ମଦ ବନ୍ଦ ହେଲେ ବରମୁଣ୍ଡାରେ ଗଡିବନି ବସ୍‌

  Рет қаралды 297,811

Reo News

Reo News

8 күн бұрын

ମଦ ବନ୍ଦ ହେଲେ ବରମୁଣ୍ଡାରେ ଗଡିବନି ବସ୍‌ #latestnews #latestupdates #baramunda #odishabjp #mohanmajhi #mohancharanmajhi #odishacm #trendy #publireaction #publicopinion #politicalupdates #politicalnews #news #politicalleaders #trendingnews #trending #odishalatestnews #odishalatestupdates #odishanewstoday #todaynews #todayupdates #todaytrending #trendingupdates #updatesstory #reonews #odishanews #Odianews #livenews #odishanews #Odiasamachar
REO NEWS ଚ୍ୟାନେଲ ଓଡିଶା ର 4.5 କୋଟି ଜନତା ଙ୍କ ସମସ୍ୟା କୁ ଲୋକଲୋଚନ କୁ ଆଣିବା ସହ ନିରପେକ୍ଷ, ନିଛକ ସତ୍ୟ ଏବଂ ତଥ୍ୟ ଭିତ୍ତିକ ଖବର ପ୍ରକାଶ କରିଆସୁଛି। ଏହା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ରେ ସବୁଠାରୁ ଲୋକପ୍ରିୟ ହୋଇପାରିଛି।
REO NEWS brings all the latest headlines and news stories to satisfy the demands of high-rise favorites of Odisha audiences. Please follow up to watch live and breaking news.
✅ Visit us Our Website: reonews.in/
Connect with us at our social media handles:
➡ KZbin:
/ @reonews
➡ Facebook: / reo-n. .
➡ Instagram: / reonews24

Пікірлер: 318
@sridhar85536
@sridhar85536 14 сағат бұрын
ମଦ ବନ୍ଦ କରିବା ନିଶ୍ଚିତ👍
@sukantapasa1312
@sukantapasa1312 14 сағат бұрын
ମୋଦ ଓଡ଼ିଶା ରେ ବନ୍ଦ ହୋବା ଦରକାର
@gitaranisarkar138
@gitaranisarkar138 14 сағат бұрын
ନ ଗଡୁ ବସ କେତେ ଦିନ ବନ୍ଦ ରହିବ ଦରମା ବନ୍ଦ ହେଲେ ଡ଼ାବୁ ନ ମିଳିଲେ ଆପେ ଚାଲିବ ଦେଶୀ ବିଦେଶୀ ସବୁ ବନ୍ଦ ହେଉ
@user-ft4zc7gl9p
@user-ft4zc7gl9p 14 сағат бұрын
ମଦ ପୁରା ବନ୍ଦ୍ ହଉ ❤❤❤❤❤❤ ବସ୍ ନ ଚଳିଲେ ନ ଚାଲୁ
@prakashmahapatra2182
@prakashmahapatra2182 14 сағат бұрын
ପ୍ରକୃତ ରେ ମଦ ବନ୍ଦ ହେଲେ କେତେ ବହୁତ ଉଜଡ଼ା ସଂସାର ଉପକୃତ ହେବେ. ଯାହା ଆପଣଙ୍କ ଇଚ୍ଛା. ବିଚାର କରନ୍ତୁ.
@user-nq1um1vu2u
@user-nq1um1vu2u 14 сағат бұрын
ବନ୍ଦ ହଉ ମଦ
@lalitkumbhar1131
@lalitkumbhar1131 12 сағат бұрын
ମଦ ପିଇ ଡାଇବର ବିଏପି ରେ ଗାଡି ଛଲାନ୍ତି ମଦ ବନ୍ଦ ହେଉ
@user-cb3dn9li5k
@user-cb3dn9li5k 9 сағат бұрын
ହଁ ମଦ ବନ୍ଦ୍ ହେବା ଦରକାର୍ bus ନ ଚାଲିଲେ ନାହିଁ ଆଗ ଯେମିତି ଲୋକ ମାନେ ପାଦରେ ଚାଲି ଚାଲି ଯାଇଥିଲେ ଏବେ ସେମିତି ଚାଲି ଚାଲି ଯିବେ bus ବନ୍ଦ୍ ହେଲେ ଅସୁବିଧା କଣ ଆଉ ଭାବିନେବା 1980 ମସିହା ଆଉ 😁😁😁
@KarunakarDhani-eo2sl
@KarunakarDhani-eo2sl 14 сағат бұрын
ବସ ବରଂ ନ ଗଢୁ,ମଦ ବନ୍ଦ କରାଯାଉ।
@padmini-cz3xt
@padmini-cz3xt 14 сағат бұрын
ମଦ ବନ୍ଦ ହେଲେ ଭଲ
@kanhucharan1557
@kanhucharan1557 14 сағат бұрын
ଜୟଜୟଶ୍ରୀ ଜଗନ୍ନାଥ 🙏🙏🙏🙏🙏ବହୁତ ବଢ଼ିଆ ଜନମତ ଶୀଘ୍ର ନିଶାମୁକ୍ତ ଓଡିଶା ହେଉ ହେଉ ହୋଇଯାଉ ସାଧା ଗାରପକା ସବୁବନ୍ଦ ସ୍ବାଗତଂ ଜୟଶ୍ରୀ ଜଗନ୍ନାଥ
@dhiramanbag
@dhiramanbag 14 сағат бұрын
ମଦ ବନ୍ଦ କରାଯାଉ ବସ ନଚାଳିଲେ ନ ଚାଳୁ 😅😅😅
@freefiresai1922
@freefiresai1922 14 сағат бұрын
ବସ ଚାଲିଲେ ବାଳ ନ ଚାଲିଲେ ବାଳ
@SurendraHial-c2o
@SurendraHial-c2o 14 сағат бұрын
ବନ୍ଦ ହଉ ମଦ ଭଲ ହେବ
@devidbilla8600
@devidbilla8600 14 сағат бұрын
ହଁରେ ଭାଇ କନ୍ଧମାଳ ଲୋକ ତମ ପାଟିରେ ପୁରେଇ ଦେଉଛନ୍ତି ନା 😂😂😂
@gurucharanchattar6626
@gurucharanchattar6626 14 сағат бұрын
ମଦ ପିଇବା ଲୋକ ଯେମିତି ହେଲେ ବି ଚୁପ କିନା ପିଇବେ ଯେତେ ବାରଣ କର ମଦ ଗୋଟିଏ ଏମିତି କା ଜିନିଷ ଯେତେ ଏକ୍ସପ୍ରେନସ ଡ୍ରାଇଭର ହେଲେ ମଧ୍ୟ ବେଳେ ବେଳେ ଗାଡି ଚଲେଇବା ଭୁଲବାଲ ହୋଅଛି ସେଥିପାଇଁ ମଦ ସଂପୂର୍ଣ୍ଣ ବନ୍ଦ ହେଲେ ସମସ୍ତ ଙ୍କ ପାଇଁ ଭଲ ହବ ଜୟଜଗୋନାଥ 🙏🙏
@BuduramGoud
@BuduramGoud 9 сағат бұрын
ମଦ ବନ୍ଦ୍ କଲେ ଭହୁତ ସୁନ୍ଦର ଏବଂ ❤❤❤
@Santu139
@Santu139 7 сағат бұрын
ବଡ଼ ବଡିଆ ମାନଙ୍କୁ ମଦ ପିଉଛନ୍ତି କି ନାହିଁ ପଚାରୁ ନାହାନ୍ତି ।ବେଶିତ ବଡ଼ବଡ଼ିଆ ଲୋକ ମଦ ପିଉଛନ୍ତି।ମଦ ବନ୍ଦ ହେଉ ସମସ୍ତଙ୍କ ଗୋଲୁ ମାରି ଯିବ।
@user-ew1dp3uc2r
@user-ew1dp3uc2r 9 сағат бұрын
Mada banda hele bhala ❤❤❤ soo happy thanks
@tankadharsabar1656
@tankadharsabar1656 12 сағат бұрын
ମଦ ବନ୍ଦ କରିବେ ସରକାର
Balasore Reacts To Government's Steps To Ban Alcohol In Odisha
8:24
7AM Headlines | 13th June 2024 | Odisha TV | OTV
2:41
🤔Какой Орган самый длинный ? #shorts
00:42
I wish I could change THIS fast! 🤣
00:33
America's Got Talent
Рет қаралды 128 МЛН
Ambani's Son in Full Swing // Phones Banned on Chariots
18:14
OdiaTechBulletin
Рет қаралды 87 М.
🤔Какой Орган самый длинный ? #shorts
00:42