Man ends life after 4th child turns out to be a girl too

  Рет қаралды 653,936

OTV

OTV

Күн бұрын

Пікірлер: 746
@naturelifestyle4704
@naturelifestyle4704 2 жыл бұрын
ମା ମନ ଦୁଃଖ କରନି ସେ ଝିଅ ମାନେ ପୁଅ ମାନଙ୍କ ଠାରୁ କମ ହେବେନି, ସବୁ ପୁରଣ କରିବେ 👍
@basantibijayalaxmiexpress8990
@basantibijayalaxmiexpress8990 2 жыл бұрын
ଏତେ ସୁନ୍ଦର ସୁନ୍ଦର ଛୁଆମାନଙ୍କ ମୁହଁ କୁ ଦେଖି କଣ ମନ ଖୁସି ହେଲାନାହିଁ ଯେ ପୁଣି ପୁଅ ଦର୍ କାର୍ ଥିଲା,
@Pabitra_kumar_Jena
@Pabitra_kumar_Jena 2 жыл бұрын
ମୋ ବଡ଼ ଭାଉଜ ର ଦୁଇ ଟା ପୁଅ ପରେ ଠାକୁର କୁ ମାନସିକ କଲା ପରେ ବି ପୁଣି ପୁଅ ହେଲା
@basantibijayalaxmiexpress8990
@basantibijayalaxmiexpress8990 2 жыл бұрын
ହଁ ମ ଯାହା ଭାଗ୍ଯ ରେ ଅଛି ସେଇୟା ହବ 👍
@himanshunayak194
@himanshunayak194 2 жыл бұрын
Sei sundarata dekhi la khali au. Jhia sepate Nisha maharana, rani panda, sunny leone ku follow karuchi. Nari lagi hi au gote nari kharap hue . Purusha lagi nuha. Maa lagi prathama
@RanjanKumar-bg1zb
@RanjanKumar-bg1zb 2 жыл бұрын
Right katha
@kunmunk8371
@kunmunk8371 2 жыл бұрын
​@@himanshunayak194tumaku tike kharap laguni..pua haithile kana ultai pakai thanta
@Budheswarbinatapattayat
@Budheswarbinatapattayat 2 жыл бұрын
ଲୋକ ଟି ମରିଛି ଦୁଃଖ ନାହିଁ ଦୁଃଖ ଖାଲି ପିଲାମାନଙ୍କ ପାଇଁ ।। ଜୟ ଜଗନ୍ନାଥ 🙏🙏🙏🙏🙏🙏
@swopnacreations8609
@swopnacreations8609 2 жыл бұрын
Right
@Jotrimay
@Jotrimay 2 жыл бұрын
🙏🙏🙏😭😭😭
@manojsinumamuni3376
@manojsinumamuni3376 2 жыл бұрын
🙏👍
@rakesh-so3rl
@rakesh-so3rl 2 жыл бұрын
Abhaba vitare 4 ta jhia hele ,tume b bhai jiban judha re Hari jiba. Nija upare bitile hin jani pariba. Ara pari ku chali jaithiba loka ku au blame karantuni.🙏
@seemamohanty6277
@seemamohanty6277 2 жыл бұрын
Ae comment re like maruthhiba person mane comment ku tthik re dekhantu bujhantu
@sadanandasahoo3707
@sadanandasahoo3707 2 жыл бұрын
ବ୍ୟସ୍ତ ହୁଅନି ମାଉସୀ। ଏଇ ଝିଅମାନେ ନିଶ୍ଚୟ ଦିନେ ସମାଜରେ ଛିଡାହୋଇ, ଏମିତି ବାପାର ଝିଅବୋଲି ଅନୁତାପ କରିବେ। ଧିକ୍ ସେ ବାପାକୁ।
@aratisahoo7870
@aratisahoo7870 2 жыл бұрын
ଆମେ ୪ ଭଊଣି ମୋ ବାବା ଆମକୁ ପାଠ ପଢ଼ାଇ ମଣିଷ କରିଛନ୍ତି , ଆମେ ଆମ ବାବା ଙ୍କ ପାଈଁ ଗର୍ବିତ
@rashmitamohanty7812
@rashmitamohanty7812 2 жыл бұрын
Amara bi same
@SYVINE7
@SYVINE7 2 жыл бұрын
Amara bi same
@Biju999
@Biju999 2 жыл бұрын
@@rashmitamohanty7812 hello 🤗😘
@srijabehera3499
@srijabehera3499 2 жыл бұрын
Amar bi
@kumars2221
@kumars2221 2 жыл бұрын
Good 👍 God bless you and ur family
@soumyanayak77635
@soumyanayak77635 2 жыл бұрын
ଯଦି ବି ପୁଅ ହେଇଥାନ୍ତା କଣ guarantee ଅଛି ସେ ଭଲ ପିଲା ହେଇ ଥାଆନ୍ତା ଯଦି ଅମଣିଷ ହେଇ କାଠ ଫାଳିଆ କି ଟାଙ୍ଗିଆ ରେ ହାଣି ଥାଆନ୍ତା ତେବେ ହୁଏତ ଏଇ ଲୋକ ର ଚେତା ପଶି ଥାଆନ୍ତା ବହୁତ୍ କମ୍ ପୁଅ ଯିଏ କି ବାପା ମା ଙ୍କ ଯତ୍ନ ରଖନ୍ତି
@santoshsahu-yh4yt
@santoshsahu-yh4yt 2 жыл бұрын
Absolutely Right
@editing.girl1125
@editing.girl1125 2 жыл бұрын
Yes sis u r 100 percent right
@Digital20_
@Digital20_ 2 жыл бұрын
Yes it's all right
@nirmalsahoo2474
@nirmalsahoo2474 2 жыл бұрын
Ethire se loka ra dosa kn, dosa ta aama samaja ra, se jhia nka pain jou sabu system rakhichanti, se system saha ladhiba pain jane gariba loka ra setiki sahasa darkar
@RanjanKumar-bg1zb
@RanjanKumar-bg1zb 2 жыл бұрын
ମର ଝିଅ ନାହିଁ ଗୋଟେ ଝିଅ ଦରକାର
@jagynasenipatra6026
@jagynasenipatra6026 2 жыл бұрын
Ame 6 bhauni hele, mo bapa kebe dukh feel karinahanti, love u papa🙏
@lizabahira8390
@lizabahira8390 2 жыл бұрын
Bahutu bhala tuma paribar dhanyabad🙏
@kousik8042
@kousik8042 2 жыл бұрын
ବାପା କୁ କହିବୁ ଆଉ 6ଟା କରିବ... ବେଲଜ୍ୟା ଙ୍କ ଭଳି କହୁଛି 6ଭଉଣୀ.. ଏଇ ଭଳି ଲୋକଙ୍କ କାରଣରୁ ଜଣସଂଖ୍ୟା ବଢୁଛି
@shreyaaa5960
@shreyaaa5960 2 жыл бұрын
@@kousik8042 tamara kn gala emiti kn kahucha
@desiboy..7960
@desiboy..7960 2 жыл бұрын
@@kousik8042 tame bhai tumar katidia aepatu make up heijiba ...desha pain chinta dekhi mu garbita
@seemamohanty6277
@seemamohanty6277 2 жыл бұрын
@@kousik8042 nonsense
@padmanavaparida9898
@padmanavaparida9898 2 жыл бұрын
ମୂଳ କାରଣ ହେଉଛି, ଯୈାତୁକ ,,ଯୈାତୁକ ଯୋଗୁଁ ଲୋକମାନେ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଉଛନ୍ତି।
@dippunayak633
@dippunayak633 2 жыл бұрын
right
@ajaysarangi3049
@ajaysarangi3049 2 жыл бұрын
Absolutely Right
@AMARYT-rl4cs
@AMARYT-rl4cs 2 жыл бұрын
Right 👍👍
@kumarhappy5882
@kumarhappy5882 2 жыл бұрын
right
@aanitaanu7335
@aanitaanu7335 2 жыл бұрын
ଆମର 5 ଭଉଣୀ ଗୋଟେ ଭାଇ ଆଉ ମୋ ବଡ଼ ବାପାଙ୍କ 6ଟା ଝିଅ ଗୋଟେ ପୁଅ phir b aame କହୁଚ୍ଛୁ aame sabuthu happy family ! I love you ❤️ always miss you so much Nana and bau
@bestbroilerchicksinodishaf4662
@bestbroilerchicksinodishaf4662 2 жыл бұрын
ଯା ହଉ ଓଡ଼ିଶା ର ଗୋଟେ ନୂଆ ହକି ଟିମ୍ ହେଇଗଲା congratulations 👏👏👏
@mamatadas2641
@mamatadas2641 2 жыл бұрын
Hn didi vouninka bhai nka samparka je kate madhura ame bi 3bhi au 2vouni firbi ame khusi jhia kn pua kn duniare bahut lokanka ra pila nahi but vagban ta pila daichnti seata best👍 😊
@seemamohanty6277
@seemamohanty6277 2 жыл бұрын
Haan ma khusi re achha kaffi aau kichhi darkar nahi
@jayashreesamal8128
@jayashreesamal8128 2 жыл бұрын
Mor ta gote jhia se amar sabu kichi amku au kichi dar kar nahi aji kali gote chua na hele 2 ta bas,, jhia heu ba pua kichi fark nahi aji kali chua bada hele bapa maa ku ta buli jauchanti
@entertainmentworldodishain3685
@entertainmentworldodishain3685 2 жыл бұрын
ମୂର୍ଖ ଲୋକ.. କଣ ପାଇଁ ଗୋଟେ ପରେ ଗୋଟେ ଛୁଆ ଜନ୍ମ କରୁଛ.. ପୁଅ ହେଇଥିଲେ କଣ ଆର୍ଥିକ ଅବସ୍ଥା ସୁଧାରିଥାନ୍ତା.. ଲୋକ ମାନେ କେବେ ଆଉ ବୁଝିବେ..ଝିଅ ପାଳିବା କାମ କଣ କେବେଳ ମାଆ ର..2023 ମସିହା ରେ ଏଭଳି କଥା ଶୁଣି ବହୁତ ଖରାପ ଲାଗୁଚି... ମୋର ଭଗବାନ ଙ୍କ ଦୟା ରୁ ଝିଅ ହେଇଚି.. ଆଜି କାଲି ଯୋଉ ପୁଅ ଜନ୍ମ କରିବ ମାଡ଼ ଖାଇବାକୁ... ମୁଁ ତ କହିବି ଗୋଟେ ପୁଅ ହବା ଠୁ ବହୁତ ଭଲ ଚାରିଟା ଝିଅ... ଏଇ ଝିଅ ଦିନେ ତମ ସୁଖ ଦୁଃଖ ର ସାଥୀ ହେବେ. ପୁଅ ନୁହେଁ... ନିଜର ଚିନ୍ତା ଧାରା ବଦଳାନ୍ତୁ... ଆତ୍ମହତ୍ୟା କରିଦେଲେ କଣ ହବ..ସ୍ୱାମୀ ସ୍ତ୍ରୀ ଉଭୟଙ୍କର ଦାୟିତ୍ୱ ଛୁଆ ଙ୍କୁ ପାଳିବା.. କେମିତି ଭାବିଲନି ତମ ସ୍ତ୍ରୀ ଏକା କେମିତି ପାଳିବ... ତମେ ପୁରୁଷ ସମାଜ ଜନ୍ମ କରିବାକୁ ବାଧ୍ୟ କରିବ... ପୁଅ ବଦଳ ରେ ଝିଅ ହେଲେ ଆତ୍ମହତ୍ୟା କରିବ... ଛି ଛି 😡😡😡😡😡... ଯଦି ପାଳିବା ର ସକ୍ଷମ ନଥିଲା ପ୍ରଥମ ଛୁଆ ପରେ ଆଉ ଛୁଆ କରି ନଥାନ୍ତ.. ଖୁସି ଲାଗୁଥିଲା ନା ଗୋଟେ ପରେ ଗୋଟେ ଜନ୍ମ କରୁଥିଲ..ସେ ନିରିହ ପିଲାଙ୍କର କଣ ଦୋଷ..ଭଗବାନ ଭରସା.... 🙏🙏
@mmurmu5980
@mmurmu5980 2 жыл бұрын
Thik kahichanti. Pali n parile ete chhua janma kariba uchit nuhen.
@kalidas8262
@kalidas8262 2 жыл бұрын
ଭୁଲ ଧାରଣା. ଆଜିକାଲି ପୁଅ ଅପେକ୍ଷା ଝିଅ ଟି ହିଁ ଅଧିକା ଦରକାର. ପୁଅ ଝିଅ ସମାନ.
@jyotshnapanda4444
@jyotshnapanda4444 2 жыл бұрын
Right
@kousik8042
@kousik8042 2 жыл бұрын
ନାଁ ପୁଅ ଝିଅ ସମାନ ନୁହେଁ.... ପୁଅ ଝିଅ ସମାନ ଶୁଣି ବାକୁ ଭଲ.. କିନ୍ତୁ realworld ରେ ବହୁତ ତଫାତ
@sureshdungdung8093
@sureshdungdung8093 2 жыл бұрын
ଯୁବକ ହୋଇ ଧର୍ଯ୍ୟ ଧରି ପାରିଲାନି, କିନ୍ତୁ ସ୍ତ୍ରୀ ହୋଇ କେମିତି ଧର୍ଯ୍ୟ ଧରିଛି l ପୁଅ ଜନ୍ମ ହୋଇ ଥିଲେ କଣ ପୁନ୍ୟ ହୋଇ ଥାନ୍ତା 🤗🤗🤗
@chumkibabu7640
@chumkibabu7640 2 жыл бұрын
ଆମେ 4 ଭଉଣୀ ଆମ କୁ ଆମ ବାପା ଦୁଃଖ ଦେଇ ନାହାନ୍ତି, i love my papa
@sisiraswain2425
@sisiraswain2425 2 жыл бұрын
Tq Didi
@hanishapurtty4326
@hanishapurtty4326 2 жыл бұрын
ପୁଅ ହୋଇଥିଲେ କଣ ଅଧିକ କରି ତାହାନ୍ତା ମୁଁ ବୁଝି ପାରୁନି ଝିଅ ବି ସବୁ କରି ପାରୁଛନ୍ତି ମୋର ତୋ ଝିଅ ହେଉଛି ମୁଁ ବହୁତ ଖୁସି ଝିଅ ହେଉଛି ବୋଲି ମରିବା ଭୁଲ ଧାରଣା ତମେ ଯାହାକୁ ବାହା ହେଇ ଆସିଛ ସେହି ବି ଗୋଟେ ଝିଅ ତୋମ ମାଆ ବି ଝିଅ ପୁଅ ଝିଅ ଦୁହେଁ ସମାନ ପାତ୍ର ଅନ୍ତ୍ର କଣ ପାଇଁ ତମେ ଯେମିତି ଗଡିବ ପିଲା ମାନଙ୍କୁ ସେମିତି ତିଆରି ହେବେ jay Jagannath
@mdnkhan1964
@mdnkhan1964 2 жыл бұрын
Responsible media should give the contact numbers of such type of families.
@He-Pramod
@He-Pramod 2 жыл бұрын
ଆମ ଓଡ଼ିଶା ରେ ହିଁ ଏମିତି ଭାବୁଛନ୍ତି ତା'ର ଝିଅ ହେଇଗଲା ତା'ର ପୁଅ ହେଇଗଲା କିନ୍ତୁ ଅନ୍ୟ ରାଜ୍ୟ ରେ ଏମିତି କେହି ଭାବୁନାହାନ୍ତି ଝିଅ ଟିଏ ହେଲେ ବି ଖୁସି ହେଇଯାଆନ୍ତି
@subhashreebiswal9528
@subhashreebiswal9528 2 жыл бұрын
ଯେଉଁ ବାପା ପୁଅ ଝିଅ ଙ୍କ ମଧ୍ୟରେ ତାରତମ୍ୟ ଦେଖନ୍ତି ଧିକ୍ ସେ ବାପା କୁ।ସେ ଝିଅମାନଙ୍କ ଭବିଷ୍ୟତ ବିଷୟରେ ଚିନ୍ତା ନକରି ଏଭଳି କଳୁଷିତ ନିଷ୍ପତ୍ତି ନେବା ଏହା ସମ୍ପୂର୍ଣ୍ଣ ନିନ୍ଦନୀୟ ଘଟଣା ଅଟେ। ଭଗବନଙ୍କୁ ମୋର ଏତିକି ପ୍ରାର୍ଥନା ଯେ ତାଙ୍କ ପରିବାର କୁ ସର୍ବଦା ଖୁସିରେ ରଖନ୍ତୁ ।
@R.S-learning-Channel-RS-Subha
@R.S-learning-Channel-RS-Subha 2 жыл бұрын
ଆମେ ଆମ ବାପାଙ୍କର 3 ଭଉଣୀ 1 ଭାଇ କିନ୍ତୁ ଆମ ବାପା ଆମ ସମସ୍ତଙ୍କୁ ଶିକ୍ଷିତ କରିଛନ୍ତି ଆଉ ଆମକୁ ବହୁତ୍ ଭଲ ପାଆନ୍ତି ଆମର ସବୁ ଆବଶ୍ୟକତା ପୂରଣ କରନ୍ତି ଆମେ ଆମ ବାପାଙ୍କ ପାଇଁ ଗର୍ବିତ
@samirsethi9747
@samirsethi9747 2 жыл бұрын
ଏମିତି କରିବାର ନଥିଲା ହେ ଭଗବାନ ଏମାନକୁ ସାହା ହୁଅ ଏମାନକୁ ଭଲରେ ରଖନ୍ତୁ
@prapujabehera9660
@prapujabehera9660 2 жыл бұрын
ଲୋକ ମାନେ ଝିଅଙ୍କୁ ଏତେ ଘୃଣା କାହିଁକି କରନ୍ତି ମୋ ବାପା ମୋତେ ବହୁତ ଭଲ ପାଉଥିଲେ କିନ୍ତୁ ମୋ ମା ମୋତେ ବହୁତ ଘୃଣା କରେ
@seemamohanty6277
@seemamohanty6277 2 жыл бұрын
Na na maa tike strict thhibe 😂
@riky6403
@riky6403 2 жыл бұрын
Mo maa b
@ranjitamishra7623
@ranjitamishra7623 2 жыл бұрын
Maa ta duniyaa ku anouchantii emiti kainhiki bhabuchanti maa sahita kehi samana nuhe 🙏
@og9gigoovvivgujjc
@og9gigoovvivgujjc 2 жыл бұрын
ବାପା ଝିଅ ମାନଙ୍କୁ ଭଲ ପାନ୍ତି ମା ମାନେ ପୁଅ କୁ ସେଇଟା ସବୁ ଆଡେ
@kunmunk8371
@kunmunk8371 2 жыл бұрын
Maa tumaku ghurna karuthile emiti kahin bhabucha eita tuma bhul dharana
@mindfreshvideo9572
@mindfreshvideo9572 2 жыл бұрын
ସରକାର ସହାୟତା କରନ୍ତୁ, ଭବିଷ୍ୟତ ରେ ଏଇ ଝିଅ ମାନେ ତାର ପରିବାର ଓ ଓଡ଼ିଶା ର ନାମ କୁ ଆଗକୁ ନେବେ ମୋର ବିଶ୍ବାସ
@firojmahanandia4104
@firojmahanandia4104 2 жыл бұрын
କେତେ ସୁନ୍ଦର ଛୁଆପିଲା !! ଆଗକାଳରେ ଝିଅକୁ ମାରିଦେଉଥିଲେ ଏବେ ଏ ଲୋକ ନିଜେ ମରିଗଲା ଯଦି ପୁଅ ଝିଅ ଙ୍କ ଦାୟିତ୍ୱ ବୁଝିପାରିବନି ତାହେଲେ ଗର୍ଭବତୀ କରିବାକୁ କାହିଁକି ଚେଷ୍ଟା କରୁଚ ପୁଅ ଝିଅ ଙ୍କ ବାପାମାଁ ଙ୍କ ଠାରୁ ସମାନ ଭଲପାଇବାର ଅଧିକାର ଅଛି
@likupradhan7770
@likupradhan7770 Ай бұрын
Prabhu Jagannath 🙏🙏....Saha Huantu 🙏🙏....Prabhu Jagannath 🙏🙏....Saha Huantu 🙏🙏....
@santoshrao6690
@santoshrao6690 2 жыл бұрын
God bless you and your family
@juneshdigal7360
@juneshdigal7360 2 жыл бұрын
Good bless you and family
@Shkr_b
@Shkr_b 2 жыл бұрын
Poverty is not a curse, it is the way of thinking which turns a man/woman into a millionaire. Change the way of thinking. Life is always beautiful. Enjoy every aspect of human life.
@banitamallick873
@banitamallick873 2 жыл бұрын
U r absolutely correct..
@shydollpriti8691
@shydollpriti8691 2 жыл бұрын
ଭଗବାନ ଝିଅ ଦେଇଛନ୍ତି ତମ ଦୁଖ ଦୂର କରିବାକୁ ଚିନ୍ତା କରନି ଭଗବାନ ଏତେ ବୋକା ନୁହନ୍ତି
@samitapradhan4058
@samitapradhan4058 2 жыл бұрын
One day this 4 doughter make his mother proud
@Jayoffici
@Jayoffici 2 жыл бұрын
Let's do something for this family ☺️🙏
@sagarikagochayat6188
@sagarikagochayat6188 2 жыл бұрын
🙈🙈🙈🤣🤣🤣
@maturedboy4122
@maturedboy4122 2 жыл бұрын
@@sagarikagochayat6188 tote loojya nahi lo 😐 se jagare rahi ki dekh😡
@kanhasahu8037
@kanhasahu8037 2 жыл бұрын
ହେ ମହା ପ୍ରଭୁ ଜଗନ୍ନାଥ 🙏 ତାଙ୍କୁ ଭଲ ରେ ରଖନ୍ତୁ...🙏
@sunitamurmu175
@sunitamurmu175 2 жыл бұрын
Aame to 5 bhauni hele b aame bhahut khusi re achhu aamo family kebe b dukha nahanti mo bapa to aamo ku bahut bhalo panti love u papa ...
@rabindrakumarrath2810
@rabindrakumarrath2810 2 жыл бұрын
ଧିକ ତୋ ବାପା ପଣିଆକୁ।ଶଳା ପୁଅ କଣ ସର୍ଗକୁ ନେବ।ଏବେ ଝିଅ ହିଁ ରତ୍ନ।ଶଳା ଧିକ ଧିକ।
@rakesh-so3rl
@rakesh-so3rl 2 жыл бұрын
Poverty is the biggest curse .don't blame that person.we can't even imagine what he experienced.
@jnm4871
@jnm4871 2 жыл бұрын
If it's poverty then why did he gave birth to 4 children?
@eurekaallin150
@eurekaallin150 2 жыл бұрын
Increase of population is the biggest reason of poverty….
@rakesh-so3rl
@rakesh-so3rl 2 жыл бұрын
@@jnm4871 Mishup by ours is the reason of our failures.But does everyone do right things in their life ?? By blaming someone leads to several unhelpful emotions,which may also affect his children. We can only pray for his children.🙏
@pabitragochhi4035
@pabitragochhi4035 2 жыл бұрын
Yes bro
@jyotisekharmishra469
@jyotisekharmishra469 2 жыл бұрын
Poverty nuhe lokara manasikata thik nuhe
@benudharabastia8838
@benudharabastia8838 2 жыл бұрын
ବହୁତ ଦୁଃଖ, ମହାପ୍ରଭୁ ପିଲା ଏବଂ ମାକୁ ଭଲରେ ରଖନ୍ତୁ
@rupaliroutvlog
@rupaliroutvlog 2 жыл бұрын
ଝିଅ ଇଶ୍ଵରଙ୍କ ଦାନ 🙏 ଦୟାକରି ଏମିତି କେହି କରନ୍ତୁ ନାହିଁ 🙏🙏
@sreyanswain
@sreyanswain 2 жыл бұрын
Please stop dowry system...and give atleast 10 yr jail punishment to boys family of they beg dowry...hobble request to supreme court
@happynayakhappynayak1412
@happynayakhappynayak1412 2 жыл бұрын
ଝିଅ ହବାପାଇ ଜନ୍ମ ଦେଇଥିବା ସେ ମାଆ କି ତାଙ୍କ ଠାରୁ ଜନ୍ମ ନେଇଥିବା ଏଥି ପାଇଁ ଦାୟୀ ନୁହେ । ସବୁ ଦୋଷ ମରିଥିବା ସେ ମଣିଷ ର । ଝିଅ କୋଉ ଝିଅ ବୋହୂ ଙ୍କ ପାଇ ହୁଏନି । ପୁଅ ର sprom ନେଇ ପୁଅ ଝିଅ ଜନ୍ମ ହୁଅନ୍ତି । ସେ ଶଳା sprom ପାଇ ଝିଅ ହେଲା । ସ୍ତ୍ରୀକୁ ଦୋଷ ଦେଇ ମଲା । ଭଲ ହେଲା
@babunanayak479
@babunanayak479 2 жыл бұрын
🙏🙏🙏😭 ଜୟ ଜଗନ୍ନାଥ 😭🙏🙏🙏
@biranchiseth3898
@biranchiseth3898 2 жыл бұрын
Jay Jagannath Saha hua prabhu🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏Amana nku
@rekhamallik4539
@rekhamallik4539 2 жыл бұрын
God bless you 😭😭😭😭
@simaraninath8593
@simaraninath8593 2 жыл бұрын
Ame 4bhauni hele mo bapa maa kebe bi dukha feel karinahanti mo bapa au maa a duniya re mo pain sabu kichi love u bapa au maa 🙏❤️❤️
@SanjeevKumar-tb7qn
@SanjeevKumar-tb7qn 2 жыл бұрын
God bless you dear's
@munabehera7400
@munabehera7400 2 жыл бұрын
😓😓😓🙏🙏🙏
@manasranjanpatra5605
@manasranjanpatra5605 2 жыл бұрын
ପୁଅ ହେବା ଝିଅ ହେବା ଗୋଟେ ପୁରୁଷ ଉପରେ ନିର୍ଭର କରେ।
@chandisingh6803
@chandisingh6803 2 жыл бұрын
ଏତିକି ଇଶ୍ୱରଙ୍କୁ ପ୍ରାଥନା ପ୍ରସାସନ ସେହି ପରିବାରକୁ ସାହାଯ୍ୟ କରନ୍ତୁ । please 😢
@beheratribeheratri8294
@beheratribeheratri8294 2 жыл бұрын
ଏ ଦୃଶ୍ୟଟି ଦେଖିଲା ପରେ ମୋ ଆଖିରୁ ଧାର ଧାର ଲୁହ ବାହାରି ଆସୁଛି
@srikanta671
@srikanta671 2 жыл бұрын
ଏତେ ସୁନ୍ଦର ଛୁଆ ,ହେ ଭଗବାନ୍
@rajeshmohanty9325
@rajeshmohanty9325 2 жыл бұрын
ପୁଅ ହେଇଥିଲେ କ'ଣ ଅଧିକ ହେଇଥାନ୍ତା.... ଆମେ ବାପା ମାଆ ର ୩ ପୁଅ, ହେଲେ ଆମେ ସବୁ ବାହାରେ ରହୁକାମ ପାଇଁ..... Need Education. God bless these girls ..
@shreeyashrotirath
@shreeyashrotirath 2 жыл бұрын
Aame 4 bhauni hele, mo Bapa kebe dukha karanti nahi bhauta khushi huanti love you papa.
@santoshbhoi8318
@santoshbhoi8318 2 жыл бұрын
Aapana sabubele bhalare rahibe Mora sampurna bharasha achhi
@mamatakanhar
@mamatakanhar 2 жыл бұрын
ଲୋକ ଟା ବହୁତ ବଡ ମୂର୍ଖ । ଆମେ ବି ଗରିବ ଲୋକ .ଆମେ ବି ପାଞ୍ଚ ଭଉଣୀ କିନ୍ତୁ ମୋ ବାପା ଏମିତି କେବେ ବି ଭାବି ନାହାନ୍ତି ।ମୋ ବାପା ପାଇଁ ମୁଁ ଗର୍ବ କରୁଛି .ଝିଅ ମାନେ ଙ୍କୁ ସେ ଚିହ୍ନି ପାରିଲାନି ।।।ଧିକ୍ ତା ଜୀବନ କୁ
@sukantamohanty691
@sukantamohanty691 2 жыл бұрын
So family planning should be compulsory for all.
@bishwamohanpadhan2140
@bishwamohanpadhan2140 2 жыл бұрын
ଭାଇ ତମକୁ କଣ କହିବୁ ତମେ ତ ଚାଲିଗଲ । ଦୁଇ ଜଣ ହେଇକି ଚାରିଟା ଝିଅର ଦାଇତ୍ୱ ନେବାକୁ ଡରିଗଲ ଏବେ ଜଣେ ସ୍ତ୍ରୀ ଲୋକଟା ଚାରିଟା ଝିଅର ଦାଇତ୍ୱ କେମିତି ନେବ ❓ ଭଲ କାମ କଲ ଭାଇ , ଦୁଃଖର କଥା 😌
@srikantaojha5141
@srikantaojha5141 2 жыл бұрын
ଭାଇ କେତେ ଭୁଲ୍ ନିଷ୍ପତି ନେଲ, ଏଇ ଝିଅ ହିଁ ତମର ଭବିଷ୍ୟତ ଥିଲେ, ପୁଅ ନୁହେଁ,
@gayatripuhan6345
@gayatripuhan6345 2 жыл бұрын
Kichhi katha nahi mana dukha karani maa, aamara bi eamiti abasta thila 2006 re aaji ame sabu higher educated , mo maa kebe para purusha ku aakhi re dekhi ni , lone au bakhara chasa kari ki 😭😭god achhanti🙏🙏👍👍👍👍👍👍❤❤❤
@khusikhusi5581
@khusikhusi5581 2 жыл бұрын
ଲୋକଙ୍କୁ ଝିଅ ପୁଅ ହୋଉ ନାହିଁ ସେମାନେ ଜୀବନ ହାରୁନାହାନ୍ତି ଧିକ ଏମାନଙ୍କୁ ଝିଅ ବୋଲି ଏମାନେ ଜୀବନ ହାରୁ ଛନ୍ତି
@kailashchandramohanty7966
@kailashchandramohanty7966 2 жыл бұрын
Excellent OTV 🙏 Jay Jagannath
@barshasenapati9677
@barshasenapati9677 2 жыл бұрын
We are 4 sister.. we feel proud for our parents and they also proud for us .We all are working and married
@biswarupampatra3708
@biswarupampatra3708 2 жыл бұрын
Jay jagannath swami
@sushimitapahi6858
@sushimitapahi6858 2 жыл бұрын
ମୋତେ ଦେଇ ଦିଅନ୍ତୁ ଗୋଟେ ଝିଅ 😭😭ମୁଁ ସେ ଝିଅ କୁ ମୋ ଝିଅ କରିକି ରଖିବି
@rcnrcn4181
@rcnrcn4181 2 жыл бұрын
Omm Shanti.... 🙏🙏🙏 Jay Jagannath swami Jay Bholenath 🙏🙏🙏🙏
@sanjeebdasverygoogsistar6822
@sanjeebdasverygoogsistar6822 2 жыл бұрын
He Jagannath
@rohitlenka2901
@rohitlenka2901 2 жыл бұрын
ମୋର ଚାରି ଭଊଣି ବାବା ନାହିଁ କିନ୍ତୁ ମୋର ଦୁଃଖ ନାହିଁ ମୁବି ଗରିବ ହେଲେ ମୁଖୁସି ସେମାନଙ୍କୁ jagannath ଖୁସିରେ ରଖନ୍ତୁ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@alekhakandi1517
@alekhakandi1517 2 жыл бұрын
🙏God bless you 🙏
@haraprasadmahanta4657
@haraprasadmahanta4657 2 жыл бұрын
ପୁଅ ଲାଳସାରେ କାହିଁକି ଜନସଂଖ୍ୟା ବଢାଇଲା, କିନ୍ତୁ ଏବେ ଛୋଟ ଛୁଆ ମାନଙ୍କର ଭବିଷ୍ଯତ କଣ ହେବ, ଏବେ ଛୋଟ ଛୁଆ ବଡ ବାପା ସାହାୟ୍ଯ କରିବା ଦରକାର
@debasissahu8603
@debasissahu8603 2 жыл бұрын
Please help 🙏🙏🙏🙏
@ritika4217
@ritika4217 2 жыл бұрын
ପ୍ରଶାସନ ତରଫରୁ କିଛି ସାହାଯ୍ୟ ମିଳିବା ଉଚିତ୍।।
@santoshBehera-cg7po
@santoshBehera-cg7po 2 жыл бұрын
Jay jagannath 🙏
@puspalatasethi2136
@puspalatasethi2136 2 жыл бұрын
Thanks to otv for this news to create a awareness about girl child not a unbearable condition so don't be afraid of this and request to govt help this family
@Biju999
@Biju999 2 жыл бұрын
Hello 🤗🤗🤗
@jayadevsahoo136
@jayadevsahoo136 2 жыл бұрын
ହେ ଭଗବାନ ସହାୟ ହୁଅ 🙏 ଜୟ ଜଗନ୍ନାଥ 🙏
@manaswinigarhnayak4740
@manaswinigarhnayak4740 2 жыл бұрын
Ame 4Sister hele mo BABA nd MAMA kebe be dukha karantini🥰...Jay Jagannath🙏🙏🙏
@manishakunda1999
@manishakunda1999 2 жыл бұрын
Government please help them🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@ajitkumarsamal7202
@ajitkumarsamal7202 2 жыл бұрын
Local representative and government should be aid support to this family ASAP
@Subhaguli1234
@Subhaguli1234 2 жыл бұрын
Jay Jagannath 🙏🙏😭😭
@kumarsantoshkumarsantosh9674
@kumarsantoshkumarsantosh9674 2 жыл бұрын
Jhia mane bhala huantu tuma dukha dura karantu god bless you
@lucalpodalski2239
@lucalpodalski2239 2 жыл бұрын
ୟେ ମାଘିୟ ମରିଛି ଭଲ ହଉଛି ୟେ ବଞ୍ଚିକି ବି ପିଲା ମାନେ ଅନାଥ ଭଳି ଜୀବନ କଟିଥାନ୍ତେ! ମୋ ଗ୍ରାମ ରେ ଗୋଟେ ଲୋକ ର ୫ଟା ପୁଅ ଆଉ ସବୁ ଅପାଠୁଆ ଅମଣିଷ ହୋଇ ଗାଁ ରେ ବୁଲୁଛନ୍ତି! କିଛି ଫରକ୍ ପଡିବନି କି ଝିଅ କି ପୁଅ ଯଦି ତମ ର ସାମର୍ଥ୍ୟ ଅଛି ତ ଝିଅ କୁ ଉଚ୍ଚ ଶିକ୍ଷା ଦେଇ ମଣିଷ କରିପାରିବ
@nothing_yrr.
@nothing_yrr. 2 жыл бұрын
Tame pura thik bhai
@dhaneswarmallik8150
@dhaneswarmallik8150 2 жыл бұрын
Right bhai
@prasanta600
@prasanta600 2 жыл бұрын
ଝିଅ ପୁଅ ସବୁ ସମାନ, ଝିଅ ପୁଅ ଠାରୁ ବହୁତ ଭଲ
@rjsgvlogs78
@rjsgvlogs78 2 жыл бұрын
ପୁଅ ଝିଅ ସମାନ ପୁଅ ହଉ କିମ୍ବା ଝିଅ 2ଟା ଛୁଆ କରନ୍ତୁ ଛୋଟ ପରିବାର ସୁଖୀ ପରିବାର
@sweetutarini7591
@sweetutarini7591 2 жыл бұрын
ଯଦି ସେ ଆତ୍ମହତ୍ୟା କରିଛି ଏହି କାରଣ ରୁ ତାହେଲେ ବହୁତ୍ ବଡ଼ ଭୁଲ କରିଛି, ଆଉ ମୁଁ ସେମିତି ରେ କହିବି ଜାରଜ ବୋଲି ସେଭଳି ଲୋକ ଙ୍କୁ, ତୋର ଭୁଲ୍ ଯୋଗୁ ତୁ ପୁଅ ଜନ୍ମ କରି ପାରିଲୁନି, ତୋ ସ୍ତ୍ରୀ ର ଭୁଲ୍ କିଛି ବି ନାହିଁ ବୁଝିଲୁ ମୂର୍ଖ, ତାପରେ ପ୍ରଥମ କଥା ତ ଆଗ ଦୁଇଟା ଝିଅ ହୋଇଗଲେ ବନ୍ଦ୍ କରିଥାନ୍ତ ପିଲା ଜନ୍ମ କରିବା,ପୁଅ କଣ୍ ନିହାତି ଦରକାର କି, କ୍ରିକେଟ ଟିମ୍ କରିବୁ ତାପରେ ଚିନ୍ତା କରିବୁ ଆଉ ଜୀବନ ହାରିବୁ ୟେ କି କଥା, ସେ ସ୍ତ୍ରୀ ଜଣକ କଣ କରିବ କେତେ ଭାଙ୍ଗି ପଡିଥିବ, କେମିତି ଚାରି ଟି ପିଲାଙ୍କୁ ଖାଇବାକୁ ଦେବ ପାଠ ପଢେଇବ, ମଣିଷ କରିବ, ଏକା ଏକା କେତେ ଦୁଃଖ ଭଗବାନ୍ 😭😭😭😭🙏🏻 ପୁଅ ଝିଅ ସମାନ ଭାବିବା ଉଚିତ୍ ସମସ୍ତେ, ଯାହା ଦେଇଛନ୍ତି ଠାକୁର ସେଥିରେ ଖୁସି ହୁଅନ୍ତି ହେବା ଉଚିତ୍ ମଧ୍ୟ
@amardas2045
@amardas2045 2 жыл бұрын
Jai jagannath 😔😔
@rajuvideooficial7489
@rajuvideooficial7489 2 жыл бұрын
ମାଁ 🙏🙏🙏🙏
@ranjanmohanty4548
@ranjanmohanty4548 2 жыл бұрын
Maushi mana dukha karani Jay jagannatha prabhu bhala re rakhantu tumaku 🙏🏼🙏🏼🙏🏼🙏🏼🙏🏼🙏🏼🙏🏼
@AnjaliRay-mt9pf
@AnjaliRay-mt9pf 2 жыл бұрын
We are 5 sisters and one brother. I love my Bapa
@munnaparamanik9531
@munnaparamanik9531 2 жыл бұрын
ଏଇଟା ବହୁତ ଦୁଃଖ ର ବିଷୟ ଝିଅ ହେଲେ କଣ ପିଲା ନୁହେଁ କେବଳ ପୁଅ କଣ ନିଜର କୂଳ ଉଦ୍ଧାର କରିପାରିବେ, ନିଜର ମନ ପରିବର୍ତନ କର, ଭେଦଭାବ ନକରି ସମାନ ଭାବରେ ସମସ୍ତଙ୍କୁ ଦେଖ 🙏
@pabitraparida7215
@pabitraparida7215 2 жыл бұрын
Jay jagannnath 🙏🙏🙏
@sushreeodisha1100
@sushreeodisha1100 2 жыл бұрын
Otv chanel no tike miliba ki?
@minakhiparida1690
@minakhiparida1690 2 жыл бұрын
God bless you ❤️
@dhaneswarmallik8150
@dhaneswarmallik8150 2 жыл бұрын
Jay jaganath
@RohitKumar-xp5vg
@RohitKumar-xp5vg 2 жыл бұрын
God bless you🙏🙏🙏🙏🙏🙏🙏
@biswaranjanpradhan3124
@biswaranjanpradhan3124 2 жыл бұрын
God bless you
@pinkylatapinky5764
@pinkylatapinky5764 2 жыл бұрын
Plz help gvt
@RakeshDas-rb1pp
@RakeshDas-rb1pp 2 жыл бұрын
Jay Jagannath 🙏🙏🙏
@charchykapuzari1538
@charchykapuzari1538 2 жыл бұрын
God bless you sister and your family
@VIJAYKUMARJENA
@VIJAYKUMARJENA 2 жыл бұрын
ଏମିତି ଲୋକ ନର୍କ କୁ ଯିବା ପାଇଁ ପୁରା ଯୋଗ୍ୟ... କାପୁରୁଷ ଶଳା କେମିତି ଆଜିର ଯୁଗରେ 4 ଟା ଝିଅ କୁ ଜଣେ ସ୍ତ୍ରୀ ହାତରେ ଛାଡି ଚାଲିଗଲା 🤬
@kartikchandraswain7207
@kartikchandraswain7207 2 жыл бұрын
Jai jagannath
@sonalidhal7290
@sonalidhal7290 2 жыл бұрын
I am a businessman and also only one son want to adopt 2 daughters pls help me the media persons
@sanjeevanisudha3547
@sanjeevanisudha3547 2 жыл бұрын
It's all because of dowry system in our society. We are saying all are equal but still these things happen. Dear society, please try to understand that girls can be independent and can manage themselves along with their families.
@bikashswain8378
@bikashswain8378 2 жыл бұрын
Govt help kariba ki nahi daut.. but Jagannath help karibe 🙏🙏🙏
@jitendrakumarsahoo7247
@jitendrakumarsahoo7247 2 жыл бұрын
Jai jagannath 🙏🙏😭
@sasmitamaharana9431
@sasmitamaharana9431 2 жыл бұрын
Great maa jay jaganath
@arunprasaddash1399
@arunprasaddash1399 2 жыл бұрын
ଗୋଟିଏ ପୁଅ ପାଇଁ କ'ଣ ୪-୫ ଝିଅ ଜନ୍ମ କରିବା?। ଆଉ କେବେ ଓଡ଼ିଶା ଅନ୍ଧତ୍ବ ରୁ ମୁକ୍ତି ପାଇଵ?। ଏ ଅବସ୍ଥା ପାଇଁ ସ୍ତ୍ରୀ ଏବଂ ପରିବାର ଦାୟୀ। ଭଗବାନ ସହାୟ ହୁଅନ୍ତୁ ଏହି ପରିବାରକୁ।
@jitendraswain629
@jitendraswain629 2 жыл бұрын
ଠିକ ଯେ ସ୍ତ୍ରୀ ସରଳ ସ୍ୱାମୀ ର ପୁଅ ନିଶା, ଜନ୍ମ ନିୟତ୍ରଣ କଣ କରିବେ
@arunprasaddash1399
@arunprasaddash1399 2 жыл бұрын
@@jitendraswain629 iam speach less
@niharranjanrautaray2008
@niharranjanrautaray2008 2 жыл бұрын
Pls Rani panda help kar
@Biju999
@Biju999 2 жыл бұрын
One night one help 🥷🥷🥷🥷
@aseshparta6070
@aseshparta6070 2 жыл бұрын
ଜୟ ଜଗନ୍ନାଥ 🙏🙏🙏
@seemabhabani1111
@seemabhabani1111 2 жыл бұрын
God bless you joy jagannath
Правильный подход к детям
00:18
Beatrise
Рет қаралды 11 МЛН
Une nouvelle voiture pour Noël 🥹
00:28
Nicocapone
Рет қаралды 9 МЛН
7 AM Headlines | 28th January 2025 | Odisha TV | OTV
3:01