ମନୋଜଙ୍କ ୫୫ ବର୍ଷରେ ସେକେଣ୍ଡ ମ୍ୟାରେଜ, ପ୍ରଥମ ସ୍ତ୍ରୀଙ୍କ ବଡ଼ ଭୁଲ୍! Manoj's second Marriage right or wrong?

  Рет қаралды 190,384

Pratidin TV

Pratidin TV

Күн бұрын

Пікірлер: 412
@geetaranisamal6638
@geetaranisamal6638 4 ай бұрын
ନା ମାଡାମ, ମୋ ଜାଣିବାରେ ଏପରି ପୁରୁଷ ଅଛନ୍ତି ଯେଉଁ ମାନଙ୍କୁ ଯେତେ ଭଲ କଲେ ବି ସେମାନେ ହାତରେ ରହନ୍ତି ନାହିଁ। ବହୁତ ଉଦାହରଣ ଅଛି। ଗୋଟିଏ ସ୍ତ୍ରୀ ପାଖରେ ବହୁତ ଲୋକ ସନ୍ତୁଷ୍ଟ ହୁଅନ୍ତି ନାହିଁ।
@s.saswatidehuri9372
@s.saswatidehuri9372 4 ай бұрын
R8
@parbatibhuyan6686
@parbatibhuyan6686 4 ай бұрын
Right
@Broo401
@Broo401 4 ай бұрын
ସେ ଜ୍ଞାନ ନିଜ ପାଖରେ ରଖନ୍ତୁ
@Broo401
@Broo401 4 ай бұрын
ସ୍ବାମୀ କୁ ଛାଡି ଛୁଆ କୁ ଧରି jadi ଅଲଗା ରହିବ, ଝିଅ କୁ ବାପା ଠୁ ଦୂରରେ ରଖିବ, then ସ୍ବାମୀ ବାଧ୍ୟ ହୋଇ divorce ତ ଦେବ ନା. That to ସିଏ 12 lacs alimony ଦେଇଛି, 1 Rs ଭି ଦେବା କଥା ନୁହେଁ
@lijashreemalla3988
@lijashreemalla3988 4 ай бұрын
U r right
@manasranjanpatnaik6747
@manasranjanpatnaik6747 4 ай бұрын
ମାଡାମ ଆପଣ ଭୁଲ କହୁଛନ୍ତି ସ୍ୱାମୀ କୁ ଜଣେ ସ୍ତ୍ରୀ କଣ କରିପାରିବ ସେ ଯଦି ସ୍ୱାମୀ ସ୍ତ୍ରୀ ର ବନ୍ଧନ କୁ ଯଦି ବୁଝି ନ ପାରେ....
@jitendra33453
@jitendra33453 4 ай бұрын
ମାଉସୀ ସେ ସୁନ୍ଦରୀ ଯୁବତୀ ନଥିଲେ ଯେତେ ଯାହା କଲେ ମନୋଜ୍ ମିଶ୍ର ଙ୍କୁ ବୁଝାଇ ପାରିବେ ନାହିଁ
@bishnupriyadas246
@bishnupriyadas246 4 ай бұрын
absolutely right
@manasranjanpatnaik6747
@manasranjanpatnaik6747 4 ай бұрын
ପ୍ରଥମ ହେଉଛି ଦିତ୍ୱୀୟ ସ୍ତ୍ରୀ ସେ କଣ ବୁଝି ପାରୁନାହାନ୍ତି ସେ ଵିଭାହିତା ନନସେନ୍ସ
@priyadamishra2639
@priyadamishra2639 4 ай бұрын
ସ୍ତ୍ରୀ କଣ କରିବ? କୁକୁରର ପ୍ରକୃତି ହେଲା ଯେତେ ଖାଇବାକୁ ଦେଇ ଭଲରେ ପାଳିଲେ ବି ସେ ବାର ଦୁଆର ବୁଲି ଅଇଁଠା ପତର ଚାଟିବ ।
@sanjuktapatra9666
@sanjuktapatra9666 4 ай бұрын
Right
@StudentsHomeopathy
@StudentsHomeopathy 4 ай бұрын
💯
@SankutalaJena
@SankutalaJena 4 ай бұрын
Right
@sonalisahoo5879
@sonalisahoo5879 4 ай бұрын
Ri8
@YashodaSamal
@YashodaSamal 3 ай бұрын
Thik
@chandinijia2139
@chandinijia2139 4 ай бұрын
ଆପଣ ସବୁ ବେଳେ ଏକ ତରଫା କଥା କୁହନ୍ତି କଣ ପାଇଁ... Tanka wife bahut clean hearted lady....
@kamalakantapanda8822
@kamalakantapanda8822 4 ай бұрын
ପ୍ରଥମ ସ୍ତ୍ରୀ ଭଲ ପାଇ ନ ଥିଲା ଯୋଗାଡ଼ ହୋଇ ହୋଇଥିଲା. ଆପଣ ଙ୍କ ପରି ସେ ଉର୍ଦଣ୍ଡି ହୋଇଥିଲେ ସ୍ୱାମୀ କି ହାତରେ ରଖିପାରିଥାନ୍ତା. ସେ ସରଳ ଅଟେ. ୟୁ ଆର ବେର୍ଟର understand........
@anilpradhan6769
@anilpradhan6769 4 ай бұрын
Right
@sunitabhujabal
@sunitabhujabal 4 ай бұрын
💯 percent correct
@manasipanda5748
@manasipanda5748 4 ай бұрын
Thik👍
@snigdhasamantaray5389
@snigdhasamantaray5389 4 ай бұрын
Pura thik.ye budhi ku manoj mishra bhali husband darkar thila.kemiti Khunti re bandhiki rakhi thanta muin dekhi thanti.
@Skybluewindcool
@Skybluewindcool 4 ай бұрын
​@@manasipanda5748Wrong
@DeepakDeepu-m3f
@DeepakDeepu-m3f 4 ай бұрын
ମାନା ଅସୁନ୍ଦର ମମତା ସୁନ୍ଦର ସେ ଥିପାୟୀ ମୋନାଜ,ମମତା କୁ ଦଖି ପାଗଳ ହେଲା ମମତା ବେକାର ଝିଅ
@rinkubarik2806
@rinkubarik2806 4 ай бұрын
ସବୁ ପୁଅ ସମାନ ନୁହନ୍ତି ❓ ମେମ୍ ଆପଣ କହିଲେ ଭଲ ପାଇ ବିବାହ କରିଥିଲେ କିନ୍ତୁ ତାଙ୍କ ର ଆରେଞ୍ଜ୍ ବାହାଘର ହେଇଛି ,ଆପଣ ନିଜେ କହିଲେ ଜଣେ ଲୋକର ୧୦ ବର୍ଷ ର ଝିଅ ଆଉ ଗୋଟେ ଝିଅ କୁ ବାହା ହେବା କେତେ ଦୁର ଠିକ୍?
@sanghamitradas371
@sanghamitradas371 4 ай бұрын
Tara 15 yrs jhiya
@anilpradhan6769
@anilpradhan6769 4 ай бұрын
Right
@SubhalaxmiBarik-u2g
@SubhalaxmiBarik-u2g 4 ай бұрын
Right
@kalpanabeherabehera4239
@kalpanabeherabehera4239 3 ай бұрын
Right 👍
@ranjubalabarik1240
@ranjubalabarik1240 3 ай бұрын
Tu ta sei Laura mannji bemmo
@manojsahoo7821
@manojsahoo7821 4 ай бұрын
Mu mana madam ku jetiki janichi nice person
@Rolly..4175
@Rolly..4175 4 ай бұрын
Bala
@Broo401
@Broo401 4 ай бұрын
Who told u
@Qtchikumiku
@Qtchikumiku 4 ай бұрын
Tuma kiye se j tume janichha Katha kahi dele bhal lok nahi
@poojaworld6715
@poojaworld6715 4 ай бұрын
Madam ଆପଣ ବୋଧେ ତାଙ୍କ wife ଙ୍କ ବାଇଟ ଦେଖି ନାହାନ୍ତି? ନ ହେଲେ ଏମିତି କହି ନଥାନ୍ତେ.. ତାଙ୍କର ନା ଲୋକ ବଳ ନା ଧନ ବଳ ଥିଲା କହିଲେ?ଆପଣଙ୍କୁ ସେମିତି ଚରିତ୍ରହିନ husband ଟେ ମିଳିଥିଲେ ବୁଝିଥାନ୍ତେ ହାତରେ କେମିତି ରଖାଯାଏ.. ସେ ଫିଟିବ ମାନେ ଫିଟିବ ଯେତେ ବାନ୍ଧିକି ରଖିଲେ ବି.. ଆପଣ ଆମର ଗୁରୁଜନ ସୁହାଇଲା ଭଳି କଥା କୁହନ୍ତୁ ସୁନ୍ଦର ଲାଗିବ।
@tapannayak4415
@tapannayak4415 4 ай бұрын
ସବୁ ସ୍ବାମି ଜାତରେ ରହନ୍ତିନି ବିଶେଷକରି ଚାରିତ୍ରହନା ସ୍ୱାମି ଜଣକ ପାଖରେ ସନ୍ତୁଷ୍ଟ ନୁହନ୍ତି ଆପଣଙ୍କ ଡାଇଲଗ ଠିକ୍ ନୁହଁ
@LukoMajhi
@LukoMajhi 4 ай бұрын
ମାଡାମ ଆପଣଙ୍କର ବହୁତ ଉଚ୍ଚ କୋଟୀର ଚିନ୍ତା ଧାରା। ଧନ୍ୟବାଦ
@Subhashree0987
@Subhashree0987 4 ай бұрын
Jay jagannath 🙏
@JyotirmayeeBiswal-re5zx
@JyotirmayeeBiswal-re5zx 4 ай бұрын
Hm jauta chintadhara..,stree chhadi budhakale baha hele,stree ra dosa,swami chhadi stree bahahele kahuna ta ta swamira dosa
@LukoMajhi
@LukoMajhi 4 ай бұрын
@@JyotirmayeeBiswal-re5zx diverse karibaku tanka stree nku hata dhari sign karibaku kie badhya kala .Jane sthree bapa manku chhadi puruso ghare Tara gharadyaro .gote sthree hisabare taro role Jana na thibo.monoj misra Jane film line re kamo karanti hueto family disturbance thibo sthree sahi no thibo.ebe tanko sthree madhya baha hoiparibo .
@tapanchoudhury1673
@tapanchoudhury1673 4 ай бұрын
ମନୋଜ ପାଗଳ ଶଳା
@gitanjalidas5581
@gitanjalidas5581 4 ай бұрын
Namm😂😅🎉
@laxmifabrics6586
@laxmifabrics6586 4 ай бұрын
Tama ghare gihala ki
@RasmitaRay-cq9wj
@RasmitaRay-cq9wj 4 ай бұрын
ତୁମେ ଗୋଟାଏ ନାରୀ ନା କ'ଣ ଏମିତି କହୁଚ
@Broo401
@Broo401 4 ай бұрын
କାହିଁକି ବେ
@acharyasirphysics2659
@acharyasirphysics2659 4 ай бұрын
Nari boli kn Khali nari ku support karibena. Jetebe gote stee gote chhadi ki palauchi...setebele kuade jaucha...
@sandhyaranimohapatra9007
@sandhyaranimohapatra9007 3 ай бұрын
Thik kahile🎉
@birendrachhatria4299
@birendrachhatria4299 4 ай бұрын
Sat katha maaa apana right katha kahi6nti 🙏
@dravaranibal590
@dravaranibal590 4 ай бұрын
ନା Mam ଆପଣ ଭୁଲ୍ କହୁଛନ୍ତି, କେତେ ବୁଲା କୁକୁର ବୁଲୁଛନ୍ତି ସମାଜରେ,
@rushavmahananda9360
@rushavmahananda9360 4 ай бұрын
Right madam apn thik kahile
@AnjuPatra-xh8jm
@AnjuPatra-xh8jm 4 ай бұрын
Sabu husband ku hatare rakhi hueni
@prafullachandrasethy6222
@prafullachandrasethy6222 4 ай бұрын
Madam I would like to draw ur kind attention no ledy can keep her husband if he does not want.
@Broo401
@Broo401 4 ай бұрын
U r wrong
@subhashreebehera-qp5we
@subhashreebehera-qp5we 4 ай бұрын
I do agree with your statement
@ManasRanjanJena-l9p
@ManasRanjanJena-l9p 4 ай бұрын
ଆପଣ ଭୁଲ କଥା କହୁଛନ୍ତି
@TapankumarKisan-fd5qs
@TapankumarKisan-fd5qs 3 ай бұрын
Ok mom
@kunilatasahoo3908
@kunilatasahoo3908 4 ай бұрын
ୟାକୁ ହିଁ କୁହନ୍ତି ନାରୀ ନାରୀ ର ଶତ୍ରୁ,ଜାଣି ରଖିବା ଉଚିତ୍ ଯେ ବିନା ଶ୍ରୟେ ନ ବର୍ତନ୍ତି କବିତା ବନିତା ଲତା,ଯଦି ଗୋଟେ ନାରୀ ଆଶ୍ରୟ ନ ଖୋଜି ପାରୁଚି ପୁରୁଷ କଣ ପାଇଁ ଖୋଜିବ କଣ ପୁରୁଷ ଗୋଟେ ସୁନା ମୁଣ୍ଡା ତା ଦେହରେ କଳଙ୍କ ଲଗେନୀ ଖାଲି ନାରୀକୁ ଖରାପ କହିଲେ ହେବନି ନାରୀକୁ ଗୋଟେ ପୁରୁଷ ସ୍ପର୍ଶ ନ କଲେ ସେ ଖରାପ ହୁଏନି
@SidharthMishra99
@SidharthMishra99 4 ай бұрын
Old fashioned thought
@kunilatasahoo3908
@kunilatasahoo3908 4 ай бұрын
@@SidharthMishra99 Hello sir, ଆପଣ new generation ର ଠିକ୍ ଅଛି ତା ମାନେ ନୁହେଁ ଯେ ଆପଣ ନାରୀ ମାନଙ୍କୁ use and throw ଭଳି କରିବେ,ଦରକାର୍ ରେ ଆସିଲେ ରଖିବେ ନାଇ କି ବିଭିନ୍ନ ନିନ୍ଦା ଯନ୍ତ୍ରଣା ଦେଇ ଅଳିଆ ଗଦା କୁ ଫୋପାଡି ଦେବେ,ଧନ୍ୟ ରେ ପୁରୁଷ ସମାଜ,ଆଉ ଧନ୍ୟ କହିବ ଏଇଭଳି ପୁରୁଷ ଙ୍କ ପିତୃ ପୁରୁଷ ଜନନୀ ଭଗିନୀ ମାନଙ୍କୁ,ଏତେ ସଂସ୍କାର ଦେଇ ଏମାନେ ଛୁଆ କୁ ବଢେଇ ଥିବାରୁ
@SidharthMishra99
@SidharthMishra99 4 ай бұрын
@@kunilatasahoo3908 ଏକାଠି ରହିଲି Daily କିଚିରି କିଚିରୀ ହେଇ ମାର ପିଟ ହେବା ଅପେକ୍ଷା ଶାନ୍ତି ରେ ଅଲଗା ରହିବା better. ଆଉ ରହିଲା use କଥା,ଉସେ ହେଲା କେମିତି ଆଜି ବାହା ହେଇ କଲି divorce ହେଲେ alimony ଅଧା salary ନେଇଯିବ।ଦି ଜଣ କ ଇଚ୍ଛା ରେ physical relation ହେଇଚି ପିଲା ବି ହେଇଚି,କେହି ଏଥି ବୋକା ନୁହ ଯେ ଉସେ ହେଇଯିବେ।
@bishnupriyadas246
@bishnupriyadas246 4 ай бұрын
right
@nitubiswal6985
@nitubiswal6985 3 ай бұрын
Tick khata
@acharyauniversaltube7757
@acharyauniversaltube7757 4 ай бұрын
କ'ଣ ଭୁଲ ଭୁଲ୍ ଭୁଲ୍ ? ବାହାଘର ମାନେ, ବାହାଘର। ଏଇ ପ୍ରକାରର କଥା କହିବା ବନ୍ଦ ହେବା ଉଚିତ୍।
@amtcreation4788
@amtcreation4788 4 ай бұрын
ସ୍ତ୍ରୀ ର ଭୁଲ୍ ଅଛି।
@bapi2988
@bapi2988 4 ай бұрын
ମମତା ପରେ ବହୁତ ପସ୍ତେଇ ବା
@sanjaydeep3353
@sanjaydeep3353 4 ай бұрын
Pasteiba ni, bahut aram re rahiba
@biswajithota2524
@biswajithota2524 4 ай бұрын
ଏ ମାଡାମ ଙ୍କ ନିଜ କ୍ଷେତ୍ରରେ ଏଇ ଭଳିଆ ହେଇଥିଲେ କଣ ଏତେ ଉପଦେଶ ଦେଇଥାନ୍ତେ. ବୁଢା ବୟସରେ ମନୋଜ ମିଶ୍ର କଷି କାକୁଡି ଟେ ଖୋଜିକି ଆଣିଛି. ମନୋଜ ମିଶ୍ର arranged marriage କରିଥିଲା ଲଭ marriage ନୁହଁ. ଆପଣ ଭୁଲ କହୁଛନ୍ତି.
@kalpanabeherabehera4239
@kalpanabeherabehera4239 3 ай бұрын
Right👍
@BharatikrushnaRath
@BharatikrushnaRath 4 ай бұрын
ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ.
@HappyBabyTurtles-td5wg
@HappyBabyTurtles-td5wg 4 ай бұрын
Nice ❤❤❤
@Kushaleseth
@Kushaleseth 4 ай бұрын
Bahut badhia katha madam..jaha satya taha hi kahile...
@DeepakBehera-rw7gy
@DeepakBehera-rw7gy 4 ай бұрын
Right madam
@rankanayak9953
@rankanayak9953 4 ай бұрын
ତମଘଇତା କୁଆଡେ ଅଛି ତୁମେ କାହିଁକି ବାହାରେ ବୁଲୁଛ
@SuchitraKar-lb8wx
@SuchitraKar-lb8wx 4 ай бұрын
ଆପଣଙ୍କ ଆଜି ଠିକ ଲାଗୁନି 🙏
@sunitachhatoi2074
@sunitachhatoi2074 4 ай бұрын
Kaba. Bi lagani
@Broo401
@Broo401 4 ай бұрын
Well said and in addition thats exparte divorce, କିଛି signature ଦରକାର୍ ନାହିଁ. She didn't appear, so her husband obtained exparte order, which she could have challenged within 3 months but she came to know after one year
@ajitbarik1681
@ajitbarik1681 3 ай бұрын
Manoj is a nice person
@biswamberbhutia3280
@biswamberbhutia3280 4 ай бұрын
ସେ ଝିଅ ବି ଇଆଡେ ସିଆଡେ ମୁହ ମାରିବ ଵାପା ଵୟସ ର ଝିଅ ମନୋଜ ବାହା ହେଇଛି। ସେ କାଲି ସକାଳେ ପ୍ରଯୋଜକ ପାଖକୁ ନିଶ୍ଚିତ ଯିଵ
@SubhalaxmiBarik-u2g
@SubhalaxmiBarik-u2g 4 ай бұрын
Right
@laxmidharbarik5867
@laxmidharbarik5867 4 ай бұрын
Right
@ashokbehera703
@ashokbehera703 4 ай бұрын
କୋଶଳ ରାଜ୍ଯ ର ମୁଖ୍ୟମନ୍ତ୍ରୀ ନହେଉନୁ ୨nd ମେରେଜ
@S....Biswal-b3i
@S....Biswal-b3i 3 ай бұрын
ଏତେ ବର୍ଷ ହେଲା କୁଆଡେ ଯାଇଥିଲା ପ୍ରଥମ ସ୍ତ୍ରୀ .କଣ କରୁଥିଲା ଏବେ ମନେ ପଡିଲା ମୁ ବି ଜଣେ ତ ଘର ର ବହୁ ଏମିତି ବି ନିଜ ଶାଶୁଘର ଛାଡି ବାପ ଘରେ ରହି ଅଲଗା ପୁଅଙ୍କ ସହ ସମ୍ପର୍କ ରଖୁଛନ୍ତି କିନ୍ତୁ ନିଜ ଶାଶୁଘର ଘର ଲୋକ ମାନଙ୍କୁ ଦଶ ଦିଅ ଯାଏ ସେ ଯାଗାରେ କଣ କରିବା ଦରକାର ମୁ ମୋ ନିଜ ଆଖିରେ ଦେଖୁଛି ,ସେ ବହୁ ଟିର ଶାଶୁଘର ଲୋକ ବହୁତ ଭଲ ,କିନ୍ତୁ ସେ ବହୁଟି ଆଉ ତା ମା ମିଶି ବହୁତ ମିଛ ଦଶ ଦେଉଛନ୍ତି, ସବୁବେଳେ ସବୁ ଯାଗାରେ କଣ ପାଇଁ ପୁଅ ଟି ଦସି ହୁଏ
@bapi2988
@bapi2988 4 ай бұрын
ମମତା ର ମଧୁସ୍ମିତା ଭଳି ଦଶା ହେବ ଦିନେ ନା ଦିନେ ଏବେ ଦାନ୍ତ ଦେଖାଉଛି
@SidharthMishra99
@SidharthMishra99 4 ай бұрын
R u Astrologer ???
@SandyKrishna-rv3dp
@SandyKrishna-rv3dp 4 ай бұрын
Kou vali loka apana ...dasaratha nka stree manankar ai dasa heithila k ...jadi kahi 2 mrg kruchi vul nuhe jadi dharma ,kartabya ku dekhiba iswar sath debe
@pujavlogs9937
@pujavlogs9937 4 ай бұрын
​@@SandyKrishna-rv3dp acha to bapa kete ta mrg karichanti ?
@debasmitaparida2072
@debasmitaparida2072 4 ай бұрын
​@@SandyKrishna-rv3dphele manoj dasaratha nuhen
@GyanchandDasPattanaik
@GyanchandDasPattanaik 4 ай бұрын
This woman things , what ever she says it is correct . A man can not survive without a life partner but how can a woman will survive without man having a doughter .
@MamuniDas-gg7wn
@MamuniDas-gg7wn 4 ай бұрын
Swami ki jete hatare rakhilebi tanku nua nua tike darkar
@ArchanaNayak-hv7xo
@ArchanaNayak-hv7xo 4 ай бұрын
Madam sabu stree nka hatare tanka Swami ରହନ୍ତିନି hela
@PritiraniPrusty
@PritiraniPrusty 3 ай бұрын
ସ୍ଵାମୀ ମାନେ ଭୁଲ କରିବେ ସ୍ତ୍ରୀ କହିଲେ ହେଇ ଟା ହେଲା ତାଙ୍କର ଦୋଷ
@SujataRout-b9h
@SujataRout-b9h 3 ай бұрын
ଏମିତି ଚରିତ୍ର ହୀନ ପୁରୁଷ ଙ୍କୁ ଜଣେ ସଚୋଟ ନାରୀ ହାତରେ ରଖିବ ବା କେମିତି ? ସବୁ କ୍ଷେତ୍ରରେ ଏହା ସମାନ ନୁହଁ l
@ArchanaNayak-hv7xo
@ArchanaNayak-hv7xo 4 ай бұрын
Jadi stree Swami Bina jibana chalei paruchhi tahale purusha kahinki chalei paribani jadi purusha Anya ade muhan mare ta stree jete vala helebi se stree hatare rahe nahi
@rabiraaz5282
@rabiraaz5282 4 ай бұрын
Swami ku hathare rakhibe , kau type r statement .... apana ghara jhia ,bhauni apana v bodhe swami ku hathare rakhanti
@sameerkumar6114
@sameerkumar6114 4 ай бұрын
Paribariba katha ta kn pai sabu case ra bhitiri katha na jani media re bite deucha sabu bele.
@Ltsahoo
@Ltsahoo 4 ай бұрын
ଏ ମାଇକିନା କୁ ଚପଲରେ ପିଟିବା କଥା ସବୁବେଳେ negative କଥା କହେ 😡😤🤛🫵✊️👊🤜
@samantaradeepti6160
@samantaradeepti6160 4 ай бұрын
Kahaku kehi hatare rakhiparibeni hela pagali heigaleni madam .
@babulapatiarbabulapatiar8338
@babulapatiarbabulapatiar8338 4 ай бұрын
ଶଳା ଦୁଇ ଜଣ କମ ନୁହନ୍ତି କିଏ କାହାକୁ କମ ନୁହଁ 2ୟ ସ୍ତ୍ରୀ ରଖିଲା ପରେ ସବୁ କଷ୍ଟ ସହିବାକୁ ବାଧିଅ ଯେମିତି ଖେଳିବ କେମିତି ପୁଅ ନାଚିବ ପକ୍କା ସବୁ ପୂର୍ବ କଥା ମନେ ପଡିବ କାହାକୁ କହିବ ମୂଳ ରୁ ବନ୍ଦ ହେଇଯିବ ଭୁଲୁଟା ନିଜର ପାୱାର ନଥିବ ପ୍ରଥମ ସ୍ତ୍ରୀ ଅଛି ମୃତ୍ୟୁ ହେଇନି ଛାଡ ପତ୍ର
@kunilatasahoo3908
@kunilatasahoo3908 4 ай бұрын
ଗୋଟେ ପାଗଳ ଷଣ୍ଢ କୁ ବାନ୍ଧି ରଖି ହେବନି,ସେ ହାତୀ ଠାରୁ ବି ଅଧିକ ଶକ୍ତିଶାଳୀ
@Chinuhuawongku
@Chinuhuawongku 4 ай бұрын
Thank you for your information thank you so much thank you so very much thank you so much thank you and God bless you
@SujataRout-b9h
@SujataRout-b9h 3 ай бұрын
ମମତା କୁ ନିଶା ଘାରିଛି କିନ୍ତୁ ଯେତେବେଳେ ନିଶା ଛାଡ଼ିଯିବ, ସେତବେଳେ ମମତା ବହୁତ ପସ୍ତେଇବ ମ୍ୟାଡାମ
@manishapatnaik6677
@manishapatnaik6677 4 ай бұрын
I can't believe your psyche !! Being a matured woman must be in her 50's or 60's you don't have this much of understanding that no woman can keep her man until he wants to be with her similarly no man can keep a woman until she wants to be with him. What do you mean by "hata re rakhi parileni"? What kind of regressive statement is this ?? Marriage is not about hata re rakhiba ..marriage is all about mutual love, respect, understanding and acceptance. Women like you are the real villain of the society who always blames the women .. apana nku gote platform millichi nija mantabya daba pain ..Yara thik bhabe use karantu jaha duara society ku kichi bhala message milliba
@chakradharasahoo5948
@chakradharasahoo5948 4 ай бұрын
Law should be same
@mamatasahu3392
@mamatasahu3392 4 ай бұрын
Maam Swami ku kaan hatare rakhibe Swami kaan gote material. Mu apananka news dekhe but today I am not agree with you
@nilimapriyadarsini2618
@nilimapriyadarsini2618 4 ай бұрын
Madam apanku koti koti pranam emiti chinta dhara apanka bhali hele samaj pura develop kariba....
@Pre_Nursing_1
@Pre_Nursing_1 4 ай бұрын
This is not right that his one girl
@Liza_lenka
@Liza_lenka 4 ай бұрын
Video ଦେଖିକି ଓଡ଼ିଆ ରେ commet ନ କରି ରହି ପାରିଲିନି 😂ମାଡ଼ମ ଆପଣ ଙ୍କ କଥା ସବୁ ବେଳେ ଭୁଲ୍, ଗୋଟେ ନାରୀ ହେଇ, ନାରୀ ସମାଜ ପାଇଁ ଏମିତି କେମିତି କହି ପାରୁଚ ଠିକ୍ କହିଲ ନାରୀ ନାରୀ ହିଁ ଶତ୍ରୁ 😌
@sanghamitradas371
@sanghamitradas371 4 ай бұрын
Manoj Mishra kn bujhiba lokaki tara ego bhariki achi Manoj sabubele bhabe mu bhala mu sabuthu bhala actor se jane mental parika houchi
@MaheswarKar-z8g
@MaheswarKar-z8g 4 ай бұрын
ମାଡାମ, ଅଧିକାଂଶ Love marriage ରେ ଛାଡ଼ପତ୍ର ବେଶୀ ଦେଖାଯାଉଛି, ବିବାହ ଠାରୁ ଛାଡ଼ପତ୍ର, ଏହାର ଅବଧି କେତେ ବର୍ଷ? ଯେମିତି ଔଷଧ ଡବା ଓ ଖୋଳରେ ଲେଖାଥାଏ। ଉଭୟ ବାପା ମାଆ ଙ୍କ ସହମତିରେ ଯେଉଁ ପାରମ୍ପରିକ ବିବାହ ହେଉଛି, ସେହି ବିବାହ ବନ୍ଧନ କଣ ମଜବୁତ କି?
@soyamsarthaksatpathy5146
@soyamsarthaksatpathy5146 4 ай бұрын
Good work of manoja misra,well done manoja
@Runisamal-i6d
@Runisamal-i6d 4 ай бұрын
ଏମାନେ ଏତେ ଅଭଦ୍ର ଏ ସମାଜକୁ ଏମିତି ଶିକ୍ଷ୍ୟା ଦେଉଛନ୍ତି ଛି ଛି ଲାଜ ଲାଗୁନି
@Dipanjali-f2o
@Dipanjali-f2o 4 ай бұрын
Big break ru start heichi semankara extra marital affirs pain nhi divorce heithiba .mamata nanda ta byte re kahichi kabe thu sambalpuri sikhisarilani western odisha bohu habaku .mrg sina abe hela affirs bahut agaru helani na .first wife thu 2nd wife sundari achhi sethipain bodhe taku chhadidela
@ipsitamahapatra3361
@ipsitamahapatra3361 4 ай бұрын
Gote jhia hin jhia ra satru hoithae hatare rakhi huanta jadi Life ra prathama mahila maa bhauni heithanti jetebele sie parantini bahara jhia kn pariba hatare rakhi
@sukanyajena3648
@sukanyajena3648 4 ай бұрын
Madam thik କହିଛନ୍ତି
@chandinibehera2234
@chandinibehera2234 4 ай бұрын
Mana mam is an educated person so don't tell her that
@JyotshnaRaniMatagajasingh
@JyotshnaRaniMatagajasingh 4 ай бұрын
Uparu uparu dekhi kahaku bhala kuhantuni mam.
@bijayalakshmisabat6694
@bijayalakshmisabat6694 4 ай бұрын
Your statement totally wrong
@sagarikadalai7685
@sagarikadalai7685 4 ай бұрын
Jaha charitra jemiti se semiti hi Kariba ....taku kete control re rkhile b se nungureiba
@girisalon7245
@girisalon7245 4 ай бұрын
🤩🤩🤩🤩
@k-adicomedy8266
@k-adicomedy8266 4 ай бұрын
Tame Jane mahila heiki mahilanku emiti kahucha... Jeunthi samparka bhangijaye au thare jodiba asambhaba.
@kandheibehera9838
@kandheibehera9838 4 ай бұрын
Swami nku kemiti hatare rakhanti??
@Sunitavlogs51
@Sunitavlogs51 4 ай бұрын
😂😂❤❤
@shantilatakaskarika651
@shantilatakaskarika651 3 ай бұрын
Mam apananka chintadara thik
@birendrapande8222
@birendrapande8222 4 ай бұрын
Love marriage unsuccessful marriage
@geetanjalipattanayak5219
@geetanjalipattanayak5219 4 ай бұрын
Bhul kahucha mam
@RomiMamaDance143
@RomiMamaDance143 4 ай бұрын
Gote gote purusa achanti tame jete tanka pai kale bi sie tama tama saha santhusta nathanti 😢😢last ku badya heai tamaku divorce daba ku pade 😢😢Mo katha kau mane agree 👍 karucha gote like dia 😊
@BikramKumar-dh4zu
@BikramKumar-dh4zu 4 ай бұрын
Madam aapana wrong.Manoj mishra gulgulia heroine jhia paila, puruna stree ku pachare kie😂
@bijayalaxminayak7217
@bijayalaxminayak7217 4 ай бұрын
A ki katha ??hatare kan rakhiba ??swami stree dui jana paraspara prati dwaitya rahiba darkar. jane jananka sahita jadi rahibaku chahuni tame kariba kan?? relationship re bhalapiaba nihati darkar .bhalapaiba na rahile kounasi relations ra kichi mane hin nahin
@sureshmeher5569
@sureshmeher5569 4 ай бұрын
Very nice medam
@geetanjalipaltasingh196
@geetanjalipaltasingh196 4 ай бұрын
Mamta madam sundar boli first stree Ku chhadidela AI second marriage kale tike dosa rahuchhi
@dasd91035
@dasd91035 4 ай бұрын
Ohh bhala role kale bhala jhia
@parbatibhuyan6686
@parbatibhuyan6686 4 ай бұрын
Jeu mane second marriage huanti semane pare bahut pastauchnti time asile jana padib
@ChhunchisutaPradhan
@ChhunchisutaPradhan 4 ай бұрын
Monja misra mamtanda ku bi chhadi bi tapre tote baha heba
@MamuniDas-gg7wn
@MamuniDas-gg7wn 4 ай бұрын
Kahiba ta bahut sahaja
@rohesh1234
@rohesh1234 3 ай бұрын
Why are they asking these random people about their opinion and point of view ? Such cheap media!
@sagarikamohapatrasings
@sagarikamohapatrasings 4 ай бұрын
Madam swamiku kemiti hatare rakhajae ???? Tike kahibeki....
@srikantparida4624
@srikantparida4624 4 ай бұрын
Mouj kar rha bhai...
@rashmisahu4867
@rashmisahu4867 4 ай бұрын
Manoj Mishra kichhi paisa deideichhanti
@BatuSahani-rp4pq
@BatuSahani-rp4pq 4 ай бұрын
Mnoja se hatare rhiba loka nuhe mana bhuti bhala
@AmrutSaiDash-xc7rw
@AmrutSaiDash-xc7rw 3 ай бұрын
Madam swami stree nku hatare kemiti rakhibe...tanka mana jadi prajapati pari udiba...
@sarupabrek3343
@sarupabrek3343 4 ай бұрын
ଯାହାର ଦୁଇଟି ମୁହଁ ତାକୁ କେବେ ବି ହାତରେ ରଖି ହେବନି
@Rajgameing143
@Rajgameing143 4 ай бұрын
Allo alajuki stri loka .......tu to Swami ki kete hata re rakhichu ? Kie kaha hata re ruhantini hela..... manoj ra sabu bhul.......we all agree with mana madam🎉🎉🎉🎉❤❤❤❤
@saratkumarpanda7007
@saratkumarpanda7007 4 ай бұрын
ସ୍ତ୍ରୀ ଟିକୁ ଭଗବାନ ଏ ଶକ୍ତି ଦେଇଛନ୍ତି ସେ ପୁରୁଷ ଟିକୁ ନିଜ ନାରୀ ସୁଲଭ ଗୁଣରେ ବଶ କରି ରଖି ପାରିବେ।
@AnjuPatra-xh8jm
@AnjuPatra-xh8jm 4 ай бұрын
Wrong
@AnjuPatra-xh8jm
@AnjuPatra-xh8jm 4 ай бұрын
Samaste saman nuhanti duniare j wife order re rahijibe
@debasmitaparida2072
@debasmitaparida2072 4 ай бұрын
Lampata purusa ku kou stree bandhi paribani.
@AnjuPatra-xh8jm
@AnjuPatra-xh8jm 4 ай бұрын
@@debasmitaparida2072 correct
@Kalynee7301Dash
@Kalynee7301Dash 4 ай бұрын
Apana nka kahiba anusare jadi 1st marriage b love marriage thila au 2nd b love marriage ta apana chinta karantu ta tar prema ta kete swachha au pabitra heithiba
@SasmitajenaPriya
@SasmitajenaPriya 4 ай бұрын
Ao madam swami jadi sundari face ku adhika chauthiba kintu heart ku dekhu nathiba kn karajiba mam😮
@sonalisahoo5879
@sonalisahoo5879 4 ай бұрын
Amiti husband thile wife mananku udandi hebaku padiba nahele 1 jana ku mrg kariki 15 ta ku fasauchhanti
@SULOCHANABALIARSINGH-kz2wx
@SULOCHANABALIARSINGH-kz2wx 4 ай бұрын
Hm hm se 80 year heu na kanhiki sesa samayare sahara pain au thare mrg kridebe
@jananinaik4645
@jananinaik4645 4 ай бұрын
Plz madam amiti kuhantuni knki jie durei jibo taku jete prema kara nija prema re bandhiki rakha se rahibeni jehetu au kaha prema re se jodi podi thibo
@meenatibiswal3776
@meenatibiswal3776 3 ай бұрын
Nija jhia sangare hele jana padiba bhasana mariba bahut easy
@kabitaswain7606
@kabitaswain7606 4 ай бұрын
Mam bhasana baji banda kara❤
@rasmitamishra9153
@rasmitamishra9153 3 ай бұрын
Madam mu b mo husband nku paruni kemiti husband nku hatare rakhihue tk advice diantu
Andro, ELMAN, TONI, MONA - Зари (Official Audio)
2:53
RAAVA MUSIC
Рет қаралды 8 МЛН
Война Семей - ВСЕ СЕРИИ, 1 сезон (серии 1-20)
7:40:31
Семейные Сериалы
Рет қаралды 1,6 МЛН