"ମୋର ସନ୍ଦେହ ହେଲା ପରେ ମୁଁ ସିସିଟିଭି ଦେଖିଲି..ଚାକରାଣୀ ମୋ ପର୍ସରୁ ପଇସା ଚୋରିକରୁଥିଲା"

  Рет қаралды 187,402

Odisha Bhaskar

Odisha Bhaskar

Күн бұрын

Пікірлер: 292
@sea4758
@sea4758 2 жыл бұрын
ସାଲାରୀ କାଟିଦେଥିଲେ ହେଇନାଥାନ୍ତା ପୋଲିସ ବାଲାଙ୍କ ସମୟ ନଷ୍ଟ କରୁଛନ୍ତି ଆପଣ ତ ବହୁତ ଶିକ୍ଷିତ ଲାଗୁଛନ୍ତି ଆପଣ ଚାକରାଣୀ ରଖିଲା ବେଳେ ପୋଲିସ verify କରିଥିଲେ sir
@prasantakhuntia9083
@prasantakhuntia9083 2 жыл бұрын
😁😁😁
@kaibalyame
@kaibalyame 2 жыл бұрын
😁😁😁😁😁😁
@promadamishra1397
@promadamishra1397 2 жыл бұрын
ଚାକରାଣୀ ଚୋରି କଲା ଯଦି ତାକୁ ବାହାର କରି ଦେଇଥନ୍ତ।କେତେ ବଡ ବଡ ସମସ୍ୟା ରହିଛି ପୋଲିସ ତାକୁ ସମାଧାନ କରି ପରି ନାହାନ୍ତି।ଚାକରାଣୀ ଚୋରି କଲା ତା ନାଁ ରେ FIR ଦେଲେ କଣ କରାଯାଇ ପାରିବ ଦୁଇ ପାହର ବାଡେଇବେ ସେ ତ ପଇସା ଫେରାଇ ପାରିବ ନାହିଁ।ଗରିବ ଲୋକ ଯଦି ଚୋରି କରି ଦେଲା ତାକୁ undertaking ଲେଖାଇ ଛାଡି ଦେବା କଥା ଯଦି ପୋଲିସ କହିଲେ ତେବେ ଅସୁବିଧା କଣ?ବାପ ମା ସମସ୍ତଙ୍କୁ ଥାନାକୁ ନେଇ କଣ ପ୍ରମାଣ କରୁ ଥିଲେ। hard-core criminal ତ ନୁହେଁ ଏତେ ବିବ୍ରତ କାହିଁକି?ପୋଲିସ ତ ସ୍ଥଳ ବିଶେଷ ରେ ଏହା ଠାରୁ ବଡ ବଡ ଘଟଣାରେ ଏତଲା ରଖୁନାହିଁ ଏହା ଗୋଟେ କି ଘଟଣା ଯେ ମିଡ଼ିଆ ରେ ଆସି କହିବା ଉଦ୍ଦେଶ୍ୟ କଣ ।ତା ଚୋରି ଠାରୁ ତା ଅପମାନ ବଳି ଯିବଣି।
@SuperNoName310
@SuperNoName310 2 жыл бұрын
Thik ....jadi jane gariba loka chakarani te kichhi paisa nei jaichhi... tahele taku kadhideba... kintu yemiti Bhikari nka pari hauchhi..
@premkumarpatnaik5062
@premkumarpatnaik5062 2 жыл бұрын
Yes sir u r absolutely right,he is much bothered as if he caught Osman bin Laden,most useless fellow I have seen without a heart, petty things are very common on day to day life,that needs tobe ignored and take care of yourself,if u are soooo concerned don't engage maid servant,driver and so on,
@workslabour147
@workslabour147 2 жыл бұрын
Right
@nabinkumar8181
@nabinkumar8181 2 жыл бұрын
Right
@ashwanikumarbhuyan3525
@ashwanikumarbhuyan3525 2 жыл бұрын
ନିଜେ କାମକରନ୍ତୁ, ଚାକରାଣୀ, ଚାକର ରଖିଲେ ଏହିପରି ସମସ୍ୟା ଦେଖା ଦେବ l ପୋଲିସି ଆଜି ନିରାଶ୍ରୟ l ଦେଶରେ ଗୋଟିଏ ସରକାର ରହିଲେ ଏହା ହିଁ ଆଶା କରାଯାଏ l
@Manasteacher
@Manasteacher 2 жыл бұрын
Desha re nuhe odisha re
@pradeepkumarjena7295
@pradeepkumarjena7295 2 жыл бұрын
ପୋଲିସ ଠିକ୍ ହିଁ କହିଛି । ଆପଣଙ୍କୁ ବୁଝେଇବାକୁ ଚେଷ୍ଟା କରିଛି ପୋଲିସ । ମନି ପର୍ସ ରୁ ଯଦି ନେଇଛି ଆପଣଙ୍କର କୋଟିଏ କି 2କୋଟି ତ ନେଇ ଯାଇ ନଥିବ । ଅଭାବ ଯୋଗୁଁ ଚୋରୀ କରିଛି ବୋଲି ତାକୁ କଣ ଫାଶୀ ଦେଇଦେବେ ନା କଣ । ତାକୁ ବାହାର କରି ନିଜ କାମ ନିଜେ କରନ୍ତୁ । ବଡ଼ ଲୋକି ଦେଖାଇ ହେଲେ ଏମିତି ହୁଏ ।
@amritasatapathy5926
@amritasatapathy5926 2 жыл бұрын
Chori houchi chori... Se 1000-2000 ru strt kriba chori.. Sethu tara patha pdhiba pila v kn sikhiba.. Chori kole ta bhla income houchi poor na re rich aram se hei hba.... Emti police behvr re ta future youth nka progress hba kmti.... Just think about it and give your opinion
@satahi9122
@satahi9122 2 жыл бұрын
ଆଉ ପଚିଶ ବର୍ଷ ନବୀନା ଫଳକୁ ଟେକି କି ଧର, ଅନୁମାନ ଯଦି ଓଡିଶାର ନେତା, ପୋଲିସ ଓ ସରକାରୀ ଅଫିସର ଯଦି ବଦଳି ଯିବେ
@pupu815
@pupu815 2 жыл бұрын
Exactly same remarks in my mind dear to our Orissa people those votting to BJD politician..jetebele ghare pasi sabu maa,bhauniku nebe tebe sabu Jani paribe..
@indranimishra3479
@indranimishra3479 2 жыл бұрын
ଚାକରାଣୀ କୁ ଯଦି ଖାଲି ଚାକରାଣୀ ଭାବିବେ ତାହାଲେ ଏମିତି ପରିସ୍ଥିତି ର ସାମ୍ନା କରିବାକୁ ପଡିବ ଚାକରାଣୀ ହେଲେ ବି ସେ ମଣିଷ ତାଙ୍କୁ ଅସୁବିଧାରେ ସାହାଯ୍ୟ କରନ୍ତୁ, ଯଦି ତାକୁ ଆପଣ ସାହାଯ୍ୟ କରିଥାନ୍ତି ତାହାଲେ ଏଭଳି ପରିସ୍ଥିତି ସୃଷ୍ଟି ହେଇ ନଥାନ୍ତା ବୁଝିଲେ
@nabinkumar8181
@nabinkumar8181 2 жыл бұрын
ମୋ ମତରେ ପୋଲିସ୍ ଯାହା ବି ପଦକ୍ଷେପ ନେଇଛି ଠିକ୍ ପଦକ୍ଷେପ, ଆପଣଙ୍କ ମତାମତ କଣ ମୁଁ ଯାଣେନି !
@debendraparida8177
@debendraparida8177 2 жыл бұрын
Tomo bhali Loko nhi madrochod ..ame kana dhani garibo khati khai chalucchi..dhire dhire ago ku poducchi tamane nuho Loko nko dhana hadap kariba,
@sanjaykumarnayak4499
@sanjaykumarnayak4499 2 жыл бұрын
Right
@Balasoreexpress123
@Balasoreexpress123 2 жыл бұрын
Good step by police
@deepaksahoo4095
@deepaksahoo4095 Жыл бұрын
Hnn vai pura perfect katha
@jaganpunamjaganpunam3501
@jaganpunamjaganpunam3501 Жыл бұрын
Right
@kalyanpanda5885
@kalyanpanda5885 2 жыл бұрын
ପୋଲିସ ଭାଇଙ୍କ ର ସେମାନଙ୍କ ଠାରୁ ମାସିକିଆ ଅଛି ତେଣୁ ଏପରି ଅବସ୍ଥା
@jaganpunamjaganpunam3501
@jaganpunamjaganpunam3501 Жыл бұрын
Tu janichu
@digasir6696
@digasir6696 2 жыл бұрын
ଚୋରି କରିବା ଠିକ୍ ନୁହେଁ ସମାଜ ପ୍ରତି ଘୁନ୍ୟ କାମ ଅଟେ କିନ୍ତୁ ପୋଲିସି ଯାହା କରିଛି ଠିକ୍ କାରଣ ପରିସ୍ଥିତି କୁ ଅନୁଧ୍ୟାନ କରିଛନ୍ତି. ତେଣୁ ମାଲିକମାନେ ଲୋକ ରଖିବା ପୂର୍ବରୁ ତାଙ୍କୁ ଚିହ୍ନିକି ରଖନ୍ତୁ
@bidyutmallick3123
@bidyutmallick3123 2 жыл бұрын
Kn tanka gandire stamp marithibeki Chora boli???
@pradeepkumarjena7295
@pradeepkumarjena7295 2 жыл бұрын
@@bidyutmallick3123 jadi stamp mara heini tebe nije kama nije kariba uchit. Anya dwara kareile emiti hin heba.
@dillipbhuyan2891
@dillipbhuyan2891 2 жыл бұрын
Iic sir is very good.he has humanity
@bhabagrahibehera8040
@bhabagrahibehera8040 2 жыл бұрын
🏠 ଘରେ ଚାକରାଣୀ ରଖିବା କ'ଣ ଓ କେତେ ଜରୁରୀ ସେକଥା ଆପଣ ଜାଣନ୍ତି ଆଞୀ,, ଭୁଲ୍ ଚାକରାଣୀ ର କେମିତି ହେଲା,, ଜଣେ ନିଜ ଚାକରାଣୀ ରଖିବା ପାଇଁ ବା ରଖିବା ପୁର୍ବରୁ କି ପ୍ରକାର ଶୃଙ୍ଖଳାଗତ ନିୟମ ଅବା କାଗଜପତ୍ର କରି ବାବୁ ମାନେ କାମ କରିବା ପାଇଁ ଅନୁମତି ଦିଅନ୍ତି, ଚାକରାଣୀ ନିଶ୍ଚିତ ଜଣେସାବାଳିକା, ଏହା ନିଶ୍ଚିତ ଯେ ସେ ଜଣେ କୁଶଳୀ, ଘରର ସମସ୍ତ ପ୍ରକାର ପ୍ରସ୍ତୁତି ସହ ବିଭିନ୍ନ କାର୍ଯ୍ୟ ସେ କରୁଥିବ।ସରକାରଙ୍କ ଦ୍ଵାରା ସ୍ଥିରୀକୃତ ପାରିଶ୍ରମିକ ଅନୁଯାୟୀ କିପରି ଆକାରରେ ପାଉଣା ତାକୁ ମିଳୁଥିଲା ଯେ ତୋରି କରିବା ପାଇଁ ବାଧ୍ୟ ହେଲା। ଚାକରାଣୀ ଶବ୍ଦ ବ୍ୟବହାର କରିବା ପୁର୍ବରୁ ସାରେ ନିୟମାବଳୀ ଥାନାରେ ଜମାକାରୀ କ୍ଷତିପୂରଣ ଓ ଦଣ୍ଡ ନିବେଦନ କରିଲେ ଭଲ ହୁଅନ୍ତା।
@nabinkumar8181
@nabinkumar8181 2 жыл бұрын
ଠିକ୍ କଥା କହିଛନ୍ତି ଆପଣ
@satahi9122
@satahi9122 2 жыл бұрын
ଏ ଭଦ୍ର ବ୍ଯକ୍ତି ଜଣକ ମୋତେ ଲାଗୁଛି ଅନ୍ୟ ଗ୍ରହ ଅର୍ଥାତ୍ ମଙ୍ଗଳ ଗ୍ରହରେ ରହୁଛି ବୋଧହୁଏ । ଏହି ଭଳି ଉଚ୍ଚ ଶିକ୍ଷିତ (ତଥାକଥିତ) ଲୋକମାନେ ପୋଲିସ ଓ ସରକାରୀ ଅଫିସର ମାନଙ୍କୁ ବହୁତ ସଚ୍ଚୋଟ ବୋଲି ଭାବନ୍ତି । ପୋଲିସ ବିରାଦ୍ରି କେତେ ଘଟିଆ ଏ ଭଦ୍ର ବ୍ଯକ୍ତି ଜାଣି ସାରିଲା ପରେ ଆଜି ତା ଦିମାଗ ରୁ ଭ୍ରମ ଉତୁରି ଯାଇଥିବ । ଜଣା ନାହିଁ ଏଭଳି ଲୋକ କେଉଁ ଦୁନିଆରେ ରହୁଛନ୍ତି?
@Manasteacher
@Manasteacher 2 жыл бұрын
Emane population bhi badhaunauanty paisa thaeki
@culturalchronicles_od
@culturalchronicles_od 2 жыл бұрын
ପ୍ରଥମତଃ କାହାକୁ ଚାକରାଣୀ ସଜାଇ ଘରେ ରଖିବା ଦାସତ୍ୱ ପ୍ରଥାକୁ ପ୍ରୋତ୍ସାହିତ କରୁଛି । ଆପଣଙ୍କୁ ଘର କାମରେ ସାହାଯ୍ୟ କରିବାକୁ ଯଦି କାହାକୁ ଘରେ ରଖୁଛନ୍ତି, ତାକୁ ପରିବାରର ସଦସ୍ୟ ଭାବି ରଖନ୍ତୁ, ଚାକରାଣୀ କରି ରଖିଥିଲେ ଯଦି, ତାହାଲେ ଆପଣ ଆଇନକୁ ହାତକୁ ନେଇଛନ୍ତି । ଅଭାବ ଓ ପରିସ୍ଥିତିରେ ପଡି ସେ ଚାକରାଣୀ ଭାବେ ଥିଲା ଆପଣଙ୍କ ଘରେ । ପୋଲିସ ତ ଭଲ ସଜେସନ ଆପଣଙ୍କୁ ଦେଲେ । ଅସୁବିଧା କଣ ଥିଲା ? କେତେ ଟଙ୍କା ଆପଣଙ୍କ ପର୍ସରୁ ନେଇ ଯାଇଛି ତା'ର କିଛି ଜରୁରୀ ଆବଶ୍ୟକତା ପୂରଣ କରିବାକୁ ବୋଧେ । ତାକୁ ବୁଝେଇ ଦେଇଥାନ୍ତେ, ସିସି ଟିଭି ଫୁଟେଜ ଦେଖେଇ ଦେଇଥାନ୍ତେ । ସେ ନିଶ୍ଚୟ ପଇସା ଫେରେଇ ଦେଇଥାନ୍ତା କିମ୍ବା ତା'ର ମାସିକ ଦରମାରୁ କିଛି କିଛି କାଟି ଚୋରି ଟଙ୍କା ରିକୋଭରି କରି ଦେଇଥାନ୍ତେ । ଭଗବାନ ଆପଣଙ୍କୁ ତ ନିଶ୍ଚୟ ଭଲରେ ରଖିଛନ୍ତି । ପୋଲିସ କୁ ଦେଲେ ପଇସା ମିଳିଯିବ, ଏହାର କିଛି ଗ୍ୟାରେଣ୍ଟି ଥିଲା କି ? ଅଭାବେ ସ୍ଵଭାଵ ନଷ୍ଟ । ନଚେତ ସେ ଚାକରାଣୀ ହେଇକି କାହିଁକି ରହିଥାନ୍ତା ? ଏତିକି ତାକୁ ସାହାଯ୍ୟ କରନ୍ତୁ, ଏହା ଆପଣଙ୍କ ମହାନତା ହେବ ଏବଂ ସେ ଆଉ ଦିନେ ଚୋରି କରିବାକୁ ତା ବିବେକ ବାଧା ଦେବ । ପୋଲିସ କେଶ ଏହି ଘଟଣାର ସମାଧାନ ନୁହେଁ । ଆଇ ଆଇ ସି ନିଶ୍ଚୟ ଜଣେ ହୃଦୟବାନ ଲୋକ ହେଇଥିବେ, ଆଉ ସେ ଆପଣଙ୍କୁ ଠିକ କହିଛନ୍ତି ।
@kanhaacademy233
@kanhaacademy233 2 жыл бұрын
ନିଜ ଘରେ ନିଜେ କାମ କର ଚାକରାଣୀ କଣ ଆବଶ୍ୟକ
@sanjaykumarnayak4499
@sanjaykumarnayak4499 2 жыл бұрын
Right
@jhinaketansaunta1823
@jhinaketansaunta1823 2 жыл бұрын
ଦରମା କାଟି ଦିଅନ୍ତୁ ସାର୍ ଚାକରାଣିର ଏତେ କତା ଆଉ କଣ ପାଇଁ
@rameshr.s418
@rameshr.s418 2 жыл бұрын
Pollice kahuchhi odishare chorikara kamisan diaa
@reetap4008
@reetap4008 2 жыл бұрын
ଆରେ ଭାଇ made ପରିବର୍ତ୍ତନ କରି ଦିଅନ୍ତୁ plz, ଅଭାବରେ ସ୍ୱାଭାବ nasta ହୋଇଥାଏ 😔
@ahutibiswal2911
@ahutibiswal2911 2 жыл бұрын
Right
@GotiMuktiAndolan_Odisha
@GotiMuktiAndolan_Odisha 2 жыл бұрын
ଆପଣ ଆପଣଙ୍କ କର୍ତ୍ତବ୍ୟ କରିଛନ୍ତି ଥାନାରେ ଲିଖିତ ଅଭିଯୋଗ ଦେଇ l ପୋଲିସ ମଧ୍ୟ ତାଙ୍କ ପ୍ରାଥମିକ କର୍ତ୍ତବ୍ୟ କରିଛନ୍ତି ଆପଣଙ୍କୁ ଅଭିଯୋଗର ପ୍ରାପ୍ତି ସ୍ଵୀକାର ପ୍ରଦାନ କରିଛନ୍ତି l ଆପଣ ଯଦି ଚାକରାଣୀ କୁ ଜେଲକୁ ପଠାଇବାକୁ ଚାହୁଛନ୍ତି ତାହା ମଧ୍ୟ ସେହି ପ୍ରାପ୍ତି ସ୍ବୀକାର ମାଧ୍ୟମରେ କରି ପାରିବେ l ମାତ୍ର ଆପଣ ଦୁଇଟି ଜିନିଷ ବୁଝି ନାହାନ୍ତି l ଗୋଟିଏ ହେଉଛି ପ୍ରାପ୍ତି ସ୍ଵୀକାର ପତ୍ର କିମ୍ବା ଡା ଏରୀ ନଂବର l ଅନ୍ୟଟି ହେଉଛି ପୋଲିସ ଚାକରାଣୀ କୁ ଡାକି ଟଙ୍କା ଆଦାୟ କରି ଆପଣଙ୍କୁ ଫେରାଇ ଦେବ ଏହା ପୋଲିସ ର ଅଧିକାର ବାହାରେ
@gobindachandranayak9576
@gobindachandranayak9576 2 жыл бұрын
ପୋଲିସ୍ ଠିକ୍ କହିଛି
@narendravlogs
@narendravlogs 2 жыл бұрын
Sir ତା ପୁଅ ଯୋଡି ଚୋରି କରିଥାନ୍ତା ଯାହା କରିଥାନ୍ତ ସେଇଆ କର ।ବେସି ପଇସା ପଇସା ହୁଅନାହିଁ ଗୋଟେ ରୋଗରେ ସବୁ ପଇସା ସାରି ଯିବ ତେଣୁ ଭାବି ଚିନ୍ତା କରନ୍ତୁ । ଯୟ ଜଗନ୍ନାଥ
@gobindachandranayak9576
@gobindachandranayak9576 2 жыл бұрын
ଏ ଖାଲି ଭାସ୍କର ଟିଭି କୁ ନ ଡାକି, ଆଉ ୮,୧୦ ଟା ଟିଭି ବଲା କୁ ଡ଼ାକି ଥିଲେ ବହୁତ ସୁନ୍ଦର ହେଇଥାନ୍ତା,, ଏ ଲୋକଟା ନିହାତି ଫାଲତୁ
@sunlight2357
@sunlight2357 2 жыл бұрын
ଓଡ଼ିଶା ରେ ବଡ଼ ଚୋର ତ ପୋଲିସ 😂 ଆଉ ଅଧିକ କ୍ୟା କହିବ, ଐସେ ପୋଲିସ କୋ ଯୁତା ସେ ମାର ନା ଦରକାର
@nabinkumar8181
@nabinkumar8181 2 жыл бұрын
ଏ sir ଙ୍କୁ ମୋର ଗୋଟିଏ ପ୍ରଶ୍ନ ? sir ଆପଣଙ୍କର କେତେ ଟଙ୍କା ଚୋରି ହେଇଛି ଯେ ଆପଣ ଗୋଟିଏ ଗରିବ ଲୋକକୁ ଥାନା ଅଧୀନରେ ଦେବା ପାଇଁ ଉଚିତ୍ ମନେକଲେ ? Sir ଆପଣ ମାନେ ସରକାରୀ ଅଫିସର ହୋଇ ବଡ଼ ବଡ଼ ଚୋରି କରୁଛନ୍ତି, ଆପଣଙ୍କ ପାଇଁ ସେଗୁଡା ଚୋରି ନୁହେଁ କିନ୍ତୁ ଗୋଟିଏ ଅସହାୟ ଗରିବ ଲୋକ ଆପଣଙ୍କ ପକେଟ୍ ରୁ ୨୦୦ କି ୫୦୦ ନେଇ ଗଲା ସେଇଟା ହେଇଗଲା ଚୋର । ଆପଣଙ୍କ ବେଶ ଭୂଷା ରୁ ଲାଗୁଛି ଯେ ଆପଣ ଜଣେ ଭଦ୍ରବ୍ୟକ୍ତି କିନ୍ତୁ ଆପଣଙ୍କ ହୃଦୟ ରେ ଟଙ୍କା ର ଅହଙ୍କାର ଭାବ ପ୍ରବଳ, ଟଙ୍କା କୁ ନେଇ କେତେ ଦିନ ବଞ୍ଚିବେ, ଟଙ୍କା ସଞ୍ଚୟ କରୁଛନ୍ତି ମେଡିକାଲ ରେ ଖର୍ଚ୍ଚ କରୁଛନ୍ତି, ଗରିବ ଲୋକ କୁ ସାହାଯ୍ୟ କରନ୍ତୁ ଭଗବାନ ଆପଣଙ୍କୁ ସାହାଯ୍ୟ କରିବେ ।
@bhabagrahibehera8040
@bhabagrahibehera8040 2 жыл бұрын
ଚାକରାଣୀ କିଏ ଓ କାହିଁକି ନିଯୁକ୍ତି ଦିଏ। ଏହା ପଛରେ କି କି ଉଦ୍ଦେଶ୍ୟ ଥାଏ। ଯେଉଁ ମାନଙ୍କର ଚାକରାଣୀ ର ସେବା ପ୍ରତି ନିର୍ଭରଶୀଳ ସେମାନେ ଜାଣିବା ଉଚିତ୍ ଯେ ସେମାନେ ନିଜେ ଜଣେ ଜଣେ ସମାଜର ଅଦରକାରୀ ମଣିଷ କାରଣ ନିଜ କାମ ନିଜେ ନକରି ଅନ୍ୟ ମାନଙ୍କ ଦ୍ଵାରା କରୁଛନ୍ତି। ସେ ବ୍ୟକ୍ତି ଯିଏ ବି ହଉ ସମାଜ ଏମାନଙ୍କ ପାଖରୁ କିଛି ବି ଆଶା କରେ ନାହିଁ ବରଂ ଏମାନେ ନିର୍ଭରଶୀଳ। କେଉଁ ଆଧାରରେ ଚାକରାଣୀ 🏠 ଘରେ ନିଯୁକ୍ତି ଦେଇଥାନ୍ତି ଏମାନେ, କେତେ ଘଣ୍ଟା କାମ କରାନ୍ତି,ଯେତେକ କଦର୍ଯ୍ୟ କାର୍ଯ୍ୟ ଚାକରାଣୀ ଦ୍ଵାରା କରାନ୍ତି, ପାଉଣା କିପରି ଦିଅନ୍ତି, ଚାକରାଣୀ ଗୋତି ଖଟିବ ଏମାନେ ଦୁନିଆରେ ଅଳିଆ ସୃଷ୍ଟି କରି ବାବୁ ବୋଲେଇବେ। ଗରିବ ବୋଲି ତ ଚାକରାଣୀ, ବାବୁ ହିସାବରେ ତମ ଚାକରାଣୀ ନିୟମାବଳୀ ଥାନାରେ ଜମାକର। ନିୟମାନୁସାରେ ଚାକରାଣୀ କେତେ କ'ଣ ପାଇବ,, ହିସାବ କରି, ସେ କ'ଣ ଚୋରିକରି ଛି ହିସାବ ରଫାଦଫା କରି ବିଳାପ ବନ୍ଦ କରି ନିଜ ସ୍ତ୍ରୀ ଓ ପରିବାର କୁ ଶିଖାଅ ଓବୁଝାଅ ନିଜ କାମ ନିଜେ କରିବା ଉଚିତ।
@parbatimurmu2263
@parbatimurmu2263 2 жыл бұрын
Right🙏
@lifechangingspeechindi
@lifechangingspeechindi 2 жыл бұрын
Thik katha kahichhanti bro
@bharatimohanty1327
@bharatimohanty1327 2 жыл бұрын
Right
@anjananayak747
@anjananayak747 2 жыл бұрын
ମୁଁ ବୁଝି ପାରୁନି ପୋଲିସ କାହିଁକି fir ରଖୁ ନାହାନ୍ତି? ତାଙ୍କ ଥାନାରେ କେସ ସଂଖ୍ୟା କମେଇ ବାକୁ?
@Truth789
@Truth789 2 жыл бұрын
Government should take immediate action against the IIC. And steps should be taken to lodge complaint easily. This is really really horrible
@jnm4871
@jnm4871 2 жыл бұрын
Govt says it's a pro poor govt. .. govt supports these ppl for votes. Being pro poor is good but setting of such a wrong trend by supporting criminals will bring a wrong social order...
@anshumanmohanty5229
@anshumanmohanty5229 2 жыл бұрын
Ssla tua ra dusa,beshir drama karani
@lilysahu4178
@lilysahu4178 2 жыл бұрын
Yah college Jagah hai bhai Aao Ki Chennai
@krushnamohanprusty2728
@krushnamohanprusty2728 2 жыл бұрын
ପୋଲିସ କର୍ମଚାରୀମାନେ ଆଉ ସାଧାରଣ ଜନତାଙ୍କ ପାଇଁ କାମ କରିବାର ମାନସିକତା ଆଉ ନାହିଁ । ସେମାନଙ୍କୁ ନବୀନବାବୁ ବିଜେଡି ଦଳର ରାଜନେତା ମାନଙ୍କ ସ୍ବାର୍ଥ ସାଧନ କାର୍ଯ୍ୟରେ ନିୟୋଜିତ କରିଛନ୍ତିି । ଲୋକଙ୍କ ପଇସାରେ ମାସିକ ଦରମା ନେବେ କିନ୍ତୁ ଦୁର୍ନୀତି ଗ୍ରସ୍ତ ରାଜନୈତିକ ବେପାରୀ ମାନଙ୍କର ସ୍ବାର୍ଥ ସାଧନ ଦୃଷ୍ଟିରୁ କାର୍ଯ୍ୟ କରିବେ । ଜନତା ମାନଙ୍କ ସେବା ଗଲା ଚୁଲିରୁ ? ଏହା ଆମ ଗଣତାନ୍ତ୍ରିକନ୍ତ୍ର ଶାସନର ଅସଲ ସ୍ୱରୂପ ? ଆଜ୍ଞା,ଥାନା କଚେରୀ ଭଦ୍ରଲୋକଙ୍କ ଗନ୍ତବ୍ୟ ସ୍ଥଳ ନୁହେଁ । କେବଳ ସହିଯିବା ଓ ଚୁପଚାପ୍ ରହିଯିବା ହେଉଛି ଭଦ୍ରଲୋକଙ୍କ ଚରିତ୍ର ?👍
@Swayansu_sekhar
@Swayansu_sekhar 2 жыл бұрын
Swachcha sarkar agyan aamara 🙏 . sabu bhadra loka ethi
@bhagabanswain8765
@bhagabanswain8765 2 жыл бұрын
Sabu thiki hoichi
@ajeetpandeyofficial593
@ajeetpandeyofficial593 2 жыл бұрын
ପ୍ରଥମେ ତାର ମୋଜ୍ ବୁରି ପଛାରି ଥାନ୍ତେ (ଆପଣ ମାଲିକ୍ ନା CID Direct Police କୁ ଡାକୁଛନ୍ତି)
@chaitanyabariki810
@chaitanyabariki810 2 жыл бұрын
ସାର୍ ଆମ ଓଡିଶା ରେ ଉନ୍ନତିମୂଳକ କାର୍ଯ୍ୟ ଏଇଟା 🙏ଆମ ଓଡ଼ିଶା ଏକ ନମ୍ବର 🙏ଆମ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଏକ ନମ୍ବର 🙏 ଆମ ପୋଲିସ ମାନେ ଏକ ନମ୍ବର 🙏 ଆପଣ ଟିଭି ରେ ଦେଖି ଥିବେ🙏ଆମ ରାଜଧାନୀ ଭୁବନେଶ୍ବର ପୋଲିସ ମାନେ ମୁଖ୍ୟମନ୍ତ୍ରୀ କୁ ଅଭିନନ୍ଦନ ଜଣାଉ ଥିଲେ🙏
@rakeshkumarmohapatra3152
@rakeshkumarmohapatra3152 2 жыл бұрын
Police thick kahichi
@rajendrasahu7912
@rajendrasahu7912 2 жыл бұрын
Sir don't mind ... Mora apanannku question apana se lokka Ra background check na kariki rakhile kemiti...👈
@singwithharipriyapadhi6827
@singwithharipriyapadhi6827 2 жыл бұрын
Sir ୧୦୦/ right 🙏
2 жыл бұрын
You had a good discussion with a thief himself , he deals with a lot of thieves so he understands the pain of thieves .....IIC is very angry now that he missed his lucky chance of stealing from you without secondary thieves pouncing on the share.....no worries IIC will make up for his loss from the maid..... hope the maid doesn't scream too much.
@niharranjanbehera3030
@niharranjanbehera3030 2 жыл бұрын
😀
@RakeshKumar-eg5lo
@RakeshKumar-eg5lo 2 жыл бұрын
Very well said. All the times I have dealt with Police they have demanded bribes.
@jagannathdass8222
@jagannathdass8222 2 жыл бұрын
U r right sir
@ashokhota8687
@ashokhota8687 2 жыл бұрын
ପୋଲିସ ର ଲିଙ୍କ ଥିବ ।
@kalyanpanda5885
@kalyanpanda5885 2 жыл бұрын
ଓଡ଼ିଶାର ପୋଲିସ ର ଏହି କାମ ଯୋଗୁଁ ଓଡିଶା ଆଜି ବିକାଶ ପଥ ରେ ଦୌଡୁଛି
@sk-se9xr
@sk-se9xr 2 жыл бұрын
Eita faltu loka ta
@gobindachandranayak9576
@gobindachandranayak9576 2 жыл бұрын
ଏଗୁଡାଙ୍କ ଘର କୁଆଡେ ତମେ ମାନେ ଭାରି ଭିାଆପି
@crick13
@crick13 2 жыл бұрын
Action should taken against police
@pabitramallick4972
@pabitramallick4972 Жыл бұрын
Biswa Ranjan Sahoo one of the most best police officer in my knowledge.
@saraswatijena5469
@saraswatijena5469 2 жыл бұрын
Right
@jagannathkillaka4139
@jagannathkillaka4139 Жыл бұрын
ଠିକ କହିଥିଲା iic kounasi bhul nahi se chani pakhore nahi ପଇସା ଦେବକୀଏ
@samirnayak5364
@samirnayak5364 2 жыл бұрын
Jay jagannath 🙏🙏
@DeepakIndianprank
@DeepakIndianprank 2 жыл бұрын
ସିସିଟିଭି ଫୁଟେଜ ଦେଖାନ୍ତୁ
@jaysingkharsel126
@jaysingkharsel126 2 жыл бұрын
Bhala hei6i
@pujaranisahoo5068
@pujaranisahoo5068 2 жыл бұрын
Right...... situation makes her for do that...
@swarajsamaj8322
@swarajsamaj8322 2 жыл бұрын
IIC is right.
@santoshkumarkar39
@santoshkumarkar39 2 жыл бұрын
Good job.. But excuse... But excuse by different way... ..Thanks to god that you save your life... Other wise she do what you may not believe...
@papupapu-mp1cw
@papupapu-mp1cw 2 жыл бұрын
Fst time police thik achi
@mahaswetabhanja5622
@mahaswetabhanja5622 2 жыл бұрын
Aau 25 barsa BJD ku vote dia...,,,🤣🤣🤣
@rameshroutray5363
@rameshroutray5363 2 жыл бұрын
The police arguments is genuine where as she is woking ad servant
@kiran89242
@kiran89242 2 жыл бұрын
Police ra kama kn , chora saha friendship kariba na culprit ko punish kariba Sir apana great 👏👏👏👏 bahut bhabuchhanti semanka katha
@ranjeetabehera6181
@ranjeetabehera6181 2 жыл бұрын
Ete chhata katha re police
@gobindachandranayak9576
@gobindachandranayak9576 2 жыл бұрын
ଏ ମିଡ଼ିଆ ବୋଲା ଙ୍କ କ'ଣ କିଛି। କାମ ନାଁ ହିଁ କି
@gayatridalabehera9709
@gayatridalabehera9709 2 жыл бұрын
We have to be careful..
@alekhachandramalika8155
@alekhachandramalika8155 2 жыл бұрын
ସାର, ଏ ଇ ଟା ବିଜେଡି ସରକାର, ଏମିତି ଚାଲିବ
@sanghamitradas371
@sanghamitradas371 2 жыл бұрын
Mo sarkar
@PAhmed-nl9si
@PAhmed-nl9si 2 жыл бұрын
Police is right
@saradasahoo6434
@saradasahoo6434 2 жыл бұрын
Nija kama nije karuna Chakarani kain Banda ku rakhicha...
@papunadas4378
@papunadas4378 2 жыл бұрын
Police gharu jadi chori heba se kahaku kahiba taku pacharileni...abasya se ta baharu magana re Sabu kichhi pai jauchanti kichhi farak padibani taku
@bharatimohanty1327
@bharatimohanty1327 2 жыл бұрын
Jay sriram🙏
@software_babu
@software_babu 2 жыл бұрын
Iic kn bhul kahile.
@swagatikapradhan8690
@swagatikapradhan8690 2 жыл бұрын
Mo sahit bi emiti heichi , mo phone sahit 750 tanka chori karithila ,
@santoshkumarmishra2620
@santoshkumarmishra2620 2 жыл бұрын
5 T କଣ କରୁଛି
@lilikumar9290
@lilikumar9290 2 жыл бұрын
ତୁମାଗିଆକେତେ,,ପ‌ଇସାନବୁରେ,,,ପୁଲିସ୍‌ବାଲାଜାହାକରିଚିଭଲକରିଚି,,,,,ତାକୁଖେମାକରିକି,,ଗଟେନୁଆରାସ୍ତ୍ରାଦେଖାଇଇଲା,,ଭଗବାନ୍‌କୁଡାକେସଳାତଜିବନ,,ନେଇଜାଇନି,,,,
@sweetyworld2167
@sweetyworld2167 2 жыл бұрын
Samastye misiki police ku mada darkar , ta pare police badalibe .
@kmpani4685
@kmpani4685 2 жыл бұрын
Apna mane kushi ta......
@hariharasethy259
@hariharasethy259 2 жыл бұрын
Warning deki chhadidia iic thik kahichanti
@firoznagnag907
@firoznagnag907 Жыл бұрын
Aamorobi seiya heichhi sir aamo Odhisa re mo sarakar sasana chalichhi.chhi Odhisa sarakar...
@biswajitpatra6699
@biswajitpatra6699 2 жыл бұрын
During BJD tenure in Odisha, law and order became out of control. Change is required.
@chaitanyakumbhakar2732
@chaitanyakumbhakar2732 2 жыл бұрын
Boka loko paisa paile vote deuchhanti.
@bijyotigbmb2446
@bijyotigbmb2446 2 жыл бұрын
ଶାସକ ଦଳ ପରିବର୍ତ୍ତନ କର ଶଳା ସବୁ change ହେଇଯିବେ
@popeyesailor8545
@popeyesailor8545 2 жыл бұрын
Odisha ra sadhe chari koti loka deserve karanti e sabu.. Aau 25barsa teki ki dharithao
@ajay90908
@ajay90908 2 жыл бұрын
Bhala loka rakhuna
@nabaghananaik7953
@nabaghananaik7953 2 жыл бұрын
Oho
@goutamnaik1709
@goutamnaik1709 2 жыл бұрын
Police thik kohu6i
@sarojininaik840
@sarojininaik840 2 жыл бұрын
You are right sir police lanchua
@ranjitprusty4150
@ranjitprusty4150 2 жыл бұрын
This same thing was happening with me at cspur police station . For a thept fir they taken 15 day.
@mr.ashok678
@mr.ashok678 2 жыл бұрын
Have you not known that our police rule is yet like old British rule and unless you have great political connection you better keep silence than to put grievance at police station. Who knows you may be behind the bar if you put pressure on police to take your case.
@simranmishra9657
@simranmishra9657 Жыл бұрын
Police thik kahichi
@smadl4626
@smadl4626 2 жыл бұрын
Servant kn pain rakhuchha ki ..nija kama nije kara ... servant ku thik se paeesa payment karunathibe..thik karichhi se
@DASH.PRABHU
@DASH.PRABHU 2 жыл бұрын
it seems police personnel are very practical & well behaved, This gentleman seems educated but does not have moral. As an educated person HAVE U TAKEN NOC OR INFORMED POLICE OR HAVE DONE ENQUIRY ON MAID WHICH IS A PRE-REQUISITE FOR HIRING A MAID. HAVE U DONE PROPER DUE DELIGENCE WHILE HIRING MAID. IF NOT THEN IS IT POLICE ARE SITTING TO SOLVE THESE PRETTY ISSUES WHICH HAS ARISEN BECAUSE OF YOUR FAULT. YOUR PARENTS ARE ILL HAVING ISSUES BUT MAID WILL NOT HAVE ANY ISSUE'S. YOU HAVE MONEY SHE DOESN'T HAVE, PLEASE THINK IF YOU WOULD BE IS HIS OR HER SHOES WHOSE PATENTS NEEDS TREATMENT
@runubalaswain3784
@runubalaswain3784 2 жыл бұрын
Polic mankar parsentage pau thibe
@Nagardeepsethy4
@Nagardeepsethy4 7 ай бұрын
Sir apna thik Katha kahuchhanti hala ghara pakhara Jana ajana loka rakhila first police verify Kari rakhiba Katha
@sabyasachimallick3513
@sabyasachimallick3513 2 жыл бұрын
Patients ku neiki jaithila kanhi ki
@mousumitripathy7212
@mousumitripathy7212 2 жыл бұрын
Athi police ra vadrami b dekhantu
@pinkeshwarbhoi8602
@pinkeshwarbhoi8602 2 жыл бұрын
Chakarani ku adhik biswas kahin ki karuchhanti Tanka rakhiba jaga kahin dekhauchhanti,chakarani bodhe any Police adhikarink samparkiya hoi paranti
@litanayak4848
@litanayak4848 2 жыл бұрын
MO soho bi apori hoichi. Police.....govt strong rules for police
@satya_pattanaik
@satya_pattanaik Жыл бұрын
Police emiti nyaya karuchi boli kichhi case hele lokamane police pakhaku jibaku daruchhanti, as a result criminals crime karibaku encouraged heuchhanti and samajare bhaya ra batabarana rahuchi.
@santoshkumarmishra2620
@santoshkumarmishra2620 2 жыл бұрын
ସେ ପୁଲିସ୍ ଟା ବୋଧେ under matric or scan st
@ashokpanda7473
@ashokpanda7473 2 жыл бұрын
Orissa police ra A bhalia karanti Don't worry take care yourself
@amrutaabhishek45
@amrutaabhishek45 2 жыл бұрын
Lajya naveen sarkar
@pradiptakumarmohanty5541
@pradiptakumarmohanty5541 2 жыл бұрын
Bhala haichi Chakarani rakhiba agaru police verify karantu.. Neja kama nije karantu
@pradeepjena411
@pradeepjena411 2 жыл бұрын
Parishtiti hau pachhe churi Kariba ta craime nuhe ki?
@gupidehury1306
@gupidehury1306 2 жыл бұрын
Chori kari ba thik nuhaiee
@rudrapal7372
@rudrapal7372 2 жыл бұрын
Rich Educated people will suffer like this. They go for picnic party on voting day. The are not exercising their right to cast vote.
@manojparida1306
@manojparida1306 2 жыл бұрын
Sir u must should be ignore to this small issue, its not a matter, maid is a poor class person so u show ur humanity for a poor oeople
@ranjeetabehera6181
@ranjeetabehera6181 2 жыл бұрын
Thare chori kalapare taku bahara na kari rakhuthilu kn pain
@nabinkumar8181
@nabinkumar8181 2 жыл бұрын
ଏ ଶଳା ଲୋକ ଟା ବଡ଼ ଚୋର
@debasissahoo8245
@debasissahoo8245 2 жыл бұрын
Bhai Iic jaha khaile thik kahile
@jahanamajhi4150
@jahanamajhi4150 2 жыл бұрын
Bhala heichi sabu chor kari rakhi thilu sabu chor hi jiba.
@sabitadas8314
@sabitadas8314 2 жыл бұрын
Gariba lokata aeta regit huantu nahi .Bhai please
Что-что Мурсдей говорит? 💭 #симбочка #симба #мурсдей
00:19
It works #beatbox #tiktok
00:34
BeatboxJCOP
Рет қаралды 41 МЛН
UFC 310 : Рахмонов VS Мачадо Гэрри
05:00
Setanta Sports UFC
Рет қаралды 1,2 МЛН
Что-что Мурсдей говорит? 💭 #симбочка #симба #мурсдей
00:19