Live | ରୁବେନ୍‌ ବାନାର୍ଜୀଙ୍କ ସହ ରାଜନୀତି ଚର୍ଚ୍ଚା | Rajaniti Charcha | Ruben Banerjee | 05 Jul 2024

  Рет қаралды 79,481

Argus News

Argus News

Күн бұрын

Live | ରୁବେନ୍‌ ବାନାର୍ଜୀଙ୍କ ସହ ରାଜନୀତି ଚର୍ଚ୍ଚା | Rajaniti Charcha | Ruben Banerjee | 05 Jul 2024 | Argus News
#argusnews #rajaniticharcha #seniorjournalist #rubenbanarjee #ArgusSpecial #RubenBanerjee #PoliticalDiscussion #Odisha #bjp #bjd
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argusnews.in
KZbin : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900

Пікірлер: 193
@niranjansahu9449
@niranjansahu9449 3 ай бұрын
ମିଶନ ଶକ୍ତିରେ ହୁଏତ ସରକାରଙ୍କର କ୍ଷତି ହେଉଥିବା କିନ୍ତୁ ଗାଁ ଗହଳି ମାଁ ଏମାନେ ବହୁତ ଲାଭବାନ ହେଉଛନ୍ତି । ସେମାନେ କାହା ପାଖରେ ହାତ ପତାଇବାକୁ ପଡୁ ନାହିଁ।
@DR.B.NAYAK1980
@DR.B.NAYAK1980 3 ай бұрын
ମହିଳାମାନେ ସନ୍ତୁଷ୍ଟ ରହିଲେ ଦେଶ ପ୍ରଗତି ନିଶ୍ଚିତ l
@AAKHIODIA
@AAKHIODIA 3 ай бұрын
Good Sujest Sir
@SunakarNayak-cj8qv
@SunakarNayak-cj8qv 2 ай бұрын
ରୁବେନ ବାନାର୍ଜୀ ଙ୍କୁ ମୋର ବହୁତ ବହୁତ ଅଭିନନ୍ଦନ ଜଣାଉଛି ଓଡିଶା। ଜୟ ଜଗନ୍ନାଥ ସ୍ଵାମୀ।
@BimbadharMangaraj
@BimbadharMangaraj 3 ай бұрын
ଧନ୍ଯବାଦ୍ ମୋହନ ସରକାର ଦୂର୍ନିତି ବିରୋଧରେ କଠୋର ହୁଅନ୍ତୁ
@sankarsanpradhan2299
@sankarsanpradhan2299 2 ай бұрын
ରୁବେନ ଏକ ଜୋକର।ସେ ଗୋଟେ ମହା ଜ୍ଞାନୀ!!!!
@Leo35875
@Leo35875 3 ай бұрын
ନୂତନ ସରକାରଙ୍କୁ ଅନୁରୋଧ ଦରଦାମ ଟିକେ ନିୟନ୍ତ୍ରଣ କରନ୍ତୁ, ଯେମିତିକି ସାଧାରଣ ଗରିବ ଲୋକ ଦିମୁଠା ଖୁସିରେ ଖାଇ ପାରିବେ
@dr.jayashreemohanty6242
@dr.jayashreemohanty6242 2 ай бұрын
Excellent suggestions.Great.😊😊
@sankarnayak-tp1ye
@sankarnayak-tp1ye 3 ай бұрын
Rupen ବାନାର୍ଜୀ କୁ ବିଜେଡି ବିଶ୍ୱାସ କରି ପାରୁନ ଥିଲେ ଏବେ right❤️❤️❤️❤️
@satyaranjandash388
@satyaranjandash388 3 ай бұрын
ସରକାର ଙ୍କୁ ଅନୁରୋଧ କି ଓଡିଶା ର ଗୋଟେ ଟଙ୍କା ବି ଅଯଥା ରେ ଖର୍ଚ କରାନଯାଉ, ତାହେଲେ ଓଡିଶା ବହୁତ ଉପରକୁ ଉଠିପରିବା,
@suryadas1087
@suryadas1087 3 ай бұрын
One of the most useful and best show with data and logic. Let it continue
@basantakumarpanda9022
@basantakumarpanda9022 3 ай бұрын
ମଦ ବନ୍ଦ କରିଦେଲେ ଓଡ଼ିଶାର ଅଧାସମାସ୍ୟା ସମାଧାନ ହୋଇଯିବ।
@jayadigal9852
@jayadigal9852 2 ай бұрын
Sir thank you good speech
@kailashrana5820
@kailashrana5820 3 ай бұрын
ଅର୍ଗସ ଟିଭି ର ଦେଶ ଗଠନର ପ୍ରୟାସ ଓ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଉଦ୍ୟମ କୁ ଧନ୍ୟବାଦ ଜଣାଉଛୁ ।ଧାରାବାହିକଭାବରେ ଶ୍ରୀଯୁକ୍ତ ରୁବେନ୍ ବାନାର୍ଜୀ ଙ୍କ ସହ ଆଲୋଚନା ଉତ୍ତମ ଚୟନ ।ନିରପେକ୍ଷ ଆଲୋଚନା ,ସାଧାରଣ ଲୋକଙ୍କ ଚିନ୍ତାଧାରା ଉକ୍ତ ଆଲୋଚନା ରେ ସ୍ଥାନ ପାଉଛି ,ଆଶାକରାଯାଏ ସରକାର ଏ ଦିଗରେ ଧ୍ୟାନ ଦେବେ ।
@sunilpatrasp5785
@sunilpatrasp5785 2 ай бұрын
Desh gathana nuhan odisha re bjp sarkar gathana ra mukhya sutradhara
@laxmanmurmu3285
@laxmanmurmu3285 3 ай бұрын
Thanks Mohan sarkar.durniti upare kothoro huantu.au janata kara abasyakatanusare odisha ra Jano mongala kamo karajau taki janata upakruta hebe.jay jaganath 🙏
@sukantapadhan2609
@sukantapadhan2609 2 ай бұрын
Jay jagannath Jay shree ram
@jibankumar8789
@jibankumar8789 3 ай бұрын
Ruben Banarji talk absolutely 💯 right....
@herosahoo2272
@herosahoo2272 3 ай бұрын
Right sir 🙏
@lovingbird988
@lovingbird988 3 ай бұрын
Bahut bhala suggestion please sir mukhyamantri ku dekheiba darkar
@bhagwannayak8611
@bhagwannayak8611 3 ай бұрын
ସାର୍ଥକ ଚର୍ଚ୍ଚା ପାଇଁ ଅଭିନନ୍ଦନ।
@debendrajena4621
@debendrajena4621 2 ай бұрын
Perfect jugement
@ganeshpanigrahi4808
@ganeshpanigrahi4808 2 ай бұрын
ଖଜୁରି ଗଛର ଗୁଣଗାନ କରିବା ଭଳି ବିଗତ ବିଜୁ ଜନତା ଦଳ ସରକାରଙ୍କ ପକ୍ଷରୁ ପ୍ରାୟୋଜିତ ଯାବତୀୟ ଶାସନ ବ୍ୟବସ୍ଥାରେ ଅନୈତିକ ଓ ଅବାଞ୍ଛିତ ମାନସିକତା ଆଧାରରେ କଳ୍ପନାତୀତ ଲୁଣ୍ଠନ ଆଦି ଅରାଜକତା ଜାରି ରଖି ଆସିଥିଲେ...
@rabinarayanmishra3713
@rabinarayanmishra3713 3 ай бұрын
Best suggestion absulately right 🙏
@pitambernayak4708
@pitambernayak4708 2 ай бұрын
RUBEN BANARAJY RAJYASARAKARANKU SUNDARAMATAMAT THANK RUBEN BABU
@basantakumarjena9512
@basantakumarjena9512 3 ай бұрын
Right thinking
@santoshswain4087
@santoshswain4087 3 ай бұрын
Good think
@BASANTIHEMBRAM-uq8xv
@BASANTIHEMBRAM-uq8xv 3 ай бұрын
Please wait Rubian sir Odisha must be change under 5 year
@SusantaBarik-ki2wz
@SusantaBarik-ki2wz 3 ай бұрын
Rupen Banerjee is the right dialogue
@PorsuramBhatra-pj3cp
@PorsuramBhatra-pj3cp 3 ай бұрын
ଅପେକ୍ଷା କର ବନ୍ଧୁ ଗଣ ନିଶ୍ଚୟ ପରିବର୍ତନ ରସୁବିଧା ପାଇବେ
@bijayashankartripathy8748
@bijayashankartripathy8748 3 ай бұрын
You are right. Govt should go in to the deep of durnity of Padian and. Babi as early as possible.
@nalinipanda5076
@nalinipanda5076 3 ай бұрын
Cy x,
@nalinipanda5076
@nalinipanda5076 3 ай бұрын
​@@bijayashankartripathy8748😊😊
@nalinipanda5076
@nalinipanda5076 3 ай бұрын
0
@ShesadevBhoi-s4d
@ShesadevBhoi-s4d 2 ай бұрын
Right
@SubhasAcharya-w7b
@SubhasAcharya-w7b 2 ай бұрын
Very good discussion with deapth of thought 🎉.
@gunanidhinaik3699
@gunanidhinaik3699 3 ай бұрын
ଲକ୍ଷ୍ମୀ ବସ୍ ରେ ଯେତେ ଖର୍ଚ୍ଚ ହେଉଛି ।ଲୋକେ ଉପକୃତ କେତେ ତାହା ସମୟ କହିବ।ବିଦ୍ୟାଳୟରେ ଶିକ୍ଷକ ନଥିଲେ ବେସରକାରୀ ବିଦ୍ୟାଳୟରେ ମଧ୍ୟବିତ୍ତ ଘର ପିଲା ବି ପଢୁଛନ୍ତି।ସରକାରୀ ଡାକ୍ତରଖାନାରେ ଡାକ୍ତର ରହିଲେ ବେସରକାରୀ ଡାକ୍ତର ଖାନା କୁ ଲୋକେ ଯିବେ କାହିଁକି ।
@prajnashines7180
@prajnashines7180 3 ай бұрын
Cm nka pila kouthi padhuchhanti. Central school kjr
@nabakishorelenka1915
@nabakishorelenka1915 2 ай бұрын
Ruben Sir the great reporter
@tanujamishra2999
@tanujamishra2999 3 ай бұрын
Bilkul thik Banarji babu
@ranjitanayak4596
@ranjitanayak4596 3 ай бұрын
Ur speak y right.
@omprakashbehera6998
@omprakashbehera6998 3 ай бұрын
I am with Banarjee❤
@prakash35b
@prakash35b 3 ай бұрын
ସମୟ ଆସୁଚି ଓଡିଶା ବାସି କଂ ଆକ୍ରଶ ର ସିକାର ହବ ଅର୍ଗସ ଚ୍ଯାନେଲ .
@KEDARMOHAPATRA-m9e
@KEDARMOHAPATRA-m9e 3 ай бұрын
Why?
@jitendrakumarnayak2083
@jitendrakumarnayak2083 3 ай бұрын
Sabu diga ku alochana kare nahi..kebala bjp ra agent bhali kama karuchhii
@Beero_explores
@Beero_explores 2 ай бұрын
Brilliant journalist Banarjee saab
@Banykanhar6896
@Banykanhar6896 3 ай бұрын
🎉🎉❤❤ good 👍👍 precemeet
@santantanti
@santantanti 3 ай бұрын
Thnkiu banaragi shara
@DR.B.NAYAK1980
@DR.B.NAYAK1980 3 ай бұрын
ଅପେକ୍ଷା କରନ୍ତୁ ରାଜ୍ୟବାସୀ l ମୋହନ ସରକାର ଠିକ ବାଟରେ ଯିବେ l ଧିର ପାଣି ପଥର କାଟେ l ବାଟ ପରିସ୍କାର କରିକରି ଯିବେ l ସ୍ୱୟଂ ଜଗନ୍ନାଥ ତାଙ୍କୁ ଆସନରେ ବସାଇଛନ୍ତି l ଜଣକୁ ହଠାତ ହାଣିଦେଲେ ଯେତିକି କଷ୍ଟ ହୁଏନି ଧିରେ ଧିରେ ଆରିରେ କାଟିଲେ ପ୍ରବଳ କଷ୍ଟ ହୁଏ l
@BabaJCBBaba-e8w
@BabaJCBBaba-e8w 3 ай бұрын
ବାସ୍ତବିକ କଥା,,,🙏
@mrityn10
@mrityn10 2 ай бұрын
ରୁବେନ ବାନାର୍ଜୀ ଓଡିଶା କଥା କହିବେ. ଓଡ଼ିଆ ଅସ୍ମିତା କୁଆଡେ ଗଲା.
@ranjeetaraniparida5058
@ranjeetaraniparida5058 3 ай бұрын
Ruben sir ekdam thik katha kahuchanti
@PabitraPanda-vn4ed
@PabitraPanda-vn4ed 3 ай бұрын
Very good sir sajestion
@manasmohapatra7874
@manasmohapatra7874 2 ай бұрын
ଓଡ଼ିଶା ର ମହିଳା ମାନେ ରାବଣ ଓ କଂସ bjd ଦଳ କୁ ଧ୍ଵଂସ କଲେ
@KunuMishra-vv5gp
@KunuMishra-vv5gp 3 ай бұрын
Ruben banarje is a man Very very briliant reporter
@birenjena3758
@birenjena3758 3 ай бұрын
ରୁବେନ୍ ବାବୁ ଲକ୍ଷ୍ମୀ ବସ।ଉପରେ ଠିକ୍ କଥା କହିଲେ
@bijayraja
@bijayraja 3 ай бұрын
ପ୍ରତି ଯୋଜନା ର ଗୁଣାତ୍ମକ ପରିବର୍ତ୍ତନ ଆବଶ୍ୟକ - ରୂପ ଓ ରଙ୍ଗ ର ନୁହେଁ.
@ayushkumarroutray3199
@ayushkumarroutray3199 2 ай бұрын
Thank you Argus
@MANASKUMARBALIARSING
@MANASKUMARBALIARSING 3 ай бұрын
ଯେଉଁ ସ୍ଥାନରେ ଅନିୟମିତତା କୋଠା ନିର୍ମାଣ ହୋଇଛି ସେଗୁଡିକ ନଭାଗି କିଛି ସରକାରଙ୍କ କାଯାଳୟ କରାଯାଉ ମୋର ସରକାରଙ୍କୁ ଏତିକି ଅନୁରୋଧ ସାର୍ କାରଣ ଏତେ ଅର୍ଥ ଖର୍ଚ୍ଚ ହୋଇସାରିଛି ଆମର ଦରକାର ମୁତାବକ ଘରେ ସରକାରଙ୍କ କାମ ରେ ଆସୁ
@PrasanaBiswal-j5z
@PrasanaBiswal-j5z 3 ай бұрын
ରୁବେନ୍ ଭାଇ ଠିକ୍ କଥା କହୁଛନ୍ତି
@saraswatinayak702
@saraswatinayak702 3 ай бұрын
100% Right as per the discussion NRLM,OLM and Mission Shakti not working properly Although OLM is doing the same work why this Mission Shakti
@artatranatripathy7618
@artatranatripathy7618 2 ай бұрын
Ruben banarjee is right
@Pravat.youtuber
@Pravat.youtuber 3 ай бұрын
ଧନ୍ୟବାଦ ରୁବେନ ବାନାର୍ଜୀ ଓ Argus କୁ ଆଜି ସବୁ ଓଡ଼ିଶାର ମୌଳିକ ସମସ୍ୟା ପ୍ରତି ରାଜସ୍ବ ଟଙ୍କା ଖର୍ଚ୍ଚ ହେବା କଥା ଯଦି ନୂଆ ସରକାର ପ୍ରକୁତ ସମସ୍ୟା ରେ ଟଙ୍କା ନ ଲଗେଇ loss making project ରେ ପଇସା ଲଗାନ୍ତି ପୂର୍ବ BJD ଭଳିଆ ତାହାଲେ ଲୋକଙ୍କ ଭରସା ତୁଟିଯିବ। BJP ନୂଆ ସରକାର ପାଇଁ ଗୋଟେ ଭଲ ସ୍ଥିତି ଅଛି ଓଡ଼ିଶାରେ loss making project ର analysis କରି ଟଙ୍କା କେମିତି Direct ଲୋକଙ୍କ ସେବାରେ ଲାଗିବ ସଥିପାଇଁ project ବନିବା ଦରକାର....
@gunanidhinaik3699
@gunanidhinaik3699 3 ай бұрын
ବର୍ତ୍ତମାନ ସମୟ ଆସିଛି ନୁତନ କାର୍ୟ୍ଯ କରିବା ପାଇଁ ।ଭୁଳ ଖୋଜିଲୋଡି ବା ନୁହେଁ।
@Parthasarathipatra-tn3fr
@Parthasarathipatra-tn3fr 3 ай бұрын
❤❤sir I'm happy ur good Advice
@pramodtripathy6435
@pramodtripathy6435 3 ай бұрын
Properly study the root cause,I agree with Ruben banarjee
@bishnusahoo9390
@bishnusahoo9390 3 ай бұрын
Right dish cos 👌
@sanjeebkusahu6355
@sanjeebkusahu6355 3 ай бұрын
Above all Constructive Advice.
@artatranatripathy7618
@artatranatripathy7618 2 ай бұрын
To counter opposition diplomatic people required
@Birendranayak-i2i
@Birendranayak-i2i 2 ай бұрын
ଏତେ bus ଦରକାର ନାହିଁ,, କିଛି bus ଚାଲିବ, ମେଟ୍ରୋ ଲାଇନ୍ ଗୋଟେ ରହିବା ଦରକାର ଓଡ଼ିଶା ରେ,,, କଣ ଦରକାର ଥିଲା bus ର,,,
@kalpatarusahoo2367
@kalpatarusahoo2367 2 ай бұрын
The debate of Argus news with Sj.Ruben Banerjee , an eminent personalities having a good foresight as a writer and journalist is very attractive & impressive .His suggestions may kindly adopted by the state Govt headed by sh.Mohan Charan Majhi for the better interest of all people in odisha.
@prasantakumarpradhan3847
@prasantakumarpradhan3847 3 ай бұрын
ଠିକ୍ କହିଛନ୍ତି ।
@maheswarsahoo893
@maheswarsahoo893 3 ай бұрын
Good
@surenmagar9736
@surenmagar9736 3 ай бұрын
ସବୁ ପରିବର୍ତ୍ତନ ହେବ
@prakashswain8674
@prakashswain8674 2 ай бұрын
ଚଳିତ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ବେଳେ ପୁରୀ ବଡଦାଣ୍ଡରେ ଶାନ୍ତି ଶୃଙ୍ଖଳା ରଖିବା ପାଇଁ ନିୟୋଜିତ ଥିବା ଗୃହ ବିଭାଗର ଦାୟିତ୍ଵବାନ ଅଧିକାରୀ ମାନେ ଥାଉ ଥାଉ ଏପରି ଅଘଟଣରେ ଅପ୍ରିତିକର ଲାଠି ଚାର୍ଯ ଘଟଣାରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଓ ଭକତ ମାନଙ୍କ ସହ ରାଜ୍ଯ ବାସୀ ମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି ।କିନ୍ତୁ ଗୃହ ବିଭାଗର‌ ଦାୟିତ୍ଵ ବାନ ଅଧିକାରୀ ମାନେ ରଥଯାତ୍ରାର କାର୍ଯ୍ୟକ୍ରମକୁ ନିଷ୍ଠାର ସହ ପାଳନ କରୁଥିଲେ ମଧ୍ୟ, କାହାର ତୃଟି ପାଇଁ ଏପରି ଅଘଟଣ ଘଟି ମୋହନ ସରକାରଙ୍କୁ ବଦନାମ ଦେବାର ଷଡଯନ୍ତ୍ର କରା ଯାଇଥିଲା । ତାରି ଉପରେ ମୋହନ ସରକାର ଆଶୁ ତଦନ୍ତ କରାଇ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ସରକାରର ଇଜ୍ଜତ ବଞ୍ଚାଇବା ସହ ମୁଖ୍ଯ ଦୋଷୀଙ୍କୁ ଚିହ୍ନଟ କରାଇବା ଜରୁରୀ ଦରକାର ।କାରଣ ଏପରି କଲେ ଯାଇ ବିରି ମାଡରେ କୋଳଥ ଚେପା ହେବା ନ୍ୟାୟରେ ଅନ୍ଯ କେହି ମୋହନ ସରକାରଙ୍କ ବିରୋଧରେ ଷଡଯନ୍ତ୍ର କରି ବଦନାମ ଦେବାକୁ ଭୟ କରୁଥିବେ ।ତେଣୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ମୋହନ ସରକାର ରାଜ୍ୟରେ ବାରମ୍ୱାର ବଦନାମ ହୋଇ, ଜଣେ ଅସଫଳ ମୁଖ୍ଯମନ୍ତ୍ରୀ ଭାବରେ ଓଡିଶା ଇତିହାସ ପୃଷ୍ଠାରେ ଲେଖା ହେଇ ରହିବ ।
@artatranatripathy7618
@artatranatripathy7618 2 ай бұрын
For mission sakti we must cunsult with Aparajita sarangi madam
@skaifoundation8120
@skaifoundation8120 3 ай бұрын
🙏👍
@gunanidhinaik3699
@gunanidhinaik3699 3 ай бұрын
କେବଲ negetive ମତାମତ ପାଇଁ ବାଟ ଖୋଜିବାରେ ବ୍ୟସ୍ତ।
@byangakabianantakumarjena1551
@byangakabianantakumarjena1551 3 ай бұрын
କାଳିଆ ଟଙ୍କା ବନ୍ଦ ହେଉ l ଶୀତଳ ଭ୍ନ୍ଦଣ୍ଡର ଖୋଲା ଯାଉ l
@PanchananaBehera-hr2vp
@PanchananaBehera-hr2vp 2 ай бұрын
Narisakti,,samasta,nka agare,jayasriram
@banasahu7961
@banasahu7961 2 ай бұрын
Ok r banarjy sir
@Bindas100
@Bindas100 2 ай бұрын
No proper irrigation ,no cold storage..in dist level...these are the prime issue...in the state.
@pradiptakumarsahoo3930
@pradiptakumarsahoo3930 3 ай бұрын
ସରକାର କାର୍ଯ୍ୟକାରୀ କରିଥିବା ଓ ବର୍ତ୍ତମାନର ସରକାର କାର୍ଯ୍ୟକାରୀ କରିବାକୁ ଯାଉଥିବା ସମସ୍ତ ଯୋଜନା ଲୋକଙ୍କ ପାଇଁ କେତେ ହିତକର ଓ ରାଜ୍ୟର ସମ୍ବଳ ରେ ଏହା ଫଳପ୍ରଦ ହୋଇପାରିବ କି ସେଥିପ୍ରତି ଗୁରୁତ୍ୱ ଦେବା ଉଚିତ୍।ଶିକ୍ଷା,ସ୍ୱାସ୍ଥ୍ୟ,ସବୁଦିନିଆ ରାସ୍ତା,ଜଳସେଚନ ଓ ସମସ୍ତଙ୍କୁ ପାନୀୟଜଳ ଯୋଗାଇ ଦେବା ପ୍ରତି ପ୍ରାଥମିକତା ଦେବା ଉଚିତ୍।
@husenpradhan7171
@husenpradhan7171 3 ай бұрын
ଯଦି ପରିବର୍ତ୍ତନ କରିପାରୁଛନ୍ତି ଶିକ୍ଷା ସ୍ବାସ୍ଥ୍ୟ ଏବଂ ରୋଜଗାର କୁ ପରିବର୍ତ୍ତନ କରନ୍ତୁ ସରକାର। ବହୁତ୍ ଭଲ ହେବ। କୋଲର୍ ପରିବର୍ତ୍ତନ କରିବା ପାଇଁ ଯେଉଁ ପଇସା ଖର୍ଚ୍ଚ ହେବ ସେ ପଇସା କୋଲର୍ ପରିବର୍ତ୍ତନ ନ କରି ଗରିବ ପରିବାରରେ ଦିଅନ୍ତୁ ବହୁତ୍ ଭଲ ହେବ।
@sanjeebkusahu6355
@sanjeebkusahu6355 3 ай бұрын
Teachers, Doctors, Congestion Free Bus Service, Successful Mission Shakti Programs, Accident free Odisha, Daadan Free Odisha, Liquor Free Odisha, Corruption Free Odisha, 100% irrigated Odisha, industrialised Odisha, Snatcher Free Odisha, Disaster Free Odisha, etc. everything is required. If a Government has potential, it can make everything possible. We should keep ourselves free from nesty politics, give time to it, and hope and assist The New Government to change our State for our children.
@prajnashines7180
@prajnashines7180 3 ай бұрын
Contractual and outsourcing employee nku regular kariba pain CM step niantu. Contractual and outsourcing post uthei diajau
@biswanathsahoo6555
@biswanathsahoo6555 3 ай бұрын
କେବଳ କହିଦିୟନ୍ତୁ ସବୁ ଯୋଜନା ଆଗ କେନ୍ଦ୍ର ନା ରାଜ୍ୟ ସରକାର କରିଥିଲେ। ପ୍ରଥମେ ଯିଏ କରିବେ credit ତାଙ୍କ ହିଁ ହେବ ସ୍ୱଭାବିକ କଥା
@birenjena3758
@birenjena3758 3 ай бұрын
ମେଟ୍ରୋ ଚାଲିବନି ବିଫଳ।ହେବ ଲୋକ କାହାନ୍ତି
@prabinakumarpanigrahi
@prabinakumarpanigrahi 3 ай бұрын
Download option give
@lovingbird988
@lovingbird988 3 ай бұрын
💯 percentage Right Analysis by Ruben banargee
@sneha6303
@sneha6303 3 ай бұрын
Any loss project should be closed must
@sambaruharijan944
@sambaruharijan944 3 ай бұрын
ରାଇଟ ତୋତ୍ୟୋ sir ଆମ ଗାଁ ରେ ମିଶୋନ ସୋକ୍ତି ନା ରେ BJD ଦଳୋ ଢାବା ଓ ବାର ଖୋଲି ନିଜ ପାଇଁ ୟୁଜ କରୁଛି
@NabinSethy
@NabinSethy 2 ай бұрын
ଗୋଦିମିଡିଆ, ନିୟୁଜ ଦେଖନାହିଁ ଦେଶ ଡୁବିଯିବ
@Laxmidhar-l2g
@Laxmidhar-l2g 3 ай бұрын
Thik kahuchhanti Ruben babu katha ku gambhira bhabaRe bichar kara
@manojsamalyoutuber
@manojsamalyoutuber 2 ай бұрын
ଧାନ କ୍ୱଣ୍ଟାଲ ୩୧୦୦ କଲେ କଣ ହେବ ଚାଉଳ କେଜି ୪୫ ଟଙ୍କା ତା ହେଲେ ଲାଭ କ'ଣ
@jatinkumarbarik9574
@jatinkumarbarik9574 3 ай бұрын
Quality analysis
@TigerDon420
@TigerDon420 3 ай бұрын
Mu kahuchi Odisha lokanka manara katha....Mu kahuchi Odisha loka chahuchanti Sabu lutera bjd MLA, ministers, leaders, workers, lower level panchayat level political bearers samastanku CBI & ED lageiki age investigate Karu.....Koti koti koti tanka recover Kara jau....Sei tanka re Odisha re development kama hau.....This is my humble request from entire Odisha ....Please apana first ei kama ta karantu....
@trilochanjena9614
@trilochanjena9614 2 ай бұрын
Laxmi Bus colour change is not a good job and achievement of Mohan government Laxmi Bus is very much necessary for tribal pockets like Gajapati, Kandhamal, Kalahandi, keonjhar and all other tribal pockets It should be continued
@GopalKrishndeepINDIANFIRST
@GopalKrishndeepINDIANFIRST 3 ай бұрын
NRLM କୁ କେମିତି ମିଶନ ଶକ୍ତି ନାମରେ ବ୍ୟବହାର କରାଗଲା. ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି.....
@artatranatripathy7618
@artatranatripathy7618 2 ай бұрын
Right 95% bus has no passenger
@deepakkumarsahoo5544
@deepakkumarsahoo5544 2 ай бұрын
Elementary teachers nku starting kn pain regular karajauni, schematic puni contractual taa pare jaiki regular,, sethipain best scholars Mane anya job karuchanti, bhala teacher au nahi school re, loke kahibe school re pathapadhha heuni, mastra padheijanuni
@amitSsinghar
@amitSsinghar 3 ай бұрын
Politics is a dirty game . So play your cards. Losing or wiining is a different story. But you have to wait atleast 5 years.
@ajayasahu5402
@ajayasahu5402 3 ай бұрын
Very good discussion it's a pre warning to BJP govt. in Odisha it may be too early to say something but,we would except real development based on well thought process on pros & cons, otherwise this may be same fate for Odisha as it was in BJD time.
@gayatrimuduli5352
@gayatrimuduli5352 3 ай бұрын
Ethi scheme viability ku importance dia jaye nahi, power sector re thila loka undertable commission paiba painki scheme work out karanti.
@sanjeebkusahu6355
@sanjeebkusahu6355 3 ай бұрын
How rush in private will be minimised? Is there any plan?
@dpmishra2850
@dpmishra2850 3 ай бұрын
No challenge, spend money and get free ....
@rajendramallick6894
@rajendramallick6894 3 ай бұрын
Banarjisir laxmi bus ra color bahut kharap color thila color badaliba bahut bhalla
@PramodKumar-zt1we
@PramodKumar-zt1we 2 ай бұрын
Pension 3000
@HaldharSuna-b1q
@HaldharSuna-b1q 3 ай бұрын
Bjp ବା ପଦମ ଫୁଳ ର ରଗଂ ଯେମିତି ତାକଂର ପତକା ତକଂ ଯୋଜନା ଜିନିଷ ବିତ ସେମିତି ହେବନା ରଗଂ ବିଷୟ ରେ କିଛି କୁହତୁଂ ନାହିଁ
@bcdas9247
@bcdas9247 2 ай бұрын
Mohan Government in Coma
@akashpradhan4160
@akashpradhan4160 3 ай бұрын
Ruben banarjee pura gote odisha CM bhali statement deba lajya janak
إخفاء الطعام سرًا تحت الطاولة للتناول لاحقًا 😏🍽️
00:28
حرف إبداعية للمنزل في 5 دقائق
Рет қаралды 46 МЛН
哈莉奎因怎么变骷髅了#小丑 #shorts
00:19
好人小丑
Рет қаралды 55 МЛН
Do you choose Inside Out 2 or The Amazing World of Gumball? 🤔
00:19
Nabin Nka Charcha With Berhampur MP Pradeep Panigrahi
45:16
Nirbhay
Рет қаралды 258 М.
إخفاء الطعام سرًا تحت الطاولة للتناول لاحقًا 😏🍽️
00:28
حرف إبداعية للمنزل في 5 دقائق
Рет қаралды 46 МЛН