ମଦୁଆ ଏବେ କରିବେ କ'ଣ ? || Is Liquor Ban Possible In Odisha ? || Manthan || Odisha Reporter

  Рет қаралды 95,352

Odisha Reporter

Odisha Reporter

3 күн бұрын

ବିହାର, ଗୁଜରାଟ ଭଳି ଓଡ଼ିଶାରେ ବି ବନ୍ଦ ହେବ କି ମଦ ବିକ୍ରି ? ମଦ ଓ ନିଶା ମୁକ୍ତ ହେବ ଓଡ଼ିଶା, ଏଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ଆଜି ସାମାଜିକ ସୁରକ୍ଷା ମନ୍ତ୍ରୀ ସୂଚନା ଦେବା ପରେ ଏହି ପ୍ରଶ୍ନ ମୁଣ୍ଡ ଟେକିଛି। ଖଣି ପରେ ମଦରୁ ମୋଟା ଅଙ୍କର ରାଜସ୍ବ ପାଉଥିବା ଓଡ଼ିଶା ସତରେ କ’ଣ ହୋଇପାରିବ ମଦମୁକ୍ତ ? ତେବେ ମଦ ବିରୋଧୀ କର୍ମୀଙ୍କ ମତ, ମଦ ବନ୍ଦ ଦ୍ବାରା ରାଜସ୍ବ କ୍ଷତି ତୁଳନାରେ ଫାଇଦା ଢେର ଅଧିକ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaReporteronKZbin
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#OdishaReporter #manthani #ODISHA #WINEBAN #odishawine #liqourfreeodisha

Пікірлер: 222
@mahendramajhimajhi3890
@mahendramajhimajhi3890 2 күн бұрын
ଦେଶୀ ଓ ବିଦେଶୀ ମଦ ଵନ୍ଦ ହେବା ନିହାତି ଦରକାର
@Gitagiyan-po5fv
@Gitagiyan-po5fv 2 күн бұрын
ମଦ ବନ୍ଦ ହବା ଆବଶ୍ୟକ ପଦକ୍ଷେପ ନିହାତି .....ଏହା ଦ୍ବାରା 50% କ୍ରାଇମ୍ କୁ ରୋକାଯାଇପାରିବ 💯💯💯👍👍👍
@Kaliabarik-kq3vb
@Kaliabarik-kq3vb 2 күн бұрын
ମଦ ପିଇବା ବନ୍ଦ ହୋଇ ଯିବା ଭଲ, ମଦ ବିକ୍ରି ବନ୍ଦ ହେବା ଭଲ, କିନ୍ତୁ ତା ପୂର୍ବରୁ ଦେସି ତିଆରି ମଦ ବନ୍ଦ ହେଲେ ଭଲ ହବ
@sarojkumarbehera6697
@sarojkumarbehera6697 2 күн бұрын
ମଦୁଆ ଜନ୍ମ ରୁ ମଦୁଆ ହୋଇ ଜନ୍ମ ଗ୍ରହଣ କରି ନ ଥିଲେ.. ମଦୁଆ ମଦ ଛାଡିବେ
@bibhutijena3383
@bibhutijena3383 2 күн бұрын
ଆମ ସହରରେ ପ୍ରାୟ ୧୦୦ ରୁ ଅଧିକ ସରକାରୀ ମଦ ଦୋକାନ ଅଛି । ମଦ ବନ୍ଦ ହେଇଗଲେ ଭଲ ହେବ ।
@danikumbhar6355
@danikumbhar6355 12 сағат бұрын
Mada.band.karaju
@hemantasahoo1212
@hemantasahoo1212 2 күн бұрын
ବହୁତ ଭଲ ହେବ ଓଡ଼ିଶା କୁ ନଵିନ ଵାବୁ ନଷ୍ଟ କରିଦେଲେ
@keyboardboysushil
@keyboardboysushil Күн бұрын
ମଦ ଓଡ଼ିଶାରେ ସଂପୂର୍ଣ୍ଣ ଭାବେ ମଦ ଓ ମଦ ଭାଟି ବନ୍ଦ ହେବା ନିହାତି ଦରକାର।
@ashokbadajena8568
@ashokbadajena8568 2 күн бұрын
ଶୀଘ୍ର ଶୀଘ୍ର ଶୀଘ୍ର ବନ୍ଦ୍ କର ,,,,,
@ShikharNayak-rl6gy
@ShikharNayak-rl6gy Күн бұрын
ନଶାମୂକ୍ତ ଓଡ଼ିଶା ହେବା ଦରକାର ମୁଁ ଜଣେ ମଦୁଆ ମୋ ପରିବାର ଭାଙ୍ଗି ଯାଇଛି
@Sudhansuhappy06
@Sudhansuhappy06 2 күн бұрын
ଦୟାକରି ଓଡ଼ିଶା ରୁ ମଦ ବନ୍ଦ୍ କରି ଦିଅନ୍ତୁ।।।
@pranatimohapatra136
@pranatimohapatra136 2 күн бұрын
ର୍ମୁଁ ପ୍ରଭୁ ଜଗନ୍ନାଥଙ୍କୁ ସବୁ ବେଳେ ପ୍ରାର୍ଥନା କରୁଛି ସମସ୍ତ ନିଶାଦ୍ରବ୍ୟ ବନ୍ଦ ହେଉ। ସମସ୍ତେ ଶାନ୍ତିରେ ରୁହନ୍ତୁ।
@ranjankumarbarik591
@ranjankumarbarik591 2 күн бұрын
ଦେଶୀ ମଦ ଉତ୍ପାଦକ ଏବଂ ଚୋରା ମଦ ବେପାରୀ ମାନଙ୍କୁ ଅନେକ ଅସାଧୁ ପୋଲିସ ଅଧିକାରୀ ଓ ଅବକାରୀ ଅଧିକାରୀ ଚାନ୍ଦା ନେଇ ସହଯୋଗ କରୁଛନ୍ତି। ସେଥିପାଇଁ ବନ୍ଦ କରିବା ସମ୍ଭବ ହେଉନାହିଁ। ମଦ ବା ନିଶା ନିୟନ୍ତ୍ରଣ କରିବା ପାଇଁ କଠୋର ଆଇନ ପ୍ରଣୟନ କରି ଦଣ୍ଡ ବିଧାନ ବ୍ୟବସ୍ଥା ଆବଶ୍ୟକ।
@LipunBarik-wu6el
@LipunBarik-wu6el Күн бұрын
ମଦ ବନ୍ଦ କରା ଜାଉ
@srisaidesignvastu9209
@srisaidesignvastu9209 2 күн бұрын
ଗାଁ ଗହଳି ରୁ ମଦ ବନ୍ଦ କରିବା ଉଚିତ୍
@sarojkumarbehera6697
@sarojkumarbehera6697 2 күн бұрын
ମଦ ମୁକ୍ତ ଓଡ଼ିଶା❤❤❤🎉🎉🎉🎉
@srisaidesignvastu9209
@srisaidesignvastu9209 2 күн бұрын
ମଦ ପାଇଁ ,ଅନେକ ବ୍ୟବସାୟ ବଢ଼ିଛି!ବେଶ୍ୟା, ଆମିଷ, ଚୋରୀ, ଡକାୟତି,ରେପ୍, ମର୍ଡର ବଢ଼ିଛି,ଥାନା ବାଲାଙ୍କ କମିସନ,ଦୂରଘ😊ଟଣା
@kidseducation5584
@kidseducation5584 Күн бұрын
ମଦ ବନ୍ଦ‌‌‌ ହେବା ଦରକାର। ମଦମୁକ୍ତି ଯୁବ ବାହିନୀ ଜୟ #mmby
@user-qf2ek5dt2k
@user-qf2ek5dt2k Күн бұрын
ମଦ ବନ୍ଦ ହେଲେ ଓଡ଼ିଶାରେ ଅନ୍ୟାୟ ଅତ୍ୟାଚାର ବନ୍ଦ ହୋଇଯିବ।
@sanjaybiswal9242
@sanjaybiswal9242 2 күн бұрын
ମଦୁଆ ନବିନ ଓଡ଼ିଶାକୁ ମଦୁଆ କରିଦେଲା❤😂🎉😮😅
@bhagirathipradhan834
@bhagirathipradhan834 2 күн бұрын
@@sanjaybiswal9242 nabin nae bhae pandian sabu karu thila
@user-wf7xz5zo9g
@user-wf7xz5zo9g Күн бұрын
ଶତ କଥା ମୋର ଭାଇ
@motivation......702
@motivation......702 Күн бұрын
Pandian aagoru ki korithila
@srisaidesignvastu9209
@srisaidesignvastu9209 2 күн бұрын
ମଦ ବିରୋଧ ପାଇଁ ଆନ୍ଦୋଳନ କରାଯିବା ଉଚିତ୍
@daitaryjena6661
@daitaryjena6661 2 күн бұрын
କାହିଁକମଦ ବନ୍ଦ କରାଯାଇପାରିବନାହିଁ ଏକାଥରେ |
@SuluTadingi
@SuluTadingi Күн бұрын
ମହନ ମାଝି ମଦ ବଦହେଲେ ଅଡିଶା ଉନତ ହେବ
@user-wn1fw5fo7l
@user-wn1fw5fo7l Күн бұрын
ନିଶା ମୁକ୍ତ ଓଡିଶା ନିହାତି ଆବଶ୍ୟକ
@jhansiranisatpathy670
@jhansiranisatpathy670 2 күн бұрын
Bahut bhala heba
@asutoshbiswal7173
@asutoshbiswal7173 2 күн бұрын
Good news
@CreationOdia1234
@CreationOdia1234 Күн бұрын
ମିଛ News କିନ୍ତୁ ସରକାର ଙ୍କ ର ଦମ୍ ଅଛି ତ ମଦ ମନ୍ଦ୍ କରନ୍ତୁ ଖାଲି ମିଛରେ କଣ ପାଇଁ ଗପୁଛ ବନ୍ଦ୍ ହେବ ବନ୍ଦ୍ ହେବ ବନ୍ଦ୍ କର ତାପରେ ଏ ସରକାର ର ଦମ୍ ଅଛି ଜାଣିବୁ ମଦ ପାଇଁ କେତେ ଜୀବନ ଚାଲି ଯାଉଛି ମଦୁଆ ଙ୍କ ପାଇଁ Accident ହେଇ ଭଲ ଲୋକ ମରୁଛନ୍ତି ମଦ ବନ୍ଦ୍ କର ଓଡ଼ିଶା ରୁ
@biswanathsitha5142
@biswanathsitha5142 Күн бұрын
Dam sarakar nkar na thae,dam e janatankar rahibar darakar.
@krusnaMambalaka-ez4jg
@krusnaMambalaka-ez4jg Күн бұрын
ପଳି ଗାଂ ହେଉ ଏବଂ ସହର ଗାଂ ହେଉ ମୁଉଳ ମଦ ଏବଂ ଖଜରି ମଦ ଏବଂ ବିୟର ସଳପରସ ସୁବୁ ପ୍ରକାର ମଦ ଦୋକାନ ବନ୍ଦ କର ଆମ ସରକାର ବିଜେପି ସରକାର ମାନି ନୀୟାଆ
@BirendraNayeak
@BirendraNayeak 2 күн бұрын
ମଦ ବନ୍ଦ ହେଲେ ଭଲ 100%
@saratchandrapaikaray460
@saratchandrapaikaray460 2 күн бұрын
Very good news
@NarayanGond-gz3bn
@NarayanGond-gz3bn Күн бұрын
ମଦନଇଶଆ ଗୋଟେ ପ୍ରାଚୀନ ପରମ୍ପରା ପଉରଆମଉକ୍ତ ହେବା ସମ୍ଭବ ନୁହେଁ
@chandanmajhi-hf3ey
@chandanmajhi-hf3ey Күн бұрын
ବିଦେଶୀ ମଦ ଦୋକାନ ବନ୍ଦ କରିଲେ ଲୋକ ମାଉଲୀ ମଦ ପିଇ ବାରେ ଆରମ୍ଭ କରିବେ। ଆଉ ଲୋକ ମାନେ ଜଲଦି ମାରିବେ।
@MohanandaSing-np5ux
@MohanandaSing-np5ux 2 күн бұрын
ଆମ ବୟସ୍କ ପୂଜ୍ୟ ବ୍ୟକ୍ତି ଆପଙ୍କ ସାଙ୍ଗରେ ବସିଥିଲେ ଯାହା formula ଦେଲେ ସେହି formula use କଲେ ମଦ ପିଇବା ଲୋକ କମି ଯିବେ...... ଯାହା formula
@prakashsahoo336
@prakashsahoo336 2 күн бұрын
ଆପଣ ଭାବୁଛନ୍ତି କି ଏହା ସମ୍ଭବ? ଵାସ୍ତଵତା କୁ ଦେଖିଲେ ଅସମ୍ଭବ ମନେହୁଏ।
@santoshkumarsahu6586
@santoshkumarsahu6586 Күн бұрын
Mada Bikri Nahele Bhala Kintu MadaJiye Piuchhi 100 Tankara Bottle Ku 400TankaRe Kiniki Peibe EhaDwara Chora MadaBepari MalaMal Hebe.
@gaganinayak7997
@gaganinayak7997 Күн бұрын
Right sir Nisa mukta odisha darkar
@user-mk5br4ne5w
@user-mk5br4ne5w 2 күн бұрын
If it possible it willbe super step for odisha
@user-nd1yt4yc2z
@user-nd1yt4yc2z 2 күн бұрын
ବା.... ବନ୍ଦ ହେବ ଆଗ ହଉ ତା ପରେ ଗପିବ ଏବେ ଗପ ଆଉ ଭଲ ଲାଗୁନି
@ashokkumardas6003
@ashokkumardas6003 Күн бұрын
ମଦ ବନ୍ଦ୍ ହେବା imposible, ଇଏ ଗୋଟେ ନାଟକ, berojagari କି ଭଳି ରୋଜଗାର ମିଳିବ ଓଡ଼ିଶା ରେ ସରକାର୍ ତା ଉପରେ ନଜର ପକାନ୍ତୁ
@1984sib
@1984sib 19 сағат бұрын
ରାଜସ୍ବ ଆଦାୟ କମିଯାଉ ପଛେ, ମଦ ବନ୍ଦ୍ ହେଉ । ମଦ ସରକାର ର ଆୟ, ଏହା ଏକ ମିଛ କଥା, ଭୁଲ କଥା । କିଛି ସ୍ୱାର୍ଥପର ଲୋକଙ୍କର ଏହା ଏକ ମିଛ ପ୍ରଚାର । ରାଜସ୍ବ ଅନ୍ୟ ଦିଗରୁ ଆଦାୟ ହୋଇ ପାରିବ । ଆମେ କମ୍ ରଜସ୍ୱରେ ଚଳି ପାରିବା। ମଦ ଯୋଗୁଁ, ଯେଉଁ ସାମାଜିକ କ୍ଷତି ହେଉଛି ତାହା ଆଦାୟ ହେଉଥିବା ଆୟ ଠାରୁ ବହୁତ ବଡ଼ ।
@muralidhardhal2524
@muralidhardhal2524 Күн бұрын
ମଦ ବନ୍ଦ କରନ୍ତୁ ନାହିଁ ପ୍ରଥମେ ଦେଶୀମଦ ବନ୍ଦ୍ କରନ୍ତୁ ହେଭୀ ଲାଇସେନ୍ସ ଥିବା ମଦ ର ଦର ବହୁତ ବଢ଼ାଇଦିଆଯଉ
@purnapradhan1549
@purnapradhan1549 Күн бұрын
If government unable to stop alcohol,we start critcize the government. Mind it government.
@GCAVENUETENANTSASSOCIATION
@GCAVENUETENANTSASSOCIATION Күн бұрын
ଆଗ ମଦ ବନ୍ଦ କରନ୍ତୁ... ତା ପରେ ସରକାର ଗପିବେ. ଭାବୁଛନ୍ତି କି ଏହା ସମ୍ଭବ? ମଦ ବନ୍ଦ ଦ୍ବାରା ଫାଇଦା ତୁଳନାରେ କ୍ଷତି ଅଧିକ। ମଦ ବନ୍ଦ ହେଲେ ମଦୁଆ ତ ମଦ ପିଇବା ଛାଡିବେ ନାହିଁ। କିନ୍ତୁ ମଦ ବନ୍ଦ ହେଇଗଲେ ମଦ କଳା ବଜାରୀ ବଢ଼ିବ। ନେତା, ମନ୍ତ୍ରୀ, ଚୋରା ମଦ ବେପାରୀ, ଅନେକ ଅସାଧୁ ପୋଲିସ ଅଧିକାରୀ ଓ ଅବକାରୀ ଅଧିକାରୀ ସମସ୍ତେ ଚାନ୍ଦା ବାବଦକୁ ମୋଟା ଅଙ୍କର କଳାଧନ ରୋଜଗାର କରିବେ। ଵାସ୍ତଵରେ ଦେଖିବାକୁ ଗଲେ ବିହାରରେ ମଦ ବିକ୍ରି ବନ୍ଦ ହେବା ପରେ ଚୋରା ମଦ ବ୍ୟବସାୟ ଅନେକ ବଢ଼ିଯାଇଛି।
@sibanandadigal2399
@sibanandadigal2399 18 сағат бұрын
ଓଡ଼ିଶା ଶରକାଙ୍କୁ ଅନୁରୋଧ ଆମର ମଦ ବନ୍ଦ କର । ଯାଉ
@user-zh8ds2mt6q
@user-zh8ds2mt6q 2 күн бұрын
Thank,you
@rabindrananda943
@rabindrananda943 2 күн бұрын
Your suggestion is 100 % right
@ramchandrahota2430
@ramchandrahota2430 Күн бұрын
I welcome this Era Making Expedition of LIQUOR BAN programme by the Democratic Govt. For the Real Welfare ofthe People . Historical Lengadary Step Should be taken immediately for New Odisha .
@BenudharJena-ig6oi
@BenudharJena-ig6oi Күн бұрын
ମଦ ଦାମ ୪ଗୁଣ ବଢିଗଲେ ମଦ ଆପେ ବନ୍ଦ ହୋଇଯିବ।
@PinkuNayak-m4j
@PinkuNayak-m4j Күн бұрын
Bhala hab,
@bikrampiroi4588
@bikrampiroi4588 Күн бұрын
Jay jagannath nijakunije hi paribartana karibara bela asichi samasta janasadharana sajag habadarkar jay sriram🎉🎉🎉
@ManjuPradhan-fk7lq
@ManjuPradhan-fk7lq Күн бұрын
ମଦ କୁ ବନ୍ଦ କରି ଦେଲେ ଭଲ ହେବ
@bikashmahanta7579
@bikashmahanta7579 2 күн бұрын
ମଦ ର ret ବଢେଇ ଦିଅ ଲୋକେ ପିଇବା କମେଇ ଦେବେ
@michaelssps6220
@michaelssps6220 Күн бұрын
It is must and necessary to stop liquid for the health of people and development of the state
@pramodpatro4717
@pramodpatro4717 2 күн бұрын
Bahut sundar bhabe bujhei parile ama sir Jana nka. Sarkar pain 10 k core kichi ni. I appreciate 🙏
@ramchandrahota2430
@ramchandrahota2430 Күн бұрын
Ban Liqure ,Stop Crime in Odisha.
@dhirendranathrout3005
@dhirendranathrout3005 17 сағат бұрын
ପର୍ଯ୍ୟାୟ କ୍ରମେ ମଦଦୋକାନ ପ୍ରତ୍ୟେକ ମାସରେ ଲାଇସେନସ ଗୋଟିଏ ଲେଖାଏଁ ବନ୍ଦ କରାଯାଉ।ଜୀଲ୍ଲା ହେଡକ୍ୱାଟର୍ସରେ ମାତ୍ର ଗୋଟିଏ ଦୋକାନ ଲାଇସେନ୍ସରେ ଖୋଲାଯାଉ
@mundarama1122
@mundarama1122 13 сағат бұрын
ମଦ ବନ୍ଦ କରାଯାଉ
@dhirendranathrout3005
@dhirendranathrout3005 17 сағат бұрын
ବାପା ମା କି କୌଣସି ଅନୁଷ୍ଠାନ ଯେତେ ବୁଝାଇଲେ ବି ପିଲାମାନେ କିଛି ବୁଝନ୍ତି ନାହଁ।ମଦ ନ ମିଳିବା ଦରକାର।
@NAYAKMINATI
@NAYAKMINATI 20 сағат бұрын
ମଦ ର ଅନ୍ୟ ନାମ ସନିଟ୍ରାଇଜାର
@manmathsahoo4213
@manmathsahoo4213 Күн бұрын
Yes
@purnapradhan1549
@purnapradhan1549 Күн бұрын
First of all stop foreign liquor in Odisha.
@SarojkumarRout-zg5li
@SarojkumarRout-zg5li 2 күн бұрын
Powder ଖାଇ ନଷ୍ଟ ହେବେ ଏମାନେ ଆସି ବୁଝେଇବେ
@manasranjandas7029
@manasranjandas7029 Күн бұрын
Govt with Public chahile must Stop haba .
@LalitaKadraka-jq1mz
@LalitaKadraka-jq1mz 14 сағат бұрын
ଯେତେ ଶିଗ୍ର ପାରୁ ଛନ୍ତି ସେତେ ଶିଗ୍ର ସବୁ ପ୍ରକାର ନିଶା ବନ୍ଦ କରି ଦିଅନ୍ତୁ ବହୁତ ଭଲ ହେବ
@RAJESHKUMAR-pk2dq
@RAJESHKUMAR-pk2dq 2 күн бұрын
Super advice sir
@SanatanNayak-hi5ut
@SanatanNayak-hi5ut Күн бұрын
ମଦ ବନ୍ଦ ହେଲେ exsise ଦିପାର୍ଟମେଣ୍ଟ ଟି ମଧ୍ୟ ବନ୍ଦ ହେବ
@subratdeepa2095
@subratdeepa2095 8 сағат бұрын
ଖାଲି ମଦ ମୁକ୍ତ ନୁହଁ,ଓଡ଼ିଶା ନିଶା ମୁକ୍ତ ହେବା ଦରକାର ।
@purusottamsahoo5938
@purusottamsahoo5938 18 сағат бұрын
❤joyguru everybody OdishaNishamukta Swagatjogya, TrulyTimetaking,GovtAdopt A Role Gunantamk Mada JoganhebaAbasyk...🎉
@user-tt3gm6jr7d
@user-tt3gm6jr7d Күн бұрын
Liquor shop stop, after listening all arguments , only ways for stop receiving future generations for ban, govt's decision for this, position is absolutely necessary action final ban ban liquor.
@user-qr2zs8ih4c
@user-qr2zs8ih4c Күн бұрын
ମଦ ପିଇବା ବନ୍ଦ ହେବ ନା ମଦ କାରବାର ବନ୍ଦ ହେବ❓❓❓
@BISUMUNDA-np2md
@BISUMUNDA-np2md Күн бұрын
Good 👍
@SibashankarNayak-ki4ej
@SibashankarNayak-ki4ej Күн бұрын
Very good b J p Sarkar
@GaganSamantaray-kl2cp
@GaganSamantaray-kl2cp 2 күн бұрын
Govrt should open temperary medical for liquor medical before banning liquor.
@dhirendranathrout3005
@dhirendranathrout3005 17 сағат бұрын
ମଦ ବନ୍ଦ ହେବା ଦରକାର।
@LusiSwain-ry8nw
@LusiSwain-ry8nw 2 күн бұрын
Thankssircmodisha
@1984sib
@1984sib 19 сағат бұрын
ମଦୁଆ ଯେତେ ଛଟପଟ ହୋଇ ମରିବେ ସେତେ ଭଲ । ବଜାରକୁ ବିଷାକ୍ତ ମଦ ଆସିବା ଦରକାର, ତାକୁ ପିଇ ଲୋକ ମରିବେ । ଏହା ଦ୍ବାରା ଲୋକ ସଂଖ୍ୟା କମିବେ । ବେଶୀ ଗହଳି ହୋଇଗଲାଣି । ମଦ ବିକ୍ରି କରି ଧରା ପଡ଼ିଲେ ଜାମିନ୍ ଏକ ମାସ ପରେ ଶୁଣା ଯାଉ।
@Indian56671
@Indian56671 2 күн бұрын
Alcohol office close karun
@stutikerketta2168
@stutikerketta2168 2 күн бұрын
Excise department band heu😂😂😂
@BhimasenBhuyan-bu9zb
@BhimasenBhuyan-bu9zb Күн бұрын
Mada bandakara odisha re❤❤❤
@user-tk9cw3ws3p
@user-tk9cw3ws3p 2 күн бұрын
ମଦ ଦୋକାନ ଦୁରୋ ଦୁରୋତା ରହିଲେ ଭୋଲ ହେବ ବ୍ରତ ମାନ ତ ମଦ ଦୋକାନ ୧୦ /୧୫ କି ମି ଭିତରେ ଖାଣ୍ଡେ ଖଣ୍ଡେ ତେଣୁ ଲୋକେ ଆରାମରେ 17:46 ମଦ ପିଉଛନ୍ତି ଜଦି ମଦ ଦୋକାନ ୩୦/୪୦ କି ମି ଦୁର ତା ରେ ରହିଲେ ଭୋଲ ହେବ ହେଲେ ପିଈଵା ପୁର୍ବରୁ ଲୋକେ ଚିନ୍ତା କରିବେ ଏତେ ଵାଟ ଜିବା ନାହିଁ ସେଇଠୁ ଧିରେ ଧିରେ ପିଇବା କୋମିଜିଵ
@saradasahoo2409
@saradasahoo2409 2 күн бұрын
ଆପଣଙ୍କର ବୋଧେ ବାଇକ୍ ଅଛି 😂
@bipinbiswal1971
@bipinbiswal1971 2 күн бұрын
Rockford ର ଅବସ୍ଥା କଣ ହେବ
@Vijaya070
@Vijaya070 Күн бұрын
ମଦ ବନ୍ଦ ହବନି। ମଦ ଦୋକାନ ମାନଙ୍କରୁ tax ନେବା ପାଇଁ planning ଚାଲିଛି।
@SubhashYadav-tj8yf
@SubhashYadav-tj8yf Күн бұрын
Very good👍👍👍👍
@ashiskumar7556
@ashiskumar7556 Күн бұрын
Jete jaldi heba band karantu.eha bilkul sambhaba.ame aau gote nua sushtha odisha dekhibaku chahunchhu.
@Business-inodia
@Business-inodia Күн бұрын
Odisha loka nkra pakhre Paisa nahi DADANA jauchanti. But Madam pibare No1 in India.
@shatrughnabera9645
@shatrughnabera9645 2 күн бұрын
Mada band haba darkar
@krishnaprasadrath
@krishnaprasadrath 2 күн бұрын
Nije nijaku control kariparile sabu sambhaba but maanusika karya bhara milile nischay hoipariba🙏 Jai ♥️🇮🇳🔥 Hind 🙏
@haramohanbarik1681
@haramohanbarik1681 2 күн бұрын
Prati 25 kilomiter re gotae liqer sope karajau bakisabu close karidia jau dekhibe sabu dhire thiki heijiba
@ratnakarrout4749
@ratnakarrout4749 2 күн бұрын
Govt step niantu
@swagatdas1412
@swagatdas1412 Күн бұрын
Kashta nichaya heba 🎉kintu mada band heba nihati darkar 🎉
@pramodpatro4717
@pramodpatro4717 2 күн бұрын
Jadi Gujarat,Bihar re liquor ban hei parila tahele odisha re bhi heipariba.. only Sarkar nka will power darkar.. Aau darkar padile Gujrat aau Bihar ku apanka Officer ,Minister nku pathantu
@miracleodisha
@miracleodisha 2 күн бұрын
Bjp hati jiba lekhiki rakha True fact
@SanatanNayak-hi5ut
@SanatanNayak-hi5ut Күн бұрын
ଚାଉଳି ହାଣ୍ଡିଆ ମହୁଲି ଇଂଲିଶ ମଦ ବନ୍ଦ କରନ୍ତୁ
@stutikerketta2168
@stutikerketta2168 2 күн бұрын
Goa re mada dokan varti kintu madua nhanti.ta puni sasta re mada miluchhi❤❤❤
@BijyalaxmiBhol
@BijyalaxmiBhol Күн бұрын
alcohol alcohol ban karibara darkar
@laxmankumarsala9086
@laxmankumarsala9086 4 сағат бұрын
ବାଳ ନ୍ୟୁଜ୍
@23nemi23
@23nemi23 2 күн бұрын
Mada bandh hele police au excise koti pati hebe bahut jaldi😂😂😂😂😂😂😂😂.
@chandramajhi8049
@chandramajhi8049 2 күн бұрын
Hare Krishna hare Krishna Krishna Krishna hare hare hare, hare Ram hare Ram Ram Ram ,hare hare,ye mahaamanta paana kara ye naama ney jhumiba odisaa o sabu nisaa drabya
@purnapujari895
@purnapujari895 2 күн бұрын
Jadi mada band kale 5your re pare BJP asiba kasta
@gellhinaik2563
@gellhinaik2563 Күн бұрын
Gan gan buli desi madaku band karantu please 🙏
@gunabaliyarsingh8606
@gunabaliyarsingh8606 2 күн бұрын
imidetely stop haba darkar
@anilbhaiz5209
@anilbhaiz5209 2 күн бұрын
Anchor janaka (counter) na ta janile kemiti 🤔😂
@Babu_pihu_Fun
@Babu_pihu_Fun 2 күн бұрын
Odisha re mada band haba se asha re mu bjp ku vote deichi ,,jadi alcohol ban na hela aau kebe bjp sarkar nku bharosa karibini
Osman Kalyoncu Sonu Üzücü Saddest Videos Dream Engine 170 #shorts
00:27
Alat Seru Penolong untuk Mimpi Indah Bayi!
00:31
Let's GLOW! Indonesian
Рет қаралды 10 МЛН
small vs big hoop #tiktok
00:12
Анастасия Тарасова
Рет қаралды 23 МЛН
Became invisible for one day!  #funny #wednesday #memes
00:25
Watch Me
Рет қаралды 8 МЛН
News Fuse 28 JUNE 2024
22:18
OTV
Рет қаралды 493 М.
HOTEL RED KALA POLICE | GOURA DAS TIKINA BEST SCENE | EASTERN OPERA
15:58
Eastern Media Entertainment
Рет қаралды 1,1 МЛН
KANAK TV NEWS HOUR POLICE RA ASSAL CEHERA 061214
51:16
Kanak News
Рет қаралды 203 М.
Osman Kalyoncu Sonu Üzücü Saddest Videos Dream Engine 170 #shorts
00:27