No video

Mahapanchayat || ଆମ ଓଡିଶା ଚଳୁ କରିଥିଲେ ବିଜେଡି ନେତା || 21 July 2024 | Argus News

  Рет қаралды 87,781

Argus News

Argus News

Күн бұрын

Mahapanchayat || ମହାପଞ୍ଚାୟତ : ଆମ ଓଡିଶା ଚଳୁ କରିଥିଲେ ବିଜେଡି ନେତା || 21 July 2024 | Argus News
#ArgusNews #mahapanchayat #BJDScam #ArgusSpecial #Odisha
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argusnews.in
KZbin : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900

Пікірлер: 186
@sanjaykumarkar6564
@sanjaykumarkar6564 Ай бұрын
ନବୀନ ସହିତ ସମସ୍ତ ନେତା ଓ ଅଧିକାରୀ ମାନଙ୍କ ବିରୁଦ୍ଧରେ କେଶ୍ ଫାଇଲ କର
@Oddipakyt
@Oddipakyt Ай бұрын
Ok
@sukantaranjanswain8619
@sukantaranjanswain8619 Ай бұрын
ଅରଗସ୍ ନିଉଜ କୁ ମୋର ଅନୁରୋଧ କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ ର କେରିଲୋ ଗ୍ରାମ ପଞ୍ଚାୟତ ରେ ଏହୀ ପରି ଏକ କାର୍ଯ୍ୟକ୍ରମ କରିଲେ କେରିଲୋ ଗ୍ରାମ ପଞ୍ଚାୟତ ର ଲୋକ ମାନେ ବହୁତ ଖୁସି ହେବେ
@ajitdash7699
@ajitdash7699 Ай бұрын
ଆରେ ଭାଇ 5t ସ୍କୁଲରେ 5ଲକ୍ଷ ଖର୍ଚ୍ଚ କିନ୍ତୁ ବିଲ 65ଲକ୍ଷ ସବୁ je ଓ ନେତା ଖାଇ ଗଲେ
@tilottamamohanta8117
@tilottamamohanta8117 Ай бұрын
Bill heini pachara contracter ku
@sagarsangam2465
@sagarsangam2465 Ай бұрын
Mg jemiti school re lebar kama karuthilu sabu janichu
@Oddipakyt
@Oddipakyt Ай бұрын
Yes😮
@LekharamSahu-wz3he
@LekharamSahu-wz3he Ай бұрын
​@@sagarsangam2465😊p0❤aq
@LekharamSahu-wz3he
@LekharamSahu-wz3he Ай бұрын
​@@sagarsangam2465p00jagannath bhajan
@SatrughanNayak-qf1rt
@SatrughanNayak-qf1rt Ай бұрын
ନବୀନ ଓଡ଼ିଶା ମୋ ଓଡ଼ିଶା ନୁହଁ ନବୀନ ପ୍ୟାକେଟ ମୋ ପ୍ୟାକେଟ, ଓଡ଼ିଶାର ବିକାସ ନୁହଁ ଓଡ଼ିଶାର ମହା ବିନାଶ ହେଉଥିଲା ଚବିଶ ବର୍ଷ ରେ
@user-pd1pf1jn2k
@user-pd1pf1jn2k Ай бұрын
Se maghia 5t sachib sabu odisha ku khol karidele
@parsurampanda3540
@parsurampanda3540 Ай бұрын
ସବୁ ନବୀନା କାମ
@manoranjanpanda5536
@manoranjanpanda5536 Ай бұрын
ଏ ଵିଜେଡି ମିଛୁଆ ଡକାୟତ ଦଳ ପବିତ୍ର ଗୃହକୁ ପୂର୍ବରୁ ଅପମାନିତ କରିଛି, ଏଦଳକୁ ଵିଧାନସଭା ଗୃହରୁ ଵାଡେଇ ଵିତାଡିତ କର, ଏମାନେ ଗୃହକୁ ପ୍ରବେଶ କରିବାର ଯୋଗ୍ୟତା ନାହିଁ, ମିଛ, ଭ୍ରଷ୍ଟାଚାର ର ଦଳ, ଜୟ ଜଗନ୍ନାଥ,
@kanhapatel1432
@kanhapatel1432 Ай бұрын
ବଲାଙ୍ଗୀର ଜିଲ୍ଲା ର ପାଟଣାଗଡ ଅଞ୍ଚଳ ରେ ଏମିତି ବହୁତ୍ ଗୁଡାଏ ଫଳକ ଅଛି କିନ୍ତୁ କାମ ଆଦୌ ହୋଇ ନାହିଁ । 12:23
@nabakishoresahoo5712
@nabakishoresahoo5712 Ай бұрын
ବର୍ତମାନର ବିରୋଧୀ ଦଳ ନେତା ନବୀନ ପଟନାୟକ ହିସାବ ଦିଅନ୍ତୁ l ରାଜକୋଷ ହଡପ ଟଙ୍କା ତାଙ୍କ ଠାରୁ ଆଦାୟ ହେଉ l
@FAKIRJENA-du2zs
@FAKIRJENA-du2zs Ай бұрын
BJP ସରକାର BJD ଦଳ କୁ ଖୁବ ସେକ ଦେବ। ଅପେକ୍ଷା କରନ୍ତୁ।
@Birendranayak-i2i
@Birendranayak-i2i Ай бұрын
ପ୍ରତ୍ୟେକ ବର୍ଷ ର,,, କାମ ର ରିପୋର୍ଟ ରହି ଥିବ ନା,,, ଯାଞ୍ଚ ଜରୁରୀ ଅଟେ
@HemantBehera-ve7mu
@HemantBehera-ve7mu Ай бұрын
ନବୀନ ବାବୁ ଉତ୍ତର ରଖନ୍ତୁ ବିଧାନ ସଭାରେ ନିଜର ସ୍ବଚ୍ଛତା ପ୍ରମାଣ କରନ୍ତୁ
@tulsirammajhi3022
@tulsirammajhi3022 Ай бұрын
ବିଧାନ ସଭାରେ ନବୀନ ପଟ୍ଟନାୟକଙ୍କୁ ଜବାବ ମଗାଯାଉ ।
@user-ne2zz2vj8q
@user-ne2zz2vj8q Ай бұрын
A heuchi BJD ra micha jujana
@user-fy7pu8ec4v
@user-fy7pu8ec4v Ай бұрын
ନବୀନ ପଟନାୟିକ କୁ ନେଇକି ଯାଅ ସେ ଅଂଦ୍ଧ ଧୃତରାଷ୍ଟ କୁ ଦେଖା ସେ ମୂର୍ଖ ମନ୍ତ୍ରୀ ନା ଆଉ କଣ ଥିଲା. ସେ ଶଳାର ପାଣ୍ଡୁ ଆଉ ମଦ ପ୍ରେମ ଥିଲା. ସେ ଆଉ ମଲା ପର୍ଯ୍ୟନ୍ତ ମନ୍ତ୍ରୀ ହେଇ ପାରିବନି. ଜନତା ସବୁ ଜାଣି ସାରିଲେଣି ନବୀନ ଗୋଟେ ଅପାରଗ ସେ ଗୋଟେ ଡକାୟତ. ଜୟ ଜଗନ୍ନାଥ. ଜୟ ଶ୍ରୀରାମ.
@laxmidharapanda6086
@laxmidharapanda6086 Ай бұрын
ନବୀନା ନିଜେତ ଅସ୍ୱଚ୍ଛ ତା ନାମରେ ହୋଇଥିବା ନବୀନ ଓଡ଼ିଶା ସ୍ଵଛ ହେବ କିପରି ? ଟାଉଟର ଗୁଡ଼ା ଓଡ଼ିଶା ରାଜକୋଷ କୁ ସମ୍ପୂର୍ଣ ଲୁଟି ଖାଇଗଲେ !ଅସଲ ଚୋର ହେଉଛି ନବୀନ ପଟନାୟକ !
@HemantBehera-ve7mu
@HemantBehera-ve7mu Ай бұрын
ଏଟା ନିର୍ବାଚନ ଖର୍ଚ୍ଚ ଦିଆଯାଇଥିଲା
@RabindrachandraSahu
@RabindrachandraSahu Ай бұрын
ଶୀର୍ଷକ 100% ଠିକ
@subratkumarsahoo4029
@subratkumarsahoo4029 Ай бұрын
All odisha re ଲୁଟି Deledelee😢😢 BJD DALA CHORA NO 1
@sureshkumarmallick2596
@sureshkumarmallick2596 Ай бұрын
Bjd ଦଳର ସମସ୍ତ ନେତା ମନ୍ତ୍ରୀ ଅଫିସର ମାନେ ଓଡ଼ିଶାର ଧନ ସମ୍ପତି ଲୁଟି... ବହୁତ ଅଏସ କରିଛନ୍ତି, ମଜା କରିଛନ୍ତି, ଏବେ ସମୟ ଅଡିଗଲା ଭୋଗିବାର, ମଜା ପରେ ସଜା
@srinibaspal6574
@srinibaspal6574 Ай бұрын
BJD ସରକାର ରେ କୌଣସି ନିର୍ବାଚିତ ପ୍ରତିନିଧି ମାନଂକ ର କଥା କେହି ଶୁଣୁ ନ ଥିଲେ l କେବଳ ପ୍ରହସନ ଆଉ ଅଫିସର୍ ରାଜ୍ ଚାଲି ଥିଲା ତେଣୁ ତଦନ୍ତ ହେବା ଜରୁରୀ l
@laxminarayanpanda1427
@laxminarayanpanda1427 Ай бұрын
Bhanjanagar ରେ ମଧ୍ୟ ଏଭଳି ଫଳକ ଲଗାଇ ଅର୍ଥ ଲୁଟ୍ ହୋଇଛି। ମୋ ଦୃଷ୍ଟି କୁ ଆସିଥିବା ଏକ ଦୃଷ୍ଟାନ୍ତ ହେଉଛି ଭଞ୍ଜନଗର ନିକଟ ମୁଜଗଡ ନିକଟ ବେଡିଗୋବା ହନୁମାନ ମନ୍ଦିର ରେ ଏହି ଭଳି ଫଳକ ଏକ ବର୍ଷ ତଳେ ଲାଗିଛି ଏବଂ କାମ ହୋଇନାହିଁ।
@PANCHANANNATH-p8q
@PANCHANANNATH-p8q Ай бұрын
ନବୀନ ବାବୁ ଏଥିରୁ ମୁକ୍ତ ପାଇଁ ଦଳୀୟ କମିଟି ଗଠନ କରି ତଦନ୍ତ ପୂର୍ବକ ଉପସ୍ଥାପନା କରି ସୂଚ୍ଛତାର ପ୍ରମାଣ ଆବଶ୍ୟକ
@dayanidhl1067
@dayanidhl1067 Ай бұрын
ସବୁ ଟଙ୍କା ଅଭିଯୁକ୍ତ ମାନଙ୍କ ଠାରୁ ଭରଣା କରାଯାଉ
@mami6057
@mami6057 Ай бұрын
Strictly investigation and action should be taken...
@nishitapriyadarsiniswain3337
@nishitapriyadarsiniswain3337 Ай бұрын
ଆମ ଗାରେ ଫଳକ ଲାଗି ରାସ୍ତା କାମ ହୋଇନାହିଁ ଦୟାକରି ଅରଗସ ନିୟୁଜ କିଛି ସମାଧାନ କରନ୍ତୁ
@parsurampanda3540
@parsurampanda3540 Ай бұрын
ଖାଇଗଲେ, କେମିତି ସେହି ଚୋରମାନଙ୍କୁ ଧରିବେ
@bulujena7080
@bulujena7080 Ай бұрын
Ama.odisha.bala.odissha
@subrataran
@subrataran Ай бұрын
Nabina is great busines men odia hele mendha
@biramhembram2124
@biramhembram2124 Ай бұрын
ସାରା ଓଡିଶାର ବିଜେଡି ଦଳ ଚୁଦିହେଉଥିବା ସମସ୍ତ ଚରଶଳା ଦେଖ କଣକରୁଥିଲ
@lokanathjena1868
@lokanathjena1868 Ай бұрын
ଯେମିତି କର୍ମ କୁ ସେମିତି ଫଳ ପାଇଲେ ।
@JogeswarMajhi-lt7hj
@JogeswarMajhi-lt7hj Ай бұрын
ଓଡ଼ିଶା ରେ ବିଜେଡ଼ି ଯେତେ ଖାଉ କି ଧ୍ଵଂସ କରୁ କ୍ରୀତଦାସ ପ୍ରଥା ପୁଣି ମୁଣ୍ଡ ଟେକିଛି,,ଓଡ଼ିଆ ମାନେ ବିଜେଡ଼ି ପାଇଁ ଝୁରୁ ଛନ୍ତି
@ranjayarout4523
@ranjayarout4523 Ай бұрын
Jay Shree Ram Jay Shree Ram Jay Shree jagannath ok thanks
@soubhagyarout7991
@soubhagyarout7991 23 күн бұрын
ଧର୍ମଶାଳା ବ୍ଲକ ବିଜେଡି ସଭାପତି ଜଳଧର ମହାନ୍ତି ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହେଉ l
@bhagabansahu3420
@bhagabansahu3420 Ай бұрын
ଲୋକଙ୍କୁ ପଚାରିଲେ ହବ, ବୁଝିବାର ଅଛି, କେବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ପଚାରିଲେ ହେବ
@kamallochannayak9660
@kamallochannayak9660 Ай бұрын
CM Action Should Taken Against BJD .
@JitendraKumarNayak-ov2gl
@JitendraKumarNayak-ov2gl Ай бұрын
କାମ ହେଇଚି
@ajaysamal1195
@ajaysamal1195 Ай бұрын
Right
@Pradhan-kf6jv123
@Pradhan-kf6jv123 Ай бұрын
💯💯💯💯👃👃🙏🙏 good
@user-pf6sv9pd1f
@user-pf6sv9pd1f 17 күн бұрын
Navin =Rahul.
@SikhaSethi
@SikhaSethi 24 күн бұрын
🙏🙏👍👍👍
@sudeepms143
@sudeepms143 8 күн бұрын
5t ଅର୍ଥ ବୁଝି ନାହାଁନ୍ତି କି ? 5t ଅର୍ଥ - ପାଞ୍ଚ ପ୍ରକାର ଟାଉଟରୀ । ୧ମ ଟାଉଟର - ଶିକ୍ଷା ୨ୟ ଟାଉଟର - ସ୍ବାସ୍ଥ୍ୟ ୩ୟ ଟାଉଟର - ଗମନାଗମନ,ପରିବହନ ୪ର୍ଥ ଟାଉଟର - ପରିମଳ ୫ମ ଟାଉଟର - ଜଳ ୟଯୋଗାଣ
@KcsahuOdishaculture
@KcsahuOdishaculture Ай бұрын
argus news ଯେଉଁ ଭଳି ଏଇ ଖବର ପ୍ରସାରଣ କଲ ରାଜ୍ୟପାଳ ପୁଅ ଉପରେ ଏଇ ଭଳିଆ ରୋକ ଠୋକ ନାହିଁ କଣ ବିଜେପି ପଦ ଚାଟା କୁକୁର argus news
@shrutiraj2035
@shrutiraj2035 Ай бұрын
Bala argus
@Divyaqueenvlog10
@Divyaqueenvlog10 Ай бұрын
investication is very need
@kaliabehera4956
@kaliabehera4956 28 күн бұрын
BJD ସରକାର ଆଗ୍ରହଥିଲା ନିଜ ପକେଟ୍ ଗରମ କରିବାକୁ ଜନତାଙ୍କ ଦୁଃଖ ବୁଝିବା ପାଇଁ ନୁହଁ
@kaliabehera4956
@kaliabehera4956 28 күн бұрын
ଭାଇ ଆମ ଗାଁରେ ମୁଁ ଦେଖିଛି BJD ସରପଞ୍ଚ ଲେବର ମାନକୁ ମାଟି ସୁଗୁଡ଼ା ଧରେଇ କି ଫୋଟ ଉଠେଇ ବିଲ୍ ପାସ୍ କରିକି କାନ୍ଥରେ ଲେଖିଦିଅନ୍ତି ରୋଟ୍ କାମରେ 3ରୁ 4 ଲକ୍ଷ୍ୟ ଖର୍ଚ୍ଚ ହେଇଛି
@ShubhamKumarPradhan-p6m
@ShubhamKumarPradhan-p6m Ай бұрын
Argus team request Kandhamal entry karantu sir and daringabadi bi visit karantu sir please
@rabindramajhi9566
@rabindramajhi9566 Ай бұрын
Magiha Nabin au taro BJD kukura mane Odisha ku looty chhanti...,
@FudanHandah
@FudanHandah 13 күн бұрын
Agyan.Arguse.Newsku.AmantrankukaruchhuDoyakari.AmaMayuraBhanjara.SarasakanaBlockraPratek.G.p.ra.PordafashkaribapainAnurodjayjaganath❤❤
@narayandalai8414
@narayandalai8414 25 күн бұрын
ନବୀନ ଓଡିଶା ମାନେ ଏହି ଓଡିଶା ନବୀନ ଙ୍କ ର?
@ranjankumargouda6869
@ranjankumargouda6869 Ай бұрын
Ama Orissa ku jagannath banchei dele sir
@user-vk3ti7uq4b
@user-vk3ti7uq4b 12 күн бұрын
ସବୁ କମଳ ସାରା ବାଳ BJP କେତେ ବାଛିବ।
@nareshpattnaik2454
@nareshpattnaik2454 Ай бұрын
ବିଜେଡି ଦଳର ଦଳପତି ନବୀନ ଦେଖି ପରୁଚ ତୁମ ଦଳ ହାରିବା ମୂଳ କାରଣ ଗୁଡ଼ିଏ ଚୋର ଓ କ୍ରୀତଦାସ ଙ୍କୁ ନେଇନିଜକୁ ଈଶ୍ୱର ଙ୍କ ଠୁ ନିଜକୁ ଭାବ ଏକନୁହେ୨୪ବର୍ଷ ବିଜୁବାବୁ ଙ୍କ ପୁଅ ଛେଉଣ୍ଡ ହିସାବରେ ଭୋଟଦେଇ ଓଡ଼ିଶାକୁ କୁଟିବାକୁ ଅଣ ଓଡିଆ ମାନଙ୍କୁଧରି ଓଡ଼ିସର୍ଖାନି ଖଦାନ ଲୁଟି କେତେ ଯେ ପ୍ରେମ ନଗର ବଙ୍ଗଳା କରି ମନୋ ରଞ୍ଜନ କରୁଥଇଲେ ତା ଜାଣି ବିଚୁପ୍ କୋଉ ମନ୍ତ୍ରୀ ଗୋଟିଏ କୁହସେ ଓଡ଼ିଆ ଲୋକ ଓ ଓଡ଼ିଶା ମା ସହବେଇମନି ନ କରିଛନ୍ତି?ଗୋଟେ ମନ୍ତ୍ରୀଙ୍କୁ ହତ୍ୟା କରାଗଲା କାହିଁ କଣ ନବୀନ ଙ୍କ ଗୋଟେ କଥା ଆଇନ ତା ବାଟରେ ପ୍ରଥମ ଅଧିବେଶନକୁ ଲୋକ ପ୍ରୀୟମୁକ୍ଷ ମନ୍ତ୍ରିଯାଇ ନିଜେ ବିଧାନ ସଭା କିପରି ସୁଚାରୁ ରୂପେ ଚାଲିବ ଜଣାଇଲେ କଣ ହେଲା ବିଧାନ ସଭା କୁ ଭଣ୍ଡୁର କଲ ଆସୁଚି ପଞ୍ଚାୟତ ଭଲରେ ଶିକ୍ଷା ପାଇବା ଅପେକ୍ଷା କାରା
@gajendrasethi8795
@gajendrasethi8795 Ай бұрын
Ghotalare ନବୀନ ବାବୁ ସମସ୍ତଂକ ଠାରୁ ବଳିଗଲେ
@akpanda833
@akpanda833 Ай бұрын
Why present Govt not investigating? Who ever paid money should go to jail .
@sanjuktamohanty5421
@sanjuktamohanty5421 Ай бұрын
Please enquire
@user-rt7ic2xi5b
@user-rt7ic2xi5b Ай бұрын
Chhaya Sarkar ku Pacharantu
@soumyajitpradhan8042
@soumyajitpradhan8042 Ай бұрын
ଚିଟ୍ ଫଣ୍ଡ ଟଙ୍କା ଫେରସ୍ତ କରନ୍ତୁ BJP ସରକାର । ଯାହା ପ୍ରତିଶ୍ରୁତି ଦେଇଥିଲେ।
@user-kb6wr3bk5j
@user-kb6wr3bk5j Ай бұрын
Bjp ra Ed Cbi orgas news
@user-mq7qs1jz7r
@user-mq7qs1jz7r Ай бұрын
ଭାଇ ରଘୁବର ଦାସ ର ପୁଅ କୁ କେବେ ଆରେଷ୍ଟ କରାଯିବ ତମ ଚେନାଲ ଜାଣିପାରୁନି କି
@SADANANDADEBATA
@SADANANDADEBATA Ай бұрын
Angul. Kanihare. Bahut. Durniti. Hoichi. Tadanta. Kar.
@nareshpattnaik2454
@nareshpattnaik2454 Ай бұрын
ମାନସ ଏଟା ଚୋର ୧ନମ୍ୱର୍ ବେଈ ମାନ ବିଜେଡ଼ି ଚୁଚୁ ମା
@santoshsenapati2884
@santoshsenapati2884 Ай бұрын
ନିର୍ବାଚନ ସମୟରେ ଟଙ୍କା ବାଣ୍ଟି ବା ପାଇଁ ଯୋଜନା ହୋଇଥିଲା ।
@kalyanpanda5885
@kalyanpanda5885 Ай бұрын
ସାରା ରାଜ୍ୟ ଲୁଟ ହେଇଚି ପାଣ୍ଡୁ ଦ୍ୱାରା
@laxmansahoo4681
@laxmansahoo4681 Ай бұрын
ଚୋର କହୁଛନ୍ତି ଆମେ ଚୋର ଧରିବୁ,
@kulamanijena-zd1cr
@kulamanijena-zd1cr Ай бұрын
Ama odisha nabin odisha should CBI inquery.
@dibyanandadhal5258
@dibyanandadhal5258 Ай бұрын
ସାଧାରଣ ଲୋକ ପଇସା ଯିଏ ଖାଇଛି ମହାଗହି କୁ ପିଟ
@alokkumarbehera3945
@alokkumarbehera3945 11 күн бұрын
BJD Neta Nka Vikas 24 Years
@dibyanandadhal5258
@dibyanandadhal5258 Ай бұрын
ବାଳ
@user-tt3gm6jr7d
@user-tt3gm6jr7d 20 сағат бұрын
Every district of corruption in temple colour, rehabilitation. Manarega huge corruption, and plantation work ethic so much corruption, in Jagatsinghpur district so many as unexpected, to be enquired.
@DevDash-em2bf
@DevDash-em2bf Ай бұрын
No 1 tautar BJD
@ajitkumarkujur7356
@ajitkumarkujur7356 24 күн бұрын
Naveen Patnaik Rs.20000000000000 USD kebe return kariba odisha public ku
@mansinghchatar8034
@mansinghchatar8034 Ай бұрын
ହେ ଭାଇ ସତ କହିଲେ ନେତା ମାନେ ମାନଂକର ଗାଣ୍ଡୀ ଫାଟୁଚୀ
@SadhubrundabanaDasSadhubrundab
@SadhubrundabanaDasSadhubrundab 18 күн бұрын
Argus news menhasal durniti ku tikie dekhantu s m j
@prasantajena5782
@prasantajena5782 Ай бұрын
ତମ ବିଜେପି ସରକାର ବିକି ଖାଇବା ଜାଣିଛ
@deepakendruka6191
@deepakendruka6191 Ай бұрын
District. Rayagada. Block. Kolnara. Panchayat. Suri. Village. Khamasing.. Amo gaan re amo odisha Nabina odisha ra kichi kamo milini... Ki kichhi kamo heini.,
@simanchalpanda331
@simanchalpanda331 Ай бұрын
Nabin with all his ministers are curropted.Again Nabin wants to occupy the CM chair
@Sbal.odia83
@Sbal.odia83 Ай бұрын
Media should remember that the fourth pillar of democracy. Where was the chanel in the case of governor's son? Nuisance chanel
@santoshsabat451
@santoshsabat451 Ай бұрын
Tankataka achhi kuade in odisa or out state
@kamallochannayak9660
@kamallochannayak9660 Ай бұрын
Nobin Sashane Swachhata , Justice Nahin .
@nrusinghcharanmalik7323
@nrusinghcharanmalik7323 Ай бұрын
Ask to bdo and other officers
@SudhiraDas-l3g
@SudhiraDas-l3g Ай бұрын
🗡️🗡️👋👋👋
@pop-Y-t8w
@pop-Y-t8w Ай бұрын
Mote laguchi bikash bodhe archana saha ferar heigala😅
@purnachandranaak720
@purnachandranaak720 Ай бұрын
Present govt.cant take any step as they are also shareholders of these corruption.
@saratkumarmohanty4958
@saratkumarmohanty4958 Ай бұрын
5 T school re mandhyan chadhau heu bahut durniti hoichhi
@parsurammohanty9467
@parsurammohanty9467 Ай бұрын
Damodar high school jamujhadi.balasore.re school re tike verification karantu.sabu paisa khaijaichani. Sabu complain dela pare bi kichhi helani action
@sudhakarnayak2958
@sudhakarnayak2958 Ай бұрын
Odisha Good Chanal Argos News Kotha Naveen ka Gohari Khola BJD Natha All Choro Hay Jay BJP Jay Sri Ram Jay Jay Jagannath
@ashwinisahu6584
@ashwinisahu6584 Ай бұрын
SABUTHARE NABIN ODISHA ... MOHAN ODISHA HOIGALA😅😅😅
@purnachandranaak720
@purnachandranaak720 Ай бұрын
Why Navin Odisha,Odisha is not parental property of Navin.Hence the word Navin Odisha should be wavedout.
@jituloves1
@jituloves1 Ай бұрын
BERHAMPUR,Ganjam ku jantu bahut emiti falaka miliba..bharti heichi
@raghubirdas7621
@raghubirdas7621 Ай бұрын
Nabin Patnaik n Pandian have tried to convincce Mamata Banerji NOI to send PATATO. to our state
@mantu6893
@mantu6893 Ай бұрын
Argus ku nu bhalapae santivusana thik kuhantu
@mynameisnew3783
@mynameisnew3783 Ай бұрын
Ama odisha mendha odisha jojona
@CollectionMusic-oj5lc
@CollectionMusic-oj5lc Ай бұрын
Mg nabin odisa taku khailo khalo kirideichhi
@rabindrananda943
@rabindrananda943 Ай бұрын
Sethi Suna khani achhi
@sureshdash8597
@sureshdash8597 Ай бұрын
Mohan sarkar kahi ki chup se khabar chalantu
@ajitkumarkujur7356
@ajitkumarkujur7356 24 күн бұрын
Chor chor chor machaye sor 😂😂😂😂😂😂🤑🤑🤑🤑
@user-yr2eb2gp1d
@user-yr2eb2gp1d Ай бұрын
What's aap no debe ki one video debu bina kamare bill paid
@avhigouda4171
@avhigouda4171 Ай бұрын
Koraput re kamo hei nanhi Khali folok lagichhi
@sureshdash8597
@sureshdash8597 Ай бұрын
Odisa ra cm aparajita sarangi kimba pratap sarangi ku cm karantu odisa ra jia bjd netanka nirushare imediate action naba
Running With Bigger And Bigger Feastables
00:17
MrBeast
Рет қаралды 194 МЛН