ମୋ ଘର ନେଇ ମତେ ଭଡା ଦେଉନାହାନ୍ତି କର୍ପୋରେଟର..ପୋଲିସ ପାଖକୁ ଗଲେ ଦୁର୍ବ୍ୟବହାର କରୁଛନ୍ତି IIC !

  Рет қаралды 22,910

Odisha Bhaskar

Odisha Bhaskar

Күн бұрын

Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Odisha Bhaskar Online Presence:
linktr.ee/Odis...
KZbin - www.youtube.co...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews

Пікірлер: 132
@sasikantkant4780
@sasikantkant4780 4 сағат бұрын
ତୁରନ୍ତ ମୂଖ୍ୟ ମନ୍ତ୍ରୀ କୁ ଲେଖନ୍ତୁ, ତା ବିରୁଦ୍ଧ ରେ
@narendrahembram4495
@narendrahembram4495 3 сағат бұрын
Army huantu kimba Police Atyadhik madyapan kari Nije Ahankar re budi rahuchhanti Jantanku kan seba debe amane .
@ananda6789
@ananda6789 3 сағат бұрын
ଏଭଳି କାର୍ପୋରେଟର ମାନେ ଲୋକାଲ କୁଜି ନେତା ମାନେ ଭୁବନେଶ୍ୱର ରେ ସବୁ ୱାର୍ଡ ରେ ଦୂର ରେ ଥିବା ଲୋକଙ୍କ ଘର ମାଡି ବସୁ ଛନ୍ତି
@lingarajsagar9170
@lingarajsagar9170 2 сағат бұрын
ହଇରେ ଦିନର କୃଷ୍ଣ ଦୀନକୃଷ୍ଣ । ଶଳା ବେଲଜ୍ୟ ତୋ ସହିତ ତୋ ପରିବାର ର ଇଜ୍ଜତ ମାଟି କରିଦେଲୁ ।ତୋ ନା ରେ ଗୋଟିଏ କେସ ଭାବୁଥିଲି ହେଲେ ତୁ ତ ସତରେ ଅପରାଧ ର କଳା କୃଷ୍ଣ ।।
@joshabantagarnayak
@joshabantagarnayak Сағат бұрын
U r right sir
@akumar-y5h
@akumar-y5h 3 сағат бұрын
CM sir should take immediate action... Like matters
@biswajit9165
@biswajit9165 3 сағат бұрын
Police behaviour very bad 😔
@GourahariPradhan-z6k
@GourahariPradhan-z6k 3 сағат бұрын
Sir ଅତି ଶୀଘ୍ର ମିଡ଼ିଆ ପାଖରେ ଯାଉ କୁହନ୍ତୁ
@akbiswal2664
@akbiswal2664 4 сағат бұрын
Right Sir please come forward
@JaiUtkalaMaa
@JaiUtkalaMaa 3 сағат бұрын
ଓଡ଼ିଶାରେ ଚୋର ଓ ନେତାଙ୍କର ମଧୁଚନ୍ଦ୍ରିକାରେ ସାଧାରଣ ଲୋକ ଅତିଷ୍ଠ। ଶଳା ଲୋକଙ୍କ ଟ୍ୟାକ୍ସରେ ଦରମା ନେବେ। ସରକାରୀ ପଇସା ଚୋରୀ କରିବେ। ଲୋକଙ୍କ ପଇସା ଚୋରୀ କରିବେ। ଆପତି କଲେ ଲଙ୍ଗଳା କରି ଥାନାରେ ବାନ୍ଧି କି ବାଡେଇବେ। ମିଛ କେଶରେ ହାଜତରେ ଭର୍ତି କରିବେ। ନୁଆ ସରକାରଠୂ ଲୋକଙ୍କର ବହୁତ ଆଶା ଥିଲା ।ହେଲେ ଏଗୁଡିକ ବି କୋଉ କାମର ନୁହଁ।
@purnachandrabehera973
@purnachandrabehera973 2 сағат бұрын
ମୁଖ୍ୟମନ୍ତ୍ରୀ ଗିରିବାନ୍ସ କୁ ଆସିକି ଜଣାନ୍ତୁ, ବହୁତୁ ଭଲ ହବ, ତୁରନ୍ତ ଜଣାନ୍ତୁ,
@damodardash1273
@damodardash1273 3 сағат бұрын
ମଉକା ଦେଖି ଆଇନ କୁ ହାତ କୁ ନ ନେଲେ ଦୁନିଆ ରେ ବଞ୍ଚି ପାରିବେ ନାହିଁ
@PRAKASHMOHANTY-x1x
@PRAKASHMOHANTY-x1x 2 сағат бұрын
ବର୍ତ୍ତମାନ ଆଜ୍ଞା Judiciary investigation ହେବ,ଆପଣ ଆପଣଙ୍କର ଅଭିଯୋଗ ଲିଖିତ ଆକାରରେ ନିଯୁକ୍ତ ପାଇଥିବା ଜଜ୍ ଙ୍କୁ ଜଣାନ୍ତୁ।ଉକ୍ତ IIC ଙ୍କୁ କଠୋର ଦଣ୍ଡ ମିଳିବ।
@damodarbihari8718
@damodarbihari8718 44 минут бұрын
The matter is civil in nature Police has no power in this case This is for kind information
@saroj1296
@saroj1296 3 сағат бұрын
ଏହା ତ କାହିଁ ଇଁରାଜୀ ଟିଭି କିମ୍ବା ହୀନ୍ଦି ଟିଭି ରେ ବାଜୁନି
@ranjitsatapathy5951
@ranjitsatapathy5951 3 сағат бұрын
Immediately write to CM to teach lesson to that iic with bid corporater
@nityaomshanti
@nityaomshanti 4 сағат бұрын
Jaha hau police ra ahi bhali byabahara panie aji samaste dukhi
@trailoknathkhatua6995
@trailoknathkhatua6995 2 сағат бұрын
ଏହି ଭଳି ହିନ ଚରିତ୍ର ଆଉ ଲାଞ୍ଚୁଆ ପୋଲିସ ଅଫିସରଙ୍କ ସାମ୍ନାରେ ତାଙ୍କ ପରିବାର ସହିତ ଦୁଷ୍କର୍ମ ଏବଂ ବଳାତ୍କାର ହେବା ନିହାତି ଆବଶ୍ୟକ ନଚେତ ଡିଉଟି ପିରିୟଡ଼ ଭିତରେ ଡୋର ବନ୍ଦ କରି ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେବା ଆବଶ୍ୟକ
@bikramsahoo2416
@bikramsahoo2416 2 сағат бұрын
Iic gote ଦଲାଲ, jail ପଠାଅ
@sorotoka9717
@sorotoka9717 2 сағат бұрын
ଏଇ ଭଳି ପୋଲିସ କୁ ଲଙ୍ଗଳା କରି ପିଟି ବା କଥା ଶଳା କୁ ଜେଲ ରେ ପୁରାଅ...
@ratnakarsahu9288
@ratnakarsahu9288 2 сағат бұрын
ସରକାର ନୂଆ ହେଲେ ବି ଶାସନ ଯାହା ସେଇଆ।
@PrashanaBarik-sv1vp
@PrashanaBarik-sv1vp 4 сағат бұрын
Sabu thik heijib
@rajeshpradhan2651
@rajeshpradhan2651 2 сағат бұрын
Don't worry Sir. This time he will go permanently
@Tapan16928
@Tapan16928 3 сағат бұрын
Ebe jaha laguchi, Ankita bhula thile b thik, yanku darkar semiti
@gobardhanbarik6616
@gobardhanbarik6616 3 сағат бұрын
Kan Chachhi Odisha Re Chhhi Chhhii Odisha Police.....
@sandipjena618
@sandipjena618 2 сағат бұрын
Pls. Information new govt
@haraprasadmahanta4657
@haraprasadmahanta4657 37 минут бұрын
ପୁରା ବିଜେଡି କର୍ପୋରେଟର ସହିତ ମିଶି କାମ କରୁଥିଲେ
@beautyenhancebysimi6727
@beautyenhancebysimi6727 3 сағат бұрын
Please meet cm mohan babu
@KARTIKN786
@KARTIKN786 2 сағат бұрын
Good
@SubhasiniSamal-h2d
@SubhasiniSamal-h2d 3 сағат бұрын
ଏହି ଭଳି conflict ରେ ପୋଲିସ ଖାଲି ହନ୍ତସନ୍ତ ହେବ ସିନା...Civil Dispute ରେ ପୋଲିସ ର କିଛି ବିଶେଷ role ନଥାଏ...still ଲୋକ ଭାବନ୍ତି ପୋଲିସ ଆମ ପାଇଁ ଗୁଣ୍ଡା ସାଯୁ ଆଉ ଆମ ଘର ଖାଲି ଦଉ...ଆଉ ଘର ଖାଲି କରିବା ପାଇଁ ପୋଲିସ ଯଦି କହିବ...opposite ଲୋକ କହିବ ମୁ victim ହେଇ ଗଲି... ଏଣୁ ମାଇଲେ ଗୋହତ୍ୟା..senu ମାଇଲେ ବ୍ରହ୍ମହତ୍ୟା...so it's a request public prathame aware ହୁଅନ୍ତୁ ପୋଲିସ କଣ କରିପାରିବ ଆଉ କଣ ନକରି ପାରିବ...ପୋଲିସ କୁ superman କିମ୍ବା ସୁପ୍ରିମ authority nabhabantu
@deepanjalibarik2347
@deepanjalibarik2347 3 сағат бұрын
Ae loko janaka ta nisa khainahanti .?? Same on Odisha Police
@keepsmiling2847
@keepsmiling2847 2 сағат бұрын
Simply lodge a complaint to CMO Odisha through eabhijog odisha
@purnachandradehury7559
@purnachandradehury7559 Сағат бұрын
ଗୋଟିଏ ଦାବି cbi ତଦନ୍ତ ହେଉ ।
@Chagala43
@Chagala43 3 сағат бұрын
Only public mada aau kichi katha barta nahin. Total public mada
@ArunDas-su9ly
@ArunDas-su9ly 3 сағат бұрын
Write to pmo
@sulagnanarayanmishra9514
@sulagnanarayanmishra9514 3 сағат бұрын
This is the image of police
@birakishorerajguru8160
@birakishorerajguru8160 3 сағат бұрын
This is face of odisha police, 😅
@BhismaMahananda-b2f
@BhismaMahananda-b2f 33 минут бұрын
ଏ ଦୁନିଆ ରେ କଣ ହେଉଛି ହେ ଭଗବାନ
@akumar-y5h
@akumar-y5h 3 сағат бұрын
CM nku grievance re Dekha karantu
@gobardhanbarik6616
@gobardhanbarik6616 3 сағат бұрын
Odisha Police Kana Khuli Suna Chhhii Odisha Police
@MrSachinandan
@MrSachinandan 2 сағат бұрын
Bhai, Immdeat filed a case against Deepak Mishra and local police.
@ManasPatel-sf7nc
@ManasPatel-sf7nc 3 сағат бұрын
Jaldi Khaali Kara
@omkarahi
@omkarahi 36 минут бұрын
ଜଣI ପଡୁଛି ଯେ ଆମେ ବର୍ତ୍ତମାନ ପ୍ରସ୍ତର ଯୁଗରେ ବାସ କରୁଛୁ | ଯେତେବେଳେ ନିର୍ବାଚିତ ନେତା ଏବଂ ପୋଲିସ୍ ଆଇନ ଭାଙ୍ଗନ୍ତି ଆମେ କିପରି କହିପାରିବା ଯେ ଆମେ ଏକବିଂଶ ଶତାବ୍ଦୀରେ ବାସ କରୁଛୁ?
@purnaodisha5712
@purnaodisha5712 2 сағат бұрын
BJD ସରକାର ନାହିଁ ଗୁଣ୍ଡା ଗିରି ଚଳିବ ନାହିଁ ଓଡ଼ିଶା ବାସି ପୋଲିସ ଥାନାରେ ଏଥର ସମାଧାନ କରିବାରେ ଆସା କରାଯାଏ
@ashispatnaik1981
@ashispatnaik1981 3 сағат бұрын
This is not good at all. Police behaviour is very bad.
@DinakrishnaPanda-oj5gc
@DinakrishnaPanda-oj5gc 9 минут бұрын
ଏବେ କମିଶନଙ୍କ ନିକଟରେ ପ୍ରକାଶ କରନ୍ତୁ।
@sarojkumarmohanty6139
@sarojkumarmohanty6139 3 сағат бұрын
Apan court jai Nyaee bhikhya karantu ,Bhagaban nichita Apananku Nyaee debe ,
@srikanta671
@srikanta671 51 минут бұрын
ଏଭଳି ଆଇଆଇସି କୁ ସାଧାରଣ ଲୋକେ ପିଟିକି ମାରି ଦେବେ,,,,, ଏଇଟା ପୋଲିସ ନା ଗୋଟିଏ କ୍ରିମିନାଲ,,,,,,ଏ ମାଗିଆ କୁ ଚାକିରୀ କିଏ ଦେଲା,, ,
@abhiabhi2511
@abhiabhi2511 5 минут бұрын
ଭାଇ ଏଥର ମଉକା ମିଳିଛି ଚଉକା ନୁହେଁ ସିଧା ଛକା ମାରନ୍ତୁ ଶଳା ସସ୍ପେଣ୍ଡ ହୋଇଛି case ଦିଅ ଚାକିରୀ ନେଇଯାଅ
@deepanjalibarik2347
@deepanjalibarik2347 3 сағат бұрын
Odisha sarkar kebela vote collection pai sabubele busy.. Action naba kie justification miliba kemiti loko nku...
@SriHariRadhaKrishna
@SriHariRadhaKrishna 3 сағат бұрын
ଆଗରୁ ସୋଇଥିଲ.. ଏବେ ବେଡି ଉପରେ କୋରଡ଼ା ମାଡ ଭଳିଆ ଆସୁଛ
@binodinibiswal1622
@binodinibiswal1622 3 сағат бұрын
Soithile kn..police jadi sunithanta thik samayare aji adina asi nathanta......
@salbegpradhan4118
@salbegpradhan4118 3 сағат бұрын
ପୋଲିସ ସୋଇଥିଲା ମେକସି ପିନ୍ଧି
@papun6380
@papun6380 3 сағат бұрын
କାଲା କି ତୁ, ଏ ବ୍ୟକ୍ତି କହୁଛନ୍ତି ଟି police କିଛି କଲାନି boli ଆଜି ଏଥି
@padminisahu3095
@padminisahu3095 Сағат бұрын
Apana sei corporator ra relative bodhe..
@MotilalSwain-r9m
@MotilalSwain-r9m 3 сағат бұрын
Corrupted police
@sukanahati5628
@sukanahati5628 2 сағат бұрын
Cm ku inform kara.
@salbegpradhan4118
@salbegpradhan4118 3 сағат бұрын
Arriors ସହିତ ମିଳିବ
@anupkumarmondal502
@anupkumarmondal502 2 сағат бұрын
ସରକାରଙ୍କୁ ଅନୁରୋଧ ଏହି ବ୍ୟକ୍ତିଙ୍କୁ ନ୍ୟାୟ ମିଳୁ ଆଉ ଏ ପୋଲିସ ବାବୁଙ୍କ ଗୁଣ୍ଡା ଗିରି ଆଉ ଲୋକଙ୍କ ସହ ମନମୁଖି କଥା ବାତ୍ରା କେତେ ଦିନ ଯାଏ ଚାଲିବ. ବିଜେଡି ସରକାର ଥିବାବେଳେ ଯାହା ହୋଉଥିଲା ଏବେ ବିଜେପି ଆସିବା ପାରେ ବି ଯୋଡି ତାହା ହେବ ହେଲେ ଆମେ 5ବର୍ଷ ରହିଯିବୁ। ପୁଣି ବିଜେଡି ସରକାର ଗଠନ କରିବୁ ଆଉ ଉପାୟ କଣ ଅଚ୍ଛି।
@ramakantarout2484
@ramakantarout2484 55 минут бұрын
Very sad
@SuryakantaSahoo-j1z
@SuryakantaSahoo-j1z 2 сағат бұрын
Bhai Mane dekhantu police ra kalakaranama
@anantc.h.s.kharghar457
@anantc.h.s.kharghar457 3 сағат бұрын
see the plight of an educated law abiding citizen. shame odisha police.. THey do not deserve any sympathy.
@GobindaMohanty-i5d
@GobindaMohanty-i5d Сағат бұрын
Ae sabu samasta nka bayana jana paduchi se ankita mdm ra kichhi😂vula nahi se asila boli aji asabu gote gote dhara padile thank you sir apanaka mata mata janeithibaru
@preetmohanty3587
@preetmohanty3587 3 сағат бұрын
Se corporator mghia and police IIC ku suspend kara jau
@ronaldreagan878
@ronaldreagan878 Сағат бұрын
Terminate karajau
@SmitaSwain-s1f
@SmitaSwain-s1f 32 минут бұрын
Corporator as like village word member.3rd row grama rakhi
@mkumar4593
@mkumar4593 3 сағат бұрын
Local police ra kichi abasyaka nahi samaste strike kari police ku pura uthai diya
@PeacefulJudgement-pf8zp
@PeacefulJudgement-pf8zp Сағат бұрын
ଓଡ଼ିଶା ପୋଲିସ ପରମ.....
@mragrncy9144
@mragrncy9144 3 сағат бұрын
Sir It is the normal behavior of a odosha police.
@KonarkExplorers
@KonarkExplorers Сағат бұрын
ସବୁ police ବାବୁ ଓ ବାବୁଆଣୀ କଂ ପରିବାର ଲୋକ Please ଦେଖନ୍ତୁ । ଯାହା ପାଖକୁ ଯିବ , ତା ପାଖରେ ଏମିତି ଅଗେଂନଭା କଥା 😢😢। ମୋର ବି ସେମିତି experience ଅଛି ।
@sriharibehera
@sriharibehera 2 сағат бұрын
ଯାହା କୁ ହ -ଆମେ ଓଡିଶା ବାସୀ ଓ ଆମ ମା ଭଉଣୀ ପୁଲିସ ର ଏଭଳି ବ୍ୟବହାର ରେ ସନ୍ତୁଷ୍ଟ ଓ ଖୁସି ,ଆମ ପୁଲିସ କୁ କେହିବଦନାମ କଲେ ଆମେ ଛାଡିବୁନୀ, !!!!????
@dks_Officialchannel
@dks_Officialchannel 2 сағат бұрын
Kn karidebu lancha jie khae odisa ra kn keuthy mada hin drkr
@uttamdas9353
@uttamdas9353 Сағат бұрын
Take action against police immediately
@akumar-y5h
@akumar-y5h 3 сағат бұрын
Very pathetic...
@sanjaykumishra5186
@sanjaykumishra5186 3 сағат бұрын
Jete loka bharapur thana ku jaauthile semane doshi police ekmatra sata
@papu60457
@papu60457 27 минут бұрын
Plz come soon and take action on iic , this is the right time .
@funtychannel3319
@funtychannel3319 3 сағат бұрын
Kichi alajya loka acchanti jou mane army au se ladies case ra comment re lekhuchanti aama police birudhare anyaya hoichi, semanka suspension jaldi withdraw Kariba pain.
@prabhakarmishra8503
@prabhakarmishra8503 Сағат бұрын
ମାଗିହା କୁଜି ନେତା କୁ ବିଜେପି ଗେହିଁବ. ସାର, ଆପଣ ଚିନ୍ତା କରନ୍ତୁ ନାହିଁ. କମ୍ପ୍ଲେନ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି କରନ୍ତୁ ଏବଂ ମୁଖ୍ୟ ଶାସନ ସଚିବ ଙ୍କୁ ଚିଠି କରନ୍ତୁ. ଅତିଶୀଘ୍ର iic ଘର କୁ ବେଡିଙ୍ଗ ଧରି ଯିବ. ଓଡିଶା ଶୀଘ୍ର ଆସନ୍ତୁ... କାମ ହଇଯିବ. ଓକେ
@jyotiprakashnayakjyotiprak5086
@jyotiprakashnayakjyotiprak5086 3 сағат бұрын
Bhai amaku ghara Vada miliba..
@santoshsenapati1447
@santoshsenapati1447 55 минут бұрын
Iic R banda re current crg kara jau
@akhilsongs9421
@akhilsongs9421 2 сағат бұрын
Au kte evidence darkar se IIC ku dismiss Kariba pain...
@ad8510
@ad8510 2 сағат бұрын
sidha jail jiba darkar crime kalay jadi janay loka arrest hauchi ea kn pae dismis hebe
@swayampanda4091
@swayampanda4091 52 минут бұрын
Sir you shoud Return to Germany and meet the Chief minister of Odisha and DG Police odisha,to solve your problem,
@sangeetakundu7932
@sangeetakundu7932 50 минут бұрын
Sir ethi sadharana loka mane hin besi hairana hau chanti..
@balatala2558
@balatala2558 3 сағат бұрын
ତାର mghy ର ଘର କି ତାକୁ v jail Patha
@damodarbihari8718
@damodarbihari8718 41 минут бұрын
U r a educated persons u should know the law. It is ur fault in civil matter u approach the police. U should consult a lawyer.
@AntaryamiSamal-nc6uo
@AntaryamiSamal-nc6uo 2 сағат бұрын
ଓଡ଼ିଶାର ଲୋକେ ଗୋଟେ କିଏ ଭଲ କହୁଚି କହିଲ ମୋର ଜଜସାରଙ୍କୁ ଅନୁରୋଧ ଏ ସୋସିଆଲ ମିଡ଼ିଆରେ କେହି ଗୋଟେ ଭଲ ପୋଲିସ ବାଲାଙ୍କୁ କହୁଚି ସବୁ ତ ନୁହେଁ ପ୍ରାଏ ଚୋରଙ୍କର ସର୍ଦାର
@sayedalim1348
@sayedalim1348 Сағат бұрын
High court
@Theteensibling77
@Theteensibling77 3 сағат бұрын
Chhi chhi chhi police jungle raj
@jayantatandi914
@jayantatandi914 Сағат бұрын
Sir iic na re complain karuntu ,aau jastics Chita ranjan sir kahichanti police Naa re kichi complaint aachi hele govt ku co-operate karantu ,
@satejkumardash8651
@satejkumardash8651 Сағат бұрын
Plz complain to dgp
@jayantakumarmuduli8652
@jayantakumarmuduli8652 17 минут бұрын
ଜୋର ଯାର ମୁଲକ ତାର,😢
@deepakkumar-vh9xh
@deepakkumar-vh9xh 3 сағат бұрын
A video tike jou officer mane police babumananka pain support re asuchanti tanku tike share karidiantu emti lanchua Jane Jane police babunka pain pura police blame hauchanti
@dambrudharnayak7809
@dambrudharnayak7809 9 минут бұрын
ମହୋନ‌ ସାରଙ୍କୁ ଚିଠି ଲେଖନ୍ତୁ
@SanjayBhoi-se7su
@SanjayBhoi-se7su 2 сағат бұрын
Sea iic ku nagala kareki pita
@Biswajit2019-n3y
@Biswajit2019-n3y 17 минут бұрын
Odisha ra sabu iic chora dakayat .ଓଡିଶା ପୋଲିସ ଚୋର ଡକାୟତ ସହ ସାଥ ଦେଇ କମିଶନ ପାଏ ଆଓ ସାଧାରଣ ଲୋକ FIR ଦେଇ ଗଲେ ତାକୁ ଦୁର୍ବ୍ୟବହାର କରେ ଡରାଏ ଧମକାୟେ l କୋ ପୋଲିସ ଷ୍ଟେସନ ରେ ପୋଲିସ FIR ରଖୁ ହିଁ ନାହିଁ l ଓଡିଶା ର ସବୁ ପୋଲିସ ଷ୍ଟେସନ ର review ହବା ଦରକାର l
@mantoshmohanty3712
@mantoshmohanty3712 13 минут бұрын
24 yrs haba Police corporator, word councilor , gaon word member, sarpanch, kuji neta, Broker mananka katha mananti , pura khira neera samparka. Full mul-chal. Educated simple loko mananka katha sunibar nahin. Apan ebe Hon'ble CM. M. Majhi sirnku written grievance diontu. Jaha thik se nischit direction karidebe bhabuchhi.
@ad8510
@ad8510 2 сағат бұрын
kuday galay jou mane support karuthilay daykha asala chera daykha satre bagaban upare achanti
@ramakantarout2484
@ramakantarout2484 48 минут бұрын
Aku se police ra family, au ex police Sangha dekhantu
@DanduPradeeppatra
@DanduPradeeppatra 52 минут бұрын
Jail ku patha
@sonalikhuntia1365
@sonalikhuntia1365 Сағат бұрын
Sunatuni kichhi Sir taku turanta khali karantu jamaru au ghara debeni bhada chabi pakei Jarman jibe bhada ndei bahana karuchi 10/000 dabar bala nahi aei loka puni sadhe chari laxya kharcha karichi kn pai karithilu Sabu michha onara ghara sia tanka ghara sajadibe ncheta sajadibeni mora binati anuridha policy babu mane aeini ra raxyak uchiti naya diantu nhele Janata nkar Biswasha tuti jiba jay Jagannath sabu dekhucha prabhu uchiti naya au tanka ghara tanki farei diantu
@balarambhoi1185
@balarambhoi1185 52 минут бұрын
Ea Dina krushna nuha Kala krushna
@dambrudharnayak7809
@dambrudharnayak7809 10 минут бұрын
ମାଘିଆ ପୋଲିସ ହାରାମି ଗୁଡାକ
@ganeshkumarswain9166
@ganeshkumarswain9166 30 минут бұрын
ସେ ସଳା iic ପରମ mgh ଥିଲା
@bijayanandapanda8816
@bijayanandapanda8816 Сағат бұрын
Bjd କହିଥିଲା ଗଭର୍ଣ୍ଣର ପୁଅ କଥା କଣ ହେଲା ଢୋ 😂
@bdharitridevi761
@bdharitridevi761 2 сағат бұрын
Au kichi Dina pare dinkrusha babu nka naa re sara dunia ru complain asiba
@ramakrushnamohapatra_pupun
@ramakrushnamohapatra_pupun Сағат бұрын
Ete vadra haba ta Agyan thik nuhe
@satejkumardash8651
@satejkumardash8651 Сағат бұрын
Se IIC ku turanta jail forward kara
@manasranjantripathy5159
@manasranjantripathy5159 3 сағат бұрын
Odisha police is very bad and curopted
@maamangal3403
@maamangal3403 3 сағат бұрын
Odisa ra jou gagaku jao police ra gundaraj bisayre sunibaku paiba
@tunanari6397
@tunanari6397 Сағат бұрын
E bhalia paristiti jadi pulice Kariba, tebe sadharana loka nka abasta kana heba.
How A Poor Boy Built Oberoi Hotels
17:18
Shivanshu Agrawal
Рет қаралды 2 МЛН
Angry Sigma Dog 🤣🤣 Aayush #momson #memes #funny #comedy
00:16
ASquare Crew
Рет қаралды 51 МЛН
The Sad Life of RICH People | Trapped in Rat Race | Dhruv Rathee
21:27