MAHA MAHIMA RAJANA | ମହାମହିମ ରାଜନ | HUMAN SAGAR| PRASAD LIMA MUSIC OFFICIAL VIDEO | 2024

  Рет қаралды 1,556,844

PRASAD LIMA MUSIC

PRASAD LIMA MUSIC

Күн бұрын

A TRUE STORY BASED DEVOTIONAL SONG
FOR BETTER SOUND CLARITY
" USE HEADPHONES "
ଗୀତର ସମ୍ପୂର୍ଣ୍ଣ ଲେଖା :-
ମହାମହିମ ରାଜନ ହେ ଯୀଶୁ ମୋର , ଅନୁଗ୍ରହ ତୁମ୍ଭ ପ୍ରଚୁର -୨
ଅନୁରାଗ ପ୍ରେମତୁମ ଅତୁଳନୀୟ
ଅନୁପମ ଦୟା ତୁମ ଅବର୍ଣ୍ଣନୀୟ - ୦ -
କି ଜତନେ ତୁମରୁପେ , ମଣିଷକୁ ସରଜିଲ
ସରଗର ସେ ଯୋଜନା , ବୁଝିପରିନି ତା ମୂଲ
ପ୍ରଶଂସାରେ ସୁଭାଜନ , ଶାରୋଣ ଗୋଲାପ ମୋର
ମୋହୃଦୟ ସିଂହାସନେ , ଆସି ତୁମେ ବସା କର - ୨
ହେ ମହୀୟାନ ଚୀର ସୁନ୍ଦର , ଦୟା କ୍ଷମାର କୃପା ନିର୍ଝର - ୧ -
ମୋ ଜୀବନ ଯଉବନ , କେବଳ ତୁମରି ଦାନ
ପାଇଛି ମୁଁ ଅନୁଗ୍ରହେ ଧନ ଆଉ ସନମାନ
କୃତଜ୍ଞରେ ଭରି ଉଠେ , ମୋର ଏହି ଟିକି ମନ
ସ୍ମରିତୁମ କରୁଣାର ଗୋଟି ଗୋଟି ପ୍ରେମଦାନ - ୨
ହେ ପରିତ୍ରାଣ ପ୍ରେମିକ ବର , ଦେଇ ଜୀବନ କଲ ନିଜର - ୨ -
A OFFICIAL Full Video......
ମହାମହିମ ରଜନ ହେ ଯୀଶୁ ମୋର
MAHAMAHIMA RAJANA
AUDIO CREDITS :-
Singer : HUMAN SAGAR
Music : PRASAD LIMA
Lyrics : Rev PRAMOD GURU
Arrangements / Programming : SUBHAM SAMAL
Flute/ Sexsophone : SIMA ( Ollywood )
Recording : Studio Sai Audio Art ( SAA ) Ashish Mahapatra (CUTTACK)
Mastering : Ashish Mahapatra
VIDEO CREDITS :-
Cast : PRASAD LIMA & FAMILY
Concept & Direction : PRASAD LIMA
D.O.P / Camera : GOURAV KUMAR
Drown Camera : KASTURI STUDIO
Editing: : GOURAV KUMAR
Thumbnail designed by : GAGAN MURALI
Special thanks: Bro. Sishir Lima
ପ୍ରଭୁଙ୍କ ଗୌରବ ପାଇଁ ଆମ ସମସ୍ତ ଭିଡିଓ ଦେଖିବା ପାଇଁ Click କରନ୍ତୁ 🙏🙏
୧ . ଅପାସୋରା ସେ ପ୍ରେମ..... ( ହ୍ୟୁମାନ ସାଗର )
• APASORA | ଅପାସୋରା ସେ ପ...
୨ . ନୀରବେ କେତେ ମୁଁ କାନ୍ଦିଛି... ( ଦୀପ୍ତି ରେଖା)
• NIRABE KANDICHHI | ନୀର...
୩ . ମୋ ଓଠରେ ମୁଁ ଆନନ୍ଦରେ ...(ଅନୁରାଧା ପ୍ରୀୟାଁଶୁ)
• ମୋ ଓଠରେ | MO OTHARE |...
୪ . Eye Watan/ ଏୟ ୱାତନ୍ ( Human Sagar)
• AYE WATAN | ऐ वतन | ...
୫ . ହେ ମନ ମୋର ପାପ ପଥୁ ଫେର.... ( ଅମିତ୍ ପାଣି )
• HE MANA | ହେ ମନ ମୋର ...
୬. ତୁମ ପରଶ (ଅମିତ୍ ପାଣି )
• TUMA PARASHA | ତୁମ ପରଶ...
୭ . ଅନୁତାପ ର ଲୁହ ନେଇ ( ଅନୁରାଧା ପାଣିଗ୍ରାହୀ )
• ANUTAPA | ଅନୂତାପର ଲୁହ ...
୮ . ପାପେ ନାଇ ବିତା ସେ ଜୀବନ ( ବିଦ୍ୟୁତ୍ ଭାତ୍ରା )
• PAPE NAI | ପାପେ ନାଇ ...
୯ . କାଏ ମନ୍ତର୍ କଲାହୋ ( ବିଦ୍ୟୁତ୍ ଭାତ୍ରା )
• କାଏ ମନ୍ତର କଲା | KAI MA...
୧୦ . ପଥହରା ପଥିକ ( ଜୁନସ୍ ଗାଣ୍ଟା )
• PATHA HARA | ପଥହରା ...
୧୧ . ଚରଣେ ଶରଣ ( କୁମାର ବାପି )
• ଶରଣ | SARANA | KUM...
୧୨ ଶୁଭହ ଶାମ୍ ମେ ଭଜୁଁ ତେରା ନାମ( ହିନ୍ଦୀ) ( ତପୁ ମିଶ୍ର )
• SUBHA SHAAM | सुबह स...
୧୩ ଦିଲ୍ ମେ ଆ ଏକବାର୍ / Dil main aa ( ତପୁ ମିଶ୍ର)
• DIL MAIN AA | दिलमैं आ...
୧୪. କରତେ ହେଁ ଅର୍ପନ୍ ( ହିନ୍ଦୀ ) ( ଅନୁରାଧା ପାଣିଗ୍ରାହୀ )
• ARPAN | अरपन l | ANU...
🙏🙏 ସତ୍ୟ ଘଟଣା ଉପରେ ଆଧାରିତ 🙏🙏
ଘଟଣାଟି ଏହିପରି ...
କାହାଣୀର ନାୟକ ଜଣେ ଖ୍ରୀଷ୍ଟୀୟ ମଧ୍ୟବିତ୍ତ ପରିବାରର ଉତ୍ତମ ଚରିତ୍ର ଶାନ୍ତଶିଷ୍ଟ ଯୁବକ ଅଟନ୍ତି । ଏବଂ ଏକ ପ୍ରତିଷ୍ଠିତ କମ୍ପାନୀ ରେ ଦୀର୍ଘ ୩ ବର୍ଷରୁ କାର୍ଯ୍ୟରତ ହେବା ସହିତ ଉତ୍ତମ ବେତନ ଭୋଗି ମଧ୍ୟ ଅଟନ୍ତି ..!
ଏହି ସମୟରେ ଗୋଟିଏ ପ୍ରତିଷ୍ଟିତ ଖ୍ରୀଷ୍ଟୀୟ ପରିବାରରେ ଏକ ସୁଶିଳ , ନମ୍ର ଏବଂ ସୁନ୍ଦରି ଝିଅଙ୍କ ସହିତ ବିବାହ ନିର୍ବନ୍ଧ ହୋଇଥାଏ ...।
ଏକ ବଡ଼ ଚାକିରି ଏବଂ ଉତ୍ତମ ପ୍ରତିଷ୍ଠିତ ପରିବାର ରେ ପ୍ରସ୍ତାବ କୁ ନେଇ ନାୟକ ବହୁତ ଆନନ୍ଦରେ ଥିବା ସମୟରେ .... ସମୟର ବିଡମ୍ବନା ଦେଖନ୍ତୁ .... ହଠାତ୍ ନାୟକଙ୍କ ଜୀବନରେ ଦୁଖର ଜୁଆର ମାଡି ଆସେ । ଗୋଟିଏ ଚକ୍ରାନ୍ତ ବା ଷଡଯନ୍ତ୍ର କରି କମ୍ପାନୀର ମୂଖ୍ୟ Director ଉଦ୍ଦେଶ୍ୟ ମୂଳକ ଭାବରେ ନାୟକଙ୍କୁ ଜୋର୍ ଜବରଦସ୍ତି ଚାକିରି ରୁ ବହିଷ୍କାର କରିବା ସହିତ ଯେତେ ନେହୁରା ହେଲେ ମଧ୍ୟ କର୍ଣ୍ଣ ଗୋଚର ନକରି ଧକ୍ୟା ମାରି gate ବାହାରକୁ ବାହାର କରି ଦିଅନ୍ତି ...!
ଏବଂ ସେହି director ଙ୍କ ସାଙ୍ଗ ଯେହେତୁ ଝିଅର ବାପା...ଏଣୁ director phone ମାଧ୍ୟମରେ ସମସ୍ତ ଚାକିରିରୁ ବହିଷ୍କୃତ ବିଷୟ ଜଣାଇ ଦିଅନ୍ତି ଯ ଦ୍ଵାରା ଝିଅଙ୍କ ବାପା ନାୟକଙ୍କୁ ଫୋନ୍ କରି ଘରକୁ ଡ଼ାକି ଅପମାନ କରି ଗଣ୍ଠି ବନ୍ଧା ହୋଇଥିବା ସୁନା ମୁଦି ନାୟକଙ୍କ ମୁହଁରେ ଫୋପାଡି ଘରୁ ଚାଲିଯାଇ ଆଉ କେବେବି ତାଙ୍କ ମୁହଁ ନ ଦେଖାଇବ ସହିତ ଘରକୁ ନ ଆସିବାକୁ ଆଦେଶ ଦେଇ ଘଉଡ଼ି ଦିଅନ୍ତି ...
ପରବର୍ତ୍ତୀ ସମୟରେ ଏହି ଦୁଃଖଦ ପରିସ୍ଥିତିରେ ନାୟକ ଦୁଃଖରେ ନିଜକୁ ସମ୍ଭାଳି ନ ପାରି ମର୍ମାହତ ହୋଇ ଭାଙ୍ଗି ପଡନ୍ତି ଏବଂ ପରିଶେଷରେ ମୃତ୍ୟୁବରଣ ( SUISIDE ) କରିବାକୁ ନିଷ୍ପତ୍ତି ନିଅନ୍ତି...
ଏବଂ ପରବର୍ତ୍ତୀ ଜୀବନରେ ପବିତ୍ର ଧର୍ମଶାସ୍ତ୍ର ଗିତସଂଘିତା ୧୦୯ : ୧ - ୫ ଏବଂ ୨୧ ପଦ ଅନୁଯାଇ ପରମେଶ୍ଵର କିପରି ଭାବରେ ନାୟକଙ୍କ ଜୀବନରେ ଆଶୀର୍ବାଦ ଆଣିଦିଅନ୍ତି ଏବଂ ପରମେଶ୍ଵର ପୁଣିଥରେ ସମସ୍ତ ହରେଇ ଦେଇଥିବା ଆଶିର୍ବାଦ ଠାରୁ ଆହୁରି ଅଧିକ ମାତ୍ରାରେ ମାନ , ସମ୍ମାନ ଏବଂ ପ୍ରତିଷ୍ଠା ରେ ଭରି ଦିଅନ୍ତି ଆପଣ ମାନେ ନିଜେ ଦେଖି ନିଅନ୍ତୁ ଏବଂ ପରମେଶ୍ବରଙ୍କ ଗୌରବ ସମ୍ଭ୍ରମ ଓ ମହିମା କରନ୍ତୁ..
ଆଶା କରୁ ଏଇ ଗୀତଟି ଅନେକଙ୍କ ମନକୁ ଛୁଇଁବା ସହିତ ଆନେକଙ୍କ ଆତ୍ମିକ ଦିଗରେ ଅଭିବୃଦ୍ଧି ହେଉ ଏହା ଆମ୍ଭମାନଙ୍କ କାମନା ଏବଂ ପ୍ରଭୁଙ୍କ ଠାରେ ପ୍ରାର୍ଥନା..
ଆମ Channel ର ସମସ୍ତ ଗୀତ ଗୁଡ଼ିକ ଶୁଣନ୍ତୁ ଓ ନୂତନ ଗୀତ ଗୁଡିକ ର Notification ପାଇବା ପାଇଁ ଆମ Channel କୁ SUBSCRIBE କରିବା ସହିତ Bell 🔔 icon କୁ ଦବାନ୍ତୁ ...ପ୍ରଭୁ ଯୀଶୁ ଆମ ସମସ୍ତଙ୍କୁ ଆଶିର୍ବାଦ କରନ୍ତୁ ଅମେନ୍ ଧନ୍ୟବାଦ 🙏🙏
!! ANTI - PIRACY WARNING !!
This Content is COPYRIGHT to PRASAD LIMA MUSIC , Any Unauthorized Reproduction , Redistribution, Re-upload (Audio or Video) is Strictly Prohibited.
#Mahamahimarajana
#PrasdLimaMusic
#NewHumanSagarSongs
#NewHumanSagarChristianSong
#NewChristmasSongs #NewYearSongs2021
#BestHindiChristianSongs
#KumarBapiSongs
#LatestOdiaChristianSongs #LatestHindiChristianSongs
#HindiSongs #Gospelsongs #IndianDevotionalSongs
#JesusSongs #ChristianSongs #WorshipSongs #HolySpiritSongs
#AmitPaniNewSongs
#NewOdiachristianDevotionalSongs
#NewOdiachristianDevotionalalbum
#NewOdiachristianvideoalbum

Пікірлер: 2 100
@Simran-hy1wx
@Simran-hy1wx Жыл бұрын
I don't understand a single word from this song though the video make me cry i am crying since the time I have listened to this masterpiece 😊
@PRASADLIMAMUSIC
@PRASADLIMAMUSIC Жыл бұрын
A Lovely Compliments from a Lovely 🌹🌹 Person........👏👏 A big round of AFLOUS TO YOU and thanking you a lot ........ 🙏
@Simran-hy1wx
@Simran-hy1wx Жыл бұрын
Always 😊
@user-mamali1999
@user-mamali1999 Жыл бұрын
I can translate it for you if you give me some time.. It's a very nice song I listen to it every night before going to bed❤❤❤❤
@Simran-hy1wx
@Simran-hy1wx Жыл бұрын
Sure please translate it for me take your time i also listen to this masterpiece daily without a Miss while I work 😊 thank you for your kind translation
@PRASADLIMAMUSIC
@PRASADLIMAMUSIC Жыл бұрын
@@user-mamali1999 May God almighty bless you loving sister for your valuable dedications for the GLORY of the lord ..... 👍
@eliyoentertainment5394
@eliyoentertainment5394 2 жыл бұрын
ବାସ୍ତବରେ ପ୍ରଭୁ ମହାନ ଓ ପ୍ରେମମୟ ଅଟନ୍ତି ... ପ୍ରଭୁ ଏହି ଗୀତ ମାଧ୍ୟମରେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ..... ❤❤❤❤
@PRASADLIMAMUSIC
@PRASADLIMAMUSIC 2 жыл бұрын
ବହୁତ ସୁନ୍ଦର ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ୍ ମୋ ପ୍ରିୟ ଭାଇ Eliyo ❤️❤️❤️🙏🙏🙏
@queenashiq_
@queenashiq_ Ай бұрын
Amen
@INgolirang6008
@INgolirang6008 Жыл бұрын
ମୁଁ ଏକ ହିନ୍ଦୁ କିନ୍ତୁ ଏହି ଗୀତ ଶୁଣିବା ପରେ ମୋତେ ବହୁତ ଭଲ ଲାଗିଛି love u all gods🙏
@PRASADLIMAMUSIC
@PRASADLIMAMUSIC Жыл бұрын
ବହୁତ ବହୁତ ଧନ୍ୟବାଦ ଆଜ୍ଞା ... 🙏🙏 ସତ୍ୟ ଜୀବିତ ଏକମାତ୍ର ପରମେଶ୍ବର ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ। .... 👍
@user-dv6in3ts2f
@user-dv6in3ts2f 8 ай бұрын
There is one God & His name is JESUS...CHRIST
@tudufamilyvolgs668
@tudufamilyvolgs668 8 ай бұрын
🙏🙏🙏
@LilimaSeth
@LilimaSeth 7 ай бұрын
Khali Geeta nai Bhai aama Prabhu v ate sudar
@bablunayak6666
@bablunayak6666 7 ай бұрын
Only one God. Praise the lord
@subashtakri3399
@subashtakri3399 2 жыл бұрын
Praise the lord 🙏 I ❤️ this song... please god ଗିରିଜା ହିଁ ମୋ ଜୀବନସାଥି ହେଉ ପ୍ରୋଭୁ ଆମ ଭଲପାଇବା ସଫଳ ହେଉ ଦୟା କୋର ପ୍ରଭୁ🙏
@lizadey7548
@lizadey7548 Жыл бұрын
ପ୍ରଭୁ ଯୀଶୁଙ୍କ ନାମ ରେ ମୁକ୍ତି ଅଛି ସେ ଆମ୍ଭ ମାନଙ୍କୁ ରକ୍ଷା କରନ୍ତି ✝️
@SDKOfficial66
@SDKOfficial66 2 жыл бұрын
I don't know why my heart is crying listening this song 😭 Thank you so much Lima sir for this masterpiece song 🙏
@PRASADLIMAMUSIC
@PRASADLIMAMUSIC 2 жыл бұрын
Your valuable TEARS came Out for giving Thanks as well as for the GLORY of the Lord...... ❤️ ❤️ Our HEARTLY THANKS and LOVE to you for your valuable love and blessings dear brother... ❤️❤️🙏🙏
@SDKOfficial66
@SDKOfficial66 2 жыл бұрын
kzbin.info/www/bejne/gn2YdayidsdpfJo Here is the link of song. For the glory of God 🙏
@SDKOfficial66
@SDKOfficial66 2 жыл бұрын
Thank you so much for your valuable comment Sir 😇❤️
@nillukumar8532
@nillukumar8532 Жыл бұрын
Realy bro
@musicforchrist143
@musicforchrist143 2 жыл бұрын
Praise the lord.... Bahut Sundar gita.... Thank you sir....
@jagadashzd8054
@jagadashzd8054 2 жыл бұрын
ପରମେଶ୍ବରଙ୍କୁ ଭୟ କର କାରଣ ସେ ସ୍ବର୍ଗ, ମର୍ତ୍ତ୍ଯ ଓ ପାତାଳ ବିଚାର କର୍ତ୍ତା ଅଟନ୍ତି । ମହାମହିମ ରାଜନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ବାସ କର। Amazing soulful song. Video and song deeply touched my heart. Congratulations to Prasad Lima sir and Gourav bhai👌
@PRASADLIMAMUSIC
@PRASADLIMAMUSIC 2 жыл бұрын
ବହୁତ ବହୁତ ଧନ୍ୟବାଦ Jagadash ଭାଈ ❤️❤️🙏🙏 ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ
@kabirhial5134
@kabirhial5134 2 жыл бұрын
Amen
@banitaharijan4049
@banitaharijan4049 4 ай бұрын
Yes Sri
@abrahmganda6083
@abrahmganda6083 2 жыл бұрын
Praise the Lord... God is anytime God.. His Bless is only which is our wealth
@Blessedwithjesus
@Blessedwithjesus 2 жыл бұрын
Hallelujah ❤️ praise the Lord 🥰 I Love u Jesus Abba Jaan 😍
@satrughnachhatar4500
@satrughnachhatar4500 2 жыл бұрын
Praise the lord sir. Super. God bless you sir
@AmitBadanayak
@AmitBadanayak 2 жыл бұрын
Amazing and Excellent Video Awesome Concept And Visualisation Mind-blowing Singing Heart Touching Lyrics Outstanding Music Composition Beautiful Arrangement Spectacular And Lively Acting Marvelous Editing ପ୍ରଭୁ ସମସ୍ତଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ। ଏହି ଗୀତ ମାଧ୍ୟମରେ ପ୍ରଭୁଙ୍କର ପ୍ରଶଂସା ଓ ମହିମା ସଦା ସର୍ବଦା ହେଉ।
@PRASADLIMAMUSIC
@PRASADLIMAMUSIC 2 жыл бұрын
Amit bhai ........❤️❤️ ବାସ୍ତବରେ ମନ ପ୍ରଫୁଲିତ ହେବା ନିମନ୍ତେ ଯେପରି ପବିତ୍ର ବାକ୍ୟରୁ ସନ୍ତ୍ଵନାମୂଳକ ବାକ୍ୟ ...... ଠିକ୍ ସେହିପରି ଆପଣମାନଙ୍କ ପରି ପ୍ରିୟ ବ୍ୟକ୍ତି ମାନଙ୍କ ଠାରୁ ମଧ୍ଯ ଆନନ୍ଦଦାୟକ ହୃଦୟସ୍ପର୍ଶୀ ସୁମଧୁର ମନ୍ତବ୍ୟ ଜୀବନରେ ଆନନ୍ଦ ଏବଂ ଆଶୀର୍ବାଦ ଆଣି ଦେଇଥାଏ ..…....🙏🙏 My Heartly love and appreaciation to you ❤️❤️🙏🙏 and thank You And Proud to have your outstanding compliments ❤️❤️❤️ Plz uphold Your Valuable Prayers ........ God bless you ❤️❤️🙏🙏
@ganeshkamila3951
@ganeshkamila3951 4 ай бұрын
ଏକ ମାତ୍ର Jesus ସତ୍ୟ ପଥ ଜୀବନ ଓନଲି ମୋଷ୍ଟ ହାଇ ୟାଷ୍ଟ ଗୋଡ hallelujah hallelujah ✝️✝️✝️✝️♥️❤️♥️
@PRASADLIMAMUSIC
@PRASADLIMAMUSIC 4 ай бұрын
ହୃଦୟ ସହ ଧନ୍ୟବାଦ୍ ଜଣାଉଛୁ ଏବଂ ପ୍ରଭୁଙ୍କ ଦୟା ଅନୁଗ୍ରହ ଆପଣଙ୍କ ଉପରେ ବର୍ତ୍ତୁ.....❤️❤️🙏🙏
@sunitabidika2200
@sunitabidika2200 2 жыл бұрын
Love you bhaina and didi...❤️❤️❤️
@mitukumar6671
@mitukumar6671 2 жыл бұрын
praise the Lord 🙏🙏🙏🙏 sirrrr...nice heart touching song.....
@PRASADLIMAMUSIC
@PRASADLIMAMUSIC 2 жыл бұрын
Mitu ଆଜ୍ଞା...... ପ୍ରଭୁଙ୍କ ପବିତ୍ର ନାମ ନେଇ ନମସ୍କାର ❤️❤️🙏🙏 ଆପଣଙ୍କ ଏତେ ସୁନ୍ଦର ପ୍ରଭୁଙ୍କୁ ଗୌରବ କରିବା ସହିତ ହୃହୟକୁ ଛୁଇଁ ଗଲା ଭଳି ମତାମତ ଦେଇ ଆମ୍ଭମାନଙ୍କୁ ପ୍ରେମ , ଶ୍ରଦ୍ଧା ଏବଂ ଭଲପାଇବା ଦେଇଥିବାରୁ ଅଶେଷ ଅଶେଷ ଧନ୍ୟବାଦ୍ 🙏🙏 ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 💕💕💕💕
@chandravati8435
@chandravati8435 2 жыл бұрын
Jishu hin jibana mora
@sukanta9817
@sukanta9817 2 жыл бұрын
Amazing song prabhu ki Mahima ho
@sadhakabebarta4751
@sadhakabebarta4751 2 жыл бұрын
My beloved Sir, song, sung, Composed , lyric and your acting wonderful and amazing, but I feel it's your Testimony that's you're showing us, may God bless you, Sir and your family with thousandfold... AMEN
@PRASADLIMAMUSIC
@PRASADLIMAMUSIC 2 жыл бұрын
My dear loving brother Sadhaka......Thank You So So much for your valuable love Which I felt a grate happiness....... Love you So So much for your valuable love and prayers support... God bless you ❤️❤️
@aanitaanu7335
@aanitaanu7335 2 жыл бұрын
Concept is very nice and voice also so sweet...praise the Lord halleluya...
@PRASADLIMAMUSIC
@PRASADLIMAMUSIC 2 жыл бұрын
We all are happy to see your valuable feedback ❤️❤️🙏🙏 Thank You So much and God bless you..... Plz watch Our All videos and Gloryfy God.....
@snkarjeeofficial8882
@snkarjeeofficial8882 2 жыл бұрын
Beautiful composition song si🙏👍 Praise the lord
@PRASADLIMAMUSIC
@PRASADLIMAMUSIC 2 жыл бұрын
Praise God Glory to God dear brother ❤️❤️❤️ Thank God and thank you for your valuable time for praying and blessing US..... 🙏🙏❤️❤️ ପ୍ରଭୁଙ୍କ ପବିତ୍ର ନାମର ଧନ୍ୟବାଦ ହେଉ ଏବଂ ଆପଣଙ୍କୁ ପ୍ରଭୁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁଛୁ....🙏🙏 ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ
@Santoshkumarsuna92
@Santoshkumarsuna92 2 жыл бұрын
ମହାନ୍ ଜୀବିତ ପରମେଶ୍ବର ଙ୍କ ଧନ୍ୟବାଦ ହେଉ ସୁସ୍ଥ ରଖନ୍ତୁ ଆଉ ସୁରକ୍ଷିତ ରୁହନ୍ତୁ
@PRASADLIMAMUSIC
@PRASADLIMAMUSIC 2 жыл бұрын
Thank You and Love You for your valuable and Encourageable compliments ❤️❤️🙏🙏 God bless you ❤️❤️
@nikitadongri2531
@nikitadongri2531 Жыл бұрын
Amen🙏
@Santoshkumarsuna92
@Santoshkumarsuna92 Жыл бұрын
@@nikitadongri2531 praise the lord 🙏🏻💐🌹💐
@simiyadalabehera
@simiyadalabehera 2 жыл бұрын
Praise the lord sir... Nice song ♥️♥️👍👍
@PRASADLIMAMUSIC
@PRASADLIMAMUSIC 2 жыл бұрын
Thank You So So much dear brother Simiya ❤️❤️❤️🙏🙏🙏 Behalf of our whole Team 💕💕 God bless you
@nirojnanda4497
@nirojnanda4497 2 жыл бұрын
Praise the Lord prasad Lima sir..i am listening all your lyrics song and all lyrics are heart touching song.... May God bless you and your team..
@sushilnayak806
@sushilnayak806 2 жыл бұрын
Praise the Lord, ବହୁତ ସୁନ୍ଦର ଗୀତ
@PRASADLIMAMUSIC
@PRASADLIMAMUSIC 2 жыл бұрын
Hallelujah ❤️❤️🙏🙏 Thank You So So much dear brother Sushil.....💕💕 God bless you
@jikhariyanayak7072
@jikhariyanayak7072 2 жыл бұрын
Praise the LORD All glory to God So wonderful
@PRASADLIMAMUSIC
@PRASADLIMAMUSIC 2 жыл бұрын
Jikhariya brother......❤️❤️❤️ Very happy with your beautiful and blessingfull compliments 🙏🙏 May God bless you also ❤️❤️
@sumanthosabar1154
@sumanthosabar1154 2 жыл бұрын
Praise the Lord Jisus
@jackraaj2769
@jackraaj2769 2 жыл бұрын
Ll
@LTmusicSOURAVIDEO
@LTmusicSOURAVIDEO 2 жыл бұрын
Praise the lord 🙏🙏🙏🙏🙏🙏 Nice song 👍
@thomaspradhan.7404
@thomaspradhan.7404 2 жыл бұрын
ବହୁତ ସୁନ୍ଦର ଗୀତଟିଏ । Praise the lord . God bless them always
@PRASADLIMAMUSIC
@PRASADLIMAMUSIC 2 жыл бұрын
THOMAS brother ❤️❤️🙏 🙏 Thank You and May the almighty God be glorified through your beautiful and valuable Compliments 👏👏
@gaganmuraliofficial7596
@gaganmuraliofficial7596 Ай бұрын
Prabhu ae song madhayame aneka Haji jaithiba atma nku pherai anithibe thank you God ...thank u Prasad sir for this beautiful video song lyrics ohhhhhh mo hrudayaku sparsa karichi
@jishayakanhar7592
@jishayakanhar7592 2 жыл бұрын
Beautiful Lyrics and Music along with song Praise the Lord 🙏🙏
@PRASADLIMAMUSIC
@PRASADLIMAMUSIC 2 жыл бұрын
Jishaya ଆଜ୍ଞା ନମସ୍କାର 🙏🙏❤️❤️ ପ୍ରଭୁଙ୍କ ପବିତ୍ର ନାମର ଧନ୍ୟବାଦ ହେଉ ଏବଂ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁଛୁ....🙏🙏 ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ
@liveworshipmusic99
@liveworshipmusic99 2 жыл бұрын
Superb song.... May god bless you n ur entire team..... Specially thanks to Human Sagar ❤️❤️❤️❤️
@PRASADLIMAMUSIC
@PRASADLIMAMUSIC 2 жыл бұрын
Brother Sandeep THANK YOU So much for your Appreciations ❤️❤️🙏🙏 Plz love US and Pray for US... May God bless you ❤️❤️🙏🙏
@andrewmallik1620
@andrewmallik1620 2 жыл бұрын
Praise the lord times God bless you all ✝️✝️ so beautiful song and music video
@PRASADLIMAMUSIC
@PRASADLIMAMUSIC 2 жыл бұрын
Glory to God Andrew Sir ❤️❤️❤️ Thank God and thank you for your valuable time for praying and blessing US..... 🙏🙏❤️❤️ ପ୍ରଭୁଙ୍କ ପବିତ୍ର ନାମର ଧନ୍ୟବାଦ ହେଉ ଏବଂ ଆପଣଙ୍କୁ ପ୍ରଭୁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁଛୁ....🙏🙏 ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ
@kayenhembram4993
@kayenhembram4993 2 жыл бұрын
ବହୁତ ଭଲ ହୋଇଛି । Praise the lord Jesus.
@PRASADLIMAMUSIC
@PRASADLIMAMUSIC 2 жыл бұрын
ପ୍ରାର୍ଥନା କରନ୍ତୁ ଭାଈ ପ୍ରଭୁଙ୍କର ଗିତ ଯେପରି କୋଣ ଅନୁକୋଣ ପହଞ୍ଚି ପାରିବ...... ବହୁତ ବହୁତ ଧନ୍ୟବାଦ୍ ❤️❤️❤️
@stpforglorytogod921
@stpforglorytogod921 2 жыл бұрын
Wow What a wonderful Song .. Lyrics ✍️✍️,music 🎶🎵,Singing, Video editing all is also fantastic and ❤️ Really heart touching ,This Jesus Christ song,,Praise the lord name of in the Jesus Christ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@PRASADLIMAMUSIC
@PRASADLIMAMUSIC 2 жыл бұрын
Praise God and Glory to God dear brother ❤️❤️❤️ Thank God and thank you for your valuable time for praying and blessing US..... 🙏🙏❤️❤️ ପ୍ରଭୁଙ୍କ ପବିତ୍ର ନାମର ଧନ୍ୟବାଦ ହେଉ ଏବଂ ଆପଣଙ୍କୁ ପ୍ରଭୁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁଛୁ....🙏🙏 ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ
@mosestakri6234
@mosestakri6234 2 жыл бұрын
A wonderful song with nice lyrics ,awesome story, praise God for this wonderful song ,human sagor is the best singer of all time .
@PRASADLIMAMUSIC
@PRASADLIMAMUSIC 2 жыл бұрын
Hallelujah ❤️❤️❤️ Moses brother..… All GLORY to God and thank you so so much behalf of our whole Team 🙏🙏
@pintujalwacreation5552
@pintujalwacreation5552 2 жыл бұрын
Hallelujah. Nice song sir
@shramikpatamajhi8535
@shramikpatamajhi8535 2 жыл бұрын
So beautiful lyrics and music Sir 👍👍👍👍👍👍👍👍 Glory to God 🙏🙏🙏🙏🙏 Amen 🙏🙏🙏 Amen Amen
@PRASADLIMAMUSIC
@PRASADLIMAMUSIC 2 жыл бұрын
Thank You So So much ❤️❤️ dear brother Sharmik.... It's all your love and affection for US and for the GLORY of the Lord ❤️❤️🙏🙏 May God bless you ❤️
@abhiramdigal5680
@abhiramdigal5680 2 жыл бұрын
ହୃଦୟସ୍ପର୍ଶୀ ଗୀତ.. ପ୍ରଭୂଙ୍କର ପ୍ରଶଂସା ହେଉ ଆମେନ 🙏👌🌹👍
@PRASADLIMAMUSIC
@PRASADLIMAMUSIC 2 жыл бұрын
Abhiram bhai ❤️❤️🙏🙏 God bless you and thank You
@rasmipriyadarsany8481
@rasmipriyadarsany8481 2 жыл бұрын
Preis the Lord.... Very nice song👌👌👌
@PRASADLIMAMUSIC
@PRASADLIMAMUSIC 2 жыл бұрын
Our HEARTLY THANKS and Appreciation to you dear Rashmi 👏👏🙏🙏 Thank You So So much and May God bless you abundantly ❤️❤️
@deepakpadala4294
@deepakpadala4294 2 жыл бұрын
Praise the Lord, heart touching song.
@PRASADLIMAMUSIC
@PRASADLIMAMUSIC 2 жыл бұрын
Thank You So So much dear brother Deepak ❤️❤️❤️ God bless you
@Ricky-oz3di
@Ricky-oz3di 2 жыл бұрын
`` Famous words, that hold a lots of truth, and that are easily applied to so many situations. Our relationship with God, Our relationship with people. Amen 🙏🏻
@PRASADLIMAMUSIC
@PRASADLIMAMUSIC 2 жыл бұрын
ALL GLORY to God ❤️❤️❤️❤️ and thank You So So much dear Ricky babu...... May God bless you for your dedication and spiritual life 👍👍
@hosayamandalofficial4110
@hosayamandalofficial4110 2 жыл бұрын
Very heart touching song 👌👌👌
@PRASADLIMAMUSIC
@PRASADLIMAMUSIC 2 жыл бұрын
Thank You So So much dear brother ❤️❤️ God bless you
@maheshpani7630
@maheshpani7630 2 жыл бұрын
Magical voice, beautiful lyrics, composition and music arrangement of this song is really soulful and soothing, many congratulations to the maker and entire team Best wishes
@PRASADLIMAMUSIC
@PRASADLIMAMUSIC 2 жыл бұрын
Thanks a million dear brother Mahesh❤️❤️🙏🙏 behalf of our whole Team...... May God bless you and your family aboundently ❤️❤️
@artistpradeep6117
@artistpradeep6117 2 жыл бұрын
ମତେ ସୁଜଗ ଦେଇ ଥିବାରୁ ବହୁତ ଭଲ ଲାଗିଲା,,,,,,ମୋ ହୃଦୟ ତୁମମାନଙ୍କୁ ଧନ୍ୟବାଦ୍ ଜଣାଉଛୁ,,,,,,!!!!
@PRASADLIMAMUSIC
@PRASADLIMAMUSIC 2 жыл бұрын
Pradeep ଭାଈ ଆପଣଙ୍କ ବହୁମୂଲ୍ୟ ଅବଦାନ ଏବଂ ପ୍ରଭୁଙ୍କ ପ୍ରତି ପ୍ରେମ ପାଇଁ ପ୍ରଭୁ ଆପଣଙ୍କୁ ଅଶେଷ ଅଶେଷ ଆଶିର୍ବାଦ କରନ୍ତୁ ❤️❤️🙏🙏
@pramodguru4108
@pramodguru4108 2 жыл бұрын
Wonderful concept. Really it's touched my heart. The lyrics, Music, voice and performance are very excellent. Mind blowing. God bless you Dear Prasad and the whole team.
@PRASADLIMAMUSIC
@PRASADLIMAMUSIC 2 жыл бұрын
Thank You So So much My dear Bhaina ❤️❤️🙏🙏 I am blessed always whenever I need your valuable love and blessings......🙏🙏
@anukasabar6213
@anukasabar6213 2 жыл бұрын
What a beautifull song sir really meaning full song. you won my heart.. God blee you sir..
@PRASADLIMAMUSIC
@PRASADLIMAMUSIC 2 жыл бұрын
Glory to God Anuka brother ❤️❤️❤️ Thank God and thank you..... 🙏🙏❤️❤️ ପ୍ରଭୁଙ୍କ ପବିତ୍ର ନାମର ଧନ୍ୟବାଦ ହେଉ ଏବଂ ଆପଣଙ୍କୁ ପ୍ରଭୁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁଛୁ....🙏🙏 ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ
@narendrasagarofficial
@narendrasagarofficial 2 жыл бұрын
🙏✝️Praise the lord 🙏✝️ Bahut sundara gita ,lekha b mana chhuan prabhu apanamanku ahuri Bless karantu tanka pain agoku emiti gita karantu ✝️🙏🙏💗💗👍👍
@albertpradhan8675
@albertpradhan8675 2 жыл бұрын
I listening every day this wonderful song...really god is almighty...amen 💝💝
@PRASADLIMAMUSIC
@PRASADLIMAMUSIC 2 жыл бұрын
Albert sir ❤️❤️🙏🙏 It's a blessing for US and a Big Compliments for All of US 👏👏👏
@PRASADLIMAMUSIC
@PRASADLIMAMUSIC 2 жыл бұрын
ସଦା ପ୍ରଭୁଙ୍କ ପବିତ୍ର ନାମର ଧନ୍ୟବାଦ ହେଉ..... ଆପଣ ମାନେ ଏହି ଗୀତକୁ ଭଲ ପାଇ ଏହି ଗୀତ ମାଧ୍ୟମରେ ହୃଦୟର ସହିତ ଜୀବିତ ପରମେଶ୍ବରଙ୍କ ଗୌରବ ସମ୍ଭ୍ରମ କରୁଥିବାରୁ ମୁଁ ଏବଂ ଆମର ସମସ୍ତ Team ଆପଣ ମାନଙ୍କ ଠାରେ ଚୀର କୃତଜ୍ଞ ଅଟୁ .......🙏🙏🙏🙏 ଆମ୍ଭମାନଙ୍କ ମାନ ସମ୍ମାନ ପ୍ରଭୁଙ୍କ ଚରଣ ତଳେ ଦଲିତ ହେଉ ଏବଂ କେବଳ ପ୍ରଭୁଙ୍କ ଗୌରବ ମହିମା ହେଉ ( ଆମେନ୍) ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ❤️❤️🙏🙏
@pilatrupamajhi53
@pilatrupamajhi53 2 жыл бұрын
Beautiful composition song and lyrics.... God bless you all the team with family..... Praise God..,👌👌👌
@PRASADLIMAMUSIC
@PRASADLIMAMUSIC 2 жыл бұрын
Glory to God Pilata ଆଜ୍ଞା ❤️❤️❤️ Thank God and thank you..... 🙏🙏❤️❤️ ପ୍ରଭୁଙ୍କ ପବିତ୍ର ନାମର ଧନ୍ୟବାଦ ହେଉ ଏବଂ ଆପଣଙ୍କୁ ପ୍ରଭୁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁଛୁ....🙏🙏 ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ
@bikramtakriofficial6845
@bikramtakriofficial6845 2 жыл бұрын
God bless you sir
@seliasirka
@seliasirka 2 жыл бұрын
Lyrics ❤️❤️❤️👍👍👍❤️❤️❤️❤️❤️❤️ ...... Praise the Lord Music composition 👍❤️❤️❤️❤️👍mst sir
@hemantjalofficial2488
@hemantjalofficial2488 Жыл бұрын
Bastabare Ambhamananka Prabhu mahan, Ati sunder bhabare apana testimony ku geeta madhyamare prakash kale, Prabhu apana lokara dukha dura karanti , Hallelujah hallelujah hallelujah hallelujah
@PRASADLIMAMUSIC
@PRASADLIMAMUSIC Жыл бұрын
ପ୍ରଭୂ ଯୀଶୁଙ୍କ ପବିତ୍ର ନାମ ନେଇ ନମସ୍କାର ଏବଂ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁ .... 👏👏 ପ୍ରଭୁଙ୍କ ଗୌରବ ଏଵଂ ତାଙ୍କ ସେବା ନିମନ୍ତେ ଗୋଟିଏ ହାତ ସହ ଦୁଇ ହାତ ମିଳି ମିଶି ପ୍ରଭୁଙ୍କ ସେବା ର କାରଣ ହେଉ....🙏🙏 ପ୍ରଭୁ ଆପଣଙ୍କ ମଙ୍ଗଳ କରନ୍ତୁ ..... 👍
@abrahamraulo1356
@abrahamraulo1356 2 жыл бұрын
Such a wonderful story 😍 with beautiful lyrics ❤️ and that performance is another level 👌👌👌 praise the lord 🤗
@PRASADLIMAMUSIC
@PRASADLIMAMUSIC 2 жыл бұрын
Abraham ଭାଈ....... Thank You So So much ❤️❤️🙏🙏 Feeling Happy and Proud and Blessed..... May God bless you aboundently ❤️❤️
@prasadsobhasundar7870
@prasadsobhasundar7870 2 жыл бұрын
👏👏❤️Mind blowing and excellent song 💜👏👏
@rupalikumarimali6495
@rupalikumarimali6495 2 жыл бұрын
Nice awesome lovely... So heart touching song & Video.... 😢😢😢
@songforjesuschristbrethren6615
@songforjesuschristbrethren6615 2 жыл бұрын
What a wonderful beautiful song for our saviour Jesus
@PRASADLIMAMUSIC
@PRASADLIMAMUSIC 2 жыл бұрын
Hallelujah ❤️❤️❤️ and Thank God and thank You for your valuable love and blessings....🙏🙏 May God bless you too
@smaranikananda8463
@smaranikananda8463 Жыл бұрын
Wooooowwwww..praise the lord......love this lyrics.......anugraha tumbha prachur....
@PRASADLIMAMUSIC
@PRASADLIMAMUSIC Жыл бұрын
ପ୍ରଭୁଙ୍କ ଗୌରବ ମହିମା ହେଉ 🙏🙏 ବହୁତ ବହୁତ ଧନ୍ୟବାଦ୍ ଜଣାଉଛୁ ପ୍ରିୟ ଭାଈ 🙏🙏❤️❤️ ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ
@Dinesh-fv4fh
@Dinesh-fv4fh 2 жыл бұрын
GLORY OF JESUS ✝️🙏✝️AMEN ✝️🙏✝️ HALEELUJAH ✝️🙏✝️🙏✝️🙏✝️
@sunitabidika2200
@sunitabidika2200 2 жыл бұрын
❤️❤️❤️ Outstandingly... Mind blowing praise the lord....💞💞💞💞🥳🥳🥳😍😍😍😍😍😍😍🙌🙌🙌🙌🙌God Bless all.....❤️❤️❤️❤️❤️❤️
@PRASADLIMAMUSIC
@PRASADLIMAMUSIC 2 жыл бұрын
Love you dear sister ❤️❤️❤️ God bless you and your family
@sishirlima9458
@sishirlima9458 2 жыл бұрын
Very beautifully composed....👏👏👏👏 So touching lyrics...😍😍😍😍😍 Outstanding performance by PRASAD Na Bhaujo 💕💕💕💕May GOD continue to use you more and more❤❤❤❤❤
@PRASADLIMAMUSIC
@PRASADLIMAMUSIC 2 жыл бұрын
Love you So So much always ❤️❤️ dear brother Sisir..... God bless you also for your every deeds 👍👍👍
@prasannakumarnayak2458
@prasannakumarnayak2458 2 жыл бұрын
Praise the Lord 🙏 very nice song GOD bless you 👍
@PRASADLIMAMUSIC
@PRASADLIMAMUSIC 2 жыл бұрын
Thank You dear Prasanna sir..... Heartly Thanks and gratitude to you ❤️❤️🙏🙏 Plz uphold Your Valuable Prayers and watch Our All videos God bless you ❤️❤️🙏🙏
@JISUMARANGMUSIC
@JISUMARANGMUSIC 2 жыл бұрын
Really very nice song👍👍👍🎵 ପ୍ରଭୁ ଯୀଶୁ ଙ୍କ ଗୌରବ ହେଉ✝✝✝ Praise the Lord🙏🙏🙏 God bless you with your family👪
@PRASADLIMAMUSIC
@PRASADLIMAMUSIC 2 жыл бұрын
Jisu Marang Music.... ଆପଣଙ୍କ ହୃଦୟ ସ୍ପର୍ଷୀ ଓ ବହୁମୂଲ୍ୟ ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁ......🙏🙏🙏 ପ୍ରଭୁଙ୍କ ଗୌରବ ମହିମା କରିବା କୌଣସି ସାଧାରଣ ବିଷୟ ନୁହେଁ କିନ୍ତୁ ଏହା କେବଳ ସମ୍ଭବ ପ୍ରଭୁଙ୍କର ଅନୁଗ୍ରହ ଏବଂ ଆପଣ ମାନଙ୍କ ପରି ପ୍ରେମିକ ଲୋକମାନଙ୍କ ସାହାଯ୍ୟ ଏବଂ ଭଲପାଇବା ..... Love you and Thank You So So much 🙏🙏
@krishudey7913
@krishudey7913 11 ай бұрын
Amen ପ୍ରଭୁ ଯୀଶୁ ଙ୍କ ଅନୁଗ୍ରହ ମୁଁ ନିଜେ ଦେଖିଛି
@Thisis_sanu
@Thisis_sanu 2 жыл бұрын
need to find some new words to express my feelings. no words. just wow 🔥 let god bless the whole crew ❤️
@PRASADLIMAMUSIC
@PRASADLIMAMUSIC 2 жыл бұрын
Hallelujah hallelujah hallelujah ❤️❤️❤️❤️❤️ May the almighty Lord Jesus Christ be glorified and bless you too for your beautiful and Loving heart.... Thank You So So much ❤️❤️
@pratapofficial2072
@pratapofficial2072 2 жыл бұрын
Outstanding performance Sir & story
@PRASADLIMAMUSIC
@PRASADLIMAMUSIC 2 жыл бұрын
Thanks a million dear brother Pratap ❤️❤️❤️❤️❤️ May God be glorified through your valuable feedback ❤️❤️
@mraazmachha9593
@mraazmachha9593 2 жыл бұрын
Praise the lord 🙏✝️
@PRASADLIMAMUSIC
@PRASADLIMAMUSIC 2 жыл бұрын
Hallelujah ❤️❤️🙏🙏 Thank You and God bless you ❤️❤️
@babujankumar3984
@babujankumar3984 2 жыл бұрын
And this song touching my heart 💓💖💖💞 love you Jesus and Love U human bro..❤️❤️❤️
@sikhapradhan9963
@sikhapradhan9963 2 жыл бұрын
Very nice song 🙏🙏🙏
@milannayak4680
@milannayak4680 10 ай бұрын
ଅତି ସୁନ୍ଦର ଗୀତଟି ଏବଂ acting କରିଥିବା ଭାଇ ଭାଉଜ ବହୁତ ଭଲ ଲାଗିଲା ପ୍ରଭୁ ଙ୍କ ଆଶ୍ରିବାଦ ଆପଣ ଙ୍କ ସଙ୍ଗେ ସଦା ସର୍ବଦା ରହୁ 👐
@prasadsobhasundar7870
@prasadsobhasundar7870 2 жыл бұрын
Very very heart ❤️ touch song 👌👌👌👌👌
@bijaysikha4118
@bijaysikha4118 2 жыл бұрын
Super song❤️❤️❤️ bhaina
@uditkuldeep6752
@uditkuldeep6752 2 жыл бұрын
Wow! What a beautiful song and the story. It made me emotional and took me back to ponder about my old life. What I was and where God has brought me today. Really God is so gracious to me. So heart touching song. Thanks to all team behind this song. Especially I thank Prasad sir.
@PRASADLIMAMUSIC
@PRASADLIMAMUSIC 2 жыл бұрын
Hallelujah hallelujah hallelujah ❤️❤️❤️ Dear Udit sir 🙏🙏 This video Song is Presented Our old Life without God's grace.... and peace, happiness and prosperity in this present Life with God's mighty Grace.... Thank You So So much for giving love to this song and gloryfing Our mighty God....❤️❤️🙏🙏
@nimual7689
@nimual7689 2 жыл бұрын
Horai thiba kamo pheri pailo Prabhu ku koti koti dhonyobad
@PRASADLIMAMUSIC
@PRASADLIMAMUSIC 2 жыл бұрын
ପ୍ରଭୁଙ୍କୁ କୋଟି କୋଟି ଧନ୍ୟବାଦ୍ 🙏🙏🙏🙏 ପ୍ରଭୁ ସମସ୍ତଙ୍କର ଜୀବନରେ ଆଶୀର୍ବାଦ ପ୍ରଦାନ କରନ୍ତୁ 👍👍👍👍👍
@papunkumar7104
@papunkumar7104 2 жыл бұрын
ବହୁତ ସୁନ୍ଦର ଗିତ ହୋଇଛି..💯👍
@PRASADLIMAMUSIC
@PRASADLIMAMUSIC 2 жыл бұрын
Papun ଭାଈ 👏👏👏👏👏 ପ୍ରଭୁଙ୍କର ମହାନ ନାମର ଧନ୍ୟବାଦ୍ ହେଉ ଏବଂ ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ ❤️❤️🙏🙏
@aditya80517
@aditya80517 2 жыл бұрын
It's really beautiful song sir ..... ❤️❤️ GOD BLESS YOU 🙏🏻
@PRASADLIMAMUSIC
@PRASADLIMAMUSIC 2 жыл бұрын
Thank You So So much dear brother ❤️❤️❤️🙏🙏🙏 God bless you
@Santoshkumarsuna92
@Santoshkumarsuna92 2 жыл бұрын
Hart tach song & video sir 🙏🏻🙏🏻🙏🏻 God bless you
@prabalkumar2211
@prabalkumar2211 2 жыл бұрын
Such a beautiful Song, Wanderful gifts us through the song.. Good bless you
@PRASADLIMAMUSIC
@PRASADLIMAMUSIC 2 жыл бұрын
Prabal ଭାଈ 🙏🙏❤️❤️ ପ୍ରଭୁଙ୍କ ପବିତ୍ର ନାମର ଧନ୍ୟବାଦ ହେଉ ଏବଂ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁଛୁ....🙏🙏 ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ
@rajeshkhan6182
@rajeshkhan6182 2 жыл бұрын
ବୋହୁତ ସୁନ୍ଦର୍ ଗୀତ ହେଇଛି ଏବଂ lyrics ପାଇଁ ଧନ୍ୟବାଦ
@PRASADLIMAMUSIC
@PRASADLIMAMUSIC 2 жыл бұрын
Rajesh brother ❤️❤️🙏🙏 Very glad to receive your valuable Compliments 👏👏
@sudhachito6911
@sudhachito6911 2 жыл бұрын
God bless you sir sobubele emiti sundar sundar gito pabhunko mahima nimane manaku sunauthao
@PRASADLIMAMUSIC
@PRASADLIMAMUSIC 2 жыл бұрын
ଆମ୍ଭମାନଙ୍କ ହୃହୟ ଭରା ପ୍ରେମ ଏବଂ ନମସ୍କାର ଜ୍ଞାପନ କରୁ ଆଜ୍ଞା 🙏🙏❤️❤️ ପ୍ରଭୁ ଯୀଶୁଙ୍କ ପବିତ୍ର ନାମ ନେଇ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁଛୁ 👏👏👏👏 ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ ❤️❤️❤️❤️
@alokm3163
@alokm3163 2 жыл бұрын
praise the Lord
@adityapattnaik8638
@adityapattnaik8638 2 жыл бұрын
Wow mind blowing superrrrrrrr fantastic song and singing sir God bless you
@PRASADLIMAMUSIC
@PRASADLIMAMUSIC 2 жыл бұрын
Aditya Bhai ❤️❤️❤️🙏🙏🙏 Thank You So So much behalf of our whole Team 🙏❤️🙏 May God bless you
@tusharkumar097
@tusharkumar097 2 жыл бұрын
Goosebumps Sir ❤️ Superb music with Heartthrob Concept ❤️❤️❤️❤️
@PRASADLIMAMUSIC
@PRASADLIMAMUSIC 2 жыл бұрын
Tushar Bhai ❤️❤️❤️ Really it's a Paisa wasuli bala So fentastic Compliments 🙏🙏 Thank You Sooooooooooooo much ❤️❤️
@lajarmajhi
@lajarmajhi 2 жыл бұрын
ବହୁତ ସୁନ୍ଦର ଗୀତ ଆମସମସ୍ତଙ୍କ ଭଲ ଲାଗୁଛି।
@PRASADLIMAMUSIC
@PRASADLIMAMUSIC 2 жыл бұрын
ବହୁତ ବହୁତ ଧନ୍ୟବାଦ ଲାଜର ଭାଈ 👏👏👏👏👏👏👏 ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ ❤️❤️
@linnapasupureddi5558
@linnapasupureddi5558 2 жыл бұрын
Congratulations ....I have no words to say about this song..what a song lyrics and act... really this is a very heart touching..... every day I'm watching minimum 10 Times... thank you for giving us this beautiful song
@PRASADLIMAMUSIC
@PRASADLIMAMUSIC 2 жыл бұрын
Dear Loving Lina Ji . . . . YOU have Praised and Glorified the Mighty name of JESUS through your blessfull Compliments . . . 👏👏👏👏👏👏👏👏👏👏👏👏👏 And WE Thank God..... for giving YOU a beautiful Heart .... and Thank You also for your valuable Love and Prayers support ❤️❤️🙏🙏 God bless you
@sameerkumar4878
@sameerkumar4878 2 жыл бұрын
@@PRASADLIMAMUSIC Sir please upload the karaoke tracks of all you songs. And please first of all upload this songs karaoke so that we can sing in church🙏🙏🙏👍👍❤️❤️❤️👍🙏🙏🙏
@songforjesuschristbrethren6615
@songforjesuschristbrethren6615 2 жыл бұрын
Praise the lord
@chandrapaul9466
@chandrapaul9466 2 жыл бұрын
Wow! Very nice one, go head brother Prasad and team for the GLORY OF GOD 💐💝👍👌🙌⛪️🙏🙏🙏
@PRASADLIMAMUSIC
@PRASADLIMAMUSIC 2 жыл бұрын
Thank You So So much dear ଆଜ୍ଞା.…. ଆପଣଙ୍କ ବହୁମୂଲ୍ୟ ମତାମତ ଆମ ପାଇଁ ଆଶିର୍ବାଦ ଅଟେ......🙏🙏🙏 ପ୍ରଭୁ ଆପଣଙ୍କୁ ମଧ୍ୟ ଆଶିର୍ବାଦ କରନ୍ତୁ 💕💕
@sanapradhan3299
@sanapradhan3299 2 жыл бұрын
Beautiful song
@parsuramsagariaofficial1408
@parsuramsagariaofficial1408 2 жыл бұрын
କେତେ କଷ୍ଟକର ସୂଟିଙ୍ଗ ହେଇଥିବ ଭାଇ ଦେଖିଲେ ଆଖିରୁ ଲୁହ ବୋହି ଗଲା 😭 Its very emotional story god bless you brother
@PRASADLIMAMUSIC
@PRASADLIMAMUSIC 2 жыл бұрын
Parsuram ଆଜ୍ଞା ନମସ୍କାର....🙏🙏🙏 ଆପଣଙ୍କ ବହୁମୂଲ୍ୟ ମତାମତ ରେ ପରମେଶ୍ବରଙ୍କ ଗୌରବ ସମ୍ଭ୍ରମ ହେଉ...... ଆମ୍ଭମାନଙ୍କୁ ଆଗକୁ ବଢ଼ିବାରେ ଏମିତି ଉତ୍ସାହିତ ଏବଂ ପ୍ରାର୍ଥନା କରନ୍ତୁ ❤️❤️ ଧନ୍ୟବାଦ୍
@kainadigalofficial4089
@kainadigalofficial4089 2 жыл бұрын
ସତରେ ପ୍ରସାଦ୍ ଭାଇ ତାଙ୍କ ଅନୁଗ୍ରହ ଆମପାଇଁ ପ୍ରଚୁର ହେଇଥିବାରୁ ଆମେ ଆଜି ବଞ୍ଚି ଅଛୁ। ବହୁତ ଭଲ ଲେଖା। ଏହି ପ୍ରକାର ଗୀତ ଆଜିର ସମାଜ ନିମନ୍ତେ ଦେଇଥିବାରୁ ବହୁତ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ଓ ଆପଣଙ୍କ ପରିବାରର ସମସ୍ତଙ୍କୁ ବହୁତ ବହୁତ ଆସିର୍ବାଦ କରନ୍ତୁ। ଆଗକୁ ଆଉ ଏପ୍ରକାର ଗୀତ ଦ୍ବାରା ପ୍ରଭୁଙ୍କର ପ୍ରେମକୁ ଘୋଷଣା କରନ୍ତୁ।
@PRASADLIMAMUSIC
@PRASADLIMAMUSIC 2 жыл бұрын
Kaina ଆଜ୍ଞା ନମସ୍କାର ❤️❤️🙏🙏 ଆପଣଙ୍କ ବହୁମୂଲ୍ୟ ଏବଂ ପ୍ରେମର ମତାମତ ପାଇଁ ଆମେ ଆପଣଙ୍କ ଠାରେ ଚୀର କୃତଜ୍ଞ ପ୍ରକୃତରେ ଅନେକ ଟଙ୍କା ଅପେକ୍ଷା ଆପଣଙ୍କ ସ୍ନେହ ଓ ଆଶିର୍ବାଦ ଆମ ପାଇଁ ବହୁମୂଲ୍ୟ ଅଟେ । ବହୁତ ବହୁତ ଧନ୍ୟବାଦ୍ ସହିତ ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 👏👏👏👏
@s.smith...7248
@s.smith...7248 2 жыл бұрын
So nice song ....❤️❤️❤️
@jesusisaliveodisha9938
@jesusisaliveodisha9938 2 жыл бұрын
Very Beautiful song❤❤❤....Heart touching.❤❤❤.. Mind blowing... Just superb...❤❤❤❤ Thank you Dear brother Prasad for the beautiful Gift❤❤❤❤... May God Continue to use you more and more 🙏❤❤❤❤
@PRASADLIMAMUSIC
@PRASADLIMAMUSIC 2 жыл бұрын
JESUS is Alive Odisha..….❤️❤️🙏🙏 We are thankful to you that you always uphold Your Valuable Prayers and supports for US and for the GLORY of the Lord.....🙏🙏 May God bless you too ❤️❤️
@issacmanasranjan7288
@issacmanasranjan7288 Жыл бұрын
#Prasad Sir and #Humane Bhai are a record-shattering duo. Tonnes of blessings to you both and all those involved for the glory of God.
@PRASADLIMAMUSIC
@PRASADLIMAMUSIC Жыл бұрын
Sooooooo Cutest Compliments 👏👏👏👏👏👏 ବହୁତ ବହୁତ ଧନ୍ୟବାଦ୍ ଜଣାଉଛୁ ପ୍ରିୟ ଭାଈ Isaac ...... 🙏🙏❤️❤️ ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ
@issacmanasranjan7288
@issacmanasranjan7288 Жыл бұрын
@@PRASADLIMAMUSIC ବିଶେଷ ଧନ୍ୟବାଦ୍ Sir
@raisingstarkroshan7553
@raisingstarkroshan7553 11 ай бұрын
Praise the lord bahut sundar gito thank you human sir
@PRASADLIMAMUSIC
@PRASADLIMAMUSIC 11 ай бұрын
Praise God and God bless you ❤️🙏
@taitas_pal
@taitas_pal 2 жыл бұрын
Heartfelt lyrics, amazing composition, beautifully sung, excellent videography and the most important thing is your Acting skill of ur own life story was mind-blowing ❤️❤️ May our Lord use you in a mighty way... Praise the Lord 🙏🙏
@PRASADLIMAMUSIC
@PRASADLIMAMUSIC 2 жыл бұрын
My brother Taitas......❤️❤️❤️❤️ First of all I am very very happy to hear your Glorious , beautiful and loving Compliments.......for which the almighty God JESUS CHRIST has been Glorified....🙏🙏 Thank You So So much.....may God bless you ❤️❤️ and Plz Call me
@rangetbhai4787
@rangetbhai4787 2 жыл бұрын
Super songs
@angelpari8800
@angelpari8800 2 жыл бұрын
Many many congratulations brother prasad for this beautiful and heart touching song. God bless you and your family....
@PRASADLIMAMUSIC
@PRASADLIMAMUSIC 2 жыл бұрын
Thank You So So much My dear Loving brother Suresh ❤️❤️❤️ it's all your Love and prayers support which I go forward......to the success ❤️❤️❤️ God bless you too
@FfbgDhhg-sw3uk
@FfbgDhhg-sw3uk Жыл бұрын
Bahut sundar geeta heart touching song amen
@PRASADLIMAMUSIC
@PRASADLIMAMUSIC Жыл бұрын
Thank You and God bless you ❤️❤️🙏🙏
@Bscnursing888
@Bscnursing888 7 ай бұрын
Praise in the name of God jesus ❤ , such a masterpiece ❤❤❤
@PRASADLIMAMUSIC
@PRASADLIMAMUSIC 7 ай бұрын
Blessed Compliments....🙏🙏 ହୃଦୟ ସହ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁ ଅଛୁ ..... 🙏 ପ୍ରଭୂ ଆପଣଙ୍କୁ ମଧ୍ୟ ବହୁଳ ଭାବରେ ଆଶିର୍ବାଦ କରନ୍ତୁ
@junashkumarganta7555
@junashkumarganta7555 2 жыл бұрын
"ଅନୁଗ୍ରହ ତୁମ ପ୍ରଚୁର" ....... Amen Amen & Amen ....... Sir really heart touching Song... Wonderful composition, lyrics & signing .... Amazing ..... Choreography and beautiful act......... Superb concept Sir.....( Wonderful life story) Junash Ganta
@PRASADLIMAMUSIC
@PRASADLIMAMUSIC 2 жыл бұрын
Thank You So So much dear Loving brother Junash ❤️❤️❤️ Plz uphold Your Valuable Prayers support for Our family and be blessed with our Loving heavenly Father always....👍👍❤️❤️
@jusmanbishoyi424
@jusmanbishoyi424 2 жыл бұрын
Moving and Soulful Congratulations God bless you Dear Bhai Prasad. This is the power of the sacrament of eucharist (ଦିବ୍ୟ ପ୍ରସାଦ ସଂସ୍କାର)you have received in life.
@PRASADLIMAMUSIC
@PRASADLIMAMUSIC 2 жыл бұрын
Jusman ଆଜ୍ଞା...... ପ୍ରଭୁଙ୍କ ପବିତ୍ର ନାମ ନେଇ ନମସ୍କାର ❤️❤️🙏🙏 ଆପଣଙ୍କ ଏତେ ସୁନ୍ଦର ପ୍ରଭୁଙ୍କୁ ଗୌରବ କରିବା ସହିତ ହୃହୟକୁ ଛୁଇଁ ଗଲା ଭଳି ମତାମତ ଦେଇ ଆମ୍ଭମାନଙ୍କୁ ପ୍ରେମ , ଶ୍ରଦ୍ଧା ଏବଂ ଭଲପାଇବା ଦେଇଥିବାରୁ ଅଶେଷ ଅଶେଷ ଧନ୍ୟବାଦ୍ 🙏🙏 ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 💕💕💕💕
@akshayamangaraj7947
@akshayamangaraj7947 2 жыл бұрын
Really blessed .... It's a beautiful song glory to God
@PRASADLIMAMUSIC
@PRASADLIMAMUSIC 2 жыл бұрын
Thank You So much dear brother Akshaya ❤️❤️❤️❤️ For your love and prayers support.....🙏🙏 May God bless you too ❤️❤️
@babujankumar3984
@babujankumar3984 2 жыл бұрын
Thanks 👍👍 human bhai hei gita gauthiba Kiss you 😘😘 prabhu tumaku sabu bele khusire rakhu..🙏🙏🙏au sabu bele emiti gai..Amen🙏🙏
@jididiyakaunri6676
@jididiyakaunri6676 2 жыл бұрын
Prabhu parameswe nka prasansa Hou Really bahut sunder Gita Heart touching song 🎵 ♥ thank you
@PRASADLIMAMUSIC
@PRASADLIMAMUSIC 2 жыл бұрын
Jididiya Bhai ❤️❤️ ବହୁତ ବହୁତ ଧନ୍ୟବାଦ୍......... ଆପଣଙ୍କ ବହୁମୂଲ୍ୟ ପ୍ରେମ ଏବଂ ମତାମତରେ ମନକୁ ଅନେକ ଅନେକ ଆନନ୍ଦ ଅନୁଭବ କରାଇଲେ ........ ପ୍ରଭୁ ଆପଣଙ୍କୁ ଆଶିର୍ବାଦ କରନ୍ତୁ ଧନ୍ୟବାଦ୍
大家都拉出了什么#小丑 #shorts
00:35
好人小丑
Рет қаралды 84 МЛН
Throwing Swords From My Blue Cybertruck
00:32
Mini Katana
Рет қаралды 11 МЛН
МЕБЕЛЬ ВЫДАСТ СОТРУДНИКАМ ПОЛИЦИИ ТАБЕЛЬНУЮ МЕБЕЛЬ
00:20
HE MORA MANA FULL DANCE VIDEO !!! HUMAN SAGAR !!! FIRST LOVE CREATION!!!
6:58
FIRST LOVE CREATION
Рет қаралды 1,2 МЛН
Bhala Lage Mate Jisu Nama
7:33
Human Sagar - Topic
Рет қаралды 43 М.
Jagan Mohan Nag | Audio Juke Box | Best Superhit  Odiya Devotional Christian  Song |
1:02:59
KEMITI HEBI MUN PARI RE NAURI || AMIT PANI || NEW CHRISTIAN SONG || STUDIO VERSION
7:35
大家都拉出了什么#小丑 #shorts
00:35
好人小丑
Рет қаралды 84 МЛН