ମେଘନାଦ ପାଚେରୀରେ ଫାଟ ନେଇ କାହାକୁ ଦାୟୀ କଲେ ଅମର ? | Odisha Reporter

  Рет қаралды 708

Odisha Reporter

Odisha Reporter

Күн бұрын

ପରିକ୍ରମା ପ୍ରକଳ୍ପ ହେଲା । ମେଘନାଦ ପାଚେରୀକୁ ଛାଡି ପ୍ରକଳ୍ପ ସମ୍ଭବ ନଥିଲା । 700 ବର୍ଷ ପରେ ମରାମତି ହେଲା ବୋଲି ସେତେବେଳେ ଖୁସି ବ୍ୟକ୍ତ କରି ଗଜପତି କହିଥିଲେ । ପରିକ୍ରମା ପ୍ରକଳ୍ପର ଅଳ୍ପ ଦିନ ଭିତରେ ମେଘନାଦ ପାଚେରୀ ଫାଟ ସୃଷ୍ଟି ହେବା ଗମ୍ଭୀର ବିଷୟ । ପରିକ୍ରମା ପ୍ରକଳ୍ପ ସମୟରେ ମେଘନାଦ ପାଚେରୀ ଅନ୍ତର୍ଭୁକ୍ତ ହୋଇଥିଲା ନା ନାହିଁ? ମରାମତି ହୋଇଛି ନା ନାହିଁ? ଦିତୀୟ କଥା ପ୍ରକଳ୍ପ କାମ ସମୟରେ ସତର୍କତା ପଦକ୍ଷେପ ନିଆଯାଇ ଥିଲା ନା ନାହିଁ? ଏହା ଅକ୍ଷମଣୀୟ ଅପରାଧ: ଅମର ଶତପଥୀ, ବରିଷ୍ଠ ରାଜନେତା
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #amarsatpathy #meghnadpacheri #Puri #Srimandir

Пікірлер: 3
@sadanandmohanty3537
@sadanandmohanty3537 Сағат бұрын
Jay sriram Jay jagannath Jay Odia Jay Amar Sir 🙏🙏🙏🙏🙏🙏🙏🙏🙏🙏🙏🙏🙏
@litaramsoren6649
@litaramsoren6649 Сағат бұрын
Magiha ana odia pandyan paisa khai gala
amazing#devil #lilith #funny #shorts
00:15
Devil Lilith
Рет қаралды 18 МЛН
HOW PEOPLE USE DONKEY ROUTE TO ENTER IN USA, MEXICO - USA BORDER CROSSING
40:41