ଆମ ଅତିଥି l ପାଲା ଗାଇକା ଉର୍ମିଳା ସାହୁ ଙ୍କ ସହ ସାକ୍ଷାତକାର l New Odia Nataka l Sai Subham Production

  Рет қаралды 190,072

Sai Subham Production

Sai Subham Production

Күн бұрын

Пікірлер: 501
@samirkar4502
@samirkar4502 4 ай бұрын
ଆପଣ ଜଣେ ଈଶ୍ୱରଦତ୍ତ ପ୍ରତିଭା l🙏🎊👍 ପାଲା ପରିବେଷଣ ସମୟରେ ଭାଷା, ନମ୍ର ଶାନ୍ତ ଠାଣି ବାଣୀ, କଣ୍ଠ, ସ୍ପଷ୍ଟ ପ୍ରାଞ୍ଜଳ ମାର୍ଜିତ ଶବ୍ଦ ଉଚ୍ଚାରଣ, ଭାବ ଉଦ୍ରେକକାରୀ ସମୀକ୍ଷା ଶୈଳୀ, ମାର୍ମିକ ପଦ୍ୟାଂଶ ସଂଗ୍ରହ ସହିତ ପ୍ରସଙ୍ଗଭିତ୍ତିକ ଯୁକ୍ତିଯୁକ୍ତ ଆଲୋଚନା, ପ୍ରତ୍ୟେକ ପ୍ରଶଂସନୀୟ l 👌👌👏👏 ଆପଣଙ୍କ ପାଲାର ଅନ୍ୟ ସମସ୍ତ ସହଯୋଗୀଙ୍କ ସହିତ ମଧ୍ୟ ବସନ୍ତ ଭାଇନା ମଧ୍ୟ ଜଣେ ଯୋଗ୍ୟ ଏବଂ ପୋଖତ ପ୍ରତିଭା l 🙏👍
@SachidanandaBadamali
@SachidanandaBadamali 4 ай бұрын
ସାକ୍ଷାତ କାର ନେଲାବେଳେ ଅତିଥିମାନଙ୍କ ପରିଚୟ ସହିତ ଘର ଠିକଣା ପଚାରିଲେ ଭଲ ଲଗିବ
@babuni7254
@babuni7254 3 ай бұрын
🙏ଯେତେ ପାଲା ଗାଈକା ଅଛନ୍ତି ମତେ କିନ୍ତୁ ଆପଣକଂ ପାଲା ପରିବେଷଣ ବହୁତ ଭଲ ଲାଗେ।🙏
@biswajitpattnaik5370
@biswajitpattnaik5370 Күн бұрын
I always like to hear Pala, particularly from You all. Your presentation of PALA along with your colleagues for spreading the Katha of Lord Bhagawan is really heart-touching and commendable, not only for me, but also for the people of whole Odisha and abroad. I sincerely pray that You may distribute such spiritual awareness among all by the Grace of ALMIGHTY. Namaskar. Namaskar.
@brajaswain1890
@brajaswain1890 5 ай бұрын
ମୋର କୋଟି କୋଟି ପ୍ରଣାମ ଉର୍ମିଳା ଭଉଣୀ ଙ୍କୁ ମୁଁ ତାଙ୍କ ର ବହୁତ ଵଡ fan ଭଉଣୀ ଙ୍କର ପାଲା ମୁଁ କେବେ dirakt stag pogram dakhibaku bahutu echa
@prafullasahoo915
@prafullasahoo915 5 ай бұрын
Right
@alakanayak2694
@alakanayak2694 4 ай бұрын
ମା ଆପଣ ଙ୍କ ନମ୍ୱର ଟିକେ ଦେବ କି
@premanandabehera9778
@premanandabehera9778 Ай бұрын
ଦେଖି ହବନି ma'am advance ରଖିକି ଯଦି ଅଧିକ ମିଳିବ ଅନ୍ୟଠୁ ସେଠିକି ପଳେଇବେ। ମୁଁ ହଇରାଣ ହେଇଛି ମହୋଦୟ ।
@HaripriyaPadhi
@HaripriyaPadhi 4 ай бұрын
ଭର୍ମଳା ଭଉଣୀ ଆପଣଙ୍କୁ ଅଭିନନ୍ଦନ🙏❤️
@preetiswaruplenka9513
@preetiswaruplenka9513 4 ай бұрын
ସୁନ୍ଦର ପାଲା ଗାୟିକା ଏ ଭଳିଆ ଠାକୁରଙ୍କ ନାମ ନବା ପାଲା ମାଧ୍ୟମରେ ଜାରି ରହୁ ଜୟ ଜଗନ୍ନାଥ
@ABHIMANYUPRUSTY-mn9wq
@ABHIMANYUPRUSTY-mn9wq Ай бұрын
ମୁଁ ଆପଣଙ୍କ ର ଜଣେ ବଡ଼ ପ୍ରଶଂସକ ।ଆପଣଙ୍କ ସ୍ୱର୍ ଓ ଗାୟନ ଶୈଳୀ ସ୍ଵତନ୍ତ୍ର। ଆପଣ ସଂସ୍କୃତି, ପରମ୍ପରା, ଭକ୍ତିରସ,ଭାବ ଭଙ୍ଗୀ,ମାର୍ଜିତ ଅଟେ।ଆପଣ ପାଲା ମାଧ୍ୟମ ରେ ସମସ୍ତଙ୍କ ହୃଦୟରେ ଅଛନ୍ତି। ଆପଣ ଏହିଭଳି ପାଲା ଗାଇଚାଲୁଥାନ୍ତୁ।ଆପଣଙ୍କ ପାଦତଳେ ମୋର କୋଟି ପ୍ରଣାମ।🙏🙏🙏
@biswacreation446
@biswacreation446 4 ай бұрын
ପାଲା ଗାଇଲା ସମୟ ରେ ଆପଣଙ୍କ ମୁଁହ ରେ ଅଲଗା ସ୍ପ୍ରରିଟ୍ ଆସି ଯାଏ🎉 ଜୟ ଜଗନ୍ନାଥ। ଏହି ଭଳି ଆଗକୁ ବଢ଼ନ୍ତୁ।🎉🎉🎉🎉
@kidskatunachanala7181
@kidskatunachanala7181 4 ай бұрын
ପାଲା=ପାପ ଲାଘବ,ହରିନାମେ କି ରସ ଅଛି , ପାନ କଲା ଲୋକ ସିନା ଜାଣିଛି. ଜୟ ଜଗନ୍ନାଥ
@Arunkumardas-v8i
@Arunkumardas-v8i Ай бұрын
ବହୁତ ସୁନ୍ଦର ପାଲା ପରିବେଷଣ କରନ୍ତି ମା ଉର୍ମିଳା ଦେବୀ ତାଙ୍କୁ ମୋର କୋଟି କୋଟି ପ୍ରଣାମ ଆଗକୁ ଆମ ଓଡ଼ିଶା ବାସୀ ଙ୍କୁ ସଂସ୍କାର ମୂଳକ ଜ୍ଞାନ ପାଲା ମାଧ୍ୟମ ରେ ଦେଇ ଚାଲନ୍ତୁ ଜୟ ମା ଉର୍ମିଳା ଦେବୀ ଙ୍କ ର ଜୟ ।
@pramodrout2483
@pramodrout2483 3 ай бұрын
ଏଠି ଛୋଟ ପିଲାଙ୍କ ପରି ଲାଗୁ ଛନ୍ତି ପାଲା stage ରେ ସିଂହ 🦁 ପରି ଲାଗନ୍ତି ...
@a_sayush874
@a_sayush874 2 ай бұрын
😂😂
@bibhutibhusannayak6445
@bibhutibhusannayak6445 12 күн бұрын
👉 Right
@lenkahrushikesheditez
@lenkahrushikesheditez 9 күн бұрын
ଉର୍ମିଳା ଦିଦି ଜଣେ ଭଲ ପାଲା ଗାୟିକା , ବହୁତ ଭଲ ଲାଗେ ତାଙ୍କର ପାଲା ପରିବେଷଣ ,ଭଗବାନ ତାଙ୍କର ମଙ୍ଗଳ କରନ୍ତୁ
@RajendraKumar-tf9kg
@RajendraKumar-tf9kg 4 ай бұрын
ଅତି ସୁନ୍ଦର ଉର୍ମିଳା ସାହୁଙ୍କ ପାଲା ଗାୟିକା ❤ ସୁନ୍ଦର ଭାବରେ ପରିବେଶ କରନ୍ତି ମୁଁ ପ୍ରଣମ କରୁଛି
@ajitbahira4949
@ajitbahira4949 11 күн бұрын
No -01 Gayika Odisha Ra...
@sandhyaranidehury9460
@sandhyaranidehury9460 20 күн бұрын
ଗୁରୂମା ପ୍ରଣାମ 🙏🙏 ହେ ମହାନ୍ ଆତ୍ମା 🙏🙏🙏
@sidhitumpuli
@sidhitumpuli 4 ай бұрын
Bhagaban nk ନାମ କୀର୍ତ୍ତନ କରି କରି ଆଜି ଯାଏ ଅବିବାହିତ ଅଛନ୍ତି
@narayanpradhan6563
@narayanpradhan6563 Ай бұрын
ଭଗବାନ ଆପଣଙ୍କୁ ସବୁବେଳେ ଖୁସିରେ ରଖିବେ 🎉🎉🎉😅
@sidhantadehury9707
@sidhantadehury9707 2 ай бұрын
ମା ଆପଣଙ୍କୁ କୋଟି ପ୍ରଣାମ 🙏🙏🙏🙏🙏
@sukrupatra718
@sukrupatra718 4 ай бұрын
ଭଉଣୀ ଆପଣଙ୍କୁ ହୃଦୟରୁ ପ୍ରଣାମ, ପ୍ରଭୁ ଆପଣଙ୍କୁ ଆହୁରି ଆଗକୁ ନିଅନ୍ତୁ 👍👍👍👍👍🙏🙏🙏🙏🙏🙏🙏❤️❤️❤️❤️❤️
@BipinBagartti-e6n
@BipinBagartti-e6n 4 ай бұрын
Bahuta bhala laguchhi .madam . Mu bargarh.distc ru dekhu chhi Tum bisaj dharmik upare adarit Hoi tha a🎉
@SasmitaGadabad-kr2bb
@SasmitaGadabad-kr2bb 4 ай бұрын
ଉର୍ମଳl ଦିଦି ଙ୍କର ବାୟl ଗୀତ ବହୁତ୍ ସୁନ୍ଦର
@sureshchandramishra8845
@sureshchandramishra8845 2 ай бұрын
ଆପଣଙ୍କ ପାଲା ପରିବେଷଣ ଉଚ୍ଚକୋଟିର ଜଗନ୍ନାଥ ଆପଣଙ୍କୁ ଶୁଭ ଦୃଷ୍ଟିରେ ଚାହିଁଥାନ୍ତୁ। ଓମ୍ ଜୟ ଶ୍ରୀ ଜଗନ୍ନାଥାୟ ନମୋ ନମଃ 🙏🙏
@anantasamal5654
@anantasamal5654 14 күн бұрын
❤❤❤❤nai❤❤जागनाथ महा प्रभु❤
@insta_asthetics
@insta_asthetics Ай бұрын
Bhauni apananku bahut bahut pranam apananka muharu bani sunila bele emiti lage bhagabananka bani pari santi lage apana bahuta khusire ruhanti
@ମୋକବିତା-ଯ5ଢ
@ମୋକବିତା-ଯ5ଢ 2 ай бұрын
ଉର୍ମିଳାପରି ଝିଅ କୋଟିକରେ ଗୋଟିଏ, ଧନ୍ୟବାଦ 👌
@sanjibtripathy6486
@sanjibtripathy6486 2 ай бұрын
ମାଶାରଳା ଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଅଛି ଆଗେଇ ଚାଲନ୍ତୁ
@kailashswain2245
@kailashswain2245 4 ай бұрын
ଅଶେଷ ଅଶେଷ ଶୁଭେଚ୍ଛା ଓ ଶୁଭକାମନା ଦିଦି ।🌹🙏🏽 ଆପଣଙ୍କ ପାଲା ବିଶେଷ କରି ମୋତେ ଭଲ ଲାଗେ । ଆପଣଙ୍କର ଗାଇବା ଶୈଳି ଓ ଉପସ୍ଥାପନା ବହୁତ ସୁନ୍ଦର । ଆପଣଙ୍କର ଜଗନ୍ନାଥ ମଙ୍ଗଳ କରନ୍ତୁ ।
@manaswineebiswallipi9190
@manaswineebiswallipi9190 3 ай бұрын
ବହୁତ ସୁନ୍ଦର ଆପଣ ମାମ୍ ଆପଣଙ୍କର ଫୋନ୍ ନମ୍ୱର ଯଦି ମିଳନ୍ତା ମୋ ପୁଅ ର ଷୋହଳ ପୂଜା କୁ ପାଲା ଗାଇବାକୁ ଡାକନ୍ତି
@BhabaniNaik-do1wg
@BhabaniNaik-do1wg Ай бұрын
ଦିଦି ଆପଣଙ୍କ ପରି ପାଲା ପରିବେଷଣ କଲେ ପାଲା କେବେ ବିଲୁପ ହେବ ନାହିଁ ଭଗବାନ ଏମିତି ଅପଣଙ୍କ ସାଥିରେ ଥାଆନ୍ତି
@padhisubhashree3541
@padhisubhashree3541 Ай бұрын
ଆପଣଙ୍କ ସହ କିପରି ଯୋଗାଯୋଗ କରାଯାଇ ପାରିବ ଜଗତସିଂହପୁର ସଦର ଅଞ୍ଚଳରେ ପାଲା ପରିବେଷଣ କରିବାର ଅଛି ମାର୍ଗଶିର ମାସ ଶେଷ ଗୁରୁବାରର ସମୟରେ
@saratchandrasahoo1635
@saratchandrasahoo1635 2 ай бұрын
ଉର୍ମିଲା ଭଉଣୀ ଆପଣ କୁ ମୋର ସାଦର ପ୍ରଣାମ, ବହୁତ ଭଲ ସୁନ୍ଦର ପାଲା ପରିବେଷଣ କରୁଛନ୍ତି, ଜଗନ୍ନାଥ ଆପଣ କୁ ମଙ୍ଗଳ କରନ୍ତୁ 🙏🙏,
@gobindadola
@gobindadola 4 ай бұрын
ଦିଦି ଆପଣଙ୍କୁ କୋଟି କୋଟି ପ୍ରଣାମ.... ଜୟ ଶ୍ରୀ ରାମ...
@kumarabhi5572
@kumarabhi5572 4 ай бұрын
ଜୟ ଜଗନ୍ନାଥ 🙏🏽 ଜୟ ଜଗନ୍ନାଥ 🙏🏽 ଜୟ ଜଗନ୍ନାଥ 🙏🏽 ଲଭ୍ ୟୁ ଦିଦି।ମତେ ବହୁତ ଭଲ ଲାଗେ ଆପଣ ଙ୍କ ର ପାଲା କାର୍ଯ୍ୟକ୍ରମ।ମୋ ଜଗନ୍ନାଥ 🙏🏽 ସହାୟ ହୁଅନ୍ତୁ ଆପଣଙ୍କୁ
@anirudhadalai7232
@anirudhadalai7232 4 ай бұрын
ଉର୍ମିଳା ଦିଦି ଙ୍କ ଘର ନୟାଗଡ ଜିଲ୍ଲାର, ମୁଁ ତାଙ୍କର ବହୁତ ବଡ଼ ପ୍ରଶଂସକ ଉର୍ମିଳା ଦିଦିଙ୍କ ପାଲା ରେ ବହୁତ କିଛି ଶିକ୍ଷା ସମାଜ ପ୍ରତି ଅଛି, ପ୍ରଭୁ ଭଗବାନ ଶ୍ରୀକୃଷ୍ଣ ଙ୍କ ପାଖରେ ପ୍ରାର୍ଥନା କରୁଛି ଦିଦି ଙ୍କୁ ସୁସ୍ଥ ରଖନ୍ତୁ ସବୁବେଳେ
@AsitKumarBehera-t3d
@AsitKumarBehera-t3d 4 ай бұрын
Didi nka contact number diantu
@janakibehera1126
@janakibehera1126 Ай бұрын
Kau jagare address dio
@sukantabehera9046
@sukantabehera9046 Ай бұрын
Khordha jila
@maheswarbiswal6381
@maheswarbiswal6381 4 ай бұрын
ମୁଁ ବାଲେଶ୍ବରରୁ କହୁଚି । ମୋତେ ଆପଣଙ୍କର ପାଲା ଗାଇବାର ଶୈଳୀ ବହୁତ ଭଲ ଲାଗେ । ମୋ ଘର କ୍ଷୀରଚୋରା ଗୋପିଲାଥ ମନ୍ଦିର ପାଖରେ । ଆପଣଙ୍କ ର visit kete । ଏପଟେ advance dele asibeki ।
@tapasbarik121
@tapasbarik121 4 ай бұрын
ମୋତେ ବି ବହୁତ ଭଲ ଲାଗେ || ମୁଁ ବାରିପଦା ରୁ
@maminabehera703
@maminabehera703 Ай бұрын
ମୋତେ ବହୁତ୍ ଭଲ ଲାଗେ ଦିଦିଙ୍କ ପାଲା ଗାୟିବା ନମସ୍କାର
@RasmitaBehera-p1h
@RasmitaBehera-p1h 2 ай бұрын
ଭଉଣୀ ଆପଣ ଇଶ୍ୱରୀୟ ପ୍ରରଣ ମହାପ୍ରଭୁଙ୍କ ନାମ ଜୀବନର ବହୁତ ଅଜିକ ଜୀବନରେ ଜରୁରୀ
@ମୋକବିତା-ଯ5ଢ
@ମୋକବିତା-ଯ5ଢ 2 ай бұрын
ଆଲୋଚନା, ସମାଲୋଚନା, ପର୍ଯ୍ୟାଲୋଚନା ବାଦ ପାଲା ତିନୋଟି ପର୍ଯ୍ୟୟରେ ଅନ୍ତରଭୁକ୍ତ, ବ୍ୟକ୍ତିଗତ କଳିନୁହଁ, ଜୟ ଜଗନ୍ନାଥ 🙏
@jitendrakumardakua
@jitendrakumardakua 2 ай бұрын
ଜୟ ଜଗନ୍ନାଥ ଭଗବାନ ଆପଣଙ୍କ ମଙ୍ଗଳ କରନ୍ତୁ ଆପଣଙ୍କ ପାଲା ବହୁତ ଉଚ୍ଚ କୋଟିର ମୁଁ ଆପଣଙ୍କ ବହୁତ୍ ବଡ଼ fan Utube ର ସବୁ ପାଲା ଆପଣଙ୍କ ଦେଖିଛି ଆପଣଙ୍କ ସହିତ କିପରି ଯୋଗାଯୋଗ କରିହେବ କୁହନ୍ତୁ
@AvimanyuBehera-k7j
@AvimanyuBehera-k7j 4 ай бұрын
ଭଉଣୀ ଆପଣଙ୍କ ପାଇଁ ଆମେମାନେ ଗର୍ବିତ
@Nabadhavhakti13
@Nabadhavhakti13 3 ай бұрын
ପ୍ରକୃତ ସତ୍ୟ ଆପଣ ପରି ନାରୀ ଅବିବାହିତ ହେବା ଉଚିତ୍ ନୁହେଁ। ଉତ୍ତମ ଦେବ ସନ୍ତାନ ଆପଣ ହିଁ ଆଣି ପାରନ୍ତି ଖରାପ ଭାବିବନି ମୁଁ ଆପଣଙ୍କ ପରି ନାରୀ କୁ ହିଁ ବାହା ହେବି ଜୟ ଜଗନ୍ନାଥ ଜୟ ପଞ୍ଚସଖା
@ajitjena6471
@ajitjena6471 Ай бұрын
Bahut sundar gaika
@birakishormohanty3854
@birakishormohanty3854 2 ай бұрын
ଅତି ସୁନ୍ଦର ପରିବେଷଣ ପାଇଁ ଆପଣ ସମସ୍ତଙ୍କ ହୃଦୟ ଜିତି ପାରିଛନ୍ତି
@dipakmahapatra5301
@dipakmahapatra5301 4 ай бұрын
ଅଭିନନ୍ଦନ 🎉 ଭଉଣୀ , ଆପଣଙ୍କର ପାଲା ପରିବେଷଣ ବହୁତ ସୁନ୍ଦର ଆଉ ଆପଣଙ୍କର ସହଯୋଗୀ ମାନଙ୍କ ପରିବେଷଣ ବହୁତ ସୁନ୍ଦର, ଆପଣଙ୍କର ବ୍ୟକ୍ତିଗତ ସୂଚନା ଦେବେ
@TARINIPRASADDAS-b4m
@TARINIPRASADDAS-b4m Ай бұрын
No 1 urmila sahoo
@AdarashRay
@AdarashRay 4 ай бұрын
ଆପଣଙ୍କୁ ମୋହୁଦୟରୁ ଧନ୍ୟବାଦ ଜୀବନରେ କିଛି ନାହିଁ ଖାଲି ଗୋଟେ ଖୁସି ଆଉ ଆନନ୍ଦ ପ୍ରଭୁ ଜଗନ୍ନାଥ ତମକୁ ତମ ପରିବାରକୁ ଭଲରେ ରଖନ୍ତୁ 🙏🙏🙏🙏🙏🙏
@rameshchandradas2195
@rameshchandradas2195 4 ай бұрын
ଦିଦି ନମସ୍କାର...... ଆପଣଙ୍କୁ କୋଟି କୋଟି ପ୍ରଣାମ....ଆମ ଘରେ ଆପଣଙ୍କ ପାଦ ପଡିଥିବାରୁ ମୁଁ ନିଜକୁ ବହୁତ ଧନ୍ୟ ମନେ କରୁଛି🙏🙏🙏🙏
@sidhugajendra5234
@sidhugajendra5234 4 ай бұрын
Mam nka number debe amara pala karibara achhi ta
@laxmipriyajena641
@laxmipriyajena641 4 ай бұрын
ଭଉଣୀ ସବୁ ତ ପଢ଼ିଲେ ମୋର ଅନୁରୋଧ ଆପଣଙ୍କୁ ବେଦ ଉପନିଷଦ ପଢ଼ି ସେଇ ବିଷୟରେ ଟିକେ ପାଲା କରନ୍ତୁ ବେଦର ପ୍ରଚାର ପ୍ରସାର ହେଇପାରିବ 🙏🙏🙏❤❤❤❤
@pradeepkumarprusty1532
@pradeepkumarprusty1532 2 ай бұрын
ଉର୍ମିଳା ଭଉଣୀଙ୍କର ପାଲାଟି ବହୁତ ଉଚକୋଟିର ଏବଂ ତାଙ୍କ ପାଲାଟି ମୋତେ ବହୁତ ଭଲ ଲାଗେ ।
@SarojiniJinu-rh9gq
@SarojiniJinu-rh9gq 4 ай бұрын
ଧନ ଲୋ ମୋ ପୁଅ ର ପାଲା ହବାର ଥିଲା,ହେଲେ ତୁମ ନମ୍ୱର୍ ଟିକେ ପାଇଲିନି।। ଉଚ୍ଚ କୋଟିର ଗାୟିକା ତୁମେ। ଜଗନ୍ନାଥ ମହାପ୍ରଭୁ କୋଟି ପରମାୟୁ ଦେଇଥାନ୍ତୁ। ପତିତପାବନ କାଳିଆ ତୁମ ଉପରେ ଘୋଡ଼ାଇ ରଖିଥାନ୍ତୁ ❤ ଜୟ ଜଗନ୍ନାଥ ସ୍ଵାମୀ। ନୟନ ପଥଗାମୀ। ଭବ ତୁମେ 🙏🏻🌹 🌑❗🌑
@dsscreative3792
@dsscreative3792 3 ай бұрын
ଆପଣଙ୍କ ପାଲା ପରିବେଷଣ ଅତି ସୁନ୍ଦର ଅସ୍ତରଙ୍ଗ ଆପଣ ଆସିଥିଲେ ସେ ପାଲା ମୁଁ ଯାଇଥିଲି ଦେଖିବାକୁ ଗୋଟେ ମେଡିକାଲ କେସ ରେ ମୁଁ ସେ ପାଲା ଷ୍ଟେଟ ପାଖରୁ ଆସିଲି ପାଲା ଆରମ୍ଭ ହେଇ ନଥିଲା ମନ ବହୁତ୍ କଷ୍ଟ ଲାଗିଲା
@binodadbang9525
@binodadbang9525 4 ай бұрын
ଉର୍ମିଳା ମହାଶ ୟା ଉଚ୍ଚ କୋଟି ର ପାଲା ପରିବେଷଣ କରନ୍ତି,ଜୟ ଜଗନ୍ନାଥ
@SanjayPani-c6z
@SanjayPani-c6z 2 ай бұрын
ଭଉଣୀ ଙ୍କୁ ଯୋଗାଯୋଗ କରିବା ପାଇଁଁ ତାଙ୍କ ନମ୍ବର ଟା ଦରକାର ।।ଆମ ଗାଁ ଲକ୍ଷ୍ମୀପୂଜାକୁ ଆସିବାକୁ ଅନୁରୋଧ 🙏🙏
@Reenabehera0
@Reenabehera0 4 ай бұрын
Jay jagannath bhaina 🙏🏻🙏🏻🙏🏻🙏🏻🙏🏻
@NiranjanMallick-mn2cy
@NiranjanMallick-mn2cy 11 күн бұрын
ଆପଣଙ୍କୁ କୋଟୀକୋଟୀ ପ୍ରଣାମ ମା'ଙ୍କ ପାଲା ସବୁଠୁ ମସ୍ତ
@देवीमिश्र
@देवीमिश्र Ай бұрын
ଓଁ ନମଃ ଭଗବତେ ବାସୁଦେବାୟ
@ChitrasenSahoo-h3j
@ChitrasenSahoo-h3j 2 ай бұрын
ଆପଣଙ୍କ ଭାଗବତ ଆଲୋଚନା ଅତି ମନମୁଗ୍ଧକର
@mayadharbehera3313
@mayadharbehera3313 4 ай бұрын
ମା ସାଧୁବାଦ ଆପଣଙ୍କୁ , ପାଲା ମୋର ବହୁତ୍ ଆଗ୍ରହ କିନ୍ତୁ ପାଲା ଏବେକାର ଆଗ ଭଳି ନାହିଁ, କିନ୍ତୁ ଆପଣ ଆଉ ଏମିତି କେତେ ଜଣ ଙ୍କ ର ଭଲ ଲାଗେ
@radharamanbhakti6087
@radharamanbhakti6087 4 ай бұрын
ମାଡାମ ଙ୍କର ଖାଦ୍ୟ ପେଅ ବିଷୟରେ ଜାଣି ହେଲାନି. ଆପଣ ମହାନ. ଆପଣଙ୍କନର ସଂସ୍କାର ମହାନ.
@manojpradhan2444
@manojpradhan2444 4 ай бұрын
ଦିଦିଙ୍କ ପାଲା ଗାଇବା ଶୈଳୀ ବହୁତ ସୁନ୍ଦର ଏବଂ ଲକଂକ ପରିବର୍ତନ ପାଇଁ ବହୁତ ଉଦାହରଣ ଦିଅନ୍ତି ତେଣୁକରି ସେ ମୋର ବହୁତ ପ୍ରିୟ ତେଣୁକରି ତାଙ୍କୁ ଏଇ ସାକ୍ଷାତ କାର ଦେଖି ବହୁତ ଖୁସି ଲାଗିଲା ଜୟ ଶ୍ରୀ କୃଷ୍ଣ ଜୟ ଜଗନ୍ନାଥ
@NareshBag-w4j
@NareshBag-w4j 26 күн бұрын
Jaijagannathbshutsundarkalakara🙏🙏🙏🙏🙏🙏
@ajayakumardalei5726
@ajayakumardalei5726 3 ай бұрын
ଉର୍ମିଳା ଭଉଣୀ ଙ୍କୁ ମୋର ହୃଦୟ ଭରା ଅଭିନନ୍ଦନ ତ୍ରାହି ଅନାଦି 🙏🙏
@bijayakumarsahoo4623
@bijayakumarsahoo4623 2 ай бұрын
ମା ଆମର ବହୁତ୍ ଉଚ୍ଚ କୋଟୀର ପାଲା ଗାୟିକା ତାଙ୍କୁ ବହୁତ୍ ବହୁତ୍ ଅଭିନନ୍ଦନ।
@anantasamal5654
@anantasamal5654 18 күн бұрын
❤❤❤❤❤❤❤❤❤❤❤
@bijayparida8085
@bijayparida8085 4 ай бұрын
ଭ ଉଣି ଉର୍ମିଳା ସାହୁ ପାଲା ଉଚ୍ଚକୋଟୀର
@babukhetiofficial1439
@babukhetiofficial1439 4 ай бұрын
ବହୁତ୍ ସୁନ୍ଦର୍ ଗାୟିକା
@matin.24
@matin.24 3 ай бұрын
ଦୁଇଟି କଥା କହିବି ଗାୟିକା ଙ୍କୁ ଟିକେ ପଚାରିଲେ ନାହିଁ ସାଇ ବାବା ବିଷୟ ରେ କୋଉ ଶାସ୍ତ୍ର ପଢ଼ିଛନ୍ତି 😅😅😅 ଗାୟିକା ଙ୍କୁ ପ୍ରଶ୍ନ ଆପଣ ଙ୍କ ପାଳିଆ ମନେ କମେଡି ନାଁ ରେ ଯା କରୁଛନ୍ତି ତାହା କଣ ପାଲା ପରି ଗୋଟେ ପବିତ୍ର ନାରାୟଣ ଙ୍କ ଦରବାର ରେ କରିବା ଉଚିତ, ଭାବି ଚିନ୍ତି ଉତ୍ତର ଦେବେ ଜୟ ଜଗନ୍ନାଥ
@nityadham
@nityadham 4 ай бұрын
The name Urmilaa is 100% excellent & blessed before arrival to earth. Lots of divine love to Maa Urmila. Let the divine message by Maa Urmila will spread among all the Utkaliyas.
@rktechnical3189
@rktechnical3189 4 ай бұрын
ଭଉଣୀ ଆପଣଙ୍କୁ ଭଗବାନ ଜଗନ୍ନାଥ ଘଣ୍ଟ ଘୋଡେ଼ଇ ରଖିଥାନ୍ତୁ।
@KrutibasPanda
@KrutibasPanda 4 ай бұрын
ଅତି ସୁନ୍ଦର ପାଲା ପରିବେଷଣ କରିଥାନ୍ତି ଜୟ ଜଗନ୍ନାଥ
@dasarathidasdas9510
@dasarathidasdas9510 23 күн бұрын
Adam mu apanankara bada fan. Mu sabubele Apananka pala dekhe bahut khushi lage.. Samaja ku bahut sikhania katha kuhanti seita sabuthu bhala lage.. Nimapara. kakatpur. Niali asithile suniki bahut khushilagila.. Ama ghara kakatpur..
@Surya-narayan990
@Surya-narayan990 4 ай бұрын
ଆମ ଗୌରବ ଉର୍ମିଳା।
@gayadhardash7932
@gayadhardash7932 Ай бұрын
Gayeeka nkara Baramasi geeta ganakaribara saili bahut sundar
@manjopaikraymanjo4824
@manjopaikraymanjo4824 2 ай бұрын
ଭଲଶିଖିବାକୁମିଳିଲା ଭ ଉଣୀ
@mikunswainmikun2539
@mikunswainmikun2539 2 ай бұрын
Jay jagannath swami 🙏🙏🙏
@user-S.S.Behera
@user-S.S.Behera 5 ай бұрын
ମୋର ଭୂମିଷ୍ଟ ପ୍ରଣାମ ଆପଣ ଙ୍କୁ ଆପଣ ଙ୍କ ପାଲା ମୋତେ ବହୁତ୍ ଶିଖେଇଚି 🙏
@narayannahak8782
@narayannahak8782 2 ай бұрын
Thank you nice interview pls bring more palakara for future show
@basantinayak5912
@basantinayak5912 2 ай бұрын
Urmila vauni ashes ashes dhanyabad apananku .samajku Pala madhymare digdarsan deuthibaru.🌳🌷🌳...💕
@NareshBag-w4j
@NareshBag-w4j 26 күн бұрын
Good mood😶😶😶❤ for a new
@prakashpaikaray9051
@prakashpaikaray9051 4 ай бұрын
ପାଲା ଜଗତର ଗୌରବର୍ ପ୍ରତୀକ ଓ ଅମ୍ଳାନ ପ୍ରତିଭା l
@JAGANNATHBHAKTI-JP
@JAGANNATHBHAKTI-JP 4 ай бұрын
Jay jagannath🙏bhala upadesa🙏 odisha ra sunama dhanya gayika 🙏 bhala pala upastapana🙏
@lalitghana1982
@lalitghana1982 2 күн бұрын
Mam you are simply outstanding......God bless you
@AvimanyuBehera-k7j
@AvimanyuBehera-k7j 4 ай бұрын
ବହୁତ୍ ଶିକ୍ଷଣୀୟ ତଥ୍ୟ ର ଉପସ୍ଥାପନ
@Mitaswain-d3s
@Mitaswain-d3s 2 ай бұрын
Mor koti koti pranam Urmila bhauni Tama pala Mote Bhuta bhalalge 🙏🙏🙏🙏🙏🙏🙏
@DineshDas-j9i
@DineshDas-j9i 4 ай бұрын
Bhut sunder lagila
@TutuPagalpemi
@TutuPagalpemi 5 күн бұрын
🙏🙏jai jagarnatha
@a_sayush874
@a_sayush874 4 ай бұрын
Urmila sahoo my favourite gayika 😊 Bhagban Bhala re rakhi thantu
@sashibhubannaik7030
@sashibhubannaik7030 2 ай бұрын
Urmila madam pranam.God bless you.
@ପଦାରବିନ୍ଦ
@ପଦାରବିନ୍ଦ 4 ай бұрын
ଆପଣଙ୍କ କଳାକୁ ଅନନ୍ତ କୋଟି ପ୍ରଣାମ
@tirthabasimohanta4452
@tirthabasimohanta4452 2 ай бұрын
Very Nice 👍 Salute 👍 God bless 🙏 Jayjagannath 🙏
@malayadas4486
@malayadas4486 4 ай бұрын
Bahut bhala lagila urmila didi thanks
@PremKumar-777
@PremKumar-777 Ай бұрын
Bahut bhala apana satare bahut bhala
@BarunPradhan-bt2hb
@BarunPradhan-bt2hb 4 ай бұрын
ଭାଇ ଦିଦିଙ୍କର ଘର କୋଉଠି ପଚାର
@ManojkumarBiswal-n2b
@ManojkumarBiswal-n2b 5 ай бұрын
Ati sundar urmila ra pala paribesan 🙏jay Jagannath 🙏
@mamata59891
@mamata59891 5 ай бұрын
ଦିଦିଙ୍କ ପାଲା ରୁ ମୁଁ ବହୁତ୍ କିଛି ଶିକ୍ଷା ପାଇଛି🙏🙏🙏
@chittaranjanmohapatra8131
@chittaranjanmohapatra8131 4 ай бұрын
Jai jagannath, bahut sundar kalakara, dhanyabad bhauni
@mangalgaurasankirtan411
@mangalgaurasankirtan411 3 ай бұрын
ଉର୍ମିଳା ଦିଦି ଙ୍କ ପାଲା ପରିବେଷଣ ବହୁତ୍ ଉଚ୍ଚକୋଟୀର ତାଙ୍କ ଗାଇବା ଶୈଳୀ ଏବଂ କଣ୍ଠ ସମ୍ପୂର୍ଣ୍ଣ ନିଆରା । ମୋ ତାଙ୍କ ବହୁତ୍ ବଡ଼ ପ୍ରଶଂସକ । ତାଙ୍କ ମେଳ ର ଅନ୍ୟ କଳାକାର ମାନେ ମଧ୍ୟ ଜଣେ ଜଣେ ନିଆରା କଳାକାର । ଜୟ ଜଗନ୍ନାଥ
@sidhitumpuli
@sidhitumpuli 4 ай бұрын
My favourite ❤
@ManojkumarSwain-k7j
@ManojkumarSwain-k7j 4 ай бұрын
Very nice .Manoj ❤ from Dubai
@markandachhatria6422
@markandachhatria6422 5 күн бұрын
Urmila mam you are so beautiful ❤️❤️❤️❤️
@prafullasahoo988
@prafullasahoo988 4 ай бұрын
Mu barang ru pravati sahoo.. Mate apanka pala bahut bhala lage... Apananka pala dekhi hi mate pala bahut pasand asichi
“Don’t stop the chances.”
00:44
ISSEI / いっせい
Рет қаралды 62 МЛН
Cat mode and a glass of water #family #humor #fun
00:22
Kotiki_Z
Рет қаралды 42 МЛН
Sigma Kid Mistake #funny #sigma
00:17
CRAZY GREAPA
Рет қаралды 30 МЛН
“Don’t stop the chances.”
00:44
ISSEI / いっせい
Рет қаралды 62 МЛН