ମୋର ଗାଁ ଡୁଙ୍ଗୁରିପାଲି ର ସମ୍ପୁର୍ଣ୍ଣ ଦୃଶ୍ୟ 🌏 ବହୁତ୍ ମନେ ପଡେ ସେ ଅଭୂଲା ଦିନ..

  Рет қаралды 147,249

GSDP OFFICIAL

GSDP OFFICIAL

Күн бұрын

Пікірлер: 413
@jiturajbhoi9256
@jiturajbhoi9256 Жыл бұрын
ଏଇ ଜନ୍ମମାଟି, ଏଇ ଭାଇଚାରା ଆଉ ଖୁଜଳେ ବି ଯୁଗ ଯୁଗ ତକ ନାଇଁ ମିଳେ ଭାଇ 😭😭😭😭😭
@jacky_official_001
@jacky_official_001 Жыл бұрын
ସତେ ଯେ ଦାଦା 😢😢
@dilippadhan6027
@dilippadhan6027 Ай бұрын
Right to Fight Brother 👍👍👍
@gullugk4717
@gullugk4717 Жыл бұрын
ବହୁତ୍ ଦୁଃଖର୍ କଥା ଭାଇ ଏତେ ବଡ଼ ଗାଁ ଟେ ଭାଙ୍ଗି ଯିବାର ଟା 😢 ଜେନେ ବି ରହେ ବ ଭଲ ସେ ରହେବ ପ୍ରଭୁ ଜଗନ୍ନାଥ ଓ ମା ସମଲଶ୍ବରି ଆଶୀର୍ବାଦ ଥାଉ 🙏🙏
@jacky_official_001
@jacky_official_001 Жыл бұрын
ଧନ୍ୟବାଦ୍ ଦାଦା 😭🥲🥲
@Pranjalmediatg
@Pranjalmediatg Жыл бұрын
Right😂😂😂😂
@sibnarayannayak3376
@sibnarayannayak3376 Жыл бұрын
ସବୁ କିଛି ସରିଗଲା ଏ ଗାଁ ଲୋକଙ୍କର ଜଗନ୍ନାଥ ଏମାନଙ୍କୁ ଅନାଥ କରିଦେଲ ତୁମେ ଏ ମାନଙ୍କର ନିଜର ବୋଲି କିଛି ରହିଲାନି କେବଳ ତୁମ ବିନା ତୁମେ ଏ ଗାଁ ଲୋକଙ୍କୁ ସାହା ହୁଅ 😢😢😢😢😢
@jacky_official_001
@jacky_official_001 Жыл бұрын
😭😭
@sajanthakur6900
@sajanthakur6900 Ай бұрын
Paisa paela j kenta gahaki lagu chaey
@fakirapadhan988
@fakirapadhan988 Жыл бұрын
ଦାଦା ବହୁତ ଦୁଃଖ ଲାଗୁଛି ନିଜର ଗାଁର କିଛି ଦୃଶ୍ୟ ଦେଖି କି ଜେନ ବି ରହେବ ଭଲସେ ରହେବ ଜୟ ଜଗନ୍ନାଥ 🙏🙏
@jacky_official_001
@jacky_official_001 Жыл бұрын
ଜୟ ଜଗନ୍ନାଥ। ଧନ୍ୟବାଦ୍ ଭାଇ 😭😭😭
@kailashmirdha2222
@kailashmirdha2222 Жыл бұрын
ବହୁତ୍ ସୁନ୍ଦର୍ ଗାଆଁ ଥିଲା। ଆମକୁ ଏତେ ଦୁଃଖ ଲାଗୁ ଛେ ତୁମେ କେନ୍ତା କରି ଭୁଲି ପାରବ ମୋର ଭାଏ। ବାକି ଏତକି କହିମି ଗାଆଁ ଯାକର ଲୁକ୍ ମାନଙ୍କୁ ବୁଝେଇ ସୁଝେଇ କରି ଗୁଟେ ନା ରହ ଆଉ ଫେନ୍ ଘାଏ ।ସୁନ୍ଦର ଗାଆଁ ଟେ କରି କୁରି ଦେଖେଇ ଦିଅ l ହୀରାକୁଦ ବେଳେ ବି ଲୁକ୍ ପଳେଇ ଛନ୍ ବାକି ଫେନ୍ ଭି ଗୁଟେ ନା ରହିକରି ସୁନ୍ଦର ଗାଆଁ କରି ଛନ୍ । ନେଟ୍ ନୁ ସର୍ଚ୍ଚ କରି ଦେଖି ପକାବ । ମୁରା ଗାଆଁ , ହଳଦୀ ଗାଆଁ, ରସିଆପଳି। ଆଉ ସରକାର ସବୁ ସୁବିଧା ନି କାରବାର ତକ ନାଇଁ ଛାଡବ । ତୁମର ଗାଆଁ ନୁ ଯାହା ଥିଲା ସବୁ ଦାବି କରବ ।ଆଉ କଣା କହିମି ଭାଏ ଭଲ ସେ ଥିବା ରହୁ ଛେନ ।ମନ୍ ଭିତରେ ଗୁର୍ଦୁ ଟେ କଥା ଅଛେ।
@jacky_official_001
@jacky_official_001 Жыл бұрын
ଧନ୍ୟବାଦ୍ ଦାଦା 🥲🥲😭😭
@Krishna-q4b
@Krishna-q4b Жыл бұрын
ଭାଈ ଏତେ ସୁନ୍ଦର ଗାଁ ପାଣି ଭିତରେ ବୁଡ଼ି ଗଲା ଭାବଲେ ଆମକୁ ଏତେ ବହୁତ ଦୁଃଖ ଲାଗୁଛେ.. ତମକୁ କେତେ ଦୁଃଖ ଲାଗୁଥିବା ଭାଈ.. ସବୁ ମିଳବା ହେଲେ ନିଜର ଜନ୍ମଭୂମି କେଭେ ଆଉ ନି ମିଳେ
@jacky_official_001
@jacky_official_001 Жыл бұрын
ସତ୍ କଥା ଦାଦା ଆଉ କେବେ ନାଇ ମିଲେ
@princepriyanshusambalpuriv3771
@princepriyanshusambalpuriv3771 Жыл бұрын
ଭାଇ ଏତେ ସୁନ୍ଦର ତୁମର ଗାଁ ଥିଲା ବହୁତ୍ ବଢିଆ ଲାଗୁଥିଲା ହେଲେ kana kar ମା ବହୁତ୍ ଦୁଃଖ ଲାଗୁଛି ନିଜର ଗାଁ ର ସୃତି ଟେ ରଖିଚ ଜେନୁ ବି ରହ ମାଁ ସମଲେଇ ଭଳ ସେ ରଖୁ
@jacky_official_001
@jacky_official_001 Жыл бұрын
ଧନ୍ୟବାଦ୍ ଦାଦା ❤
@fishfirmingallinformeson8119
@fishfirmingallinformeson8119 Жыл бұрын
ଭାଇ ଆମକୁ ଏତେ ଦୁଃଖ ଲାଗୁଛେ ବେଲେ ତମକୁ କେନ୍ତାନାଇଁ ଲାଗୁଥିବା😭😭😭
@jacky_official_001
@jacky_official_001 Жыл бұрын
ବହୁତ୍ ଦୁଃଖ ଲାଗୁଛେ ଦାଦା
@rajeshkumarbag5938
@rajeshkumarbag5938 Жыл бұрын
ଭାଇ ବହୁତ ବହୁତ ଦୁଃଖ ଲାଗୁଛେ ମାଗିହା ସରକାର କେ ଗୁଳି ମାରି ଦେବାର କଥା
@Pranjalmediatg
@Pranjalmediatg Жыл бұрын
😂😂😂😂😂😂
@omkarpadhan8559
@omkarpadhan8559 Жыл бұрын
SATKATHA
@keyboardboysushil
@keyboardboysushil Жыл бұрын
ମୁଇଁ ବି ଇ ଗାଁ ବାଟୁ କି ଇ ଗାଁ କେ ବହୁତ ଥର ଶହ ଶହ ହଜାର ହଜାର ଥର ଯେଇଛେ ମତେ ବି ବହୁତ ଖରାପ ଲାଗୁଛେ ତ ହେନର ଲୋକ୍ କେ କେନ୍ତା ନାଇଁ ଲାଗୁଥିବା ହେ ଭଗବାନ 😭
@jacky_official_001
@jacky_official_001 Жыл бұрын
ଧନ୍ୟବାଦ୍ ଦାଦା
@BSA886
@BSA886 2 ай бұрын
Tume bartaman kene rahuchha
@geetanjalibag7194
@geetanjalibag7194 Ай бұрын
Eyi gaa re kana hela mui nai jani please kaha mate
@sureshkumarmeher9833
@sureshkumarmeher9833 Ай бұрын
​@@geetanjalibag7194ehi gaan dem pani re budigala, sabhe bistapit heigale na 😢😢
@sureshkumarmeher9833
@sureshkumarmeher9833 28 күн бұрын
​@@geetanjalibag7194ehi gaan pani re budi gala
@DamodarPutel-h9f
@DamodarPutel-h9f Жыл бұрын
ଦେଖି କରି ବହୁତ ଖରାପ ଲାଗଲା ଇ ଏରିଆ ର ଲୋକ ଜୀବନ ରେ କେବେ ଖୁସିରେ ରହିନାଇ ପାରନ ବହୁତ ସୁନ୍ଦର ତମର ଡୁଙ୍ଗୁରିପାଲି ଆଉ ତମକୁ ବହୁତ ଧନ୍ୟବାଦ ଏଇ ଦୁଖ ଅପେରା ଗିତ ସହ କୋହଭରା ଦୃଶ୍ୟ
@Janis4523
@Janis4523 Жыл бұрын
ଜୀବନ ବଂଚିବା କେତେ ଯେ କଷ୍ଟ ନିଜ ଭିଟାମାଟି ଛାଡିକି, ଗାଁ ଦୃଶ୍ୟ ଦେଖି କେତେ ଯେ ଦୁଃଖ ଲାଗୁଛି ସେ ହି କହିପାରିବ ଯେଉଁଠି ଯେ ଛୋଟ ବେଳୁ ଖେଳି ପଢି ବଢିଛି l ହେ ଭଗବାନ ଭାଇ ଭଉଣୀ, ବାପା ମାଆ ମାନଂକୁ ଭଲରେ ରଖି ଅନ୍ୟ ଜାଗାରେ ବଂଚିବା ପାଇଁ ବାଟ ଦେଖାଇ ଭଲ କର୍ମ କରିବାର ସୁଯୋଗ ଜଲଦି ଦେଖାନ୍ତୁ l
@jacky_official_001
@jacky_official_001 Жыл бұрын
ଧନ୍ୟବାଦ୍
@LipsaSahu-tb2dw
@LipsaSahu-tb2dw Жыл бұрын
ବହୁତ କଷ୍ଟ ହେଉଛେ ....ଧୈର୍ଯ୍ୟର କିଛି ମାନେ ନେ ନ ...ହେ ଭଗବାନ ଇ ସବୁ କାଣା ହଉଛେ...ଭଗବାନ ଆଗକେ କିଛି ଭଲ କରୁନ ..ଏତକି ମୋର ପ୍ରାର୍ଥନା ..
@jacky_official_001
@jacky_official_001 Жыл бұрын
ଧନ୍ୟବାଦ୍ 🥲🥲
@କୋଶଳଭିଡ଼ିଓ
@କୋଶଳଭିଡ଼ିଓ Жыл бұрын
ଏତେ ସୁନ୍ଦର ଗାଁ ଥିଲା ଦେଖି କରୀ ବହୁତ ଦୂକ୍ଷ ଳାଗୁଛେ
@sweetsweety5527
@sweetsweety5527 Жыл бұрын
Dhanya apankar mankar balidan k 🙏🙏🙏🙏
@jacky_official_001
@jacky_official_001 Жыл бұрын
Dhanyawad 😢
@DIGALMAHANANDA-p2o
@DIGALMAHANANDA-p2o Жыл бұрын
Janani janma bhumi swarga thatu bada. Really, Your village people are great like Indian soldiers. So salute you. God bless you, keep smile. ❤
@jacky_official_001
@jacky_official_001 Жыл бұрын
😭😭
@kishanlalsahu2625
@kishanlalsahu2625 Жыл бұрын
Tumaku koti koti juhar Bhagaban tumar gaon ra samasta nku bhal se rakhithaun Tame bhagaban e bhai amar hrudaya kandi jauchhe 🙏
@jacky_official_001
@jacky_official_001 Жыл бұрын
ଧନ୍ୟବାଦ୍ ଦାଦା 🥲😭😭😭
@pradeepbabiworld4559
@pradeepbabiworld4559 Жыл бұрын
ବହୁତ୍ ଭଲ କାମ କରିଛ ଭାଇ ଗାଁର ଭିଡିଓ ସୃତି କରି ରଖିଛ 😭😭😭😭😭😭😭😭😭
@jacky_official_001
@jacky_official_001 Жыл бұрын
😢😢
@biswambharjhankar3812
@biswambharjhankar3812 Жыл бұрын
କେଡେ ସୁନ୍ଦର ଗାଁ ଟିଏ🙏🙏🙏
@rushavmahananda9360
@rushavmahananda9360 Ай бұрын
Tumr gaan loka ku salute lokankar swartha lagi samaj ra unnati lagi ete bad daan karidebar ta bahut bad katha ae jie mati maa k chadiche se janiche dukha kn j. Govt prapya dele b nijar maa mati k kie vuli nai pari 🙏🙏♥️
@user-qm8jr1bv2g
@user-qm8jr1bv2g Жыл бұрын
Bahut sundar Gan. Apan mankar video dekhikari amku v bahut dukh laguchhe. But don't worry friend, upar bala hai na. He will make every thing ok.
@jacky_official_001
@jacky_official_001 Жыл бұрын
Thank you ❤️
@ffnews29
@ffnews29 Жыл бұрын
Amea balangir gale e gaadi jau thilu dekhali j bahut dukh lagla 😭😭🥺🥺
@hemantpradhan239
@hemantpradhan239 Жыл бұрын
ମୁଇଁ କେନସି video ଦେଖିକରି ଦୁଃଖିତ୍ ନାଇଁ ହେଇଥାଇ କିନ୍ତୁ ତୁମର୍ ଗାଁ ର ଇ video ଦେଖଲା ବେଳକେ ମୋର୍ ଆଖିଁ ଆପେଁ ଲହ ବାହାରି ଗଲା 😢😢😢
@sunilbariha3051
@sunilbariha3051 Жыл бұрын
ବିସ୍ଥାପିତ ଅଞ୍ଚଳ ର ସମସ୍ତ ପରିବାର କୁ ଭଗବାନ ପ୍ରଭୂ ଜଗନ୍ନାଥ ମାଁ ସମଲେଶ୍ବରୀ ଭଲରେ ରଖିଥାନ୍ତୁ ।
@jacky_official_001
@jacky_official_001 Жыл бұрын
Dhanyawad ଦାଦା
@jadhaptandi6645
@jadhaptandi6645 Жыл бұрын
ସୁବୁଦିନଲାଗିବୁଡିଗଲାଆଉମିଳିବନି ମତେଦାଦାଏତେଖରାପଲାଗୁଛେଜେମୋର ଆଖିଲୋହବାହାରୁଛେ ତମକୁସମାଳିନେହେଉଥିବା😭😭😭😭😭
@jacky_official_001
@jacky_official_001 Жыл бұрын
😢😢😢
@4_1_11
@4_1_11 Жыл бұрын
ମୋର୍ ସୁନା ଗାଁ କେ ଦେଖି ଦେଲେ ମୋର୍ ଆଁଖିରୁ ଖାଲି ଲହ ଝରୁଛେ 😭😭😭😭
@jacky_official_001
@jacky_official_001 Жыл бұрын
😢😢
@luhaluha7644
@luhaluha7644 Жыл бұрын
Really I m said, janani janmavumi sargadapi gariyasi🙏🙏🙏🙏
@jacky_official_001
@jacky_official_001 Жыл бұрын
ଧନ୍ୟବାଦ୍ ଦାଦା 😢😢😢😢
@papundandasena7901
@papundandasena7901 Жыл бұрын
ସବୁ ସରିଗଲା ବୋ ଦା ମାନେ ଆଉ କିଛି ନି ନ ଆମେ ତ୍ ଭୁଲ୍ କଲା କାମ୍ ମୂଲ୍ ହେବାରୁ ଯଦି ଇ ଡେମ କାମ ପୁରା ବନ୍ଦ୍ କରିଦେବାର ଥିଲା।😢😢😢😢😢😢😢😢😢
@jasminbishi2797
@jasminbishi2797 Жыл бұрын
Thanks for your live
@sudhir954
@sudhir954 Жыл бұрын
ବହୁତ ଦୁଃଖ ଲାଗୁଛି ଭାଇ ଏହି ଅଭୁଲା ଶ୍ରୁତି କୁ ଭୁଲି ହୁଏନା
@jacky_official_001
@jacky_official_001 Жыл бұрын
ଧନ୍ୟବାଦ sir
@jacky_official_001
@jacky_official_001 Жыл бұрын
😢😢
@DharmanandMajhi-kh8ox
@DharmanandMajhi-kh8ox 10 ай бұрын
Smruti
@iswarkumbhar3559
@iswarkumbhar3559 Жыл бұрын
ବହୁତ ଦୁଃଖର କଥା ଭାଇ…ଜେନ୍ ନେ ଭି ରହିବ ଭଲ ସେ ଥିବ
@jacky_official_001
@jacky_official_001 Жыл бұрын
ଧନ୍ୟବାଦ୍ ଦାଦା। ଜୟ ଜଗନ୍ନାଥ
@GopalLifestyle12
@GopalLifestyle12 Жыл бұрын
Bhai mu Dunguripali bahut thara jaichhi,hele video dekhi mu bahut emotional hei gali😢😢😢😢😢😢😢😢😢😢
@sachinpadhan2899
@sachinpadhan2899 Жыл бұрын
ବହୁତ ଦୁଃଖର କଥା ଭାଇ ମାନେ ଯେନ ବି ରହେବ ଭାଇ ଭଲ ସେ ରହେବ ବହୁତ sad ଆୟେ ଭାଇ
@radheswammajhi4394
@radheswammajhi4394 Жыл бұрын
ମୋର ହୁରୁଦ୍ ଭିତର୍ ଫାଟି ଜଉଛେ ‌💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭💔💔💔💔💔💔💔💔💔💔 ବହୁତ୍ ଦୁଖର୍ କଥା
@jacky_official_001
@jacky_official_001 Жыл бұрын
ବହୁତ୍ ଦୁକ୍ ରେ ଅଛୁ ଆମେ
@gokulanandabadhei644
@gokulanandabadhei644 Ай бұрын
When Hirakud Dam constructed hundreds of villages , submersed ,thousands of people have displaced and left their native & relatives. Remembering these social issues tears comes naturally in eyes. May God blissful to displaced Dunguripali people in rest of life.✍️
@jacky_official_001
@jacky_official_001 11 күн бұрын
Thanks u so much dada … Actually you know our pain …. Some people say - Gsdp people are very happy because we receive money from government but we know money can replace only physicaly but money can’t replace from our hearts …. It’s biggest pain ever … so sad ….
@papundandasena7901
@papundandasena7901 Жыл бұрын
ମୁଇଁ ଇ ଗାଁ ନୁହେଁ ସେ ମୁଇଁ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ର ଆଏ ହେଲେ ମୁଇଁ ଦେଖି କରି ରହି ନି ପାରୁଛେ । 😢😢😢
@jacky_official_001
@jacky_official_001 Жыл бұрын
ସବୁ ସରିଗଲା 🥲🥲
@_official-uz8ju
@_official-uz8ju Жыл бұрын
Bahut dukhar katha bhai Jena b raheba sabe bhal se raheba ma samlei 🙏 k mor dua 🚩🙏 mui handicapped Tamar sister 😭😭😭 te ❤️ jay maa samalei 🙏🚩
@jacky_official_001
@jacky_official_001 Жыл бұрын
Hnn Nani 😔😔
@jacky_official_001
@jacky_official_001 Жыл бұрын
Tamar jiban b bhal se thau. dua ae maa samlei k ....🙏🙏
@dilippadhan6027
@dilippadhan6027 Ай бұрын
Right to Fight Brother 👍👍👍 Don't worry B Happy 👍👍👍
@shibamBag-sj1ie
@shibamBag-sj1ie Жыл бұрын
ମତେ ଲୋୟର ସୁକତେଲ ଡ଼୍ୟାମ ର ନା ଶୁଣିଲେ ମୋର ଛାତି ଫାଟି ଯାଉଛି ସମସ୍ତ ଙ୍କ ଦୁଃଖ ଦେଖି ମାଁ ସମଲେଇ ସବୁ ବିସ୍ଥାପିତ ଅଞ୍ଚଳ ର ପରିବାର କୁ ସୁଖରେ ରଖି ଥାଉ 😢😢😢😢
@entertainment-gr9ji
@entertainment-gr9ji 11 ай бұрын
ବହୁତ୍ ବହୁତ୍ ଦୁଖ ଲଗଲା ହୋ ଭାଇ ଏନ୍ତ ଦିନ କହାକେ ନାଇ ଦଉ ଭଗବାନ 😢😢😢😢
@binodmishra6413
@binodmishra6413 Жыл бұрын
Rahyakara jagannathe
@nilambaragadtyagadtya5611
@nilambaragadtyagadtya5611 Жыл бұрын
ଆମର ଗା ସବୁଦିନ ଲାଗି ମାଟିରେ ମିଶିଗଲା 😭😭😭😭
@jacky_official_001
@jacky_official_001 Жыл бұрын
😢😢
@birenmahar3718
@birenmahar3718 Жыл бұрын
Han mor bhae😭😭😭😭 hirakudar katha suni thilu aji akhinre dekhuchhu kete duk aeje
@hkr_vlogs
@hkr_vlogs Жыл бұрын
Unforgottable moments... Sooo emotional feeling...😢😅
@jacky_official_001
@jacky_official_001 Жыл бұрын
🥲🥲🥲
@TanmayaKudei-no2on
@TanmayaKudei-no2on Жыл бұрын
Hasu6 kn ho murukh 😡
@belarsahu4853
@belarsahu4853 Жыл бұрын
Beautiful g s dunguripali 🙏🙏🙏🙏
@pintukhamari1931
@pintukhamari1931 Жыл бұрын
ଗାଁ ର ମାନେ କାଣା ଇଟା ସରକାର ବୁଝି ନାଇଁପାରେ😢😢😢😢😢
@anandachandrapadhan2482
@anandachandrapadhan2482 Жыл бұрын
Excellent excellent video. it is sure preasented our histroy for our next generation. Thank u brother .i feel so sad see this video.
@jacky_official_001
@jacky_official_001 Жыл бұрын
ଧନ୍ୟବାଦ୍ ଦାଦା ❤️
@jayapujari371
@jayapujari371 Жыл бұрын
Very sad memory Iam from Nabaranga pur
@jacky_official_001
@jacky_official_001 Жыл бұрын
😢😢😢😢😢
@rrsource7080
@rrsource7080 Жыл бұрын
I m so sad to know about your Village displacement. I had gone to see suktel Dam after rain , it was heartbreaking. May God give bless anyways to all villagers .🙏🙏
@jacky_official_001
@jacky_official_001 Жыл бұрын
Thanks u Dada 😔😔
@tareswarsagria3726
@tareswarsagria3726 8 ай бұрын
ହେ ଭଗବାନ ...ଏସମସ୍ତ ଗାଁ ବାସି ଙ୍କୁ ଧଯ୍ୟ,ସାହସ, ଦିଅନ୍ତୁ 🙏🙏🙏🙏.... ବହୁତ୍ ଦୁଃଖ ଲାଗୁଛି 😪
@ashishkumarpujhari3313
@ashishkumarpujhari3313 Ай бұрын
ଯାହାର ଗାଁ ତାହା କେ ସୁନ୍ଦର... ତମକୁ ବହୁତ୍ ଖରାପ ଲାଗୁଥିବା ଭାଇ
@jacky_official_001
@jacky_official_001 11 күн бұрын
Bahut dukh ae dada
@gymboyumeshameher1296
@gymboyumeshameher1296 Жыл бұрын
ମା ମାଟି ମୋର କେତେ ଯେ ନିଜର ସ୍ୱର୍ଗ ଠାରୁ ସିଏ ବଡ.... ଏତେ ଯେ ଆଦର ଏତେ ଯେ ନିଜର କେହି ଆଉ କରେ ନାହିଁ 😭😭😭😭ଦୁଃଖ ବେଳାର time ଭାଇ ଭଗବାନ ସବକୁ ଭଲସେ ରଖୁ
@jacky_official_001
@jacky_official_001 Жыл бұрын
ଧନ୍ୟବାଦ୍ ଦାଦା 🥲🥲🥲
@pramodmeher3491
@pramodmeher3491 Ай бұрын
Akhin ru luha bahari gala....bahut sundar bhai
@PriyankaNath-zh9mm
@PriyankaNath-zh9mm Жыл бұрын
😂😂bahut bahut dhanyabad re bhai gaan ra full vidio karithibaru .bahut sor laguche gaan k ,kash fer enta heijaeta aamar gaan
@jacky_official_001
@jacky_official_001 Жыл бұрын
😢😢😢
@sarojsahu6366
@sarojsahu6366 Жыл бұрын
ମୁଇ ଥରେ ଦେଖି ଜୀମୀ ବଳି ଭାବୁଛି ହେଲେ ବହୁତ୍ ଦୁଃଖ ଲାଗୁଛି
@jacky_official_001
@jacky_official_001 Жыл бұрын
😭😭😭
@kamalisahu2227
@kamalisahu2227 Жыл бұрын
Sat re bhai bahut dukha laguchi miss you ga 😭😭😭😭😭😭😭♥️♥️♥️♥️
@narayanbariha5408
@narayanbariha5408 Жыл бұрын
କେଡେ ସୁନ୍ଦର ଗାଁ ମାଟି ମିଶିଗଲା ଭାଇ
@supaldansana939
@supaldansana939 Жыл бұрын
ମୁଇଁ ଗୁଟେ କଥା କହୁଛେ ଭାଇ ମାନେ ସେ ଯାହାବି ହେଲା ହେବାର ଥିଲା ମନକୁ ବୁଝେଇଦିଅ କିନ୍ତୁ ସରକାର ଯଦି ଆମ ଅଂଚଳରେ କମ୍ପାନୀ ବସାଲା ଆଉ ଆମର ଗରିବ ଲୋକ ମାନଙ୍କୁ ପାଣି ନାଇଁ ଦେଇକରି କମ୍ପାନୀ ନ ବିକିଲା ବଇଲେ ତାର ଦୃଢ ପ୍ରତିବାଦ କରାଯିବା ଇଟା ସମସ୍ତେ ଆସ ଏକ ହଉ
@karuna416
@karuna416 Жыл бұрын
ଭାଇ ଏ ଭିଡିଓ ଦେଖି ଆଖିରୁ ଲୁହ ଝରି ଆସୁଛି 😢😢😢😢😢😢😢😢
@geetanjalirana7621
@geetanjalirana7621 Жыл бұрын
Bhai gaon ra video dekhla pare rahi ni parli j comment karu6e ete kharap lagu6e j bhasa re kahi b ni parbar,jaha kale b nijar gaon nijar gaon aye bhabi dele amku ete kharap lagu6e tamku kete ni kharap lagu thiba,God bless all of u......🙌🙌
@jacky_official_001
@jacky_official_001 Жыл бұрын
ଧନ୍ୟବାଦ୍ ନାନୀ 🥲🥲🥲🥲
@omkarmeher2624
@omkarmeher2624 Жыл бұрын
Bahut bahut dukhlagsi anta video re dekhle kede Sundar gan sabu churmar heigala
@munnabiswal5152
@munnabiswal5152 Жыл бұрын
ବହୁତ ଦୁଃଖର କଥା ଦେଖି କରି ପ୍ରାଣବିକଳ ହେଇଯାଉଛେ 😭😭😭😭
@sudampanda426
@sudampanda426 Жыл бұрын
Mui e goan k bahut thar jaichhe bhai abe dikhili bahut khareb laguchhi
@jacky_official_001
@jacky_official_001 Жыл бұрын
ଧନ୍ୟବାଦ୍ ଦାଦା ଆମର ସାଙ୍ଗେ ଦୁଃଖ୍ ବାଣ୍ଟିବାର ଲାଗି ...😭😭
@srujanee6122
@srujanee6122 Жыл бұрын
Aha kete sundar gaan. 😭😭😭
@jacky_official_001
@jacky_official_001 Жыл бұрын
ବହୁତ୍ ସୁନ୍ଦର ଗାଆଁ ଆଏ ଆମର 😭😭😭
@kumarstudiogaisilat4090
@kumarstudiogaisilat4090 Жыл бұрын
ବହୁତ୍ ଦୁଖ୍ ଲଗୁଛେ ଅମକୁ ଦେଖି କରି 😂😂
@jacky_official_001
@jacky_official_001 Жыл бұрын
😢😢
@sahadevsaha4721
@sahadevsaha4721 Ай бұрын
ବହୁତ ଦୁଃଖ ର କଥା,ଯେ ମା ବାପା କେ ହରାଇଛେ,ସେ ଜାଣିବା ବୁଅl ମା କlଣl ଯେ, ଜୟ ଜଗନ୍ନାଥ l
@OdiaVlognitish
@OdiaVlognitish Жыл бұрын
Bhautu Dhuk laguche dada
@jacky_official_001
@jacky_official_001 Жыл бұрын
ଧନ୍ୟବାଦ୍ ଭାଇ 🥲
@puspatandi8894
@puspatandi8894 Ай бұрын
So beautiful your velez
@birendrasahu6708
@birendrasahu6708 Жыл бұрын
Bahut bahut duk lagu6 bhai mu tamilnadu ru dekhu chhi from Sonepur mahada babupali
@jacky_official_001
@jacky_official_001 Жыл бұрын
ବହୁତ ଦୁଃଖ ଆଏ ଦାଦା 😢😢
@birendrasahu6708
@birendrasahu6708 Жыл бұрын
@@jacky_official_001 hoa aa
@kumarrajib6995
@kumarrajib6995 Жыл бұрын
Bahut Dukh kar katha ho broo😢😢😢 Sate Tamar gain r Lok manku koti koti🙏🙏🙏
@jacky_official_001
@jacky_official_001 Жыл бұрын
😢😢😢
@kumarrajib6995
@kumarrajib6995 Жыл бұрын
Tamar gain ai bhaiya
@jacky_official_001
@jacky_official_001 Жыл бұрын
Hae dada 😔😔
@seetapradhan492
@seetapradhan492 Жыл бұрын
😭😭😭 bahut dukh laguche dekhi Kari
@Chaitanyasahu.
@Chaitanyasahu. Ай бұрын
ମୁଇ ତ ଇ ଗାଁ କେବେ ନାଇ ଯାଇ ହେଲେ ଆଜି ହଠାତ୍ ଦେଖି କି ଇ ଭିଡିଓ ରାତିର ୧୧ ବାଜେ ସେଟା ବି ଇ ଭିଡିଓ ଦେଖି ସତେ ଭାଇ ମତେ ବି କାନ୍ଦି ଲାଗି ଯାଉଛେ।।। ଗୋଟେ ଜୀବନ ।।।ଗୋଟେ ପରିବାର ।।ଗୋଟେ ସଂସାର।।। ହେଇ ରହି ଥିବା ସବୁ ଲୋକ ଆଜି ବିଚଡ଼ି ଗଲେ😢😢😢😢।।। କହାକେ କେନ୍ ନେ ଖୁଜିଲେ ବି ଆଉ କେତେ ଦିନ ଗଲେ ନାଇ ମିଳନ ନା।।😢😢😢😢
@pritamvlogs1098
@pritamvlogs1098 Ай бұрын
Same feeling bro
@pritamvlogs1098
@pritamvlogs1098 Ай бұрын
😢😢😢😢
@jacky_official_001
@jacky_official_001 11 күн бұрын
Bahut dukh ae dada ethiru auu bad dukh nai na bagir lagu6e
@AbhiBhoi-zg2pl
@AbhiBhoi-zg2pl Жыл бұрын
Nice song from bubanesura smart city
@rubulpadhan-
@rubulpadhan- Жыл бұрын
ବଡ ଗାଁ ଟେ ଆଏ ଦେଖି କରି ବହୁତ ଦୁଃଖ ଲାଗୁଛେ,😥😥🙏🏻🙏🏻🙏🏻🙏🏻
@mktech4559
@mktech4559 Жыл бұрын
Bahut dukh lagu6e bhai marbar jae bhuli nae Par 😢😢😢😢😢😢😢😢😢😢😢😢
@jacky_official_001
@jacky_official_001 Жыл бұрын
😭😭😭
@jitusuna9181
@jitusuna9181 Жыл бұрын
Hart touching video bhai Atma Kandi jiba😂😂😂😂
@ChudamaniPadhan-o2j
@ChudamaniPadhan-o2j Жыл бұрын
ବହୁତ ଦୁଖର୍ କଥା ଆଏଭାଇ 😂😂 ଆମକୁ ଏନ୍ତାଲାଗୁଛେତ ତମକୁ କେନ୍ତାଲାଗୁଥୁବା😂😂
@Mrjadeja18
@Mrjadeja18 Жыл бұрын
Jay ma samaleswari 🙏 tme jena v ruha val se ruha bhai..God bless all of your family friends & villager ❤ emotional historical memories view😢😢😢
@jacky_official_001
@jacky_official_001 Жыл бұрын
😭😭
@jacky_official_001
@jacky_official_001 Жыл бұрын
Dhanyawad Da Da
@AnilBagarty-zn6fy
@AnilBagarty-zn6fy Ай бұрын
ବହୁତ ଦୁଖର କଥାଟେ ଭାଈ ସମେସ୍ତ ମିଲିମିଶି କରି ଥିମା ଅଲଗା ହେଇଗଲେ ବହୁତ ଵାଧସି କିଏ କେନେ ରହେବେ ଭାବଲେ ମତେ ବି ବହୁତ ଖରାପ ଲାଗସି ଆମର ଗାଁ କେ ଗୁଟେ ଘର ଆସିଥିଲେ ୧୨ ଲାଖରେ ଘର ଘିନଲେ ହେଲେ ରହିନି ପାରଲେ ପଏସା ଫସି ଗଲା ତାକର କଥା ଭାବଲେ ମତେ ବହୁତ ଦୁଖ ଲାଗସି
@binayachhatar7530
@binayachhatar7530 Жыл бұрын
Bhai Mu jai thili ho Bahut dukh lagla J 9 v raha Bhal re rakhu tamku mahapuru Nijar gaon jiban thibar jae bhuli nai hue You're great
@birendrasahu7963
@birendrasahu7963 Жыл бұрын
Bahut dukhar katha bhai
@baalkrishnapatel1061
@baalkrishnapatel1061 Жыл бұрын
Dukha deuchha bandhu atitar smuti bhabi mu ahibatare Bharatbahal jiba Ashiba Atakiba sabu manepadi 😭😭😭😭😭Fm Bhaler Bgr
@jacky_official_001
@jacky_official_001 Жыл бұрын
😢😢😢
@___style_s
@___style_s Жыл бұрын
Oh my god bro maa samlei bless
@maa_creations9191
@maa_creations9191 Жыл бұрын
Bahut Dukhara Katha bhai
@jacky_official_001
@jacky_official_001 Жыл бұрын
😢😢😢😢
@PuspaBag-vp8ib
@PuspaBag-vp8ib Ай бұрын
Bahut dukh laguchhr😢
@rajkishorsahu7686
@rajkishorsahu7686 Ай бұрын
ଗାଁ ଲାଗି କେତେ ଲୋକ କାନ୍ଦୁଛନ୍ । ଆର୍ କେତେ ଲୋକ ଯେ ଗାଁ ଛାଡ଼ି କରି ସହର୍ କେ ପଲଉଛନ,ସହରିଆ ଜୀବନ ବିତାବାର ଲାଗି
@gandhiprasaddas9498
@gandhiprasaddas9498 Жыл бұрын
Historycal view
@jacky_official_001
@jacky_official_001 Жыл бұрын
ଧନ୍ୟବାଦ୍
@bijaydeep5849
@bijaydeep5849 Ай бұрын
ହେ ଭଗବାନ୍ 😭
@ffnews29
@ffnews29 Жыл бұрын
Bahut dukh lagu6e 😭😭😭😭
@jacky_official_001
@jacky_official_001 Жыл бұрын
😭😭😭
@RKOnline1996
@RKOnline1996 Жыл бұрын
ବହୁତ ଦୁଃଖ ର କଥା ନିଜର ଜନ୍ମ ମାଟି,ଘର , ଗାଁ, ନିଜର ଗାଁ ଲୋକ ,ସାଙ୍ଗ ସାଥି ସବୁ ଛିନ୍ନବିଛିନ୍ନ ନିଜର ଆଖି ଆଗରେ।ଜେନ୍ ଗାଁ ରେ ଛୋଟ ରୁ ବଡ଼ ହେଇଥିବୁ ସେ ଗାଁ ଛାଡି କରି ଅଲଗା ଜାଗା ନ ରହେ ବାର ଟା ବହୁତ ଦୁଃଖ ର କଥା।।
@PurusottamPadhan-ec3xy
@PurusottamPadhan-ec3xy 28 күн бұрын
ଅଲଗା୍ ଫାଲକ କେ ଉଜାଲା୍ କରବାର୍ ଲାଗି ନିଜର ଜୀବନ କେ ଅନ୍ଧାର୍ ଭିତରକେ ଠେଲି ଦେଇଥିବାର୍ ସେ ମହାନ୍ ମୁନୁଷ୍ ମାନେ ସତେ କେନ୍ ନେ ହଜିଗଲେ, ଆରୁ ନୁର୍ ଲେ ବି ନେଇଁ ମିଲନ୍, ଗୁଟେ ସଭ୍ଯତା ଗୁଟେ ସଂସ୍କୃତି ସତେ ମାଟି ମିଶିଗଲା୍, ଯେନନ୍ ବି ରହେଲେ ଯେତେ ନୁରଲେ ଖୁଜ୍େଲ ବି ଏନ୍ତା ଗାଁ ମାଏଟ୍ ମା ନି ମିଲେନ୍।କେନ୍ ନେ ଅଛ କେନ୍ ତା ଅଛ ଭାଇ। ମା ସମଲେଇ ଭଲରେ ରଖି ଥାଉନ୍।
@jacky_official_001
@jacky_official_001 26 күн бұрын
@@PurusottamPadhan-ec3xy Jhankarpali na a6u dada ame bahut dukh re….
@PurusottamPadhan-ec3xy
@PurusottamPadhan-ec3xy 23 күн бұрын
@PrashantaBishi-eg1qq
@PrashantaBishi-eg1qq Ай бұрын
Bahut bahut dukhar katha.....
@BharatJal-sr1ex
@BharatJal-sr1ex Ай бұрын
Bahut dukh lagla daa...
@biswanathbhoi4763
@biswanathbhoi4763 Ай бұрын
Miss you dunguripali village😭😭😭😭😭
@kshetrapradhan5243
@kshetrapradhan5243 Ай бұрын
Kete sundar gan tia bahut dhuka lagsi samste chin chatar hei gale
@satyabratabehera7562
@satyabratabehera7562 Жыл бұрын
Bahut bahut Dukhar katha 😢😢😢...Bhai
@manojmeher1991
@manojmeher1991 Жыл бұрын
Bahut dukhar katha are re bhaimane. Samlei ma tamku Shakti daun sahebar lagi
@devabhoi5440
@devabhoi5440 Жыл бұрын
Really bhai bahuth kashta laguche yr 😭😭😭😭😭😭😭
@jacky_official_001
@jacky_official_001 Жыл бұрын
😢😢😢😢
@chudamanibhoi27
@chudamanibhoi27 Ай бұрын
ସବୁ ସରିଗଲା ଭାଇ
@giridharighibhela3832
@giridharighibhela3832 Жыл бұрын
ବହୁତ ଦୁଖ ଳାଗୁଛେ
@dibakarpatra1537
@dibakarpatra1537 10 ай бұрын
Bhai e dui tin agaru mui tamhar. gaan k buli jaithili aau ahachini e video ta dekhli. Biswas hi na hebar ete Sundar gaan te thila bali. AAU ahachini tar abastha dekhli bahut dukh lagla. Tamhar gaan ra lok mane jenu bhi raha Maa samlei tamku bhale rakhi thau. Jai Maa Samlei
Touching Act of Kindness Brings Hope to the Homeless #shorts
00:18
Fabiosa Best Lifehacks
Рет қаралды 19 МЛН
Will A Guitar Boat Hold My Weight?
00:20
MrBeast
Рет қаралды 196 МЛН
大家都拉出了什么#小丑 #shorts
00:35
好人小丑
Рет қаралды 93 МЛН
Dan,Najom,Ojha,Sokha Bonga Jhapon,Suleipat re@Bhanj bro Vlog
5:58
aakhi abujha ku luha abujha (bele bele luha athi jaga badalaye) new odia jatra song konark...
6:39
Adha Ratira Sathi new odia jatra song - Topic
Рет қаралды 112 М.
Touching Act of Kindness Brings Hope to the Homeless #shorts
00:18
Fabiosa Best Lifehacks
Рет қаралды 19 МЛН