Locals accuse govt officer of bribery over illegal encroachment in Chandbali

  Рет қаралды 1,638,125

OTV

OTV

Күн бұрын

Пікірлер: 1 500
@Masti932
@Masti932 2 жыл бұрын
ଜଣେ ଲୋକ ଯଦି ନ୍ୟାୟ ପାଇଁ ଆଗକୁ ଆସୁଛି ତା ହେଲେ ସେଠାରେ ଉପସ୍ଥିତ ସମସ୍ତ ଲୋକ ସେ ଲୋକ ସାଥିରେ ଛିଡ଼ା ହେବା କଥା, ତାହେଲେ ହିଁ ନ୍ୟାୟ ମିଳିବ ।
@Mr_Dhenkanal_bhaina_vlog.
@Mr_Dhenkanal_bhaina_vlog. 2 жыл бұрын
ଭାଇ ଓଡ଼ିଶାରେ ଜଣେ କହିଲେ, ଆଉ ବାକି ଲୋକ ତାର ଫାଇଦା ନିଅନ୍ତି 😂
@dasmubhatra6245
@dasmubhatra6245 2 жыл бұрын
Mg lako mane kali bokua boli tamsa dekhuchanti. Sabu support kariba katha se lako ku
@catsvivor7289
@catsvivor7289 2 жыл бұрын
Bhai aama grama re bi emiti houchi but kichhi kari habani
@Learn_with_Rajat917
@Learn_with_Rajat917 2 жыл бұрын
Thik bhai
@Learn_with_Rajat917
@Learn_with_Rajat917 2 жыл бұрын
Sethipai bhai aji Odisha pachare
@rakeshmallick6567
@rakeshmallick6567 2 жыл бұрын
ଜଣେ ଲୋକ ହିଁ କହୁଛି । ଆଉ ସବୁ ଲୋକ ଭକୁଆ ପରି ଅନାଇଛନ୍ତି । 😡😡😡😡😠😠😠😠 କିଛି ହେଲେ କୁହରେ ସେ ପଇସା ଖିଆ mg ତହସିଲଦାରକୁ ।
@sachintarva
@sachintarva 2 жыл бұрын
Right
@Ranjankumar-gf1cm
@Ranjankumar-gf1cm 2 жыл бұрын
ଆରେ ଭାଇ,ଏହି ଲୋକ ଜଣେ ନୁହେଁ ଆମେ ସମସ୍ତେ ଅଛୁ,ଓ ଭଗବାନ ତାଙ୍କ ସାଥିରେ ଅଛନ୍ତି ତେଣୁ ଭୟ କରିବାର ନାହିଁ,ଏ ସଳାକୁ ରାବଣ ପରି ମାଡ ହେବା ଦରକାର ।
@amitkumarrauta2837
@amitkumarrauta2837 Жыл бұрын
Nice....
@techsuk3542
@techsuk3542 Жыл бұрын
Bhai tu kemti janilu se paisa khaila boli
@rameshsatpathy8631
@rameshsatpathy8631 Жыл бұрын
ସେ ଗୁଡାକ ଜୋକ।
@bapi4urnjoy700
@bapi4urnjoy700 2 жыл бұрын
ଭାଇ ତମ ସାହାସ କୁ ସହେ ସଲାମ୍ /ଏ ତହସିଲ ଦାର mg କୁ ମାଡ଼ ଦିଅ ନହେଲେ ୟେ ମାନିବନି(ଦୁର୍ନୀତି ଗ୍ରସ୍ତ ତହସିଲ୍ ଦାର
@mtychannel845
@mtychannel845 2 жыл бұрын
ଯୁବକ ଜଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ। ଯଦି ଯୁକ୍ତି ଯୁକ୍ତ ନ୍ୟାୟ ‌।ବାସିନ୍ଦା ମାନଙ୍କୁ ଅନୁରୋଧ ତାଙ୍କ ସହିତ ରହିବା ଦରକାର। ଧନ୍ୟବାଦ ଯୁବକ ଭାଇଙ୍କୁ।
@amarendrasarangi740
@amarendrasarangi740 2 жыл бұрын
ଜାଗ ଓଡ଼ିଆ ଜାଗ ।।। ତମେ ହେଲ ବୀର ପୁତ୍ର। ଚୋର ଅଫିସର ବିରୋଧରେ ଅବଜ ଉଠାଅ।।
@ODrider97
@ODrider97 2 жыл бұрын
Apana mane b uthantu odisha ra sabu Kona ru tahele emanaka ra kichhi haba
@tabarakshaikh310
@tabarakshaikh310 2 жыл бұрын
Ara bhai yahi officer ama ghara pakha loka
@amarendrasarangi740
@amarendrasarangi740 2 жыл бұрын
@@tabarakshaikh310 Se jie hau taku legally problem re pakao. Ame bira odia amaku ye chora sasan tantra golami kari paribani
@Niwj110
@Niwj110 2 жыл бұрын
Correct 💯
@jageswarmahanta1433
@jageswarmahanta1433 2 жыл бұрын
Mado heba katha aguda ku
@prananathpati9976
@prananathpati9976 2 жыл бұрын
ସେ ପିଲା ଠିକ୍ କହୁଛି। ଏ ହଳଦୀ ସାର୍ଟ ବାଲା ମହା ବଦମାସ୍। ସେ ପିଲା ବିରୋଧରେ ମିଛ କେସ ଦେବାକୁ କହୁଛି। ତାକୁ ଜମା ଛାଡ଼ନି। ଦରକାର ପଡ଼ିଲେ ଗୋଡ଼େଇ ଗୋଡ଼େଇ ମାର।
@basantanaik7821
@basantanaik7821 Жыл бұрын
ଆଜି କାଲି କେତେ ଗୁଡିଏ ଚାମୁଚା ଚର ବଦମାସ୍ ଆଉ କୁକୁର heigole ନି
@sunaramtudu617
@sunaramtudu617 5 ай бұрын
Guli Mari dia
@agreeculturelifestyle7298
@agreeculturelifestyle7298 2 жыл бұрын
ସରକାରି ଚାକର କୁ ଯେତେ ଡରିବ ସେତେ ଉପରେ ଚଢ଼ିବେ ଭାଇନା ଙ୍କ ସାହାସ କୁ 👍
@prasantahota6659
@prasantahota6659 2 жыл бұрын
ବହୁତ ବହୁତ ଧନ୍ୟବାଦ ଭାଇ।ଏ ତହସିଲଦାର ର ଚାକିରୀ ଗଲା
@Jh-.sgsy.
@Jh-.sgsy. 2 жыл бұрын
Odisha କୁ ଦୁର୍ନୀତି ରେ ୧ନମ୍ୱର କରିବାର ବିଜୁ ବାବୁ ଙ୍କ ସ୍ଵପ୍ନ ପୂରଣ ହେଲା.... ନବୀନ ବୁଢ଼ା କୁ ଧନ୍ୟବାଦ୍
@alokjeetmahana5000
@alokjeetmahana5000 2 жыл бұрын
Haire sala Biju Babu auu nabin Babu kn nije asiki durniti karuchhanti kire. Swapna nah Band* tah purana hela. Sala bloody illiterate
@Jh-.sgsy.
@Jh-.sgsy. 2 жыл бұрын
@@alokjeetmahana5000 ଏ କୁକୁର tote କଣ ପାଇଁ badhila ବେ ମଦ ମାଂସ ମିଳୁ ଥିବା ଯାହା ଜଣା ପଡ଼ୁଛି... ତୁମ BJD ବାଲା ତ ବୁଲି ବୁଲି କହୁଛ ଆମେ ବିଜୁ ବାବୁ ଙ୍କ ସ୍ଵପ୍ନ ପୁରାଣ କରୁଛୁ ବୋଳି ୨୨ ବର୍ଷ ରୁ.... ଓଡ଼ିଶା କୁ barbad କରିଦେଲ... ଶଳା ତୁ ନିଜେ ମୁର୍ଖ ୫ ଫେଲ ୨ଟଙ୍କିଆ ମଣିଷ
@trilochanparida6867
@trilochanparida6867 2 жыл бұрын
vari badhuchhi. naire mani
@jyotiprakashroutray4885
@jyotiprakashroutray4885 2 жыл бұрын
@@alokjeetmahana5000 tu nabina pua satare
@alokjeetmahana5000
@alokjeetmahana5000 2 жыл бұрын
@@jyotiprakashroutray4885 thank you 🖕
@LokanathBehera-ip3ll
@LokanathBehera-ip3ll 6 ай бұрын
ସୁନ୍ଦର ଭିଡିଓ ସୁନ୍ଦର। ବାର୍ତ୍ତା। ସତ୍। ନ୍ୟାୟ। ପାଇଁ। ଜଣେ। ଯୁକ୍ତି। କରୁଛନ୍ତି କିନ୍ତୁ ଉପସ୍ଥିତ। ଜନତା। ଦର୍ଶକ। ସାଜି। ଦେଖୁଛନ୍ତି। କଥାରେ। ଅଛି। ଏକତା ହିଁ। ବଳ ସ୍ୱର। ଏକ। ନହେଲେ। କୌଣସି। ପରିବର୍ତ୍ତନ। ଅସମ୍ଭବ।
@mkshotsgyan9096
@mkshotsgyan9096 2 жыл бұрын
କେହି ନ ଆସିଲେ ବୀ ନ୍ୟାୟ ପାଇଁ ସଂଗ୍ରାମ କରୁଥିବା ଲୋକ 1man army I saloot bro..
@abanikantabehera8826
@abanikantabehera8826 2 жыл бұрын
Jay hind jay bharat Jay army 🙏🙏🙏
@chhabilaragasa6658
@chhabilaragasa6658 2 жыл бұрын
Sehi baat
@aswinisahu1776
@aswinisahu1776 2 жыл бұрын
Jay hin
@royroopam8
@royroopam8 2 жыл бұрын
This person is my uncle
@mkshotsgyan9096
@mkshotsgyan9096 2 жыл бұрын
Ancal nka sath dia bahut agaku jiba
@debabratagouda1167
@debabratagouda1167 2 жыл бұрын
Bhi ଧନ୍ଯବାଦ ଏ ମାଗିଆ ମାନଙ୍କୁ ଡର ନାଇ ଭାଇ ଲୋଡ଼ାଇ କର ଛା ଢ଼ ନାହିଁ , jay hind ଭାଇ ତମର ଜିତି ହେହୁ ଜୟ ହିନ୍ଦ
@taranisenpradhan865
@taranisenpradhan865 2 жыл бұрын
ସବୁ ଶଳା ଚୋର ଯେତେ ତହସିଲ ସବୁ ହାରାମି pc ନାହିଁ ତ କିଛି ନାହିଁ pc ସବୁ maff. 😡😡😡😡
@kumarrama8469
@kumarrama8469 2 жыл бұрын
Se bjd loka re bhai kichhu hebani
@taranisenpradhan865
@taranisenpradhan865 2 жыл бұрын
@@kumarrama8469 ଚୋର ବି ସିଏ ପୋଲିସ ବି ସିଏ
@likunsahu626
@likunsahu626 2 жыл бұрын
Thik
@likunsahu626
@likunsahu626 2 жыл бұрын
Ea mo Bala officer
@aswinisahu1776
@aswinisahu1776 2 жыл бұрын
Bhagawana ku tiky manary maana 🙏🙏🙏
@Hardcore5953
@Hardcore5953 2 жыл бұрын
This village person's courage to challenge corupt officer should be appreciable .
@sudipkumarparida3029
@sudipkumarparida3029 2 жыл бұрын
99% ଅଫିସର ଦୁର୍ନୀତିଗ୍ରସ୍ତ.... ନିଜର ଅଧିକାର ପାଇଁ ନିଜକୁ ଏମିତିକା ସାହସକତା ଭାବେ ଲଢ଼ିବାକୁ ପଡ଼ିବ.
@benudharmohanta5442
@benudharmohanta5442 2 жыл бұрын
Hnn bhai
@rajatkumarjena355
@rajatkumarjena355 2 жыл бұрын
Right
@cmmurmu5830
@cmmurmu5830 2 жыл бұрын
ଶଳା public servant ହେଇକି public ର କଥା ଶୁଣିବନି କି, public କୁ ଜବାବ ଦେବାକୁ ନାରାଜ.... ଏମିତି ଅଫିସରଙ୍କୁ ଜେଲ ପଠେଇବା କଥା.......
@Balaram-397
@Balaram-397 Жыл бұрын
Right
@bikashdash4152
@bikashdash4152 2 жыл бұрын
I salute the person to challenge the officer. If all villagers and general public will conbindingly fight cirrupt officers then corruption will stop
@basantasethy6990
@basantasethy6990 2 жыл бұрын
Argument perfect
@binapanipanda9368
@binapanipanda9368 2 жыл бұрын
Exactly
@mahendraluha9886
@mahendraluha9886 2 жыл бұрын
Real fighter
@estudyline
@estudyline 2 жыл бұрын
Good
@mindfreshdilkhush8575
@mindfreshdilkhush8575 2 жыл бұрын
Right
@ashishkumarbiswal817
@ashishkumarbiswal817 2 жыл бұрын
ତହସିଲଦାର ଙ୍କୁ ବହିଷ୍କାର କରାଯିବା ଦରକାର।
@jadumanimajhi3990
@jadumanimajhi3990 2 жыл бұрын
ଆମ ଏରିଆ କୁ ଏମିତିଆ ଅଫିସର ଦରକାର ତାର ରସ ବାହାର କରିଦେବୁ ତଥାପି ତମର ସାହସ କୁ ମାନିବାକୁ ପଡିବ
@AamaGaonAamaMati
@AamaGaonAamaMati 2 жыл бұрын
ଲୋକ ମାନେ ଦେଖିବାରେ ବେଶୀ ଖୁସି ପାଆନ୍ତି 🙏🙏🙏
@mithunpradhan7827
@mithunpradhan7827 2 жыл бұрын
ମାଘୀଆ ତସିଲଦାର ତତେ ମାଡ଼ ଦରକାର ।
@pravatbanty3627
@pravatbanty3627 2 жыл бұрын
Sabas you are right
@runubudek787
@runubudek787 2 жыл бұрын
E katha Biju budha b kahuthila hele puo nabin kana karuchhe.
@manasbehera9732
@manasbehera9732 2 жыл бұрын
ଯଦି ଗୋଟେ ଲୋକ ସେ ରାସ୍ତା ପାଇଁ ଅନୁରୋଧ କରୁଛନ୍ତି ତ ସମସ୍ତ ଗାଁ ଲୋକ ତାଙ୍କ ସାଥି ରେ ଏକ ହୋଇ ସୋର ଉଠାନ୍ତୁ ତା ହେଲେ ନ୍ୟୟ ମିଳିବ 🙏🏻 ଜୟ ଜଗନ୍ନାଥ ପ୍ରଭୁ ତୁମର ମଙ୍ଗଳ କରିନ୍ତୁ 🙏🏻
@binapanipanda9368
@binapanipanda9368 2 жыл бұрын
ଏହି ଭଳି ସରକାରୀ ବାବୁ ମାନଙ୍କ ପାଇଁ ୰ବିଜୁବାବୁ ଙ୍କର ମାଡତତ୍ୱ ହିଁ ଉଚିତ କାମ ଦେବ ବୋଲି ଆଶା। 🙏🙏ଜୟ ଶ୍ରୀ ଜଗନ୍ନାଥ 🙏🙏
@sradharamvlogs3806
@sradharamvlogs3806 2 жыл бұрын
Biju babu pua ta paisa khhauchi
@balaramsahoo4558
@balaramsahoo4558 2 жыл бұрын
ତୁ କଣ ମୁଣ୍ଡି କି ତତେ ଡରିବ ଭାଇ ଆମର ପୁରା ଠିକ୍ ଭାବେର ଉତ୍ତର ଦେଇଚ Great👍Bhai U Are great👍👍👍👏👏👏
@sangrammishra
@sangrammishra 2 жыл бұрын
ଭାଇ ଗରିବ ମାନଙ୍କୁ କେବେ ନ୍ୟାୟ ମିଳେନି ଭାଇ😂😂😂
@ranendrapikuli6326
@ranendrapikuli6326 2 жыл бұрын
Gariba pa tanki khia chaula khauchanti
@sangrammishra
@sangrammishra 2 жыл бұрын
@@ranendrapikuli6326 ଠିକ୍ କଥା ଭାଇ
@newsimportant9744
@newsimportant9744 2 жыл бұрын
ପଇସା କଥା କହିଲେ। ବାବୁ ମାନେ ପୁରା ଟାଇଟ୍ ସବୁ ଲୁଚ କା ଲି ରେ ହେଇଗଲେ କେତେଭଳ ଦୁନିଆ ରେ ସବୁ ବେଳେ ସାଧାରଣ ଲୋକ ଉଚିତ କଥା କହନ୍ତି ସବୁ ଲୋକ ଏହି ଭାଇ ପରି ହୁଅ 🙏🙏🙏 ଆଜ୍ଞା
@debendrakumar5198
@debendrakumar5198 2 жыл бұрын
Mg ପଇସା ଖାଇକି rool କରୁଛ ବାଳ ତହସିଲଦାର 😡
@PublicNewsctc
@PublicNewsctc 2 жыл бұрын
ଗ୍ରାମ ବାସୀ ଏକାଠି ହୁଅ ଯୋଉ ଅଫିସର କରପ୍ସନ୍ କରୁଛି ସିଧା ସଳଖ ମାଡ଼ ମାର
@pradyotkumarnanda2370
@pradyotkumarnanda2370 2 жыл бұрын
Bravo brother. At least facing and challenging a govt officer in great way. Don't know the truth, but may be something fishy from the act of this officer.
@santosh_official143
@santosh_official143 2 жыл бұрын
ନବୀନ ସରକାରଙ୍କ ଭିତରେ ଯେତେ ସରକାରୀ ଚାକିରିଆ 99% ଶଳା ହେଉଛନ୍ତି ଗୋଟେ ଗୋଟେ MG ଓଡ଼ିଶା କୁ ଶଳା ମାନେ ଖାଇସାରି ଲେଣି ଆଉ ଆମ ଲୋକମାନେ PC ଦେବାରେ ବି କମ୍ ନାହାନ୍ତି but ଗରିବ ଲୋକମାନେ ହଇରାଣ ହେଉଛନ୍ତି , ଏଥି ପ୍ରତି ସରକାର ଦୃଷ୍ଟି ଦେବାକୁ ଅନୁରୋଧ
@BibhuOD22
@BibhuOD22 2 жыл бұрын
99% ଅଫିସର ଦୁନିତୀ ଗ୍ରତ ଭାଇ ଙ୍କୁ ସପୋର୍ଟ କର
@ameeyar.mahapatra...5496
@ameeyar.mahapatra...5496 2 жыл бұрын
ପ୍ରଥମେ ଗୋଟେ ଥର ଦାଗ ଦିଆ ହେଇ ଭଙ୍ଗା ଗଲାନି କଣ୍ ପାଇଁ ! ଅନ୍ୟ ଜାଗା ଭଙ୍ଗା ଗଲା, ଦାଗ ଦିଆ ଯାଇଥିବା ଜାଗା ନ ଭାଙ୍ଗିବା, ସରକାରୀ ଅମିନ ଆଉ ତହସିଲଦାର, ଏବଂ ସେ ଜାଗା ମାଲିକ ମଧ୍ୟରେ ଭିତରିଆ ବହୁତ୍ କିଛି କାମ ହେଇଛି.।
@prananathpati9976
@prananathpati9976 2 жыл бұрын
ତହସିଲଦାରକୁ ବାଡ଼ା। ଶଳା ଗେଣ୍ଡା ଦଳର ଛାଡ଼ିଦେଇ ଅନ୍ୟ ମାନଙ୍କର ଭାଙ୍ଗୁଛନ୍ତି। ବଦମାସ୍ ତହସିଲଦାର। ତା ମୁହଁ ମିଶା ମାର।
@absingh6299
@absingh6299 2 жыл бұрын
every public should raise voice against corruption and for their right...
@asutoshpujari8951
@asutoshpujari8951 2 жыл бұрын
ନାଇଁ ରେ ଭାଇ ମାପ ହେଲା ଦିନ ପାଣି ଖର୍ଚ ମିଳିନଥିଲା ତ ସେଇଥିପାଇଁ ଚି଼ହ୍ନ ଦେଇଥିଲେ, ବାବୁ ଙ୍କ ଶାସନ ଚାଲିଛି ମିଛ case ଲଗେଇଦେବେ କିଛି କହନି, 5t ରେ ଅଛି ଅଫିସର ମାନେ ହାତ ହଲେଇ କଥା କହିବାକୁ!
@prafullamahapatra1197
@prafullamahapatra1197 5 ай бұрын
ଆଜ୍ଞା ଖୋର୍ଦ୍ଧା ତହସିଲ ଉପରେ ଟିକିଏ ନଜରପଡିଵକି କଣ ଚାଲିଛି?
@dayanidhiambadi3863
@dayanidhiambadi3863 2 жыл бұрын
I salute the person challenging bribe officer
@dailylifedeepak
@dailylifedeepak 2 жыл бұрын
ସରକାରୀ କର୍ମଚାରୀଙ୍କ ନୀରବତା ହିଁ ସେ ବ୍ୟକ୍ତି ର ସତ୍ୟତା ସୂଚଉଛି କିନ୍ତୁ ଆଶ୍ଚର୍ଯ୍ୟ ହେଲି ଆଉ ଅନ୍ୟ କୌଣସି ବ୍ୟକ୍ତି ସେ ବିଷୟରେ କର୍ମଚାରୀ ଙ୍କ ସହିତ କଥା ହୋଇ କିଛି ଅଧିକ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରି ନ ଥିଲେ। ସେ ବ୍ୟକ୍ତି ଜଣକୁ ବହୁତ ଧନ୍ୟବାଦ ଜଣାଉଛି ଆଶା କରୁଛି କି ସେ ନିଶ୍ଚୟ ବିଜୟୀ ହେବେ ଆଇନର ଆଶ୍ରୟ ନେବାକୁ ପରାମର୍ଶ ମଧ୍ୟ ଦେଉଛି।
@prtblogs
@prtblogs 2 жыл бұрын
ସ୍ବର ଉତ୍ତୋଳନ କାରୀ କୁ ଧନ୍ଯବାଦ ।
@PRASANTA-e8k
@PRASANTA-e8k 2 жыл бұрын
ବିନା ରେଜିଷ୍ଟ୍ରିରେ ପିପିଲି ତହସିଲ୍ ଜମି ମ୍ୟୁଟେଶନ କଲେ। ପଚାରିବାରୁ କୋର୍ଟର ରାସ୍ତା ଦେଖାଇଲେ। ଏମାନଙ୍କୁ ଧର୍ମ ନ ସହୁ
@sanjayjethi812
@sanjayjethi812 2 жыл бұрын
ଏମିତିଆ ତହସିଲିଦାର କୁ ଜୋତାରେ ମାର
@chitrasenpradhan9905
@chitrasenpradhan9905 2 жыл бұрын
ନବିନ ର ଚେଲା ହୋଇ ଯାଇଛନ୍ତି ଓଡିଶା କର୍ମଚାରୀ ରାଜା ନୀତିରେ କର୍ମଚାରୀ ଆରେ ଭାଇ ଆଗେଇ ଆସ ସତ୍ୟ କୁ ବୁଝ ମଣିଷ ହୋଇ ଧର୍ମ ରକ୍ଷା କର
@BibhuOD22
@BibhuOD22 2 жыл бұрын
ଧନ୍ୟବାଦ ଭାଇ i salute 🙏
@skmstorywriter6400
@skmstorywriter6400 2 жыл бұрын
ବିଡିଓ, ତହସିଲ ଆଉ ଓଡ଼ିଶାର କଲେକ୍ଟର ଏପରି ଦୁର୍ନୀତି ଗ୍ରସ୍ତ
@durgaprasadsahu6737
@durgaprasadsahu6737 2 жыл бұрын
କୁଆଡେ଼ ଗଲା 5T ,ସରକାରୀ କର୍ମଚାରୀ ମାନେ ନିଜକୁ ପ୍ରଭୂ ବୋଲି ଭାବୁଛନ୍ତି ହେଲେ ସେମାନେ ହେଲେ ଜନସାଧାରଣଙ୍କ ସେବକ ।
@kumarhappy5882
@kumarhappy5882 2 жыл бұрын
sabu namaku mo sarakarkou kama ku
@bikashbarik230
@bikashbarik230 2 жыл бұрын
ଏ ଶଳା ଲାଞ୍ଚୁଆ ଲାଣ୍ଡୁ କୁ ଭଲ କରି ମାଡ଼ ଗୋଟେ ଦରକାର୍ କରୁଛି
@kruticreationlpgroup654
@kruticreationlpgroup654 2 жыл бұрын
କୋର୍ଟ ଏବଂ ସରକାର ବୋଧହେଉଛି ସାଧାରଣ ଲୋକଂକ ପାଇଁ ନୁହେଁ🙊🙉🙈
@rasmitab4012
@rasmitab4012 2 жыл бұрын
Thik kahicha bhai
@muodia2002
@muodia2002 2 жыл бұрын
ଏମିତି ବିରୋଧ କଲେ ସରକାରୀ ବାବୁ ଙ୍କ ନିଦ ଭାଗିଂବ
@_Dream_IAS_
@_Dream_IAS_ 2 жыл бұрын
ଲୋକ ଙ୍କ ପଇସା ରେ ଦରମା ପାଉଛ ମାନେ ଲୋକ ଙ୍କୁ ବୁଝେଇବା ପାଇଁ ତୁମେ ବାଧ୍ୟ
@dibyajyotiparida9348
@dibyajyotiparida9348 2 жыл бұрын
ଭାଇଙ୍କ ସାହସ କୁ ସଲାମ। ଶାନ୍ତି କୋଉଠି ନାହିଁ।
@Stirling675
@Stirling675 2 жыл бұрын
22 ବର୍ଷ ରାଜୁତି ରେ ନବିନା ସରକାର ଙ୍କ ଯେତିକି ସରକାରୀ କର୍ମଚାରୀ 90% ଦୁର୍ନୀତି ଅଫିସର। ସବୁ ଶଳା ଚୋର, ବିନା ପଇସା ରେ କାମ କରୁ ନାହାନ୍ତି। ଦୁର୍ନୀତି କରିବାରେ ଓଡ଼ିଶା ଏବେ ନମ୍ବର ୱାନ।
@digitalearning5190
@digitalearning5190 2 жыл бұрын
ଯଦି ସେ ଲୋକ ସତ କହୁଚି ତେବେ ଏ ମଗିହା କୁ ଲଙ୍ଗଳା କରି ପିଟିବା କଥା
@lasuhikaka4766
@lasuhikaka4766 Жыл бұрын
ହଁ ସତ ଖତା ନିୟମ ଖତା କହୁଛନ୍ତି ହେଲେ ସେ ନିଜକୁ ବଡ଼ ବାବି ଶୁଣୁ ନାହାନ୍ତି
@Rkd6122
@Rkd6122 2 жыл бұрын
Thanks to this man fighting against illigal encroachers
@dayanidhigiri9670
@dayanidhigiri9670 2 жыл бұрын
ତହସିଲଦାର କୁ ନାଦି ଦିଅ
@rupanjalipradhan5393
@rupanjalipradhan5393 2 жыл бұрын
ଓଡ଼ିଶା ରେ କେଉଁ ବିଭାଗ ରେ ଦୁର୍ନୀତି ନାହିଁ,ପ୍ରାୟ ସବୁ ଅଫିସ ଓ ଅଫିସର ଦୁର୍ନୀତି ଗ୍ରସ୍ତ, ସଫା ସୁତୁରା ଗୋଟିଏ ବିଭାଗ କିଏ ଦେଖ।ନ୍ତୁ,
@rabindrapollayi9878
@rabindrapollayi9878 2 жыл бұрын
ଭାରତ ବର୍ଷରେ ପିଆଜ ରସୁଣ ଖାଇଲେ ପାପ ଲାଗେ କିନ୍ତୁ ଗରିବ ଲୋକମାନଙ୍କ ଠାରୁ ଲାଞ୍ଚ ଖାଇଲେ ଆଉ ଗରିବ ଲୋକମାନଙ୍କୁ ହଇରାଣ କଲେ ପାପ ଲାଗେନି...ଭାଇଙ୍କୁ ସାଲୁଟ୍ ତହସିଲଦାର ସହିତ ଏକାକୀ ସାହାସର ସହିତ ଲଢେଇ କରିଥିବାରୁ...
@bcpradhan1991
@bcpradhan1991 2 жыл бұрын
ଜୋତା ରେ ସେକି ଦିଅ ସିଧା ହୋଇଯିବ ତହସିଲଦାର ଠିକ୍ ହୋଇଯିବ
@benudharmohanta5442
@benudharmohanta5442 2 жыл бұрын
Thik kahi6 bhai
@santoshnayak7056
@santoshnayak7056 Жыл бұрын
ଏ ମାଗିହା ତହସିଲଦାର କୁ ମାଡ଼ ଦରକାର.. ପିଟ ବେ ଅନେଇଛ କଣ ✌️✌️
@KDmedia-b6y
@KDmedia-b6y 2 жыл бұрын
You are a brave person, I salute you
@fundamentalstudy5151
@fundamentalstudy5151 2 жыл бұрын
This is democracy .no one mustn't be discriminated.
@ranjitkumarsoreng
@ranjitkumarsoreng 2 жыл бұрын
Thanks to the brother, he could speak for transparancy
@pihustar2839
@pihustar2839 2 жыл бұрын
Bhai thik kohuchati tahasildar ku thik kolo
@raajbag2573
@raajbag2573 2 жыл бұрын
ବାକି ଲୋକ୍ ମାଗିହେ ହେତାର୍ ସାତ୍ ଦିଅ ନେହେଲେ ତମେ ଭି ହେନ୍ତା ହେବ କାଣା ଦେଖୁଛ ଯେ ।
@skb4925
@skb4925 2 жыл бұрын
ମାଘିଆ ତହସିଲଦାର ଆଇନ ବେଶି ଶିଖିଛି ଦେଖଉଛି ଆଇନ୍ ତାକୁ ପିଟବେ।
@kalipadamandal5094
@kalipadamandal5094 Жыл бұрын
Ethiru jaha jana padila Bhai pura perfect katha kahuchanti.. 👌👌👌
@suchitrabeheratingadha
@suchitrabeheratingadha 2 жыл бұрын
ସାର୍ କୁ ଟିକେ ଚପଲ ହାର ଦିଅ ଭାଇ ସେ ଯାଇ ବୁଝି ପାରିବେ
@a15laxmipingua43
@a15laxmipingua43 2 жыл бұрын
right
@Ranjankumar-gf1cm
@Ranjankumar-gf1cm 2 жыл бұрын
ଆରେ ଭାଇ ,ଜମି ଓ ଭୁମି ହେଉଛି ଭଗବାନଙ୍କର ,କେଉଁ ସଳା ନର ରାକ୍ଷାସ ତହସିଲ ଦାର ଙ୍କର ନୁହେଁ,ଏହାକୁ ମାଡ ମାର ଗାଁଲୋକ ମିଶି,ବାଟକୁ ଆସିବ ସଳ ବଙ୍କା ତହସିଲ ଦାର,ଦାଦାଗିରି ଛାଡିଯିବ ସଳା ଲାଞ୍ଚୁଆ ଅଫିସର ,ଏହି ସଳା ଯେବେ ମରିବ ନା,ସିଧା ନରକୁ ଯିବ ।
@Manoj.1989
@Manoj.1989 2 жыл бұрын
ଟଙ୍କାକିଆ ଚାଉଳ ଖାଅ ଚୁପ୍ ରୁହ
@kalandisahoo3059
@kalandisahoo3059 2 жыл бұрын
Really you are great brother.jabab debaku hele sarira bada heba derkar nuhe ,kathare himmat au kathare salinata thiba darkar,jaha tuma pakhare thila ,you are the idol for youth.
@sanjayjethi812
@sanjayjethi812 2 жыл бұрын
ଟଙ୍କା କିଆ ଚାଉଳ କୁ ଟଙ୍କା କିଆ ଗହମ ଖା ନବୀନ ଘଇତାକୁ ଭୋଟୋ ଦିଅ
@sibadattajena1691
@sibadattajena1691 2 жыл бұрын
😁😁😁
@MyLove_SARADA
@MyLove_SARADA 2 жыл бұрын
ଭାଇ ମାଡିଚାଲ👍 ତମ ଛେଳି ଯଦି ବିକିବ, ମତେ ଦବ ହେଲା, ମୁଁ ତମକୁ ଅଧିକ ଟଙ୍କା ଦେବି ତମେ ଆହୁରି ଦମ୍ଭରେ ଲଢିପାରିବ👍
@skd1212
@skd1212 2 жыл бұрын
Apana cheli business karanti ki ?
@MyLove_SARADA
@MyLove_SARADA 2 жыл бұрын
@@skd1212 hmm aapana nebe ki...??😂🤣
@skd1212
@skd1212 2 жыл бұрын
@@MyLove_SARADA ganjam breed milibaki
@MyLove_SARADA
@MyLove_SARADA 2 жыл бұрын
@@skd1212 arey se loka dau aaga
@vk6729
@vk6729 2 жыл бұрын
Sandha loka taaa reee salute you Man 🙏
@gudubaral2278
@gudubaral2278 2 жыл бұрын
ଏଇଟା ଗୋଟେ ସାଡେ ହାରାମି officer ଭଳି ଲାଗୁଚି ଏ ଶଳା କୁ ଖାଲି ମାଡ ଦରକାର
@pradiptadas7381
@pradiptadas7381 2 жыл бұрын
ଶେ ପେଲେଇପୁଅ ପଇଁଶାଖାଇକି ଵାଦଛେଦ କରୁଛତି
@sanjeevdash1287
@sanjeevdash1287 Жыл бұрын
ସେ ଗାଁରେ ଲୋକ କଣ ଯାତ୍ରା ଦେଖିବାକୁ ଆସିଛନ୍ତି ନା କାମ ହେବାକୁ ଚାହୁଁଛନ୍ତି। ଗୋଟିଏ ଲୋକ କହୁଛି ବାକି ସବୁ ଦର୍ଶକ ଭଳି ଦେଖୁଛନ୍ତି। ଯେତେଦିନ ଯାଏ ନିଜର ହକ ପାଇଁ ଲଢିବା ଜାଣିବେନି ସେତେଦିନ ଯାଏ ଏମିତି ଅନୈତିକ କାର୍ଯ୍ୟ ଚାଲିଥିବ।
@rajendraprasadparida3813
@rajendraprasadparida3813 2 жыл бұрын
ଗୋଟେ profession Advocate in SC ...full of confidence and can create fear in Govt officials.
@Biswa3593
@Biswa3593 Жыл бұрын
2:23 ତମେ ଦେଇଥିଲ କି : ନାଁ ଓଃ ତା ମାନେ ମୋ ଠୁଁ ଖାଇଁନ କିନ୍ତୁ ଆଉ ସବୁଠୁ ନିଅ ଭଲ ! ଅମିନ ପରା କହେ ମୋତେ ହଜାରେ ଦିଅ ନହେଲେ ଜାଗା ଉପରକୁ ଯିବୁନି ଅମିନ ହଜାରେ ନେଲେ ତମେ କେତେ ନେଉଥିବା ଜଣା ପଡୁଛି
@spradyumnakumargurug1749
@spradyumnakumargurug1749 2 жыл бұрын
ସେ ଲୋକ ଯାହା ପଚାରୁଛନ୍ତି ତାହାର ଉତ୍ତର ଦିଅନ୍ତୁ। ଉଚ୍ଚ ସ୍ତ ସରକାରୀ ବାବୁ ।
@Ramesh-mi9mq
@Ramesh-mi9mq Жыл бұрын
ସେ ଗାଁ ରେ ଗୋଟେ ଲୋକ ଯେ ପ୍ରତିବାଦ କରୁଛି ଆଉ ଯୋଉ ଲୋକ ଅଛ ସଳା ସବୁ ଚୋର କେଇ ତ ମୁହଁ ଖୋଲୁନ ଏଇଥିପାଇଁ ଆମ ଓଡ଼ିଶା ପଛରେ
@odishainterior9066
@odishainterior9066 2 жыл бұрын
ଲାଳ ଅଂଶ ଟିକେ ରହୁଚି ତହସିଲଦାର ର
@anilkumarjena7590
@anilkumarjena7590 2 жыл бұрын
କଣ ଆଉ କରିବା, ସବୁ ତ ସେଇ ଗେଣ୍ଡାର ଖେଳ ଆଉ...
@lalitparida1132
@lalitparida1132 2 жыл бұрын
ବିଜେଡି ବଞ୍ଚାଅ ଆନ୍ଦୋଳନ ଆରମ୍ଭ।
@ajaykumarrana1881
@ajaykumarrana1881 2 жыл бұрын
Munha ru choro jana paduchhi tahasildar......and a big salute to the common man 🙏 all should have courage to talk truth who ever the opponent....
@PINTUOFFICIAL7
@PINTUOFFICIAL7 2 жыл бұрын
ଏଠାରେ ଏମିତି କରାଯାଉ ଯେ ତହସିଲଦାର କୁ ମଧ୍ୟ ଯାଞ୍ଚ କରାଯାଉ ସେହିଟା ଠିକ କରିଛି ନାଁ ଭୂଲ କରିଛି ଯଦି ଜାଣି ଜାଣି ଭୂଲ କରିଛି ତାହେଲେ ଆଇନ ଅନୁଯାୟୀ ଦଣ୍ଡ ଦିଆଯାଉ ।
@hbrpresent5782
@hbrpresent5782 2 жыл бұрын
ଯାହାର ଅଛି ତାହାର, ତହସିଲ୍ କାର୍ଯ୍ୟାଳୟ ର କଣ ଯାଉଛି
@rupshinghrupshingh4877
@rupshinghrupshingh4877 9 ай бұрын
ଟାଉଟର ଟାଉଟର ମଣିଷ ଛି ଛି ଛି ପଶୁ ହେବା ଦରକାର
@manasranjanrout6787
@manasranjanrout6787 2 жыл бұрын
Bhai super star 👌👌👌👌👌
@samarendrarout4341
@samarendrarout4341 2 жыл бұрын
Great work brother... Keep it up 👍
@santoshkumarpanda5862
@santoshkumarpanda5862 2 жыл бұрын
High court re challenge karibi.... Salute ur Brave body language...
@gundripasiproductions
@gundripasiproductions 2 жыл бұрын
ଏଠି ଖୋଲା ଖୋଲି ଦୁର୍ନୀତିର ବାବୁ ରାସ୍ତା ଉପରେ କଥା କହିବାକୁ ସାହାସ କରୁଛି ତା ମାନେ ଉପର ସ୍ତର ବାବୁଙ୍କର ଆଶୀର୍ବାଦ ଅଛି...!!
@Kherwalrusika528
@Kherwalrusika528 2 жыл бұрын
ସଠିକ୍ ତଦନ୍ତ ନିର୍ଦ୍ଦେଶ ଦିଆଯାଉ @ଜିଲ୍ଲାପାଳ
@debasishmahapatra2145
@debasishmahapatra2145 2 жыл бұрын
Zillapala ra aaga bhaga thiba check kara.
@2rd251
@2rd251 2 жыл бұрын
Tahasildar should terminated from Service..
@subhashreeroul9164
@subhashreeroul9164 2 жыл бұрын
Salute to this person....
@sachinosm1790
@sachinosm1790 2 жыл бұрын
Odisha ଦୁର୍ନିତି ରେ ୧ number ଅଛି। ଚାକିରି କ୍ଷେତ୍ର ରେ ହେଉ କି ବିକାଶ କ୍ଷେତ୍ର ରେ ହେଉ। ଏଇଠି ସବୁ corrupt।salute to the village man।
@reeedss7862
@reeedss7862 2 жыл бұрын
Really I salute the person
@sarojpadhan102
@sarojpadhan102 2 жыл бұрын
ଧନ୍ୟବାଦ୍
@parvakarnayak645
@parvakarnayak645 2 жыл бұрын
Nahi bhai public chautia vote for BJD before 23 years
@dhirendranayak2692
@dhirendranayak2692 Жыл бұрын
ସରକାରୀ ଲୋକମାନେ ଏମିତି ପବ୍ଲିକ ର ସେବା କରୁଛନ୍ତି, ସେବା କରିବେ ଏଇମିତି
@kululifestyle5344
@kululifestyle5344 2 жыл бұрын
Salute this person
@nilamadhab1124
@nilamadhab1124 Жыл бұрын
Best news of govt officer continue,
Pattamundai Tehsildar Beaten Up In Office, 2 Detained
3:25
BAYGUYSTAN | 1 СЕРИЯ | bayGUYS
37:51
bayGUYS
Рет қаралды 1,2 МЛН
Quando A Diferença De Altura É Muito Grande 😲😂
00:12
Mari Maria
Рет қаралды 39 МЛН
Что-что Мурсдей говорит? 💭 #симбочка #симба #мурсдей
00:19
Woman opposes excise dept raid in Mohana
4:05
OTV
Рет қаралды 1,6 МЛН
Superhit sibani gananatya Jatra comedy
9:18
UR VLOGER
Рет қаралды 2 МЛН
Drunk Man Creates Nuisance Outside Puri Srimandir
7:25
OTV
Рет қаралды 3,2 МЛН
BAYGUYSTAN | 1 СЕРИЯ | bayGUYS
37:51
bayGUYS
Рет қаралды 1,2 МЛН