ମୋଦିକଁର୍ କ୍ୟାବିନେଟନେ ଝଲସିଯାଉଛେ ଟୁକେଲ ପାୱାର

  Рет қаралды 6,373

Paharaa

Paharaa

Күн бұрын

ମୋଦିକଁର ନୂଆ ଟିମ୍ନେ ଦେଖବାରକେ ମିଲିଛେ ଟୁକେଲ ପାୱାର ।ନାରୀ ଶକ୍ତିକେ ଧିଆନଥି ରଖି ୭ ଜନ୍ ନୂଆ ମହିଳା ମନ୍ତ୍ରୀ ସାମିଲ ହେଇଛନ୍ । ତାର ସାଙ୍ଗେ ମୋଟ୍ ୧୧ ଜନ୍ ମହିଳା ମନ୍ତ୍ରୀ ହେଇଛନ୍ । ଯେନ୍ ୭ ଜନ୍ ନୂଆ ମନ୍ତ୍ରୀ ତାକଁର୍ ଭିତରୁ ଜନେ ହେଉଛନ୍ ପ୍ରତିଭା ଭୌମିକ । ଜାନମା ତାକଁର୍ ବାବଦେ
About Us!
ପହରା, ଆମର ସମିଆ ଆର ସମାଜର ଦର୍ପନ।
ଆମର ତିହାର ବାହାରର ଉସନାଖି,
ଆମରଘର,ପରିବାର ଆର ସମ୍ପର୍କର ଗହକି।
ପହରା, ଆମର ଉଷତ ଆନନ୍ଦର କଥାନି।
ଆମର ଭାଷାଥି, ଆମକୁ କହେବେ ଆମର ନନୀ।
ଆମର ଗାନା ବାଜନା, ଆମର ତିହାର ବରପନ, ଆମର ଗାଁ ମା ଆରୁ ଭାଇ ବହେନକର କଥା।
ଆମର ନନୀ ମାନେ ଆମକୁ ବାଟ ଦେଖାବେ ଆରୁ ଆମକୁ ଶୂନାବେ ଆମର ଭାଷାଥି ଦୁନିଆଁ ଯାକର ଖବର।
ପହରା, ଆମର ନୂଆ ଜୀବନ ଆରୁ ନୂଆ ସପନର ପ୍ଲାଟଫର୍ମ। ଆଗକେ ବଢବାର ଲାଗି ପହରା ଆମର ସିଡି ।
ପହରା ଆମର କଥା, ତୁମର କଥା, ଆମର ସମକର କଥା। ଆମର ସମିଆର ସବୁଠୁ ସୁନ୍ଦର କଥା।
ଆମେ ଠିଆ ହେମୁ ଆପନମାନଙ୍କର ସୁଖ ଆର ଦୁଖ ଥି। ଆମେ ଆମର ଭାଷା ଆର ସଂସ୍କୃତିର ପହରାଦାର ହୋଇ କରି
ସବୁବେଲେ ଠିଆ ହେମୁ ଆପଣଙ୍କର ସାଙ୍ଗେ।
ପହରା, ଆମର ଭାଷାଥି ଆମର ତୁଲସୀ ଚଉରା।
Subscriber our channel, Follow our page and and stay connected with Awesome Sambalpuri Videos!
Contact Us:- paharaa24x7@gmail.com If you finds your content in our videos!
Thanks & Regards
www.Paharaa.com
#ସମାଜ​ #ସଂସ୍କୃତି​ #ସମାଚାର

Пікірлер: 9
@sportvlogs223
@sportvlogs223 3 жыл бұрын
Bahut badhia sundar katha
@pramodkisan9370
@pramodkisan9370 3 жыл бұрын
👍👍👍👍..all the best...
@kajalbhoi1054
@kajalbhoi1054 3 жыл бұрын
🙏👍
@pradeepmajhi7356
@pradeepmajhi7356 3 жыл бұрын
Good
@nottoday3045
@nottoday3045 3 жыл бұрын
ଉଡଶା ରାଇଜର୍ କଥା କହରେ ବୁହେନ୍ ... ଆଏବା କେତେ ବଛର୍ ଲାଗବା ଏନ୍ତା କୁର୍ଚି ଟେ ପାଏବାର୍ ଲାଗି....
@lknaik8163
@lknaik8163 3 жыл бұрын
Good morning
@ds-et6me
@ds-et6me 3 жыл бұрын
Nari sakti jindabad
@sonymishra4524
@sonymishra4524 3 жыл бұрын
ଆମର ଓଡ଼ିଶାର ଗୋଟିଏ ମଧ୍ୟ ନାଇନ।
@gaancreation1409
@gaancreation1409 3 жыл бұрын
2024 modi planning
Арыстанның айқасы, Тәуіржанның шайқасы!
25:51
QosLike / ҚосЛайк / Косылайық
Рет қаралды 700 М.
Gurbari mirdha memory
2:24
Bargarh Diary
Рет қаралды 43 М.