KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
ଭଗବାନ ରାଜ୍ୟକୁ ମାନବ ଗଲେ କାହିଁକି ଫେରେନାହିଁ ଗାୟିକା:-ବାଗ୍ନିବାଣୀ ସୁଶ୍ରୀ ଉର୍ମିଳା ସାହୁ/ଓଡ଼ିଆ ପାଲା/Odia pala
30:24
ବାପ ପୁଅ ମଧ୍ୟରେ କିଭଳି ସମ୍ପର୍କ ରହିଲେ ଘର ସ୍ୱର୍ଗ ପରି ମନେ ହୁଏ | OdiaPala | Gayeeka Smt. Urmila Sahoo
30:24
Little Coco was manipulated, and the kind-hearted Harley Quinn saved everyone #Joker #HarleyQuinn
00:57
Қарғалардың анасы бар ма? | 1 серия | Сериал «QARGA 2» | КОНКУРС
41:02
乔的审判,精灵应该上天堂还是下地狱?#shorts #Fairy#fairytales
00:58
Enceinte et en Bazard: Les Chroniques du Nettoyage ! 🚽✨
00:21
ମହାଦେବ ସ୍ତୁତି/ଭଗବାନ ଶ୍ରୀକୃଷ୍ଣ କହିଲେ ଅଧର୍ମକୁ ନାଶକରି ଧର୍ମକୁ ସ୍ଥାପନ କରିଛି/ଗାୟିକା:ଉର୍ମିଳା ସାହୁ odia pala
Рет қаралды 831,950
Facebook
Twitter
Жүктеу
1
Жазылу 154 М.
AMA ODISHA NATAKA
Күн бұрын
Пікірлер: 450
@sivasaktiodia7397
10 ай бұрын
ବହୁତ ସୁନ୍ଦର ଆପଣଙ୍କ ପରିବେଷଣ ଆପଣଙ୍କୁ ବହୁତ ଧନ୍ୟବାଦ ସହିତ ଆପଣଙ୍କ ସାଥୀ କଳାକାର ଙ୍କୁ
@kanhupanigrahi3974
11 ай бұрын
ଖୁବ୍ ସୁନ୍ଦର ପାଲା ପରିବେଷଣ କରିଛନ୍ତି ଗାୟିକା ମହୋଦୟା। ତାଙ୍କର ସାହିତ୍ୟ ସାଧନା କୁ ସାଧୁବାଦ ଜଣାଉଛି।
@pradeepkumarnayak3333
5 ай бұрын
ଉର୍ମିଳା ସାହୁ ମହୋଦୟା ତାଙ୍କ ପାଲା ପରିବେଷଣ ବେଳେ କେବେବି ତାଙ୍କ ସହ ବାଦ ପାଲା କରୁଥିବା ପ୍ରତିଦ୍ବନ୍ଦୀ ଙ୍କୁ ପରିହାସ ବା ବାଦ ବିବାଦ କରି ନାହାନ୍ତି ସେ କେବଳ ବିଷୟ ବସ୍ତୁ ଆଧାରିତ ପାଲା ପରିବେଷଣ କରୁ ଥିବାରୁ ସେ ସର୍ବର୍ତ୍ତ ଗ୍ରହଣୀୟ ଓ ଜ୍ଞାନୀ ଗୁଣୀ ବୋଲି ବିବେଚିତ। ତାଙ୍କ ଦ୍ବାରା ପରିବେଷିତ ପ୍ରତିଟି ବିଷୟ ହୃଦୟଷ୍ପର୍ଷି ଓ ସାହିତ୍ୟ ସମାଜ ପାଇଁ ଉଦାହରଣ ।ତାଙ୍କର ପ୍ରତିଟି ପରିବେଷଣ ରେ ମୁଁ ଅତ୍ୟନ୍ତ ଖୁସି ଓ ଆଭାରି ।🙏କେବେ ସମୟ ପାଇଲେ ମୁଁ ତାଙ୍କୁ ନିମନ୍ତ୍ରଣ କରି ଏକ ଲୟରେ ଏକ ମନ ରେ ତାଙ୍କ ଦ୍ଵାରା ପରିବେଷିତ ପାଲା ଶୁଣି ନିଜକୁ ଧନ୍ୟ ମନେ କରିବି ।
@BasudevDhar
3 ай бұрын
Wecan😊
@NiranjanBhuyan-jw5bl
3 ай бұрын
😂🎉😂@@BasudevDhar
@Madhu-w4z
3 ай бұрын
5:00 5:00 5:06 5:07 😢😮😮😅😅😅 5:40 😂😅
@JanardanSahoo-jq4wy
Ай бұрын
Mananiya Gayika urmila sahu bahut badhia Pala paribeshan karanti. Excellent knowledge about Ramayan, Mahabharata, Bhagwat.
@ARAKSHITASWAINArakshita-qx4pd
Жыл бұрын
ବହୁତ ହୃଦୟ ସ୍ପର୍ଶି ପାଲା ଅତି ସୁନ୍ଦର କଣ୍ଠ ଓ ପ୍ରାଞ୍ଜଳ ଭାବ ପ୍ରକାଶ ଆପଣ ଙ୍କ ପିତା ମାତା ଙ୍କୁ ମୋର କୋଟି ଦଣ୍ଡବତ ଆପଣ ଙ୍କ ଭଳି ଝିଅ ପାଇ ଛନ୍ତି ଆପଣ ଙ୍କ ଅସୀମ ଜ୍ଞାନ ମୂଁ ଯେତେ ବଖାଣି ଲେ ବି ତଥାପି କମ ହେବ ଜୟ ଶ୍ରୀ କୃଷ୍ଣ 🙏🙏🙏
@anilmohanty3157
9 ай бұрын
Pranam madam l am from kendrapara please write your correspondence address
@adityacollegeroy7394
2 ай бұрын
🎉@@anilmohanty3157
@bidhubhusanamohapatra3950
Жыл бұрын
ଅତି ଚାମତ୍କର ଏବଂ ସ୍ପଷ୍ଟ ଭାବରେ ପରିବେଷଣ କରୁଛନ୍ତି ଅପଙ୍କରୁ ଧନ୍ୟବାଦ
@kaibalya1004
4 ай бұрын
P😊😅 29:29 29:30 29:33 29:35 29:36 😅😅 29:49 29:51 29:52 29:52 29:59 😅
@papunadas4378
Жыл бұрын
ଅତ୍ୟନ୍ତ ହୃଦସ୍ପର୍ଶୀ ଓ ଉତ୍କୃଷ୍ଟ ପୌରାଣିକ ବିଷୟ, ଜ୍ଞାନ ପିପାସୁ ର ଚିତ୍ତ ତୃପ୍ତ ହୋଇଗଲା।।। ଧନ୍ୟବାଦ୍ ଭଉଣୀ 🙏🙏🙏
@bidyadharswain4157
Жыл бұрын
Ne8
@rabindrasingh9026
Жыл бұрын
ପାଲା ବହୁତ ସୁନ୍ଦର..!ହୃଦୟ ସ୍ପର୍ଶୀ ଗୀତ..!ଓଡ଼ିଆ ସାହିତ୍ୟ ରୁଦ୍ଧି ମନ୍ତ ହେଉଛି...!ଧନ୍ୟବାଦ ଦେଉଛି ଆପଣଙ୍କୁ..!ଆପଣଙ୍କ ବାପା ମା ଙ୍କୁ ବି..!ଏମିତି ଝିଅ ଭାଗ୍ୟରେ ମିଳେ..!
@prasannanayak4493
Жыл бұрын
Pp
@kulamanikhamari6354
Жыл бұрын
Thanks urmila madam
@KALKITV
Жыл бұрын
🙏🙏
@AdarashRay
4 ай бұрын
ବହୁତ୍ ସୁନ୍ଦର୍ ଆପଣଙ୍କୁ ମୋହୁଦୟରୁ ଧନ୍ୟବାଦ ଜୀବନରେ କିଛି ନାହିଁ ଖାଲି ଗୋଟେ ଖୁସି ଆଉ ଆନନ୍ଦ ପ୍ରଭୁ ଜଗନ୍ନାଥ ତମକୁ ତମ ପରିବାରକୁ ଭଲରେ ରଖନ୍ତୁ 🙏🙏🙏🙏🙏🙏🙏
@santoshsahoo1005
Жыл бұрын
ଭାଷାରେ ପରି ପ୍ରକାଶ କରିହଉନି. ଅତି ସୁନ୍ଦର.
@khageswarjena1197
9 ай бұрын
ଏଭଳି ପାଲା କୁ ଛାଡି ଡ୍ୟାନ୍ସ ପ୍ରୋଗ୍ରାମ କରୁଛ? ଧନ୍ୟ ତୁମ ଚିନ୍ତାଧାରା
@babasureswarbhajancreation1358
Жыл бұрын
ଉର୍ମିଳା ସାହୁ super pala ଗାୟିକା, ପାଲା ବହୁତ ସୁନ୍ଦର ଲାଗୁଛି, ଗାଇବା ଶୈଳୀ ବହୁତ ଭଲ ଲାଗୁଛି
@santoshkumarnaik6034
7 ай бұрын
ବହୁତ ସୁନ୍ଦର ପାଲା ପରିବେଷଣ 🙏🙏🙏🙏
@sumitamishra1019
3 ай бұрын
ଯେତେ ପ୍ରଶଂସା କଲେ ବି କମ ହେବ। Jay Jagannath Swami 🙏🙏
@surathachandrajena9514
Жыл бұрын
ଅତି ସୁନ୍ଦର ପରିବେଷଣ କରିଛନ୍ତି ।ସହକାରି ସହଯୋଗ ପ୍ରଶଂସନୀୟ। ଅଳଙ୍କାର ସଂଯୋଜନା, ପ୍ରାର୍ଥନା,ଜଣାଣ , ସାହିତ୍ୟ ଆଧାର ଯଥାବିଧି ପାଳନ ତଥା ଆକର୍ଷଣୀୟ ହୋଇଛି । ମୁଁ ଆନନ୍ଦିତ।ମହିମା ଅଲେଖ ନିରଞ୍ଜନ।ସର୍ବେ ଭବନ୍ତୁ ସୁଖିନଃ । ଧନ୍ୟବାଦ। Bkt.Swadhin.
@RameshChandraSwain-cf8ty
Жыл бұрын
ମନୋମୁଗ୍ଧକର ପାଲା!ଗାୟିକାମହାଶୟାଙ୍କ ସମେତ ସମସ୍ତ କର୍ମୀଙ୍କୁ ଧନ୍ୟବାଦ । ଜୟ ଜଗନ୍ନାଥ ସ୍ବାମୀ ।
@baalkrishnapatel1061
Жыл бұрын
He mahiyashi tumaku koti Pranam Dhanyavaad tumari Byakshya Chamatkaar 💐💐💐💐💐💐💐💐💐💐💐💐💐🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻Bhaler Bolangir Odisha
@KamaliniBehera-wx4xx
Жыл бұрын
ଆରେ ତୁମେ ବହୁତ ସୁନ୍ଦର ପାଲା ଗାୟିକା, 🌹🌹🌹ଭଗବାନ ଆଶ୍ରିବାଦ ତୁମ ଉପରେ ଥାଉ,,, ଜୟ ଜଗନ୍ନାଥ,,,,,
@dibyasinghapradhan1877
11 ай бұрын
ପାଲା ପରି ବେଷଣ ଅତି ସୁନ୍ଦର ମନ ମୁଗ୍ଧକର୍ , ଜୟ ଜଗନ୍ନାଥ 🙏🙏🙏🙏🌹🌹🌹🌹🌺🌺🌺🌺🌺🌻🌻🌻🌻🌷🌷🌷🌷🥀🥀🥀🥀🥀🏵️🏵️🏵️🏵️🌼🌼🌼🌼🌼💐💐💐💐💐
@soumyamallick2519
Жыл бұрын
ବୋହୁତ ସୁନ୍ଦର ଅତି ସୁନ୍ଦର ସ୍ୱୋର ଓ ପରିବେଷଣ
@chakradharmahanta6131
4 ай бұрын
ଅପା ଆପଣଙ୍କ ପାଲା ବହୁତ ଉଚ୍ଚ କୋଟୀର,,❤❤❤🙏🙏🙏
@sudhirswain1039
9 ай бұрын
ଅତି ସୁନ୍ଦର ପରିବେଷଣ ଓ ସ୍ମୃତିମଧୁର ବହୁତ୍ କିଛି ଶିକ୍ଷଣୀୟ। ଭଗଵାନ ଦୟା ରଖନ୍ତୁ।🙏🙏🙏🙏🙏
@ratnakarbarik3673
2 ай бұрын
Bahuta sundara pala paribesana,, god bless you ,, jay sreejagannatha
@babubhuyan1284
Жыл бұрын
ଅତି ସୁନ୍ଦର ପରିବେଷଣ। ଉତ୍କୃଷ୍ଟ ଓଡ଼ିଆ ସାହିତ୍ୟ, ଉପଯୁକ୍ତ କବିତା, ଅଗାଢ ପାଣ୍ଡିତ୍ୟ ର ପରିଚୟ। ଆପଣଙ୍କୁ ଭକ୍ତିପୂର୍ଣ୍ଣ ନମସ୍କାର।
@anantasamal5654
10 ай бұрын
कोटि कोटि नमन madam nku
@anantasamal5654
10 ай бұрын
World ka no one pala gayika madam
@dillipkumar849
3 ай бұрын
ଅତି ସୁନ୍ଦର ପାଲା, ଭଗବାନ ତୁମକୁ ସର୍ବଦା ଏହିଭଳି ଆଶୀର୍ବାଦ କରନ୍ତୁ 🙏
@SonaLipu-ee5nl
Ай бұрын
He mahiyashi tumaku koti pranam dhanyavaad tumari byakshya
@ajayp3587
Жыл бұрын
God bless u didi sabudena pai lokanku geyna dea jay jaganath
@ashokswain5407
Жыл бұрын
ଅତି ଉତ୍ତମ ପାଲା । ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।
@bhaskardalai1095
2 ай бұрын
ଅତି ସୁନ୍ଦର ପାଲା ପରିବେଷଣ କରୁଛନ୍ତି । ଧନ୍ୟବାଦ।
@ManishaSahoo-t2b
Жыл бұрын
Guru maa bahut sunder pala❤❤Jay Jagannath ❤❤
@JayaPradhan-by5ov
Жыл бұрын
Jay jagannath tumara bujheiba saili bahuta chitakarshaka
@philurout
7 ай бұрын
Thanku mam bahuta sundar pala paribesana
@parthasarathirout6522
Жыл бұрын
ଅତି ସୁନ୍ଦର ଭାବରେ ପରସୁଛନ୍ତି ଉର୍ମିଳା ମା
@dillipkumarbhukta381
Жыл бұрын
🎉🎉🎉🎉 ଅତି ସୁନ୍ଦର ପରିବେଷଣ ମୋ ପାଟିରେ କୌଣସି ଟିପ୍ପଣୀ ଦେବାକୁ ଉତ୍ତର ନାହିଁ l ଜଗନ୍ନାଥ ତୁମକୁ ଆଶୀର୍ବାଦ କରନ୍ତୁ l ତୁମେ ବହୁତ ଆଗକୁ ଯାଅ l ଜୟ ଜଗନ୍ନାଥ
@sanjibpatra9797
10 ай бұрын
ଗୁରୁମା ଆପଣ ପାଲା ଗାଇବାର ସୌଳି ବହୁତ୍ ସୁନ୍ଦର
@RunuBarik-cw7xi
9 ай бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ
@tapanbeheraa
Жыл бұрын
ଆପଣଙ୍କ ପାଲା ର ସବୁ ଗୋଟେ ଗୋଟେ ଭିଡିଓ ପ୍ରାୟ 60 ଥର ରୁ ଉପରେ ଦେଖି ସାରିଲିଣି,,,, ତଥାପି ଅପଙ୍କ ସାହିତ୍ୟ ଚର୍ଚ୍ଚା ଓ ଛାନ୍ଦ ଚଉପଦୀ ଭଜନ ଓ କଣ୍ଠ ର ତୁଳନା ନାହିଁ।।।। ଜଗନ୍ନାଥ ଆପଣଙ୍କୁ ସେତିକି ଶକ୍ତି ଭକ୍ତି ଦିଅନ୍ତୁ ଆଉ ଭଲ ରେ ରଖନ୍ତୁ ଜୟ ଜଗନ୍ନାଥ
@bichitrabehera4451
3 ай бұрын
Mu bi
@sushantsahoo6914
11 ай бұрын
ବହୁତ ସୁନ୍ଦର ପାଲା, ଶୁଣିଲେ ମନର ଦୁଃଖ ଚାଲିଯାଏ, ଆପଣଙ୍କୁ ଅନୁରୋଧ ଗୁଡ଼ିଆ ଜାତିର ଗଣେଶ ଙ୍କ ସହିତ ଯେଉ ନିବିଡ ସମ୍ପର୍କ ସେ ବିଷୟ ରେ ପାଲା ମାଧ୍ୟମରେ ଛାଡ଼ନ୍ତୁ
@ARAKSHITASWAINArakshita-qx4pd
Жыл бұрын
ମୂଁ ପାଲା ଶୁଣି ରହି ପାରୁନି ଆପଣ ଙ୍କୁ ଯେତେ ପ୍ରଶଂସା କଲେବି କମ ହେବ ଜୟ ଶ୍ରୀ କୃଷ୍ଣ
@anantasamal5654
4 ай бұрын
❤❤❤❤❤❤❤❤mu bhi❤❤❤❤❤❤
@jashodabarik5835
Жыл бұрын
ସମସ୍ତ ଆଲୋଚନା ଗୋଟି ଗୋଟି ସୁନ୍ଦର ଭାବରେ କ୍ଲିୟର ବୁଝିହେଉଅଛି , ଧନ୍ୟବାଦ୍, ଅନ୍ୟ ମାନଙ୍କ ରେକର୍ଡ ବୁଝିହୁଏ ନାହିଁ
@dinabandhunayak5795
Жыл бұрын
ଅତି ସୁନ୍ଦର ପାଲା ଉଚ୍ଚ କୋଟୀର ବିଷୟ ବସ୍ତୁ
@bhagabanpanda7200
Жыл бұрын
ଅତି ସୁନ୍ଦର ଲାଗିଲା, ମହାପ୍ରଭୁ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ
@shesadevkhilar7538
Жыл бұрын
Very nice👍 good afternoon😊🕒😊 Jay shree jagannath🙏 best gaika
@BishnupriyaMishra-hs6tw
Жыл бұрын
Mind blowing sister🙏🙏🙏🙏🙏
@narendrapanda321
Жыл бұрын
❤ Best Pala ❤god bless you samstnku🙏🙏🙏🙏🙏🙏
@ghanashyamnayak9271
Жыл бұрын
Agadha pandityo ra adhikarini gayana saili ati uchokotira.... jai Srikrishna Jai Mahadev
@prashantasethi9922
10 ай бұрын
Bahut badhiya ❤❤❤
@NrusingchandradasNasyachandra
Жыл бұрын
ଭଲ ପାଲା ହୁଛି
@biswajitsubudhi8236
Жыл бұрын
ଅତି ସୁନ୍ଦର ପାଲା🙏🙏🙏🙏
@bidhubhusanamohapatra3950
Жыл бұрын
ଅତି ସୁନ୍ଦର ଭାବରେ ପରିବେଷଣ କରୁଛନ୍ତି
@monalisajena2662
Жыл бұрын
Pala habata amiti perfect gayaka
@maheswarbehera677
Жыл бұрын
Sundar paribesan. Didi. Hrudayaru aantarika suvechha.
@basantakumarbharati59
Жыл бұрын
ଚମତ୍କାର ପରିବେଷଣ 🙏🙏🙏🙏
@binayasahoo6408
10 ай бұрын
ପାଲା ବହୁତ ସୁନ୍ଦର ନମ୍ବର ଦେବ
@balakrushnaJhankar
9 ай бұрын
Bahut bhala voice
@biswanathbehera1891
Жыл бұрын
Siba tandab bahut bhal lagila
@RameshKumar-h5i8o
Жыл бұрын
Urmila Sahu pala gayika very good.
@mantribarbehera9802
Жыл бұрын
Pala bahut sundar 🙏🏾🙏🏿🙏🏿🙏🏾🙏🏾🙏🏾🙏🏾🙏🏾🙏🏾🙏🏿🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏻🙏🙏🏻🙏🙏🏻🙏🏾🙏🏿
@changeyourlife1156
Жыл бұрын
Mu sabu video dekhuchi bhari bhala lage
@pragyanshudasmrdas5036
11 ай бұрын
Mu Bhagawan nka nikata re etiki nibedana karuchi ara janma re ma kula re emiti jhia ku janma diantu kimba yanka garbha ru mu janma hue 😢❤🙏🏻
@dillipkumar849
3 ай бұрын
ଧନ୍ୟବାଦ 🙏
@anantasamal5654
4 ай бұрын
❤❤❤❤❤❤❤❤❤❤❤❤Bakbani aUrmila❤mam❤nku कोटि कोटि नमन❤❤❤❤❤baht sundar❤paribeshana❤❤❤❤❤❤❤❤❤
@sanjeevpaikray977
Жыл бұрын
ଭଲ ପାଲା l ଶୁଭ ଅଭିନନ୍ଦନ l 🙏🌹
@krushnachandrasahoo1502
Жыл бұрын
Sundar swara ku sundar sahitya paribesana karuchanti .apanka palla suni atma trupti heigala
@PadmalochanPadhiary
Жыл бұрын
Padmalochan Padhiary jay Jagannath
@knowledgess9294
Жыл бұрын
Ati sundar sister, 2:07
@arunmuduli6524
Жыл бұрын
Bahut sundar, beautiful performance Jay 🙏 Jagannath
@JanardanSahoo-jq4wy
Ай бұрын
ଅତି ସୁନ୍ଦର ପାଲା। ବୁଝାଇ ବାର ଶକ୍ତି। ବହୁତ୍ ଜ୍ଞାନୀ। ଆମକୁ ଶିଖିବାକୁ ହେଉଛି। God bless you Mam
@HatiaThakura
Жыл бұрын
Good palla thankau urmala madam
@kishoribagh2804
Жыл бұрын
God.blessyou.vauni.ati.chamatkarparibesan
@kalpanasahoo1316
Жыл бұрын
Amiti krusna rasamruta urmila ma kata sundar bujhauchanti
@SugribSahu-k7x
Жыл бұрын
Bhaut sunder paribesan
@user-xn8somen
9 ай бұрын
ଅତି ଉତ୍ତମ ମା 🙏🙏🙏
@ସତ୍ୟମ୍ଶରଣ
Жыл бұрын
ଓ !!ମଜା ଆ ଗେୟା, ଏମିତି ପାଲା ହେବା ଦରକାର
@csrana3039
7 ай бұрын
ଅତି ସୁନ୍ଦର ପାଲା ପରିବେଷଣ ❤
@narottamswain9892
8 ай бұрын
ସତରେ madem ଆପଣଙ୍କ ପାଲା ର ଶୈଳୀ ଶହ ବାକ୍ୟ ସବୁ ସ୍ପଷ୍ଟ ଶୁଭୁଚି, ଅତ୍ୟନ୍ତ ଉଚ୍ଚ କୋଟିର ଗାୟିକା ଆପଣ 🙏
@ARAKSHITASWAINArakshita-qx4pd
Жыл бұрын
ଆମ ଘର ପାରାଦ୍ୱୀପ ଗଡ଼ ରୋମିତ ଏମିତି ପାଲା ଆମକୁ ଶୁଣେଇ ଏ ମାନବ ଜନ୍ମରୁ ମୁକ୍ତି ଦିଅନ୍ତୁ ଛୋଟ ଅନୁରୋଧ ରଖିଲେ ମୂଁ ନିଜକୁ ଧନ୍ୟ ମନେ କରିବି ଜୟ ଶ୍ରୀ କୃଷ୍ଣ 🙏🙏🙏
@bijaynayak203
Жыл бұрын
ଜୟ ଜଗନ୍ନାଥ 🙏🙏 ଏକ ଧନ୍ୟବାଦ ଭଉଣୀ
@mahimavastuseva
Жыл бұрын
କୋଉଠି ଭୁଲ ରହୁଛି ଟିକେ କେଉଁ ଦିଗରେ ଟିକେ କମ ରହୁଛି. ଏହାକୁ ଜ୍ଞ୍ୟାନି ମାନେ ଜାଣି ପାରିବେ. ଗାୟିକା ମା ର ବହୁ ଜ୍ଞ୍ୟାନ ଅଛି କୋଉଠି ଭୁଲ ଅଛି ଯାହାଦ୍ୱାରା ଖାପ ଛଡା ଲାଗୁଛି
@sumantakumarbehera6833
Жыл бұрын
ଅତି ସୁନ୍ଦର ପାଲା ପରିବେଷଣ
@rabinarayanbiswal2767
Ай бұрын
ସୁନ୍ଦର ପରିବେଷଣ ଜୟ ଶ୍ରୀକୃଷ୍ଣ
@radhashyamjadav4169
Жыл бұрын
ଅତି ସୁନ୍ଦର ପାଲା ଗାୟିକା ଙ୍କୁ କୋଟି କୋଟି ପ୍ରଣାମ ଅଭିମନ୍ୟୁ ଦୁର୍ଯୋଧନ ର ସମସ୍ତ ପୁତ୍ର କୁ ମାରିଦେଇଥିଳା ତ ଅର୍ଜୁନ ଲକ୍ଷ୍ମଣ ଙ୍କ ସହ ଯୁଦ୍ଧ ହେଲା କେମିତି
@Sudeep-sl7vp
Жыл бұрын
Bahut bahut dhanyawad Eivali palha paribesa pain Bahut sundar🙏
@susantpradhan6991
Жыл бұрын
ଅତି ସୁନ୍ଦର ପରିବେଷଣ Dance programe ପାଇଁ ପାଲା କୁ ଶୀଘ୍ର ଶେଷ କରିବାକୁ ଅନୁରୋଧ କରାଯିବା ଠିକ ହେଲାନି ।
@lokanathmaharana8842
Жыл бұрын
ଗାୟିକା ଭଉଣୀ ଆପଣଙ୍କ ପାଲା ବହୁ ଉଚ୍ଚକୋଟୀର ଆପଣ ଏହି ଭଳି ପାଲା ସଂସ୍କୃତି କୁ ବଜାୟ ରଖନ୍ତୁ🙏🙏🙏🙏 jay Jagannath
@RabinderkumarKhuntia
Жыл бұрын
ଯଦି ପାଲା ଦେଖିବାର ଅଛିତ ମୁଁ କହିବି ମାଡାମ ଙ୍କ ପାଲା ଦେଖ, ଦେଖିଲା ପରି ଲାଗିବ
@gajendramishra7977
Жыл бұрын
Alal
@BssantaJena
Жыл бұрын
😅😅😅😅😅😅😅😅😅😊😅😅😅😅😅😅😅😅😅😅😅😅😅😅😊😅😅😅😅😅😅😅
@anantasamal5654
10 ай бұрын
Absolutely mind blowing right world ka no one pala
@sarbadharmasamnnyoapremadh9526
10 ай бұрын
No madam only ମା
@RadhashyamRout-b6l
8 ай бұрын
Gaganatha. Bhakta
@srinathbal7072
Жыл бұрын
Sundra paribesan
@mamaliLIFEpriyanshi
6 ай бұрын
ଅତି ସୁନ୍ଦର ପାଲା ପରିବେଷଣ କରିଛନ୍ତି ଗାୟିକା ଏବଂ ସାଥି କଳାକାର 🙏
@ashoknishanka5407
Жыл бұрын
Jay jagannath ❤❤❤❤
@ashrammuraripur3002
Жыл бұрын
Bahutsundera bonbhaldhanyabadmahatmanitpremanandaj
@gobardhanbarik7179
Жыл бұрын
Khub sundor prayaash
@rasmiranjansahoo5373
Жыл бұрын
Pala bahut vala laguchhi
@JagiPriyadarshini
6 ай бұрын
Bahut sundar pala tamaku tama bapa maa nku danay bada🎉🎉🎉
@priyankamahakud1912
Жыл бұрын
Apananka bapa ma emiti jhiapaichanti more pranam
@adityamaharana5139
Жыл бұрын
Bahut Sundar pala tamaku Tama baba mama ku bahut Danya bad 🙏🙏kotia re gotia jhia tame khanti odiani amazing voice
@SarojiniJinu-rh9gq
Жыл бұрын
ଖୁବ୍ ସୁନ୍ଦର ହୋଇଚି ❤❤❤🙏
@MitaraniOjha-mv8tj
4 ай бұрын
Bhauni nk pala bahuta sundra🎉🎉
@jitensahu1041
Жыл бұрын
ଜୟ ଜଗନ୍ନାଥ ❤ ଦିଦି ❤
@BhabaniSahu-c4u
Жыл бұрын
Bahut sundara pala jay jagannath
@deviprasadpradhan2694
Жыл бұрын
Ati sundar. Htudaya ku sparsha karila sibanka bandana.
@ManojKumar-hn4ww
8 ай бұрын
Jay Jagannath 🙏 bohut Sundar pala paribeshana
@adikandaparamanik2759
8 ай бұрын
Jamiti guru samiti sisiya........
@adikandaparamanik2759
8 ай бұрын
Jay jagannath.....Jay gurudev
30:24
ଭଗବାନ ରାଜ୍ୟକୁ ମାନବ ଗଲେ କାହିଁକି ଫେରେନାହିଁ ଗାୟିକା:-ବାଗ୍ନିବାଣୀ ସୁଶ୍ରୀ ଉର୍ମିଳା ସାହୁ/ଓଡ଼ିଆ ପାଲା/Odia pala
AMA ODISHA NATAKA
Рет қаралды 312 М.
30:24
ବାପ ପୁଅ ମଧ୍ୟରେ କିଭଳି ସମ୍ପର୍କ ରହିଲେ ଘର ସ୍ୱର୍ଗ ପରି ମନେ ହୁଏ | OdiaPala | Gayeeka Smt. Urmila Sahoo
Rudrakshya Television
Рет қаралды 837 М.
00:57
Little Coco was manipulated, and the kind-hearted Harley Quinn saved everyone #Joker #HarleyQuinn
超人夫妇
Рет қаралды 60 МЛН
41:02
Қарғалардың анасы бар ма? | 1 серия | Сериал «QARGA 2» | КОНКУРС
OMIR
Рет қаралды 1,4 МЛН
00:58
乔的审判,精灵应该上天堂还是下地狱?#shorts #Fairy#fairytales
精灵少女
Рет қаралды 9 МЛН
00:21
Enceinte et en Bazard: Les Chroniques du Nettoyage ! 🚽✨
Two More French
Рет қаралды 42 МЛН
26:28
ସ୍ତ୍ରୀ ର ଏମିତି ଭୁଲ ପାଇଁ ସ୍ୱାମୀ ନର୍କ ଯନ୍ତ୍ରଣା ପାଇଥାଏ || ଗାୟିକା-ବାଗ୍ନିବାଣୀ ସୁଶ୍ରୀ ଉର୍ମିଳା ସାହୁ ||pala
AMA ODISHA NATAKA
Рет қаралды 213 М.
18:13
ଜଗନ୍ନାଥ ସଂସ୍କୃତି ର ସମସ୍ତ ଗୀତ।।Voice:-Manorama Behera।।Odia Sankirtan, Bramagiri, Puri
MAA KUMARI DEVI CREATION
Рет қаралды 604 М.
16:43
ଦେହ ଖାଲି ସଲର ବଲର//viral comedian Alok Bhai//Odia comedy/Odia Ramanatak comedy/Krushnaprasad ramalila
Srikhetra Culture
Рет қаралды 14 М.
2:29:24
ଗାୟିକା ଉର୍ମିଳା ସାହୁ ଙ୍କ ଲଢେଇ ପାଲା (ସମ୍ପୂର୍ଣ୍ଣ ଭାଗ) || Full Ladhei Pala By Gayika Urmila Sahoo | PALA
Darshan Creatives
Рет қаралды 998 М.
12:39
ରାଜଲକ୍ଷ୍ମୀ ଦଳାଇ ଓ ସୁଭଦ୍ରା ବେହେରା ଙ୍କ ଲଢେଇ ପାଲା || Nadia Kirtan By Pala Gayika Rajalakshmi Dalai
Sanskar Odisha TV
Рет қаралды 431 М.
10:57
କର୍ମ ଘେନି ଫଳ:- ଏ ସ୍ଵାର୍ଥପର ମଣିଷ ନିଜ ଭାଗ୍ୟକୁ ନିନ୍ଦେ...
Tree Man Bijaya Jena
Рет қаралды 357 М.
15:15
ODIA PALA ||କଳି ଜୁଗରେ|| କଣ କଲେ ଆୟୂଷ ବଢ଼ିବ|| କଣ କଲେ ଆୟୂଷ କମିବ...?||
ASHOK CREATION(LUNISAHI)
Рет қаралды 320 М.
1:44:24
ଉର୍ମିଳା ସାହୁଙ୍କ ସମ୍ପୂର୍ଣ୍ଣ ପାଲା ଅଭିମନ୍ୟୁ ବଧ (ଲଢେଇ ପାଲା) Gayika Urmila Sahoo || Ladhei Pala
Sanskar Odia Tv
Рет қаралды 302 М.
22:45
ଖୁସିର ସଂସାର କେମିତି Tikina tripathi palla | odia palla |Majhiakhanda palla
AMA SANSKRUTI ODISHA
Рет қаралды 183 М.
23:10
ବ୍ରହ୍ମକୁ କିପରି ଚି଼ହ୍ନିଵା ଓ ପାଇବା //ଗାୟିକା:ବାଗ୍ନୀ ବାଣୀ ସୁଶ୍ରୀ ଉର୍ମିଳା ସାହୁ //ଓଡ଼ିଆ ପାଲା Odia pala🙏🙏
AMA ODISHA NATAKA
Рет қаралды 295 М.
00:57
Little Coco was manipulated, and the kind-hearted Harley Quinn saved everyone #Joker #HarleyQuinn
超人夫妇
Рет қаралды 60 МЛН