ମଲା ପରେ ନେଇ ଦେଇ ଆସିବେ ଭତ୍ତା...। Mohan Charan Majhi । Madhu Babu Pension Yojana।Odisha ।

  Рет қаралды 452,460

News18 Odia

News18 Odia

Күн бұрын

Пікірлер: 252
@statusbook3214
@statusbook3214 2 ай бұрын
ବୃଦ୍ଧା ଙ୍କ ପ୍ରତି ଅପମାନ
@girija9561
@girija9561 2 ай бұрын
ବିଜେପି ହଟିବ ବହୁତ ଶୀଘ୍ର ମୂଳପୁଛ ହେଇଯିବ.
@SadhuBani-gd9cw
@SadhuBani-gd9cw 2 ай бұрын
ଆମେ ବହୁତ୍ ଶୀଘ୍ର ସମସ୍ତେ ମିଶି ଏଇ ବିଜେପି କୁ ଓଡ଼ିଶା ରୁ ଉପାଡି ଫୋପାଡି ଦବା
@AskaTownFccSugsLloyd
@AskaTownFccSugsLloyd 2 ай бұрын
News 16 odisha ku subscribe karantu
@rahulmajhi6206
@rahulmajhi6206 2 ай бұрын
ସମସ୍ତଙ୍କୁ ୩୦୦୦ଦିଅ ହେ ମୋହନ୍ ସରକାର ।। ନ ହେଲେ ବୃଦ୍ଧ ଙ୍କ ଅଭିଶାପ ରେ ତମ ରାଜନୀତି ଅଳ୍ପ ଦିନରେ ଧୂଳିସାତ୍ ହେଇ ପାରେ । ଏହା ଜଗନ୍ନାଥ ଦେଖୁଛନ୍ତି
@PritamMohanty-ik9ho
@PritamMohanty-ik9ho 2 ай бұрын
ବୃଦ୍ଧଙ୍କ ❤️‍🔥ଅଭିଶାପ❤️‍🔥 ପଡିବ ବିଜେପି 24 ଜନ୍ମ ଯାଏଁ ଓଡ଼ିଶାରେ ସରକାର ଗଠନ କରିପାରିବ ନାହିଁ
@SrabanKumarJena444
@SrabanKumarJena444 2 ай бұрын
ମିଛ ପ୍ରତିଶୃତି ବନ୍ଦ୍ ହେଉ ଆମ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ ବୟସକ ଏବଂ ଭିନ୍ନକ୍ଷମ ମାନଙ୍କ ପାଇଁ ଆମକୁ ଅଧିକ ମାତ୍ରା ରେ ସରକାରଙ୍କୁ ଅନୁରୋଧ କରିବାକୁ ପଡ଼ିବ
@RitanjaliPatmajhi
@RitanjaliPatmajhi 2 ай бұрын
Bspia cna L
@ammaamma8576
@ammaamma8576 2 ай бұрын
Sabudina pnaie hajijiba BJP
@BijayKumarParida-el7dw
@BijayKumarParida-el7dw 2 ай бұрын
A TV 😂🎉🎉😂🎉🎉😂😂😂😂😂😂😂 By😂😂​@@SrabanKumarJena444
@RatnakarMalla
@RatnakarMalla 2 ай бұрын
​@@SrabanKumarJena444popppp
@Sharatpadhi-v3r
@Sharatpadhi-v3r 2 ай бұрын
ବିଜେପି ସରକାର ଖୁବ୍ ଶୀଘ୍ର ତୁମର ପ୍ରତିଶ୍ରୁତି ପୂରଣ କର।
@sanjayakumar146
@sanjayakumar146 2 ай бұрын
ସମସ୍ତ ଙ୍କୁ ସମାନ ଦିଆ ଯାଉ
@promadkumar8956
@promadkumar8956 2 ай бұрын
ସରକାର ପରିବର୍ତ୍ତନ ହେଲା ବେଳକୁ ମୋହନ ବାବୁ ଙ୍କର ପାଣ୍ଠି ହୋଇଯାଇଥିବ ଆଉ ସରକାର ନ ଆସିଲେ ଚଳିବ
@HemantaSahu-yv1fq
@HemantaSahu-yv1fq 2 ай бұрын
80 ରୁ 100 ବର୍ଷ ସମସ୍ତଙ୍କୁ ବଞ୍ଚିବାକୁ ପଡିବ ମହନ ମାଝୀ 120ବର୍ଷ ବଞ୍ଚିବ ତମେ ବଞ୍ଚି ବନି( ଓଡିଶା ପାଇଁ ମୋଦି ବଞ୍ଚିଛି ନହେଲେ ସେ ମରି ସାରନ୍ତାଣି )
@Reenabehera0
@Reenabehera0 2 ай бұрын
Baba apana thik kahuchhanti Jay jagannath 🙏🏻🙏🏻🙏🏻🙏🏻🙏🏻😭❤
@shrikantakumbhar5061
@shrikantakumbhar5061 2 ай бұрын
ପ୍ରଥମରୁ କାହିଁ କହୁନ ଥିଲା ବିଜେପି 80 ବର୍ଷ ଲୋକଙ୍କୁ ଦେବିବୋଲି ମିଥ୍ୟା ପ୍ରତିଶୃତି ଦେବା ତାପାଇଁ କୌଣସି ଆଇନ ନାହିଁ ଭାଇ ଏଇଟା ଠିକ୍ କରିନି ,
@diptiranjanpradhan9433
@diptiranjanpradhan9433 2 ай бұрын
ଭୋଟ ନବା ପାଇଁ ଏତେ ତଳକୁ ଖସିଗଲେ
@Bhagi-s7s
@Bhagi-s7s 2 ай бұрын
News ଭାଇ ଭଲ ପ୍ରତିକ୍ରିୟା ନେଉଛନ୍ତି
@panchanaik5886
@panchanaik5886 2 ай бұрын
You are right 👍
@lingarajsahoo9173
@lingarajsahoo9173 2 ай бұрын
Thank you News 18
@arunakumarkata6903
@arunakumarkata6903 2 ай бұрын
ଗୋଟେ ବଡ଼ ବଡ଼ ଚାକିରୀ ଆ ଦରମା ମାସ କୁ ଲକ୍ଷେ ୫୦ହଜାର ସେମାନଙ୍କ ୩୦ ହଜାର ଲେଖ କାଟି ଭତା ଦିଅନ୍ତୁ ପଇସା ଯଦି ହଉ ନାହିଁ ବେଳେ
@rkn9710
@rkn9710 2 ай бұрын
Govt officer 10-4 kama karibe aau tanka paisa katiki Tama bhataa dia haba waah ...
@durganaik9952
@durganaik9952 2 ай бұрын
Ki murkha ta
@prasantadashpupu7853
@prasantadashpupu7853 2 ай бұрын
କିଛି ଅସୁବିଧା ନାହିଁ
@jaganrout9420
@jaganrout9420 2 ай бұрын
ଆମ ପଂଚାୟତ ରେ 80 ବୟସ କେହି ନାହାନ୍ତି ମୋହନ ସରକାର କାହାକୁ 3000 ଦେବ ସରକାର ହଟିବା ଦରକାକ ରାହୁଲ ଗାନ୍ଧିଙ୍କ ଆମ ସରକାର ❤❤❤❤
@biswamberbhutia3280
@biswamberbhutia3280 2 ай бұрын
ସରକାର ରଙ୍ଗ ବଦଳେଇ ପାରିବ ଟଙ୍କା ଦେଇ ପାରୀଵନୀ ଯେଉଁ ସରକାରୀ ଆଳୁ ଦେଇ ପାରିଲାନି ସେ ବାଳ ଦେଵ
@ashokkumardas6003
@ashokkumardas6003 2 ай бұрын
1000 ଭତା Naveen Babu କରିଛନ୍ତି, ମୂର୍ଖ ଲୋକ ଙ୍କ ଯୋଗୁ ଓଡ଼ିଶା ର ଏ ଅବସ୍ଥା.
@AdmiringCoastalBeach-tj6ws
@AdmiringCoastalBeach-tj6ws Ай бұрын
Thik kahila bhai
@GautamBehera-zr8jx
@GautamBehera-zr8jx 2 ай бұрын
Bjp Manifesto Odisha 2024 ଲେଖିକି ଦେଖ ଗୁଗଲ ରେ ସେମାନଙ୍କର ପ୍ରତିଶୃତିରେ ଲେଖା ଯାଇଛି ସେଠାରେ 3000 ସମସ୍ତଙ୍କୁ ଦେବେ (3500 80ବର୍ଷ 80% ) ସେମାନେ ଆମକୁ ଠକିଛନ୍ତି ଜଗନ୍ନାଥ ଦେଖୁଛନ୍ତି ଅପେକ୍ଷା କେବଳ ସେ ସମୟ କୁ
@SrabanKumarJena444
@SrabanKumarJena444 2 ай бұрын
ଆମ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ ବୟସକ ଏବଂ ଭିନ୍ନକ୍ଷମ ମାନଙ୍କ ପାଇଁ ଆମକୁ ଅଧିକ ମାତ୍ରା ରେ ସରକାରଙ୍କୁ ଅନୁରୋଧ କରିବାକୁ ପଡ଼ିବ
@diptiranjanpradhan9433
@diptiranjanpradhan9433 2 ай бұрын
ପୁଣି ଚେଞ୍ଜ ହେବ ଏଇ ପଂଚାୟତ ଇଲେକ୍ସନ ରେ ଦେଖିବ କେମିତି ଅଣ୍ଡା, ଆଉ ସଡ୍ଡା ବିଲାତି ମାଡ଼ ହେବ
@SrabanKumarJena444
@SrabanKumarJena444 2 ай бұрын
ମିଛ ପ୍ରତିଶୃତି ବନ୍ଦ୍ ହେଉ ଆମ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ ବୟସକ ଏବଂ ଭିନ୍ନକ୍ଷମ ମାନଙ୍କ ପାଇଁ ଆମକୁ ଅଧିକ ମାତ୍ରା ରେ ସରକାରଙ୍କୁ ଅନୁରୋଧ କରିବାକୁ ପଡ଼ିବ
@lingarajsahoo9173
@lingarajsahoo9173 2 ай бұрын
Good citizen thank you
@GatikrushnaDash-y6x
@GatikrushnaDash-y6x 2 ай бұрын
90 year old age pension please
@statusbook3214
@statusbook3214 2 ай бұрын
News 18❤👍
@sanatansahu746
@sanatansahu746 2 ай бұрын
Odishabasinku Mohan babu bhalakari thakila Pare janiba
@kanhudas3308
@kanhudas3308 2 ай бұрын
ମାଉସୀ କଥା ଟି ବହୁତ ଭଲ ଲାଗିଲା 👌👏👏 ବିଜେପି ସରକାର ଡବଲ ଡବଲ ଦବ ଅଗରେ 🤣🤣
@mrutyunjayaacharya
@mrutyunjayaacharya 2 ай бұрын
ଗାଲୁଆ ମହନା କିଛି ଦଵନି
@abrahamabhi2534
@abrahamabhi2534 2 ай бұрын
Yess right
@madhusmita597
@madhusmita597 2 ай бұрын
Right
@swadhinsamal519
@swadhinsamal519 2 ай бұрын
ମୋଦୀ ଗ୍ୟାରେଣ୍ଟି ସମସ୍ତେ ପାଇବେ 3000/ ମୋହନ ବାବୁ ନହେଲେ 2 ବର୍ଷ ପରେ ଶାସନ ଭାଙ୍ଗି ଯିବ 🙏🏻
@DiuduMajhi-k6l
@DiuduMajhi-k6l 2 ай бұрын
ବିଜେପି ଲକମାନେ 100 ବର୍ସ୍ ଯାଈ ବଝିବେ ତାଙ୍ଗୁ ମିଳିବ 3500 ଟଙ୍କା ମୀଛୁଆ ସରକାର
@statusbook3214
@statusbook3214 2 ай бұрын
Local18 ❤️
@mrutyunjayaacharya
@mrutyunjayaacharya 2 ай бұрын
ଧୋକାଵାଜ୍ ବିଜେପି କୁ ଵିଦାକର
@sankarsankar5464
@sankarsankar5464 2 ай бұрын
@statusbook3214
@statusbook3214 2 ай бұрын
ଭାରତୀୟ ଜନତା ପାର୍ଟି ❎ଭାରତୀୟ ଯାତ୍ରା ପାର୍ଟି ✅
@tarabatixaxa7968
@tarabatixaxa7968 2 ай бұрын
Naveen sarakar sabuthu bhala
@PadmaRo-j3j
@PadmaRo-j3j 2 ай бұрын
Nice 💯👍 nws❤
@pramodbehera607
@pramodbehera607 2 ай бұрын
ଲୋକମାନେ ବିଜେପିକୁ ଲୁଙ୍ଗି ଟେକୀକି ଭୋଟ ବାଡେଲେ, ଭତ୍ତା ପାଇଲେ ଆମ ନବୀନ ବାବୁ ଯାହା ଦଉଥିଲେ, ସେଇ 1000 ଟଙ୍କା ଦେଲେ, ଆଉ 3000 ଟଙ୍କା କୁଆଡେ ଗଲା ମୋହନ ବାବୁଆ, 100 ୟୁନିଟ ଛାଡ଼ ହୋ ଧର୍ମେନ୍ଦ୍ର ବାବୁ
@SadhuBani-gd9cw
@SadhuBani-gd9cw 2 ай бұрын
ଅତି ଲୋଭ ରୁ ମୃତୁ ୧୦୦୦ ରେ ସନ୍ତୁଷ୍ଟ ନ ହେଇ ୩୦୦୦ କୁ ଲୋଭ କରି ଭୋଟ ଦେଲେ ଏବେ ବାମ୍ଫ ନିଅ ବିଜେପି ୫ yr ଭିତରେ ସବୁ ଖୋଳ କରି ଚାଲିଯିବ ଆଉ ବାଳ ଟା ଥିବ ଆମ ପାଇଁ
@SusantaMohanty-q4y
@SusantaMohanty-q4y 2 ай бұрын
Wright katha
@tarabatixaxa7968
@tarabatixaxa7968 2 ай бұрын
Loka mananku bhuan bulei vote neigale
@biswajitmoharanabf5149
@biswajitmoharanabf5149 2 ай бұрын
ବୃଦ୍ଧ ମାନେ ତ ମାଷ୍ଟର କ୍ୟାଣ୍ଟିନେ ରେ ଯାଇ ଆନ୍ଦୋଳନ କରି ପାରିବେନି ନା ।ତାଙ୍କର ବଢ଼େଇବେ କଣ ପାଇଁ।ପାଗଳ ଚୋଦି ସରକାର ।ବିଧବା ଭତା ଆଗ ବଢେଇବା କଥା ।ଯେଉଁ ମାନେ କମ ବୟସରୁ ବିଧବା ତାଙ୍କର ଛୋଟ ପିଲା ତାଙ୍କର ନ ବଢେଇ ୮୦ ବୟସ ରୁ ଅଧିକ ଲୋକ ଙ୍କୁ ଦେଲେ ସେମାନେ horliks ଖାଇବେ ?
@jayantanayak5293
@jayantanayak5293 2 ай бұрын
ଠିକ୍ ଜବାବ ଦେଇଛନ୍ତି
@SadhuBani-gd9cw
@SadhuBani-gd9cw 2 ай бұрын
BJP B - ବିଫଳ ସବୁଥିରେ J - ଜାଲିଆତି ରେ ଆଗୁଆ P - ପଇସା ଲୁଟିବାରେ ଆଗୁଆ
@prasantadashpupu7853
@prasantadashpupu7853 2 ай бұрын
ମତେ କାହିଁକି ଲାଗୁନାହିଁ ଏ ବର୍ଷ ଭତ୍ତା ବଢେଇବ।ଆମ ଓଡ଼ିଶାରେ ପ୍ରତ୍ୟେକ ସରକାର କେବଳ ନାରୀମାନଙ୍କ ସସକ୍ତିକରଣ ପାଇଁ ଲାଗିଛନ୍ତି।
@satyabratabiswal9854
@satyabratabiswal9854 2 ай бұрын
Think decision
@gourachandbag973
@gourachandbag973 2 ай бұрын
ଆଜି କାରଦିନରେ ୨୦୦୦ ୫୦୦୦ କିଛି ନୁହେଁ କିନ୍ତୁ ଏବେ ଏବେ ୩୦୦ ରୁ ୫୦୦ ରୁ ୧୦୦୦ ହୋଇଛି ତାପରେ ନୁଆ ସରକାର ୩୦୦୦ କରିଦେଇଛି ତାହା ଭୁଲ ସେ ଚାହିଁଲେ ଦେଇ ପାରିବେ କିନ୍ତୁ କାଳି ସକାଳେ ଆମେ ନିତି ଖାଇବା ବଦଧୀତ ଦରରେ କିଣି ଖାଇବା ତ କ'ଣ ଲାଭ
@prasantadashpupu7853
@prasantadashpupu7853 2 ай бұрын
ସରକାରି ଚାକିରିଆ ଏତେ ଏତେ ଦରମା ନେଉଛନ୍ତି। ସେତେବେଳେ ରାଜ୍ୟ ଏବଂ ଦେଶରେ ଦରଦାମ ବଢୁନି କି ?,mla ଏବଂ mp ମାନଙ୍କର ସବୁ ମାଗଣା। ସେତେବେଳେ ଦରଦାମ ଆମ ପାଇଁ ବଢୁନି? ସବୁ ଜିନିଷ well management କଲେ ସବୁ ଚାଲିବ।ଆଉ ବହୁତ ଅଦରକାରୀ ମାଗଣା scheme କୁ ହଟାଯାଉ ରାଜନିତି ପାଇଁ ହେଇଥିବା।
@kirttanbiharijena689
@kirttanbiharijena689 2 ай бұрын
କଥା ଦେଲ କଥା ରଖୀଲ ନି ,ଗାଲୁଆ ସରକାର ଗାଲୁଆ
@parshuramnayak7650
@parshuramnayak7650 2 ай бұрын
🙏🙏
@niranjanmajhi7013
@niranjanmajhi7013 2 ай бұрын
ମୋହନା ବୃଦ୍ଧଙ୍କ ଅଭିଶାପ ତତେ ଲାଗି ରହୁ, ମୋଦି କୁ ଲାଗି ଥାଉ ତୁ ଯୋ ଠକି କରି ଆମର ଭୋଟ ନେଲୁ କେବେ ଭଲ ହେବନାହିଁ। ତତେ କୋଟି କୋଟି ଦଣ୍ଡ ବତ।
@Rusi-s6r
@Rusi-s6r 2 ай бұрын
ମାଉସା ମାଉସୀ ମାନେ ତମେ ମରିବା ପରେ ତମ ସମାଜୀ ପାଖରେ ଭତା ଟଙ୍କା ରଖାଯିବ
@Sumitrasubha540
@Sumitrasubha540 2 ай бұрын
👌
@gobardhansabar8344
@gobardhansabar8344 Ай бұрын
Very good
@trilochansethi767
@trilochansethi767 2 ай бұрын
Band sarkar
@dillipkumarswain5728
@dillipkumarswain5728 2 ай бұрын
So nice 👍👍👍❤❤
@AlokMishra-w3e
@AlokMishra-w3e 2 ай бұрын
୫୦ % ରୁ ୭୮ % ଥିବା ଭିନ୍ନକ୍ଷମ ମାନେ ନିଜର ଅଙ୍ଗ ପ୍ରତ୍ୟଙ୍ଗ ହରାଇ ଛନ୍ତି ଏମାନେ ମାସ ଶେଷରେ ଭତା ଉପରେ ନିର୍ଭର କରୁଛନ୍ତି ଚଳିବା ପାଇଁ ଏମାନଙ୍କୁ ପ୍ରତାରଣା କରା ଯାଇଛି। ଜୟ ଜଗନ୍ନାଥ 😢😢😢😢😢😢😢😢😢😢😢😢😢😢
@SomanathBiswal-g3s
@SomanathBiswal-g3s 2 ай бұрын
ବିଜେପି ସରକାର ଆଗକୁ ବଦଳିବ
@kids-of2vg
@kids-of2vg 2 ай бұрын
2029 re congress ku ana odisa basi
@kabitarani9747
@kabitarani9747 Ай бұрын
୮୦ବର୍ଷ ଯାଏ କେତେ ଲୋକବଞ୍ଚୁଛନ୍ତି? ତୁରନ୍ତ ୭୦ବର୍ଷରୁ ଅଧିକ ଏବଂ ବିଧବା ଓ ଭିନ୍ନକ୍ଷମ ଙ୍କୁ ୩୫୦୦ ଭତ୍ତା ଦିଆଯାଉ । ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ଦେବା ବଦଳରେ ପ୍ରତାରଣା ଦେଇ BJP ସରକାର କେତେ ଦିନ ତିଷ୍ଠି ରହିବ?
@girija9561
@girija9561 2 ай бұрын
[8/8, 7:08 PM] Jai Jagannath 🙏🙏🙏: ସରକାରି ଚାକିରିଆଙ୍କୁ ମାସିକ ୯୦୦୦୦ ଦରମା ଦେଲା ବେଳେ ସରକାର ର କିଛି ଅସୁବିଧା ହଉନି ହେଲେ ୬୦ ବର୍ଷ ଅସହାୟ ଗରିବ ବୃଦ୍ଧା ମାନଙ୍କୁ ମାସିକ ୩୦୦୦ ଭତ୍ତା ଦେବା ପାଇଁ କଷ୍ଟ ହେଇଛି .ୟେ ସରକାର ର କେମିତିକା ନ୍ୟାୟ. ଧିକ ତମ ସରକାର ଧିକ ତ ମଣିଷ ପଣିଆ. ବିଜେପି କୁ ଭୋଟ ଦେଲୁ ହେଲେ ଭାବିନଥିଲୁ କି ସେ ସବୁ ମିଛ ପ୍ରତିଶୃତି. ବିଜେପି ଆସିଲା ପରେ ଦର ଦାମ ଏତେ ବଢ଼ିଯିବ ସେ କଥା ବି ଗୋଟେ ଗରିବ ଭାବିନଥିଲା. ଧନୀ ଲୋକ ଚାକିରିଆ ତ ଚଳିଯିବେ ହେଲେ ଗୋଟେ ଗରିବ ମରିଯିବ.ଧନୀ ଅଧିକ ଧନୀ ହଉଛି ଗରିବ ଯେ ଗରିବ କୁ ସେଇ ଗରିବ. ଚାକିରିଆ ପାଇବେ ମାସକୁ ୯୦୦୦୦. ସେଥିରେ ୯ ଟା ପରିବାର ଚଳିବ.
@lingarajsahoo9173
@lingarajsahoo9173 2 ай бұрын
Thank you sir
@PramodkuBasantara
@PramodkuBasantara 2 ай бұрын
ବୃଦ୍ଧ ଲୋକଙ୍କ ଅଭିଶାପ ବିଜେପି ସରକାର ଉପରେ ପଡିବ । ୮୦ ବର୍ଷ ରେ ବାର୍ଦ୍ଧକ୍ୟ ଭତ୍ତା। ଲୋକେ ନବୀନ ପଟ୍ଟନାୟକଙ୍କୁ ଭୁଲିପାରୁନାହାନ୍ତି। ସରକାର ପରିବର୍ତ୍ତନ ନିଶ୍ଚିତ।
@DasharathaRoti
@DasharathaRoti 2 ай бұрын
Next BJD
@AkshitrutiyaBharati
@AkshitrutiyaBharati 2 ай бұрын
Pratishruti rakhntu bharatiya Janata party BJP tatha Mohan majhi
@kailashchandramohapatra1240
@kailashchandramohapatra1240 2 ай бұрын
Daradam badhibo sobu re bhai
@AkashyaParida
@AkashyaParida 2 ай бұрын
Very god
@ganeshmahanty8312
@ganeshmahanty8312 2 ай бұрын
Bharta 3000 sama sta nku kariba dar kar plees 😢😢😢😢😢😢😢😢😢😢
@amayamohanty4484
@amayamohanty4484 2 ай бұрын
Good
@vikramkumar...2265
@vikramkumar...2265 2 ай бұрын
Next election ରେ ସବୁ ମୂଳପୋଛ ହେବ ଆପେଖ୍ୟା କର
@qxztr
@qxztr 2 ай бұрын
ବିଜେପିର ଏତେ ପରିମାଣରେ ଠକିବା ଦିମାଗକୁ ଧନ୍ଯବାଦ। ୫ବର୍ଷପରେ ଲୋକେ ସବୁ ଭୂଲି ଯିବେ, ବିଜେପିର ପଛେ କୁକୁର ଭଳି ଦଉଡି।
@KumarMohapatra-c7k
@KumarMohapatra-c7k 2 ай бұрын
Thief is in Jail....Thief is now suspended .....Thief in Judicial Custody has agreed to be under suspension , under supervision and will not commit robbery without permission during Suspension.... Thought Vigilance Officer got suspended.
@NilamaniSahu-bi6pp
@NilamaniSahu-bi6pp 2 ай бұрын
ନିଉଜ ଚ୍ୟାନେଲ ବିଜେଡି ଲୋକ ଏମାନେ ବିଜେଡ଼ି ଲୋକ ବୋଲି ଏମିତି କହୁଛନ୍ତି
@CreationOdia1234
@CreationOdia1234 2 ай бұрын
ଠକ BJP 😂😂😂😂😂 ଓଡ଼ିଶା ର ନିରୀହ ଲୋକ ଙ୍କୁ ଠକି ଦେଲା😂😂😂😂
@BabyPal-e9v
@BabyPal-e9v 2 ай бұрын
BaBaBa
@bimalachatar3664
@bimalachatar3664 2 ай бұрын
ମଉସାଙ୍କ ଲୁଙ୍ଗି ଟେକା ଡ୍ୟାନ୍ସ କଥା ଶୁଣି ମଜା ଲାଗିଲା
@NityanandaPadhi-y7b
@NityanandaPadhi-y7b 2 ай бұрын
Naveen sir Jay JINDA 🎉🎉🎉
@Soubhagya-1414
@Soubhagya-1414 2 ай бұрын
ଦେଇଥିବା ପ୍ରତିଶ୍ରୁତି ପାଳନ କର ନ ହେଲେ ମହୋନ ମାଝୀ ଇସ୍ତଫା ଦିଅ ତମେ ରାଜ୍ୟ ଚାଳାଇବାକୁ ଯୋଗ୍ୟ ନୁହେଁ। ବିଜେପି ତାଙ୍କ ଘରୁ ଆନିକି ଦେଉଛନ୍ତି କି ଲୋକଙ୍କ Tax ପଇସା ନେଇ ଲୋକଙ୍କୁ ଦେବାକୁ ତାଙ୍କର ଗାଣ୍ଡି ଫାଟୁଚି।
@AlokBhoi-j8j
@AlokBhoi-j8j 2 ай бұрын
Bala sarkar
@Manas83428
@Manas83428 2 ай бұрын
2029 congress party joining 😮😂
@sweetybisi5148
@sweetybisi5148 2 ай бұрын
ମଉସା ମାଉସୀ ଠିକ୍ କହୁଛନ୍ତି ମଶାଣି କୁ ଯାଇ ମୋହନ ବାବୁ ଦେବେ
@stuluachary
@stuluachary 2 ай бұрын
ନବୀନ ପଟ୍ଟନାୟକ 80 ବର୍ଷର ଲୋକେ ମଲାପରେ ₹-1200/- ଟଙ୍କା ଦ‌ଉଥିଲେ । ବିଜେପି ମଧ୍ୟ 80 ବର୍ଷର ଲୋକେ ମଲାପରେ ₹-3500/- ଦବ । ବିଜେଡ଼ି ₹-1200/- ଦେଲା ବେଳେ ଲୋକେ ଅମର ବର ପାଉଥିଲେ । ବିଜେପି 80 ବର୍ଷର ଲୋକେ ମଲାପରେ ₹-3500/- ମଲାପରେ । ମାନିବାକୁ ପଡ଼ିବ ହିନ ରାଜନୀତି କରୁଛ ଲଜ୍ଜା ଲଜ୍ଜା ହାଁ ଥୁ ମାଡ଼ି ଚାଲ୍ ଲଗା ତାଳି.....🤣🤣🤣🤣
@ganeswarbehera-fj6yu
@ganeswarbehera-fj6yu 19 күн бұрын
ଜନତା ୨୪ ବର୍ଷ ଧରି ପାଟି ଖୋଲୁନଥିଲେ । ଏବେ ୨୪ ବର୍ଷ ରେ ଅନେକ ଲୋକ ମଶାଣିରେ।ଏବେ ଚିନ୍ତା କରିବାର ବେଳ। କିନ୍ତୁ ନୂଆ ସରକାର କେବେ ହାରାସ କରିବେ ନାହିଁ।ନୂଆ ମୁଖ୍ୟମନ୍ତ୍ରୀ ଓଡିଆ ବୁଝି ପାରୁଛନ୍ତି।ଗତ ସରକାର ରାଜକୋଶ କୁ ଲୁଟି ଖାଲି କରି ଦେଇଛନ୍ତି। ନୂଆ ସରକାର ରାଜକୋଶ ରେ ଟଙ୍କା ଭରିଲେ ଭତା ବଢିବ । ଧର୍ଯ୍ୟ ଧରନୁ।
@BibitraJhodia-m5k
@BibitraJhodia-m5k 2 ай бұрын
As
@AnjumMosarrat-u6e
@AnjumMosarrat-u6e 2 ай бұрын
Jay Naveen sir great
@pradeepmuduli1766
@pradeepmuduli1766 2 ай бұрын
Mausa tame thick kahucha
@bisnukhandai442
@bisnukhandai442 2 ай бұрын
BJP GOVT, TAKE IMMEDIATE STEPS 😊
@kirttanbiharijena689
@kirttanbiharijena689 2 ай бұрын
ଗାଲୁଆ ସରକାର ଗାଲୁଆ ନେତାଙ୍କ ଭାଷଣ, ଗାଲୁଆ ଚାନେଲ
@baishnabcharansahoo9119
@baishnabcharansahoo9119 2 ай бұрын
ବଡ ଦୁଃଖର କଥା ଯେ,ଆପଣ ମାନେ ଆଜି ପର୍ଯ୍ୟନ୍ତ ବୁଝି ପାରୁ ନାହାଁନ୍ତି।କେବଳ କିଛି ଚାଉଳ ଏବଂ କିଛି ଟଙ୍କା ପାଇଁ ଆପଣମାନେ ନିଜ ଅମୂଲ୍ୟ ଭୋଟ ଦେଇ ଦେଉଛନ୍ତି।ଆପଣମାନେ ସରକାରଙ୍କ ପାଖରେ ଦାବି କରିବା ଦରକାର ଯେ,ଆମ ମାନଙ୍କୁ ମୁକ୍ତ ଶିକ୍ଷା,ମୁକ୍ତ ସ୍ବାସ୍ଥ୍ୟ ସେବା ଓ ରୋଜଗାର ଯୋଗାଇ ଦିଅନ୍ତୁ।ଆପଣମାନେ ଭତା ନେଇ ଭୋଟ ଦେଉଛନ୍ତି,କିନ୍ତୁ ଆପଣଙ୍କ ଭବିଷ୍ୟତ ପୀଢ଼ି ପାଇଁ ଆପଣମାନେ ଚିନ୍ତା କରିବା ଆବଶ୍ୟକ।
@kkpattnaik4511
@kkpattnaik4511 2 ай бұрын
ସବୁ ବୃଦ୍ଧା ଙ୍କ ଅଭିଶାପରେ ମହନ୍ ମାଝି ୮୦ ଆଉ ବଞ୍ଚିଲା ଭଳିଆ ଲାଗୁନି 😂😂😂
@arpitamohanty327
@arpitamohanty327 2 ай бұрын
Media bhai sarkar ku janantu sabu disability mananku bi daya karantu and bidhaba maa manaku bi and old age manaku bi 3000 and 3500 diajiba nihati darakar please sir apana samastanku daya karantu mu apanku hata jodi kahuchhi please ama anurodha rakhantu kemiti mu banchibi mu nije disability mora 75%achhi mu kemiti chalibi
@murmuthakur7573
@murmuthakur7573 2 ай бұрын
ଠକ ଦଳ
@PrakashKumar-k8b6j
@PrakashKumar-k8b6j 2 ай бұрын
Mausa congress ku votedaba
@kalicharanpanda4079
@kalicharanpanda4079 2 ай бұрын
Panchayat election re CONGRESS ku janata vote deba SUNISCHITA. ❤❤❤❤❤❤
@BinodBehera-mh3xo
@BinodBehera-mh3xo 2 ай бұрын
ମଉସା ଭତ୍ତା ମିଳିବ 3000 କିନ୍ତୁ ଟାଇମ୍ ଲାଗିବ
@simanchalpradhan2405
@simanchalpradhan2405 2 ай бұрын
Sarapnca election aasu bjp janiba
@JumuratunBibi-ih7ke
@JumuratunBibi-ih7ke 2 ай бұрын
Mohan sir debe ate byasta hele kemiti heba
@DilipJayaVlogs
@DilipJayaVlogs 28 күн бұрын
ଭୋଟ ଦେଇଛ ନାମ ନିଅ 🤣😭🤤😓😥😢👎👎
@labamajhi8284
@labamajhi8284 2 ай бұрын
ସରକାର ପାଗଳ ହୁଇ ଛି
@kanhahomedecorating6602
@kanhahomedecorating6602 2 ай бұрын
ବିଜେପି କୁ ମୋର ଅନୁରୋଧ ଭତା ଟୋଟାଲ 500 କରାଯାଉ ଯେଉଁ ବୁଢା, ବୁଢ଼ୀ ଙ୍କର ପିଲା ଛୁଆ ନାହାନ୍ତି ତାଙ୍କର 3500 ଭତା ଦିଆ ଯାଉ
@DilipJayaVlogs
@DilipJayaVlogs 28 күн бұрын
ଏ ହେଉଛି ରଙ୍ଗ ବଦଳା ସରକାର 😢😥😓🤤😭🤣👎👎👎😂😅
@AnuAnu789-ms1nk
@AnuAnu789-ms1nk 2 ай бұрын
ମିଛ ଯଦି କେହି ଠିକ୍ ରେ ସିଖିନାହାନ୍ତି bjp କୁ ପଳେଇ ଆସ ବହୁତ୍ sundar ମିଛ କହିବା ଶୁଖିଯିବ😂😂😂😂😂😂
@Laba..s
@Laba..s 2 ай бұрын
Tikatabai❤
@bijusahu7276
@bijusahu7276 2 ай бұрын
60 age re 3500 milu
@BapunaBehera-v5q
@BapunaBehera-v5q 2 ай бұрын
BjdCm 🙏🙏🙏🙏🙏🙏🙏
@satyabratasethi2942
@satyabratasethi2942 2 ай бұрын
Bekar odisha BJP government jumla sarkar
"Chammak Chandra Comedy Special" Skits You Can't Miss!" | Jabardasth | Etv
49:12
ETV Comedy Junction
Рет қаралды 2,5 МЛН
Random Emoji Beatbox Challenge #beatbox #tiktok
00:47
BeatboxJCOP
Рет қаралды 20 МЛН
UFC 308 : Уиттакер VS Чимаев
01:54
Setanta Sports UFC
Рет қаралды 838 М.
Bhikari Bal || Jagannath Bhajan
38:49
bhikari bal official
Рет қаралды 4,9 МЛН
Random Emoji Beatbox Challenge #beatbox #tiktok
00:47
BeatboxJCOP
Рет қаралды 20 МЛН