Low Turnout Of People For CM's Public Meeting While Huge Crowd Attend Shah's Roadshow

  Рет қаралды 120,791

Nirbhay

Nirbhay

24 күн бұрын

Low Turnout Of People For CM's Public Meeting While Huge Crowd Attend Shah's Roadshow | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political KZbin Channel.
Odisha's Fastest Growing Political KZbin Channel.
Odisha's Fast Ever Only Political KZbin Channel.
Odisha's Most Popular Political KZbin Channel.
For Latest Odisha Political News Follow us:
KZbin: kzbin.info/door/_Sk...
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Пікірлер: 708
@santoshkumarsahoo8671
@santoshkumarsahoo8671 22 күн бұрын
ଧୀରେ ଧୀରେ ଓଡ଼ିଶା ପରିବର୍ତ୍ତନ ମୁହାଁ ହେଲାଣି, ଜନସାଧାରଣମାନେ ଏ ସରକାରକୁ ନିଶ୍ଚିତ ହଟେଇବେ, ଜୟ ଜଗନ୍ନାଥ, ଜୟ ଶ୍ରୀ ରାମ
@BirendraNayeak
@BirendraNayeak 22 күн бұрын
ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକ ମାନଙ୍କ ର ଆଉ ଶ୍ରଦ୍ଧା ବିଶ୍ୱାସ ନାହିଁ 100%
@hardworkneverdies5679
@hardworkneverdies5679 22 күн бұрын
120+ ଏଥର ବିଜେଡି 😅😅
@DivineSakha_official.
@DivineSakha_official. 22 күн бұрын
ବଡ ଭବିଷ୍ୟ ବାଣୀ ଦେଲୁ ବାପା, June 4 ପର୍ଯ୍ୟନ୍ତ ଜଗେ ...
@pabitranath5075
@pabitranath5075 22 күн бұрын
Auu nahi seta maruni dekhila kukura pari taa jibana
@hardworkneverdies5679
@hardworkneverdies5679 22 күн бұрын
@@DivineSakha_official. Screen shot neli pua tora June 4 re dekha
@kalandicharanbehera6721
@kalandicharanbehera6721 22 күн бұрын
4 ଜୁନ ରେ ଖେଳ ଶେଷ 🙏🙏
@ganjamboysrikanta7615
@ganjamboysrikanta7615 22 күн бұрын
ନବୀନ 5t ମାନେ ହେଉଚି ପାଞ୍ଚ ଜଣ ତାମିଲ ଓଡ଼ିଶା କୁ ସାଶନ କରୁଛନ୍ତି
@bijaykhuntia868
@bijaykhuntia868 22 күн бұрын
Pandian,Vineel Krishna,Mathi Vathanan, Prabhakaran & Balkrishnan...
@user-ii3rk2df3n
@user-ii3rk2df3n 22 күн бұрын
​@@bijaykhuntia8685 tautors
@sharadamohanty5629
@sharadamohanty5629 22 күн бұрын
Law will take its own course🤣
@himanshukumarmohanty8900
@himanshukumarmohanty8900 22 күн бұрын
Naveen ku Panjabi aani Naveen ku gandi marantu chukantu
@sysam5648
@sysam5648 22 күн бұрын
Toh bhauni ku gandi ta marunu bedha chhua​@@himanshukumarmohanty8900
@asisgiri7021
@asisgiri7021 22 күн бұрын
ଓଡ଼ିଶା ପରାଧୀନ ଅଭିମୁଖେ, ଭୋଟର ମାନେ ହିଁ ସାହା ଭରଷା, ସବୁ ତୁମରି ହାତରେ 🙏🙏🙏🙏
@susantasahoo9544
@susantasahoo9544 22 күн бұрын
ନବୀନ ପଟ୍ଟନାୟକ ବାବୁ ଶ୍ରେଷ୍ଠ ମୁଖ୍ୟ ମନ୍ତ୍ରୀ କାରଣ ମୋ ଭଳି ଅନେକ ମୂର୍ଖ ଦୀର୍ଘ ସମୟ ଧରି ତାଙ୍କୁ ଭୋଟ ଦେଇ ନିର୍ବାଚିତ କରି ଥିବାରୁ ।
@bijaykhuntia868
@bijaykhuntia868 22 күн бұрын
Ha Ha Ha...
@saisuman5220
@saisuman5220 22 күн бұрын
ସତରେ ନା କଣ
@sukantakumarpadhihari7550
@sukantakumarpadhihari7550 22 күн бұрын
ଗୋଟେ ଭଲ କାମ ସହ ସହ ଖରାପ କାମ ଠାରୁ ଭଲ
@kamalakantadas6050
@kamalakantadas6050 22 күн бұрын
ପରିବର୍ତ୍ତନ ହେଉଛି ପ୍ରକୃତି ର ନିୟମ ଓ ଏହା ଅବଶ୍ୟମ୍ଭାବୀ!
@raghumaninayak9593
@raghumaninayak9593 22 күн бұрын
ପରିବର୍ତ୍ତନ ସୁନିଶ୍ଚିତ BJD ଦଳ ହାଏ ହାଏ...
@munamohanta7101
@munamohanta7101 22 күн бұрын
Bjd କୁ ଗାଦି ଚ୍ୟୁତ କରିବା ଦରକାର. ...ସମସ୍ତେ sapatha ନିଅନ୍ତୁ
@sharadamohanty5629
@sharadamohanty5629 22 күн бұрын
Law will take its own course🤣
@Sambalpur955
@Sambalpur955 22 күн бұрын
ନିଶ୍ଚୟ
@rajanikantabiswal2669
@rajanikantabiswal2669 22 күн бұрын
ସାର୍ ନମସ୍କାର ଯେଉଁ ରାଜ୍ଯ ରେ ଜଣେ ମନ୍ତ୍ରୀ ଙ୍କୁ ଦିନ ଦ୍ବାପହରେ ମାରି ଦିଆ ଯାଏ ସାଧାରଣ ଲୋକ ଙ୍କ ଅବସ୍ଥା କଣ ହୋଇ ପାରେ ଆଉ ଆମଭଳି ମାଗଣା ଖିଆ ଭୋଟର ଥିବା ପର୍ୟ୍ଯନ୍ତ ଆହୁରି ଶୋଚନୀୟ ହେବାକୁ ଯାଉଛି
@manoranjansethi6623
@manoranjansethi6623 22 күн бұрын
ଏଥର ହେବ ପରିବର୍ତ୍ତନ
@SudhansuSwain-cm4gi
@SudhansuSwain-cm4gi 22 күн бұрын
ସତ କଥା ଆଲୋଚନା କରୁଛନ୍ତି ଆପଣ, ସେଥିପାଇଁ ଶୁଣିବାକୁ ଭଲ ଲାଗୁଚି
@gopalpalata6366
@gopalpalata6366 22 күн бұрын
ଏଥର ଓଡ଼ିଶାରେ ପରିବର୍ତନ ହେବ ଲୋକେ ଚାହୁଛନ୍ତି
@geetaranisamal6638
@geetaranisamal6638 22 күн бұрын
ଆପଣ ଙ୍କ ଅନୁମାନ ଶତ ପ୍ରତିଶତ ସତ୍ୟ। ଏତେ ଭୟ ଏବେ ବିଜେଡି ର ଯାହା ଭାବି ହେଉ ନାହିଁ।ଏମାନେ ତ ଆଜ୍ଞା ସବୁ ବିକାଶ କରିଛନ୍ତି,ରାଜ୍ୟକୁ no 1 କରିଛନ୍ତି କିନ୍ତୁ ଏତେ ଡର କାହିଁକି??
@TigerDon420
@TigerDon420 22 күн бұрын
Na e rajya number 1 heichi na kichi development heichi ? 25 barsa nasta karidele e sala chora bjd....Jaldi Hatao.....Odisha bachao bjd hatao Odisha bachao
@20NEW-MUSIC
@20NEW-MUSIC 22 күн бұрын
ଆପଣ ନିର୍ଭୀକତା କୁ ସଲାମ କିନ୍ତ ଆପଣ ଙ୍କ ସୁରକ୍ଷା ପାଇଁ ଚିନ୍ତିତ।
@satishchandrabehera7291
@satishchandrabehera7291 22 күн бұрын
ବିଜେଡିର ଗୋଡ ଖସିଗଲାଣି ତଳକୁ ତଳକୁ। ଚାହୁଁ ନାହାନ୍ତି କେହି ଦେଖିବାକୁ ପାଣ୍ଡିଆନ ମୁହଁକୁ।।
@prasantakumarswain3419
@prasantakumarswain3419 22 күн бұрын
ଏଇଟା ନିର୍ଭୟ ଗୁମର କଥା ର ଚାପ ଓ ଭୟ, ଆପଣ ଯେଉଁ ମଝି ମଝିରେ କେଞ୍ଚି ଦେଉଛନ୍ତି, ତାର ପରିବର୍ତ୍ତିତ ପରିଣାମ ।
@hrushikeshsahoo5289
@hrushikeshsahoo5289 22 күн бұрын
ପାନଡିଆନର ଅଧିକାଂଶ ସଭାରେ ଚେୟାର ବହୁତ ଖାଲି ରହୁଥିବା ଦେଖିବାକୁ ମିଳୁଛି।
@padmanayak9883
@padmanayak9883 22 күн бұрын
ସାଶକ ଦଳର ଅନେକ ଦୃନିତି ନିର୍ବାଚନ ହାରିଲେ ସବୁ ଫସିଜିବେ ତେଣୁ କଲେ ବୋଲେ ସାଶନ ହାତକୁ ନେବା ପାଇଁ ଚେଷ୍ଟା ଓ ବିଜେଡି ରକ୍ତମୁଖା ଜୟ ଜଗନ୍ନାଥ
@sundargarhsng9463
@sundargarhsng9463 22 күн бұрын
Naked truth .....
@udhabkar3472
@udhabkar3472 22 күн бұрын
ଏ ସରକାର ଯିବା ଦରକାର
@Bhairavism808
@Bhairavism808 22 күн бұрын
ସାଂମ୍ପ୍ରତିକ ରାଜନୈତିକ ହିଁସା ଦୀର୍ଘ ଶାସନର ବିଷଫଳ।
@BirendraNayeak
@BirendraNayeak 22 күн бұрын
Under current madhyam se ଓଡ଼ିଶା ପରିବର୍ତ୍ତନ ହୋଇଯିବ 100%
@rabimohanty112
@rabimohanty112 22 күн бұрын
ହେ ଆସ୍କାବାସୀ ଲାଞ୍ଚ, ଦୁର୍ନୀତି ରାକ୍ଷସ ପାଣ୍ଡିଆ, ନବୀନକୁ ହଟାନ୍ତୁ, ରାଜ୍ୟକୁ ବଞ୍ଚାନ୍ତୁ.😮ବିଜେଡି ନେତା ଗୁଡାକ ସଭାରେ ବସିବା ଯୋଗ୍ୟତା ନାହିଁ. ଧିକରେ କ୍ରୀତଦାସ ଗୁଡାକ, ମଇଳା ନାଳରେ ବୁଡ଼ୁନା ହେଲେ, ଛି ଛି ଛି.
@dagreswargoud
@dagreswargoud 22 күн бұрын
ରଖ ହେ ନିଜ ନିଜ ସ୍ଵାଭିମାନ... ହୋଇଥିବ ଯଦି ଓଡ଼ିଆ ପୁଅ ।
@sudhakarsahu3252
@sudhakarsahu3252 22 күн бұрын
Exactly 💯% right
@rajendragahir3205
@rajendragahir3205 22 күн бұрын
ଜୟ ଶ୍ରୀ ରାମ 🚩🚩🚩🙏
@chhabindramansingh73
@chhabindramansingh73 22 күн бұрын
ପାଖରେ ମାଇକ ଧରି ଡ୍ରାମା, ପାଣ୍ଡୁଆ ପ୍ରମ୍ପଟିଙ୍ଗି କରୁଚି, କଣ୍ଢେଇ କେବଳ ନାଚିବ
@BirendraNayeak
@BirendraNayeak 22 күн бұрын
June 4 ରେ ଓଡ଼ିଶା ରେ BJP ସରକାର ଗଢିବାକୁ ଯାଉଛି 100% ଓଡ଼ିଶା ର ଲୋକ ମାନେ କଣ ମୂର୍ଖ,,, Odisha ର ଲୋକ ମାନେ ସବୁ କିଛି ଜାଣି ସାରିଲେଣି 100%
@BirendraNayeak
@BirendraNayeak 22 күн бұрын
ଓଡ଼ିଶା ରେ ବର୍ତ୍ତମାନ ସେଣ୍ଟ୍ରାଲ ଫୋର୍ସ ଅଧିକ ମୁତୟନ କରିବା କଥା କେନ୍ଦ୍ର ସରକାର,,,kaaran ପଶ୍ଚିମ ବେଙ୍ଗଲ ର ରଣ ନୀତି କୁ ଆପଣଉଛି BJD
@DeepakSahoo-uu2pi
@DeepakSahoo-uu2pi 22 күн бұрын
ଜୟ ଜଗନ୍ନାଥ ନମସ୍କାର ଜଣେ ଅଣଓଡିଆ କୁ ଦେଖି ବା ପାଇଁ କିଛି ଓଡ଼ିଆ ଵାକୁଳ
@ChiankhuntaNews
@ChiankhuntaNews 22 күн бұрын
କ୍ଷମତା ର ସ୍ୱାଦ,ଛାଡିବାକୁ ଚାହୁଁ ନାହାଁନ୍ତି,ତେଣୁ ହିଂସାର ଆଶ୍ରୟ ନେଉଛନ୍ତି !!!
@pradipsahoo1251
@pradipsahoo1251 22 күн бұрын
BJP win
@brajakishorepadhi4022
@brajakishorepadhi4022 22 күн бұрын
ଜରାଗ୍ରସ୍ଥ ଜରାଜୀର୍ଣ୍ଣ ରୋଗଗ୍ରସ୍ତ ମଦ୍ଯପ ଭଦ୍ର ଡକାୟତ ନବୀନ ହଟାଓ।
@sportvlogs223
@sportvlogs223 22 күн бұрын
ସତରେ ମଣିଷ ତୁ କଣ ସତରେ କିଛି ପଦ ପଦବୀ ପାଇଁ ଏତେ ରାକ୍ଷସ ହୋଇ ଯାଉଛୁ । ହେ ଓଡିଶା ର ଲୋକମନେ ସତରେ ମଣିଷ ତାହା ହେଲେ ତୁମେ ଏହି ସରକାର ବଦଳାଇ ଦିଅ । ମୁ ତୁମ୍ଭକୁ ଗୁହାରି କରୁଉଚିଇ ।
@rabimohanty112
@rabimohanty112 22 күн бұрын
ବ୍ରିଟିଶ ଶାସନରେ ଦେଶ ଦ୍ରୋହି ଜମିଦାର, ପୋଲିସ, ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଧରାଇ ଦେଉଥିଲେ, ମରୁ ଥିଲେ ସେମାନେ ଦେଶର କୃତ୍ତଘ୍ନ ଭାବରେ ଗଣା ଯାଉଛି. ହେ ବିଜେଡି କୃତଘ୍ନ ଦଳ ବିଲୁପ୍ତ କରନ୍ତୁ ଭୋଟର.
@thirdeye9492
@thirdeye9492 22 күн бұрын
ଓଡିଶାରେ ଆଉ ଗୋଟିଏ ସ୍ୱାଧୀନତା ଆନ୍ଦୋଳନ ଦରକାର...ତାମିଲ ଶାସନ ବିରୁଦ୍ଧରେ...😢😢
@ravimalik9650
@ravimalik9650 22 күн бұрын
ଚାପଗ୍ରସ୍ତ ହେଇ ହୃଦଘାତର ଶିକାର ନହୁଅନ୍ତୁ ନବୀନ!
@FAKIRJENA-du2zs
@FAKIRJENA-du2zs 22 күн бұрын
ବି ଜେ ଡି କହିଲେ କିଏ ?ନବିନ ପୁରା ବୃଦ୍ଧ ବୟସରେ, ଅସୁସ୍ଥ ଓ ଅକର୍ମଣ୍ୟ l ପାଣ୍ଡୁ ଗୋଟେ ଫାଲତୁ ଲୋକ ଓ କୁଳାଙ୍ଗାର l ତା ହେଲେ ଏମିତି ବି ଜେ ଡି ବି ଜେ ଡି ରଡ଼ି ମାରି ଲାଭ କଣ ?
@rabindrarath9474
@rabindrarath9474 22 күн бұрын
ଆଜିର ଉପସ୍ଥାପନା ଅତି ଗୁରୁତ୍ୱ ପୂର୍ଣ୍ଣ ସମୟପଯୋଗୀ ଆପଣଂକୁ ଅନେକ ଅନେକ ଧନ୍ୟବାଦ
@ravipatnaik79
@ravipatnaik79 22 күн бұрын
ବହିରେ ପଢ଼ିଥିଲୁ ଯେ, ଆଗ କାଳରେ କ୍ରୀତଦାସ ମାନଙ୍କୁ କିଣା ବିକା କରା ଯାଉଥିଲା। ଏହାର ପୁନରୁଦ୍ଧାର ହେବକି ???
@biswanathmohapatra3421
@biswanathmohapatra3421 22 күн бұрын
ମଞ୍ଚ ବାଉଁଶ ପୋତିଲା ଲୋକ ଗୁଡ଼ାଙ୍କୁ ମଞ୍ଚ ଉପରେ କେମିତି ବସେଇବେ ହେ, ଏଗୁଡ଼ାଙ୍କୁ ଏଇ ଶାସ୍ତି ଦରକାର
@rameswar3765
@rameswar3765 22 күн бұрын
ଭୟ ଗ୍ରସ୍ତ ହେଲେ ଚାପ ବଢେ, ଅତ୍ୟଧିକ ଭୟ ମିଶ୍ରିତ ଚାପଗ୍ରସ୍ତ ହେଲେ ମୃତ୍ଯୁ ଅବଶ୍ୟମ୍ଭାବୀ, ଚାପଗ୍ରସ୍ତ ରୁ ମୁକ୍ତ ହୁଅ। ଜୟ ଜଗନ୍ନାଥ
@mami6057
@mami6057 22 күн бұрын
Culprit should arrest immediately.
@trilochanpatnaik6321
@trilochanpatnaik6321 22 күн бұрын
ସାଢେ଼ ଚାରି କୋଟି ଓଡ଼ିଶା ବାସୀ ଙ୍କ ମଧ୍ୟରେ ସମସ୍ତେ ଅଯୋଗ୍ୟ କେବଳ ଜଣେ ଅଣଓଡ଼ିଆ ଯୋଗ୍ୟ ଓ ଜଣେ ଓଡିଆ ଅଧା ଯୋଗ୍ୟ ମୁଖିଆ ଙ୍କ ପାଖକୁ ଯାଇ ପାରିବେ।
@manoranjansethi6623
@manoranjansethi6623 22 күн бұрын
Abki Baar 400 Paar
@deeptiranjanrout1492
@deeptiranjanrout1492 22 күн бұрын
୨୪ ବର୍ଷ ଶାସନ ରେ ଥିବା ଦଳ ସୋଚ୍ଛ, ଅବାଧ, ନୀରପେକ୍ଷ ମତଦାନ ପାଇଁ କାହିଁକି ଏତେ ଭୟଭୀତ ହେଉଛି।
@debiprasadnayak5487
@debiprasadnayak5487 22 күн бұрын
A very good analysis
@Narendramodifn
@Narendramodifn 22 күн бұрын
144 ଜାରି ହେଲେ ମୁଁ ଜାଣିବାରେ ଲୋକଙ୍କୁ ମାଡ଼ ମାରି ଘଉଡ଼ାଇ ଥାନ୍ତି ପୁଲିସ ବାବୁ ମାନେ କିନ୍ତୁ ଏହି ସମୟରେ ଖଲିକୋଟରେ ଦେଖିବାକୁ ମିଳିଲା ଘାଡ଼ି ମୋଟର ଭଙ୍ଗା ଭଙ୍ଗି କରିବାର ଦୃଶ୍ୟ ବେଶୀ ଦେଖିବାକୁ ମିଳିଲା ପୋଲିସ ବାବୁଙ୍କ ଠାରୁ ଏହାର କାରଣ କଣ ହେଇପାରେ
@nibarranjanbhuyan4568
@nibarranjanbhuyan4568 22 күн бұрын
ସାରଦା ନାୟକ ଶଳା ପୁଣି ଟ୍ରାଫିକ କାମ କଲା. ଜୋତା ଉଠେଇ ବା ଲୋକ ସେ
@kishorkumarbeherakishor1405
@kishorkumarbeherakishor1405 22 күн бұрын
💥🚩🙏🏻ଜୟ ଶ୍ରୀଜଗନ୍ନାଥ🙏🏻🌾🦜 ବିଜେଡିକୁ ୪୦ ରେ ସନ୍ତୁଷ୍ଟ ହେବାକୁ ପଡିବ ।
@dayasagarkalta8157
@dayasagarkalta8157 22 күн бұрын
Sahi bat,ok,ta ta bye bye khatam
@prakashmahapatra2182
@prakashmahapatra2182 22 күн бұрын
ଅକ୍ଷୟ ହେଉ ପୁର୍ଣ୍ୟ ଜଗତେ ଧର୍ମ ର ହେଉ ଜୟ 🙏
@anitabehera8756
@anitabehera8756 22 күн бұрын
Odisha needs a true odiya leader
@manasdas5715
@manasdas5715 22 күн бұрын
ଆଜି ଲଜ୍ଜିତ ହୋଇପଡିଛି ଓଡ଼ିଶା,ଧିକ ଆମେ ଓଡିଆ ମାନେ😢
@laxmibeborta812
@laxmibeborta812 22 күн бұрын
ବାବା ପାଟଶାଣୀ ଓ ଶ୍ରୀମୟୀ ମିଶ୍ର ଗଲେ କୁଆଡେ, ବିଜୁ ଜନତା ଦଳ ସେମାନଙ୍କୁ ନୂଆ ଦାୟିତ୍ୱ ଦେଲା ପରେ ବି ସେମାନଙ୍କୁ ଚଳିତ ନିର୍ବାଚନ ରେ ସଭା, ରାଲି ରେ ଦେଖାନାହିଁ, ସେମାନେ ଆଉ ରାଜନୀତି କରିବେନି କି, ଦୟାକରି ଗୁମର ଖୋଲିବା ପାଇଁ ଅନୁରୋଧ.
@salilkumar9703
@salilkumar9703 22 күн бұрын
ଆଜ୍ଞା ବିଜେପି ଦଳରୁ ମୁଣ୍ଡ ଗଡିଲା ଓ ପ୍ରଦୀପ ବାବୁଙ୍କୁ ମରଣୋତ୍ତର ଆଘାତ କରାଗଲା ମୁଁ ବୁଝି ପାରୁନାହିଁ କାହିଁକି ମୋଦି ନିଦାବିଷ୍ଣୁ ସାଜିଛନ୍ତି ? ଆଉ କେତେ ହେଲେ ସେ ପଦକ୍ଷେପ ନେବେ ?
@gajaboy3498
@gajaboy3498 22 күн бұрын
modi sarkar chup rahibe bhi karna athi kichi dina kasta
@trilochanpatnaik6321
@trilochanpatnaik6321 22 күн бұрын
ମହାଭାରତ ର ଶକୁନି ସହ bjd ଦଳ ର pandian କୁ compare କରାଯାଇ ପାରେ। ଶକୁନି ପାଇଁ କୌରବ ଶହେ ଭାଇ ଗଲେ ସେହିପରି ପାଣ୍ଡିଆ ପାଇଁ BJD ଦଳରେ ଶହେ ବିଧାୟକ ବୋଧେ ସମ ଦଶା ଭୋଗିବାକୁ ଯାଉଛନ୍ତି।
@user-ud1lp4oh5t
@user-ud1lp4oh5t 22 күн бұрын
ଓଡିଶା ରେ ତାମିଲ ଲୋକ ଆସି ଓଡିଶା ଲୋକଙ୍କୁ ମାରିଦେଉଛି ଆମେ ଓଡ଼ିଆ ତାମିଲ କୁ ସହଯୋଗ କରୁଛନ୍ତି
@ASHOKKUMARDAS-ys6vx
@ASHOKKUMARDAS-ys6vx 22 күн бұрын
ଯେପରି ଦିନ ପରେ ରାତି ଖରା ପରେ ବର୍ଷା ଆଉ ବର୍ଷା ପରେ ଶୀତ ଆସୁଛି, ଯେମିତି ପ୍ରକୃତି ର ବି ପରିବର୍ତ୍ତନ ଅଛି ମୋର ଓଡ଼ିଆ ଭୋଟର ଭାଇ ଭଉଣୀ ମାନଙ୍କୁ ନିବେଦନ ଯେମିତି ସବୁର ପରିବର୍ତ୍ତନ ଅଛି , ଆମେ କିପରି ଗୋଟେ ସରକାର ଙ୍କୁ ୨୫ ବର୍ଷ ହେଲା ଭୋଟ ଦେଉଛୁ I ଏଥର ପରିବର୍ତ୍ତନ ଯଥା ଶୀଘ୍ର କରନ୍ତୁ ଜୟ ଜଗନ୍ନାଥ ଜୟ ଶ୍ରୀରାମ
@user-vu1fh5mq4e
@user-vu1fh5mq4e 22 күн бұрын
ଜୟ ଶ୍ରୀରାମ
@pratapbhoi3054
@pratapbhoi3054 22 күн бұрын
Thank you,Nabin Babu ,your judgement justified..
@Bhairavism808
@Bhairavism808 22 күн бұрын
🎉ଓଡ଼ିଆଗାଈ, ନବୀନା କୁ ଶିଙ୍ଗ ଧରାଇ, ପାଣ୍ଡିଆ କୁ ଦେବୁ କ୍ଷୀର ପିଆଇ ???
@pinakimohapatra6883
@pinakimohapatra6883 22 күн бұрын
BJD will lost badly
@CAT2CREATION
@CAT2CREATION 22 күн бұрын
Sir sesa re mari dele jane bjp karmi ku... e ki prakara sasan byabasta chalichi ethi...chi chi😢
@SatyabrataPatra1
@SatyabrataPatra1 22 күн бұрын
ସୁନ୍ଦର ଉପସ୍ଥାପନ। ହୃଦୟ ସ୍ପର୍ଷୀ
@samirnayak3768
@samirnayak3768 22 күн бұрын
ଅଧର୍ମ, ପାପ, ଅନ୍ୟାୟ ଓ ଅସାଧୁ ର ବୃଦ୍ଧି ହେଲେ ଧରିତ୍ରୀରେ ସ୍ୱୟଂ ଭଗବାନ ଧରାପୃଷ୍ଫରେ ଅବତୀର୍ଣ୍ଣ ହୋଇଛନ୍ତି ପରିବର୍ତ୍ତନ ପାଇଁ. ଏବେ ଏହା ଓଡିଶାରେ ଘଟିବାକୁ ଯାଉଛି
@entertainmentinformation7624
@entertainmentinformation7624 22 күн бұрын
Loksabha BJP-17 BJD(Pandu)-3 Congress-1 Bidhansabha BJP- 55 BJD(Pandu)-87 Congress-5 Then Operation Lotus In Odisha
@binaykumarpradhan2200
@binaykumarpradhan2200 22 күн бұрын
BJP operation lotus darkar nahin BJP WIN 90
@garudadhwajbarik2790
@garudadhwajbarik2790 22 күн бұрын
Very good sign for the future of Odisha, Jai Jagannath
@BirendraNayeak
@BirendraNayeak 22 күн бұрын
Paandiyaan କଣ କରିଛନ୍ତି,,, ନବୀନ ପଟ୍ଟନାୟକ ଙ୍କ ଚେହେରା ଲୋକ ମାନଙ୍କୁ ଦେଖାଇ ମୁଖ୍ୟ ମନ୍ତ୍ରୀ ହୋଇ ଯିବି ,,, ଏ ଭାବନା ଭାବନା ରେ ରହିଯିବ 100%
@anandabehera9921
@anandabehera9921 19 күн бұрын
ଧନ୍ୟବାଦ 🙏
@basantapattnaik7812
@basantapattnaik7812 22 күн бұрын
ସାର ପ୍ରଣାମ 🙏🌹
@user-wj3lf4xi7n
@user-wj3lf4xi7n 22 күн бұрын
The bjd leaders leading to pain sadness worry and finally to depression to loss of hope etc.
@sureshchandradash6900
@sureshchandradash6900 22 күн бұрын
ୱେଷ୍ଟ ବେଙ୍ଗଲ ଓ ଓଡ଼ିଶାରେ ଆଞ୍ଚଳିକ ଦଳ, 100% ଏହିପରି ଘଟଇବେ, ଜନସାଧାରଣ ସଚେତନ ହେବା ଆବଶ୍ୟକ.
@bikashsahoo5629
@bikashsahoo5629 21 күн бұрын
ସାର୍ ଆପଣଙ୍କୁ ମାନିବାକୁ ପଡ଼ିବ ଚାନେଲ ନାଆଁ କୁ ସାର୍ଥକ କରିଛନ୍ତି
@jagannathsahoo4131
@jagannathsahoo4131 20 күн бұрын
ଓଡିଆଶାନ୍ତି ପ୍ରିୟ ନୁହଁନ୍ତି ., ମଦ , ଖାଦ୍ୟପ୍ରିୟ ,ଏବଂ ସିମିତ ସ୍ବାର୍ଥପ୍ରିୟ
@Free_opinionated
@Free_opinionated 22 күн бұрын
Hariba sankha. Naveen hawa aau nhi re pandian bhaiya 😂
@tapashkumarnayak4989
@tapashkumarnayak4989 22 күн бұрын
ଦୀପ ଲିଭିବା ପୂର୍ବରୁ ଯୋରେ ଜଳେ।
@binayakmishra8091
@binayakmishra8091 22 күн бұрын
ଗଣ ଜିତିବେ ନା ତନ୍ତ୍ର ଜିତିବେ ଯେଉଁ ଠାରେ ଗଣ ଜିତିବେ ବୋଲି ପ୍ରତୀୟମାନ ହେବ ସେଠି ତନ୍ତ୍ର ତା କରାମତି ଦେଖଇବ.ଅଦ୍ୟାବଧି ତନ୍ତ୍ର କଥା ରେ ବସ ଉଠ ହେଉ ଥିଲେ ଗଣ ମାନେ ଯେଉଁ ଦିନ ଗଣ ନିଷ୍ପତ୍ତି ନେବା ଆରମ୍ଭ କରିବେ ସେ ଦିନ ମୁଣ୍ଡ ଗଡିବ.
@chitraguptadas2921
@chitraguptadas2921 22 күн бұрын
ନବୀନ ଅଯୋଗ୍ୟ ପ୍ରମାଣିତ ହେଲେ ପାଣ୍ଡିଆନ ସୁବିଧାରେ ସିଂହାସନାରୁଢ ହେବେ I ସେଥିପାଇଁ ନବୀନ ଯେତେ ଅପଦସ୍ତ, ନିନ୍ଦିତ ହୋଇ ନିଜକୁ ଜୋକର ପ୍ରମାଣିତ କରିବେ ସବୁଠୁ ବେଶୀ ଖୁସି ହେବେ ପାଣ୍ଡିଆନ I
@OjOtvv
@OjOtvv 22 күн бұрын
ପ୍ରଭୁ ଜଗ୍ନାଥଙ୍କୁ ପ୍ରଥାନା ଓଡ଼ିଶା କୁ ବଞ୍ଚାଅ ❤
@user-wj3lf4xi7n
@user-wj3lf4xi7n 22 күн бұрын
Boycott pandiyan
@satyaranjanmishra9741
@satyaranjanmishra9741 22 күн бұрын
Best discussion you are right and your news is 100 percent appreciated. Jaya Sri Jaganath mahapravu ki jay,
@laxmidharapanda6086
@laxmidharapanda6086 22 күн бұрын
ସର୍ବେକ୍ଷଣ କରିଥିବା ସମସ୍ତ ସଂସ୍ଥାର ଏକ୍ସଜିଟପୋଲ କୁ ଅକାମି କରିଦେଲା ମୁଖ୍ୟମନ୍ତ୍ରୀଙ୍କ ସଭାର ଖାଲି ଚେୟାର !ରୋଜଗାରିଆ ପୁଅର ମୃତ୍ୟୁରେ ବାପାମାଆଙ୍କ ଅବସ୍ଥା ଯେପରି ହୋଇଥାଏ, ନବୀନବାବୁ ଓ ପାଣ୍ଡିଆନଙ୍କ ଅବସ୍ଥା ଏବେ ଠିକସେପରି !
@binayakrai9009
@binayakrai9009 22 күн бұрын
ହାୟ ରେ ଓଡିଆ ଅପମାନ
@user-od2fs9gq4v
@user-od2fs9gq4v 22 күн бұрын
ଜୟ ଜଗନ୍ନାଥ ଜୟ ପଞ୍ଚସଖା
@Save_Odisha_from_looters
@Save_Odisha_from_looters 22 күн бұрын
ପାଣ୍ଡୁ 4200 କୋଟି ଗରିବ ଓଡିଆ ଟଙ୍କା ନଷ୍ଟ କରିଛି ଚାରିଟି ପାଇଖିନାରେ । ପାଣ୍ଡୁ ତାମିଲ କଣ୍ଟ୍ରାକ୍ଟର ମାଧ୍ୟମରେ ସମସ୍ତ ଟଙ୍କା ଖାଇଛନ୍ତି | ରକ୍ତ ବାନ୍ତି କରି ମରିବ 😡 ଅଯୋଧ୍ୟା ଶୀରମ ମନ୍ଦିର ରେ 1600 କୋଟି ଖର୍ଚ୍ଚ ହୋଇଛି ।
@user-bk4mo8vj3l
@user-bk4mo8vj3l 22 күн бұрын
Under curent kahuchi b .j.p jitiba
@BirendraNayeak
@BirendraNayeak 22 күн бұрын
BJD ପାର୍ଟୀ ର ବିଧାୟକ ସାଂସଦ ମାନଙ୍କୁ ଲାଜ ଲାଗିବା କଥା 100% ଓଡ଼ିଶା ର ଜନତା ଦେଖ,, ଯୋଉଠି ଦେଖିବ ପାଣ୍ଡିୟାନ୍,,, ଏଇଠୁ ଜାଣି ରଖ ମୁଖ୍ୟ ମନ୍ତ୍ରୀ କିଏ ହେବ
@RamanarayanPatra-df8qp
@RamanarayanPatra-df8qp 22 күн бұрын
Bhai ma janibare Nabin badu 5 thara mukhy mantri hei 6thara lagi echhuka. Pandian babu 2thara mukhya mantri power upabhoga karisari 3ya thara lagi pagala
@manojmuni4220
@manojmuni4220 22 күн бұрын
ଖୁବ୍ ଭଲ
@kathaharebyatha2842
@kathaharebyatha2842 22 күн бұрын
ଜୟ ଜଗନ୍ନାଥ
@sangramkeshareebiswal7067
@sangramkeshareebiswal7067 22 күн бұрын
Jay Jagannath ❤
@BatakrushnaSwain-hj8qr
@BatakrushnaSwain-hj8qr 22 күн бұрын
କେନ୍ଦ୍ର ସରକାର ନିର୍ବାଚନ ପୂର୍ବରୁ ଓଡିଶାରେ ରାଷ୍ଟ୍ରପତି ଶାସନ ଜାରିକରି ପୋଲିସ ପ୍ରଶାସନକୁ ନିଜ ନିୟନ୍ତ୍ରଣକୁ ନେବା ଉଚିତ୍ ଥିଲା। ଏହାଦ୍ବାରା ନିର୍ବାଚନୀ ହିଂସା ରୋକାଯାଇ ପାରିଥାଆନ୍ତା।ତଥାପି ସମୟ ଅଛି କିଛି କରନ୍ତୁ। ନଚେତ୍ କେଜାଣି କେତେ ବିରୋଧୀଙ୍କ ମୁଣ୍ଡ ଗଡିବ।
@user-cc5vl4pd2d
@user-cc5vl4pd2d 22 күн бұрын
Bahut badhiya
@AshokPanda-qt4qn
@AshokPanda-qt4qn 22 күн бұрын
Odisa loka mane sikhit hoigaleni Apamkar Anumana 100% Thik Apanku Dhanyabad 👍🙏👏
@biswabhusankaju4656
@biswabhusankaju4656 22 күн бұрын
Bahut badhia.
@rohitasahu123
@rohitasahu123 22 күн бұрын
Vote for change of Government in Odisha...BJD hatao...
@prabodhapanda5184
@prabodhapanda5184 22 күн бұрын
କିଛି ଚାପ ନାହିଁ, ପୁଣି ନବୀନ ସରକାର ନିଶ୍ଚୟ
@shashidharhansdah4335
@shashidharhansdah4335 22 күн бұрын
Bahuta bhala lagila ......❤
@TigerDon420
@TigerDon420 22 күн бұрын
My dear Odia people please vote in Jodi PADMA Jodi PADMA Jodi PADMA Jodi PADMA Jodi PADMA Jodi PADMA Jodi PADMA Jodi PADMA Jodi PADMA Jodi PADMA Jodi PADMA Jodi PADMA
@Mucase_kumar
@Mucase_kumar 22 күн бұрын
sir ଆପଣଙ୍କ ଉପସ୍ଥାପନ ଅତି ଶୋଭନୀୟ, ମୋର ଆପଣଙ୍କୁ ଗୋଟିଏ ଅନୁରୋଧ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଉପରେ କିଛି ଉପସ୍ଥାପନ କରିବେ, ବିନମ୍ର ଅନୁରୋଧ 🙏
@asmitaranipattanaik9959
@asmitaranipattanaik9959 22 күн бұрын
U r absolutely right sir.
@brajakishoremohanty3930
@brajakishoremohanty3930 22 күн бұрын
ନବୀନ ବାବୁ ଦୟାକରି ଇଲେକ୍ସନ ସରିଲା ପର୍ଯ୍ୟନ୍ତ ଓଡ଼ିଶାରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ ।କାରଣ ଆପଣ ଗଲାପରେ ଏମିତି ପରିସ୍ଥିତି ହେଲେ ନିଜ ନିଜ ଭିତରେ ଲଢେଇକରି ପାର୍ଟି ନଷ୍ଟ ହୋଇଯିବ ।
@madhabswain8815
@madhabswain8815 22 күн бұрын
ଅପାର ଦେଖି ।ନାନୀ ର ଡେଇଁଲା ଡାହାଣ ଆଖି ନିର୍ଭୟର ନିର୍ଭୟ ମତାମତ ପାଇଁ ନବୀନ ଦାସ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ମାଧବ ସ୍ବାଇଁ
@Captain_Satya897
@Captain_Satya897 22 күн бұрын
Right
$10,000 Every Day You Survive In The Wilderness
26:44
MrBeast
Рет қаралды 101 МЛН
ПАРАЗИТОВ МНОГО, НО ОН ОДИН!❤❤❤
01:00
Chapitosiki
Рет қаралды 2,8 МЛН
ХОТЯ БЫ КИНОДА 2 - официальный фильм
1:35:34
ХОТЯ БЫ В КИНО
Рет қаралды 2,8 МЛН
1 класс vs 11 класс (неаккуратность)
01:00
Bhikari Bal || Jagannath Bhajan
38:49
bhikari bal official
Рет қаралды 3,4 МЛН
$10,000 Every Day You Survive In The Wilderness
26:44
MrBeast
Рет қаралды 101 МЛН