Mahendran Abaru | New Saura Adivasi Bhajan Saura Dance | Debakant | Munna | AUM Studio

  Рет қаралды 427,389

Aum Music Presents

Aum Music Presents

Күн бұрын

Пікірлер: 338
@sibaraita8918
@sibaraita8918 Жыл бұрын
ଭଉତ୍ ଭଲ ଲାଗୁଛି,, ସଉରା ଗୀତ ଓ ନୃତ୍ୟ ,, ଜୟ ଶ୍ରୀ ଜଗନ୍ନାଥ
@mangalasabar2988
@mangalasabar2988 11 ай бұрын
#ପ୍ରଧାନୀଗମାଙ୍ଗ ଙ୍କ କରକମଳରେ ଆଦିବାସୀ ମାନେ ବହୁତ ସଚେତନା ହୋଇଛନ୍ତି।
@Mituraita-b6y
@Mituraita-b6y Жыл бұрын
ଅତି ସୁନ୍ଦର ଆମ ସଉରା ଭାଷାରେ ଗୀତ କାରଣ ଆମେ ଅଧିକ ଅନ୍ୟାନ୍ୟ ଧର୍ମ ର ସଉରା ଗୀତ ଶୁଣିବାକୁ ପାଉଥିଲେ କିନ୍ତୁ ବର୍ତମାନ ସନାତନ ଧର୍ମ ଉପରେ ଆଧାରିତ ଆମ ସଉରା ଭାଷାର ଗୀତ ଶୁଣିବାକୁ ପାଉଛି ମୁଁ ନିଜକୁ ଧନ୍ୟ ମନେ କରୁ ଅଛି, ଏହା ପ୍ରଚାର ଓ ପ୍ରସାର ଅଧିକ ରୁ ଅଧିକ କରାଯାଉ ବୋଲି ମୁଁ ଅନୁରୋଧ କରୁଛି ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🕉️🕉️🕉️🕉️🕉️🕉️🕉️🕉️🕉️🕉️
@aumstudio
@aumstudio Жыл бұрын
ଆପଣ ଠିକ କଥା କହିଲେ ଆଜ୍ଞା...... 🚩🚩🚩🚩🙏🙏
@DjBhaiOfficial-p3e
@DjBhaiOfficial-p3e Жыл бұрын
Mahendra Giri Upare adharita ei gita ti ama pain gourav Abam Ama Sabara manaka pain eka hitiash ....mahendra giri dham kii...jay
@gangadhararaita4436
@gangadhararaita4436 Жыл бұрын
So very proud of our tribal cultural for
@aumstudio
@aumstudio Жыл бұрын
🚩🚩🚩🙏🙏🙏🙏
@aumstudio
@aumstudio Жыл бұрын
Oh! 🚩🚩🚩🙏🙏
@ajitkumarmandal3437
@ajitkumarmandal3437 Жыл бұрын
ସୁନ୍ଦର ଗୀତ ସୁନ୍ଦର ନାଛ ଶବର ସମାଜରେ ବହୂତ ଭଲ ହୋଇଛି🎉🎉
@rehanmandal2966
@rehanmandal2966 Жыл бұрын
ଅତି ସୁନ୍ଦର ଗୀତ ଓ ନାଚ, ପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ,,, ❤❤❤❤🎉
@aumstudio
@aumstudio Жыл бұрын
ଆପଣଙ୍କ ପରିବାର ମଧ୍ୟ କୁଶଳ ରହୁ
@GaneshGamango-zp9xf
@GaneshGamango-zp9xf Жыл бұрын
ପ୍ରଭୁ ଜଗନ୍ନାଥଙ୍କ କୃପା ଆପଣମାନଙ୍କ ଉପରେ ସବୁବେଳେ ଥାଉ 🙏🙏🚩🚩
@debakantofficial
@debakantofficial Жыл бұрын
ଆପଣଙ୍କ ଉପରେ ମଧ୍ୟ ଭଗବନଙ୍କ କୃପା ହେଉ ଆଜ୍ଞା
@karjeeproduction70
@karjeeproduction70 Жыл бұрын
ବହୁତ୍ ସୁନ୍ଦର୍ ଆମ ଆଦିବାସୀ ସଉରା ଗୀତ.... ଆଗକୁ ଏମିତି ହିଁ ମାଡିଚାଲ ଏବଂ ଆମ ସଉରା ସଂସ୍କୃତି କୁ ଆଗକୁ ନିଅ ଯେମିତି କି ସାରା ଦୁନିଆ ଜାଣିବ ଯେ ସଉରା ସଂସ୍କୃତି ଅତି ସୁନ୍ଦର୍ ବୋଲି.....Love from gajapati ❤❤
@gauravkumarbadatya3485
@gauravkumarbadatya3485 11 ай бұрын
ମୁଁ ଦକ୍ଷିଣୀ ୱା ୱାଆ ୱଆ ସାଲୁଟୁ କରୁଛନ୍ 🙏🙏🙏🙏🕺🕺🕺
@aumstudio
@aumstudio 11 ай бұрын
ଧନ୍ୟବାଦ
@SrideviSabar
@SrideviSabar 12 күн бұрын
💖💖💗💗💗💖💖
@shivabhai1264
@shivabhai1264 Жыл бұрын
ସୁନ୍ଦର ମୋ ଗଜପତି, ସବୁଜ ମୋ ଗଜପତି, ଦେଖ ମୋ ଗଜପତି 💚
@rehanmandal2966
@rehanmandal2966 Жыл бұрын
Right bro...
@SagarBdaraita
@SagarBdaraita Жыл бұрын
ଶବର ସମାଜ କଲ୍ୟାଣ ସମିତି କେନ୍ଦ୍ର N ଝାଲରସିଂ 🚩🚩🙏🙏
@aumstudio
@aumstudio Жыл бұрын
ଧନ୍ୟବାଦ
@kumarjit779
@kumarjit779 11 ай бұрын
ये कौन सा गीत है मुझे कुछ भी समझ नही आरहा लेकिन जो भी है अच्छा है महेंद्रगिरि १ बार मे गयाथा बहुत है अच्छा प्लेस है
@aumstudio
@aumstudio 11 ай бұрын
AAP Kahan se ho
@MitaPenthia
@MitaPenthia 10 ай бұрын
ବୋଉତ ଭଲ ଅଛି ଡ୍ୟାନ୍ସ 👍👍👍ଆଜି❤️ହି ଡେକିଲି
@jogeswarbhuyan5801
@jogeswarbhuyan5801 Жыл бұрын
ଆପଣ ମାନେ ଶବର ଜାତିକୁ ଆଗକୁ ନେବେ ବୁଲି ଆଶାକରୁଛି ବହୁତ ବହୁତ ଧନ୍ୟବାଦ ଆପଣ ମାନେ ଗ୍ରାମ କହୁଟି 👌👌👌
@debakantofficial
@debakantofficial Жыл бұрын
ଅନର୍ସିଙ୍ଗ କେନ୍ଦ୍ର
@gangadhararaita4436
@gangadhararaita4436 Жыл бұрын
So Happy first time mahendragiri view video click
@aumstudio
@aumstudio Жыл бұрын
It's really, it is the first time on Mahendragiri
@JogeshwarBhuyan
@JogeshwarBhuyan Ай бұрын
ଭଉତ ଭଲ ହେଇଛି ଜୟ ଶ୍ରୀ ରାମ 🚩🚩🚩
@HurdayanathParadan
@HurdayanathParadan Жыл бұрын
. ଅତି ସୁନ୍ଦର song brox
@debakantofficial
@debakantofficial Жыл бұрын
Thik achi
@susantkumarbhuyan320
@susantkumarbhuyan320 Жыл бұрын
Beautiful ❤🎉 songs with dance 👍👍jai jagannath 🙏🙏 god bless you
@aumstudio
@aumstudio Жыл бұрын
Thank you so much
@bhaskarpradhan6267
@bhaskarpradhan6267 2 ай бұрын
ସଭରାଗୀତକୁ ଭାଇ ଭଉଣୀ ଆଗକୁ ବଢ଼ାଇବା🙏🙏🙏
@udayhoriom1005
@udayhoriom1005 5 ай бұрын
ବହୁତ ସୁନ୍ଦର ହୃଦୟ ସ୍ପର୍ଶି ଧନ୍ୟବାଦ ସମସ୍ତ ଟିମ୍ କୁ❤❤❤
@RaitaPrasant-ky1yg
@RaitaPrasant-ky1yg Жыл бұрын
Tumaku bauta bauta dhaniya bada ati sundar video ooo song hemiti auri kariba ku jari rakha thu god bless you all of you 🙏🙏🙏🙏🙏
@BhaskarRaita-vo7se
@BhaskarRaita-vo7se Ай бұрын
ସୁନ୍ଦର ଭିଡିଓ ଆଉ ଗୀତ ସ୍ରମସ୍ତଙ୍କୁ ଦନ୍ୟବାଦ
@KrushnakumarKumar-d9y
@KrushnakumarKumar-d9y Жыл бұрын
ହେମିତି ସୁନ୍ଧର ସୁନ୍ଧର ଗିତ ନେହେକି ଆସନ୍ତୁ
@sanjaysabara
@sanjaysabara Жыл бұрын
ଏମିତି ଆଗକୁ ବଡ଼ି ଚାଲ ଶବର
@debakantofficial
@debakantofficial Жыл бұрын
ଆପଣ ପ୍ରାର୍ଥନା କରିଲେ ହେବ ଆଜ୍ଞା
@subu...9729
@subu...9729 Жыл бұрын
Excellent song ❤🙌 Kede sundar mo gajapati mahendraghiri ❤
@aumstudio
@aumstudio Жыл бұрын
ସତରେ ବହୁତ ସୁନ୍ଦର ଓ ଐତିହାସିକ କିନ୍ତୁ ଏବେ ତାହାର ସୁରକ୍ଷା ଦରକାର ବନ୍ଧୁମାନେ... ଜୟ ଶ୍ରୀରାମ 🚩🚩🚩🚩🚩
@PankajKumarRamagiri
@PankajKumarRamagiri Жыл бұрын
ବହୁତ ସୁନ୍ଦର ହେଇଛି ଆମ ଆଦିବାସୀ ସଉରା ଗୀତ.... ଏମିତି ଆଗକୁ ଯାଉ ଆମ ସଂସ୍କୁତି, ପରମ୍ପରା, ଗୀତ ❤❤❤🎉
@debakantofficial
@debakantofficial Жыл бұрын
ଆମ ସଂସ୍କୃତି ବଜାଇ ରଖିବା ପାଇଁ ଆମ ଦାୟିତ୍ପ
@karunasabar4361
@karunasabar4361 Жыл бұрын
All group thank you Mahindra giri sin to dance nice job Jay Sri Ram
@aumstudio
@aumstudio Жыл бұрын
ଧନ୍ୟବାଦ ଆଜ୍ଞା
@markandkarjee7244
@markandkarjee7244 Жыл бұрын
ଜୟ ମହେନ୍ଦ୍ରଗିରି ଏବଂଜୟ ଶବର ସମାଜ
@GaneshGamango-zp9xf
@GaneshGamango-zp9xf Жыл бұрын
Jay ଜଗନ୍ନାଥ 🙏🚩🚩
@debakantofficial
@debakantofficial Жыл бұрын
ଜୟ ଜଗନ୍ନାଥ
@khamosiyanshiv4659
@khamosiyanshiv4659 Жыл бұрын
Bahut Sundar song te heichi and thank you ❤❤❤❤❤❤❤❤❤❤❤❤❤
@rammandalmusic11
@rammandalmusic11 Жыл бұрын
ବଉତ ସୁନ୍ଧର ଭିଡ଼ିଓ
@debakantofficial
@debakantofficial Жыл бұрын
ହଁ ସାର ଭଲ ଭିଡିଓ
@Comedynboy-h8y
@Comedynboy-h8y Жыл бұрын
Bahat badia heichi
@Sana0398
@Sana0398 Жыл бұрын
I like ho place very much 😍 👏😊 Jay jagannath swami ❤️🙏🏻🙏🏻🙏🏻
@aumstudio
@aumstudio Жыл бұрын
You can go there & visit the place
@Sana0398
@Sana0398 Жыл бұрын
Yes I visit there place for shivratri darshan 🙏🏻😊❤️
@crazygajapati07rider6
@crazygajapati07rider6 Жыл бұрын
My village Mahindragiri..I love Mahindragiri Bhai
@simanchalaraita1100
@simanchalaraita1100 Жыл бұрын
So nice to video bro so I am very happy first time I am look at our mahendra giri to video so thank you
@debakantofficial
@debakantofficial Жыл бұрын
Thanks thanks
@madanmandal3745
@madanmandal3745 Жыл бұрын
ସୁନ୍ଦର ସୁନ୍ଦର ଅତି ସୁନ୍ଦର ହେଇଛି ନାଚ ଗିତ ତାଳେ ତାଳେ ଏମିତି ଆଉ ଦେବ ଭାଇଙ୍କ କଣ୍ଟରୁ ଗିତ ଶୁଣାଇବାର ସୁଯୋଗ ନିଅନ୍ତୁ ଆଉ ଶୁଣାଇବାର ମଜା ନିଅନ୍ତୁ ଭଗବାନଙ୍କ କ୍ରୂପା ଅନେକ ରହିଥାଉ ଜୟ ଜଗନ୍ନାଥ
@debakantofficial
@debakantofficial Жыл бұрын
Apananka dayaru heba sir
@Sana0398
@Sana0398 Жыл бұрын
Energy music for singer very much to much 😊😊❤❣️❣️👏🏻👍🏻👍🏻👍🏻👍🏻👍🏻
@RanjitBhuyan-k5h
@RanjitBhuyan-k5h 11 ай бұрын
😊😊😊
@RSANJU..MRuser-lc9rx9qu6r
@RSANJU..MRuser-lc9rx9qu6r Жыл бұрын
Wow❤❤❤ very nice sabar samaj soura song
@debakantofficial
@debakantofficial Жыл бұрын
ଠିକ ଅଛି ଆଜ୍ଞା
@PrasannaBeherdalai
@PrasannaBeherdalai Ай бұрын
Beutyful song and place
@paroarts4988
@paroarts4988 Жыл бұрын
Videos grapisc o dance seme bhahut interesting
@aumstudio
@aumstudio Жыл бұрын
ଧନ୍ୟବାଦ
@r.ch.mandal9537
@r.ch.mandal9537 Жыл бұрын
ଆପଣଙ୍କ ପ୍ରୟାସ ପାଇଁ ଆପଣଙ୍କୁ ଅନେକ ଶୁଭେଚ୍ଛା ଓ ଧନ୍ୟବାଦ
@debakantofficial
@debakantofficial Жыл бұрын
ଧନ୍ୟବାଦ ଆଜ୍ଞା ଆପଣଙ୍କୁ ମଧ୍ୟ
@DeepaandDivyaPresents1214
@DeepaandDivyaPresents1214 Жыл бұрын
ବହୁତ୍ ବଢ଼ିଆ ହେଇଛି 🙏🙏🙏
@debakantofficial
@debakantofficial Жыл бұрын
ନମସ୍କାର ଆଜ୍ଞା
@GaneshGamango-zp9xf
@GaneshGamango-zp9xf Жыл бұрын
ମୁଁ ଭଉତ ଗର୍ବଅନୁଭବ ଯେ କେତେ ବର୍ଷ ପରେ ପ୍ରଥମଥର ଶବର ନାଚ ମହେନ୍ଦ୍ରଗିରି ଟାରେ ଦେଖିଲି🙏🙏
@debakantofficial
@debakantofficial Жыл бұрын
ସତରେ କି ଆଜ୍ଞା
@aumstudio
@aumstudio Жыл бұрын
ହଁ ଆଜ୍ଞା ଆପଣଙ୍କ ଭଲପାଇବା ମଧ୍ୟ ବହୁତ ସୁନ୍ଦର 🙏🙏🙏🙏🙏🙏🚩🚩🚩🚩🚩
@rehanmandal2966
@rehanmandal2966 Жыл бұрын
ଆମେ ସଉରା ସବୁଠୁ ବଢ଼ିଆ,, ❤❤
@Sana0398
@Sana0398 Жыл бұрын
❤❤❤
@Odiapila-c1k
@Odiapila-c1k 10 ай бұрын
❤❤❤❤ hihh​@@debakantofficial
@onlinechallenger95
@onlinechallenger95 9 ай бұрын
ବହୁତ ସୁନ୍ଦର ହେଇଛି ଗୀତଟା❤❤❤
@sibasankarraita4160
@sibasankarraita4160 Жыл бұрын
ଜୟ ଜଗନ୍ନାଥ। ଆପଣ ମାନଙ୍କ ପ୍ରୟାସ ଆମ ସମାଜ ପାଇଁ ଗୈାରବ।
@aumstudio
@aumstudio Жыл бұрын
ଜୟ ଶ୍ରୀ ରାମ
@premkumardalai9252
@premkumardalai9252 Жыл бұрын
Jai jagannath ❤❤❤
@MadhuS-o5u
@MadhuS-o5u 2 сағат бұрын
మన హిందూ ధర్మానికి చెందిన పాటలు ఇంకా చాలా మన సమాజానికి అందిస్తారని కోరుకుంటున్నాను... జై జగన్నాథ్ జైశ్రీరామ్
@sibaraita820
@sibaraita820 Жыл бұрын
ଜୟ ଜଗନ୍ନାଥ
@debakantofficial
@debakantofficial Жыл бұрын
Jay jagannath
@ବିଶ୍ଵନାଥ-ରଇତ
@ବିଶ୍ଵନାଥ-ରଇତ Жыл бұрын
ଶବର ସମାଜ କଲ୍ୟାଣ ସମିତି କି ଜୟ
@aumstudio
@aumstudio Жыл бұрын
🙏🙏🙏🙏🙏🙏🚩🚩🚩🚩🚩🙏🙏🙏🙏🙏🙏🙏
@sanjaysabar5810
@sanjaysabar5810 11 ай бұрын
ମହା ପ୍ରଭୁ ଜଗନ୍ନାଥଙ୍କ କୃପା ଆପଣ ମାନଙ୍କ ପାଖରେ ସବୁ ବେଳେ ରହିଥାଉ ଜୟ ଜଗନ୍ନାଥ
@munasabar2359
@munasabar2359 Жыл бұрын
jay jagarnnath... very very nice song...
@debakantofficial
@debakantofficial Жыл бұрын
ଜୟ ଜଗନ୍ନାଥ
@IMMANUELMULTIMEDIA-py2fr
@IMMANUELMULTIMEDIA-py2fr 11 ай бұрын
ଲିଙ୍ଗ କୁ ସଉରା ଭାଷାରେ ଲେଖା ହେଇନି ଗୁମ୍ଫା କୁ ମଧ୍ୟ। , ସମ୍ପୂର୍ଣ୍ଣ ସଉରା ଭାଷାରେ ଲେଖା ହେଇଥିଲେ ଭଲ ହେଇଥାନ୍ତା
@aumstudio
@aumstudio 11 ай бұрын
ଲିଙ୍ଗ ଅର୍ଥାତ ସଂସାରିକ ଭାଷାରେ ତୁମେ ଯାହା ଭାବୁଛ ତାହା ନୁହଁ । ଲିଙ୍ଗ ମାନେ ଚିହ୍ନ, ପ୍ରତୀକ। ଏହାର ଭୁଲ ଅର୍ଥରେ ଭାବିବା ଉଚିତ ନୁହେଁ । ଗୁମ୍ଫାକୁ ଯାଉ ଶବର ଭାଷାରେ ଜାଣିଛନ୍ତି ତା ହେଲେ ଦୟାକରି କୁହନ୍ତୁ।
@prakashkarjee3165
@prakashkarjee3165 Жыл бұрын
ଜୟ ଜଗନ୍ନାଥ, ଓଁ ଶିବାୟ ନମଃ, ଜୟ ଶବର ମହାରାଜ......
@kishorechandrasabar1603
@kishorechandrasabar1603 Жыл бұрын
ମହେନ୍ଦ୍ର ଗିରିର ଶବର ରାଜା ଥିଲେ ପୁଳିନ୍ଦ ତେଣୁ ଜୟ ପୁଳିନ୍ଦ ରାଜା
@rabindramandal8217
@rabindramandal8217 Жыл бұрын
ବହୁତ ସୁନ୍ଦର 👍
@debakantofficial
@debakantofficial Жыл бұрын
ଠିକ ଅଛି ଆଜ୍ଞା
@umakantasabar3443
@umakantasabar3443 Жыл бұрын
Nice try
@manashkumar2924
@manashkumar2924 Жыл бұрын
ଜୟ ଶ୍ରୀ ରାମ
@SudambhuyanSudam-o1u
@SudambhuyanSudam-o1u Жыл бұрын
Bahuta sundra sabar samaja kete aagaku jauchi mu neje sabar haithebaru garba anubhaba karuchhi bhagaban teme manankha nacha o songeet ku mangala karantu
@BalamaSabar
@BalamaSabar Жыл бұрын
Sangha mane mute bi daka mubi dence karibi mute bi dence mane bautha icha mutebi michaha mubi sabar samaj jhia mur village s uruda Jay Jagannath 🙏
@aumstudio
@aumstudio Жыл бұрын
ଯୋଗାଯୋଗ ନମ୍ବର ଦିଅ
@SibaramSabar-qs6fu
@SibaramSabar-qs6fu Жыл бұрын
Satare bahuta sudar heichi nice song and dance ❤❤❤❤❤❤🎉🎉🎉🎉🎉🎉🎉🎉🎉
@Comedy0727
@Comedy0727 Жыл бұрын
Radhe radhe 🙏🙏🙏🦚🙏
@SunilKumar-uk6tx
@SunilKumar-uk6tx 11 ай бұрын
ଜୟ ଜଗନ୍ନାଥ ଭାଇନା ଅଗୋକୁ ଚାଲୁ ଜଗନ୍ନାଥ ତୁମର ମଙ୍ଗୋଲ କରନ୍ତୁ ❤❤
@AniashAniash
@AniashAniash Жыл бұрын
Good morning
@naratumbaraita3822
@naratumbaraita3822 Жыл бұрын
ମାଡଲାନ୍ ଗାଡେଲି
@Pinyasgamango666
@Pinyasgamango666 Жыл бұрын
ହେ ଜଗନ୍ନାଥ ସ୍ୱାମୀ ପ୍ରେମାନନ୍ଦ ୟେ କ୍ୟା ହୁଆ 👏😄
@debakantofficial
@debakantofficial Жыл бұрын
କୋଚ ନହିଁ sir ୟେ ମହା ପବିତ୍ର ମହେନ୍ଦ୍ର ପାର୍ବତକା song
@dalabeheralucky
@dalabeheralucky Жыл бұрын
Baut Sundar heichi bhai❤ mu nije Jane saura best of luck bhai 🎉🎉🎉🎉
@ldrmusicalgroup
@ldrmusicalgroup Жыл бұрын
Bahut bhala heichhi bhai👍
@debakantofficial
@debakantofficial Жыл бұрын
Thik achi bhai
@aumstudio
@aumstudio Жыл бұрын
କେବଳ ଆପଣଙ୍କ ସହଯୋଗରେ 🙏🙏🙏🙏🚩🚩🚩🚩🚩
@chandansabar1198
@chandansabar1198 Жыл бұрын
ବହୁତ ସୁନ୍ଦର❤️ ଉଚ୍ଚକୁଟୀର ହେଇଛି 🙏ଜୟ ଜଗନ୍ନାଥ 🙏🌹🌹🌹
@BijayaSabar-o4v
@BijayaSabar-o4v Жыл бұрын
ଜୟ ଜଗନ୍ନାଥ 🎉🎉🎉🎉
@debakantofficial
@debakantofficial Жыл бұрын
Jaya jagannath
@basudevbhuyan8231
@basudevbhuyan8231 Жыл бұрын
ଅତି ସୁଂଦର ❤❤❤
@debakantofficial
@debakantofficial Жыл бұрын
ହରି ଓଁ
@pilipainscreation6604
@pilipainscreation6604 Жыл бұрын
ଭଲ ଏହିଛି ❤
@prashantakarjee2184
@prashantakarjee2184 Жыл бұрын
Camera zoom kamila ending kamila au tike bhala kara
@prashantakarjee2184
@prashantakarjee2184 Жыл бұрын
Sound hd kara ତୁମ ପାଦ ତଳେ କୋଟି କୋଟି ପ୍ରଣାମ ❤🙏🙏🙏
@aumstudio
@aumstudio Жыл бұрын
Ok bro next time may be we will do good
@parsiaraita6980
@parsiaraita6980 Жыл бұрын
Nice yaar 100#
@aumstudio
@aumstudio Жыл бұрын
Thank You Sir
@sresthabhaisabar
@sresthabhaisabar Жыл бұрын
ଅତି ସୁନ୍ଦର...❤..
@debakantofficial
@debakantofficial Жыл бұрын
ଠିକ ଅଛି ଆଜ୍ଞା
@crazygajapati07rider6
@crazygajapati07rider6 Жыл бұрын
Dil se love you Bhai.. hemiti video post kara Bhai.. full support all time Bhai
@santimandalasanti
@santimandalasanti Жыл бұрын
Bahut badhiya
@SumantaRaita-s3d
@SumantaRaita-s3d Жыл бұрын
V̊e̊r̊V̊e̊r̊i̊ T̊e̊n̊i̊ S̊åb̊år̊åS̊åm̊åj̊
@BinaswariSabara
@BinaswariSabara 16 күн бұрын
Wow Super dance ..jay jagannaath🙏🙏
@aumstudio
@aumstudio 16 күн бұрын
Thank you so much
@sharatbehera5427
@sharatbehera5427 Жыл бұрын
ଅତି ସୁନ୍ଦର ଅଟେ
@debakantofficial
@debakantofficial Жыл бұрын
ହଁ ସାର ଭଲ ହେଇଛି
@subarnaraita1262
@subarnaraita1262 Жыл бұрын
Good
@debakantofficial
@debakantofficial Жыл бұрын
Good good
@motimalasabar7868
@motimalasabar7868 Жыл бұрын
ବହୁତ ସୁନ୍ଦର ଗୀତ ନାଚ 👍
@SagarBdaraita
@SagarBdaraita Жыл бұрын
Nice video bro
@aumstudio
@aumstudio Жыл бұрын
Thanks for the visit
@ganeshgamango5743
@ganeshgamango5743 Жыл бұрын
Bahuta Bhala ahichi Nacha Jay jagannaath
@RajendraKumar-vd8gz
@RajendraKumar-vd8gz Ай бұрын
ବହୁତ ଭଲହୋଈଛି କିନ୍ତୁ କଳାକାର ମାନଙ୍କ ମୁଖରେ ହସ ଟିକେ ଫୁଟିଥିଲେ ଭଲ ହୁଅନ୍ତା
@umakanthkumar-ex9lc
@umakanthkumar-ex9lc Жыл бұрын
I love this place mahendra giri ❤❤❤❤❤
@lisha6582
@lisha6582 Жыл бұрын
ଭଗବାନ ଶ୍ରୀକୃଷ୍ଣ ଓ ରାମ ହସ୍ରେ ବାଡ କାରତୁ
@GOPAL.J.P.T
@GOPAL.J.P.T Жыл бұрын
ɴɪᴄᴇ sᴏɴɢ .. ᴠɪᴅᴇᴏ❤❤
@debakantofficial
@debakantofficial Жыл бұрын
Thank bro
@RamitaRaita
@RamitaRaita Жыл бұрын
Jaya sabra samaj D,J❤❤❤
@debakantofficial
@debakantofficial Жыл бұрын
ଜୟ ଶବର ସମାଜ
@BikashBikashsabar
@BikashBikashsabar Жыл бұрын
Super dance sabar samaj 💃💃💃❤️❤️❤️👆👆👆🌟🌟🌟👍👍👍
@debakantofficial
@debakantofficial Жыл бұрын
ଠିକ ଅଛି ଆଜ୍ଞା
@JiranaMajhi-p4b
@JiranaMajhi-p4b Жыл бұрын
Jay Jagannath and always God's blessings is on our head
@debakantofficial
@debakantofficial Жыл бұрын
Jay jagannath
@aumstudio
@aumstudio Жыл бұрын
ଜୟ ଜଗନ୍ନାଥ
@JiranaMajhi-p4b
@JiranaMajhi-p4b Жыл бұрын
I'm also proud feel as a sabara people Because our sabara samaj is going on
@debakantofficial
@debakantofficial Жыл бұрын
ସତରେ ଆଜ୍ଞା ଯେ ପର୍ଯ୍ୟନ୍ତ ଗୋଟିଏ ଜିନିଷ ଅନ୍ତରେ ଅନୁଭବ ନହୁଏ ସେ ପର୍ଯ୍ୟନ୍ତ ଆମ ଜୀବନ କାରଣ ହୁଏ
@AniashAniash
@AniashAniash Жыл бұрын
Very nice music🎶🎶
@debakantofficial
@debakantofficial Жыл бұрын
Thanks
@kalyanab268
@kalyanab268 Жыл бұрын
Really beautiful traditional dance . ❤❤❤❤i like this video.
@debakantofficial
@debakantofficial Жыл бұрын
ଠିକ ଅଛି ଆଜ୍ଞା
@sureshbhuyan3440
@sureshbhuyan3440 Жыл бұрын
Nice song Jay jagarnath 🙏🚩
@debakantofficial
@debakantofficial Жыл бұрын
Jay jagannatha
@SarathPradhan-w5b
@SarathPradhan-w5b Жыл бұрын
Very nice 👍👍👍👍👍
@debakantofficial
@debakantofficial Жыл бұрын
ଠିକ ଅଛି ଆଜ୍ଞା
@aumstudio
@aumstudio Жыл бұрын
Many many thanks
@LituMandal-o3b
@LituMandal-o3b 11 ай бұрын
Badia heichi ଆଗକୁ dance soura song bahara kara
@gangadharmandangi7757
@gangadharmandangi7757 11 ай бұрын
ହର ହର ମହାଦେବ
@sradhanandabhuyan3910
@sradhanandabhuyan3910 Жыл бұрын
Absolutely mesmerizing ! Feeling proud to be a part of this societal community, culture and traditions.AUM studio always there to support the team and co.members involved❤ keep progressing ahead...many more to expect like this🎉 Love on behalf of Sabar Samaj
@debakantofficial
@debakantofficial Жыл бұрын
Ok sir
@mohanbadamundi3997
@mohanbadamundi3997 Жыл бұрын
Bahuta bhalia
@MunaRaita-b7m
@MunaRaita-b7m Жыл бұрын
Happy hiiii
New Soura Devotional Song | Sri Ram Mandir | Debakant | AUM Studio
5:06
Aum Music Presents
Рет қаралды 75 М.
So Cute 🥰 who is better?
00:15
dednahype
Рет қаралды 18 МЛН
Chain Game Strong ⛓️
00:21
Anwar Jibawi
Рет қаралды 38 МЛН
If people acted like cats 🙀😹 LeoNata family #shorts
00:22
LeoNata Family
Рет қаралды 44 МЛН
Cheerleader Transformation That Left Everyone Speechless! #shorts
00:27
Fabiosa Best Lifehacks
Рет қаралды 15 МЛН
ଗୀତା ଜୟନ୍ତୀ ମହୋତ୍ସବ 🚩🚩🚩
23:16
Aum Music Presents
Рет қаралды 8 М.
ଶବର ସମାଜ କଲ୍ୟାଣ ସମିତି ନୁଆ ଭିଡିଓ
5:47
ବିଶ୍ୱନାଥ ରଇତ
Рет қаралды 108 М.
#Surabhi 2022 #State level #Nabrangpur ନବରଙ୍ଗପୁର
7:51
GOVT SCHOOL ODISHA
Рет қаралды 2,4 МЛН
Malamilun Dajingan | New Soura Christian Song | new soura video
7:07
SAMUEL MUSICAL OFFICIAL
Рет қаралды 736 М.
So Cute 🥰 who is better?
00:15
dednahype
Рет қаралды 18 МЛН