ମୋହନ ଓ ନବୀନଙ୍କ ମଧ୍ୟରେ ସମାନତା କଣ ?

  Рет қаралды 197,195

Reo News

Reo News

25 күн бұрын

ମୋହନ ଓ ନବୀନଙ୍କ ମଧ୍ୟରେ ସମାନତା କଣ ? #bjp #bjd #bijujanatadal #cmoodisha #mohanmajhi #politicalnews #politicians #sanghamitra #politicalupdates #bjpgoverment #naveenpatnaik #updatestory #electionnews #election #reonews #odishanews #Odianews #livenews #odishanews #Odiasamachar
REO NEWS ଚ୍ୟାନେଲ ଓଡିଶା ର 4.5 କୋଟି ଜନତା ଙ୍କ ସମସ୍ୟା କୁ ଲୋକଲୋଚନ କୁ ଆଣିବା ସହ ନିରପେକ୍ଷ, ନିଛକ ସତ୍ୟ ଏବଂ ତଥ୍ୟ ଭିତ୍ତିକ ଖବର ପ୍ରକାଶ କରିଆସୁଛି। ଏହା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ରେ ସବୁଠାରୁ ଲୋକପ୍ରିୟ ହୋଇପାରିଛି।
REO NEWS brings all the latest headlines and news stories to satisfy the demands of high-rise favorites of Odisha audiences. Please follow up to watch live and breaking news.
✅ Visit us Our Website: reonews.in/
Connect with us at our social media handles:
➡ KZbin:
/ @reonews
➡ Facebook: / reo-n. .
➡ Instagram: / reonews24

Пікірлер: 717
@renubalamohapatra7437
@renubalamohapatra7437 23 күн бұрын
ଏ ଝିଅ ମୂଖ୍ୟ ମନ୍ତ୍ରୀ ହେବା କଥା।
@godgift4711
@godgift4711 19 күн бұрын
Bholo Lokoro rajniti re jaga nai...somoste against haijibe..a jhio ro
@pramodnayak8590
@pramodnayak8590 13 күн бұрын
ଇଏ ବିଜେପି କୁ ଆସିବା କଥା ଭିଭିଷ୍ୟତ ରେ କିଛି ଗୋଟେ ହେଇ ପାରେ ଅନ୍ୟ ଦଳରେ କିଛି ମିଳିବନି
@godgift4711
@godgift4711 13 күн бұрын
@@pramodnayak8590 bjp ku asile au a jhio ro kichi self respect rohibo nai...modi jeuta kohibo seta se koribaku badhya hebo...nijo adu kichii kori pariboni
@godgift4711
@godgift4711 13 күн бұрын
@@pramodnayak8590 a jhio bjp ku asile modi under re kamo koriba ku podibo...self respect nothibo..
@MangalMurmu-gt4wb
@MangalMurmu-gt4wb 13 күн бұрын
Balo na
@OD..KAHANISTORY123
@OD..KAHANISTORY123 21 күн бұрын
ଆମ ଓଡ଼ିଶାରେ ବହୁତ୍ ଗୁଡ଼ାଏ ଲୋକ ଅଛନ୍ତି କେବଳ ଭାଙ୍ଗିବା ହିଁ ଭାଙ୍ଗିବା ,BJD ସରକାର କୁ କହିଲେ ଭଲ ନୁହଁ, ଏବେ କହୁଛନ୍ତି BJP ଭଲ ନୁହ । କଂଗ୍ରେସ ସରକାର ଆସିଲେ ତାକୁ ବି କହିବେ କଂଗ୍ରେସ ସରକାର ଭଲ ନାହି ବୋଲି । ଆଜ୍ଞା ଆପଣ ମାନେତ ଜାଣିଥିବେ ଆଜ୍ଞା କୁକୁର ଲାଞ୍ଜ କେବେବି ସିଧା ହୁଏ ନାହିଁ ଆଜ୍ଞା ସେମିତି ଆମ ଓଡ଼ିଶା ର ଅଜ୍ଞାନୀ ମାନେ କେବେବି ସୁଦୁରିବେ ନାହି ଆଜ୍ଞା । ଜୟ ଜଗନ୍ନାଥ, ଜୟ ଶ୍ରୀ ରାମ 🙏🙏🙏🙏🙏🙏🙏🙏🙏♥️♥️🌅♥️♥️♥️♥️♥️♥️
@sanjayhembram9793
@sanjayhembram9793 18 күн бұрын
U r right viii
@AnirudhaBehera-kg7ho
@AnirudhaBehera-kg7ho 16 күн бұрын
ଏ ଝିଅ କୁ ପଚରା ଯାଉ କଣ ଇଚ୍ଛା ଆ ନଜର ରେ ସବୁ ଖରାପ ଶଳା ହିନ୍ଦୁ ବିରୋଧୀ
@raja6410
@raja6410 13 күн бұрын
Thik katha
@soumyaranjanbiswal9728
@soumyaranjanbiswal9728 12 күн бұрын
Ia hauchi cpim loka.comunist pila ia
@BarunBhue-ud3pm
@BarunBhue-ud3pm 11 күн бұрын
Agaru bhala laguthila Abe sali odisha birodhi
@mimanshasatapathy9434
@mimanshasatapathy9434 10 күн бұрын
She wants to popular in social media, mam kindly wait,
@Nastikboy572
@Nastikboy572 9 күн бұрын
hai Re maagiha BJP chela Sata kahile gandi poduchhi Tuma kama ta emiti sala kan chhodi hauchhu
@SureshPusti
@SureshPusti 23 күн бұрын
ଆଗାମି ରାଷ୍ଟ୍ରପତି ଏଇ ଝିଅ ହେବ, ପଲେଟିକ୍ସ କୁ ପୁରା ପାଣି କରି ପିଇ ଜାଇଛି,
@prasantapatra4442
@prasantapatra4442 23 күн бұрын
ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ସେ କାହାରି ପ୍ରଶଂସା କରନ୍ତି ନାହିଁ ।ଏଥି ମଧ୍ୟରୁ ଏ ହଉଛି ଜଣେ।
@lovelybarsha7078
@lovelybarsha7078 23 күн бұрын
Sata kahilee se tamar kn asubidha bjp ra leader sabu chhora
@damayantichattar4306
@damayantichattar4306 23 күн бұрын
Se congress party ra
@sambitsahani9291
@sambitsahani9291 21 күн бұрын
Dala nei Rajaniti kariba Naa Ganatantra ku nei Rajaniti kariba
@SHRIDHAR-VLOGS-2024
@SHRIDHAR-VLOGS-2024 20 күн бұрын
Satakatha kahichi asubidha kn hela
@nakulnaik1423
@nakulnaik1423 20 күн бұрын
କାହାକୁ ବି Criticise କରିବା ବହୁତ ସହଜ ଯାହା ମୂର୍ଖ ମାନେ ଅତି ସହଜରେ କରିପାରିବେ but situation handle କରି ସମସ୍ୟାର ସମାଧାନ କରିବା ସେତେ ସହଜ ନୁହଁ, ତୁମକୁ ବି ଯଦି ପଦବୀରେ ବସେଇ ଦେଲେ ତୁମ ଗାଣ୍ଡି ମୁଣ୍ଡ ଅନ୍ଧାର ହେଇଯିବ ନଚେତ ପକ୍କା ଟାଉଟର ହେଇଯିବ ତେଣୁ ଅତି ବକଵାସ ରୁ ନିବୃତ ରୁହ! ଜୟ ଜଗନ୍ନାଥ 🤣🤣🤣🤣
@pratapkumarnayak9677
@pratapkumarnayak9677 21 күн бұрын
ସମାଲୋଚନା କରି ପରିଚୟ ସୃଷ୍ଟି କରିବା ଏକ ମାନବୀୟ କଳା l ସମାଜର ସେବା କରି ସ୍ୱତସ୍ପୃତ ପରିଚୟ ପାଇବା ଏକ ଦୈବିକ କଳା l
@prangyarajput7869
@prangyarajput7869 20 күн бұрын
Thik katha thik katha
@abhi7084
@abhi7084 10 күн бұрын
ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବିଷୟରେ କହିଲେନି ଯେ। ନା କହିଲେ ତୁମ agenda fail ହେଇଯିବ।
@Janaki___mukhi_97
@Janaki___mukhi_97 23 күн бұрын
ଏ କଥାର କିଛି ମୂଲ୍ୟ ନାହିଁ। ୟାର କାମ ହେଉଛି ଖାଲି ଅଳିଆ କରିବା।
@anjankumardas8700
@anjankumardas8700 14 күн бұрын
Right mam
@sasmitakar3233
@sasmitakar3233 11 күн бұрын
Sanghamitra ra ichha swara Bhaskar nachet rahul gandhi pm huantu
@mistyneha7267
@mistyneha7267 9 күн бұрын
Tu budhi besi gapeni
@PradeepKumar_yt
@PradeepKumar_yt 6 күн бұрын
ଫୁଲ ଅଳିଆ କହିଲା କଣ ନୁଆ ବାହାହେଲେ ଦର୍ପଣ ହଜାର ଥର ଦେଖିବ ଯେମିତି ନିଜେ ବାହା ହୋଇଛି
@rashmitanayak8607
@rashmitanayak8607 8 күн бұрын
ଏ ଝାଅର କଥା ଶୁଣି ମୋତେ ରାମାୟଣର ରଜକୀ କଥା ମନେ ପଡ଼ିଲା ଯେଉଁ ରଜକୀ କଥା ଶୁଣି ଭଗବାନ ରାମଚନ୍ଦ୍ର ମାତା ସୀତାଙ୍କୁ ବନବାସ କରିଥିଲେ। ଏଇଟା ଗୋଟେ ଘରଭଙ୍ଗା ଝାଅ ହେ ପ୍ରଭୁ ତମେ ତାକୁ ଭଲ ବୁଦ୍ଧି ଦିଅ ।
@sibasankarojha378
@sibasankarojha378 23 күн бұрын
Right katha
@sobhasundarpatra4824
@sobhasundarpatra4824 21 күн бұрын
ଭଲ କିଏ କହୁନାହାନ୍ତି କିଏ cm hele ଭଲ ତାକୁ cm କରନ୍ତୁ ନ ହେଲେ ତାଙ୍କୁ ପଚାରି ବା cm ବନେଇଦେବା
@gugunduniya3194
@gugunduniya3194 23 күн бұрын
Tame jibana sara emiti kahuthiba. Kichhi heba nahi.
@kanha3336
@kanha3336 15 күн бұрын
Kn heba kahuna
@KarunakarDhani-eo2sl
@KarunakarDhani-eo2sl 15 күн бұрын
ମୋହନ ଗରିବ ସାଧାରଣ ଲୋକ ନବୀନ ସୁନା ଚାମଚରେ ଖାଉଥିବା ଧନୀ ଘରର ଲୋକ।
@Nastikboy572
@Nastikboy572 9 күн бұрын
Se Gote criminal ku support kariki strike re basi thila janichhu ki nahi gariba na bala ta ra kete property achhi dekhile to gandi podi jali jiba
@subashpatro9056
@subashpatro9056 21 күн бұрын
ଧନ୍ୟ ଅପା. Tume ର ଭାଷଣ. 🙏
@dillipkumarbisoyi9554
@dillipkumarbisoyi9554 23 күн бұрын
Waw 👏👏👏ek dum right katha khali ladhei haba
@satyanayakodiavlogs
@satyanayakodiavlogs 20 күн бұрын
ଓଡ଼ିଶାର ଯିଏ ବି cm ହୁଅନ୍ତୁ କିନ୍ତୁ ଏକୁ ଭଲ ଲାଗିବ ନାହିଁ ଚନ୍ଦ୍ରର କି ଇଏ କଳଙ୍କ ଲଗେଇଦେବ
@user-ir2kj6lf3z
@user-ir2kj6lf3z 23 күн бұрын
Right answer
@jyotiprakashsahoo1292
@jyotiprakashsahoo1292 17 күн бұрын
ଜୀବନ ସାରା ଏମିତି ଭୁକିବ ଆମେ ଜାଣିଛୁ ତୁ ବା କହେଁୟା କୁମାର, କଂଗ୍ରେସ ର ସମର୍ଥକ.. ଆଉ ଏଇ ଶଳେ ନିଜେ କହୁଥିଲା ଭାରତ ତେରେ ଟୁକୁଡେ଼ ହୋଂଗେ। ଆଉ ଏଇଟା ନାସ୍ତିକ
@user-cb9vf1cx4i
@user-cb9vf1cx4i 23 күн бұрын
ଅଳ୍ପ ବିଦ୍ୟା ଭୟଙ୍କରୀ, ନିଜର ନାମ ନେବା ପାଇଁ ଏହା ଏକ ପ୍ରଳାପ ସଦୃଶ୍ୟ ବ୍ୟକ୍ତବ୍ୟ.
@something40
@something40 11 күн бұрын
Hau pura bidya kaha pakhare achhi tike kahibe ki,,naveen babu English Hindi jani thile kintu odia jani nahanti,mohan majhi odia abashya kahi paruchanti kintu hindi English zero,ta desha ra rashtra pati aaji paryant English re speech daba ra aame suni baku pailuni,desh ra pradhan mantri 11 barsh karya kala bhitare gote press meeting aaji paryant kari parileni,kou gotaka athi pura dhurandhar je ye bhauni alpa bidya bhayankar boli taara samalochana karucha,,nije pura parangam achha na khali gapi daucha?
@user-cb9vf1cx4i
@user-cb9vf1cx4i 11 күн бұрын
ଏଠାରେ ଯାହାକୁ ଯେମିତି ସଜ ସେ ସେପରି ଭାଷା କହୁଛନ୍ତି, ଏଠାରେ ଭାଷା ନୁହଁ ଜନକଲ୍ୟାଣ କାରି ସରକାର ର ଆବଶ୍ୟକତା ରହିଛି, ମୁଁ ଜ୍ଞାନୀ ନୁହେଁ କିନ୍ତୁ ଅନୁଭୁତି ରୁ କହିଛି, ଯେତେବେଳେ କଂଗ୍ରେସ ଶାସନ କରୁଥିଲା ସେତେବେଳେ ର ଅନୁଭୁତି ଏବେ ମଧ୍ୟ ଆମ ଦେହରେ ଶିହରଣ ସୃଷ୍ଟି କରୁଛି, ସାରା ଓଡିଶା ର ଛାତ୍ର ସଂଗଠନ କୁ କିଭଳି ଦମନ କରାଯାଇଥିଲା ତାହାକୁ ଜାଣିବାକୁ ହେବ, ଅତ୍ୟାଚାର ଚରମ ସୀମାରେ ଥିଲା ନୀତି ଆଦର୍ଶ ବାମପନ୍ଥୀ ଙ୍କୁ ମାରିବା ପାଇଁ ପ୍ରୟାସ ଜାରି ରହିଥିଲା....!.
@user-cb9vf1cx4i
@user-cb9vf1cx4i 10 күн бұрын
ପୁରା ବିଦ୍ୟା ଶିଖିବାକୁ ହେଲେ, ଦେଶ ସ୍ୱାଧୀନତା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଇତିହାସ ପଢିବାକୁ ହେବ ଏହା ପଢି ମିଡ଼ିଆ ସାମନା କୁ ଆସିଲେ ଶାଣିତ ଆକ୍ଷେପ ଠିକ ବାଟରେ ଯିବ, ସଂଗ୍ରାମୀ ହେବାକୁ ମନାନାହିଁ ଅନ୍ୟର ଉପଦେଶ ଗ୍ରହଣ କଲେ ଭଲ ସଂଗ୍ରାମୀ ହେବ.
@akshayakumarbehera3502
@akshayakumarbehera3502 23 күн бұрын
Right Right madam.
@rahulkar7158
@rahulkar7158 21 күн бұрын
ତୁ ନହେଲେ ମୁଖ୍ୟମନ୍ତ୍ରୀ ହେଇଯୌନି
@BhagirathaPrusty-yd4tj
@BhagirathaPrusty-yd4tj 21 күн бұрын
ଏକା କଂଗ୍ରେସ ଦଳ ଲୋକଙ୍କ ସପକ୍ଷରେ, ତମେ ସବୁ ଜାଣିଛ ତେଣୁକରି ତୁମେ ହେଲ ଆଇନ ଷ୍ଟାଇନ ଆଉ ନିଉଟନ।😂😂😂😂
@umakantarout1938
@umakantarout1938 18 күн бұрын
ୟେ ମନେ ମନେ ଗୋଟେ ସବ୍ ଜାନତା । ଇଏ ତ ନିହାତି ଜ୍ୟୋତିଷ ହେବା କଥା ! ଭବିଷ୍ୟତକୁ ଚଳୁ କରି ପିଇ ଯାଇଛି!
@sasmitakar3233
@sasmitakar3233 11 күн бұрын
Ie kichhi hei paribani indirect congress ku support kariki bhasan mariba
@PradeepKumarBehera-or9ee
@PradeepKumarBehera-or9ee 23 күн бұрын
Jay Naveen pattnayak Jay Bjd ❤❤❤
@susantatandia4539
@susantatandia4539 23 күн бұрын
Jay bjp
@niranjanpradhan405
@niranjanpradhan405 21 күн бұрын
Only bjd​@@susantatandia4539
@mrsagar9027
@mrsagar9027 16 күн бұрын
Jay bjp
@sibakhuntia45
@sibakhuntia45 6 күн бұрын
Jay.bjd
@rasmitarai2609
@rasmitarai2609 23 күн бұрын
Tame CM haba katha😅😅 khali bada bada katha…..
@something40
@something40 11 күн бұрын
Jemitiki modi
@ashokdas7803
@ashokdas7803 23 күн бұрын
Tu. Kan. Kahuchu. Tu. Janiparuchu. Na. Tu. Murukha
@sibakhuntia45
@sibakhuntia45 6 күн бұрын
Tu.mukha.mg
@mukeshkumarsahoo3511
@mukeshkumarsahoo3511 18 күн бұрын
Right 👌👌👌କଥା କହି ଛନ୍ତି
@BABANKANHAR
@BABANKANHAR 20 күн бұрын
ଏହି ମାଇକିନା ମହାକାଳ ଫଳ ସହିତ ସମାନ , ଯାହା କି ଉପରେ ଦେଖିଲେ ସୁନ୍ଦର କିନ୍ତୁ ଭିତରେ ଦେଖିଲେ ପୋଡ଼ା ଅଙ୍ଗାର
@ChumeeDevi
@ChumeeDevi 17 күн бұрын
Right
@Pre_Nursing_1
@Pre_Nursing_1 14 күн бұрын
Amite kn pain kahuchh
@mahendradas4516
@mahendradas4516 14 күн бұрын
ସତ କହିଲେ ତ ଶତ୍ରୁ
@nilantibidrika6917
@nilantibidrika6917 11 күн бұрын
Jie micha kahibe se loko thik.... Jie thik kahibe se loko bhul ajika duniya re
@something40
@something40 11 күн бұрын
Toh maikina ta kemitika tike dekhaunu,sala bhadua
@padmabatikandagari1694
@padmabatikandagari1694 13 күн бұрын
ଏତେ ବର୍ଷରେ ନବୀନ ସରକାର କିଛି କରିପାରିଲା ନାହିଁ ଏବେ ତାଡି ପକାଇବ
@ripahial6615
@ripahial6615 16 күн бұрын
This is reality of bjp, thank you madam ,u say openly
@hariharmoharana6176
@hariharmoharana6176 17 күн бұрын
ନବୀନ କଥାରେ ନୁହେଁ କାମରେ ବିଶ୍ବାସ କରନ୍ତି
@Mrddbaska7815
@Mrddbaska7815 14 күн бұрын
Hnn ..😂😂 katha kahi parile ta katha kahibo 😅😅😅 bhala se ta odia kahiparu naiii se kn adhika kahibi ...😅😅😅😅 Seithipain ta tanka BJD chora neta sabu khola karidele 😅😅 Au election pare ta au kn sabu karichhi BJD genda dala eina ta sabu media camera re janapaduchhi 😅😅😅 chora BJD...eithipaii sabu Navin dayi 😅😅
@anantakumardas5544
@anantakumardas5544 18 күн бұрын
Nabin sir is not comparable with any person in the world He is the God.for poor people.❤
@sureshchandrabhoi5409
@sureshchandrabhoi5409 23 күн бұрын
ମୋହନ ଏବଂ ନବୀନ ମଧ୍ୟରେ କିଛି ସମାନତା ନାହିଁ. ନବୀନ ମୋହନ ଠାରୁ ସବୁ ଗୁଣରେ ବେର୍ଟର.
@kcmishra3239
@kcmishra3239 23 күн бұрын
Samay kahibi.
@susantatandia4539
@susantatandia4539 23 күн бұрын
Mohan sabu too bhala better
@pradeepsahoo6484
@pradeepsahoo6484 23 күн бұрын
Samaya kahiba​@@susantatandia4539
@comedykingrj8806
@comedykingrj8806 21 күн бұрын
To bou ghaita ta
@SasmitaPradhan-dz6ee
@SasmitaPradhan-dz6ee 20 күн бұрын
​@@kcmishra3239😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂
@user-db8rh8dq6t
@user-db8rh8dq6t 22 күн бұрын
You are right My sister I LOVE ODISHA
@prasantnayak5770
@prasantnayak5770 23 күн бұрын
Nabina ka banda karuchi
@smartbiology9318
@smartbiology9318 4 күн бұрын
Right katha kahichha didi apana fight karantu please school au college re vancency pain set Ashu please
@sidikiyaparaseth4752
@sidikiyaparaseth4752 21 күн бұрын
ଭଲ କଥା କହେ କହିଲେ mem
@satyabratananda4815
@satyabratananda4815 13 күн бұрын
ଭାରତ ରେ ସାଧାରଣ ଲୋକ ଯିଏ କେବେ କ୍ରିକେଟ୍ ଖେଳି ନାହାନ୍ତି , ସେମାନେ କୁହନ୍ତି ଆଜି ସଚିନ ଏମିତି ବ୍ୟାଟିଂ କରି ଥିଲେ ଭଲ ହେଇ ଥାଆନ୍ତା । କିନ୍ତୁ ନିଜ କାମ ଠିକ ରେ କରି ପାରନ୍ତି ନାହିଁ ।
@something40
@something40 11 күн бұрын
Jana mata naucha kahinki?
@jayashriramsahoo1305
@jayashriramsahoo1305 6 күн бұрын
Perfectly said bro....
@sobadhabeura8369
@sobadhabeura8369 23 күн бұрын
Thanks to sanghamitra my younger sister,your future is bright
@SaiBaba_Creations
@SaiBaba_Creations 6 күн бұрын
ଏ ମାଡାମ ଜଣେ Advocate ମୋ ଜାଣିବା ରେ..... Court ରେ କେତେ ନ୍ୟାୟ ପାଇଁ ଲେଢ଼ଇ କରୁଛନ୍ତି ତାହା ର inquiry କରାଯାଉ.
@ranjanpradhan6104
@ranjanpradhan6104 20 күн бұрын
ଏ ଗେହି ବେକାର କଥା କହୁଛି
@JashrajGundramajhi
@JashrajGundramajhi 23 күн бұрын
Very nice speach madam ji
@bhagabanbeherabhagaban4661
@bhagabanbeherabhagaban4661 15 күн бұрын
ଜୟ ଜଗନ୍ନାଥ, ଭାଇ ସବୁ ମାୟାରେ ବାୟା ।
@Anikalaxmi8Badu
@Anikalaxmi8Badu 11 күн бұрын
Sure madam
@SanjayPradhan-cq3tz
@SanjayPradhan-cq3tz 21 күн бұрын
Nice ଭଲ କଥା କହିଲେ କଣ ଭୁଲ
@gopabandhubora8262
@gopabandhubora8262 8 минут бұрын
Sister,verygood,yourmind
@shubharantkumarrath4799
@shubharantkumarrath4799 11 күн бұрын
କାଶ୍ମୀର ପଣ୍ଡିତ ମାନଙ୍କୁ ମାରିଦିଆଗଲା ବେଳେ କୁଆଡେ଼ ଯାଇଥିଲ।
@Nastikboy572
@Nastikboy572 9 күн бұрын
Tuma Bhagaban sabu gandi marau thile semane kuad jai thile pandita ta nije abhisap dianti semane kan karu thile 😂😂😂 Sala sabu ade jati pratha kariba gandi ta loka maribe seita ta nihati sata katba
@sarojsahoo2039
@sarojsahoo2039 6 күн бұрын
୨୫ ବର୍ଷର ସରକାର କୁ ୧ ମାସର ସରକାର ସହ ତୁଳନା କରିବା ହାସ୍ୟାସ୍ପଦ 😅😅
@debasishmohanty2735
@debasishmohanty2735 6 күн бұрын
ଆଲୋ ଝିଅ ଦୁନିଆରେ କଣ କେହି ଭଲ ନୁହଁ କେବଳ ତୁ ହଉଚୁ ଦୁନିଆରେ ଭଲ😂😂।
@something40
@something40 11 күн бұрын
sabash bhauni thik kahile❤
@user-fg6tv7yo1w
@user-fg6tv7yo1w 22 күн бұрын
ଗରଜିଲା ମେଘ ବରଷେ ନାହିଁ
@KUSIAHATI
@KUSIAHATI 6 күн бұрын
ଏ ଝିଅ ସମସ୍ତ ଙ୍କୁ ବିରୋଧ କରୁଛି, ଏ ମୁଖ୍ୟମନ୍ତ୍ରୀ ହେଲେ ସବୁ ହୋଗଲି ପକାଇବ
@saunetudu2032
@saunetudu2032 23 күн бұрын
Tu Pakistan pola bhauni bhalare rahibu ate tension kn neuchhu
@bapinisahoo5009
@bapinisahoo5009 9 күн бұрын
ଯଦି ସ୍ଵୟଂ ଭଗବାନ ବିଷ୍ଣୁ ରାମ ଅବତାର ନେଇ ପୃଥିବୀକୁ ରାଜତ୍ଵ କରନ୍ତି, ତଥାପି ଇଏ କହିବ ସେ ଖରାପ ବୋଲି । ସଜ ମାଛରେ ପୋକ ପକେଇବା ଲୋକଙ୍କ ଅଭାବ ନାହିଁ । ଆଜିଯାଏ ଛାତ୍ରା ନେତା ହେଇ କଣ ଛାତ୍ରଙ୍କ ପାଇଁ କରି ପକେଇଛ କହିଲ? ଖାଲି ସମାଲୋଚନା କରିବା ଛଡା ଆଉ କିଛି ଆସେନି ତୁମକୁ ।
@sasmitamallick9104
@sasmitamallick9104 Күн бұрын
Good,sister
@puspanjalipatra2609
@puspanjalipatra2609 17 күн бұрын
ତୁମେ ମୁଖ୍ୟମନ୍ତ୍ରୀ ହେଲେ ସବୁ ଠିକ୍ କରିଦେବ 😂😂😂
@parameswarmahakud1959
@parameswarmahakud1959 15 күн бұрын
ମହାଜ୍ଞାନି ଭଳି ମନେ ହଉଛି
@user-bt3hs4fk6e
@user-bt3hs4fk6e 9 күн бұрын
Right Bhai
@suchitrabehera2539
@suchitrabehera2539 4 күн бұрын
କେଊ ସରକାର ଆସିଲେ ରାମ ରାଜ୍ୟ ହେବ,କୁହନ୍ତୁ,କେବେ
@srikantbhol5793
@srikantbhol5793 9 күн бұрын
You are right mam
@jashobantadigal861
@jashobantadigal861 9 күн бұрын
100%correct mam
@SasikantaPradhan-x4f
@SasikantaPradhan-x4f 3 күн бұрын
ତୁ ଗୋଟେ ଅଧା କାଣି ତୁ କଣ ବୁଝି ପାରିବୁ ନବୀନ ବାବୁ ବିଷୟରେ ତୁ ମୋ କଥା ବୁଝି ପାରିବୁ କି କୁହ ଗୋଟେ ରାତି କଲେ ତୁ 7ଦିନ ଚାଲି ପାରିବୁ ନାହିଁ
@sukantchandraroutray2435
@sukantchandraroutray2435 20 күн бұрын
ନବିନ ଙ୍କ ସାଙ୍ଗେ କେବେ ହେଲେ ମୋହନ ସମାନ ହେଇ ପାରିବନି
@itsUmacreations
@itsUmacreations 16 күн бұрын
ୟା କୁ CM କରି ଦିଅ...ସବୁ ତାଡି ଦେବ😂😂😂
@lambodarpatra2601
@lambodarpatra2601 8 күн бұрын
ଏ ଝିଅ ନୂଆ ନୂଆ ପ୍ରେମ କରିଛି ବଧେ
@monoranjandas4828
@monoranjandas4828 5 күн бұрын
Mohan ମାଝୀ ହିନ୍ଦୁ ସେଥି ପାଇଁ ସେ ଦରା ସିଂ କୁ ମୁକ୍ତ କରିବା ପାଇଁ ଯାଇଥିଲେ
@user-cb9vf1cx4i
@user-cb9vf1cx4i 23 күн бұрын
ସାମ୍ବାଦିକ ବନ୍ଧୁ ମାନଙ୍କୁ ନିବେଦନ ଆପଣ ମାନେ ପ୍ରଶ୍ନ କରିବା ଉଚିତ କିଏ ପ୍ରଧାନମନ୍ତ୍ରୀ ଏବଂ କିଏ ମୁଖ୍ୟମନ୍ତ୍ରୀ ହେଲେ ସଂଘମିତ୍ରା ଜେନା ଖୁସୀ ହେବେ, ସମସ୍ତେ ଯଦି ଚୋର ଡକାୟତ ତାହା ହେଲେ ଭଦ୍ରଲୋକ କେଉଁଠାରୁ ପାଇବା...?.
@srinibassahoo6274
@srinibassahoo6274 22 күн бұрын
Right
@user-ws7jz1bv6g
@user-ws7jz1bv6g 22 күн бұрын
ଇଏ ନିଜେ ହିଁ ଜଣେ ଭଲ ଲୋକ.... ଆଉ ସବୁ worthless.
@biwajitviswajeet
@biwajitviswajeet 12 күн бұрын
କହ୍ନେୟା କୁମାର୍ ଆଉ ସଂଘମିତ୍ରା ଜେନା cm ହେଲେ ନହେଲେ ପ୍ରତାପ ରଥ CM ହେଲେ ଇଏ ଖୁସି ହେବ😂😂
@user-cb9vf1cx4i
@user-cb9vf1cx4i 11 күн бұрын
@@biwajitviswajeet ସେ ଏବେ ଠାରୁ ତାଙ୍କ ପାଇଁ ପ୍ରଚାର ଆରମ୍ଭ କରିଦେଲେ ଭଲ ହେବ.
@35746hh
@35746hh 16 күн бұрын
ତମଠୁ ଏହା ଆଶା ନଥିଲା
@BikashBehura-s4j
@BikashBehura-s4j 22 күн бұрын
ତୁମେ ଦିନେ ବାହାହେଲେ ଆଇନା 50ଥରେ ଦେଖିବୁ
@BABANKANHAR
@BABANKANHAR 20 күн бұрын
ଚୁଳି ମୁଣ୍ଡରେ ବସିଲେ ଇଆକୁ କଳା ଲାଗିବନି ବୋଧେ ଭାଇ । ଇଏ ହେଉଛି ଉପରେ ଦେଖିଲେ ସୁନ୍ଦର କିନ୍ତୁ ଭିତରେ ଦେଖିଲେ ପୋଡ଼ା ଅଙ୍ଗାର । ଯାହା କି ମହାକାଳଫଳ ସହିତ ସମାନ ।
@user-ty4ff8xi7l
@user-ty4ff8xi7l 23 күн бұрын
ତୁ ବି ନୂଆ ଭାରି ଦେଖେଇ ହେଉଛି
@kabisuryabehera8572
@kabisuryabehera8572 14 күн бұрын
ହଲୋ ମା ତୋ ମୁହଁ ବଙ୍କା ହୋଇ ଗଲାଣି,
@kalingavlogs5731
@kalingavlogs5731 20 күн бұрын
Good reply 👍
@lipunbarik5530
@lipunbarik5530 13 күн бұрын
ତୁ ଯଦି ଏତେ ଗୁଣର ଅଧିକାରୀ ତେବେ ଆର eletion ରେ ପ୍ରଧାନ ମନ୍ତ୍ରୀ ହେଇ କି ଦେଖା ଦେଖିବା
@user-bt3hs4fk6e
@user-bt3hs4fk6e 9 күн бұрын
Right
@achyutanandadas513
@achyutanandadas513 20 күн бұрын
Jay navin babu❤❤❤❤
@Reenabehera0
@Reenabehera0 23 күн бұрын
Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻
@sandipdas-ip9vr
@sandipdas-ip9vr 11 күн бұрын
ଏ ତ ରାଣି ମହୁମାଛି ଭଳିଆ ଲାଗୁଛି କାହାକୁ ଛାଡୁନି ସବୁ ଛୋଡିବ😂😂
@harprasadsenapati3945
@harprasadsenapati3945 20 күн бұрын
Yek Nayak Odisha Nayak Mohan majhi Jindabad Jindabad
@nirbikarbarik3552
@nirbikarbarik3552 15 күн бұрын
ତୋ ଜୀବନ କାଳ ଏମିତି ରାଉ ରାଉ ହେଇ chalijiba
@gyanchand8026
@gyanchand8026 10 күн бұрын
😂😂😂
@pitambartudu2437
@pitambartudu2437 11 күн бұрын
ଏ ରାଣ୍ଡି ମାଇକିନା ଜାଣିନି, ଆଦିବାସୀ ମାନଙ୍କର କଥା । କହିବେ ମାନେ କରିକିଦେଖେଇବେ। ନବୀନ, ମୋହନ ସମାନ ହେଇପାରିବେ ନାହିଁ
@JayramMohanta-ni4zo
@JayramMohanta-ni4zo 13 күн бұрын
କଂଗ୍ରେସ ଲେଡି 😂😄
@hemendrasingh2043
@hemendrasingh2043 23 күн бұрын
B j p କୁ 25ବର୍ଷ ସମୟ ଦିଅ ମାଳିକା କହିଛି ପାହାଡ ଉପରେ ଫୁଟିବପଦ୍ମ ଭାରତ ବଦଳି ବ ସୁଖ ଶାନ୍ତି ଆସିବ ମୋଦି ଟାଇଗର ବିରଧୀ ମାନଙ୍କୁ କଞ୍ଚା ଖାଇ ଯିବ ହୁସିଆର
@something40
@something40 11 күн бұрын
Modi ta nije anya sahara re chalichi
@Bikash-xp7wh
@Bikash-xp7wh 13 күн бұрын
ହଇ ଲୋ ବାବରି ମସଜିଦ ଯେବେ ଭଙ୍ଗl ଗଲା ସେତେବେଳେ କଉ Govt ଥିଲା କିଏ ଦଙ୍ଗା କରିଥିଲା
@SKJ-vh8kv6rp9l
@SKJ-vh8kv6rp9l 12 күн бұрын
ଏ ଝିଅଟି କଂଗ୍ରେସିଆ
@odiafasttech7866
@odiafasttech7866 16 күн бұрын
Bahut knowledge achhi no 1 cm heba
@user-ou7oh4wd9z
@user-ou7oh4wd9z 14 күн бұрын
ଏଇଟା କୁ କିଏ ଜନ୍ମ ଦେଲା l ଏଇଟା ଗୋଟେ ବେକାର ଝିଅଟା l
@sanjayabehera5625
@sanjayabehera5625 20 күн бұрын
A jhia ku CM banatu😊😊, all general public elected BJP don't criticize. Congress party promoted communal violence between hindu and Muslim along with supported terror activist.
@DharaniMahanta-zz4os
@DharaniMahanta-zz4os 23 күн бұрын
Lajya nahi tor
@manojbar2958
@manojbar2958 10 күн бұрын
Wow... She is in politics and part of CPIM. D Raja the Supremo
@premkumartiu5398
@premkumartiu5398 15 күн бұрын
You are right
@snehalataparida5659
@snehalataparida5659 13 күн бұрын
ପୁରା ଠିକ୍
@travelwithme71116
@travelwithme71116 8 күн бұрын
ନବୀନ ହେଲେ ମୁଖ୍ୟମନ୍ତ୍ରୀ ଙ୍କ ଉଦାହରଣ 💚
@BinapaniAcademy-ly6zn
@BinapaniAcademy-ly6zn 15 күн бұрын
ଭଲ କଥା କହିଲେ ସମସ୍ତେ ଲିକେ କରିବେ ଅଯଥା କଥାରେ କିଛି ନାହି
@gurucharanmohapatra4508
@gurucharanmohapatra4508 18 күн бұрын
Mohan Majhi is more than Jaganath Mahaprabhu. Gaon tautor tharu Direct Mukhya mantri
@dhrubanandaparida1802
@dhrubanandaparida1802 13 күн бұрын
Both gives light but sun and moon are different
@arobindanayak7653
@arobindanayak7653 23 күн бұрын
Tume Jetebele BJD Govt Thila , Setebele v Tumar Priblem Thila . Ebe v Tumar Problem . Congress Govt Aasile Tumar Volo . Loke kono Pain Congress ku kono Pain Vote Dele Nahi
@guruprasadpattnaik4538
@guruprasadpattnaik4538 23 күн бұрын
God bless you my lovely sister
@basudevprusty9741
@basudevprusty9741 23 күн бұрын
ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି
@SstarRajesh
@SstarRajesh 13 күн бұрын
Tu Mukhia mantri heija re bhouni ,kon koribu dekhibu, tu kia first kohooo ok jai jagarnnath ❤❤❤🎉🎉🎉
@biwajitviswajeet
@biwajitviswajeet 12 күн бұрын
ୟାକୁ ଥରେ ୱାର୍ଡ ମେମ୍ବର କରାଯାଉ ଦେଖ ଇଏ କେତେ କଣ ଉନ୍ନତୀ କରୁଛି😂
@rohitkumarbehera1549
@rohitkumarbehera1549 17 күн бұрын
ଏହି ଝିଅ ର କଥା କୁ ନେଇ ଓଡ଼ିଶା ଚାରି ଫାଲ ହୋଇଯିବ
@pravatkumarnayak8496
@pravatkumarnayak8496 11 күн бұрын
ସତୀ ଅନସୂୟାଙ୍କ
DEFINITELY NOT HAPPENING ON MY WATCH! 😒
00:12
Laro Benz
Рет қаралды 63 МЛН
Looks realistic #tiktok
00:22
Анастасия Тарасова
Рет қаралды 106 МЛН
Mama vs Son vs Daddy 😭🤣
00:13
DADDYSON SHOW
Рет қаралды 40 МЛН
Playing hide and seek with my dog 🐶
00:25
Zach King
Рет қаралды 33 МЛН
Jayshree Patra Targeted BJP || ONA KHABAR ||
4:45
ONA Khabar
Рет қаралды 101 М.
DEFINITELY NOT HAPPENING ON MY WATCH! 😒
00:12
Laro Benz
Рет қаралды 63 МЛН