Рет қаралды 1,271
ମାଘ ମାହାତ୍ମ୍ୟ ବହି ଗୀତ ।। ଦ୍ବାବିଂଶ ଅଧ୍ୟାୟ ।। #maghapuranam #odiapurana #odiabhagabata
------------------------------------------------------------------------------------------------------------------------------------------------------
ମାଘ ମାହାତ୍ମ୍ୟ (ବହି ଗୀତ)
Lyrics - Traditional
Voice - Suchitra Tripathy
Edited by Suchitra Tripathy ( YouCut Vedio Editor in mobile)
Recorded by Suchitra Tripathy (ECHO Voice Recorder in mobile )
------------------------------------------------------------------------------------------------------------------------------------------------------
ଜୟ ଶ୍ରୀ ଜଗନ୍ନାଥ 🙏
ମାଘ ବ୍ରତ ଦ୍ବାବିଂଶ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା। ପବିତ୍ର ମାଘ ଶୁକ୍ଳ ସପ୍ତମୀ ତିଥିର ଅନେକ ଶୁଭେଚ୍ଛା।
ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ। ପ୍ରତ୍ୟେକ ମାସରେ ଘରେଘରେ ବିଭିନ୍ନ ପର୍ବପର୍ବାଣି ବହୁ ଆଡ଼ମ୍ବରରେ ପାଳନ କରିଥାନ୍ତି। ସେଥିମଧ୍ୟରୁ ମାଘମାସ ଅନ୍ୟତମ । ଏହି ମାସରେ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବାଗ୍ ଦେବୀ ସରସ୍ଵତୀଙ୍କର ପୂଜା ହୋଇଥାଏ। ସେହିପରି ଏହି ମାସରେ ମଧ୍ୟ କାର୍ତ୍ତିକ ମାସ ଭଳି ମାଘ ସ୍ନାନ ବିଧି ରହିଛି। ମାଘ ବ୍ରତୀ ମାନେ ପ୍ରତ୍ୟୁଷରୁ ଉଠି ସ୍ନାନ କରିଥାନ୍ତି, ହବିଷ୍ୟାନ୍ନ ଭକ୍ଷଣ କରିଥାନ୍ତି ଏବଂ ବ୍ରତକଥା ପଠନ ତଥା ଶ୍ରବଣ କରିଥାନ୍ତି।
ଏହି ଭିଡିଓରେ "ମାଘ ମାହାତ୍ମ୍ୟ" ବହି ଗୀତର ଦ୍ବାବିଂଶ ଅଧ୍ୟାୟ ଶୁଣିବାକୁ ପାଇବେ। ଏହି ଅଧ୍ୟାୟରେ ମଧ୍ୟ ଶ୍ରୀ ଭଗବାନ୍, ଉଦ୍ଧବଙ୍କୁ ପାପ ପୁଣ୍ୟ ଚରିତ ବୁଝାଇଥିବା ପ୍ରସଙ୍ଗରେ ଶୁଣିବାକୁ ପାଇବେ ଏବଂ ଲେଖା ଦିଆଯାଇଥିବାରୁ ନିଜେ ପଢ଼ି ପାରିବେ ।
ଭିଡିଓ ଟିକୁ ନିଶ୍ଚିତ ଭାବରେ ଦେଖନ୍ତୁ ଏବଂ Like , Share ଓ Channel କୁ Subscribe କରନ୍ତୁ, ଆସନ୍ତା ଭିଡିଓ ଗୁଡ଼ିକର Notification ପାଇବା ପାଇଁ 🔔iconକୁ click କରିଦିଅନ୍ତୁ। Comment Box ମାଧ୍ୟମରେ ନିଜର ବହୁମୂଲ୍ୟ ମତାମତ ଦେବାକୁ ଜମାରୁ ଭୁଲିବେନି।
-----------------------------------------------------------------------------------------------------------------------------------------------------
Your youtube queries:-
magha masa parbaparbani odia
magha purana
Magha Purana
magha puranam
Magha Puranam
Odia Magha Purana
Magha Brata Odia
Magha Mahatmya Purana Odia
Magha Masa
Magha Snana Odia
Magha brata odia
Magha masa
magha Brata Odia
magha Masa
magha mahatmya purana odia
magha masa
magha saptami odia
magha snana odia
maghabrataodia
odia magha saptami
Magha shukla saptami
chandrabhaga buda
Chandrabhaga on magha saptami odia
#odiapurana#odiabhagabata
#maghapuranam #maghamahatmya #maghasnana #maghabrata