ମଣ୍ଡେଇ ମଞ୍ଚ ରେ ରାଜନୀତି, ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ରାଜନୈତିକ ସଭା ପାଲଟିଲା ମଣ୍ଡେଇ ମଞ୍ଚ ।

  Рет қаралды 21,835

News24Nabarangpur

News24Nabarangpur

Күн бұрын

ମଣ୍ଡେଇ ମଞ୍ଚ ରେ ରାଜନୀତି, ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ରାଜନୈତିକ ସଭା ପାଲଟିଲା ମଣ୍ଡେଇ ମଞ୍ଚ ।

Пікірлер: 55
@binayakbhatra
@binayakbhatra 5 күн бұрын
ଯେ କୌଣସି ଦଳର ନେତା ହେଉ ନା କାହିଁକି ଏ ଭଳି ମଣ୍ଡେଇ ମଞ୍ଚରେ ପ୍ରଶ୍ନ ଉଟେଇବା ଠିକ୍ ନୁହଁ ଏ ଭଳି ପ୍ରଶ୍ନ ବିଧାନସଭାରେ ରଖିବା ଉଚିତ୍
@JugeswarBhatra-x7k
@JugeswarBhatra-x7k Күн бұрын
ପବାୟ ହେଲିସ
@BinodMahhi
@BinodMahhi 5 күн бұрын
ରାଇଟ majhi ବାବୁ
@SanuSanta-k2x
@SanuSanta-k2x 4 күн бұрын
Majhi babu jindabad
@Kunurajput-or2zo
@Kunurajput-or2zo 3 күн бұрын
Majhi Babu most କଲେ ❤
@chandanpanaka649
@chandanpanaka649 4 күн бұрын
ବିଧାନସଭା ରେ ନ କହି ପାରିଲେ ମଧ୍ୟ ଯାହାହଉ ମଣ୍ଡେଇ ରେ ଆମର ନବରଙ୍ଗପୁର ର ଅସୁବିଧା ଦାବୀ ରଖିଲେ ବହୁତ ବହୁତ ଧନ୍ୟବାଦ . ଇନ୍ତି ଦେଶିଆ ଭାଷା ରେ ମିଶା ମାରା ନି ଦାବୀ ରଖା.
@NirjalajalNirjala
@NirjalajalNirjala 2 күн бұрын
Yes it's all right👌
@puranbhatra7171
@puranbhatra7171 4 күн бұрын
ଏ ହେଉଛି ନବରଙ୍ଗପୁର ମଣ୍ଡେଇ ପଡିଆ, ଏହା ବିଧାନ ସଭା ନୁହେଁ।
@KrishnaBisoi-yg7ft
@KrishnaBisoi-yg7ft 5 күн бұрын
ଏ ପ୍ରଶ୍ନ ବିଧାନସଭା ଥାନେ ଉଠା ନା ରନ୍ଧାରୀ ବାବୁ,
@gupteswarbag9194
@gupteswarbag9194 3 күн бұрын
ମଣ୍ଡେଇ ମଞ୍ଚକୁ ନାଟକ ମଞ୍ଚ କରିଦେଲେ ଭଲ ହୁଅନ୍ତା
@padmanjani5328
@padmanjani5328 3 күн бұрын
ବହୁତ School bi ବନ୍ଦ ହେଲା
@BanbasiGauda
@BanbasiGauda 4 күн бұрын
ରନ୍ଦ୍ଦାରି ବାବୁ ଜିନ୍ଦାବାଦ
@chandanpanaka649
@chandanpanaka649 4 күн бұрын
ସାଂସଦ ମହଦୟ ଆମର ନବରଙ୍ଗପୁର ର ଚିନ୍ତା କରୁନାହାନ୍ତି ବଧେ. ଯିଏ ବନ୍ଦ କରୁ ବାକି ଏବେ ଆପଣଙ୍କ ସରକାର ଅଛି ପୁଣି ଥରେ ଆରମ୍ଭ କରିପାରିବେ.
@LingarajGouda-cx6mr
@LingarajGouda-cx6mr 2 күн бұрын
👏👏👏👏🔥🔥🔥🔥🔥🔥🔥🔥
@GangaHarijan-wq2et
@GangaHarijan-wq2et 5 күн бұрын
Right Majhi babu❤
@sbyoutuber599
@sbyoutuber599 4 күн бұрын
୨୪ ବର୍ଷ ଧରି ଶାସନ କଲା କିଛି କରିପାରିଲା ନାହିଁ ❤ ସେମାନେ ବଡ଼ ବଡ଼ କଥା ତାଙ୍କର 😮 ।
@DharamGond-x7c
@DharamGond-x7c 4 күн бұрын
ଡାବୁଗାଁ aml ଏବେ ବଡ ବଡ କଥା କହିଲେ ଲାବ ନାଇଁ ତମକୁ ଲାଜ ଲାଗବା କଥା 24 ବର୍ଷ ପୁରିଲା କରିଲ ନାଇଁ ତମକୁ ଜବାବ ଦେବା ଦରକାର
@damanabhatra3319
@damanabhatra3319 5 күн бұрын
ଅଭିବକ୍ତ କୋରାପୁଟ ଜିଲ୍ଲାରେ ଏବଳି ନେତା ମାନେ ଯଦି ତିବେ ତାହା ହେଲେ ଦିର୍ଗ 50 ବର୍ଷ ହେଲେ ମଧ୍ୟ କିଛି କରିପାରି ବ ନାହିଁ MLA ବାବୁ କଥା ହେବାଟା ଶିଖ କେଉ ଜାଗାରେ କି ଭାବରେ କଥା ହେବେ
@KUNJABIHARINAIK-r3h
@KUNJABIHARINAIK-r3h 4 күн бұрын
ଏ ସବୁ ଦାବି ବିଧାନସଭାରେ ରଖନ୍ତୁ ଏହା ବିଧାନସଭା ନୁହେଁ ଏହା ମଣ୍ଡେଇ ମଞ୍ଚ ଆପଣ ଗତ 24ବର୍ଷରେ କଣ କରିଛ
@KhagapatiRoutOD08
@KhagapatiRoutOD08 5 күн бұрын
ମନହର ରାନ୍ଦାରୀ କାୟ କଲାଛେ ଗିନେ ରାସ୍ତା ଘାଟ ଭଲକରିନାହିଁ କଳାହାଣ୍ଡି ସମାନ ନାହିଁ
@rajkishorepanigrahi605
@rajkishorepanigrahi605 5 күн бұрын
ଆସନ୍ତା ବର୍ଷ ମଣ୍ଡେଇରେ କଳାକାର ମାନଙ୍କୁ ନ ଡାକି ସମସ୍ତ ନେତାଙ୍କୁ ଡାକିଲେ ଭଲ ନାଟ ଚାଲିବ। ଯଦି ଏମିତି ନେତାମାନେ ପାଟି କରିବାର ଅଛି ତା'ହେଲେ ବିଧାନସଭାରେ ପାଟି କଲେ ଭଲହେବ। କିନ୍ତୁ ମଣ୍ଡେଇ ଭଳି ଲୁକ୍କାୟିତ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ରେ କଳାକାର ମାନଙ୍କ କଳା ପ୍ରଦର୍ଶନ କରାଯାଏ କିନ୍ତୁ ଏଠାରେ ରାଜନେତା ଅନ୍ବେଷଣ କରାଯାଏନାହିଁ ।ଯଦି କଳାକୁ ନେଇ ମଣ୍ଡେଇ କାର୍ଯ୍ୟକ୍ରମ କରିବାର ଅଛି କରନ୍ତୁ କିନ୍ତୁ ଏଭଳି ରାଜନୀତି କରିବାର ଥାଏ ତାହେଲେ ମଣ୍ଡେଇ କାର୍ଯ୍ୟକ୍ରମ ବନ୍ଦ କରିଦିଅନ୍ତୁ।
@samanathgouda1088
@samanathgouda1088 5 күн бұрын
Bjp. Jinda🎉🎉🎉❤
@PuspendraBhatra
@PuspendraBhatra 5 күн бұрын
Dabuga MLA Chauraha
@odiayou4221
@odiayou4221 5 күн бұрын
Super ❤
@miss-anjlijaypuria7427
@miss-anjlijaypuria7427 5 күн бұрын
ମଲାପଛେ କାନ୍ଧିଲେ କାଇଟା ହେବ ଲାଜ
@DharmuGond-j4w
@DharmuGond-j4w 2 күн бұрын
BJP jindabad ❤
@senapatibhatra3986
@senapatibhatra3986 4 күн бұрын
Tom gm Tom achi aamo odisha dhano ku chattisgarh niotu mla babu
@Mahadevchallan780
@Mahadevchallan780 4 күн бұрын
ପୋଲିସ ବାଲାର କେତେଟା କିସ୍ତି କାଟିଲେ, ତାଙ୍କର ଦରମା କମିଲା, ଯେତେପାଇବା କଥା ସେତେ ପାଉନାହାନ୍ତି ଏ କଥା କଣ କିଏ କୌନାହାନ୍ତି, ତମେ ସବୁ ରାଜନୀତି ବଳମନେ ତମର ସ୍ୱାର୍ଥ କଥା ଆମର ପବ୍ଲିକ ମାନଙ୍କୁ ବୁଂହା ବୁଲାଉଛ ଲାଜ ଲାଗିବା କଥା ଛି ଛି ତୁ ଚୋର ଶୋଲେ ମାନେ ମଣ୍ଡେଇ ସୋଭାରେ ଏ କଥା କହିବାକୁ ଲାଜ ଟିକେ ଲାଗିଲା ନାହିଁ ଛି ଛି,,,,
@RaidharSanta-d6n
@RaidharSanta-d6n 5 күн бұрын
BJD sarkar tilabele kichikariparilanahi basan maruchi lajo lagunahi
@prabhakarmajhi1413
@prabhakarmajhi1413 Күн бұрын
BJP jindabad
@BinapaniMajhi-d3h
@BinapaniMajhi-d3h 5 күн бұрын
Thankyou sir
@haribhai5569
@haribhai5569 5 күн бұрын
Dabugam m l a lajo nahi
@DharamGond-x7c
@DharamGond-x7c 2 күн бұрын
24 ବର୍ଷ ପୁରିଲା କିଛି କରିଲୁ ନାଇଁ ଏବେ ବଡ ବଡ଼ କତା କହୁଚୁ ହେଟା ବିଧାନସଭା ନୁହେଁ ହେହିଟା ଗୁଟେ ମଣ୍ଡେଇ ହେମିତି ବିକାଶ କରିତିଲେ କରାପୁଟ ଜିଲ୍ଲା କେବେ ଆଗକୁ ବଡ଼ିତାନ୍ତା
@PRAKASHBISOI2003
@PRAKASHBISOI2003 5 күн бұрын
News 24 Nabarangpur 😂😂😂😂😂..... Monahara Randhari sir ହେଉଛନ୍ତି ଡlବୁଗାଁ MLA NOT କାବୁଗାଁ 🎉🎉🎉 😂😂😂😂😂
@News24Nabarangpur
@News24Nabarangpur 5 күн бұрын
Sorry ଏଥି ପାଇଁ ମୁଁ ଦୁଖିତ।
@BiranchiBissoyi
@BiranchiBissoyi 15 сағат бұрын
M l a mahasaya lago lagiba katha ya mondei jatra
@GangaHarijan-wq2et
@GangaHarijan-wq2et 5 күн бұрын
Tamoku ta girls frends gudiko darkar , nabarangpur ro jhio,ma ,bohu,mane
@Sameerandsasmitavlog
@Sameerandsasmitavlog 5 күн бұрын
Balabadra majhi sir thanke madhya bjd party re thila bele nabarangapur dist pai kana karithile
@AnantaYadav-d2f
@AnantaYadav-d2f 5 күн бұрын
Right 👍👍👍
@surendrapujari9002
@surendrapujari9002 5 күн бұрын
Bhidhan sobareto jau nanyi kemiti hei porson utaib tankro sorkar somayre to koreparilenanyi , hebe apon kete jonaknou nijuti au as m gorib poari sormi lokonku keteta kamdeichanti radnari Babu answer dei paribeki
@rudraffgemar
@rudraffgemar 4 күн бұрын
A netaku bidhansabhare kahibaku dham nahin sethipahin ahi manchare bhasana maruchi
@SanuSanta-k2x
@SanuSanta-k2x 4 күн бұрын
A santa borshore neta montri manonku somostu dakontu MONDEI re
@reeynbabu8816
@reeynbabu8816 5 күн бұрын
Sabu charo mane... Balo Bhadra maji chamcha...gute dalo chadi aou gute dalo khali apte no sepote
@DasharathKalar-h5z
@DasharathKalar-h5z 4 күн бұрын
Randhari angya mandei thane enti katha nay hebaray. Bidhansabha thane enti katha chalsi.
@bikash12340
@bikash12340 5 күн бұрын
Semane bond karle to tome aramba karuno tome kahiki achho to nabarangpur kahiki MLA mp heichho
@SashiNayak-y6f
@SashiNayak-y6f 5 күн бұрын
😂😂😂😂
Quilt Challenge, No Skills, Just Luck#Funnyfamily #Partygames #Funny
00:32
Family Games Media
Рет қаралды 54 МЛН
小丑女COCO的审判。#天使 #小丑 #超人不会飞
00:53
超人不会飞
Рет қаралды 14 МЛН
Tuna 🍣 ​⁠@patrickzeinali ​⁠@ChefRush
00:48
albert_cancook
Рет қаралды 125 МЛН
小丑教训坏蛋 #小丑 #天使 #shorts
00:49
好人小丑
Рет қаралды 40 МЛН
Quilt Challenge, No Skills, Just Luck#Funnyfamily #Partygames #Funny
00:32
Family Games Media
Рет қаралды 54 МЛН