ମାଳିକାର କଥା ସତ ହେଉଛି।ଜ୍ଞାନୀ ମାନେ ବାଟ ବଣା ହେବେ ମିଳିଲା ପ୍ରମାଣ ।

  Рет қаралды 714

biswanath panigrahi

biswanath panigrahi

Күн бұрын

Пікірлер: 8
@SudamBariha-ck7ic
@SudamBariha-ck7ic 3 ай бұрын
Jay jaganath Jay Pancha Sakha Malika satya satya 🙏🙏🙏🇮🇳
@biswabhusanrath2814
@biswabhusanrath2814 3 ай бұрын
ଧ୍ୟାନକୁଦ ପୀଠର ମହାନ୍ତ ମହାରାଜ ବାବା ଶ୍ରୀ ଅରକ୍ଷିତ ଦାସଙ୍କର ଦିବ୍ୟ ଅମୃତମୟ ବାଣୀ ଓ ବ୍ରହ୍ମ ଜ୍ଞାନ ଶ୍ରବଣ କରି ଆଖିରୁ ଆନନ୍ଦାଶ୍ରୁ ଝରି. ଆସିଲା l ବାବାଙ୍କୁ ମୋର ଭକ୍ତିପୂତ ପ୍ରଣାମ l 🙏 ଆପଣଙ୍କୁ ଅଶେଷ ଧନ୍ୟବାଦ l ଅରକ୍ଷିତ ବାବାଙ୍କ ପରି ଜଣେ ଉତ୍ତମ ସିଦ୍ଧ ସାଧୁ ବାସ୍ତବରେ ଓଡ଼ିଶାରେ ବିରଳ l ଏପରି ଜଣେ ସିଦ୍ଧ ସାଧୁ ହରିକୁଣ୍ଡ ମୁଣ୍ଡିଆ ସମ୍ପର୍କରେ ମାଳିକାରେ ଖୋଜି ଏଠାକୁ ଆସିବାର ଆଗ୍ରହ ପ୍ରକାଶ କରିଥିବାର ଜାଣି ମୁଁ ଅତ୍ୟନ୍ତ ପ୍ରୀତ ହେଲି l ତେଣୁ, ହରିକୁଣ୍ଡ ମୁଣ୍ଡିଆ ସମ୍ପର୍କରେ ମାଳିକା ପ୍ରମାଣ ରହିଛି ବୋଲି ତଥା ଭବିଷ୍ୟତରେ ଏହି ପୀଠର ଉଦ୍ଧାର ଓ ବିକାଶ ହେବ ବୋଲି ମୋର ଆଶା ଓ ବିଶ୍ବାସ ଧୀରେ ଧୀରେ ଦୃଢ଼ ହେବାରେ ଲାଗିଛି l ତେଣିକି ପ୍ରଭୁଙ୍କ ଇଚ୍ଛା, ସେ ଯାହା କରିବେ l ଜୟ ଜଗନ୍ନାଥ l 🙏 ଜୟ ପଞ୍ଚସଖା l 🙏
@jaysrirambulurakhal
@jaysrirambulurakhal 3 ай бұрын
ଜୟ ଶ୍ରୀ ପଞ୍ଚସଖା ମହାପୁରୁଷ କି ଜୟ ଜୟ ଶ୍ରୀ ଧ୍ୟାନକୁଦ ପୀଠ କି ଜୟ ଜୟ ଜଗନ୍ନାଥ ସ୍ବାମୀ କି ଜୟ 🙏🙏🙏🙏🥀🌹🥀🌹🥀🌹❤❤❤❤❤🙏🙏🙏🙏
@rabindrajena6102
@rabindrajena6102 3 ай бұрын
ଜୟ ଶ୍ରୀ ଶ୍ରୀ ଗୁରୁଦେବାୟ ନମ୍ଃ, ଜୟ ଜଗନ୍ନାଥ, ଜୟ ପଞ୍ଚସଖା, ତ୍ରାହି ଅଚ୍ୟୁତ, ବାପା ପ୍ରଣାମ
@KahnucharanNayak-f8i
@KahnucharanNayak-f8i 3 ай бұрын
Jay Jagannath Jay Guru Deva
@pratapkumarbarik5741
@pratapkumarbarik5741 3 ай бұрын
ଜୟ ଜଗନ୍ନାଥ 🙏 ଜୟ ପଞ୍ଚସଖା 🙏 ଜୟ ଗୁରୁ ଦେବ 🙏
@mishrakamalesh
@mishrakamalesh 3 ай бұрын
ଜୟ ଜଗନ୍ନାଥ, ଜୟ ପଞ୍ଚସଖା।
@anuradhaboruahlahon
@anuradhaboruahlahon 3 ай бұрын
जय जगन्नाथ, जय पंचसखा।🙏🙏🙏
THE CONNECTION OF ALL BEINGS✨ WHY WE ARE ALL ONE 💖
56:10
Dunia Tak Terbatas
Рет қаралды 80
Beat Ronaldo, Win $1,000,000
22:45
MrBeast
Рет қаралды 158 МЛН
Beat Ronaldo, Win $1,000,000
22:45
MrBeast
Рет қаралды 158 МЛН