ମୋହନ ସରକାର କିଛି କାମକୁ ନୁହେଁ ଖାଲି ସୋ କରୁଛନ୍ତି...

  Рет қаралды 87,407

Reo News

Reo News

Күн бұрын

ମୋହନ ସରକାର କିଛି କାମକୁ ନୁହେଁ ଖାଲି ସୋ କରୁଛନ୍ତି...#odishapolitics #politicalnews #mohanmajhi #chiefminister #narendramodi #mohancharanmajhi #politicalstory #rally #asakarmi #salary #salaryincrease #hospital #job #requirements #joboffers #newsupdate #trendingnews #latestnews #reonews #odishanews #Odianews #livenews #odishanews #Odiasamachar
REO NEWS ଚ୍ୟାନେଲ ଓଡିଶା ର 4.5 କୋଟି ଜନତା ଙ୍କ ସମସ୍ୟା କୁ ଲୋକଲୋଚନ କୁ ଆଣିବା ସହ ନିରପେକ୍ଷ, ନିଛକ ସତ୍ୟ ଏବଂ ତଥ୍ୟ ଭିତ୍ତିକ ଖବର ପ୍ରକାଶ କରିଆସୁଛି। ଏହା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ରେ ସବୁଠାରୁ ଲୋକପ୍ରିୟ ହୋଇପାରିଛି।
REO NEWS brings all the latest headlines and news stories to satisfy the demands of high-rise favorites of Odisha audiences. Please follow up to watch live and breaking news.
✅ Visit us Our Website: reonews.in/
Connect with us at our social media handles:
➡ KZbin:
/ @reonews
➡ Facebook: / reo-n. .
➡ Instagram: / reonews24

Пікірлер: 257
@gundichagundicha7905
@gundichagundicha7905 19 күн бұрын
ମହାଠକସରକାର
@Pintupuspalifestyle
@Pintupuspalifestyle 19 күн бұрын
ମୁଁ କହୁଛି ଓଡ଼ିଶା ରେ ଯେତେ ଯୁବକ ଯୁବତୀ ଅଛନ୍ତି ସମସ୍ତଙ୍କୁ କାମ ଦିଆଯାଉ ।
@manashnayak2794
@manashnayak2794 17 күн бұрын
ତୋତେ କୁକୁର ପେଳ ଦିଆଯିବ
@jenasakin8386
@jenasakin8386 12 күн бұрын
Right
@jenasakin8386
@jenasakin8386 12 күн бұрын
BJD kahunu to bapa navin ku😂😂😂😂
@premanandaparida-ln5tx
@premanandaparida-ln5tx 19 күн бұрын
ଆଶା କୁ ଅସି ହଜାର ଦିଆଯାଉ ଦରମା ସିରିଞ୍ଜ ଧରି ଆସିବନି
@basantasahoo425
@basantasahoo425 12 күн бұрын
କିଛି ଦିଅନ୍ତୁ ନାହିଁ ଏମାନଙ୍କୁ ବହୁତ ଠକୁଛନ୍ତି , ଲୁଗା ପଇସା ଡାକ୍ତରଙ୍କୁ ଲାଞ୍ଚ ଦେବା ଏଇ ମାନେ ଶିକ୍ଷା ଦେଉଛନ୍ତି
@kanchans-Bhakti
@kanchans-Bhakti 2 күн бұрын
Sata kahicha bhai aasa mane besi rabaab jhaduchanti
@ranjitkumarsbr5759
@ranjitkumarsbr5759 17 күн бұрын
ଏତେ ବର୍ଷ ହେଲା ଦରମା ନାହିଁ ତ କଉ ବାଳ କୁ କାମ କରୁଛ
@gobardhanbehera7908
@gobardhanbehera7908 14 күн бұрын
ଇଏ ଜଣେ ପାଗଳଟା କିରେ ଏବେ ମୋହନ ଆସିଲା ବୋଲିଖୁସି ହେବାକଥା ଭଲ ର କାମ କରୁ ବୋଲି ଚିନ୍ତା କରିବା କଥା ତୁଭାକୁ଼ଡାଟାକି,?
@lilianaik5756
@lilianaik5756 13 күн бұрын
ଶିକ୍ଷା ଗତ ଜଗ୍ୟତା ରହିବା ଆବଶ୍ୟକ ଆଶା କର୍ମୀ ମାନଙ୍କୁ ପରୀକ୍ଷା କରାଯାଉ 😩
@user-tk9cw3ws3p
@user-tk9cw3ws3p 18 күн бұрын
ଆସା କ୍ରମି ମାନେ କେତେ ବର୍ଷ ହେଲାଣି କାମ କରିଆସିଛନ୍ତି ମୋହନ ସାର୍ କୁ ଗୋଟେ ମାସ ବି ହେଇନି ଆଉ ନବିନ ତ ୨୪ ବର୍ଷ ମନ୍ତ୍ରୀ ଥିଲେ ସେତେ ବେଳେ ଆସା କ୍ରମି ମାନେ ୨୬ ହଜାର ଟଙ୍କା ମାଗିନଥିଲୋ କ'ଣ ପାଇଁ ଖାଲି ତୁମୋନଙ୍କୁ ଟଙ୍କା ଦରକାର କାମୋତ କିଛି ନାହିଁ
@kamalakantasahu7155
@kamalakantasahu7155 16 күн бұрын
To gandi kain phatuchii kireee tu kn ta janichu kn kama karuchhanti na karuchhanti
@rasanandasethy
@rasanandasethy 19 күн бұрын
କମ ପଇସାରେ କାମ କରୁଥିଲ କାହିଁକି ଗାଆଁ ଗହଳିରେ ଆଶା ଦିଦି ମାନେ ମାନୁନାହତି
@Damayantibiswal-pm5bn
@Damayantibiswal-pm5bn 19 күн бұрын
Kn manileni
@bichitrakumarsahoo7112
@bichitrakumarsahoo7112 18 күн бұрын
Tamanku 1lakhs tanka darama darakar
@kanhudas3308
@kanhudas3308 19 күн бұрын
କି ଚାହୁଁଥିଲ ପରିବର୍ତନ ଡବଲ ନାହିଁ ମୋ ମାଉସୀ ତ୍ରିପୁଲ ଦବ ଗୋ ଟିକେ ସମୟ କୁ ଅପଖ୍ୟା କୋର 🤣🤣
@JyotiNag-4445
@JyotiNag-4445 13 күн бұрын
ଦରମା ମିଳୁନି ହେଲେ କଣ ପାଇ ଖଟୁଚୁ ରେଜନ ଦେଇ ଦେ
@lilianaik5756
@lilianaik5756 13 күн бұрын
ଆଶା ମାନେ 60000 ହେଲେ ଖୁସି ତ
@SinghBharati-ds7sv
@SinghBharati-ds7sv 9 күн бұрын
😅
@durgeshpatra4498
@durgeshpatra4498 19 күн бұрын
ଯାହା ହେଉ ଦିଦି ବହୁତ ଭଲ କାମ କରିଛ
@santoshnanda8793
@santoshnanda8793 19 күн бұрын
Good Government Mohan Sarkar , Slow and steady wind the race , Tuma Manku kichi milibar nahi
@user-sf2rn3ts1i
@user-sf2rn3ts1i 19 күн бұрын
ତୁମେ ସରକାର ଙ୍କର କିଛି କରିପାରିବନାହିଁ
@birajrout7432
@birajrout7432 20 күн бұрын
କିଛି କରାଯିବନି ତମେ ମାନେ BJP କୁ ଭୋଟ ଦେବ ଯିଏ ହିନ୍ଦୁ ନୁହେଁ ସିଏ BJP କୁ ଭୋଟ ଦେବନି ତମେ ନଦେବ ମାନେ ତମେ ବିଧର୍ମି
@kingslala2462
@kingslala2462 19 күн бұрын
Tu pura chota loka taa
@hemantraj8676
@hemantraj8676 19 күн бұрын
Kona msg jani houni re
@lilianaik5756
@lilianaik5756 13 күн бұрын
କିଛି କରିବେ ନାହିଁ ଦେଖ କେମିତି ଫେକୁ ବାବୁ ଫେକି ଫେକି ଭୋଟ ନେଲେ ଆହୁରି ଫେକି କି ରଙ୍ଗ ମାରି 5ବର୍ଷ କାଟି ଦେବେ 😩
@Nk_officialvlog143
@Nk_officialvlog143 13 күн бұрын
ନବୀନ ବାବୁ 26 year re କରିପାରିଲେନି ଆଉ ମୋହନ ବାବୁ କଣ 5year re କେମିତି କରିବେ
@amarbag5933
@amarbag5933 18 күн бұрын
ଦୁଇ ମାସରେ ଯଦି ଅଧିକ ରୁ ଅଧିକ କାମ କରି ଦିଏ BJP ଆଉ ଚାରି ବର୍ଷ ଦସ ମାସ କୋଉ କାମ କରିବ ନା ଚିଟ୍ ଫଣ୍ଡ ଭଳି ଟଙ୍କା ଲୋଟିବ । ଯୋଉ ମେଘ ଗରଜେ ବରଷେ ନାହିଁ
@brajeswarisingh909
@brajeswarisingh909 20 күн бұрын
ତମେ ହେଉନ ମୁଖ୍ୟମନ୍ତ୍ରୀ 🙏
@chittaranjandas5018
@chittaranjandas5018 18 күн бұрын
BJD ku vote dei 24 barsa kichhi helani sabu currption kari khaigala BJP one month hela asichhi 5years wait kara dekhiba kana heuchhi
@bijayasahoo6259
@bijayasahoo6259 19 күн бұрын
ପୂର୍ବ ସରକାର ଙ୍କ ଦ୍ଵାରା ତୁମେ କୋଉଠି ଥିଲ, ପାରିଶ୍ରମିକ ପାଉନ କାମ କାହିଁକି କରୁଛ, ନୂଆ ସରକାର ସମୟ ତ ଲାଗିବ
@manashnayak2794
@manashnayak2794 17 күн бұрын
ବାଳ ଟା କରିବ
@kumaromanu3137
@kumaromanu3137 16 күн бұрын
ତୁ ତଳଟା ତାର କେତେଦିନ ହେଲାଣି । ବସ୍ତି ବାସନ୍ଦ ଙ୍କ ଘର ଭଙ୍ଗା ହଉଚି । ଆଗରୁ ତ ହେଉନଥିଲା ଏମିତି ବସ୍ତି ବାସନ୍ଦ ଯିବେ କୁଆଡେ ।
@ChudamaniNaik-q3f
@ChudamaniNaik-q3f 13 күн бұрын
Good kahuchhanti asha didi😊
@Prince-dh7vl
@Prince-dh7vl 13 күн бұрын
ମୁଁ ଆଜି ଯାଏ ବୁଝି ପାରୁନି ଓଡ଼ିଆ ଅସ୍ମିତା ର ମାନେ କଣ ଖାଲି ଓଡ଼ିଆ ଅସ୍ମିତା କହି କହି ଏମିତି ରାଜନୀତି କରିବ ଆଉ ବିକାଶ ଆଉ ହବନି ବୋଧେ
@Nk_officialvlog143
@Nk_officialvlog143 13 күн бұрын
ଭାଇ ସତ କଥା କହିଲ ମୁ ବି ବୁଝି ପାରୁନି ଖାଲି ଅସ୍ମିତା ଅସ୍ମିତା କହିକି ଏଇ 4-6masa ହେଲାଣି chaleichhanti 😂
@Singdharani113.Youtuber
@Singdharani113.Youtuber 17 күн бұрын
25 ବର୍ଷ ରେ କିଛି ହେଲାନି ଦିଦି ଏବେ ତ ହେଵା ଦରକାର
@user-tb9sv1lh5w
@user-tb9sv1lh5w 10 күн бұрын
Time needed,One month hoichhi.wait or watch
@JogeswarMajhi-lt7hj
@JogeswarMajhi-lt7hj 10 күн бұрын
୨୪ ବର୍ଷ ଅପେକ୍ଷା କର,,,ସବୁ ଦାବି ଶୁଣିବେ
@bijayakumarjani5558
@bijayakumarjani5558 19 күн бұрын
Wait Kara sabu samadhan heba
@hemendrasingh2043
@hemendrasingh2043 16 күн бұрын
ଆପଣ ମାନେ ଧର୍ଯ୍ୟ ଧରଂତୁ ମୋହନ ଭାଇନା ଯାହା କୁହନ୍ତି ତାହା କରନ୍ତି ସେ ଛୋଟିଆ କଥା କୁହନ୍ତି ନାହିଁ ସେ କେତେ ବଡ ବଡ କଥା କହନ୍ତି ତାଙ୍କର ଭାଷଣ ଆପଣ ମାନେ ଶୁଣି ଛନ୍ତି କି ନାହିଁ
@user-ek7es8oe5y
@user-ek7es8oe5y 4 күн бұрын
Bala karanti
@gobindamahabhoi1200
@gobindamahabhoi1200 9 күн бұрын
ଖାଇ ଖାଇ ଅଭ୍ୟାସ ରେ ପଡ଼ି ଯାଇଛନ୍ତି
@pradeepjena3595
@pradeepjena3595 13 күн бұрын
ଏକଦମ୍ ଠିକ୍ କଥା କହିଲେ ମାଉସୀ 🙏
@giridharimunda9376
@giridharimunda9376 13 күн бұрын
ବିନା ମୂଲ୍ୟରେ ଯଦି କାମ କରୁଛ କାମ ଛାଡି ଦିଅ
@SumatiHembram-ck2ve
@SumatiHembram-ck2ve 13 күн бұрын
ସେ କଥା ଆଗରୁ ବୁଝିବାର ଥିଲା ଏବେ ତ ନୂଆ ସରକାର ତାକୁ ଟିକେ ଟାଇମ ଦିଅ
@BidyaBehera-t9v
@BidyaBehera-t9v 10 күн бұрын
I say that all the young men and women in odisha should be given jobs
@santilatapanda1386
@santilatapanda1386 19 күн бұрын
Right 👍
@rabinarayanmohapatra4733
@rabinarayanmohapatra4733 19 күн бұрын
Nalinisahu thanks.
@MIHIR1993
@MIHIR1993 15 күн бұрын
Very good mausi
@natabaranaik5026
@natabaranaik5026 20 күн бұрын
Tame,chakiri,chhadi,gharaku,polo,.
@Reenabehera0
@Reenabehera0 15 күн бұрын
❤❤❤❤❤❤❤❤❤❤❤❤❤❤❤❤❤❤❤❤🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉 Jay jagannath maa Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻
@s....p7120
@s....p7120 15 күн бұрын
ଏ ସରକାର ରଙ୍ଗମରlରେ NO 1😐😘
@user-kb6wr3bk5j
@user-kb6wr3bk5j 15 күн бұрын
Right mausi bjp Katha basi kama kam
@SumatiHembram-ck2ve
@SumatiHembram-ck2ve 13 күн бұрын
ଆଶା ଦିଦି ମାନେ ମୋର ଗୋଟେ ଅନୁରଧ j ଏମିତି ହୁଅନି ତାକୁ ଟିକେ ଟାଇମ ଦିଅ
@Sumitra554
@Sumitra554 9 күн бұрын
Naveen sarkar is the best
@sanjaysethy333
@sanjaysethy333 16 күн бұрын
ମାଉସୀଙ୍କୁ ସିଖାଯାଇ ଅଣାଯାଇଛି
@prashantsethi8429
@prashantsethi8429 14 күн бұрын
ଆଉ ନାହିଁ ଅସ୍ମିତା ଏଇ 14 ରେ ବାହା ହୁଇ ଗଲା 😂😂😂😂😂
@hemendrasingh2043
@hemendrasingh2043 16 күн бұрын
ଭଉଣୀ ଲଢେ଼ଇ କରୁଥିବୁ ଦିନ ଗୋଡି ଯିବ ତ ଚାକିରୀ ସରି ଯିବ --ମୋହନ ଭାଇନା 5ବର୍ଷ ରେ ମାଲାମାଲ --ଆଗାମୀ ସରକାର ଆସିଲେ ଗୁହାରି କରିବୁ ନମସ୍ତେ
@hiradharsuna3756
@hiradharsuna3756 19 күн бұрын
Good job
@user-qu3kh3hf9z
@user-qu3kh3hf9z 13 күн бұрын
Jay navin sir jay jhagarnath 🙏🙏🙏
@fatefaith5147
@fatefaith5147 13 күн бұрын
ମୁହଁରେ ମୁତ
@umashankarrana29
@umashankarrana29 19 күн бұрын
Right Ans
@-hp7et
@-hp7et 14 күн бұрын
ମୁ ମୁଖ୍ୟ ମନ୍ତ୍ରୀ ମୋହନ ମାଝି ଙ୍କୁ ଅନୁରୋଧ କରୁଛି ଯେ ଇ ଗୋଟେ ଗୋଟେ ଆଶା କର୍ମୀ ମାନଙ୍କୁ ମାସ କୁ ୬୦ ହଜାର ଟଙ୍କା ଦିଅନ୍ତୁ। ଆଉ ଏମାନେ ଲଢେ଼ଇ ଜାରି ରଖି ବେନି।
@tulubibhar6442
@tulubibhar6442 14 күн бұрын
Next Navin ❤❤❤❤
@umakantirana2496
@umakantirana2496 13 күн бұрын
କିଛି କରିବନି, ଲୋକଙ୍କୁ ଠକୁଛି ବିଜେପି ମୋହନ ମାଝି ସିଏ ସତରେ କୁ କାମକୁ ନୁହଁ
@user-tb9sv1lh5w
@user-tb9sv1lh5w 10 күн бұрын
No1 cheater BJD
@user-qp8qj2ym1z
@user-qp8qj2ym1z 4 күн бұрын
All right
@Mishkasgarden
@Mishkasgarden 13 күн бұрын
Super Duper Thhaka bjp sarkar, jaha kuhe kichhi karena
@managobindaswain1076
@managobindaswain1076 13 күн бұрын
ନବୀନବାବୁ ଥିବା ଯାଏଁ କିଛି ଅସୁବିଧା ନଥିଲା ? ମୋହନମାଝି ଆସୁ ଆସୁ ଏମାନଙ୍କୁ ସବୁ ଅସୁବିଧା ହେଉଛି l
@sanjaysethy333
@sanjaysethy333 16 күн бұрын
ମୁଖ୍ୟମନ୍ତ୍ରୀ ଙ୍କୁ respect dia
@Lililataswain-zi2fn
@Lililataswain-zi2fn 15 күн бұрын
Right
@amitnanda1706
@amitnanda1706 15 күн бұрын
Right👌
@user-kn4zs7ni4k
@user-kn4zs7ni4k 19 күн бұрын
Maa ete byasta kahinki
@harabaral2440
@harabaral2440 17 күн бұрын
କିଛିକରିବେନ ଖାଲି ସୁନ
@raghunathnaik5438
@raghunathnaik5438 14 күн бұрын
କିଏ କାହା ବାପାର ଦେଵ କି
@dolagobindparua4008
@dolagobindparua4008 15 күн бұрын
👍 👍👍👍👍👍
@ajayajena319
@ajayajena319 18 күн бұрын
ଅସ୍ମିତା କ'ଣ???
@ashisswain8499
@ashisswain8499 14 күн бұрын
Right bhauni
@soubhagyachandradeo2034
@soubhagyachandradeo2034 17 күн бұрын
❤❤❤right ❤❤❤
@user-xt2dt7oq2x
@user-xt2dt7oq2x 14 күн бұрын
ନବୀନ, ପାଣ୍ଡୁ କଣ ଗୋଟେ ଦିନରେ କରି ଦେଲେ କଣ ମାଉସୀ ନବୀନ କଲାନି କି କିଛି କାମ
@kailashchandrabehera8609
@kailashchandrabehera8609 19 күн бұрын
Asha manku 40 hajar karagala. Bankru neija.
@ganeswartarai6212
@ganeswartarai6212 12 күн бұрын
Kain bjd ki kahilani aaG tora ranga baharuchi
@raghunathnaik5438
@raghunathnaik5438 14 күн бұрын
ଶଳେ ଫାଳତୁ କମେଣ୍ଟ ଗୁଡ଼ାକ କରନି
@bijaykumarrout4161
@bijaykumarrout4161 20 күн бұрын
Aska40
@runuhnahak6720
@runuhnahak6720 20 күн бұрын
Tama mana kar darama badheile garib loka kuade jibe
@subhransudalai8360
@subhransudalai8360 20 күн бұрын
Kathha prabala kaama durbala
@debasismajhee7876
@debasismajhee7876 20 күн бұрын
Right 😄😄😄
@timishraikatimi5969
@timishraikatimi5969 19 күн бұрын
Jadu Malam Mohan Majhi double engine cm sir dahi madam
@steminarani5803
@steminarani5803 18 күн бұрын
ବହୁତ ଭଲ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ ମାଁ ଭଲ କଥା କହୁଛନ୍ତି ❤❤❤
@thomassabar8511
@thomassabar8511 13 күн бұрын
Asha didi Mane chakiri chada anya mane karibe chakiri
@tejkumar8810
@tejkumar8810 10 күн бұрын
BJP upare bharosa rakhantu
@sangram241
@sangram241 6 күн бұрын
25 barsa ra sassna re kebhe asmita katha uthini bjp kan sarkar karuchi je ete asmita asmita heuchhati chhi bjp
@humanquantum2350
@humanquantum2350 16 күн бұрын
Har sal strike
@partha2218
@partha2218 20 күн бұрын
5 years apeskhya Kara sabu thik heba. Manipur re double engine......
@banamalibehera8781
@banamalibehera8781 20 күн бұрын
NAVEEN GHOTALA MASTERKU POPPU KHAN JODI.
@partha2218
@partha2218 20 күн бұрын
@@banamalibehera8781 POPPU Kia?
@baikunthabaral418
@baikunthabaral418 19 күн бұрын
Jay Nabin
@partha2218
@partha2218 19 күн бұрын
@@banamalibehera8781 POPPU Kia?
@user-kb6wr3bk5j
@user-kb6wr3bk5j 15 күн бұрын
Bjp asila dabal mahanga haba
@jaydebmajhi236
@jaydebmajhi236 19 күн бұрын
Like video 🥳🥳🥳🥳🥳
@santoshkumarnayak4569
@santoshkumarnayak4569 19 күн бұрын
Double Engine Fail .
@asishpanigrahi4902
@asishpanigrahi4902 16 күн бұрын
Bjd jindabad
@ShyamHembram-zx4gk
@ShyamHembram-zx4gk 19 күн бұрын
Asa chhadi diya
@pranatisamantaray144
@pranatisamantaray144 19 күн бұрын
Correct thought Dalal ta
@Gopalgamer-f9q
@Gopalgamer-f9q 20 күн бұрын
ଆଶା ମାନେ କିଛି କାମ କରୁନାହାନ୍ତି । ଯାହା ପାଉଛନ୍ତି ବହୁତ / ଅଧିକ ପଇସା ଦେଇ ଓଡିଶା ରାଜକୋଷରୁ ଟଙ୍କାକରବାଦ କରନୁନାହି | ତାହା ଗରୀବ ଚାଷି ମୂଲିଆଙ୍କ କାମରେ ଲାଗିବ ।
@banamalidhal1155
@banamalidhal1155 19 күн бұрын
Asa Mane bohut mulyaban......chasinku bohut diajauchhi.....Khali sabsidi nei khaibe...... vegetable rate kete ebe?
@durgadas9778
@durgadas9778 10 күн бұрын
Emane 3 engine hele bhi Kichhi kari pari be ni,,,,, Nabin Babu chhoda,,,, I like Nabin Odisha❤
@narottamsahu2707
@narottamsahu2707 20 күн бұрын
Kichi Kari paribni
@jaduhemram9930
@jaduhemram9930 15 күн бұрын
right mohan sarakar zero sarkar.adibasinkara sarbasa luti neuchhanti ghara uchheda kariki.
@jayantisahoo-cd5ng
@jayantisahoo-cd5ng 14 күн бұрын
Mohan majhi sir apana anganbadi asa jete sabu faltu pist sabu uthai diantu only govmt school lagu karantu ate jhamila nathiba
@mamatamallick2209
@mamatamallick2209 18 күн бұрын
Are mausi tike ruha ....ate besta.......
@durgadas9778
@durgadas9778 10 күн бұрын
Kichhi karebe ni,,,,,
@sanjaysethy333
@sanjaysethy333 16 күн бұрын
Aji Jai kouthi thila
@PiyushKumar-mq2mx
@PiyushKumar-mq2mx 19 күн бұрын
ତମେ,ଯାଇକି, ନବୀନ କୁ,ମାଗ
@RaimatMurmu-fr1pd
@RaimatMurmu-fr1pd 14 күн бұрын
Madam ai paribartan ra govt to paribartan hin heba Election time re to samaste paribartan katha bhabila ,candidate ku dekhilani dekhila chinha abe sei chinha ku dekhi 5yr nija mana ku santana dio
@user-lw8hr4vu9m
@user-lw8hr4vu9m 14 күн бұрын
❤mohan majhi .❤....r u .strong ...jo horahahe chup se sun darmat ham tere sath hoon .kalkey.abtar..ok .chuma ..or .nispati sagi sahi kar mat dar bjp modi ki avisap ki durbalata rajyapal ki kurchi hilarahahe tum bjp ki taraf hona idiliye dharjya rakho ..
@brahmanand7584
@brahmanand7584 19 күн бұрын
Please vote for double engine government. Why did not give vote for BJD
@amitbindhaniamitbindhani5332
@amitbindhaniamitbindhani5332 15 күн бұрын
Double engine re lord neiparunhi au kn koribo khali double engine au kichi nuho
@rubyswain5115
@rubyswain5115 19 күн бұрын
Mausi thik kahichhanti odisah bika heba satark a asichhi chikan kahi bika vanga karibaku
@SanjayaNayak-dn6mu
@SanjayaNayak-dn6mu 14 күн бұрын
Are this is BJP....
@HappyNayak-dx5qm
@HappyNayak-dx5qm 17 күн бұрын
Kuha bjp kahithila pachika mahila mananku 26000tanka masika haba darkar vote purbaru pachika asha andolan re bjp kan kahuthila
@samirjena1092
@samirjena1092 18 күн бұрын
Alo mausi tike apekshya kara
Playing hide and seek with my dog 🐶
00:25
Zach King
Рет қаралды 34 МЛН
A little girl was shy at her first ballet lesson #shorts
00:35
Fabiosa Animated
Рет қаралды 14 МЛН