Mahima Dharma (Part-2) : ପରମ୍ପରା ଓ ଜୀବନଶୈଳୀ | by Manas Rath

  Рет қаралды 80,214

Manas Rath

Manas Rath

Күн бұрын

Пікірлер: 204
@tapankumarsatapathy6175
@tapankumarsatapathy6175 3 жыл бұрын
ମହିମା ଧର୍ମ ର ମୂଳ ତତ୍ତ୍ୱ କୁ ଆଧାର କରି ସେମାନଙ୍କ ଚାଲି ଚଳଣି ଆଚାର ବ୍ୟବହାର ନୀତି କାନ୍ତି କୁ ଅତି ସୁନ୍ଦର ଭାବରେ ବ୍ୟାଖ୍ୟା କରିଛନ୍ତି l ମହିମା ଗୋସାଇଁ ନିଜେ ଉଭୟ କୌପିନ ଧାରୀ ଓ ବଳକଳ ଧାରୀ ସୃଷ୍ଟି କରିଥିବା ବିଶ୍ୱନାଥ ବାବା ମଧ୍ୟ ତାଙ୍କ ବହି ମହିମା ଧର୍ମ ପ୍ରତିପାଦକ ରେ ଉଲ୍ଲେଖ କରିଛନ୍ତି l ସମାଜର ଗତାନୁଗତିକ ଚଳଣି ରୁ ଅଲଗା ହୋଇ ଅବହେଳିତ ଜନତା ଙ୍କୁ ଏକ ଆଶାର ଆଲୋକ ଦେଖାଇଥିଲେ l କାଳକ୍ରମେ ଢେଙ୍କାନାଳ ମାଟିରୁ ସୃଷ୍ଟ ଏହି ଧର୍ମ ଏକ ବିଶ୍ୱ ଧର୍ମ ରେ ପରିଣତ ହେବାକୁ ଯାଉଛି l 🙏🙏🙏
@Manas_Rath
@Manas_Rath 3 жыл бұрын
🙏🙏🙏
@pravatbarik2500
@pravatbarik2500 2 жыл бұрын
Mahima alekh
@ajitsahoo3238
@ajitsahoo3238 2 жыл бұрын
ମାଡ କାଇବେ ଲାଗୁତି?
@bipracharanjena2736
@bipracharanjena2736 Жыл бұрын
Very useful in day to day life
@AadimulThapa
@AadimulThapa 2 ай бұрын
Jay Shiri Ram jay Hanuman jay radhe Radhe Jay Jagannath odissa ❤❤❤❤❤
@biramkumarmandal4669
@biramkumarmandal4669 3 жыл бұрын
ସୁନ୍ଦର ,ମହିମାଧର୍ମର ଅଲୌକିକ ବାର୍ତ୍ତା ଶୁଣିପାରିଲା।🙏
@subratkumardehuri6077
@subratkumardehuri6077 2 жыл бұрын
🙌Alekha Mahima Param Bramha saranam🙌Mahima Gosain nka ra niti baani suniba ku Ichaa thila taha suniba matre mono au hrudaya bahut Pabitra heigola.... Manoj sir Bahut bahut Dhanyavad .... Mahima Swami samastanka mongolo karantu ...
@bighnarajjal5548
@bighnarajjal5548 3 жыл бұрын
Many many thanks to you sir for your beautiful explanation about Mahima Goshain ,very very excellent program to our ancient sankrutee of our Odisha. I am conveying my utmost respect to you Sir.
@Manas_Rath
@Manas_Rath 3 жыл бұрын
Thank you 🙏
@damayantisahoo7388
@damayantisahoo7388 Ай бұрын
Apana mahima Dharma bisayare dharanadeuthibaru apananku dhanyabad
@manasranjankar4407
@manasranjankar4407 Жыл бұрын
Thanks for the rare and unique information
@rameshchandrasahoosahoo4378
@rameshchandrasahoosahoo4378 Жыл бұрын
Very interesting, Mahimaa Dharm will spread soon
@bijayaharichandan1592
@bijayaharichandan1592 Жыл бұрын
Your information and expression is very excellent. Please continue this, thank you so much.
@rameshsahoo990
@rameshsahoo990 Жыл бұрын
Very very attractive video .thank you .mahima swami .Andale of followers. O.k.
@ସନାତନସଂସ୍କୃତି
@ସନାତନସଂସ୍କୃତି 3 жыл бұрын
ସିଦ୍ଧ ମୁନି ନୃସିଂହ ବାବା ଫିରିଙ୍ଗି ହାତରେ ଧରା ହେବାରୁ ସ୍ୱାମୀଜୀ ତାଙ୍କୁ କଉପୁନି ଧାରଣ କରିବାକୁ କହିଥିଲେ।ପରେ ମହିମା ସ୍ଵାମୀଙ୍କ ପରେ ଗୁରୁ ଗାଦି ର ମହନ୍ତ କୃପାସିନ୍ଧୁ ବାବା ଙ୍କ କାଳରେ ନନ୍ଦ ବାବାଙ୍କ ଯୋଗୁଁ କୌପୀନ ଓ ବକଳ ଧାରି ପ୍ରଥା ର ଆରମ୍ଭ ହେଇଛି।ଏଠାରେ ସୁଚାଉ ଛି ଯେ ନନ୍ଦ ଦାସ ଙ୍କ ପରି ସିଦ୍ଧ ବାବା ବହୁତ୍ କମ ମିଳିବେ,ତାଙ୍କୁ ଅଯଥା ନିନ୍ଦା ବା ଅନ୍ୟ କଟୁ ବାଣୀ ଗ୍ରହଣୀୟ ନୁହଁ,କାରଣ ତାଙ୍କ ଦ୍ଵାରା ହିଁ ଏ କାର୍ଯ୍ୟ କରିବା ସମ୍ଭବ ଥିଲା ଏଣୁ ମହିମା ସ୍ଵାମୀ ଏ ବିଷୟରେ ଆଗରୁ ଜାଣିଥିଲେ।ମହିମା ଧର୍ମର ଜୟ ଗାଥା ବ୍ୟାସ ଦେବ କୃତ ହରିବଂଶ ପୁରାଣ ରେ ମିଳେ।ଆହୁରି ମଧ୍ୟ ଶିବଜୀ,ବିଷ୍ଣୁ ଜି ଓ ବ୍ରହ୍ମା ମହିମା ପ୍ରଭୁଙ୍କ ଠାରୁ ଭିନ୍ନ ନୁହନ୍ତି,ସେ ହିଁ ବ୍ରହ୍ମ ରୂପରେ ଉପାସିତ।ଆହୁରି ମଧ୍ୟ ଶଙ୍କର ଭଗବାନ ଙ୍କ ସହ ଏହି ଧର୍ମ ସମାନ।କାରଣ ଭାରତ ବର୍ଷ୍ରେ ପ୍ରଥମେ ଆଦି ନାଥ ଶଙ୍କର ହିଁ ଏହି ଦୀକ୍ଷା ଗୁରୁ ମଶ୍ଚେନ୍ଦ୍ର ନାଥ ଙ୍କୁ ଦେଇ ଅଲେଖ ନିରଞ୍ଜନ ର ମନ୍ତ୍ର ଦେଇଥିଲେ,ପରେ ନବନ୍ନାଥ ହିଁ ଏହି ପରମ୍ପରାକୁ ବଜାୟ ରଖିଥିବା ଜଣା ଯାଏ।ମାତ୍ର କଲି ଯୁଗର ଘୋର ପାପ କୁ ନାଶ କରି ଧର୍ମ ରକ୍ଷା ଲାଗି ପୁନଶ୍ଚ ପ୍ରଭୁ ମହିମା ଧର୍ମର ଟେକ୍ ରଖିବାକୁ ସ୍ଵାମୀ ଏ ଦୀକ୍ଷା ଭକ୍ତମାନଙ୍କୁ ଦେଲେ।ସ୍ୱୟଂ ଶଙ୍କର ଙ୍କ ଯୋଗ ଓ ଦୀକ୍ଷା ର ବେଦ ଧର୍ମ ହିଁ ମହିମା ଧର୍ମ।ମହିମା ଶବ୍ଦରେ ଅର୍ଥ ହେଉଛି ମହାନ୍ ଶବ୍ଦ ଗୁଡିକର ଯେତେବେଳେ କୁଣ୍ଢା ପାଏ ନାହିଁ ସେତେବେଳେ ମହିମା ଶବ୍ଦ ଆସେ।ଏହି ବିରଳ ଜ୍ଞାନ bajrangbali ହନୁମାନ ଅଷ୍ଟ୍ ସିଧିରେ ପ୍ରାପ୍ତ କରିଥିଲେ।ଅଲେଖ ଶବ୍ଦ ବେଦର ଶବ୍ଦ ଯାହାର ଅର୍ଥ ଯେ ନିରାକାର୍ ଅର୍ଥାତ୍ ଯାହାଙ୍କୁ ଦେଖି ହୁଏ ନାହିଁ।ପୁନଶ୍ଚ ସାସ୍ତତ୍ର ପ୍ରଭୁ ଙ୍କ ନାମ ଲେଖି ଲେଖି ଅନ୍ତ୍ ଘଟିଲାଣି ବୋଲି ସିଦ୍ଧ ସାଧୁ ଋଷିି ମାନେ ଅଲେଖ ଶବ୍ଦ ର ଉତ୍ପତ୍ତି କଲେ।ଭାରତୀୟ ଭାଷାର ଆଦ୍ୟ ବର୍ଣ୍ଣ ଅ ଅଟେ,ଏହା ବେଦର ପ୍ରଥମ ମନ୍ତ୍ର ଅଗ୍ନି ଦେବତଙ୍କ ପାଇଁ, ଅ ରୁ ଅଗ୍ନି ।ପ୍ରଥମେ ଅ ଅକ୍ଷର ,ପରେ ଉ ,ଏବଂ ମ ଅକ୍ଷର ତିନି ବର୍ଣ୍ଣରେ ଓଁକାର ଧ୍ଵନି ର ଉତ୍ପତ୍ତି।ଏହା ଆଦ୍ୟ ଶବ୍ଦ ଓଁକାର ବେଦରେ।ଏଣୁ ମହିମା ଧର୍ମର ଗଭୀରତା ଅତ୍ୟଧିକ,ଠିକ୍ ଭାବରେ ଉପସ୍ଥାପନା କରିବାକୁ ସମସ୍ତ ଗୁରୁଜନ,ସାଧୁ , ସନ୍ଥ ଙ୍କୁ ଆମର ନିବେଦନ। ଜୟ ଜଗନ୍ନାଥ।
@sadhunabakishordas7297
@sadhunabakishordas7297 2 жыл бұрын
ସନାତନ ସଂସ୍କୃତି ଭୁଲ ତଥ୍ୟ ଦେଉଛନ୍ତି, ସଠିକ ତଥ୍ୟର ଅନ୍ଵେଷଣ ନ କରି ଏପରି ମିଥ୍ୟା ତଥ୍ୟ ଦେବା ବିରାଟ ଦୋଷାଵହ ଅଟେ ।
@anamdigal792
@anamdigal792 Жыл бұрын
ଏଥିରେ ଯାହା ଲିପିବଦ୍ଧ କରାଯାଇଚି ତାହା ସମ୍ପୂର୍ଣ କାଳ୍ପନିକ ଅଟେ, କାହିଁକିନା ମହିମା ଧର୍ମ ନିର୍ବେଦ ଅଟେ,
@nayaknc2009
@nayaknc2009 Жыл бұрын
Very unfortunate description. Nothing even close to Mahima Dharm. Please restrain yourself from such imaginary explanation. Please read History of Mahima Dharm written by Biswanath Baba. Even you should read Pratipadaka, Upadesamruta etc the true Mahima literature. You are no less wayward like the original video uploader.
@ambujmohapatra4339
@ambujmohapatra4339 3 жыл бұрын
Good research and excellent narratives. Historical perspective of Mahima Alekh well articulated in simple language is the key stake of this video. Profuse congratulations to Sanskruti Samikshya.
@Manas_Rath
@Manas_Rath 3 жыл бұрын
Thank you 🙏
@sayedsafirali3271
@sayedsafirali3271 3 жыл бұрын
Came to know something on Mahima Swami and Mahima Dharma
@bikashdash3950
@bikashdash3950 Жыл бұрын
sundar upastapana ☝️👌 🙏🙏
@narendrameher8791
@narendrameher8791 3 жыл бұрын
Om Jay Maha Mahima Alekha Sarana Thanks God bless
@dhobeipatra4105
@dhobeipatra4105 4 ай бұрын
❤dhobeipatra ଭକ୍ତାଗୁରୁ maha alekha saran
@richu102
@richu102 3 жыл бұрын
Nicely explained uncle , thanks for sharing, :)
@jyotiranjanbehera7648
@jyotiranjanbehera7648 3 жыл бұрын
👌👍 pravu
@hemancreations1313
@hemancreations1313 2 жыл бұрын
Ek vedio re jete information paili bahi padhi sete pai na thili thank you sir
@ayurvedaandadi-sanatandhar4513
@ayurvedaandadi-sanatandhar4513 Жыл бұрын
Very informative. ईश्वर लीला अति अद्भुत
@prakashmeher8147
@prakashmeher8147 3 жыл бұрын
Wow great sir
@mahendragirisarbachetana.4285
@mahendragirisarbachetana.4285 Жыл бұрын
Jay bramha mahima alekha ananta sarana.
@subhashreebehera1091
@subhashreebehera1091 2 жыл бұрын
Osm vdo and it's totally documentary 👍tq so much sir❤️
@trilochanpanda5570
@trilochanpanda5570 3 жыл бұрын
ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ,,,
@Manas_Rath
@Manas_Rath 3 жыл бұрын
Video ଟି ଦେଖିଥିବାରୁ ଧନ୍ୟବାଦ
@hrushikeshamohanty3071
@hrushikeshamohanty3071 2 жыл бұрын
ସୁନ୍ଦର ଭାବେ ତଥ୍ୟ ବର୍ଣ୍ଣିତ ହୋଇଅଛି l ଧନ୍ୟବାଦ ଆଜ୍ଞାl ମହିମା ସ୍ବାମୀ ଙ୍କ ର କିଛି ଫୋଟ ଅଛି କି ? ଭୀମ ଭୋଇ କେବେ ଯୋରନ୍ଦା ଆସିଥିଲେ କି ?
@rameshsahoo990
@rameshsahoo990 2 жыл бұрын
Very good of your video , I am very glad with your reasurch ,please given another reasurch video , Alekh may bless you.thank you. O.k.
@ajitbhoi1430
@ajitbhoi1430 2 жыл бұрын
Sarana Alekha Mahima God Bless You Sir
@vijaysaira8840
@vijaysaira8840 Жыл бұрын
ଅଲେଖ ମହିମା saranam
@dudu-ru1pg
@dudu-ru1pg 3 жыл бұрын
ତଥ୍ୟ ଭିତ୍ତିକ ଆଲୋଚନା ପାଇଁ ଧନ୍ୟବାଦ।
@manojkatei7374
@manojkatei7374 3 жыл бұрын
Very nice
@pramodsahu6992
@pramodsahu6992 11 ай бұрын
Bahuta bhal
@rasanandasahoo586
@rasanandasahoo586 3 жыл бұрын
🙏ଗୁରୁ ଅନାଦି ଅଲେଖ 🙏ଜଗତର କଲ୍ୟାଣ ହେଉ।ମହିମା ଧର୍ମ ବିଷୟରେ ସଠିକ୍ ତଥ୍ୟ ପ୍ରଦାନ କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ୍।ସତ୍ୟ ମହିମା ଧର୍ମର ପ୍ରଚାର ଏବଂ ପ୍ରସାର ନିମନ୍ତେ ଆପଣଙ୍କ ପରି ବକ୍ତା ମାନଙ୍କୁ ମୋର ଅନୁରୋଧ ଆପଣ ଏହିପରି ସମାଜକୁ ବାର୍ତ୍ତା ଦେଉଥାନ୍ତୁ ।ମହିମା ସ୍ଵାମୀ ସମସ୍ତଙ୍କର କଲ୍ୟାଣ କରନ୍ତୁ। 🙏ବ୍ରହ୍ମ ମହିମା ଅଲେଖ 🙏 🙏🙏🙏🙏🙏🙏🙏🙏
@FlexAlok
@FlexAlok 2 жыл бұрын
Alekhamahima sarana
@mahendragirisarbachetana.4285
@mahendragirisarbachetana.4285 Жыл бұрын
Sadara pranam sir. Mahima swami nka upare apananka mata bahut hrudaya sparsi. Binamra saha nibedana kare ki mahima gosein nka photo chitra milile bhala huanta. Omm mahima ananta sarana.
@kailashchandrabehera4946
@kailashchandrabehera4946 3 жыл бұрын
Guru mahima alekha saranama
@chandankumrchandan2840
@chandankumrchandan2840 Жыл бұрын
Thanks
@Pk2018-d2h
@Pk2018-d2h 3 жыл бұрын
Thanks sir
@indramanisobar1450
@indramanisobar1450 3 жыл бұрын
Thank you sir.
@tusharkanta5192
@tusharkanta5192 3 жыл бұрын
ଅଲେଖ ମହିମା ଶରଣ
@jaydevadha7816
@jaydevadha7816 2 жыл бұрын
Nice information sir🙏🙏🙏🙏🙏
@umanandasahoo1588
@umanandasahoo1588 Жыл бұрын
Bhaina Namaskar Congratulation
@dcharyasabar1659
@dcharyasabar1659 2 жыл бұрын
Bhala lagila au adhikha bisayakua
@prasantapattanaik862
@prasantapattanaik862 2 жыл бұрын
Very good video Pl show more videos on Mahima Dharm n Bhima Bhoi
@asitrout7659
@asitrout7659 Жыл бұрын
🙏🙏🌹ପ୍ରଣାମ. ଜୟ ଜଗନ୍ନାଥ
@bapinaswain6369
@bapinaswain6369 3 жыл бұрын
ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣ, ଅତି ଚମତ୍କାର ଆଲୋଚନା 🙏🙏🙏
@SarojSingh-pt1lo
@SarojSingh-pt1lo Жыл бұрын
Good
@swadhinmohanty7610
@swadhinmohanty7610 3 жыл бұрын
ଅତି ଉତ୍ତମ ବଖାଣିଲେ, ଜୟ ଜଗନ୍ନାଥ ❤🙏🙏🙏🙏
@gelhoo3629
@gelhoo3629 3 жыл бұрын
Nice
@alekhamahimastudycenter1361
@alekhamahimastudycenter1361 3 жыл бұрын
Bada prabhu mahima alekha sarana tanka asirbada thile moro au kichhi darajr nahi mahaguru mahamahima alekha swami
@bullbuster1928
@bullbuster1928 2 жыл бұрын
Nice video sir
@smrutipanigrahi1206
@smrutipanigrahi1206 3 жыл бұрын
Thank u sir
@asdfghjasxcvbnm9040
@asdfghjasxcvbnm9040 2 жыл бұрын
Ilikeit
@arupamstar7424
@arupamstar7424 Жыл бұрын
Maha mahima Alekha prabhu samastankar mangal karantu 🙏🙏.....
@kunalmandal7050
@kunalmandal7050 3 жыл бұрын
ମହିମା ଅଲେଖ ଶରଣ
@श्रीकालीचरणचारण
@श्रीकालीचरणचारण 3 жыл бұрын
ମହିମାପ୍ରଭୁ ମନଦୁଃଖ କରି ନ ଥିଲେ,ବରଂ ମୁକ୍ତି ମଣ୍ଡପର ପଣ୍ଡିତ ମାନଙ୍କୁ ତର୍କରେ ପରାସ୍ତ କରିଥିଲେ..।ଆଉ ଯେଉଁ ସମୟରେ ନୃସିଂହ ବାବା କୌପୀନ ଧାରଣ କରିଥିଲେ ସେଇଟା ହେଉଛି ଯେବେ ସେ ଜନୈକ ପାଗଳ ବ୍ୟକ୍ତିର ମିଥ୍ୟା ଅଭିଯୋଗ ହେତୁ ଇଂରେଜ ସରକାର ଦ୍ୱାରା ଗିରଫ ହୋଇଥିଲେ,ଏବଂ ପରେ ନିର୍ଦ୍ଦୋଷରେ ଖଲାସ ହୋଇ ଆସିବା ପରେ ତାଙ୍କୁ ପ୍ରଭୁ ଆଜ୍ଞା ଦେଇଥିଲେ କୌପୀନ ଧାରଣ କରିବା ପାଇଁ..।ଆପଣ ସଠିକ ଭାବେ ସ୍ୱାଧ୍ୟାୟ କରି ନାହାଁନ୍ତି..।
@bapinaswain6369
@bapinaswain6369 3 жыл бұрын
ମୁଁ ଆପଣଙ୍କ ସହ ଏକମତ 👍
@श्रीकालीचरणचारण
@श्रीकालीचरणचारण 3 жыл бұрын
@@bapinaswain6369 ଏ ମହୋଦୟ ସଠିକ ତଥ୍ୟ ଆଣି ନାହାଁନ୍ତି ବାପିନ ଭାଇ..।ତାଙ୍କ ଅହଙ୍କାରକୁ ଆଘାତ ହେବ ବୋଲି ଏ ଯାଏଁ ମୋତେ ଉତ୍ତର ବି ଦେଇ ନାହାଁନ୍ତି..☺️।
@bapinaswain6369
@bapinaswain6369 3 жыл бұрын
ମୁଁ ମହିମା ଧର୍ମର ଭକ୍ତ ଭାଇ ମୁଁ ବି ଜାଣିଛି, ଏହି ମହାଶୟ କେତେ ଭୁଲ କହିଛନ୍ତି କିନ୍ତୁ ଯାହା ହେଉ ଗୁରୁ ମହିମା ସ୍ବାମୀ ଙ୍କ ବିଷୟରେ କିଛି କହିଲେ
@lijadas1547
@lijadas1547 2 жыл бұрын
Mu apanaka Saha ekamata.bhul tatthya Daya kari pradan karantuni
@श्रीकालीचरणचारण
@श्रीकालीचरणचारण 2 жыл бұрын
@@lijadas1547 ମୁଁ ତ କୌଣସି ଭୁଲ ତଥ୍ୟ ଦେଇନାହିଁ ମ୍ୟାମ୍ ।
@shaktisarangi8026
@shaktisarangi8026 3 жыл бұрын
Ashes dhanyabaad..
@sasmi876
@sasmi876 2 жыл бұрын
Guru Brahma mahima Alekha sarana
@maheshmoharana4943
@maheshmoharana4943 3 жыл бұрын
Please cite details of death of Mahima goshwami and next developments within mahima samaj linking with activity of Bhima bhoi. Your representation is very nice & educative . Thanks.
@Manas_Rath
@Manas_Rath 3 жыл бұрын
Hello Mahesh Sir.. We have deliberately skipped some events in this video to make it more acceptable. There are some historical events that some people may not like.
@BAD_HERO14
@BAD_HERO14 4 ай бұрын
Sir kichhi book achhi ki? Ei related🙏
@sadhutushordas6591
@sadhutushordas6591 3 жыл бұрын
Mahima alekha saranam Om
@manjitpanda3069
@manjitpanda3069 3 жыл бұрын
Doing good work sir.... 🙏
@Manas_Rath
@Manas_Rath 3 жыл бұрын
Thank you 🙏
@ArunKumar-nx3kr
@ArunKumar-nx3kr 3 жыл бұрын
The best of OLX Mahima
@ajumunda1519
@ajumunda1519 3 жыл бұрын
AL
@kadambalahari1072
@kadambalahari1072 3 жыл бұрын
Alakh mahima prabhu abhaya pade saranam
@saidutta6626
@saidutta6626 2 жыл бұрын
ମହାଶୟ ପ୍ରଣାମ। ଆପଣ ଅତି ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରି ମହିମା ଧର୍ମର ତତ୍ତ୍ୱ ବୁଝାଇଦେଲେ 🙏
@chandrasekharparida7490
@chandrasekharparida7490 2 жыл бұрын
Useful n investigative information but informations on Bhimvoie may kindly be given
@nabindurianabinduria4669
@nabindurianabinduria4669 2 жыл бұрын
Alekha Mahima sarana🙏🏼🙏🏼🙏🏼🙏🏼
@sunilkuanr.alekhamahimasar4267
@sunilkuanr.alekhamahimasar4267 3 жыл бұрын
Mahima gonsai bishayare sunili Karna Pabitra hela sir aapan ku koti pranam
@rajeshputhal3423
@rajeshputhal3423 2 жыл бұрын
Good. But expession of common social way.whatever may be, some people of Odisha knew briefly about Mahima dharm good ok
@rohitkumardehury3300
@rohitkumardehury3300 3 ай бұрын
❤❤
@jaydevadha7816
@jaydevadha7816 2 жыл бұрын
Guru Brahma mahima alekh 🙏🙏🙏🙏
@jyotsnaranipradhan4980
@jyotsnaranipradhan4980 7 ай бұрын
Guru mahima alekha
@binatirana2965
@binatirana2965 Жыл бұрын
❤❤❤❤❤❤❤❤ very nice Mahima Alek
@prasantapattanaik862
@prasantapattanaik862 4 ай бұрын
କଡା ନିୟମ ପାଇଁ ମହିମା ଧର୍ମ ସେତେ ପ୍ରସାର ଲାଭ କରି ପାରୁନି।
@prasadmajhi5559
@prasadmajhi5559 3 жыл бұрын
🌅 Jay Jagannath 💩 Sundar omruth Rasa mohima 🚩 Sotyo sanatana Maha Sunyo Guru soron 🗽
@tulasimaharana2218
@tulasimaharana2218 3 жыл бұрын
Mahima alekha 🙏prabhu. Prabhunka bisayare bhala katha kahile aagya
@kalyanammotivation7978
@kalyanammotivation7978 3 жыл бұрын
Alake mahima
@sasmi876
@sasmi876 2 жыл бұрын
Prabhu mahima Alekha sarana 🙏🙏🙏🙏🙏🙏💜❤️❤️
@prahalddas1971
@prahalddas1971 2 жыл бұрын
Chamatkar bisaya bahuta bhala lagila
@satyaprakashsahoo5213
@satyaprakashsahoo5213 Жыл бұрын
Jay shree Ram 🙏
@akshyasahu4335
@akshyasahu4335 Жыл бұрын
ସାର 🙏ମହିମା ସ୍ୱାମୀ ଶିଷ୍ୟ ମାନଙ୍କୁ ଆମିଷ ଖାଇବାକୁ ଆଦେଶ ଦେଇଥିଲେ କି ? ମହିମା ଧର୍ମରେ ଦୀକ୍ଷିତ ହୋଇ ଯେଉଁ ବାବାଜୀ ନାନା ପ୍ରକାର କୁ କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି ମହିମାଗୋସେଇଁ ଙ୍କ ଦ୍ଵାରା ଦଣ୍ଡିତ ହୁଅନ୍ତେ, ଭଲ ହୁଅନ୍ତା 🤔
@akcreation6160
@akcreation6160 2 жыл бұрын
Alekha mahima guru saranam🙏🙏❤❤
@ashokpanda7473
@ashokpanda7473 Жыл бұрын
🙏🌹🙏🌹
@sunild41
@sunild41 17 күн бұрын
Mahima Alekha Sharana 🙇🏻🪔🙏🏻🙏🏻🙏🏻🙏🏻🙏🏻
@tapasrath9715
@tapasrath9715 Жыл бұрын
Unknown information...thanks a lot for telling us the untold history.
@nimaindas313
@nimaindas313 2 жыл бұрын
Bramana,khytriya,rajaka nka ghare mahima goseini sanyasi kanhiki bhojana karanti nanhi karana bujhantu sir.
@MargasingGadaba
@MargasingGadaba 8 ай бұрын
Htank you sir
@abhayadas7882
@abhayadas7882 Жыл бұрын
ଭୁଲ କଥା କାହିଁକି ପ୍ରଚାର କରୁଛନ୍ତି
@narottamdehury5188
@narottamdehury5188 3 жыл бұрын
Alkha mahima sarahama
@alekhamahimastudycenter1361
@alekhamahimastudycenter1361 3 жыл бұрын
Mahima alekha sarana
@acharyaone7500
@acharyaone7500 2 ай бұрын
Ranjagola re b achi mahima pitha aji parjyanta chalu achi...🙏♥️
@bikramkeshari1371
@bikramkeshari1371 Жыл бұрын
Special thanks to Mansh Babu
@aishanyamajhi2871
@aishanyamajhi2871 3 ай бұрын
ମହିମା ଅଲେଖ
@satyabandeep3187
@satyabandeep3187 2 жыл бұрын
Guru mahima alekho
@jaydevadha7816
@jaydevadha7816 2 жыл бұрын
🙏🙏🙏🙏
@narayabadatya914
@narayabadatya914 Жыл бұрын
ଗୁରୁବ୍ରହ୍ମ ମହିମା ଅଲେଖ ଶରଣଂ
@priyabratbaral4114
@priyabratbaral4114 2 жыл бұрын
What is the actual origin of Mahima swami
@Pk2018-d2h
@Pk2018-d2h 3 жыл бұрын
Mahima dharama ja hrudaye janamai, Biswa bhatrutwa ra pakashta lavai,...
@trilochanmoharana9982
@trilochanmoharana9982 Жыл бұрын
Mahima grosain nka janma details place o date saha sie keuthi dikshta nei thile janeibe. 🙏🙏
@sureshchandra42170
@sureshchandra42170 Жыл бұрын
he alekh mahima tuma mahima prakrutare sata haithiba tahele Rina majhi ko mera man 6.7sat charitraban anusar jibansathi paei mara sahita sigrah milan karidia.tebe jai mu biswash karibi tuma mahima sata bali.
@narayanswamy3847
@narayanswamy3847 Жыл бұрын
Mahima swamy o Mahaprovu Jagannath eka na avirna ?
@ramrana3303
@ramrana3303 8 ай бұрын
ଦୟାକରି ଆପଣ ଯଦି ମହିମା ଧର୍ମ ସତ୍ୟତା ର ବିଷୟ ସମ୍ପୂର୍ଣ୍ଣ ଜାଣି ନାହାନ୍ତି ତେବେ ଅପପ୍ରଚାର ଭିଡିଓ କରନ୍ତୁ ନାହିଁ ଓ ଦୋଷ ବହନ୍ତୁ ନାହିଁ । ଆପଣ ଇତିହାସ ବହି ପରି କହି ଦେଲେ ହବନି । ଆପଣ କହିଥିବା କତ ସମ୍ପୂର୍ଣ୍ଣ ସତ୍ୟ ନୁହେଁ । ଯୋରନ୍ଦା ଗାଦି ମହିମା ଧର୍ମର ବାବାଙ୍କୁ ପଚାରି ଜାଣି ପାରିବେ।
@sarbeswarbehera9609
@sarbeswarbehera9609 3 ай бұрын
ଆପଣ ଅନେକ ଅଗ୍ରହଣଯୋଗ୍ୟ କଥା କହୁଛନ୍ତି
@sunilnayak3181
@sunilnayak3181 Жыл бұрын
ଗୌତମ ବୁଦ୍ଧ ଙ୍କ ବିଷୟରେ କୁହନ୍ତୁ
SanthaKabi Bhima Bhoi | Bhima bhoi biography | by Manas Rath
12:27
pumpkins #shorts
00:39
Mr DegrEE
Рет қаралды 125 МЛН
小蚂蚁会选到什么呢!#火影忍者 #佐助 #家庭
00:47
火影忍者一家
Рет қаралды 121 МЛН
Human vs Jet Engine
00:19
MrBeast
Рет қаралды 125 МЛН
Karapatra jodi sire,, କରପତ୍ର ଯୋଡି ଶିରେ....mp3
38:10
Shubham bhajan mancha.
Рет қаралды 181 М.
Birendra baba nka prabachan at mahima puram 2019 bishwashanti jagnya
32:49
pumpkins #shorts
00:39
Mr DegrEE
Рет қаралды 125 МЛН