଗଣା ଯୋଜନା ପାଉଛ ମାଗଣା ରାସନ୍,ବିଜୁ ସ୍ବାସ୍ଥ୍ୟ କାର୍ଡ,ଭତା ୩୦୦୦ହେବ, କୋଉଠୁ ଆସିବ ଆହୁରି ବଢ଼ିବ ଜେତେବେଳେ ୬ଷ୍ଠ ୭ମ ବେତନ କମିଶନ ଲାଗୁଛି ସେତେବେଳେ ବିରୋଧ କରୁନ, ବର୍ତ୍ତମାନ ଗରିବ ଗରିବ ହେଉଛି ଧନି ଧନି ହେଉଛି
@777Charli77
@777Charli77 3 ай бұрын
ଆବେ ଏଇଟା ପ୍ରାଇଭେଟ୍ କମ୍ପାନୀ, ଯାହା ବି କିଛି ହେଉ ସରକାରକୁ ଦାଇ କରି ଚାଲ।
@soumyafamilyvlog1993
@soumyafamilyvlog1993 3 ай бұрын
ବିଜେପି ହଟାଅ ଆଗକୁ ଆଉ ଚଳି ହବନି ଗରିବ ଲୋକ କେମିତି ବଂଚିବେ ଦିନେ ମଜୁରୀ ଲାଗିଲେ 300 ଆଣିବେ ଏତେ ଦର ଦାମ ଲୋକେ ଚାଲିବେ କେମିତି ସରକାର ଆ ପ୍ରତି କିଛି ଦାୟିତ୍ୱ ନେବା କଥା 👍
@Prashanta-123
@Prashanta-123 3 ай бұрын
ଆଗକୁ ଦେଖ କଣ କଣ ସବୁ ହଉଛି?
@kskmusic8387
@kskmusic8387 3 ай бұрын
କେନ୍ଦ୍ର ସରକାର ଏଥି ପାଇଁ ଦାଇ ।
@ashishranjandas4374
@ashishranjandas4374 3 ай бұрын
ଭାଇତ ଭାଇ ମହନ ଭାଇ Remote control re ଦେଶ ଚଲାଉ ଥାଇ wait$ watch ⌚😅😅😅😅😅😅
@mohansahoo3942
@mohansahoo3942 3 ай бұрын
Bjp କୁ ଦିୟ ମାଗିଆ BJP ମାଗିଆ🤬🤬🤬🤬🤬🤬🤬🤬
@Hariharpatra109
@Hariharpatra109 3 ай бұрын
ଇଏ ଉତ୍ତର କୋରିଆ,ଆଗକୁ କଣ ହଉଛି ଅପେକ୍ଷା।
@biswajitdash6022
@biswajitdash6022 3 ай бұрын
ଯେତେବେଳେ ଗୋଟେ ଯିବି ଡାଟା କୁ ଗୋଟେ ମାସ ଧରି ବ୍ୟବହାର ହେଉଥିଲା କିଛି ମୁଣ୍ଡ ଉପରେ ଚଡକ ପଡୁନଥିଲା ....ଟୋକା ଟୋକି ସେତେବେଳେ ସହ ସହ ଟଙ୍କା ଦେଇ ରାତି ରାତି କଥା ହେଉଥିଲେ ସେତେବେଳେ ପଇସା ସ୍ୱର୍ଗ ରୁ ଖସୁଥିଲା ..ସେତେବେଳେ କାହା ପାଟିରୁ ବଚନ ବାହାରୁଥିଲା ଏବେ ସବୁ ରୋଗ ବାହାରୁଛି ..ଛୀ ଛୀ ଛୀ ଏତେ ବେଈମାନ ଏ ଲୋକ କଣ ଆଉ କୁହ ଯିବ ...କମ୍ପାନୀ କଣ ପାଇଁ ବନ୍ଦ ହବ ନିଜେ ମୋବଇଲ ଚଲେଇବା ବନ୍ଦ କରିଦିଅ ଏତେ ଯଦି କାଢ଼ୁଆ କମ୍ପାନୀ ଆପେ ଆପେ ବନ୍ଦ ହେଇ ଯିବ ..ଚିଲେଇବା କଣ ଦରକାର
@nimaicharanmajhi3938
@nimaicharanmajhi3938 3 ай бұрын
ଚାଷୀ ପାଇଁ ବହୁତ ଖୁସିଖବାର.. କଷ୍ଟ କରି ଚାଷ କରିବେ ଦାମ ବଢିଲେ କଣ ହେଲା ନି
@BallavNaik-w6t
@BallavNaik-w6t 3 ай бұрын
ପ୍ରଧାନମନ୍ତ୍ରୀ ତୁମେ ଟିକେ ସରକାର ଗଠନ ହେଉ ହେଉ ଡାଟା balance ବଢ଼ାଇବା ଠିକ୍ ନାହିଁ । କାରଣ ଆମେ ଗ୍ରାହକ.....
@s....p7120
@s....p7120 3 ай бұрын
ମୋହନ ମାଝୀ କିଛି କରିପାରିବେନି, କାରଣ ମୋଦି ପାଖରେ ରିମୋଟ ଅଛି
@chandanbarik4915
@chandanbarik4915 3 ай бұрын
Very good government
@kaibalyakumar4493
@kaibalyakumar4493 3 ай бұрын
Matra 60 tanka badhichi ପ୍ରଥମ pari bartan hoichi
@bailochansingh8016
@bailochansingh8016 3 ай бұрын
କେନ୍ଦ୍ର ସରକାର ଗାଣ୍ଡିମାରୂ ସରକାର ଶଳା ଟାଉତର ମୋଦୀ ଆଉ ନାଇଁ ,ପୁଣି ଫେରିବା ଗଂଗ୍ରେସ ସରକାର, କଂଗ୍ରେସ ସରକାର ଜିନ୍ଦାବାଦ ,,,,, ଜୟ ମୁଣ୍ଡାରୀ,,,,,
@samirsethi9747
@samirsethi9747 3 ай бұрын
ସରକାର କିଛି ତ କର କମ୍ ପଇସା ଦର କର ନହେଲେ କିଛି ଭଲ ହବନି❤
@akash55vv
@akash55vv 3 ай бұрын
ସରକାର କୁ କାହିଁକି ଦୋଷ ଦେବା,ଆମର ଦୋଷ ଆମେ jio ଆଉ air tel ନୋଉଚୁ , ଛୋଟ mobile ଧରିବା କଣ ହେଲା
@biswajitdash6022
@biswajitdash6022 3 ай бұрын
ଯେତେବେଳେ ଗୋଟେ ଯିବି ଡାଟା କୁ ଗୋଟେ ମାସ ଧରି ବ୍ୟବହାର ହେଉଥିଲା କିଛି ମୁଣ୍ଡ ଉପରେ ଚଡକ ପଡୁନଥିଲା ....ଟୋକା ଟୋକି ସେତେବେଳେ ସହ ସହ ଟଙ୍କା ଦେଇ ରାତି ରାତି କଥା ହେଉଥିଲେ ସେତେବେଳେ ପଇସା ସ୍ୱର୍ଗ ରୁ ଖସୁଥିଲା ..ସେତେବେଳେ କାହା ପାଟିରୁ ବଚନ ବାହାରୁଥିଲା ଏବେ ସବୁ ରୋଗ ବାହାରୁଛି ..ଛୀ ଛୀ ଛୀ ଏତେ ବେଈମାନ ଏ ଲୋକ କଣ ଆଉ କୁହ ଯିବ ...କମ୍ପାନୀ କଣ ପାଇଁ ବନ୍ଦ ହବ ନିଜେ ମୋବଇଲ ଚଲେଇବା ବନ୍ଦ କରିଦିଅ ଏତେ ଯଦି କାଢ଼ୁଆ କମ୍ପାନୀ ଆପେ ଆପେ ବନ୍ଦ ହେଇ ଯିବ ..ଚିଲେଇବା କଣ ଦରକାର
@uttammurmu8193
@uttammurmu8193 3 ай бұрын
ସବୁ ଜନସାଧାରଣଙ୍କର ଇନକମ ମଧ୍ୟ୍ୟ ସେଇ ତୁଳନା ର୍ରେ ବଢ଼ାନ୍ତୁ...
@biswajitdash6022
@biswajitdash6022 3 ай бұрын
ଯେତେବେଳେ ଗୋଟେ ଯିବି ଡାଟା କୁ ଗୋଟେ ମାସ ଧରି ବ୍ୟବହାର ହେଉଥିଲା କିଛି ମୁଣ୍ଡ ଉପରେ ଚଡକ ପଡୁନଥିଲା ....ଟୋକା ଟୋକି ସେତେବେଳେ ସହ ସହ ଟଙ୍କା ଦେଇ ରାତି ରାତି କଥା ହେଉଥିଲେ ସେତେବେଳେ ପଇସା ସ୍ୱର୍ଗ ରୁ ଖସୁଥିଲା ..ସେତେବେଳେ କାହା ପାଟିରୁ ବଚନ ବାହାରୁଥିଲା ଏବେ ସବୁ ରୋଗ ବାହାରୁଛି ..ଛୀ ଛୀ ଛୀ ଏତେ ବେଈମାନ ଏ ଲୋକ କଣ ଆଉ କୁହ ଯିବ ...କମ୍ପାନୀ କଣ ପାଇଁ ବନ୍ଦ ହବ ନିଜେ ମୋବଇଲ ଚଲେଇବା ବନ୍ଦ କରିଦିଅ ଏତେ ଯଦି କାଢ଼ୁଆ କମ୍ପାନୀ ଆପେ ଆପେ ବନ୍ଦ ହେଇ ଯିବ ..ଚିଲେଇବା କଣ ଦରକାର
@manassahoo7897
@manassahoo7897 3 ай бұрын
BJP କୁ ଭୋଟ ଦେବା ପୂର୍ବରୁ ଚିନ୍ତା କରିବାର ଥିଲା ଲୋକଙ୍କୁ। ଏବେ ଭାବି କିଛି ଲାଭ ନାହିଁ ।ସାଧାରଣ ଜନତା ହେଉଛନ୍ତି🩸ଆଉ BJP ହେଉଛି 🦟 ଏବେ ସୋସିବ 😂😂😂😂😂😂 BJP❌BJD✔️
@digitalhelpingfamily5722
@digitalhelpingfamily5722 3 ай бұрын
Absolutely right.now the government have to emphasize to BSNL for decrease the tariff plan of private telecom sector.
@gyanendrabiswal9825
@gyanendrabiswal9825 3 ай бұрын
G... Mara sarkar samastankara G... Marideba
@anantamallick3634
@anantamallick3634 3 ай бұрын
ପନି ପରିବା ଆଜି ନ ହେଲେ କାଲି କମିବ କିନ୍ତୁ ମୋବାଇଲ ରିଚାର୍ଜ ବଢିବା ଲୋକଙ୍କୁ ବହୁତ ବାଧୁଛି ଏହା କେବଳ ଆଦାନି ଅମ୍ବାନୀ ଭାରତୀଏୟାର ଟେଲ କୁ ଧନୀ କରିବାରେ ସହାୟକ ହେବ
@biswajitdash6022
@biswajitdash6022 3 ай бұрын
ଯେତେବେଳେ ଗୋଟେ ଯିବି ଡାଟା କୁ ଗୋଟେ ମାସ ଧରି ବ୍ୟବହାର ହେଉଥିଲା କିଛି ମୁଣ୍ଡ ଉପରେ ଚଡକ ପଡୁନଥିଲା ....ଟୋକା ଟୋକି ସେତେବେଳେ ସହ ସହ ଟଙ୍କା ଦେଇ ରାତି ରାତି କଥା ହେଉଥିଲେ ସେତେବେଳେ ପଇସା ସ୍ୱର୍ଗ ରୁ ଖସୁଥିଲା ..ସେତେବେଳେ କାହା ପାଟିରୁ ବଚନ ବାହାରୁଥିଲା ଏବେ ସବୁ ରୋଗ ବାହାରୁଛି ..ଛୀ ଛୀ ଛୀ ଏତେ ବେଈମାନ ଏ ଲୋକ କଣ ଆଉ କୁହ ଯିବ ...କମ୍ପାନୀ କଣ ପାଇଁ ବନ୍ଦ ହବ ନିଜେ ମୋବଇଲ ଚଲେଇବା ବନ୍ଦ କରିଦିଅ ଏତେ ଯଦି କାଢ଼ୁଆ କମ୍ପାନୀ ଆପେ ଆପେ ବନ୍ଦ ହେଇ ଯିବ ..ଚିଲେଇବା କଣ ଦରକାର
@nakuldhal1007
@nakuldhal1007 3 ай бұрын
Each and every Odiya is a world famous economist.
@Subhamkumar12658
@Subhamkumar12658 3 ай бұрын
ସବୁ ଷଡ଼ଯନ୍ତ୍ର ଆଉ କିଛି ନାହିଁ, ସବୁଥିରେ ସରକାରର ହାତ ଅଛି
@SanjitMeher-s7f
@SanjitMeher-s7f 3 ай бұрын
Recharge package ahuri badhiba darkar ki sale nija ichha badhei chalichhanti, 70 - 90 % discount haba darkar
@lokanathrout1735
@lokanathrout1735 3 ай бұрын
Spectrom nilami re ei government ei company nku bahut mahanga re bikri karichi
@umeshbagh4801
@umeshbagh4801 3 ай бұрын
Au thik ache BJP ke vote ta dei cha na 😮😮😮😮😮😮
@lilianaik5756
@lilianaik5756 3 ай бұрын
ମୁଁ ଜାଣିଥିଲି ବିଜେପି ଆସିଲେ ଦର ବୃଦ୍ଧି ହେବ ❤
@hemantahemanta8567
@hemantahemanta8567 3 ай бұрын
100% Soch bat he mu Bsnl sim use karibi
@pachilnaik7589
@pachilnaik7589 3 ай бұрын
Congress zindabad
@debasishdas9064
@debasishdas9064 Ай бұрын
Right
@mr_Makunda
@mr_Makunda 3 ай бұрын
Right 👍
@debashishgiri3390
@debashishgiri3390 3 ай бұрын
ସବୁ ବଢିଲା ହେଲେ Cotractual darama ବଢିଲାନାହିଁ
@NayakRahul-wl2qz
@NayakRahul-wl2qz 3 ай бұрын
Recharge koruno.bsnl recharge koro sobutharu best sim
@banamalidhal1155
@banamalidhal1155 3 ай бұрын
Next running government 100% haribo
@Skmmkhj
@Skmmkhj 3 ай бұрын
Network asuni High speed 😮😅😅
@santanumalik1269
@santanumalik1269 3 ай бұрын
Jay Jio Jay Modi
@Abhishree4888
@Abhishree4888 3 ай бұрын
dui thara fula dui guna bikash😂😂😂😂😂😂😂
@biswajitdash6022
@biswajitdash6022 3 ай бұрын
ଯେତେବେଳେ ଗୋଟେ ଯିବି ଡାଟା କୁ ଗୋଟେ ମାସ ଧରି ବ୍ୟବହାର ହେଉଥିଲା କିଛି ମୁଣ୍ଡ ଉପରେ ଚଡକ ପଡୁନଥିଲା ....ଟୋକା ଟୋକି ସେତେବେଳେ ସହ ସହ ଟଙ୍କା ଦେଇ ରାତି ରାତି କଥା ହେଉଥିଲେ ସେତେବେଳେ ପଇସା ସ୍ୱର୍ଗ ରୁ ଖସୁଥିଲା ..ସେତେବେଳେ କାହା ପାଟିରୁ ବଚନ ବାହାରୁଥିଲା ଏବେ ସବୁ ରୋଗ ବାହାରୁଛି ..ଛୀ ଛୀ ଛୀ ଏତେ ବେଈମାନ ଏ ଲୋକ କଣ ଆଉ କୁହ ଯିବ ...କମ୍ପାନୀ କଣ ପାଇଁ ବନ୍ଦ ହବ ନିଜେ ମୋବଇଲ ଚଲେଇବା ବନ୍ଦ କରିଦିଅ ଏତେ ଯଦି କାଢ଼ୁଆ କମ୍ପାନୀ ଆପେ ଆପେ ବନ୍ଦ ହେଇ ଯିବ ..ଚିଲେଇବା କଣ ଦରକାର
@TunutunuBehera
@TunutunuBehera 3 ай бұрын
Right
@creativescience1533
@creativescience1533 3 ай бұрын
60 tanka badhichi kana transport kharcha laguchi network pain. pani pariba tta transport kharch achhi
@Rajanikant24680
@Rajanikant24680 3 ай бұрын
Adv re kahile olata😴😉katha👌aji bandhiba bele adhika 100 lutinele tathapi emane kangal ..sadbudhi miluthau dhanyabad.
@narendrakand2434
@narendrakand2434 3 ай бұрын
JIO ରିଚାର୍ଜ କୁଭି ଡବଲ ଇଞୀନ କରୀଦେଲାଣୀ
@sushilbeshra4846
@sushilbeshra4846 3 ай бұрын
ଆହୁରି ବଢିବ
@Taaucreation
@Taaucreation 3 ай бұрын
ସରକାରଙ୍କ ନଜରେ ଏଠି ଗରିବ କେହି ନାହାଁନ୍ତି, ବିରି ମାଡ଼ରେ କୋଳଥ ଚେପା ନିର୍ବାଚନ ରେ ଜେତିକି ଖର୍ଚ ହେଇଛି ସେ ତାକୁ ପୂରଣ କରିବାରେ ବ୍ୟସ୍ତ ଅଛନ୍ତି, 25 ବର୍ଷ ଶାସନ ପରେ ଏହା ପ୍ରଥମ ଥର ଦେଖିବାକୁ ମିଳୁଛି, ଓଡ଼ିଆ ଅସ୍ମିତା କହି ଭୋଟ ହlତେଇଲେ ଆଉ ଲୋକେ ବି ଓଡ଼ିଆ ଅସ୍ମିତା ନାଁରେ ସରକାର ବାଛିଲେ, ତେଣୁ ଏବେ ନାମ ନିଅ, 🤗🤗🤗🤗
@rameshmeher2260
@rameshmeher2260 3 ай бұрын
Jana aandolan hebaa
@sukantasahoo6822
@sukantasahoo6822 3 ай бұрын
Jio Airlel sim kadhiki fopadidia
@kaushalbhoi3180
@kaushalbhoi3180 3 ай бұрын
ସବୁ ରାଜ୍ୟ ରେ ଦର ଦମ୍ ବଢ଼ିଛି
@ketanmeher3901
@ketanmeher3901 3 ай бұрын
Nice short
@SomyaranjanS
@SomyaranjanS 3 ай бұрын
@BabulaBadatya-ql2xm
@BabulaBadatya-ql2xm 3 ай бұрын
👍👍👍👍👍🙏🙏🙏🙏🙏
@mitrabada4309
@mitrabada4309 3 ай бұрын
🙏🙏🙏🙏🙏🙏🙏
@saratnayak1567
@saratnayak1567 3 ай бұрын
Due to collection of election funds by different poltical parties the public are facing such problems.
@gayan134
@gayan134 3 ай бұрын
Jio Bala bhalia speed deuchhi . Ebe 3G ra speed chaluchhi aama area re .
@chandramajhi3795
@chandramajhi3795 3 ай бұрын
Miss you Naveen sir
@Aswinagomango
@Aswinagomango 3 ай бұрын
Yes
@ganeshpradhan7091
@ganeshpradhan7091 3 ай бұрын
Apana khushi ta ab
@jibanjyotirout2066
@jibanjyotirout2066 3 ай бұрын
Modi ର ଅନ୍ୟ ନାମ ଦର ବୃଦ୍ଧି ଜାଣିଲ ତ
@abhimanyubaral1654
@abhimanyubaral1654 3 ай бұрын
Thau se banda speed darkar nahi, jou loka mane Android mobile use karunahanti sadharana mobile use karuchhanti semane speed net kn karibe.
@SumanNaik-uh9gv
@SumanNaik-uh9gv 3 ай бұрын
Balo sarkar
@Skumar99-gm
@Skumar99-gm 3 ай бұрын
Sabu golamala chalichhi ❤❤❤
VAMPIRE DESTROYED GIRL???? 😱
00:56
INO
Рет қаралды 8 МЛН
Хасанның өзі эфирге шықты! “Қылмыстық топқа қатысым жоқ” дейді. Талғарда не болды? Халық сене ме?
09:25
Демократиялы Қазақстан / Демократический Казахстан
Рет қаралды 349 М.
This mother's baby is too unreliable.
00:13
FUNNY XIAOTING 666
Рет қаралды 42 МЛН
Synyptas 4 | Арамызда бір сатқын бар ! | 4 Bolim
17:24
7PM Bulletin || 23rd October 2024 || Kanak News
25:14
Kanak News
Рет қаралды 53 М.
VAMPIRE DESTROYED GIRL???? 😱
00:56
INO
Рет қаралды 8 МЛН