ମୋହନ ମନେ ପକାଇଦେଲେ ନବୀନଙ୍କ 5T ସଚିବଙ୍କ କଥା || CM Mohan Majhi || Grievance Cell || VK Pandian || OR

  Рет қаралды 728,001

Odisha Reporter

Odisha Reporter

Күн бұрын

ମୋହନ ମନେ ପକାଇଦେଲେ ନବୀନଙ୍କ 5T ସଚିବଙ୍କ କଥା || CM Mohan Majhi || Grievance Cell || VK Pandian || OR
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#Odisha #OdishaReporter #OdishaCM #GrievanceCellOdisha #MohanMajhi #grievancecell #mohanmajhi #VKPandian #NaveenPatnaik #bjd #bjp #OdishaPolitics #Bhubaneswar

Пікірлер: 481
@chandanswain6556
@chandanswain6556 3 ай бұрын
ହେଲିକେପ୍ଟର ଉଡ଼ିକି ଲୋକ ଙ୍କ ସମସ୍ୟା ର ସମାଧାନ କରାଯାଏନି , ବେଲଜ୍ୟା ବିଜେଡ଼ି ଦଳ ଟିକେ ସିଖୁ
@akashlenka3213
@akashlenka3213 3 ай бұрын
BJD ର ବିସର୍ଜନ ହେବ ଏବେ
@santas4334
@santas4334 3 ай бұрын
Right 👍 ​@@akashlenka3213
@Natabar16
@Natabar16 3 ай бұрын
କେତେ ଲୋକଙ୍କ ସମାଧାନ ହେଲା କି ଆଜି
@_mr___rajput
@_mr___rajput 3 ай бұрын
​@@Natabar16 hnn bahut jananka ra hoichhi
@Saratofficial3423
@Saratofficial3423 3 ай бұрын
BJD samas heba darkar​@@akashlenka3213
@LovemyyBharat
@LovemyyBharat 3 ай бұрын
ନବୀନ ବାବୁ ରହୁଥିଲେ ନବୀନ ନିବାସ ରେ , ମୋହନ ବାବୁ ରହୁଛିନ୍ତି ଜନତାଙ୍କ ଗହଳରେ 🙏
@akashlenka3213
@akashlenka3213 3 ай бұрын
ନବୀନ ବାବୁ ଜଣେ ବଡ଼ କୋକ ମୋହନ ବାବୁ ଜଣେ ଜନତା ର ଚାକର ❤
@KapileswSahu
@KapileswSahu 3 ай бұрын
. ​@@akashlenka3213
@ମୋହନ_ମାଝୀ
@ମୋହନ_ମାଝୀ 3 ай бұрын
​@@akashlenka3213😂😂😂 ବାଲା ନା କୁକୁର
@akashlenka3213
@akashlenka3213 3 ай бұрын
@@ମୋହନ_ମାଝୀ ନବୀନ ବାବୁ କୁକୁର🤔🤔🤔 ହେ ନବୀନ ବାବୁ ଆପଣ ହିଁ ଗାଣ୍ଡୁ
@kapurasoren6392
@kapurasoren6392 3 ай бұрын
​@@akashlenka3213Bhagwan amo dako sunanti mean Bhagwan amo chakara!?
@bijayapppradhan4563
@bijayapppradhan4563 3 ай бұрын
ଯିଏ ଗରିବ ଘରୁ ଆସିଛି ସେ ଗରିବ କଥା ବୁଝିପାରିବ। ରାଜା ପୁଅ କେବଳ ଇଂଲିଶ ଫାସୁ ଫାସୁ କହିଲେ କଣ ଲାଭ। ବଡ ପାଠୁଆ ମାନେ ପିତା ମାତାଙ୍କୁ ଵୃଦ୍ଧାଶ୍ରମ ରେ ପଇସା ଦେଇ ରଖିଲା ଭଳି।
@manojdas1374
@manojdas1374 2 ай бұрын
Are Bhai murkha nabin kn bujhiba
@dineshlovemaster4853
@dineshlovemaster4853 3 ай бұрын
ମୋହନ ସାର ଙ୍କ ଏ ପଦେକ୍ଷପ ସ୍ବାଗତ ଯୋଗ୍ଯ ❤
@DurgaHansdah-wb7rr
@DurgaHansdah-wb7rr 3 ай бұрын
ମୋହନ ସରକାର ନୂଆ ଅଛି ବୋଲି ବୁଲୁଛି ପୁରୁଣା ହୋଇଗଲେ ମୂଷା, ସାପ ଭୋଳି ଗାତ ଭିତରେ ରହିବ
@KalpanaMangaraj
@KalpanaMangaraj 3 ай бұрын
sabu lokandekhania
@nirasahoo284
@nirasahoo284 Ай бұрын
Time will say. We should watch for one year. If this govt. betrays with odisha people then people will decide their fate in next election.
@jayantkumarjena2507
@jayantkumarjena2507 3 ай бұрын
ଏ ହେଉଛି ଜନତା ଦ୍ୱାରା ନିର୍ମିତ ଜନତା ଜନାର୍ଦ୍ଦନ ଙ୍କ ସରକାର ଜୟ ଜଗନ୍ନାଥ
@akashlenka3213
@akashlenka3213 3 ай бұрын
ଏହା ହେଲା BJP ସରକାର ❤ ମହାପ୍ରଭୁ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ସ୍ୱୟମ ନିଜ ହାତରେ ଶାସନ ଧରିଛନ୍ତି
@santas4334
@santas4334 3 ай бұрын
​@akashlejay jagannath 🙏
@RajeswariSa-lq5dk
@RajeswariSa-lq5dk 3 ай бұрын
​Lillllp # ####🎉😅❤
@pritampolei7087
@pritampolei7087 3 ай бұрын
Jai jai shree ram Jai jagannath
@raghumaninayak9593
@raghumaninayak9593 3 ай бұрын
ନୂଆ ସରକାରଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରୁଛି।
@amrjitbiswal7243
@amrjitbiswal7243 3 ай бұрын
ବିଜେଡିଠାରୁ ବିଜେପି ବହୁତ ଗୁଣରେ ଭଲ
@bapisadangi3373
@bapisadangi3373 3 ай бұрын
ହାରାମି ନବୀନ ପଟ୍ଟନାୟକ ଧୁଆଁ ପାକିସ୍ତାନ ଶାସନ ପାଣ୍ଡୁପେଳଚଟା,ଅଳିଆଗଦା ବିଜେଡିଦଳ, ଓଡ଼ିଶାରେ ବିଜେପି ସରକାର କାର୍ଯ୍ୟ କେମିତି ଲାଗୁଛି ଏ ହେଉଛି ଗରିବ ଜାତି ଚାଷୀ ଜାତି ଆଦିବାସୀ ଜାତି ଶ୍ରମିକ ଜାତି ର ସରକାର ବିଜେପି 🎉 ଅତି ସୁନ୍ଦର
@nilambarmohanty9385
@nilambarmohanty9385 3 ай бұрын
🙏🙏
@AKASHKUMARFFYT07
@AKASHKUMARFFYT07 3 ай бұрын
Remote control kandhei Sarakar
@MalayaRanjanPradhan-co9pk
@MalayaRanjanPradhan-co9pk 3 ай бұрын
First impressions last long.jay Shree Ram​@@AKASHKUMARFFYT07
@satyabratadas3635
@satyabratadas3635 3 ай бұрын
Galu marijiba Raha kichi din
@nahdarpmaytas5839
@nahdarpmaytas5839 3 ай бұрын
Chamcha Spotted ​@@satyabratadas3635
@somendusatapathy6538
@somendusatapathy6538 3 ай бұрын
ବୁଢା ମୁଖ୍ୟମନ୍ତ୍ରୀ ନଥିଲା ଯେ ଅୟସ କରୁଥିଲା। ଓଡ଼ିଆ ନଜାଣିବା ଅଭିନୟ ସାହାଯ୍ୟ କରୁଥିଲା।
@littlequeenrakhi
@littlequeenrakhi 3 ай бұрын
ମୋହନ ହେଲେ କୃଷ୍ଣ ହେଲେ ଏଭଳି ସବୁବେଳେ ରହିବା ଉଚିତ୍
@Binayakumaradhal
@Binayakumaradhal 3 ай бұрын
ଧର୍ମ ର ନିଶ୍ଚିତ ଜୟ ହେଇଛି,,, ବିଜେପି ନିଶ୍ଚିତ ଲୋକଙ୍କ ଦୁଃଖ ବୁଝିବେ ଜୟ ଜଗନ୍ନାଥ
@subhashreemajhi9658
@subhashreemajhi9658 3 ай бұрын
ଅଭିଯୋଗ ଶୁଣାଣି ପାଇଁ ସଜେସନ ଦେଇଥିବା ଆଜ୍ଞାଙ୍କୁ ଅନେକ ଅନେକ ଧନ୍ୟବାଦ l
@SnehalataPradhan-gw1lc
@SnehalataPradhan-gw1lc 3 ай бұрын
ଧନ୍ୟବାଦ ମହାଶୟ ଏହି ଦିନକୁ ଅପେକ୍ଷା ଥିଲା 👍👍🙏🙏🙏🙏
@kailashrana5820
@kailashrana5820 3 ай бұрын
ଅତି କମରେ ଗୋଟିଏ ବର୍ଷ ଲଗାତାର ଅଭିଯୋଗ ଶୁଣିବା ଦରକାର ଏବଂ ଯଥା ଶୀଘ୍ର ସମାଧାନ ହେବା ଆବଶ୍ୟକ ।ଏପରି ହେଲେ ପ୍ରଶାସନ ସଜାଗ ହେବ ଏବଂ ଧୀରେ ଧୀରେ ଅଭିଯୋଗ ସଙ୍ଖ୍ଯା କମ୍ ହୋଇ ଶୂନ ହୋଇ ଯିବାର ସମ୍ଭାବନା ବି ଅଛି ।କିନ୍ତୁ ଧ୍ୟାନ ଏହି ଶୂନ ପର୍ଯ୍ୟନ୍ତ ହେବାର ଅଛି ।ଧନ୍ୟବାଦ।
@SatrughanNayak-qf1rt
@SatrughanNayak-qf1rt 3 ай бұрын
କେଉଁ ଗରୀବ ପାଇଁ କଣ କରିଛି ପାଣ୍ଡିଆନ୍, ଅଭିଯୋଗ ପତ୍ର ପାଇଁ ହେଲିକ୍ୟାପଟର ରେ କୋଟି କୋଟି ଟଙ୍କା ଫୁଙ୍କି ଦେଲେ କିନ୍ତୁ କାହାରି କୁ କିଛି ସାହାଯ୍ୟ କରି ନାହାଁନ୍ତି, ଆଜି ଯାହା ଦେଖିଲୁ ଜନସାଧାରଣ ଉପକୃତହେବେ, ଏମିତି ଜନ ଶୁଣାଣି ଚାଲିଥାଉ ଜୟ ଜଗନ୍ନାଥ
@jchoudhury274
@jchoudhury274 3 ай бұрын
ଅଣ ଓଡ଼ିଆ ତାମିଲ ମୁଖ୍ୟ ମନ୍ତ୍ରୀ ଙ୍କ ରାଜ ସରିଲା ଆମ ସାଧାରଣ ଲୋକଙ୍କ ମୁଖ୍ୟ ମନ୍ତ୍ରୀ ମୋହନ ସାର୍ ଜୟ ଜଗନ୍ନାଥ
@koilihota6354
@koilihota6354 3 ай бұрын
Mohan sabu chhodibe
@mitalipriya7813
@mitalipriya7813 3 ай бұрын
​@@koilihota6354 correct bro .khali dekhania katha . avijog sunibe but kintu solution milibani.
@pritampolei7087
@pritampolei7087 3 ай бұрын
Chhodibe ki nahi se ta samay kahiba babu.athara khali mp-0 hoichi,ara tharaku MLA -0 heba dekhiba baki rahila
@ମୋହନ_ମାଝୀ
@ମୋହନ_ମାଝୀ 3 ай бұрын
​@@pritampolei7087😁😁🫣🫣🤣👌👌
@sukantaalatia738
@sukantaalatia738 3 ай бұрын
ମୋହନ ସାରଙ୍କୁ ଧନ୍ୟବାଦ ଅସଲ ନେତା ଓଡିଶା କୁ ରାମ ଭଗବାନ ଆସିଛନ୍ତି କି ଆନନ୍ଦ ଲାଗୁଛି ବିରୋଧୀ ଦଳ ଛାନିଆ ଜୟ ଶ୍ରୀ ରାମ
@sbvlogvedios9243
@sbvlogvedios9243 3 ай бұрын
JAY SHREE RAM 🪔🪔
@ମୋହନ_ମାଝୀ
@ମୋହନ_ମାଝୀ 3 ай бұрын
🙏🙏ଜେ ଶ୍ରୀ ରାମ 🙏🙏
@jayajuktanaik8440
@jayajuktanaik8440 3 ай бұрын
Jai shree ram
@chandankumarnaik4456
@chandankumarnaik4456 3 ай бұрын
ଆଜି ମୋ ମନ ପବିତ୍ର ହେଇଗଲା ଧର୍ମର ଜୟ ହେଇଛି ଧନ୍ୟବାଦ ମୋହନ୍ ସାର୍ ଗରିବଙ୍କ ସାହାରା ବିଜେପି ସରକାର୍
@brajakishorepadhi4022
@brajakishorepadhi4022 3 ай бұрын
ନବୀନ ଭଳି ମୁରଦାର କୁ ଲୋକେ ଭୋଟ ଦେଇ ସାଆନ୍ତ ଗେହି କରେଇ ଥିଲେ। ୟେବେ ମୁରଦାର ନବୀନ ସଫା
@shibasing5084
@shibasing5084 3 ай бұрын
ପାନ୍ଡିଆନ୍ କୁ ଏବେବି ସାର୍ ଡାକୁଛ ସଳଟା ଆମ ଓଡିଶା କୁ ଲୁଟିଛି ଯିଏ ତାକୁ ପୁଣି ସାର୍ ତାକୁ ପାନ୍ଡିଆନ୍ ଚୋର କୁହ
@music-world7825
@music-world7825 3 ай бұрын
ସେ ବିଜେଡି ହଉ କି ବିଜେପି ଓଡିଶା DEVELOPE ହବା ଦରକାର
@krushnasahu7514
@krushnasahu7514 3 ай бұрын
ଏବେ କ୍ରୀତଦାସ ଆଖି ଖୋଲି ଦେଖ ପ୍ରଜାଙ୍କ ଦୁଃଖ କେମିତି ଶୁଣାଯାଏ. ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ.
@suryanarayan136
@suryanarayan136 3 ай бұрын
plZ ,,sarvagila କୁମ୍ଭକର୍ଣ୍ଣ ଏବେ ସୋଇଛି, ଉଠିବ aau sidha CBI PAKHAKU
@dcreative2544
@dcreative2544 3 ай бұрын
ସରକାର ଏମିତି ହେବା ଦରକାର
@rishikesh4340
@rishikesh4340 3 ай бұрын
ଶକ୍ତିଶାଳୀ ବିଜେପି ଶକ୍ତିଶାଳୀ ଭାରତ 🙏
@Kamalraut-c8o
@Kamalraut-c8o 3 ай бұрын
ଏବେ ସମସ୍ତଙ୍କୁ ନ୍ୟାୟ ମିଳିବ, ଜୟ ଜଗନ୍ନାଥ 🙏🏻🙏🏻ମୋହନ ସାରଙ୍କୁ ମୋର କୋଟି 🙏🏼🙏🏼
@anupbanchhor7390
@anupbanchhor7390 3 ай бұрын
ମୋତେ ଯାହା ଲାଗୁଛି ସବୁ ବିଧାୟକ ମନ୍ତ୍ରୀ ମାନଙ୍କୁ ଶିକ୍ଷା ଦିଆଯାଇଛି ସମସ୍ତେ ଲୋକ ମାନେ ଯୋଉ କାମ ପାଇଁ ଗଲେ ବହୁତ୍ ସୁନ୍ଦର ଆଉ ଶୀଘ୍ର ଗୁରୁତ୍ଵ ଦେଉଛନ୍ତି
@saleskumargiri6187
@saleskumargiri6187 3 ай бұрын
ଯାହା ହେଉ, ମୋହନ ସାର୍ ସମସ୍ତ ଙ୍କ ଦୁଃଖ ବୁଝିଲେଣି ।ପ୍ରଭୁ ଜଗନ୍ନାଥ ଙ୍କୁ ନ ଡାକିଲେ ବି ଚଳିବ ।ଶାନ୍ତି ରେ ପ୍ରଭୁ ଭାଇ ଭଉଣୀ ଙ୍କ ସହ ପୂଜା ପାଉଥାଅ ଶ୍ରୀ ମନ୍ଦିର ରେ ।
@RismanDharua
@RismanDharua 3 ай бұрын
ମୁଖ୍ୟମନ୍ତ୍ରୀ ମହାଶୟ କୁ ଅନୁରୋଧ ପରେ ଆପଣ କାମ ବ୍ୟସ୍ତ ରେ ତ ସବୁଦିନ ଅଭିଯୋଗ ସୁନିପରିବେ ନାହିଁ ହେଲେ ଚେଷ୍ଟା କରିବେ ସପ୍ତାହ କୁ ଗୋଟେ ଦିନ ହେଲେ ବି ଜନତା ଙ୍କ ଅଭିଯୋଗ ଶୁଣିବେ ଆଜ୍ଞା , ଓଡ଼ିଶା ବାସୀ ଓଡ଼ିଆ ମନ୍ତ୍ରୀ ପାଇଁ ବହୁତ୍ ଖୁସି। ଗୋଟେ ସମସ୍ୟା ଦୁର କଲେ ଓଡ଼ିଶା ବାସୀ ଖୁସି ରେ ରଖିବେ ସେଇଟା ହେଲା ମଦ ଦେଶୀ ଓ ବିଦେଶୀ ଏଟା ବନ୍ଦ ହେଲେ ଆପଣଙ୍କ ଥରେ ଓଡ଼ିଶା ବାସି ଚିରରୁନି ହୋଇ ରହିବେ
@ମୋହନ_ମାଝୀ
@ମୋହନ_ମାଝୀ 3 ай бұрын
ସବୁ ସମୋବାର ଶୁଣା ଯିବ
@MalayaRanjanPradhan-co9pk
@MalayaRanjanPradhan-co9pk 2 ай бұрын
@@RismanDharua thanks
@srisaidesignvastu9209
@srisaidesignvastu9209 3 ай бұрын
ମୂଖ୍ୟ ମନ୍ତ୍ରୀ ମୋହନ ଭାଈ , ନବୀନ ପଟ୍ଟନାୟକ ଠାରୁ ବହୁ ଗୁଣରେ ଆଗରେ ,ସେ ୬ମାସ ମଧ୍ୟରେ ଓଡ଼ିଶା ର ଘରେ ଘରେ ଆଦରଣୀୟ ହେଇଯିବେ !
@ALLINONE-wm3dr
@ALLINONE-wm3dr 3 ай бұрын
ଗ୍ରହଣ ଯୋଗ୍ୟ ପଦକ୍ଷେପ... କିନ୍ତ ଦୀର୍ଘ ସମୟ କାର୍ଯ୍ୟ କାରିତା ରହିବା ଦରକାର 🙏🏻
@prafullachandramohanty7096
@prafullachandramohanty7096 3 ай бұрын
Sir apana sadharana ମଣିଷ ନୁହଁନ୍ତି ।🎉🎉🎉🎉🎉ଯୋଗଜନ୍ମା ପୁରୁଷ କହିଲେ ବି କମ୍ ହେବ ।
@dibakarsethi4802
@dibakarsethi4802 3 ай бұрын
Balona
@SjR8823
@SjR8823 3 ай бұрын
Pelana​@@dibakarsethi4802
@ମୋହନ_ମାଝୀ
@ମୋହନ_ମାଝୀ 3 ай бұрын
​@@dibakarsethi4802😆😆
@PrakashchandraPanda-nn3tg
@PrakashchandraPanda-nn3tg 3 ай бұрын
ଓଡିଶା ର ମୁଖ୍ୟ ମନ୍ତ୍ରୀମୋହନ ବାବୁଙ୍କୁ ଧନ୍ଯବାଦ୍ ଦେଉଛି ।
@UpendraKumar-gt6yp
@UpendraKumar-gt6yp 3 ай бұрын
କର୍ମ ହିଁ ଭଗବାନ । ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟକୁ ବହୁତ ବହୁତ ଧନ୍ୟବାଦ୍ ଜଣାଉଛୁ।
@kamalakantadas6050
@kamalakantadas6050 3 ай бұрын
ମନ୍ତ୍ରୀ ମାନେ ମଧ୍ୟ ଅଭିଯୋଗ ପ୍ରକୋଷ୍ଠ ନିଜ ନିଜ ଜିଲ୍ଲା ରେ ଖୋଲନ୍ତୁ । ଭୁବନେଶ୍ଵର ରେ କେବଳ ମୂଖ୍ୟମନ୍ତ୍ରୀ ଶୁଣାଣି କରନ୍ତୁ ।ଏହା ଏକ ଉତ୍ତମ ପଦକ୍ଷେପ ହେବ ।
@chandankumarnaik4456
@chandankumarnaik4456 3 ай бұрын
Right 👍
@bharatvlogs9077
@bharatvlogs9077 3 ай бұрын
ଏଠି ତଥାପି ପାଗଳ ବିଜେଡି ଲକ ଅଛନ୍ତି ବିଜେପି ଦେଖ କଣ କରୁଛି ୨୦ ଦିନମାତ୍ର ତାପରେଦେଖ 😂😂😂
@JogeswarMajhi-lt7hj
@JogeswarMajhi-lt7hj 3 ай бұрын
କ୍ରୀତଦାସ ଙ୍କ ଭକ୍ତ ମାନେ ଏ ସବୁ ଜଣ ଶୁଣାଣି ଦେଖି କି ହଜମ ହେବା ଅତି ସହଜ ହେବ ନାହିଁ
@srisaidesignvastu9209
@srisaidesignvastu9209 3 ай бұрын
ବିଜେଡ଼ି ବାଲା ରାଜ୍ୟ କେମିତି ଚଳାଯାଏ ବିଜେପି ଠାରୁ ଶିକ୍ଷା କରନ୍ତୁ ! କାମ ଅପେକ୍ଷା ପ୍ରଚାର ଅଧିକ ଥିଲା ,ଏବେ ଦେଖ ଅଫିସର ନଶୁଣି ଲେ ଚାକିରି ଗୋଲ ! ଅଫିସର ରାଜ ଶେଷ ଲୋକଙ୍କ ଶାସନ ଆରମ୍ଭ !
@tusarkantasahu1064
@tusarkantasahu1064 3 ай бұрын
ମୋହନ ସରକାର ଙ୍କୁ ଅଶେଷ ଅଶେଷ ଧନ୍ୟବାଦ, ମୋ ଗୋଟେ ଅନୁରୋଧ ରହିବ,.. Sir ସବୁଦିନ ଏହି କାର୍ଯ୍ୟକ୍ରମ ସମ୍ଭବ ନୁହେଁ କାରଣ ଆଗକୁ ପ୍ରବଳ ଭିଡ ଦେଖିବାକୁ ମିଳିବ, ଲୋକେ ସାକ୍ଷାତ କରିବାକୁ ସୁଯୋଗ ନପାଇ ଅଶାନ୍ତି ହେବେ ତେଣୁ ଏହାକୁ ଅନ୍ ଲାଇନ୍ ବୁକିଂ ବ୍ଯବସ୍ଥା ହୋଇ ସାକ୍ଷାତ ସମୟ ଓ ତାରିଖ ଧାର୍ଯ୍ଯ ଦିଆ ଯାଉ ଏବଂ ଗୋଟିଏ ଦିନରେ ସର୍ବାଧିକ 100 ଜଣ ଙ୍କ ଗୁହାରି ଶୁଣନ୍ତି ତେବେ ଏହା ଚିର ସ୍ଥାୟୀ ହେବ.. ❤🙏
@MalayaRanjanPradhan-co9pk
@MalayaRanjanPradhan-co9pk 2 ай бұрын
@@tusarkantasahu1064 correct, thanks
@sundamisabar3881
@sundamisabar3881 3 ай бұрын
All odisha ଲୁକ୍ ଙ୍କ ଅବିଯୁଗ ପୂରଣ ହେବ ତ
@hrusikeshnath6347
@hrusikeshnath6347 3 ай бұрын
ଯାହା ଲୋକ ଚାହୁଥିଲେ ପାଇଲେ ମୁଖ୍ଯମନ୍ତ୍ରୀ ଙିକ ଛାଇ ଦେଖୁ ନଥିଲେ ଏବେ ସାମ୍ନାସାମ୍ନି କଥା ସହ ଅଧିକାରୀଙ୍କୁ ନିର୍ଦେଶ ଦେଲେ ସମୟ କହିବ କେତେ ଫଳବତୀ ହେଉଛି କି ନିର୍ଦେଶ ପାଇ ଦେଖାକରି ଖୁସିହବାସୀର ହେଉଛି। ନିର୍ଦେଶ ସେହିଭଳି ହେଉଛି ନିଜ ଅମଳର ଅଧିକାରୀଙ୍କୁ ସିଧା ପ୍ରଶ୍ନହେଉ ତମ ଅଂଚଳରୁ ମୋ ପର୍ଯନ୍ତ ଅଭିଯୋଗ ଆସିଲା କାହିକି କୈଫୟତ ତଲବ ମଗୀଯାଉ ତାପରେ କାମ ହେବ ବେଲି ଜଣାପଡିବ।
@PradipkumarRoutray-yr9ic
@PradipkumarRoutray-yr9ic 3 ай бұрын
DHANYABAD TO ODISA REPORTER FOR GOOD REPOERTING
@rammurmu6108-j4z
@rammurmu6108-j4z 3 ай бұрын
Love you Odisha Mohan Majhi New CM Sir Or Ham Vi Keonjhar dist Se Hu........
@prakashbehera3159
@prakashbehera3159 3 ай бұрын
ନୂଆ ମୁଖ୍ୟମନ୍ତ୍ରୀ ତ ନୂଆ ନୂଆ ଅଭିଯୋଗ ଶୁଣିବେ ଆମେ ଜାଣିଚୁ ମିଡ଼ିଆ ଵାଲା ଦିନକୁ ଆଠ ଥର ଦେଖାଇବେ ସେକଥା ବି ଆମେ ଜାଣିଚୁ
@subhashreebarik6661
@subhashreebarik6661 3 ай бұрын
Thank you sir 🙏🙏🙏🙏🙏 God bless you sir 🙏🙏🙏 ସାର୍ ମୋ ମନର କଥା ଆପଣ କରିକି ଦେଖେଇ ଦେଲେ ଜୟ ଜଗନ୍ନାଥ ପ୍ରଣାମ ସାର୍
@SibaReddy-t8f
@SibaReddy-t8f 3 ай бұрын
କାମ ହେବାର ଅଛି ଲୋ ବିଆ ଛୋଡ଼ି କହିଲେ କ'ଣ ହେବ
@gangadhardash3430
@gangadhardash3430 3 ай бұрын
ଲୋକଙ୍କ ସରକାର 🎉🎉🎉
@JharanaNayak-l9d
@JharanaNayak-l9d 3 ай бұрын
ଛୁଇଁଗମ ନୂଆ ନୂଆ ମିଠା ଲାଗେ ମିଠା ସରିଗଲେ କାଢ଼ିକି ଫୋପାଡ଼ି ଦେବେ 😅😅😅😅😅 5:13
@GhasiramMajhi-d8e
@GhasiramMajhi-d8e 2 ай бұрын
Magiya Basan ମାରି ଲେ kn ସୁବିଧା ହେଇଯିବ Mohan ସରକାର ରଙ୍ଗ ମାରିଦେଲେ ସାରା ଓଡିଶା ବିକାଶ ହେଇଯିବ ଶଳା ବଷଣ ମାରୁଛି କାମ କରଡେକାଅ
@bireswarbishi7980
@bireswarbishi7980 2 ай бұрын
କାହିଁ ଗଲ ରେ ପାଠୁଆ ଦଳ କାହିଁ ଗଲା ତୁମର 5T ମାଧ୍ୟମରେ ଅସୁବିଧା ପାଇଁ ଯେଉଁ ନେଉଥିଲ ବିଡ଼ା ବିଡ଼ା କାଗଜ କାହିଁ ଗଲା ପାଣ୍ଡୁ ନେଇଗଲା ନାଁ ପୋକୋଡି ବିକା ହେଉଛି ସେହି କାଗଜରେ। ସଲା ସବୁ ଲୁଟୁ ଥିଲ ଏବେ ମଜୁରୀ କରିବ ସବୁ ବିଧାୟକ ସାଂସଦ।
@sangrammajhi8963
@sangrammajhi8963 3 ай бұрын
BJD ro dum nahin ki Lokonko direct abhijog suniba.....
@subhasishmallick6183
@subhasishmallick6183 3 ай бұрын
ମୋହନ ମାଝୀ best cm
@NilamaniAyurveda
@NilamaniAyurveda 3 ай бұрын
Real fact matter of regret teacher ship OAS post all sell by Desadrohi Pandi so ବିଜେଡି ବୁଡ଼ିଲା
@birenjena3758
@birenjena3758 3 ай бұрын
ନବୀନ ମୁଖ୍ୟ। ଦାୟୀ ,
@ranjansamal6157
@ranjansamal6157 3 ай бұрын
Right ସବୁ mal ଅଭିଯୋଗ ପ୍ରକୋଷ୍ଠ ଖୋଲିବା ଦରକାର
@koilihota6354
@koilihota6354 3 ай бұрын
Maghia sabu chhodibe
@ashokkhatoi9861
@ashokkhatoi9861 3 ай бұрын
Mohan sir, we salute you
@gobinda5528
@gobinda5528 3 ай бұрын
No 1CM.
@arjunmohanta233
@arjunmohanta233 2 ай бұрын
ମୋହନ ସରକାର ସବୁକଥାକହିବ....ବୁଝିବ....ମୋହନ /ମୋଦୀ ଦେବେ😢😢😮
@gourangakar4729
@gourangakar4729 3 ай бұрын
ବିଜେଡି ଦଳ ବୁଝିବା ଦରକାର ଏଇଟା ହେଉଛି ଓଡ଼ିଆ ଅସ୍ମିତା।
@tamannabehera6501
@tamannabehera6501 3 ай бұрын
Pandiyan Odissa ra bahut develope karichanti
@RajendraRaju-qs7hf
@RajendraRaju-qs7hf 3 ай бұрын
Thank you Cm sir thank you sir
@srikanta671
@srikanta671 3 ай бұрын
ପାହାଡ଼ ଉପରେ ସମୁଦ୍ର,, ଭିତରେ ଶଙ୍କର ଶଙ୍ଖ ଭିତରେ ନବୀନ ପଟ୍ଟନାୟକଙ୍କ
@pratapratha8456
@pratapratha8456 3 ай бұрын
ଓଡ଼ିଶା ଲୋକଙ୍କ ସlହl ଭରସା ମୋହନ ସରକାର । ଜୟ ହିନ୍ଦ୍
@ramanathsingh5815
@ramanathsingh5815 3 ай бұрын
Thanks CM sir continue serve people
@birabratasahoobulu4240
@birabratasahoobulu4240 3 ай бұрын
Jay Jagannath 🙏
@କଳ୍କୀ
@କଳ୍କୀ 3 ай бұрын
ଦର ବୃଦ୍ଧି, ବେକାରୀ ସମସ୍ୟା, ଚାଷୀ ଅବହେଳା,Neet UG ଘୋଟାଲା। 300 ୟୁନିଟ୍ ବିଜୁଳି ମିଳିଲା ନାହିଁ, ଆଉ କେତେ ଦିନ ମୋଦୀ ସରକାର ଦେଶକୁ ଲୁଟିବ
@hurshikeshmathan9565
@hurshikeshmathan9565 3 ай бұрын
Sir Avijog sunani heuchi,au jou mane prakutare avijog ra hitadikari semane upakruta huantu,kintu sir a hitadikari mane a jay kana payye banchita thile tahara investigation karajau,au athire jou prasana officer dosi thibe semanku totol service ru bahar karajau. No suspend,no transfer.
@maktapanda406
@maktapanda406 3 ай бұрын
ଓଡିଶା କୁ ଧ୍ୟଂଶକରିଦେଲେ.ସବୁପକେଟ ଗରମ,ଓଡିଶା କୁ ଖାଇଲେ ପାଣ୍ଡିଆ ପଛେବୁଲନ୍ତି କୁକୁର ମାଫିଆ.ଧନ୍ୟପ୍ରଭୁ ଓଡିଶା କୁ ବଞ୍ଚାଇ ଦେଲେ ଜୟ ଜଗନ୍ନାଥ 🌹
@SurendraSingh-pr4jn
@SurendraSingh-pr4jn 3 ай бұрын
ବହୁତ ଦିନ ପରେ ବିଜେଡି ଗାଣ୍ଡିରେ ମୂଳା ପଶିଲା...😅ଆପଣମାନେ ଖୁସିତ 😜😂😂😂😂😂😂😂
@nareshpanda8586
@nareshpanda8586 3 ай бұрын
Appreciate such a CM. Too proud of our Odisha CM.
@JharanaNayak-l9d
@JharanaNayak-l9d 3 ай бұрын
ଛୁଇଁଗମ ନୂଆ ନୂଆ ମିଠା ଲାଗେ ମିଠା ସରିଗଲେ କାଢ଼ିକି ଫୋପାଡ଼ି ଦେବେ 😅😅😅😅😅 5:13
@sunakarsamal761
@sunakarsamal761 3 ай бұрын
ମୁଖ୍ୟମନ୍ତ୍ରୀ ଫେରାର ହୋଇଥିବା ଝିଅ କୁ ଖୋଜିକି ଆଣିବେ ପତିଶୁତିଦେଲେ
@mahaveercreation8587
@mahaveercreation8587 2 ай бұрын
ନବୀନ କୁ ଓଡ଼ିଆ ଆସୁଥିଲେ ତ ଲୋକଙ୍କ ଅଭିଯୋଗ ଶୁଣିଥାନ୍ତା
@lambodarpatra9254
@lambodarpatra9254 2 ай бұрын
ଏମିତି ଗରିବ ମାନଙ୍କୁ ଯଦି ଲୋଟିବେ ତାହେଲେ ଓଡ଼ିଶା ବାଳ devlope ହବ
@santoshkumaracharya7325
@santoshkumaracharya7325 3 ай бұрын
Jagannath ଯାହା କୁ ମୁଖ୍ୟ ମନ୍ତ୍ରୀ କରିଛନ୍ତି ସମସ୍ତ ଙ୍କ ମଙ୍ଗଳ ପାଇଁ
@Defence-lover-Sanuja6261
@Defence-lover-Sanuja6261 3 ай бұрын
ମୋହନ Sir ଖାଲି ନୂଆ ନୂଆଁ ନୂଆଁ ଟିକେ ରେକର୍ଡ଼ରେ ଦେଖା କରିବାପାଇଁ ଆସିବେ ବୋଲି ମୋର ଆଶା କିଛି ଦିନ,ମାସ, ଗୋଟିଏ ବର୍ଷ ବିତି ଯାଉ ଫୁର୍ କିନା କୁଆଡେ଼ ଯିବେ ଖାଲି TV, ଆଉ ମୋବାଇଲରେ ଦେଖିବା,,ଆଗକୁ ଦେଖାଯାଉ କଣ ହେଉଛି,,,,,,,?
@lipsa5949
@lipsa5949 3 ай бұрын
ବିଜେଡ଼ି ଠାରୁ ବିଜେପି କୋଟି ଗୁଣରେ ଭଲ ଜୟ ମୁଖ୍ୟମନ୍ତ୍ରୀ 🙏🏻🙏🏻❤️❤️
@jagadakua5835
@jagadakua5835 3 ай бұрын
ଦେଖାରେ ଗେଣ୍ଡା ଦଳିଆ... ନବୀନ ବାବୁ ଘରେ ବାସି tv ଦେଖୁଛନ୍ତି ତ.... ସବୁ ତ କରୁଥିଲ ଲୋକ ଏତେ ସମସ୍ୟା ନେଇକି କହିକି ନୁଆଁ cm ଙ୍କ ପାଖକୁ ଆସିଛନ୍ତି
@GuraKisku-sd9vl
@GuraKisku-sd9vl 3 ай бұрын
Grand salute
@jayantanayak5293
@jayantanayak5293 3 ай бұрын
ପାଣ୍ଡିଆ ତା'ର ମାଇପ ସୁଜାତା ଓଡ଼ିଶା ପାଇଁ ଆତଂକବାଦୀ ସାଜିଥିଲେ ବହୁତ ଦୁର୍ନୀତି କରିଛନ୍ତି ସେମାନଙ୍କ ବିରୋଧରେ କୋଠର କାର୍ଯ୍ୟକାରୀ କରି ସେମାନଙ୍କୁ ଜେଲ୍ ଭିତରେ ରଖନ୍ତୁ ଆଉ କେବେ ଅଣ ଓଡିଆ ମାନେ ସାବଧାନ ରହିବେ ଜୟ ଜଗନ୍ନାଥ ବିଜେପି ସରକାର
@JharanaNayak-l9d
@JharanaNayak-l9d 3 ай бұрын
ଛୁଇଁଗମ ନୂଆ ନୂଆ ମିଠା ଲାଗେ ମିଠା ସରିଗଲେ କାଢ଼ିକି ଫୋପାଡ଼ି ଦେବେ
@JharanaNayak-l9d
@JharanaNayak-l9d 3 ай бұрын
ଛୁଇଁଗମ ନୂଆ ନୂଆ ମିଠା ଲାଗେ ମିଠା ସରିଗଲେ କାଢ଼ିକି ଫୋପାଡ଼ି ଦେବେ
@lambodarpatra9254
@lambodarpatra9254 2 ай бұрын
ମାନ୍ୟବର ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀ ଙ୍କୁ ଅନୁରୋଧ କରୁଛି କି ବାରମ୍ବାର ମୋବାଇଲ୍ ରିଚର୍ଜ ବଢାଉ ଚନ୍ତି। କଣ ପାଇଁ। ତୁମେ ତ ସରକାରୀ ଚାକିରିଆ ଙ୍କ ପଇସା ବଢ଼ାଇଲ ତାଙ୍କୁ କୌଣସି ଫରକ ପଡୁନି । କିନ୍ତୁ ଆମ ଭଳି ସାଧାରଣ ଜନତା ଙ୍କ ର ମଜୁରୀ ବଢ଼ୁନି ଆମେ ମୋବ ରେ ଏତେ ଟଙ୍କା ରିଚର୍ଜ କଉଠୁ କରିବୁ। ସବୁ କାମ ଗୁଡା ଗଲ ତ୍ ତରିକା ରେ ହଉଛି
@biswajitbehera4132
@biswajitbehera4132 14 күн бұрын
Modi michua ku Majhi remot control sarakar
@subashmajhi2341
@subashmajhi2341 3 ай бұрын
ମୋହନ ସାର ଗୋଟେ ମାଝୀ ପରିବାର ରୁ ଆସିଛି ନବୀନ ପାଣ୍ଡିଆନ ପରିବାରୁ ରୁ ଆସି ଥିଲେ ମାଝୀ ପରିବାର ନସ୍କାର ଓଡିଶା... 🙏🙏
@laxmikantachoudhury8843
@laxmikantachoudhury8843 3 ай бұрын
ସରକାର କାମ କରିବା ଆରମ୍ଭ କରିଛନ୍ତି। ଏହା କାର୍ଯ୍ୟକାରୀ ହେଲେ ଜଗତର ଆଶୀର୍ବାଦ ନିଶ୍ଚୟ ମିଳିବ
@pitambarkhamari5572
@pitambarkhamari5572 3 ай бұрын
ମୋହନ ସରକାର ମୋର୍ ଅନୁରୋଧ ପ୍ରତିଟି ବ୍ଲକ ର bdo କୁ ତାଗିଦ୍ କଲେ ସବୁ ସମାଧାନ ହୋଇଯିବ ଧନ୍ୟବାଦ୍ my cm
@HareKrushna-f3d
@HareKrushna-f3d 2 ай бұрын
ଆମ ମୁଖ୍ୟ ମନ୍ତ୍ରୀ ଆମର ଆମଓଡିଆ ଜାତିର।ତାଙ୍କୁ ମୋର କୋଟୀ କୋଟୀ କୋଟୀ ପ୍ରଣାମ ଜଣାଉଛି ।
@DebashishNayakofficial
@DebashishNayakofficial 3 ай бұрын
ନୂଆ ସରକାର ଏବେ ସବୁ ନୂଆ, ଏବେ ଭଲ ଲାଗିବ ଏ ସବୁ, but ସବୁଦିନ ଏମିତି ଶୁଣିବା ଦରକାର,
@babitadalai8691
@babitadalai8691 3 ай бұрын
Mohanji. Sir. Nku. Koti. Koti. Pranama. Byasta. Huani. Sabu. Akathare. Hoijibani. Tike. Apekhya. Karibaku. Padiba
@kshirodkumarpanda8133
@kshirodkumarpanda8133 3 ай бұрын
You are 💯 correct Akshya Babu.
@gunanidhithanapati2800
@gunanidhithanapati2800 3 ай бұрын
Abe janilata bjp ra work kemiti ଆଗକୁ ଯାଉଚି
@JagannathPujari-i9l
@JagannathPujari-i9l 3 ай бұрын
ମୁଖ୍ୟମନ୍ତ୍ରୀଙ୍କ ନମ୍ବର ଟିକେ ଦିଅ ମୁଁ ତାକୁ ମୋ ଦୁଖୁ ଜଣେଇବି
@somanayak3543
@somanayak3543 3 ай бұрын
Akhaya mahanti is one of the best analyst as a senior journalist
@saraswatidas7719
@saraswatidas7719 2 ай бұрын
ଜୟ ଜଗନ୍ନାଥ ଆମ ର ଏହି ଭଳି ରାଜ୍ୟ ମୂଖ୍ୟ ଦରକାର ଥିଲା ବିଜେପି ସରକାର ଦୀର୍ଘ ଜୀବି ହେଉ ସାରା ଦେଶରେ ଧର୍ମ ର ଜୟ ହେଉ ଏହା ହିଁ ଆମର ର କାମନା
@abhayagachhayat9237
@abhayagachhayat9237 3 ай бұрын
ଏହି ଫଟୋ ସବୁ ପାଣ୍ଡୁ ପାଖକୁ ସାମ୍ବାଦିକ ମାନେ ପଠାନ୍ତୁ
@ranajitjena4668
@ranajitjena4668 3 ай бұрын
5t ଯେତିକି କାର୍ଯ୍ୟକ୍ରମ କରିଛି ତାର 1% କାମ କରିବାର କ୍ଷମତା ତୁମ ପାଖରେ ନାହିଁ, ପାଣ୍ଡିଆନର ଡର ତମ ମନରେ ସବୁଦିନ ରହିଛି ଆଗକୁ ରହିବ ମଧ୍ୟ୍ୟ. ତୁମ ହିନମନ୍ୟତା ଯୋଗୁ ତୁମେ ପାଣ୍ଡିଆନ ଠୁ ପଛରେ ପଡିଛ
@ମୋହନ_ମାଝୀ
@ମୋହନ_ମାଝୀ 3 ай бұрын
ଗଣ୍ଡ ମୂର୍ଖ, Burnol ଲଗାଅ ତମୋ ସମସ୍ୟା ସମାଧାନ ହୋଇଯିବ 😁🤣😁
@ମୋହନ_ମାଝୀ
@ମୋହନ_ମାଝୀ 3 ай бұрын
🌹🌹ଜନତା ହୃଦୟ ସମ୍ରାଟ 🌹🌹 🥳🥳🥳ମୋହନ ମାଝୀ 🥳🥳🥳 🔥🔥🔥ଜିନ୍ଦାବାଦ 🔥🔥🔥
@ମୋହନ_ମାଝୀ
@ମୋହନ_ମାଝୀ 3 ай бұрын
ଆଉ କିଛଦିନ ପରେ, ନବୀନ ଶଙ୍ଖ ଭିତରେ ପଶିଯିବେ 😁🥳🥳😭😭🫣🫣
@ranajitjena4668
@ranajitjena4668 3 ай бұрын
@@ମୋହନ_ମାଝୀ ଗାଲୁଙ୍କ ଗାଲୁଆମୀ
@ranajitjena4668
@ranajitjena4668 3 ай бұрын
@@ମୋହନ_ମାଝୀ ଗାଲୁଆ ମାନଙ୍କର ଗାଲୁଆମୀ
@prasantakumarswain3419
@prasantakumarswain3419 3 ай бұрын
ପୁରୁଣା ସରକାର ର ଯାହାକୁ ବି ଦେଖା କରିଥାଆନ୍ତ ,ସେତେବେଳେ ତାଙ୍କର କଣ ତାଡ଼ି ଥାଆନ୍ତ ?
@JagatanandaDhrupati
@JagatanandaDhrupati 3 ай бұрын
Bjp nia nua orgas news publicity
@babitadalai8691
@babitadalai8691 3 ай бұрын
Ama. Odia. Mananka. Mahudamani. Jagatara. Natha. Jagannatha. Nka. Darshana. Miluchi. Hele. Ama. Naveen. Sir. Jane. Amiti. Adrusya. Sakti. Thile. Tanku. Darshana. Miliba. Impossible. Thila.
@prafullachandramohanty7096
@prafullachandramohanty7096 3 ай бұрын
ସେତିକି ନୁହେଁ ଲୋକଙ୍କୁ ଥଟକରି କହୁଥିଲେ apanmane ଖୁଚ୍ଚିତ
From Small To Giant Pop Corn #katebrush #funny #shorts
00:17
Kate Brush
Рет қаралды 71 МЛН
Spongebob ate Patrick 😱 #meme #spongebob #gmod
00:15
Mr. LoLo
Рет қаралды 19 МЛН
වාහන නාටකයේ අලුත් නළුවෝ
33:07
India Leads the WTC Table // LPG Cylinder Prices Hiked
21:33
OdiaTechBulletin
Рет қаралды 6 М.
From Small To Giant Pop Corn #katebrush #funny #shorts
00:17
Kate Brush
Рет қаралды 71 МЛН