'ମୋ ପୁଅ ଭଳି ନ ଯାଉ କାହାର ଜୀବନ' | Odisha Reporter

  Рет қаралды 364,834

Odisha Reporter

Odisha Reporter

Күн бұрын

ପ୍ରେମିକା ପାଇଁ ଜୀବନ ହାରିଲେ ପ୍ରେମିକ। ନନ୍ଦନ ବିହାର ଅଞ୍ଚଳରେ ଘର ଭିତରୁ ମିଳିଲା ଝୁଲନ୍ତା ଶବ। ମୃତ ଦେହକୁ ଜବତ କଲା ପୋଲିସ। ମୃତକ ଜଣକ ହେଉଛନ୍ତି ସୌମ୍ୟ ରଞ୍ଜନ ପାଣିଗ୍ରାହୀ। ଏନେଇ କଣ କହୁଛନ୍ତି ମୃତ ଯୁବକଙ୍କ ବାପା ଶୁଣନ୍ତୁ...
#BhubaneswarMurder #Odisha #OdishaReporter #Suicide
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter

Пікірлер: 402
@hkMpatra8944
@hkMpatra8944 3 жыл бұрын
ଉକ୍ତ ବ୍ୟକ୍ତି ତାଙ୍କ 36ବର୍ଷ ଚାକିରୀ ଭିତରେ ଅନେକ ଉଚକୋଟିର ସେବା ଯୋଗେଇ ଆସିଛନ୍ତି,ମାତ୍ର ତାଙ୍କର ଏହି ଦୁଃଖଦ ସମୟରେ କେବଳ ଜଗନ୍ନାଥ ହିଁ ଭରସା।ଜୟ ଜଗନ୍ନାଥ।
@hhggfjcc7263
@hhggfjcc7263 3 жыл бұрын
Its rule who is good will face horrible exam in life
@tapannayak4187
@tapannayak4187 3 жыл бұрын
ସଚ୍ଚୋଟ ବ୍ୟକ୍ତି,ପ୍ରକୁତରେ ଏ ବାପାଙ୍କୁ ଧନ୍ୟବାଦ୍ ଭଗବାନ ତାଙ୍କୁ ଶକ୍ତି ଦିଅନ୍ତୁ
@tribalimprovementmission3070
@tribalimprovementmission3070 3 жыл бұрын
You are really good and great father. ଭଗବାନ ଆପଣଙ୍କୁ ଶକ୍ତି ଦିଅନ୍ତୁ |
@prasantsethi4915
@prasantsethi4915 3 жыл бұрын
ଝିଅ ଯଦି ମରିଯାଇଥାନ୍ତା ପୁଅ ସଂଗେ ସଂଗେ ଗିରଫ ହୋଇଥାନ୍ତା, କିନ୍ତୁ ଝିଅ ଯାହା କଲେ ବି ସାତ ଖୁନ ମାଫ।ସରକାର ଆଇନ ରେ କିଛି ପରିବର୍ତ୍ତନ ଆଣିବା ଦରକାର।ନ ହେଲେ ଝିଅ ମାନେ ଏବେ ବହୁତ ପୁଅଙ୍କ ଜୀବନ ନଷ୍ଟ କରିଦେଲେଣି
@bossdon601
@bossdon601 3 жыл бұрын
Bhai sata katha 🙏help me
@himanshupradhan7039
@himanshupradhan7039 3 жыл бұрын
Right
@biswajit1165
@biswajit1165 3 жыл бұрын
@@swapnashreebehera7792 ryt
@rajesh_nayak45
@rajesh_nayak45 3 жыл бұрын
Right bhai
@chitraentertain6806
@chitraentertain6806 3 жыл бұрын
Sata katha Bhai pua mananka katha ku tike bichara kara jau
@commonman5937
@commonman5937 3 жыл бұрын
Hats off sir... Really u r a great father
@diymakersneha870
@diymakersneha870 3 жыл бұрын
ପୁଅ ବୁଝିବାର ଥିଲା ତା ବାପା ମାଆ ଙ୍କ ଜୀବନ ପୁଅ, ଝିଅ ଜୀବନ ରେ ବହୁତ ଯିବେ ଆସିବେ, ବାପା ମା ଙ୍କ କଣ ହେବ ଅବସ୍ଥା ସେ ଚାଲି ଗଲେ, ଝିଅ କୁ ଆଉ ପୁଅ ମିଳିବ, ସେ ପୁଅ କୁ କଣ ଝିଅ ମିଳି ନ ଥାନ୍ତା,
@swathi3104
@swathi3104 3 жыл бұрын
Hmn 😭
@chitrasenasamal1116
@chitrasenasamal1116 3 жыл бұрын
jhia boli epari kahuchhanti,.dhoka khaiba kete kasta pua maane jananti
@jhatianewswala123
@jhatianewswala123 3 жыл бұрын
@@chitrasenasamal1116 ri8bhai
@diymakersneha870
@diymakersneha870 3 жыл бұрын
@@chitrasenasamal1116 ପ୍ରେମ କଣ ସବୁ କିଛି, ମା ବାପା ପରିବାର ର ପ୍ରେମ ଦେଖା ଗଲାନି, ଝିଅ ଧୋକା ଦେଲା କଣ ଦୁନିଆ ରେ ସେଇ ଗୋଟେ ଝିଅ ଅଛି, ଥରେ ତ ବାପା ମା ଙ୍କ କଷ୍ଟ ବୁଝ,,
@chitrasenasamal1116
@chitrasenasamal1116 3 жыл бұрын
@@diymakersneha870 jadi ethi pua dhoka deithanta kete naari netri ,samaj sebi dishuthante bichara pua ta marigala kahar dekha nahi
@gajapatibibharcomedy789
@gajapatibibharcomedy789 3 жыл бұрын
Great father you are sir
@gobindachandranayak9576
@gobindachandranayak9576 3 жыл бұрын
ମୁଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ଏଭଳି ବାପାଙ୍କୁ ଅନେକ ଧର୍ଯ୍ୟ ଦିଅନ୍ତୁ
@sunakarsethy6921
@sunakarsethy6921 3 жыл бұрын
ସତରେ ଏ ବାପ ଜଣକର ଅନେକ ଧର୍ଯ୍ୟ ଭଗବାନ ତାଙ୍କୁ ଶକ୍ତି ଦିଅନ୍ତୁ ପ୍ରଭୁ ଜଗନ୍ନାଥ ଏଭଳି ଭଲ ଲୋକ ମାନଙ୍କୁ କାହିଁକି ଏତେ ଦୁଃଖ ଦଉଚ ପ୍ରଭୁ
@niranjanapatnaik
@niranjanapatnaik 3 жыл бұрын
ପ୍ରକୃତ ବିଷୟର ତଦନ୍ତ କରାଯାଉ ଏବଂ ସେ ଝିଅ ଯଦି ପ୍ରକୃତ ଦୋଷୀ ତେବେ ତାକୁ ଦଣ୍ଡ ଦିଆ ଯାଉ l ଏମିତି ବିଷୟର ବହୁତ ପୁଅ ମାନେ ହତ୍ୟା କିମ୍ବା ଆତ୍ମ ହତ୍ୟା ର ଶିକାର ହେଉଛନ୍ତି l
@santoskumarbirabarma1729
@santoskumarbirabarma1729 3 жыл бұрын
Hi 665 by by
@amitkumardas3988
@amitkumardas3988 3 жыл бұрын
Satare uncle nkara bahut DHARJYA SHAKTI,salute 2 u ,Au bahut Down towards b
@jayantimohapatra3506
@jayantimohapatra3506 3 жыл бұрын
ପୁଅର ଯଦି ମାଆ ବାପାଙ୍କ ପ୍ରତି ସାମାନ୍ୟତମ ସ୍ନେହ ଶ୍ରଦ୍ଧା ଥାଆନ୍ତା ତେବେ ସେ ଏଭଳି କାମ କରି ନଥାନ୍ତା। ସେ ଝିଅ ତା ସ୍ତ୍ରୀ ନୁହେଁ। ତେଣୁ ତାର ମତ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଏ ମଡେଲ୍ , ସେଲିବ୍ରିଟି ମାନଙ୍କ ମାୟା ଅପାର। ଏମାନଙ୍କ ମଧ୍ୟରୁ ଅନେକଙ୍କ ପାଖରେ ପାରିବାରିକ ମୂଲ୍ୟବୋଧ ପ୍ରତି ସମ୍ମାନ ନ ଥାଏ।
@kumarsankar203
@kumarsankar203 3 жыл бұрын
Jadi gote jhia marithanta ta tane emiti kahithanta ki...
@ots-solutionOdisha
@ots-solutionOdisha 3 жыл бұрын
Han ethiru thik Jana paduchi ajikali jhia sabu Randi hei sarileni
@Rajeshswain100
@Rajeshswain100 3 жыл бұрын
Aji kali jhia sabu ?
@ipsitakar6684
@ipsitakar6684 3 жыл бұрын
son is not attached to parents and sister.
@tnanda1432
@tnanda1432 3 жыл бұрын
ସେଲିବ୍ରୀଟି,ମଡେଲ ,ଷ୍ଟାର ମାନଙ୍କ ପାରିବାରିକ ଜୀବନ କେତେ ଦୁଖଃ ମୟ ,ନଜାଣି ତାଙ୍କୁ ଘରଣୀ କରିବା ସ୍ୱପ୍ନର ଏହା କରୁଣ ବାସ୍ତବତା
@hhggfjcc7263
@hhggfjcc7263 3 жыл бұрын
You are a good person with good heart to accept truth .Its rare in society
@sunakarsethy6921
@sunakarsethy6921 3 жыл бұрын
ହେ ଭଗବାନ ଏମିତି ଦୁଃଖ କାହିଁକି ଦଉଚ ପ୍ରଭୁ 🙏😭😭
@lokanathmishra8169
@lokanathmishra8169 3 жыл бұрын
ଶାରୀରିକ ଆଘାତ ଏକ ଅପରାଧ। ମାନସିକ ଆଘାତ କିଛି ନୁହେଁ, ଏକ ମନୋରଞ୍ଜନ।
@AdvocateChamber
@AdvocateChamber 3 жыл бұрын
Injury are four types Mental, physical, reputation & property. S-44 ipc 1860.
@aswininath3449
@aswininath3449 3 жыл бұрын
@lokanath mishra --- apanaka katha actually perfect ... Ehi word re bahut katha bujhi hauchi ..
@chittaranjanojha9439
@chittaranjanojha9439 3 жыл бұрын
ଏମିତି ଯଦି ଗୋଟେ ଝିଅ ଆତ୍ମହତ୍ୟା କରିଥାନ୍ତା ତ ଏତେ ବେଳକୁ ସେ ପୁଅ ଯାଇ ଜେଲରେ ଥାନ୍ତା ପୁଅର ଦୋଷ ଥାଉ କି ନଥାଉ କିନ୍ତୁ ଏବେ ଝିଅର ଜୀବନ ଯାଇନି ଗୋଟେ ପୁଅର ଜୀବନ ଯାଇଚି ସେଥିପାଇଁ କୋଉ ନାରୀନେତ୍ରୀ କି କୋଉ ପୁଲିସ କିଛି କରିବେନି ଏମିତି ଟିକେ ଟିକେ ଚାଲିବ ଆଉ ତା ପରେ ସବୁ ଭୁଲିଯିବେ କିନ୍ତୁ ବାପା ମା ସବୁବେଳେ ହିଁ ଆଖିରୁ ଲୁହଧାର ବହିବ ଧନ୍ୟ ଏଭଳି ନାରୀ ତୁମ ମାନଙ୍କୁ କୋଟି ଜୁହାର ଯେତେ ପର୍ଯ୍ୟନ୍ତ ପୁରୁଷ କମିଶନ ଗଢ଼ା ହେଇନି ଏମିତି ପୁରୁଷ ନିର୍ଯ୍ୟାତନା ର ଶିକାର ହେବେ ହିଁ ହେବେ
@aniketmishra5600
@aniketmishra5600 4 ай бұрын
ଭଗବାନ ଆପଣଙ୍କୁ ଭଲରେ ରଖିଥାନ୍ତୁ ଜୟ ଜଗନ୍ନାଥ 🙏🏻🙏🏻🙏🏻
@mrraj1939
@mrraj1939 3 жыл бұрын
ଏମିତି ପୁଅ ଆଉ ଶଶୁରଙ୍କୁ ହାତଛଡ଼ା କରି ସିଏ କିଛି ଠିକ୍ କରିନି ଦିନେ ପସ୍ତେଇବ।
@bhubanajena2782
@bhubanajena2782 3 жыл бұрын
Bhagabannka nikatare parthana Kara aebhali pua kenhu jhia bhagyare na Ashu, jenhu purusa Chhota Sukha panhi jibana haripare se kibhali sansara dayitwa uthai pariba?
@tnanda1432
@tnanda1432 3 жыл бұрын
ଏମାନଙ୍କୁ ପ୍ରକ୍ରୃତ ବୋହୂ ଦରକାର ନଥିଲା, ପୂଅର ଗାର୍ଲଫ୍ରେଣ୍ଡ କୁ ବୋହୂ ଭାବରେ ଚିନ୍ତା କରିବା ରୁ ଏହା ଘଟିଲା।
@aloksahu2727
@aloksahu2727 3 жыл бұрын
ଏ ବାପା କୁ ଭଗବାନ ସର୍ବଦା ସାହାୟ ହୁଅନ୍ତୁ
@aswinytgaming5558
@aswinytgaming5558 6 ай бұрын
ଲୋକଙ୍କ ଟଙ୍କାରେ ତିଆରି ହୋଇଛି, ଲୋକଙ୍କ ପାଇଁ ବ୍ୟବହାର ହୋଉ
@sanjayswain1625
@sanjayswain1625 3 жыл бұрын
Baba ଙ୍କୁ ନମସ୍କାର , ସିଏ କଥା କହୁଛନ୍ତି media ଵାଲା ଙ୍କୁ ଏ ସମୟରେ , ତାଙ୍କର ଧର୍ଯ୍ୟ, ସରଳତା ,ମୁଁ ବୁଝି ପାରୁଚ୍ଛି ନିଜ ପ୍ରିୟ ଲୋକ ଏ ଦୁନିଆ ଛାଡିଲେ କେମିତି ଲାଗେ 🙏🙏
@smartskybird4429
@smartskybird4429 3 жыл бұрын
Beautiful aau adhunika jhia mananku bhala pauthiba puamane sandhana ruhantu 🙏 ,ଅମୃତହାଣ୍ଡିରେ ବିଷ, ଏମାନେ ନିଜର good communication skills ଦେଖେଇ ଅନ୍ୟମାନଙ୍କୁ emotional blackmail କରିଥାନ୍ତି, ବାସ୍ତବ ଜୀବନରେ ଏମାନଙ୍କର କୌଣସି ସତ୍ୟତା ନଥାଏ ,ତାମସିକ ସ୍ୱଭାବର ହୋଇଥାନ୍ତି ଏମାନେ
@dharmapadaofficial6169
@dharmapadaofficial6169 3 жыл бұрын
ଗୋଟିଏ କଥା କହିବି ମୋ ତରଫରୁ ସମସ୍ତଙ୍କୁ ଗୋଟିଏ ଅନୁରୋଧ ଯେ ନିଜେ ନିଜ ଇଛା ଯାହା କରିବ କିନ୍ତୁ ତମ ଇଚ୍ଛା ପାଇଁ ଆଉ କାହାର ଜୀବନ ବା ଗୋଟିଏ ପରିବାର କୁ ନଷ୍ଟ କରି ଦିଅନି, ମଣିଷ ଶରୀର ଟା ଗୋଟିଏ ବସ୍ତୁ ନୁହଁ, ଅନେକ କିଛି ଅନୁଭବ ନେଇ ମଣିଷ ଟେ ବଞ୍ଚିଥାଏ 👍
@gyanchand8026
@gyanchand8026 3 жыл бұрын
ଏତେ ସୁନ୍ଦର ବାପା କୁ ଶେ besiyani ଝିଅ କେମିତି ଚିହ୍ନି ପାରିଲା ନାହିଁ sala
@dharmapadaofficial6169
@dharmapadaofficial6169 3 жыл бұрын
ଆମେ ଆମ ଇଚ୍ଛା ଯାହା ସେହା କରିବା କାହିକିଁ ନା ଆମେ ସବୁ ସ୍ଵାଧୀନ କିନ୍ତୁ ଗୋଟିଏ କଥା ଯେ ଆମେ ଆମ ଇଚ୍ଛା ଯାହା କରିବା ଆମ ଅଧିକାର bt ଆମ ଇଚ୍ଛା ପାଇଁ ଆଉ କାହାର ସଂସାର ନଷ୍ଟ କରିବା ଆମର ଅଧିକାର ନାହିଁ 👍
@smrutirekha4699
@smrutirekha4699 3 жыл бұрын
Such a strong father
@papunadas4378
@papunadas4378 3 жыл бұрын
ମାନ କି ନ ମାନ! ସୋନାଲି ନାମରେ ଝିଅ ଯୁଗେ ଯୁଗେ ଅଭିଶପ୍ତ ୟା ଠାରୁ ପୂଜା ଓ ପିଙ୍କି ଦେଢ଼ ଗୁଣ ବିପଦ ପୂର୍ଣ୍ଣ ତେଣୁ ବେଳ ହୁଁ ସାବଧାନ।
@tapasswain3231
@tapasswain3231 4 ай бұрын
Bhai apana nka ghara address diantu mu asibi mundia maaribi jaha lekhicha 1000 % right bhai Puja name re gote jhia 3 year intimate relationship pare bi chadi chaligala.
@papunadas4378
@papunadas4378 4 ай бұрын
@@tapasswain3231 hmm bhai own experience ru kahuchi a sabu sata.
@JPArtGallery
@JPArtGallery 3 жыл бұрын
ଏ ମିଛ ପ୍ରେମର ଦୁନିଆଁ ଆଉ କେତେ ଜଣଙ୍କ ଜୀବନ ନେବ ତାହା ସମୟ କହିବ 😢
@skdeentertain2485
@skdeentertain2485 3 жыл бұрын
ଝିଅ ପାଇଁ କେହି ଜୀବନ ଦିଅ ନାହିଁ.... ଜୀବନ ରେ ଅନେକ ଝିଅ ଆସିବେ....
@petlover3379
@petlover3379 3 жыл бұрын
ସମସ୍ତେ ଏହି ଜିନିଷ ବୁଝି ପାରିଲେ ତ???
@tulasimohanta7457
@tulasimohanta7457 3 жыл бұрын
😷💋💯🖕
@Teju00321
@Teju00321 3 жыл бұрын
Really I hats off to This Man 🙏🙏🙏🥺🥺🥺
@dhaneswarsahu8505
@dhaneswarsahu8505 3 жыл бұрын
ବାପା ହିସାବରେ ଆପଣଙ୍କ ଚିନ୍ତନ କୁ ଶତ ଶତ naman
@Moonixroblox1311
@Moonixroblox1311 3 жыл бұрын
This person comming under excellent voice...
@AmAKathacreation
@AmAKathacreation 3 жыл бұрын
Emiti bapa nku koti koti pranam
@Munaaudio
@Munaaudio 3 жыл бұрын
🙏🙏🙏 ଆପଣଙ୍କୁ ଧନ୍ୟବାଦ
@rameshjena947
@rameshjena947 4 күн бұрын
ଝିଅ ଆଉ ଲତା ଏହି ଦୁଇ ଜାତି କେବେ ହେଲେ ଜଣଙ୍କର ନୁହନ୍ତି ଯୁଆଡେ ସୁବିଧା ସେପଟକୁ କର ଲେଉତାନ୍ତି
@itishreesahoo341
@itishreesahoo341 3 жыл бұрын
You are great sir🙇‍♀️🙇‍♀️😢😢
@snayak7837
@snayak7837 3 жыл бұрын
ଝିଅ କୁ ଭୁଲ୍ ଦେଲେ ବି ଆଇନ ,କେବେ ଝିଅ କୁ ଦୋଷ ଦେଇ ପାରିବ ନାହିଁ ,ପୁଅ ର ଆତ୍ମ ହତ୍ୟା କରିବା ବୁଲା ନିଷ୍ପତି ଥିଲା👍🏾
@NewMovieAll915
@NewMovieAll915 3 жыл бұрын
Beshighanti heuchha kahin uncle jahara kshyati heichhi Sey janiba
@ସଚେତନନାଗରିକ
@ସଚେତନନାଗରିକ 3 жыл бұрын
ଏ ଭଳି ହତାସିଆ ପ୍ରେମିକ ଓଡ଼ିଶାରେ ଅନେକ ଅଛନ୍ତି, ଜଗନ୍ନାଥ ସଦବୁଦ୍ଧି ଦିଅନ୍ତୁ.
@pramilasahoo1131
@pramilasahoo1131 Ай бұрын
ବହୁତ୍ ଵେଶିଆ ରୁପି ଝିଅ ସବୁ ସହର ରେ ନିଜକୁ ହିରୋଇନ୍ ବୋଲି ଦେଖେଇ ହୁଅନ୍ତି ସାବଧାନ ପୁଅ ମାନେ
@laxmipriyapatra2843
@laxmipriyapatra2843 3 жыл бұрын
You r great sir.
@satyabratakar4776
@satyabratakar4776 3 жыл бұрын
Bahut badhia sir.... Great
@prabircreation2230
@prabircreation2230 3 жыл бұрын
Bapa tamaku salute 🙏🙏🙏
@subashmohapatra6147
@subashmohapatra6147 3 жыл бұрын
Bhala heichi... Love...Bala katha
@bharatsahoo4956
@bharatsahoo4956 3 жыл бұрын
Supera baba amiti baba bhagyare thile mile
@chittaranjangachhayat3650
@chittaranjangachhayat3650 3 жыл бұрын
ମହାନ ବାପା ପୁଅ ତ ଆତ୍ମହତ୍ୟା କରିଦେଲା ପୁରୁଷ ନିର୍ଯାତନା ବନ୍ଦ ହେଉ
@smilingking12678
@smilingking12678 3 жыл бұрын
ସେ ଝିଅ କୁ ଫାଶୀ ଦଣ୍ଡ ଦିଆ ଯାଉ । ଏଟା ଗୋଟେ ଶିକ୍ଷା ମିଳିବ ସବୁ ଝିଅ କୁ ମିଳିବ।
@tarakiranpatnaik1049
@tarakiranpatnaik1049 3 жыл бұрын
Lots of love to Father🙏
@tnanda1432
@tnanda1432 3 жыл бұрын
ସବୁ ଅଛି ହେଲେ ଉଚିତ୍ ଶିକ୍ଷା ନାହିଁ ,ତାହା ଥିଲେ ସେ କାହିଁକି ଏଭଳି ଘୃଣ୍ଯ କାର୍ଯ୍ୟ କରିଥାନ୍ତା ।ଆପଣ ଧନ ରୋଜଗାର କରିବା ପାଇଁ ସମୟ ନଷ୍ଟ କଲେ। ଆପଣଙ୍କ କଥାରୁ ଅହଂକାର ର ଗନ୍ଧ ଆସୁଛି।
@kunanahak83
@kunanahak83 3 жыл бұрын
Great father 🙏🙏🙏
@cutypiepreeti5019
@cutypiepreeti5019 3 жыл бұрын
Love u papa 😭 apn sai bhalare rakhantu.. 😢😢😢😢
@prabinagochhayat4966
@prabinagochhayat4966 3 жыл бұрын
Apana nka patients nku koti koti namah🙏🙏🙏🙏
@lilesh222
@lilesh222 3 жыл бұрын
Sir you are a grate father your son is god and grate man
@priyascastle82
@priyascastle82 3 жыл бұрын
U r a strong father 🙏rest in peace
@karunamayaprusty9596
@karunamayaprusty9596 3 жыл бұрын
ମହାପ୍ରଭୁ ତାଙ୍କ ପିତାମାତାଙ୍କୁ ଅଧିକ ଶକ୍ତି ଦିଅନ୍ତୁ |
@SitaSunani-c5r
@SitaSunani-c5r 5 ай бұрын
❤❤❤❤🙏🙏🙏 dhanya bapa
@gobardhanbarik6616
@gobardhanbarik6616 3 жыл бұрын
Good Father
@prasannasahoo755
@prasannasahoo755 3 жыл бұрын
Love you bapa❤🙏
@mayadharbehera8788
@mayadharbehera8788 3 жыл бұрын
You are not only a great father but also God🙏🙏
@prasantkumar7932
@prasantkumar7932 3 жыл бұрын
He Jagannath apana Saha bharasa a bapa nku , apana satare jane bhagan 🙏🙏🙏
@sanatani67934
@sanatani67934 3 жыл бұрын
He is a great dad
@ashisbhai.1932
@ashisbhai.1932 3 жыл бұрын
କାହା imotion ସହ ଖେଳିବା ପୂର୍ବରୁ thare ଭାବିବା darkar.. ସେ ପୁଅକୁ ସେତିକି କଷ୍ଟ ହେଇଚି... ଝିଅ ବା ପୁଅ ମାନଙ୍କୁ ଅନୁରୋଧ ଏମିତି କରନି କାହା ସହ... କେତେଦିନ banchiba..
@MrKumar-fh9hc
@MrKumar-fh9hc 3 жыл бұрын
ଏ ଭଳି ବାପା ମା ଭାଗ୍ୟ ରେ ଥିଲେ ମିଳେ l କେତେ ହତଭାଗା ଝିଅ ପାଇଁ ଜୀବନ ଦେଇ ଦବୁ l ଜିବନ ପଡ଼ିଛି କେତେ ଆସିବେ କେତେ ଯିବେ l ବାପା ମା ବଡ ରେ ଭାଇ ବାପା ମା ବଡ କି ବାଳ ଝିଅ l ସବୁ ଏଠି ମାୟା ରେ ବାୟା l ଦି ଜଙ୍ଘ ସଂଧି ରେ ଗୋଟିଏ ବିନ୍ଦ ତାକୁ ପାଇବାକୁ ଦୁନିଆ ଅନ୍ଧ l
@bhagyabhusanmahapatra2457
@bhagyabhusanmahapatra2457 3 жыл бұрын
You are great father.. You are NAMSYA
@khusimahapatra5899
@khusimahapatra5899 3 жыл бұрын
U r really great.. Sir🙏🙏
@umeshandjagannath7501
@umeshandjagannath7501 3 жыл бұрын
Great father of world
@manasmanas3579
@manasmanas3579 3 жыл бұрын
Great man sir🙏🙏🙏
@funnyprogrammer4056
@funnyprogrammer4056 3 жыл бұрын
You are really a great person sir
@saradaprasand9602
@saradaprasand9602 3 жыл бұрын
Well gentle person. .
@joshuapradhan8658
@joshuapradhan8658 3 жыл бұрын
Heads up to your courage sir
@alokdas2910
@alokdas2910 3 жыл бұрын
Very good 👌
@kaibalyabehera8254
@kaibalyabehera8254 3 жыл бұрын
Really great father
@biswajit1165
@biswajit1165 3 жыл бұрын
Great father sir apana 🙏🙏🙏
@Shree-v4n
@Shree-v4n 3 жыл бұрын
Bapa tume BHT mahan... Apana ete bhadra 🙏🙏🙏🙏
@kunmun9983
@kunmun9983 3 жыл бұрын
Good person ... sir u r grear
@KishanSingh-ec9ok
@KishanSingh-ec9ok 3 жыл бұрын
Very good sir
@FinanceWithChandan
@FinanceWithChandan 3 жыл бұрын
Father u r great 👍
@dharmapadaofficial6169
@dharmapadaofficial6169 3 жыл бұрын
ଶଳା ultra modernization ବାଲା, ନଷ୍ଟ କରିଦେଲ ଦୁନିଆ ଟାକୁ, ଭଲ ପାଇବା ର ମୂଲ୍ୟ ଯଦି ବୁଝିନ ଭଲ paoni କି କାହା ସଂସାର କୁ ନଷ୍ଟ କରନି 👍
@Finestkitchen
@Finestkitchen 3 жыл бұрын
Galat insan se dil lagane ki kimaat bohaat bhari hota hai.... Jindegi.. Kaam padjate chukate chukate ମୁଁ ସବୁ ଝିଅ ମନକୁ ଅନୁରୋଧ କରୁଛି କି କେବେ କୋଉ ପୁଅକୁ ମିଥ୍ୟା ପ୍ରତିଶୃତି ଦିଆନ୍ତୁନି....... କାରଣ..... Every boy not crazy for the hole....
@b2channel729
@b2channel729 3 жыл бұрын
U r great .....sir
@alwayshappy2893
@alwayshappy2893 3 жыл бұрын
You are grate sir
@shubhankarjena6401
@shubhankarjena6401 3 жыл бұрын
👍👍👍👍👍
@kaliasasmal7676
@kaliasasmal7676 3 жыл бұрын
U r great sri
@Priyanka_pinky_v1
@Priyanka_pinky_v1 3 жыл бұрын
Ete sundar bapa 😔😔
@kunmun9983
@kunmun9983 3 жыл бұрын
Great father u r
@loknathkalindi1143
@loknathkalindi1143 3 жыл бұрын
Great father.....graet n strong....
@sikshyaniketana.andodiaedu9740
@sikshyaniketana.andodiaedu9740 3 жыл бұрын
Salute to you sir🙏🙏
@prabinkumar2770
@prabinkumar2770 3 жыл бұрын
Great father you
@KishanSingh-ec9ok
@KishanSingh-ec9ok 3 жыл бұрын
You are right sir
@rkmusic4441-entertaiment
@rkmusic4441-entertaiment 3 жыл бұрын
Jane bhala bapa
@somanathacharjya8753
@somanathacharjya8753 3 жыл бұрын
Great sar apnaku bhagban sahaaya huantu
@anantakishorprusty8481
@anantakishorprusty8481 3 жыл бұрын
Sir, aap na nka vali Pita samastanku milu. Au aap nka ra bhout dharya.
@krushnapattnaik8736
@krushnapattnaik8736 3 жыл бұрын
ହୂରଦ୍ୱୟର ଲଭ ଥିଲା sir
@mahendrakumarsahu4395
@mahendrakumarsahu4395 3 жыл бұрын
🙏🙏🙏🙏🙏🙏🙏 You are great Sir
@mrtapas153
@mrtapas153 3 жыл бұрын
Great sir 🙏🙏
@manaspratish368
@manaspratish368 3 жыл бұрын
Great father
@iristutorial946
@iristutorial946 3 жыл бұрын
ଡକାୟତ ମେଡ଼ିଆ ଝିଅ ମୁହଁ କୁ ଲୁଚେଇ ପୁଅ ମୁହଁ କଣ ପାଇଁ ଦେଖାଉଛ....!???
@Pinkucricketlover-s7x
@Pinkucricketlover-s7x 3 жыл бұрын
KZbin re Sonali nanda Singer search kara dekha se jhia ku
@binamarswina8492
@binamarswina8492 3 жыл бұрын
You are great sir🙏🙏😭😭
@balaramsahoo9362
@balaramsahoo9362 3 жыл бұрын
Best father...
@techguruji7958
@techguruji7958 3 жыл бұрын
Amiti bapa kotiare gotia... Santa, saram, ragnahi , hinsha nahin, Puati bujhiparilani dharjya nahin...ausa kam...
@DK-pu9rt
@DK-pu9rt 3 жыл бұрын
ଏମିତି ଘଟଣା ପୂର୍ବ ରୁ ବି ଘଟି ସାରିଛି
Caleb Pressley Shows TSA How It’s Done
0:28
Barstool Sports
Рет қаралды 60 МЛН
Caleb Pressley Shows TSA How It’s Done
0:28
Barstool Sports
Рет қаралды 60 МЛН