Listen: Audio Record Of BJD Leader's Desperate Love Proposal

  Рет қаралды 288,539

Argus News

Argus News

Күн бұрын

Listen: Audio Record Of BJD Leader's Desperate Love Proposal.
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argusnews.in
KZbin : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900
#ArgusNews #bjdleader #Women #Controversy #Kendrapara #Odisha

Пікірлер: 433
@ashokkumarchhotaray1885
@ashokkumarchhotaray1885 Жыл бұрын
ବିଜେଡ଼ି ଏକ ଯାତ୍ରା ପାର୍ଟି । ଯାତ୍ରା ପାର୍ଟିରେ ଏମିତି ହୁଏ । କେତେ ଯେ ସାରଥୀ ବାବା ସେ ଦଳରେ ଅଛନ୍ତି ତା'ର ହିସାବ ନାହିଁ ।
@niranjannayak5751
@niranjannayak5751 Жыл бұрын
କଥାରେ ଅଛି ମରଣ କାଳେ ବିପରୀତ ବାଣୀ , ସେମିତି ବିଜେଡି ର ଶେଷଦିନ ହେଇ ଆସିଲାଣି ବୋଲି ଏମିତି ହେଉଛନ୍ତି
@rockin-rk
@rockin-rk Жыл бұрын
ଅର୍ଚନା ନାଗ କୁ ପଚାରିଲେ ଅଧା ବିଜେଡି ନେତା ନଙ୍ଗଳା ହେଇ ପଡ଼ିବେ
@jyotirmayjena1869
@jyotirmayjena1869 Жыл бұрын
ମା' କୁ ପ୍ରକୃତ ସମ୍ମାନ ପଟକୁରାରେ ମିଳୁଛି । ଶୁଣିକି ଖୁସି ଲାଗିଲା ।
@sambitpatra3706
@sambitpatra3706 Жыл бұрын
କେବଳ ପାଟକୁରା ନୁହେଁ, ଓଡ଼ିଶାର ଅର୍ଦ୍ଧାଧିକ M. L. A ନଙ୍ଗଳା ପ୍ରକୃତିର
@srempire204
@srempire204 Жыл бұрын
Pat Kura kn odishara nari jemiti hauchanti ,neta mane bi semiti
@kkarunakaramahanandia9980
@kkarunakaramahanandia9980 Жыл бұрын
ଏଥିରୁ ଜଣାପଡ଼ିଲା ବିଜେଡିର ମା ଆଙ୍କୁ ସମ୍ମାନ ନ କେତେ
@kesharikeshari1038
@kesharikeshari1038 Жыл бұрын
Abe bjd kn....sabu ta sala.manisha....adha nalua adha bhadra...ethi re bi mg bjd bjp jhadu dala ....
@sambitpatra3706
@sambitpatra3706 Жыл бұрын
ଓଡ଼ିଶାର ଅର୍ଦ୍ଧାଧିକ M. L. A ଏହି ପ୍ରକୃତିର.... ରାସ୍ତାରେ ବି ନଙ୍ଗଳା ହେଇପଡ଼ିବେ
@rameshjena8240
@rameshjena8240 Жыл бұрын
Right katha bhai
@adsucessforallcontent8387
@adsucessforallcontent8387 Жыл бұрын
Full Thick
@saajanswastik9240
@saajanswastik9240 Жыл бұрын
ବେଟା ମନ୍ ମେ ଲଡୁ ଫୁଟା,ବିଜେଡି ନେତା ମାନେ ମିଶନ୍ ଶକ୍ତି ନାଆଁରେ ମୌଜ୍ କରିବାର କମ୍ପାନୀ ଖୋଲିଛନ୍ତି ଯେବେ ଇଛା ଲାଗିବ ଡାକିବେ ଓ ଶୋଇବେ ତାଂକ ସାଥିରେ😂😂😂
@chandrakantasha6916
@chandrakantasha6916 Жыл бұрын
ବିଜେଡି ନେତାଙ୍କ ଦ୍ଵାରା ମହିଳା ଶସକ୍ତିକରଣ ର କିଛି ଝଲକ୍ 😂 । ଏମିତି ମାଡ଼ି ଚାଲ । ଆମେବି କିଛି ଶିଖି ବୁ । ଆଜିର ଭାଷଣ ଶୀର୍ଷକ : ବୟସର ବିଭିନ୍ନ ପର୍ଯ୍ୟାୟ ରେ ଆଇ ଲଭ୍ ୟୁ (ପ୍ରେମର) ମାନେ ।
@rajnayak5964
@rajnayak5964 Жыл бұрын
ସଳା ବିଜେଡି ନେତା ନୁହେଁ ବେ କୁତା ସଳା ମାଆକୁ କି ସନମାନ ବେ
@ranjannayak5095
@ranjannayak5095 Жыл бұрын
ବିଜେଡ଼ି ନେତା ଓ ନେତ୍ରୀ ମାନେ..ଦିନ ରେ ଭଇୟା ରାତିରେ ସଇୟାଁ 😂
@pruthwirajnayak5541
@pruthwirajnayak5541 Жыл бұрын
ଶଳା ତମର ଗୋଷ୍ଟି ଖରାପ 😂😂😂😂😂
@ranjannayak5095
@ranjannayak5095 Жыл бұрын
@@pruthwirajnayak5541 ତୋ ବୋଉ କୁ ପଚାରେ ତୋ ବାପା ବବି ବ୍ଲାକ ରୋଜ ନା ତାମିଳ ପାଣ୍ଡିଆନ 🤬🤬
@sabatstore3295
@sabatstore3295 Жыл бұрын
BJD Mantri Gudaka Randua Aau Mahila Netri Sabu Super Bedhei,,,,,,
@pradeeppradhan6133
@pradeeppradhan6133 Жыл бұрын
Right
@babula2011
@babula2011 Жыл бұрын
Kan kahila ma😮😮😮😮😮
@mstylishlybabu1896
@mstylishlybabu1896 Жыл бұрын
Right
@pklovecreation6513
@pklovecreation6513 Жыл бұрын
Right..... Bro
@Pagla3333
@Pagla3333 Жыл бұрын
😂😂😂
@Sahoo5009
@Sahoo5009 Жыл бұрын
ଖାଲି ନବୀନ ର ଯାହା ନାହିଁ, ନହେଲେ ସବୁ କର୍ମୀଙ୍କର ଅଛି । (ବାଣ୍ଡ)
@prabhatswain3792
@prabhatswain3792 Жыл бұрын
କଳଙ୍କିତ BJD ର ଏହିପରି ରାଜନୀତି ସାରା ଓଡ଼ିଶା ଭାସିଗଲା
@santoshkumarbarik1078
@santoshkumarbarik1078 Жыл бұрын
ତୁମ ଭାଇ ଙ୍କୁ ବିଛୁଆତି, ବାଇଦଙ୍କ ମାଡ଼ ଦରକାର, ସବୁ ତୁମ ବିଜେଡି ଦଳରେ ଏ ସବୁ ସମ୍ଭବ
@RajaNarmadaexpress143
@RajaNarmadaexpress143 Жыл бұрын
ବିଜେଡି wala ନିଜ ନିଜ ସ୍ତ୍ରୀ କୁ ସମାଳି କି ରଖ ରେ ଯେତିକି ବିଜେଡି ନେତ୍ରୀ ସାବଧାନ ତୁଙ୍କୁରୁ ଭୋଳ ବିଜେଡି ରେ ଏବେ
@arunprasaddash1399
@arunprasaddash1399 Жыл бұрын
ମାଗିଆ ନେତାର ମୁହଁ ଦେଖେଇଦେଲ ସେ ଵେଧେଇ ନେତ୍ରୀର ମୁହଁ ଦେଖେଇଲ ନାହିଁ। ଏହିପରି ଵେଧେଇ ମାଇକିନିଆ ପାଇଁ ବିଜେଡି ଧ୍ୱଂସ ପାଇବ।
@satyabrataparida1925
@satyabrataparida1925 Жыл бұрын
ଭଲ ନାରୀ କୁ ସନ୍ନମାନ ।
@arunprasaddash1399
@arunprasaddash1399 Жыл бұрын
ଇଏ ଯୋଉ ନାରୀ ୟାକୁ ବିଚ୍ ରାସ୍ତାରେ ଲଙ୍ଗଳା କରି ସମ୍ମାନ ଦିଆଯିବା କଥା 😂😂😂😂😂
@prabirjena2147
@prabirjena2147 Жыл бұрын
ସମୟ ସରି ସରି ଆସିଲାଣି
@alokkumarsha9931
@alokkumarsha9931 Жыл бұрын
ସଳା ସବୁ ଭାଡୁଆ ପୁରୁଷ ଆଉ ମାଇକିଣା ଏଇ ବିଜେଡି ରେ ଭର ପୁର ଧନ୍ଯ ରେ ତୁମେ
@PitabasaSenapati
@PitabasaSenapati Жыл бұрын
ଯଦି ସେ ତତେ ଆଇ ଲଭ ୟୁ କହୁଚି ମାନିଯା ନହେଲେ କେତ ବେଳେ ମମିତା ପରୀ ମାରିକି ଖୋପାଡି ଦେବେ।।। ୟେ ପା ବିଜେଡି ନେତା ସେ କଲେ ନୀଳା ଆମେ କଲେ କିଳା
@saratchandrasahu9837
@saratchandrasahu9837 Жыл бұрын
ବେଲଜ୍ୟା ଯାତ୍ରା ଦଳ।
@manojchaudhury7896
@manojchaudhury7896 Жыл бұрын
ମାୟା ଶାସନ ନବୀନ ଶାସନ ନବୀନ ହଟାଅ ଓଡ଼ିଶା ବଞ୍ଚାଅ ଓଡ଼ିଶାରେ ତାମିଲ ଶାସନ ଚାଲିବ ନାହିଁ
@SKJ-vh8kv6rp9l
@SKJ-vh8kv6rp9l Жыл бұрын
ସବୁ ସେହି ଗାତ ପାଇଁରେ ନାରଣ
@naikbrother3232
@naikbrother3232 Жыл бұрын
Hmm re narana
@01Bharatiya
@01Bharatiya Жыл бұрын
ବିଜେଡି ଓଡ଼ିଶାକୁ ରାଣ୍ଡିଖାନା କରି ଦେଲା
@alokkumarpanda7262
@alokkumarpanda7262 Жыл бұрын
ବର୍ଷା ଦିନ ତେଣୁ ଟିକେ ଭାଇ ଆମର ରୋମାଣ୍ଟିକ ହେଇଯାଇଛନ୍ତି 😂😂😂😂
@arjunmalik1579
@arjunmalik1579 Жыл бұрын
Mission sakati vs bjd MLA
@sumankar6856
@sumankar6856 Жыл бұрын
Na na. Mission sakti plus 5t
@rashmi1124
@rashmi1124 Жыл бұрын
BJD r neta jemiti netri semiti bolo jindabad🎉🎉🎉😂
@pradeepsahu1304
@pradeepsahu1304 Жыл бұрын
ହଉ ଚାଲୁ କେତେ ଦିନ ଚାଲିବ. ଆଉ କେତେ କଣ ଚାଲିବ ଆପଣ ମାନେ ଦେଖନ୍ତୁ.
@tukuswain3254
@tukuswain3254 Жыл бұрын
ଆପଣ ମାନେ ଖୁସୀ ତ,,,,
@mr.sanjayinformationdiscov3282
@mr.sanjayinformationdiscov3282 Жыл бұрын
ଏଠି କେହି ସାଧୁ ନୁହେଁ,,, ଉଭୟ ପରକୀୟ ପ୍ରୀତି ରେ ଲିପ୍ତ😂😂😂
@taranisenpatra9171
@taranisenpatra9171 Жыл бұрын
Most chalichhi bjd mahila marcha
@innovativekishu04
@innovativekishu04 Жыл бұрын
ପ୍ରେମ କର ହେଲେ jabardasti କରନି। 🎉
@purnachandrabehera9477
@purnachandrabehera9477 Жыл бұрын
Voice of this lady seems she is also a good player..😂
@pravashkumarsahoo5900
@pravashkumarsahoo5900 Жыл бұрын
😂😂😂😂
@uttameducation7466
@uttameducation7466 Жыл бұрын
Yes
@JungleboySidhu
@JungleboySidhu Жыл бұрын
ଶଳା ମାନେ ଗୋଟେ ଧନ୍ଧା lageicchanti ନାରୀ କୁ କହୁଛନ୍ତି ମା କିନ୍ତୁ କରୁଛନ୍ତି ଆଉ କିଛି ଛି ଏ ନବୀନ ସରକାର ଏତେ ତଳକୁ ଖସିଯାଉଛି ଛି
@abhaynaik3606
@abhaynaik3606 Жыл бұрын
ମନ୍ତ୍ରୀ ସବୁ ଏମିତି ଗିହା ଗେହିଁ ରେ ମନ ବଳାଉଛନ୍ତି.... ହେ ନାରଣ 🙏
@Pksingh00000
@Pksingh00000 Жыл бұрын
Omg ki prema❤
@TechOdisha058
@TechOdisha058 Жыл бұрын
BJD Mahila Morcha Jinda Bad Pandian MG Nabin Ka pusaha
@rkentertainment3226
@rkentertainment3226 Жыл бұрын
ନେତ୍ରୀ ଜଣକ ବି ପକ୍କା ଖେଳାଳି । ତା ହଁ ନା ରେ ଶିହରଣ ଖେଳି ଯାଉଛି।😅😅😅😅😅
@sdash6242
@sdash6242 Жыл бұрын
respect to the lady for exposing these characterless ministers .. even teenagers talk more maturely .. such idiots should not be in position of power
@madaneducation8900
@madaneducation8900 Жыл бұрын
Tuh kie se netri ra pua... Jadi ete sati savitri netri khal khal kahiki hauchi gote gentlemen and ideal woman keve emiti khal khal huantini.. Eithare khali purusha kahiki blame hebbe
@djbanty9009
@djbanty9009 Жыл бұрын
@@madaneducation8900 bb
@djbanty9009
@djbanty9009 Жыл бұрын
@@madaneducation8900 b
@debashisjena9868
@debashisjena9868 Жыл бұрын
@@madaneducation8900 sethi dhamkeithile ei recording taa b mili nathaanta. Normally jetiki handle kari pariba se kala. se loka openly kahuchhi police station taa mora, taaku dhamkeile se nije mariba. tah se jaha suniba katha sunila, jemiti bhala re gote proposal reject kari heba kala.
@madaneducation8900
@madaneducation8900 Жыл бұрын
@@debashisjena9868 theek eitah bhi
@birendranaik2355
@birendranaik2355 Жыл бұрын
ବିଜେଡି ସରକାର ରେ ରେଣ୍ଡି ଆଉ ରେଣ୍ଡୁ ଆ ସେଥି ପାଇଁ ରେଣ୍ଡି ମାନେ ଅଧିକା ଅ ଛନ୍ତି
@pravakarasahoo8961
@pravakarasahoo8961 Жыл бұрын
ଆହୁରି ଅଧିକ ମହିଳା ବିଜେଡି ରେ ସାମିଲ ହୁଅ। ରାଜି ନହେଲେ ନିମାପଡ଼ା କେସର ପୁନରାବୃତ୍ତି ହବନି ତ?
@purnendusarangi3816
@purnendusarangi3816 Жыл бұрын
ମହିଳାଙ୍କୁ ଶାସନକୁ ଆଣିଲେ ଏଇୟା ହୁଏ।
@SMISRA-nn1mb
@SMISRA-nn1mb Жыл бұрын
ଏ ବିଜେଡ଼ି ନେତ୍ରୀ ଜଣଙ୍କ କିଏ , ଯାହାର ନାମ ରାଜ୍ ପୁଣି ବିବାହିତା ... ଖୋଳତାଡ୍ କର ରେ ପିଲେ ... 😂😂
@manoranjansahoo1955
@manoranjansahoo1955 Жыл бұрын
ସୂତା ଚାହୁଁଛି ଛୁଞ୍ଚି ରେ ପଶିବାକୁ, ଖାଲି ଛୁଞ୍ଚି ଯାହା ଟିକେ ହଲ ହଲ ହେଉଛି...
@ommshree7867
@ommshree7867 Жыл бұрын
ସେ ବେଇମନକୁ ଜେଲ ଦଣ୍ଡ ଦିଆଯାଉ। କିନ୍ତୁ ସମସ୍ତଙ୍କୁ ଏଭଳି ଦୃଷ୍ଟିରେ ଦେଖା ନଯାଉ
@happy.2888
@happy.2888 Жыл бұрын
BJD neta. Mane odisha ku mati re misei dele ni odisha ru BJD ku bida kara 2024 BJP na hele Congress ku ana
@orasatk
@orasatk Жыл бұрын
BJP BJD same bhai, Congress ku support karantu
@happy.2888
@happy.2888 Жыл бұрын
Au ae vk 🐼 pandian . Ku bida kara odisha re kichi development nai sabu. Neta mantri odisha ku biki sarileni. BJD ku bida 2024 re
@Rprasad8144
@Rprasad8144 Жыл бұрын
Waiting for part-2
@pintupandey5
@pintupandey5 Жыл бұрын
Naveen au pandian ku bida Kara nahele 50 % nari pura group group kahi deha biki pura hole hole heigaleni,jadi au 5 barsa rahile 100 % odisha Sara nari aga pachha sau ae neta mantri mane hole mare debe
@Anweshahostelofficial
@Anweshahostelofficial Жыл бұрын
Music
@aditya_vision
@aditya_vision Жыл бұрын
ବିଜେଡି ମା କୁ ସମ୍ମାନ କହି ଭଲକି ଟପା ଟପ କରୁଛନ୍ତି.... ଶଳେ ମାଗିହେ ନିଜ ମା ଉପରେ ଚଢିଯାଅ
@ajayaprusty8725
@ajayaprusty8725 Жыл бұрын
ମହିଳାଙ୍କୁ ସଂମାନ
@rajnayak5964
@rajnayak5964 Жыл бұрын
ସଳା ର ଗଲୁ ପ୍ରବଳ ସଳେ ସବୁ ହିଷ୍ଠିଆ ଗେଣ୍ଡାଳିଆ
@niranjanpradhan4800
@niranjanpradhan4800 Жыл бұрын
ବିଜେଡି ଦଳ ନା ବଦେଳେଇ ଦେଇ ହିଷ୍ଟ୍ରିରିଆ ଦଳ ନା ଦେଇ ଦିଅନ୍ତୁ ଓଡ଼ିଶା ସୁପର No 1 ନବିନ ହିଷ୍ଟ୍ରିରିଆ ଦଳ
@SamirKumar-he7bm
@SamirKumar-he7bm Жыл бұрын
Life father like son ...BJD jemiti se party minister,MLA, workers Semiti...
@amiyakumarmahapatra8784
@amiyakumarmahapatra8784 Жыл бұрын
Sali jiju nka Frank call😂😂😂😂
@ican100.
@ican100. Жыл бұрын
Chada stree mananku alajukia Swami mane ,ssg group,mishan sakti ae sabuthire meeting karibaku
@Sahoo5009
@Sahoo5009 Жыл бұрын
ବହୁତ୍ ବଢିଆ 😂😂😂😂🔥
@debasishmohanty2735
@debasishmohanty2735 Жыл бұрын
ମା ଗୀହା ଏଡେ ରାଣ୍ଡୁଆ ଗୁଡାକ 😂😂😂
@maabudhabudhimani2652
@maabudhabudhimani2652 Жыл бұрын
BHAI au thare jadi win kala se pura road re khela kariba
@saiswastik8781
@saiswastik8781 Жыл бұрын
PANDIAN I LOVE YOU😍😍😍😍🍻🍻🍻🍺🍺🍺🐯🐯🐯🐯🐯
@tapanpanda5870
@tapanpanda5870 Жыл бұрын
ଘର କଳି😢
@santoshsabar5051
@santoshsabar5051 Жыл бұрын
ନା ପୁରା ରାକେଟ ଚାଲିଛି
@pradeepkumarsinha803
@pradeepkumarsinha803 Жыл бұрын
ବିଜେଡିର 25 ବର୍ଷ ଶାସନ ଚାଲିଛି ,ଓଡିଶାର ସବୁ ଜନତା ଏବଂ CM NABIN PATNAIK ଏ VIDEO ଦେଖିବା ଦରକାର। ଧନ୍ୟ ନବୀନ ପଟ୍ଟନାୟକ ଧନ୍ୟ ବିଜେଡି ଦଳ। ଅଲାଜୁକ ବେହିଆ କୋଉଠିକାର
@Surviving_one
@Surviving_one Жыл бұрын
All r blaming the MLA and the lady. No one focus the *Bhai* character. It means bhai jo bhi bolega, ek janta pratinidhi jo MLA he, wohi karega. Wah re power.
@KehKeLoonga
@KehKeLoonga Жыл бұрын
କେନ୍ଦ୍ରାପଡ଼ା ଜିଲ୍ଲାରେ ଏଇ ଧନ୍ଦା ବହୁତ୍ ହୁଏ। ଏଇ ନୁଙ୍ଗୁରମି ଆଉ ଖୁମ୍ପା ଖୁମ୍ପି ବେଶି।। ଯାହା ସୁନିଚୁ ସେୟା କହିଲୁ
@prasantapanda1703
@prasantapanda1703 Жыл бұрын
ସେ ଭାଇ ଭାଇ ଯୋଉ ହୋଉଛ ସେ ଭାଇ କିଏ
@sandeeprout7805
@sandeeprout7805 Жыл бұрын
Odisha ku Jagannath saha
@mahendramajhimajhi3890
@mahendramajhimajhi3890 Жыл бұрын
ଏ ବିଜେଡି ଗେହାଲୁ ଏ ସବୁ ଧନ୍ଦା ଚାଲୁଛି ତ ମକିନିଆ ବି ଧନ୍ଦା କରୁଥିବ ଜେସା କୁ ତେସା.... ଏ ସବୁ fucking କଥା ଚାଲେ କି
@laxmansethy2470
@laxmansethy2470 Жыл бұрын
ବୁଢା କୁ 16 ମହିଳା ଙ୍କୁ 10 ..... Love does .
@sumanthpradhan9806
@sumanthpradhan9806 Жыл бұрын
Very good👭
@bbrcollection8905
@bbrcollection8905 Жыл бұрын
ଲୋ... ଦିଦି direct ମାଗିପାରୁନି ସେଥିପାଇଁ indirect ମାଗୁଛି ବୁଝି ପାରୁନ..,.
@sscreation133
@sscreation133 Жыл бұрын
BJD ra prakruta nari ky Shakti deba😂😂😂😂😂😂😂😂😂
@prasantmohanty4880
@prasantmohanty4880 Жыл бұрын
ବୁଢା ବୟସେ i love u 🤭😄😄ଆଉ ଏହି ମାଇକିନା ଘୋଡାଘେଇ ଘଇତା ଙ୍କୁ ଘରେ ଛାଡି ପଇସା ଚକର ରେ ପରପୁରୁଷ ସାଥେ ରାସଲୀଳା କରୁଛି. ତୋ ପଛରେ ଖାଲି ଅଷ୍ଟାକିଳା ପୁରେଇବା କଥା
@LambadarBanra-nf3tv
@LambadarBanra-nf3tv Жыл бұрын
ଭଲ ମଛା ନେଉଛ ଆଉ 🎂🎂
@susantanath8775
@susantanath8775 Жыл бұрын
🌹🕉🇮🇳କାଳିତ କାଳି ରରମୁଣ୍ଡ ମାଳି ମୁଁ ବାଶୁଳାଇ ଖାଇବି ଖାଇବି ତୋ ମୁଣ୍ଡ ମୋଡି 🇮🇳🕉🌹🙏🙏🙏🙏🙏
@dibya63
@dibya63 10 ай бұрын
ହଇରେ ମାଗିହା ଶଶିଆ, ତୋ ମାଇକିନା କି ଝିଅ କୁ ଟିକେ ଗେହିଁବାକୁ ଦେ
@sailajaswain8008
@sailajaswain8008 Жыл бұрын
Khali mandu darkar bjd neta nku
@rowedykuna3903
@rowedykuna3903 Жыл бұрын
Wawa sabu khela re
@kspirit7571
@kspirit7571 Жыл бұрын
ଥାନା ଟା ତ ତମର ... ଏଥିରୁ ଜଣା ପଡୁଛି ଏ ଦେଶ ଅବସ୍ଥା କଣ
@krishnaprasadrath
@krishnaprasadrath Жыл бұрын
Prem ra bayasa na thae Madichala dekhajiba.Court tamar, aainee tama pocket re,tame picket deinpada aanthuganthi tike khandiahaba soframycin lageiba.56/40 bi chaliba kichhi nahin.Bayasa nathile mana ta achhi Madichala🙏 Jai Srikrishna 🙏
@alokpalai3577
@alokpalai3577 Жыл бұрын
ଲଜ୍ୟା ଏହି ଲଜ୍ୟା 😅😅😅😅😅😅😅
@dilippradhan2700
@dilippradhan2700 Жыл бұрын
I love you.parida babu.
@babulkumarj220
@babulkumarj220 Жыл бұрын
ଟିକେ ଭାଷା ପ୍ରୟୋଗ😁 କରିବି କି😁
@chhabindramansingh73
@chhabindramansingh73 Жыл бұрын
Bjd ରେ ଏମିତି ନାରୀ ସସସ୍ତ୍ରୀ କରଣ ହୁଏ
@khageswargarnayak1884
@khageswargarnayak1884 Жыл бұрын
Bala neta
@premenanda
@premenanda Жыл бұрын
😁 ବାଃ କି ମଜାଳିଆ କଥା ଏଇ ତ ମା କୁ ସମ୍ମାନ🤮 bjd partyରେ ସବୁ ନେତା ଏମିତି ଆଉ ମହିଳାଙ୍କ କଥା ନକହିଲେ ଭଲ ୟେ ଭଉଣୀ କେମିତି ଭଲ ବାହାରିଲେ 🙏ଯେ ଜଗନ୍ନାଥ
@pk-db2vr
@pk-db2vr Жыл бұрын
Good 👍👍👍👍
@Tulubhai275
@Tulubhai275 Жыл бұрын
❤❤❤
@saikunmun8591
@saikunmun8591 Жыл бұрын
Very shame
@manoranjanmohanta9407
@manoranjanmohanta9407 Жыл бұрын
Bhala, badhia
@bishnucharansukla9000
@bishnucharansukla9000 Жыл бұрын
ଲାଜ ମାଡ଼ୁଛି।ଧନ୍ୟ ନେତାଗିରି କରିବା।
@KAALAKAVALAA
@KAALAKAVALAA Жыл бұрын
ମାଡି ଚାଲ
@narendrabehera2186
@narendrabehera2186 Жыл бұрын
Ha bhagaban ...........
@niranjanpradhan4800
@niranjanpradhan4800 Жыл бұрын
ସୁପର୍ ଆଟିଷ୍ଟି
@sarojasatapathy1455
@sarojasatapathy1455 5 ай бұрын
Lageraho, Jay shree Ram 🙏
@dibyasinghparida4360
@dibyasinghparida4360 Жыл бұрын
😀😀😁😁 ପ୍ରବଳ ନାଳାଶଂ ରହୁଛି,
@sandipbharati372
@sandipbharati372 Жыл бұрын
ତାମିଲ ଶାସନାଧୀନ
@babushaan3621
@babushaan3621 Жыл бұрын
56 କୁ 40 💞...... ମାଡିଚାଲ
@sarojkumardas4918
@sarojkumardas4918 Жыл бұрын
ମାଳିକା ବଚନ କେ କରିବ ଆନ
@pintupandey5
@pintupandey5 Жыл бұрын
Oooo...mago bjd turu love❤ Ooooo...mago bjd turu love❤
@pgayatrirout2326
@pgayatrirout2326 Жыл бұрын
I love you 😂😂😂😂😂😂😂
@bikramkumarbal5854
@bikramkumarbal5854 Жыл бұрын
ବିଜେଡି ରେ ଏମିତି ଚାଲୁଚି ଆଉ ନାରୀ ମାନେ ଯିବେ କୁଆଡେ 🤣🤣🤣bjd କୁ ଧରିବେ
How To Get Married:   #short
00:22
Jin and Hattie
Рет қаралды 28 МЛН
Players vs Corner Flags 🤯
00:28
LE FOOT EN VIDÉO
Рет қаралды 94 МЛН
Spongebob ate Patrick 😱 #meme #spongebob #gmod
00:15
Mr. LoLo
Рет қаралды 22 МЛН
OYUNCAK MİKROFON İLE TRAFİK LAMBASINI DEĞİŞTİRDİ 😱
00:17
Melih Taşçı
Рет қаралды 13 МЛН
How To Get Married:   #short
00:22
Jin and Hattie
Рет қаралды 28 МЛН