Locals accuse women of performing black magic in Soro

  Рет қаралды 3,309,992

OTV

OTV

Күн бұрын

Пікірлер: 607
@sarojlivestyle6728
@sarojlivestyle6728 Жыл бұрын
ଏଇଟା ପୁରା ସତ କଥା ମତେବି ଗୁଣୀ କରିଥିଲେ ୬ ମାସ ଯାଏଁ ପାଗଳ ପରି ହେଇ ଗଲି ମୋ ଘରର ସମସ୍ତେ ବହୁତ ହଇରାନ ହେଲେ ଭଗବାନଙ୍କ କୃପାରୁ ଜଣେ ଗୁଣିଆ ମତେ ପୁରା ଭଲ କରିଦେଲେ 🙏 ଜୟ ଶ୍ରୀ ହନୁମାନ 🚩
@Maagouri2828
@Maagouri2828 Жыл бұрын
Mu 2 year bhogichhi 3 lak sarichhi God hni varasa hebe ebe b ketebele kn houchhi mo maa ମଙ୍ଗଳା ହିଁ ସାହାଭରସା 🙏🙏🙏
@lipuliza2631
@lipuliza2631 Жыл бұрын
Bhai tame kouthi thik heiki asila
@lipuliza2631
@lipuliza2631 Жыл бұрын
Aau semiti kichi nahi ama family re semiti kichi heichi
@smitaishani6993
@smitaishani6993 Жыл бұрын
Bhai tanka mob no tike deba pz
@smitaishani6993
@smitaishani6993 Жыл бұрын
Bhai thik mob no send Kariba ki
@bikramtriia9804
@bikramtriia9804 Жыл бұрын
ହିଁ ଆଜିକା ଦୁନିଆଁ ରେ ଭଗବାନ ଅଛନ୍ତି ମାନେ ଗୁଣିଗାରେଡ଼ି ବି ଅଛି। ଜୟ ଜଗନ୍ନାଥ।।
@lyricistbalaramnayak5194
@lyricistbalaramnayak5194 Жыл бұрын
ହଁ ସତ ହେଇଥିବ କାରଣ ଗୁଣି ଗାରେଡ଼ି ହେଇଥିଲେ doctor ମଧ୍ୟ ଜାଣି ପାରନ୍ତି ନାହିଁ । ତାଠାବି ସତ ସାମ୍ନା କୁ ଅଣାଯାଉ ।
@bulubehera8659
@bulubehera8659 Жыл бұрын
Daku upay acchi bhai
@MamaMama-ne6qd
@MamaMama-ne6qd Жыл бұрын
Right 👍👍👍
@arundas7670
@arundas7670 Жыл бұрын
Hn Thiki kahicha bhai
@laxmikantahansdah121
@laxmikantahansdah121 Жыл бұрын
ଆମେ ମନ୍ଦିର ଯାଉଛନ୍ତି ଭଗବାନଙ୍କୁ ବିଶ୍ବାସ କରୁଛନ୍ତି ବୋଲି, ହେଲେ ସୈତାନ ଶକ୍ତି କୁ ବିଶ୍ବାସ କରିବାନି କାହିଁକି?
@neturalvideo9781
@neturalvideo9781 Жыл бұрын
Right sir
@khushitiki4470
@khushitiki4470 Жыл бұрын
ଆଜିକା ଦିନରେ କିଛି ବି ଅସମ୍ଭବ ନୁହେଁ ସବୁ କିଛି ସମ୍ଭବ, ଏଇ ଟା ନିଚୟ ସତକଥା ହେଇଥିବ
@susantabakhara1740
@susantabakhara1740 Жыл бұрын
Yeshu ku Jana kounasi bhuta preta kama debani
@susantabakhara1740
@susantabakhara1740 Жыл бұрын
Bhuta preta Sabu achanti mu nije dekhichi bhouni
@susantabakhara1740
@susantabakhara1740 Жыл бұрын
Aama ghare madya semiti houthila bhutara tandaba
@mahendrabhoi6071
@mahendrabhoi6071 Жыл бұрын
Mo putura ku amiti Jane mari6i
@stramvlogs2838
@stramvlogs2838 Жыл бұрын
😲oh 😔
@Khirachoradham
@Khirachoradham Жыл бұрын
ଏ କଥା ନିଶ୍ଚିତ ଭାବରେ ସତ ଆଜିକା ଦୁନିଆରେ ସବୁ ଏମିତି ଲୋକ ଅଛନ୍ତି ବହୁତ ଖରାପ ଲୋକ
@od-monk
@od-monk Жыл бұрын
ଜେଉ ମାନେ ବିଶ୍ୱାସ କରୁ ନାହାନ୍ତି ସେମାନଙ୍କୁ ହେଲେ ହିଁ ଜାଣିବେ
@MamaMama-ne6qd
@MamaMama-ne6qd Жыл бұрын
Right 👍👍
@dinabandhumunda-nb6rk
@dinabandhumunda-nb6rk Жыл бұрын
Hm bhai
@solblaze3389
@solblaze3389 Жыл бұрын
I am open to it. I challenged before and challenging now
@bapu2481
@bapu2481 Жыл бұрын
Bhai Tumo Pate houchiki
@siduop
@siduop Жыл бұрын
Hn
@prakashbehera6516
@prakashbehera6516 Жыл бұрын
ଗୁଣି ଗାରେଡ଼ି କଥା ସତ ଯିଏ ଶିଖିଛି ସେ ଜୀବନ ଦେଇ ପାରିବ ଜୀବନ ନେଇ ବି ପାରିବ।
@chakradharbanara6138
@chakradharbanara6138 Жыл бұрын
ସମସ୍ତେ ମାରି ପାରନ୍ତି କିନ୍ତୁ ଜୀବନ ଦେଇ ପାରିବେନି
@villagegirllali3689
@villagegirllali3689 Жыл бұрын
​@@chakradharbanara6138jadi ayusha thai guni karimarithib, ta hele jibita କରିପାରିବ
@SalmanNayak-ji6gv
@SalmanNayak-ji6gv Жыл бұрын
​@debasmita1823😮
@ritakusulia1176
@ritakusulia1176 Ай бұрын
ଜୀବନ ନେଇ ପରେ କିନ୍ତୁ ସେ ଜୀବନ ଦେଇପରେନା
@laxmidharapatra2956
@laxmidharapatra2956 Жыл бұрын
ମନ୍ତ୍ର ଅଛି ମାନେ ତନ୍ତ୍ର ଅଛି।
@MamaMama-ne6qd
@MamaMama-ne6qd Жыл бұрын
Absolutely right bro 👍👍👍
@fanaticghost9755
@fanaticghost9755 Жыл бұрын
Kau jugare achu re bhai
@laxmidharapatra2956
@laxmidharapatra2956 Жыл бұрын
ମୁଁ ବାଲେଶ୍ବର ଜିଲ୍ଲାର ଅଛି
@prabinkumarpattanayak8279
@prabinkumarpattanayak8279 Жыл бұрын
@@laxmidharapatra2956 satare achi ki bhai
@laxmidharapatra2956
@laxmidharapatra2956 Жыл бұрын
@@prabinkumarpattanayak8279 achi tuma ra kana kama Dara Kara kuha ta pare kahiba
@rayagadalocalcomedy3848
@rayagadalocalcomedy3848 Жыл бұрын
ଗୁଣୀ ଗାରେଡି ଅଛି ଭାଇ ,,ଗାଁ ଗହଳି ରେ ତୁମେ କଣ ସବୁ ଜାଣିଛ ??
@susantabakhara1740
@susantabakhara1740 Жыл бұрын
Really vai
@barshabarsha4781
@barshabarsha4781 Жыл бұрын
Hm
@kamalarana8531
@kamalarana8531 Жыл бұрын
Hmm
@susantabakhara1740
@susantabakhara1740 Жыл бұрын
Yeshu ko janlo kichi kama debani
@jagabhai5712
@jagabhai5712 Жыл бұрын
You right 👍
@TheWordOfGodOBM
@TheWordOfGodOBM Жыл бұрын
ହେ ପ୍ରଭୁ ସମସ୍ତଙ୍କୁ ବୁଦ୍ଧି ଦିଅ🙏🙏🙏
@bibhupradhan2569
@bibhupradhan2569 Жыл бұрын
Sir aita kemitika gunia loka bujhi heuni
@m.k.screation5022
@m.k.screation5022 Жыл бұрын
Mo balo dio
@maheshk5258
@maheshk5258 Жыл бұрын
ଜୟ ମାଁ କାଳୀ......🙏🙏🙏🙏🏻🙏🏻🙏🏻🌺🌺
@surathapradha
@surathapradha Жыл бұрын
🙏ଗୀତା ରେ ଅଛି ପରା ମାନିଲେ ଠାକୁର🙏 ନୋମାନିଲେ ପଥର 🙏 ଜୟ ମାଁ କାଳୀ
@kishanraita2711
@kishanraita2711 Жыл бұрын
ଯାହାକୁ ପୂଜା କରୁଛ ସେ ହିଁ ତୁମୋରୋ ଜୀବନ ନେଉଛି 😂😂😂
@DallyBisoi
@DallyBisoi 9 ай бұрын
​@@kishanraita2711Tora bi jiban niya haba basyta hani
@bhajamohannayak1652
@bhajamohannayak1652 Жыл бұрын
ଗୁଣି ଗାରେଡି କୁ ମୁଁ ବିଶ୍ୱାସ କରେ
@sadanmajhi4264
@sadanmajhi4264 Жыл бұрын
ହଁ sir ମୁଁ ବି ବିଶ୍ୱାସ କରୁଛି ଏଇଟା ସତ କଥା.. ଆମ area ରେ ବି ବହୁତ ଅଛନ୍ତି ଗୁଣି ଗାରିଡି ଲୋକ 👍🏻👍🏻🙏🙏
@rudrakumar8024
@rudrakumar8024 Жыл бұрын
ସତ କଥା କହିଲେ ଭାଇ👍👍👍👍100% ସତ
@pashupati55
@pashupati55 Жыл бұрын
🤣🤣😂😂 O bhai Padha likha pila ta Biswasa karu chanti au murkha loka nka katha kn kahiba😂
@sadanmajhi4264
@sadanmajhi4264 Жыл бұрын
You are right Sir 👍🏻👍🏻🙏🙏
@nabaghanabehera390
@nabaghanabehera390 Жыл бұрын
Nonsense
@shibarana6535
@shibarana6535 Жыл бұрын
ଯେଉଁଠି ତନ୍ତ୍ର ସାଧନା ଜୋର ଥାଏ ସେଠି ବିଜ୍ଞାନ କିଛି କରିପାରିବ ନାହିଁ। ଯେପରି ବିଜ୍ଞାନ କୁ ବିଜ୍ଞାନ ଦ୍ବାରା ଠିକ୍ ସେହିପରି ତନ୍ତ୍ର ସାଧନା କୁ ତନ୍ତ୍ର ସାଧନା ଦ୍ଵାରା ଠିକ୍ କରିହେବ। ତନ୍ତ୍ର ସାଧନା ର ବଳ ଏପରି ଯେ, ବିଜ୍ଞାନ ଶକ୍ତି କୁ ମଧ୍ୟ ବ୍ୟତିକ୍ରମ କରି ଅସଫଳ କରି ହୁଏ।
@RockstarPankajofficial
@RockstarPankajofficial Жыл бұрын
ହେଇ ଥାଇ ପାରେ କାହିକି ନା ଏଠି ସବୁ କିଣା ବାଳ ଦୁଃଖ ମାଗଣା। ବୁଝିଲେ ଭଲ ନ ବୁଝିଲେ ବାଳ।
@bimalhansdah3927
@bimalhansdah3927 Жыл бұрын
ଗୁଣି ଯଦି କରିଦେବେ ପୃଥିବୀ ରେ କେହି ଡାକ୍ତର ବଞ୍ଚେଇ ପାରିବେନି।ବଞ୍ଚେଇ ପାରିବ ଯଦି ମନ୍ତ୍ର ଦ୍ଵାରା ହିଁ ବଞ୍ଚେଇ ପାରିବ।
@riteshbehera1631
@riteshbehera1631 Жыл бұрын
Right
@kjrdanceboyz8966
@kjrdanceboyz8966 Жыл бұрын
Right
@achyutamajhi5509
@achyutamajhi5509 Жыл бұрын
ଏଇଟା ସତ କଥା ଗୁରିଗାରେଡି ସେ ଘରେ ଯିଏବି ଯଣେ ସିଖିଛି, ଘରେ ଯେତେବି ଫଟୋଅଛି ସେଥୁରିହି ଯଣାପଡୁଛି
@AnitabhoiAni
@AnitabhoiAni Жыл бұрын
ହେ ଭଗବାନ ଏମିତି କଣ ପାଇଁ ହେଉଚି ମତେ ବି ଆମ ଗାଁ ରୁ କିଏ ଜଣେ ଏମିତି କରିଥିଲା ମୁଁ କାହାର କିଛି କରିନି ହେଲେ ମୁଁ ବହୁତ୍ କଷ୍ଟ ପାଇଛି । ଏବେ ମୁଁ ଠାକୁରଙ୍କ ପାଖକୁ ଯାଇକି ତାବିଜ୍ ପିନ୍ଧିଲି ଆଉ ଏବେ ଭଲ ଅଛି।
@sabitabhadra7031
@sabitabhadra7031 Жыл бұрын
ହଁ ଆମେ ବିଶ୍ବାସ କରୁଛୁ
@kalidas8262
@kalidas8262 Жыл бұрын
ଭାଇ. କେହି ଯଦି ମରିଗଲା. ତାହା ନିୟତି ର ବିଚାର. ଯେପର୍ଯନ୍ତ ତା କାଳ ନ ପୁରିଛି. କୌଣସି ଗୁଣିଆ. ଡାହାଣୀ. ପିଶାଚ କିଛି କରି ପାରିବନି.. ଅନ୍ଧବିଶ୍ୱାସ ରେ ନ ପଡି ନିଜ ବିଚାରଧାରା ଠିକ ରଖନ୍ତୁ..
@kjrdanceboyz8966
@kjrdanceboyz8966 Жыл бұрын
Jou jiniso ta apono dekhi nahanti seita ta andhho biswas hin kohibe na 😂 Jie dekhi6i sie ta kebe mi6 kohiboni
@kjrdanceboyz8966
@kjrdanceboyz8966 Жыл бұрын
Main kotha hela tanko pakhre proof nai , sethi pain apono mane kohi paruchanti ,, nahele apononka patiru kotha bahari boni ,,, eita ondho biswas nuhe ,, Village eria re ki6i achhanti black magic koronti au loko manonku hoiran koronti , mu dekhi nijo akhire
@neuvlgrudrashubhashree9420
@neuvlgrudrashubhashree9420 Жыл бұрын
ଭାଇ ରେ ଏଇ ପରା କଳି ଯୁଗ 🤣🤣🤣🤣ଏବେବି କେତୁଟା mg ଅଛନ୍ତି ଭାଣ୍ଡ ସାରଥୀ ବାଣ୍ଡ କୁ ପୂଜା କରୁଛନ୍ତି 😡😡😡ସେମିତି କେତୁଟା mg ଅଛନ୍ତି ଅନ୍ଧବିଶ୍ୱାସ କୁ ବିଶ୍ୱାସ କରନ୍ତି 🤣🤣🤣🤣🤣🤣🤣
@deepakkusahoo8928
@deepakkusahoo8928 Жыл бұрын
Sata kahilee 🙏🏻🙏🏻🙏🏻
@kjrdanceboyz8966
@kjrdanceboyz8966 Жыл бұрын
@@neuvlgrudrashubhashree9420 Tu Tahele Proof dekha je Seita Andho Biswas boli ki,,, ki6i no jani bok bok kai heuchu be 😂😂
@learnwithtrick843
@learnwithtrick843 Жыл бұрын
ଏମିତି ସିନ୍ସ କେବଳ ବଲାସୋର୍ ରେ ଦେଖିବାକୁ ପାଇବା
@minaketan5562
@minaketan5562 Жыл бұрын
ବିଜ୍ଞାନ କାହାଣୀ ଛାଡ ମନେରଖିବ ଦୁନିଆ ରେ ସବୁ କିଛି ସମ୍ଭବ । ଜୟ କଳିଯୁଗ ।
@karuababu3800
@karuababu3800 Жыл бұрын
ଆଜି ଲୋକମାନେ ଏମିତି ହେବାର କାରଣ ସେମାନେ ଆଜି ନିଜକୁ ନିଜେ ଜାଣି ପାରୁନାହାନ୍ତି. ସେ କଣ ବୋଲି. ସେଥି ପାଇଁ ଅନ୍ଦ ବିଶ୍ୱାସୀ ବଢିବାକୁ ଲାଗିଛି. ସତ୍ୟ ଭଗବାନକୁ ବିଶ୍ଵାସ କର. ସବୁ ମିଛ ଜାଣି ପାରିବ.
@jagnyaseni6231
@jagnyaseni6231 Жыл бұрын
You are right
@jagnyaseni6231
@jagnyaseni6231 Жыл бұрын
You are right sir
@rajkumarbagh3934
@rajkumarbagh3934 Жыл бұрын
ହଉଛି ଆଜ୍ଞା,ସତ କଥା ....ନହେଲେ ଠାକୁରଙ୍କ ଏତେ ଫଟୋକୁ ପୂଜାର୍ଚ୍ଚନା କରୁଛି କଣ ପାଇଁ...କିଛି ଗୋଟେ ଜାଣତରେ ହଉ ଅବା ଅଜାଣତରେ ହଉଛି...ଇର୍ଷା,ଅହଙ୍କାର....
@bhimaraohimirika4381
@bhimaraohimirika4381 Жыл бұрын
ଭଗବାନ ଅଛନ୍ତି ମାନେ ଗୁଣି ବି ଅଛି....
@susantabehera9142
@susantabehera9142 Жыл бұрын
Asabu hindu dharm re hi hauchi alaga dharma re haunita✝️✝️✝️✝️
@gunajanboe5930
@gunajanboe5930 Жыл бұрын
Sata kahile sir
@gunajanboe5930
@gunajanboe5930 Жыл бұрын
Apana puraa sata kahi chhanti jadi vagawan ku maanuchhu to guni garedi b achhi
@gunajanboe5930
@gunajanboe5930 Жыл бұрын
Sabu dharama heuchhe bhaai hindu re b au sabu re nije dekhi chhu aame
@ALONEROYALMRUTYU
@ALONEROYALMRUTYU Жыл бұрын
ଆଜି ର ସମୟରେ ସବୁ କିଛି ହେଇପାରେ
@gitanjalisenapati6761
@gitanjalisenapati6761 Жыл бұрын
ଏଇଟା ବାଲେଶ୍ବର? ମୋର ବହୁତ ସାଙ୍ଗ ବାଲେଶ୍ବର ର,,, ସେମାନେ କୁହନ୍ତି ଆମେ ବହୁତ ଶିକ୍ଷିତ କିନ୍ତୁ ଅସଲ ଶିକ୍ଷିତ ଖୋର୍ଦ୍ଧା ଓ ଜଗତସିଂହପୁର ରେ,,,,ସେମାନେ କୁହନ୍ତି ଆମ ଭାଷା ଶୁଦ୍ଧ ,, ହସ ଲାଗେ,,,,,,, ବହି ଭାଷା ଠାରୁ ବାଲେଶ୍ବର ଭାଷା ସଂପୂର୍ଣ୍ଣ ମିଶେ ନାହିଁ। ।।। କୌଣସି ବାଲେଶ୍ବରିଆ ଭୁବନେଶ୍ୱର ଆସିଲେ ନିଜ ଭାଷା କହିବା କୁ ଲୁଚାନ୍ତି। ସେମାନ ଙ୍କ ପୋଲ୍ ଆଜି ସୋସିଆଲ ମିଡିଆ ଖୋଲୁଛି।
@noyc4514
@noyc4514 Жыл бұрын
Tote baleswar re baha debe wait koro
@rituparnaash8821
@rituparnaash8821 Жыл бұрын
@@noyc4514 right bhai thik kahichha... Bahut katha kahuchi balasoria nku
@Khirachoradham
@Khirachoradham Жыл бұрын
ଯେକି ମୁଁ ଏହି ଗୁଣିଗାରେଡି ରେ ପିଡୀତ ହେଇଛି ବାପା ମୋର ନାହିଁ ମୋ ବୁଢ଼ୀ ମା ମୋତେ କେତେ ଡକ୍ଟର ବାଲେଶ୍ଵର ରେ କେତେ ଡକ୍ଟର ଦେଖେଇଲୁ ଜମା ଭଲ ହେଲିନି ମୁଁ ଭାବିଲି ମୁଁ ଆଉ ବଞ୍ଚିବି ନି ମୁଁ କେତେ କଷ୍ଟ ପାଇଛି ମୋ Exam ବି ବହୁତ କଷ୍ଟ ରେ ଦେଇଛି 😭😭 ଘର ପାଖ ଲୋକ ଏମିତି କଲେ ମୋତେ
@Mr.Sk.youtubes
@Mr.Sk.youtubes Жыл бұрын
ସରକାର ଏବେ ମଧ୍ଯ ମାନୁନାହାନ୍ତି ଗୁଣି ଗରେଡି କିନ୍ତୁ ଏହା ସତ୍ୟ । ଏହା ପ୍ରତି ପୋଲିସ କର୍ମଚାରୀ ମାନେ action ନେବା କଥା । 😂
@ankitsabar5081
@ankitsabar5081 Жыл бұрын
କିଏ କହିଲା ଗୁଣି ଗାରେଡି ଗୋଟିଏ ଅନ୍ଧ ବିଶ୍ୱାସ . ଠିକ ଅଛି ଆଜି କାଲି ଯୁଗରେ କେହି ବିଶ୍ୱାସ କରିବେନି. ହେଲେ ମୁ ବି ଜଣେ ଶିଖିତ ଲୋକ .ମୁ ମଧ୍ୟ Science କୁ ବିଶ୍ୱାସ କରେ .କିନ୍ତୁ ଗୁଣି ଗାଣି କରିବା ଟା ମୁ ନିଜ ଆଖିରେ ଦେଖିଛି. ଗୁଣିଆ ଭୂତ କୁ ନଚାଉ ଥିଵାର ଦ୍ରୁଶ୍ଯ ଏଵଂ ମାଟିର ପୁତୁଲା ବଲି ଦେବାର ମୁ ନିଜ ଆଖିରେ ଦେଖିଛି
@gurusukri8021
@gurusukri8021 Жыл бұрын
Right bro mu bi educated but mi bi bisbas kara
@stylishsj5916
@stylishsj5916 Жыл бұрын
I'm science students but muvi biswas kare guni garedi ku mo saha v amiti Kichi heichi Mu nije janichi Moriba aagaru kmt Mu banchi gali......... Amiti gaon gahali re bahut huua....
@bijaysabar3111
@bijaysabar3111 Жыл бұрын
Kee Science poducho thome maane Guni garedi boli keechi naayie
@saraswatimahanta6808
@saraswatimahanta6808 Жыл бұрын
Hmm science kahuchi positive achhi mane negative achhi mu bi biswas kare😌
@suryapratapgiri7964
@suryapratapgiri7964 Жыл бұрын
This is real ,i m also realise it once upon a time in before 25 years,when i was child
@jaysivasankar4268
@jaysivasankar4268 Жыл бұрын
ଭାଇ ସତ ନିଶ୍ଚିତ ସତ ଭାଇ ଗୁଶି ଗାରିଡି ଏବେବି ହେଉଛି ଓ ବଳି ମଧ୍ୟ ଦିଆ ଯାଉଛି ଓ ତେଣୁ ଏମାନଙ୍କୁ ଧ୍ୟରା ଯାଉ ବୋଲି ମୋର ମତ
@kirtianuragmohanty5543
@kirtianuragmohanty5543 Жыл бұрын
Welcome 6G Odisha 🙏
@rabindrasai6334
@rabindrasai6334 Жыл бұрын
ଗୁଣି ଗାରେଡି ଯିଏ ସାଧନା କରୁଛି ସେମାନଙ୍କ ହାତ ଦୁଇଟା କାଟି ଦିଆଯାଉ
@jaymaavighnaharta1572
@jaymaavighnaharta1572 Жыл бұрын
Right sir
@Madhaba_Dora
@Madhaba_Dora Жыл бұрын
ଯେଉଁମାନେ ଗୁଣିଗାରେଡି ପ୍ରତି ବିଶ୍ଵାସ ଅଛି 😋 !!!!??👍
@MituAlex..955
@MituAlex..955 Жыл бұрын
ଏମିତି ଲକକୁ ଜୀବନରୁ ମାରିଦେ ବା ବଲ🙏
@politicalhackerm2303
@politicalhackerm2303 Жыл бұрын
Guni garidi kari mo Maa ku bi maridele 😭😭😭 ama nija loka 🙏🙏🙏 bhagbaan mo pari kasta kahaku na diantu.
@pintupin4370
@pintupin4370 Жыл бұрын
😭😭😭😭😭😭
@mitumitu154
@mitumitu154 Жыл бұрын
Yes thik emitinhi mo pari kasta bhadaban kahaku b na diantu mo nija loka nhi mo bapanku guni garidi kari maridele....
@jagabhai5712
@jagabhai5712 Жыл бұрын
ଘର ଢ଼ିଙ୍କି କୁମ୍ଭୀର
@siduop
@siduop Жыл бұрын
Same happening with us..
@queenashiq_
@queenashiq_ Жыл бұрын
Ama vae ki front home loka maridele, fir marigala 1 month pare mo sana bapa nka name re se loka kahila michha re au gaan loka blv kle, loka lagei mo sana baba nku marichantii... Hle ame asabu jsni b kichhi kahunu, ama family ra samasta nku se loka semt karuchi, se ama sahi near home bada bapa😢😢😢💔bht kasta heuchi
@hemantacineproduction750
@hemantacineproduction750 Жыл бұрын
ଜୟ ଜଗନ୍ନାଥ
@santoshpuhan8081
@santoshpuhan8081 Жыл бұрын
Soro area ta pura nasta hoigala. 😀😀😀
@AshishParhi-d8d
@AshishParhi-d8d Жыл бұрын
Hn para
@MohammadIsrar-ty2vy
@MohammadIsrar-ty2vy Жыл бұрын
Awesome ❤🎉💯👌👌👌👌
@rabinarayannayak435
@rabinarayannayak435 Жыл бұрын
Yes black magic exist... Beleive it or not
@sushantjani1759
@sushantjani1759 Жыл бұрын
Agandiya Raja palachuta mantri
@sushantjani1759
@sushantjani1759 Жыл бұрын
Agandiya raja
@achyutamajhi5509
@achyutamajhi5509 Жыл бұрын
ସତକଥା
@BikashPadhan-v4f
@BikashPadhan-v4f Жыл бұрын
Veri good
@bhagyabanmahalik7449
@bhagyabanmahalik7449 Жыл бұрын
ଯେ ପର୍ଯ୍ୟନ୍ତ ଏହାର କିଛି ସମାଧାନ ନ ହୋଇଛି ଆମ ପିଲା ଠିକ୍ ନ ହୋଇଛି ସେ ପର୍ଯ୍ୟନ୍ତ ଆମ୍ଭେମାନେ ଏମିତି ତା ଘରକୁ ଘେରାଉ କରିବୁ ଏବଂ ଦରକାର ପଡ଼ିଲେ ଏହି ଗ୍ରାମରୁ ବହିସ୍କ୍ରୁତ କରିବାବକୁ ପଛାଇବୁନି।
@Sahujiten648
@Sahujiten648 Жыл бұрын
A bhai emiti loka ku ati torture kariba thik nuha bhala se samadhan karidia nahele pare problem heba reality eta raga re decision neba thik nuha ..... Dahani bali ki chi chi thu thu karani Taku normal human being karibaku try kara brain wash kari ki se lady ra baki torture kara nahin
@sabitabage2841
@sabitabage2841 Жыл бұрын
ଏକ ଅନ୍ୟ କହିବା ଆଗରୁ ନି ଜ କୁ ମଧ୍ୟ ଦେ ଖ
@MeteraBabu143
@MeteraBabu143 Жыл бұрын
ଆରେ ଭଲ ଶିକ୍ଷିତ ଡକ୍ଟର ପାଖରେ ନିଅ ତମର ପିଲା ଠିକ ହେଇଯିବ ଗୁଡ଼ି ଗାରେଡ଼ି ରେ ବିଶ୍ୱାସ କରନି ତା କୁ ଶୀଘ୍ର ମନୋବୈଜ୍ଞାନିକ କୁ ଦେଖା ଅ
@jharjhuricreations7524
@jharjhuricreations7524 Жыл бұрын
ଠାକୁର ପୂଜା କରୁଛ ମାନେ ବିସ୍ଵାଶ ବି ଅଛି ତେଣୁ ଗୁଣି ଗାରେଡି ବିସ୍ଵାଶ ବି ଅଛି
@ritakusulia1176
@ritakusulia1176 Ай бұрын
ଯୋଉ ଦେବୀ ଦେବତା ଙ୍କ ଫଟୋ ରଖିକି ଏମିତି ଗୁଣିଆ କରାହେଉଛି କିନ୍ତୁ ସେ ଦେବୀ ବା ଦେବତା କେମିତି ରକ୍ଷା କରିପାରୁ ନାହାନ୍ତି ଲୋକ ଏତିକି ବି ବୁଜିପାରୁ ନାହାନ୍ତି ଏମିତି ବି ହେଉଛି ଯେ ମନିଷ ର ବୋଲି ମଧ୍ୟ ପଡୁଛି କାହିଁକି ସବୁ ବିଶ୍ୱୟ ଦେଖୁ ଥିଲେ କଷ୍ଟ ଲାଗୁଛି ପ୍ରଭୁ ସମସ୍ତ ଙ୍କୁ କ୍ଷମା କରନ୍ତୁ ସତ୍ୟ କଣ ଲୋକ ଜାଣିବେ 😢😢
@heramaramarama9377
@heramaramarama9377 Жыл бұрын
Right
@sabitabage2841
@sabitabage2841 Жыл бұрын
ବିଜ୍ଞାନ ଏତେ ଆଗକୁ ଚାଲିଛି ହେଲେବି ଅନ୍ଧ ବିଶ୍ୱାସ ଏବେ jai ଅଛି
@tkart1402
@tkart1402 Жыл бұрын
Didee tame jani na santire ruha besi chodi heba ni
@suryabiswal8882
@suryabiswal8882 4 ай бұрын
Mnu bi padha lekha pila mo maa agaru thik thila..kichhi dina pare se mote bi chihni parila nai....au pegeli pari hela...doctor pakhaku neli report normal asila kichhi bi roga nai....goda ape fatijaye.....jetebele doctor roga bhala kariparile nai bhagwan nka pakhare thik hoigala ...jay shree ram🙏🏻🙏🏻🪔🪔🪔🪔🪔🙏🏻
@hanumanbhakta788
@hanumanbhakta788 Жыл бұрын
😭😭jaha upre e prabha paduchi se hi janichi tara kana hauchi mu jete bele soi paduchi mo chati upare kie basi paduchi Bhai mo upare ek 2.barsa helani guni garedi helani medisinc khailani kete dactor dekhye lani ripto kichi baharuni mote mote mari debaku chauchnti semane 🙏 🙏🙏
@kjrdanceboyz8966
@kjrdanceboyz8966 Жыл бұрын
Mo soho bi emiti heithila ,,, Bohut puja patho kola pore jae thhik hela
@hanumanbhakta788
@hanumanbhakta788 Жыл бұрын
🙏Bhai apnka nbr diyantu mo upare masana prayog kari deichnti Bhai mote tike sahajya kara nahale.mote mariba upare kari deleni ratire soi paruni🙏
@Rohit39076
@Rohit39076 Жыл бұрын
@@hanumanbhakta788 Aita medical problem doctor dekha aita gote problem jane jane nku amiti hua ratire kia madi basila pari lage but aita medically problem. Please don't mind mu jaha janichi taha kahuchi
@sasmitabehera532
@sasmitabehera532 Жыл бұрын
Thik katha
@kjrdanceboyz8966
@kjrdanceboyz8966 Жыл бұрын
@@Rohit39076 Ame nohele murkha ki6i janinu 😂 Medical re ta report hnee bahare nai,,, mu face kori6i pora,,, Doctor ro mundo tino hei jaithila ,, seita bi Cuttack bodo medical re,,, Apono kn bhabuchanti 😂
@Khirachoradham
@Khirachoradham Жыл бұрын
ବେଶୀ ଗାଁ ଗହଳି ରେ ଏମିତି ଲୋକ ଅଛନ୍ତି
@rpaulaminiaka1678
@rpaulaminiaka1678 Жыл бұрын
ଭାଇ ସେମାନଙ୍କ ପାଖରେ ଭଲ ହେବା ପାଇଁ ଯିବ ପୁଣି ସେମାନଙ୍କୁହିଁ ହିଂସା ତୁଚ୍ଛ କରୁଛ ଟିକେ ଲାଜ ଲାଗିବା କଥା ଚି ଏହି ବୁଦ୍ଧି କୁ ।
@jharjhuricreations7524
@jharjhuricreations7524 Жыл бұрын
ଗୁଣି ଗାରେଡି ବିସ୍ଵାଶ ଯଦି ଦୁନିଆରେ ନାହିଁ, କଣ ପାଇଁ ମନ୍ଦିର ରେ ପୂଜା କରୁଛନ୍ତି, ପୁରୀରେ ଜଗନ୍ନାଥ ଙ୍କ ରଥ ଟଣା ହେଉଛି, ଏ ସବୁ କଣ ଅନ୍ଧ ବିସ୍ଵାଶ
@KunaNayak.447
@KunaNayak.447 Жыл бұрын
ଏଗୁଡା ସବୁ ଶୟତାନ ର କାର୍ଯ୍ୟ
@djdhanu5763
@djdhanu5763 Жыл бұрын
ନିଜେ ଭଲ ତ ଦୁନିଆ ଭଲ
@arunamohanty2986
@arunamohanty2986 Жыл бұрын
Yes thi is truth i am feeling
@dhananjaykishan9226
@dhananjaykishan9226 Жыл бұрын
"Kali Kali Mahakali Kalike Papa Harini Dharmatha mokhya de Devi Mangalai Namastute"........mother is Great...wish you Maha Shivaratri
@BijayalaxmiBehera-y8m
@BijayalaxmiBehera-y8m Жыл бұрын
Hm re bhai acchi, mu Nayagarh ru kahuchhi . Sata katha dine miliba dehu thantu
@mnandinireddy553
@mnandinireddy553 Жыл бұрын
Ganjam dist gudipadar village re bahut gunigaridi hue,mo family Barbad karideichanti mo nija mousi bada gunia seyi village Ra sarapanch b Tara chela seyi village re only gunia Kari lokmanaku maridihanti aajikali kichi loko biswas karanti nahi kintu eta Sata mu nije feel karichi amaku jadi guni heithiba deha kharap hue hospital gale madya checkup karile kichi report asibani doctor b dariparanti nahi rogo kana heichi boli mo sahita heichi Moro bada bhai ku maridele mo life spoil karile mo mousi bada gunia ta se mo maa bapa ku gunia Kari pagala Kari Sabu money,house, property Sabu neigala Sabu neiki samasantak samane amaku beizzati karidela eyi odisha re ke amaku help karile nahi,police hau ki Village ra sarpanch hau Sabu choro nijara duty karibeni kintu amaku damki debe,mu media re Amara story Debi boli bahut janaku contact karile madya tv re telecast kareile nahi mote Justice milini,,etaku bodhe kuhanti ghor kaliyuga..mandir Jai Sabu munda maribe kasta re thiba lokaku help karibeni hazar paap kariki bhagban ku puja karibe karam kintu thikse karibeni,emiti hi sarvnash Heba eyi prutivi..
@GD1234jjk
@GD1234jjk Жыл бұрын
ଆମ ଗାଁ ରେ ଡାହାଣୀ ପ୍ରବଳ ମାତ୍ରା ରେ ଅଛନ୍ତି ମୁଁ ଯାତ୍ରା ଦେଖିବାକୁ ଯାଇଥିଲି ଆଉ ମୁଁ ଏକା ରାତି 1.50 time ରେ ଫେରୁଥିଲା ବେଳେ ୩ଜଣ ମାଇକିନା ଆଉ ଜଣେ ପୁରୁଷ ଦେଖିଲି ଆଉ ଠିକ ନିଆ ଭଳୀ ମ ଆଡକୁ ଆସୁଛି ମୁଁ ଲେଙ୍ଗେଲା ହଇ ସାଇକଲ ଜୂର୍ ମାଡ଼ି ପହଞ୍ଚି ଗଲି ଘରକୁ ଆଉ ଫୁଙ୍କା ଫୁଙ୍କି କଲି କଲିଜା attack'କରିବେ
@queenashiq_
@queenashiq_ Жыл бұрын
😂😂😂...
@samirbehera4990
@samirbehera4990 Жыл бұрын
It is not a black look. It is reality. I feel it.
@urgumgayantudu856
@urgumgayantudu856 Жыл бұрын
Yes i all so feel it
@swarnapravadigal8794
@swarnapravadigal8794 Жыл бұрын
Thik kahila bhai
@laxmikantahansdah121
@laxmikantahansdah121 Жыл бұрын
mu tomo kothaku biswas karuchi hele mote tike joneiboki tome kemiti biswas karucho
@mrtunacreation
@mrtunacreation Жыл бұрын
​@@urgumgayantudu856 N
@mohitsabar-zx3fg
@mohitsabar-zx3fg Жыл бұрын
​@@swarnapravadigal8794 Huh what 😊😊😊😊😊😅😅😅🎉❤😊😊😊
@odisha495
@odisha495 Жыл бұрын
The people jealous for his success and it is the true
@tapukumarjena9522
@tapukumarjena9522 Жыл бұрын
Right 👍 sir Jay shree Ram jayguru
@smilesumitra1453
@smilesumitra1453 Жыл бұрын
2yr haba ama ghara loka guni garedi re fasi rahichanti kemti bhala heba pls kehi janicha jadi kuha
@ganeshkhatua8732
@ganeshkhatua8732 Жыл бұрын
ଗୁଣିଆ କରିବା ସତକଥା କାରଣ ସେ ମହିଳା ଜଣକ କହୁଛନ୍ତି ମୁଁ ନେଇକି ଭଲକରିବି ଏ ହାର କାରଣ କଣ
@Khirachoradham
@Khirachoradham Жыл бұрын
ଆଉ ବେଶୀ ନିଜ ଲୋକ ହଁ ଏମିତି ସଵୁ କରିଥାନ୍ତି
@prabhudannaik3467
@prabhudannaik3467 Жыл бұрын
Hmm
@ChandanPradhan-k7f
@ChandanPradhan-k7f Жыл бұрын
Very good
@ashisbehera7707
@ashisbehera7707 Жыл бұрын
Jaha helebi black magic achhi. Pila bele school re history book re padhithilu je Atharba veda re guni garedi achhi boli. Samaja re emiti b khatarnak loka achhanti 😡.
@RNDDASH
@RNDDASH Жыл бұрын
Hmm guni garedi sata bhaii😢😢😢😢
@TumeswarPatra-qq9vc
@TumeswarPatra-qq9vc 8 ай бұрын
ଏଇଟା ଶତକଥା ଜିଏ ଗୁଣିକରିଛି ଶିଏ ଶଳା ପୂଜ ହେଇକି ମରୁ କୁକୁର ଶଳା ଵଦମାସ୍ ଶଳା ହେ ଭଗବାନ୍
@rcdesikalakarofficial2152
@rcdesikalakarofficial2152 Жыл бұрын
ମେଡିକାଲ ନିଅନ୍ତୁ ଦୟାକରି.....
@BistarKhabar
@BistarKhabar Жыл бұрын
ଏହା ସତ ୧୦୦% କଥା...
@amiyakamadhumitavlog244
@amiyakamadhumitavlog244 Жыл бұрын
ଗୁଣି ଗାରେଡି କୁ ବିଶ୍ୱାସ କରୁନ କିନ୍ତୁ ଅଛି 👈ପୁରା ବର୍ବାଦ କରି ଦେବ ଏଇ ସବୁ ଗୁଣି ଗାରେଡି ମୁ ତ ବିଶ୍ୱାସ କରେନି ଏଇ ସବୁ ରେ କିନ୍ତୁ ମୁ ନିଜେ ଗୁପ୍ତ ଭୋଗୀ 👈
@gelulisona3546
@gelulisona3546 Жыл бұрын
Bahut kasta hue doctor pakhare gole se kuhe kichi bi nahi but mu vitare vitare bahut kasta pae
@somyaranjanbhoi6414
@somyaranjanbhoi6414 Жыл бұрын
ହେଥିର ଲାଗି ପାଟ ଶାର୍ଟ ଟିକେ ପଢ ବୋ 😂😂😂😂
@surajrajdharua5282
@surajrajdharua5282 Жыл бұрын
Really
@jemesrinku9391
@jemesrinku9391 Жыл бұрын
ଗୁଣି ଗାରେଡ଼ି ନା ବାଳ ସେ ସବୁ କିଛି ନାହିଁ । ସବୁ ମିଛ କଥା।
@laxmanbag8205
@laxmanbag8205 5 ай бұрын
ପଢା ଲେଖା ପିଲା ମାନେ ବିଶ୍ୱାସ କରୁଛ ବେଳେ ମୂର୍ଖ ମାନଙ୍କ ଅବସ୍ଥା କଣ ହେବ ଭକୁଆ ତମେ ମାନେ ସବୁ 😂😂😂😂
@purustammacha
@purustammacha Жыл бұрын
ଟାକୁରୋ ପୂଜା କଲେ ଏଇପରି,ଗୁଣିବିଦିଆ ସିକିବାକୁ,ପୋଡ଼ୁଛି, ଥା ହେଲେ,, ଟାକୁର ପୂଜା , କରୋନାହି
@Kichi-Nua234
@Kichi-Nua234 3 ай бұрын
ଗୁଣି ଗାରେଡି ରେ କଣ ଦଫା ଅଛି
@SanjitkumarKumar-nq2wu
@SanjitkumarKumar-nq2wu 8 ай бұрын
kie kie guni garedi sikhicha sata kuha
@mazalo02
@mazalo02 Жыл бұрын
Thik katha yeh bahi
@greenodisha4560
@greenodisha4560 Жыл бұрын
Tantrik number miliba bhai ghare problem bahuti chalichi
@jhonmallick72
@jhonmallick72 Жыл бұрын
Nice
@skumar258
@skumar258 Жыл бұрын
ସତରେ ନା କଣ 😃😃😃😃
@c.prasad3064
@c.prasad3064 Жыл бұрын
ହଁରେ ଭାଇ ଡାହାଣୀ, ପେଟାଶୁଣି, ଚିରକୁଣି, ଭୁତ, ପ୍ରେତ, ଡ଼ୁମା,... ସବୁ ଅଛି ହେଲେ ମୁଁ ଖାତିର କରେନି.. କି କିଛି ମାନେନି.. ମୋର ତାଙ୍କ ପ୍ରତି ଟିକେ ବି ଭୟ ସଂକୋଚ ନଥାଏ... ମୋତେ 48ବୟସ... ମୋର ମୃତ୍ୟୁ ପୂର୍ବରୁ ଚେଷ୍ଟା କରୁଛି ଏଗୁଡ଼ାକୁ ଦେଖିବାକୁ 100ଚେଷ୍ଟା ପରେବି ଗୋଟେ ଖଣ୍ଡିଆ ଭୁତ ହେଲେବି ଦେଖିବାକୁ ପାଉନି...🤔🤔🤔🤔🤔😂😂😂🙏🙏🤣🤣🤣🤭🤭
@unnongamerz03
@unnongamerz03 Жыл бұрын
Op 😂👍👍👍👍👍
@arjunkumartudu8027
@arjunkumartudu8027 Жыл бұрын
Likewise God exists so as evil 's black magic too exists n some evil nature people performs evil magic to disturbs good people for sake of their own goods, even to kills also. This evil magic cannot be curable by doctors too if not cure by ojha's Puja .
@saritajena2793
@saritajena2793 Жыл бұрын
Hmm bhai
@anitagouda2141
@anitagouda2141 Жыл бұрын
Sata katha guni garedi achhi mu janichi mate bi guni karithile bahut kastare banchichhi
@PMDPMD9944
@PMDPMD9944 Жыл бұрын
Confuse--- hoi pare , na hoi pare
@akashsahoo4306
@akashsahoo4306 Жыл бұрын
Evil power can harm u but does not kill you as it is upon god
@spremix143
@spremix143 Жыл бұрын
Ye kou gaon ra news bhai 😮
@BikashKumar-ic6rz
@BikashKumar-ic6rz 4 ай бұрын
Ama gaa re b emti heithila
@bimalhansdah3927
@bimalhansdah3927 Жыл бұрын
ଯିଏ କରିଛି ସିଏ ଯଦି ଡାକ୍ତରଖାନ ନବ ନିଶ୍ଚୟ ଭଲ ହେଇଯିବ।
@lombudharmajhilombudharmaj3342
@lombudharmajhilombudharmaj3342 Жыл бұрын
Hn .SE chalaki pa sabujani6i .guni garediku mun bi biswasa kare asabuku mun ange livau6i Sabu bele . Doctor medicine kichhi Kama Kare Nahin.pooja kale thik hua.
@shibarana6535
@shibarana6535 Жыл бұрын
ଗୁଣି ଗାରେଡ଼ି କରିଥିବା ଲୋକ ହିଁ କେବଳ ସେଇ ଗୁଣି ତନ୍ତ୍ର ସାଧନା ଦ୍ଵାରା ଠିକ୍ କଲାପରେ ଡ଼ାକ୍ତରୀ ଔଷଧ କାମ କରିବ ନଚେତ୍ କୌଣସି ଡ଼ାକ୍ତର ବିଜ୍ଞାନ ଜରିଆରେ ଭଲ ହେବ ନାହିଁ।
@educationforall486
@educationforall486 Жыл бұрын
ଏହା ହେଉଛି ସତ୍ୟ ଘଟଣା ଆଜ୍ଞା - ଆମ ଗାଁରେ ମଧ୍ୟ ହେଉଛି ଏମିତି କିନ୍ତୁ ପ୍ରତିବାଦ ର କଥା ଯେତେବେଳେ ଉଠୁଚି, ସେତେବେଳେ ପ୍ରଶ୍ନ ଉଠୁଚି ପୋଲିସ କଣ ଏହାକୁ ବିଶ୍ୱାସ କରିବ, ନା e ଜନସାଧାରଣ ବିଶ୍ୱାସ କରିବ। ନୋହେଲେ ଏମିତି ସତ ଘଟଣା ଘଟି ଯାଉଛି ଆଉ ଲୋକକୁ ମାରିଦେଉଛନ୍ତି
@laxmimanimahali3308
@laxmimanimahali3308 Жыл бұрын
It is real i feel that😢😢
@jagannathbagh8636
@jagannathbagh8636 Жыл бұрын
Ghatana sata amiti heichi mo bapa vi ae pari medicin vi kichi kamakalani aau bapa exp heigale mara mgh ku 10month bulei bulei jibana rarideli bapa ra. I LOVE YOU BAPA JIYE AE KAMAKARICHI TAKU TA NICHYA MARIBI TAGHARA PASIKI A SABUGHATANARA KARANA *JAMI BADI PAE *
@jagannathbagh8636
@jagannathbagh8636 Жыл бұрын
Kintu police akathaku andha biswas kare ghatana kintu sata.10masa haspital bulei bulei kichi medison kamakalani doctor v aacharya hoegale. Dr.pacharile tume vala tantrik ku dhara kahile guniaa . Akama kalapare valaheigale dekhile satru loka valaheigala kahiki aau tharake kamakariki jibana neigale.I LOVE YOU BAPA MY JAAN .
@bhumi7331
@bhumi7331 Жыл бұрын
Black magic is real, work out during the unfortunate time
@daktarsing6085
@daktarsing6085 Жыл бұрын
ବାଳ ଯିଏ ବୁଝି ପାରୁନି ତାକୁ ବୁଜେଇବା ଦରକାର ନାହିଁ ତାକୁ ପିଟିକି ମାରିଦିଅ ତା ପରେ ଯାହା ହବ ଦେଖା ଯିବ
We Attempted The Impossible 😱
00:54
Topper Guild
Рет қаралды 56 МЛН
Quando A Diferença De Altura É Muito Grande 😲😂
00:12
Mari Maria
Рет қаралды 45 МЛН
guni garedi,odia blogs ,abhaya nanda blogs,odia puja patha,
9:53
abhaya nanda
Рет қаралды 231 М.
Man attempts to rape daughter-in law in Udala
3:44
OTV
Рет қаралды 1,2 МЛН
We Attempted The Impossible 😱
00:54
Topper Guild
Рет қаралды 56 МЛН