ମାଳିକାକୁ ନେଇ ସବୁଥିରେ ପୁରେଇବା ସେ ଅନ୍ଧବିଶ୍ୱାସ ରେ ରୁହନ୍ତୁ ନାହିଁ।ଜଗନ୍ନାଥ ଓ ବଳଭଦ୍ର ନୀଳାଚଳ ଛାଡି ଯିବେ ନାହିଁ

  Рет қаралды 563

biswanath panigrahi

biswanath panigrahi

Күн бұрын

Пікірлер: 11
@pratapkumarbarik5741
@pratapkumarbarik5741 5 ай бұрын
ଜୟ ଜଗନ୍ନାଥ 🙏 ଜୟ ଜଗନ୍ନାଥ 🙏 ଜୟ ଗୁରୁଦେବ 🙏
@rabindrajena6102
@rabindrajena6102 5 ай бұрын
ଜୟ ଶ୍ରୀ ଜଗନ୍ନାଥ
@pradiptaswain7361
@pradiptaswain7361 5 ай бұрын
Jay Jagannath
@adityaprasad1673
@adityaprasad1673 5 ай бұрын
Thik katha
@biswabhusanrath2814
@biswabhusanrath2814 5 ай бұрын
ସାଧୁ ତ୍ରୟଙ୍କୁ ମୋର ଭକ୍ତିପୂତ ପ୍ରଣାମ l ଅରକ୍ଷିତ ବାବା ସମ୍ପୂର୍ଣ୍ଣ ଠିକ୍ କଥା କହିଲେ l ବାବାଙ୍କ କଥା ଗ୍ରହଣୀୟ ଅଟେ l ଆପଣଙ୍କୁ ଅଶେଷ ଧନ୍ୟବାଦ l Jay Jagannath. 🙏 Jay Panchasakha. 🙏
@Si_pu310
@Si_pu310 5 ай бұрын
ଜୟ ଗୁରୁଦେବ 🙏🙏🙏। ଜୟ ପଞ୍ଚସଖା 🙏🙏🙏 । ଭକ୍ତଵନ୍ଧୁ, ପ୍ରଭୁ କଳ୍କୀ ଅବତାର ହେଲେ କଳନାର ଠାକୁ୍ର । ତାଙ୍କୁ ଯିଏ ଯେତିକି କଳନା କରିପାରିଛି ସେ ସେତିକି ଦୂରକୁ ଯାଇଛି ।ଖାଲି ମିଛରେ ରାମ କାହାଣୀ କହି କିଛି ଲାଭ ନାହିଁ । ମହାପୁରୁଷ ଅଚ୍ୟୁତାନନ୍ଦ ପରିସ୍କାର ଭାଵରେ ଲେଖିଯାଇଛନ୍ତି :-- ବାରଣ ଵେଳକୁ ଵିହନ ଵାଛିବି ଚିହ୍ନି ନ ପାରିଵେ କେହି । ଲକ୍ଷେ ପଞ୍ଚାଅଷୀ ଗ୍ରନ୍ଥ ବୁଝାଇଵି ସମ୍ବଳରେ ଉଦେହୋଇ ।। ପ୍ରଭୁ କଳ୍କୀ ଦେଵ ପୂର୍ଵ ସମୟ ଭଳି ରାମ , କୃଷ୍ଣ ଅଵତାର ଯେଉଁଭଳି ଭାବେ କାର୍ଯ୍ୟ କରିଯାଇଛନ୍ତି ପ୍ରଭୁଙ୍କ କାର୍ଯ୍ୟ ସେପରି ହେବ ନାହିଁ। ପରୋକ୍ଷରେ ଅନେକ କାର୍ଯ୍ୟ ଏଵଂ ପ୍ରତ୍ୟେକ୍ଷ ରେଖୁଵ କମ୍ ନାହିଁ କହିଲେ ଚଳେ । ଦାରୁବ୍ରହ୍ମ ରୂପ ନିଳାଚଳେ ଥିବ ମାନବ ସ୍ବରୂପେ କୃତ୍ୟ । ପ୍ରଭୁଙ୍କ ବିଷୟରେ କଳନା କରିପାରୁ ନ ଥିବାରୁ ସମସ୍ତେ ସନ୍ଦେହ ଭିତରେ। ବର୍ତମାନ ଠାରୁ କିଛି ଚନ୍ତା ନକରି ପ୍ରଭୁଙ୍କ ଧ୍ୟାନରେ ରହି ଦେଖ କିଏ ସତ କହୁଛି ଆଉ କାହାର କଥା ସତ ହେଵାକୁ ଯାଉଛି । ପ୍ରଭୁଙ୍କର ଧରାଵତରଣ ହୋଇ ସାରିଛି ଏହା ଧୃଵ ସତ୍ୟ । ଏବଂ ସେ ତାଙ୍କର କାର୍ଯ୍ୟ କରିଚାଲିଛନ୍ତି ଏହା ସତ୍ୟ । ଆପଣମାନେ ଏହା ଜାଣି ରଖନ୍ତୁ । ଏହାର ପ୍ରମାଣ ଦିଆଯାଇ ପାରିବନାହିଁ । ଯାହାର ପୂର୍ବ ଭାଗ୍ୟ ଥିଵ ସେ ଜାଣିଵ । ଅନ୍ୟ ମାନେ ଏହିଭଳି ହୋ ହୋ ହେଊଥିଵେ । ପ୍ରଭୁଙ୍କ ସଦ୍ ଇଛା ପୂର୍ଣ୍ଣ ହେଉ । ଜୟ ଜଗନ୍ନାଥ 🙏 🙏 🙏 🙏। ଜୟ ଅଚ୍ୟୁତାନନ୍ଦ 🙏 🙏 🙏 ।
@BhaskarRoy-z7v
@BhaskarRoy-z7v 5 ай бұрын
ଓହ ତାହେଲେ ତୁମେ ବି ନିଜ ଗୁରୁଙ୍କୁ ଭଗବାନ କଳ୍କୀ ବୋଲି ପ୍ରମାଣ ଦେଇଚାଲିଛ କିନ୍ତୁ କେତେ ଲୋକ ଏହାକୁ ଗ୍ରହଣ କରିଛନ୍ତି ଯଦି ତୁମ ଗୁରୁ କଳ୍କୀ ଅବତାର ନେଇଛନ୍ତି ତୁମ ଆଶ୍ରମକୁ ଯୋଉ ଲୋକ ଯାଉଛନ୍ତି ସେମାନଙ୍କୁ ଭ୍ରମିତ କରା ଯାଉଛି କାରଣ ଯେଉଁମାନେ ଯାଉଛନ୍ତି ସେମାଙ୍କୁ କୁହା ଯାଉଛି ତୁମେ ଏଠାକୁ ଆସିଛ ମାନେ ତୁମକୁ ପ୍ରଭୁ ଡକେଇ ଛନ୍ତି କିଛି ପ୍ରଲୋଭନ ଦେଖେଇ କି ଭ୍ରମିତ କରାଯାଉଛି କାରଣ ମୁବି ଯାଇଥିଲି ମୁବି ତୁମକୁ ଚିନ୍ନିଚି........ ଜୟ ଜଗନ୍ନାଥ 🙏
@BijaydasDasbijay
@BijaydasDasbijay 5 ай бұрын
ଯଦି ନ ଦେଖିବ ବେନି ନୟନେ, ପରତେ ଯିବନି ଗୁରୁ ବଚନେ l ଜୟ ମା କଟକ ଚଣ୍ଡୀ l
@Si_pu310
@Si_pu310 5 ай бұрын
ନିଜକୁ ଏତେ ଜ୍ଞାନୀ ଗୁଣୀ ତଥା ଅଭିଜ୍ଞ ଵୋଲାଉଛନ୍ତି ହେଲେ ବର୍ତମାନ ସୁଦ୍ଧା ଫଳ ଶୂନ୍ୟ ଏଵଂ ସନ୍ଦେହ ଘେରରେ । ଖାଲି ମାଳିଆ କଥା କହି ନିରିହ ଜନସାଧାରଣ ଙ୍କ ମନରେ ଵିଷ ଭରିଵାରେ ଲାଗିଛନ୍ତି । ଏଵଂ ଲକ୍ଷ ଆତ୍ମ ଘୋଷିତ ହେବାପାଇଁ। ଆଜି ପର୍ଯ୍ୟନ୍ତ ଯେଉଁ ମାନେ ଏହିଭଳି ଚିନ୍ତାରେ ଅଛନ୍ତି ଆଶା ବିଫଳ କାରଣ ଚନ୍ତାଧିରା ଭୁଲ ।
@BhaskarRoy-z7v
@BhaskarRoy-z7v 5 ай бұрын
ସିପୁ ତୁମେ କଣ କୁଜ୍ଞାନୀ ତୁମେ ନିଜକୁ ବହୁତ ଜ୍ଞାନୀ ଭାବୁଛ ତୁମେ ମାନେ ଯେତେ କର୍ମ କରିଛ ସବୁ ସଫଳ ହେଇଚ କିନ୍ତ ତୁମ ଆଶ୍ରମ ସନ୍ଦେହ ଘେରରେ ନାହିଁ ବୋଲି କେମିତି ଭାବୁଛ ବିଷ କଥା କହୁଛ ନିଜପାଖରେ କେତେ ବିଷ ଅଛି ଦୁନିଆକୁ ଜଣା ପଡୁଛି ଅପଣଂକର କମେଣ୍ଟ ରୁ ଜୟ ଜଗନ୍ନାଥ 🙏
@BhaskarRoy-z7v
@BhaskarRoy-z7v 5 ай бұрын
ସମସ୍ତ ଙ୍କ ହିସାବ ଚାଲିଛି ମାଲିକକୁ ନେଇ ନିଜକୁ ଭଗବାନ କହୁ ଥିବା ବାବା ମାନଙ୍କର ଆଉ ସେମାନ ଙ୍କ ଶିଷ୍ୟ ମାନଂକର ସମୟ କୁ ଅପେକ୍ଷା କର ସମସ୍ତେ ଧାରା ହେବ ଜୟ ଜଗନ୍ନାଥ 🙏
小丑教训坏蛋 #小丑 #天使 #shorts
00:49
好人小丑
Рет қаралды 54 МЛН
Try this prank with your friends 😂 @karina-kola
00:18
Andrey Grechka
Рет қаралды 9 МЛН
Мясо вегана? 🧐 @Whatthefshow
01:01
История одного вокалиста
Рет қаралды 7 МЛН