Manabasa Gurubara💐ମାଣବସା ସଜ💐ଏହିସବୁ ଜିନିଷ ନିହାତି କିଣନ୍ତୁ💐Margasira Gurubar Laxmi puja bidhi💐Odia Volg

  Рет қаралды 10,730

Swagatika Pani Official

Swagatika Pani Official

Күн бұрын

Пікірлер: 54
@pratimanayak5256
@pratimanayak5256 4 күн бұрын
Mam apananku mor request achhi ki daily morning pooja r vdo te anibe. Plz mam. Apana nka thu bahut kichhi sikhibar achhi. Prabhu Jagannath apananku sabubele khusire rakhantu. Love u mam❤🙏
@SwagatikaPani
@SwagatikaPani 4 күн бұрын
ଠିକ ଅଛି... କେତେବେଳେ upload କରିବି... ଧନ୍ୟବାଦ👍Be Blessed.
@nilambarsabar8318
@nilambarsabar8318 4 күн бұрын
ଜୟ ଶ୍ରୀ ଜଗନ୍ନାଥ 🙏🙏🙏🌹ମା ଙ୍କ ମାଣ ତିନି ପାଳି ବସିଥିବେ ତାହାହେଲେ ସବୁ ଦିନେ ମୁଣ୍ଡ ଧୋଇ ‌ପୂଜା କରିବାକୁ ହେବ କି କୁହନ୍ତୁ?
@SwagatikaPani
@SwagatikaPani 3 күн бұрын
ଗୁରୁବାର ଦିନ ମୁଣ୍ଡ ଧୋଇବେ... ଅନ୍ୟ ଦିନ ସ୍ନାନ ସାରି ଗଙ୍ଗା ଜଳ ଛିଞ୍ଚି ପୂଜା କରିବେ
@pikun05
@pikun05 4 күн бұрын
Bahut sundar upastapana❤
@SwagatikaPani
@SwagatikaPani 4 күн бұрын
ଧନ୍ୟବାଦ 👍
@odsarkar8489
@odsarkar8489 Күн бұрын
Mam mana puja maa laxmi pratidina jouthi puja heuchhati seithi puja hebe na alaga Puja hebe au kou diga re Puja hebe
@sujatapanigrahi002
@sujatapanigrahi002 4 күн бұрын
Mam maa basithiba samayere ghara jhadu hue ki nahi
@SwagatikaPani
@SwagatikaPani 3 күн бұрын
ହଁ ସବୁଦିନ ହେବ... ଗୁରୁବାରକୁ ଛାଡି... ଗୁରୁବାର ଝୋଟି ପୋଛିବା ପରେ ଶୁକ୍ରବାର ଠାରୁ ପୁଣି ଆର ଗୁରୁବାର ଯାଏଁ ଝାଡୁ କରିବେ
@kanchanbalasahoo3214
@kanchanbalasahoo3214 4 күн бұрын
Periods ra 6 dinare munda dhoi thakura ghare pasi heba,na nahi, kuhantu mam
@SwagatikaPani
@SwagatikaPani 3 күн бұрын
ଆଗରୁ 7 ଦିନ ମାନୁଥିଲେ... ଏବେ ତ ଚାରି ଦିନ ପରେ ଘର ଠାକୁରଙ୍କୁ ପୂଜା କରୁଛନ୍ତି... ତେବେ ୭ ଦିନ ମାନିଲେ ଭଲ
@pravasinibehera9458
@pravasinibehera9458 4 күн бұрын
Madam sudasa brata re jou khatauli re puja karajaithiba se khatulire mana basiparibeki
@SwagatikaPani
@SwagatikaPani 4 күн бұрын
ଭଲ ଭାବେ ହଳଦୀ ପାଣି ଗଙ୍ଗାଜଳରେ ଧୋଇ ଖରାରେ ଶୁଖାଇ ମାଣ ବସାଇ ପାରିବେ...
@pravasinibehera9458
@pravasinibehera9458 4 күн бұрын
Thank you madam
@pratimanayak5256
@pratimanayak5256 4 күн бұрын
Jay Sree jagannath mam🙏mam mu pari ru patitapaban bigrah nku ani ghare pooja karibaku chanhuchhi. Mam mate tk plz kahibe ki mu kemiti Prabhu nka pooja arambha karibi, keun masa thu ba keun dinare pooja arambha kariba thik heb. Plz mam tk kahibe🙏
@SwagatikaPani
@SwagatikaPani 4 күн бұрын
ମାଘ ମାସରେ କରନ୍ତୁ ଆଉ ବୁଧବାର କି ଶୁକ୍ରବାର ଦିନ ଆରମ୍ଭ କରନ୍ତୁ... ପ୍ରତିଦିନ ଯେମିତି ଠାକୁର ପୂଜା କରୁଛନ୍ତି, ସେମିତି କରନ୍ତୁ... ଭାବରେ ବନ୍ଧା ସେ ଠାକୁର.. ତେବେ ମହାପ୍ରଭୁଙ୍କ ପୂଜା ଉପରେ ଏକ ଭିଡ଼ିଓ upload କରିଥିଲି... Link ଦେଉଛି... ଦେଖିନିଅନ୍ତୁ... kzbin.info/www/bejne/lWqye62irKiKpdEsi=RJXRRCJdUbUhiB5i
@pratimanayak5256
@pratimanayak5256 4 күн бұрын
Thank u mam🙏
@sujatapanigrahi002
@sujatapanigrahi002 4 күн бұрын
Mam mu 28 re baseithili sukrabare sakalu utheithanti mam aji sakalu uthiki dekhila belaku akhanda Dipa lagitgithila Dipa libhijaichi mana asnta laguchi bhul na thik kuhantu mam maanku utheiba purbaru livhi jaichi
@SwagatikaPani
@SwagatikaPani 3 күн бұрын
ବେଳେ ବେଳେ ସେମିତି ହୁଏ... ମା'ଙ୍କୁ କ୍ଷମା ପ୍ରାର୍ଥନା କରିନିଅନ୍ତୁ... ଦୟାମୟୀ ସିଏ🙏
@AshokKumar-sh6mr
@AshokKumar-sh6mr 4 күн бұрын
Madam gota jhia ta sasu gharaku gale to mana Basa gurubara karipariba, hele au kete kuhanti je 1st sudasa brata nakale se kariparibani kuhanti eha sata ki plz kuhantu
@SwagatikaPani
@SwagatikaPani 4 күн бұрын
ସୁଦଶା ବ୍ରତ କରିବା ପରେ ଝିଅଟିଏ ସମ୍ପୂର୍ଣ୍ଣ ରୂପେ ଲକ୍ଷ୍ମୀ ବ୍ରତର ଅଧିକାରୀ ହୋଇଯାଏ ଯଦ୍ଦ୍ୱାରା ମାଣବସା ପୂଜାର ସମସ୍ତ ପୁଣ୍ୟ ଫଳ ସେ ପୂର୍ଣ୍ଣ ରୂପେ ପ୍ରାପ୍ତ ହୋଇପାରେ... ସେଥିପାଇଁ ଏହି ନିୟମଟି ରହିଛି ଆଉ ଏହା ଲୋକବିଶ୍ୱାସ... ତେଣୁ ମାନିଲେ ଭଲ... ସୁଦଶା ବ୍ରତ ପୂଜା କରି ଦକ୍ଷିଣ ହସ୍ତରେ ବାନ୍ଧିବା ପରେ ମାଣ ପୂଜା କରିଲେ ନିଜ ପାଇଁ ଆଉ ପରିବାର ପାଇଁ ମଙ୍ଗଳକର....
@pikun05
@pikun05 4 күн бұрын
Prakruta re kete pali karajae....margosiro gurubaro jete pali sete pali karajae...jadi kichi asubidha hei 2 pali kari puja band hoigale pouso maso ra 1 st gurubaro karajae ki....???
@SwagatikaPani
@SwagatikaPani 4 күн бұрын
ପ୍ରକୃତରେ ଚାରି ପାଳି ବିଧି... ମାର୍ଗଶୀର ଗୋଟିଏ କି ଦୁଇଟି ପାଳି କରି ପୌଷ ବା ମାଘର ପ୍ରଥମ ବା ଦ୍ଵିତୀୟ ଗୁରୁବାରରେ ପୂଜା କରାଯାଇପାରିବ...
@pikun05
@pikun05 4 күн бұрын
Mahila manak ra period dt pai gote pali band hoijaithae...sethipai 3 pali kariba ta nihati darkar na..???
@SwagatikaPani
@SwagatikaPani 4 күн бұрын
ତିନି ପାଳି ମାର୍ଗଶୀରରେ ଆଉ ଗୋଟିଏ ପାଳି ପୌଷ କି ମାଘରେ କରି ଚାରିପାଳିରେ ସାରିଲେ ଶୁଭପ୍ରଦ
@PriyankaPanda-ze6hj
@PriyankaPanda-ze6hj 4 күн бұрын
Se dhana... Muga biri ku Pooja sarile Kn Karibu
@SwagatikaPani
@SwagatikaPani 4 күн бұрын
ଘରର ସଦସ୍ୟ ସବୁ ଖାଇବେ ତାକୁ କୁଟିକି.. ବଳକା ନଦୀରେ ବିସର୍ଜନ ଦେବେ...
@banita-tofan.0954
@banita-tofan.0954 4 күн бұрын
Madam baivaba laxmibrata puja bisayare kuhantu mu karibaku chanhuchi
@SwagatikaPani
@SwagatikaPani 4 күн бұрын
ଏ ସମ୍ପର୍କରେ ଏକ ସମ୍ପୂର୍ଣ୍ଣ ପୂଜା ବିଧିର ଭିଡ଼ିଓ Upload କରିଥିଲି... ଦେଖିନିଅନ୍ତୁ : kzbin.info/www/bejne/fXrGpoV6rr92edU
@sasmita3650
@sasmita3650 4 күн бұрын
Mam🙏sasu ghre bada sasur nka death habar 1 year heini jadi 1 year vitare kounsi god nka photo aniki ghare puja karipariba ki. plz🙏 rply
@SwagatikaPani
@SwagatikaPani 4 күн бұрын
ନାଁ ସମଗୋତ୍ରୀୟ ସୁତକ ମୃତକ କାର୍ଯ୍ୟ ହେଲେ ବର୍ଷେ ଯାଏଁ ପୂଜା ମନା ଆଉ ଏହା ତାଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ଏହି ବିଧି ରଖାଯାଇଛି... ମନ ମଧ୍ୟରେ ଠାକୁରଙ୍କୁ ସ୍ମରଣ କରନ୍ତୁ
@pikun05
@pikun05 4 күн бұрын
Kheero misa arua chaulo( dui chaulo boli kahithanti Ganjam side re) ku puja sesho re jhoti au maa nka mano natiba anya thaliro nka upare dele kan bisarjan hoijae ki...???
@kanchanbalasahoo3214
@kanchanbalasahoo3214 4 күн бұрын
Mana upare jou gua 3 ti base,se gua pratibarsa basiba,na change heba,
@SwagatikaPani
@SwagatikaPani 4 күн бұрын
ପ୍ରତ୍ୟେକ ବର୍ଷ ନୂଆ ଗୁଆ ତିନୋଟି ଦେବେ
@Sriya_AR
@Sriya_AR 4 күн бұрын
ନମସ୍କାର ମା, ମା ମୁ ଆଜି ବିନା ମାନ ରେ ପୂଜା କରିଛି ଅନ୍ୟ ଏକ ଜାଗାରେ ଖଟୁଲି ରେ ବସେଇକି, ଖଟୁଲି ରେ ମୁ କଳସ ସ୍ଥାପନ କରିଛି, ଆପଣ କହିଥିଲେ କି କଳସ ମାସ ସା ରା ବସିବା ବୋଲି କିନ୍ତୁ ମୋ ମନ ରେ ଏକ ପ୍ରଶ୍ନ ଉଙ୍କି ମାରୁଛି ଯେ ମା ନଙ୍କ ର ମୂର୍ତ୍ତି କୁ ମୁ ଶୁକ୍ରବାର ଦିନ ଉଥେଇକି ନିତ୍ୟ ପୂଜା କରୁଥିବା ସ୍ଥାନ କୁ ସ୍ଥାନାନ୍ତରିତ କରୁପରିବିକି, କିନ୍ତୁ ଖଟୁଲି ରେ କଳସ ଟି ମାର୍ଗଶିର ମାସ ଗୂର ବାର ଶେଷ ପାଲି ପର୍ଯ୍ୟନ୍ତ ଥିବ, ମୁ ଖାଲି ପ୍ରତି ଗୁରୁବାର ମାଙ୍କୁ ଆନି ଖଟୁଲି ରେ ପୂଜା କରିବି.
@SwagatikaPani
@SwagatikaPani 4 күн бұрын
ହଁ ମାଣ ଆଉ କଳସ ଉଠାଇବା କଥା ନୁହେଁ... ମା' ଯେହେତୁ ବର୍ଷ ସାରା ଘରେ ପୂଜା ପାଉଛନ୍ତି, ତାଙ୍କୁ ଚାହିଁଲେ ଅନ୍ୟ ଖଟୁଲିରେ ଶେଷ ଯାଏଁ ରଖିପାରିବେ ଆଉ ଏହା ଭଲ.. ମାତ୍ର ଯଦି କିଛି ଅସୁବିଧା ହେଉଛି, ତେବେ ତାଙ୍କୁ ନିତ୍ୟ ଜାଗାରେ ନେଇ ବସାଇପାରିବେ ଆଉ ଗୁରୁବାର ପାଳିରେ ପୁଣି ଖଟୁଲିକୁ ଆଣିପାରିବେ... କଳସ ସେହିଭଳି କିନ୍ତୁ ସେଇଠି ରହିବ..
@Sriya_AR
@Sriya_AR 4 күн бұрын
@SwagatikaPani ଧନ୍ୟବାଦ୍ ମା 🙏
@SwagatikaPani
@SwagatikaPani 4 күн бұрын
@Sriya_AR Be Blessed👍
@sujatapanigrahi002
@sujatapanigrahi002 4 күн бұрын
Mam mu kalasa baseichi taku utheidebi manka saha na kalasa thiba manku Khali utheidebi
@jyotshnadash1473
@jyotshnadash1473 4 күн бұрын
Asubidha basata mu mana basaiparuni magha masara basaibi maghamasa je kanasi gote gurubara re mana basaile heba ki?magha masa kau pali re basai bi please kuhantu emiti kebe bi mu karinahin sethi pain janiparuni
@SwagatikaPani
@SwagatikaPani 4 күн бұрын
ମାଘ ପ୍ରଥମ ଗୁରୁବାର ପାଳିରେ ବସେଇ ଦୁଇ ପାଳି ଦ୍ଵିତୀୟ ପାଳିରେ କିମ୍ବା ଚାରି ପାଳି କରି ଉଜେଇଁ ଦିଅନ୍ତୁ
@jyotshnadash1473
@jyotshnadash1473 4 күн бұрын
@SwagatikaPani magha masa 4pali jaka maniba ku heba ki mam? Jimeti ki margasira masa re karajae
@jyotshnadash1473
@jyotshnadash1473 4 күн бұрын
Ok mam
@SwagatikaPani
@SwagatikaPani 4 күн бұрын
@jyotshnadash1473 ହଁ ମାର୍ଗଶୀର ମାସ ପରି ମାଘ ମାସ ବି ଅତ୍ୟନ୍ତ ପବିତ୍ର...
@jyotshnadash1473
@jyotshnadash1473 4 күн бұрын
@@SwagatikaPani thank you 🙏😊
@PriyankaPanda-ze6hj
@PriyankaPanda-ze6hj 4 күн бұрын
Jou gua 2 ta puja haba taku rakhibu
@SwagatikaPani
@SwagatikaPani 4 күн бұрын
ହଁ ପାଖରେ/ ଠାକୁର ଘରେ/ ଆଲମିରାରେ ରଖିବେ...
@sandhyaranimohakul9385
@sandhyaranimohakul9385 5 күн бұрын
Apana kahuthile pratham paliru brat karachhanti
@SwagatikaPani
@SwagatikaPani 5 күн бұрын
ନାଁ ପ୍ରଥମ ପାଳିରୁ ଯେଉଁମାନେ ବ୍ରତ କରିବାକୁ ଚାହୁଁଛନ୍ତି, ସେମାନେ କରିପାରିବେ ବୋଲି କହିଥିଲି...ମାତ୍ର ଏଠି ଆମର ଭୁବନେଶ୍ୱରରେ ଅଷ୍ଟମୀ ପରେ ଆମେ ମାଣ ବସାଇଥାଉ...
@jyotshnadash1473
@jyotshnadash1473 4 күн бұрын
Right mam​@@SwagatikaPani
@subratbardhan_RLM_
@subratbardhan_RLM_ 5 күн бұрын
ମାଣବସା ଗୁରୁବାରରେ ଶ୍ରୀ ଲକ୍ଷ୍ମୀନାରାୟଣ ଙ୍କ ପୂଜା ଫଟୋ କିମ୍ବା 2 ଟି ଗୁଆ ରଖି କରାଯାଏ କି, Madam, ଦୟାକରି ମାର୍ଗ ଦର୍ଶନ କରନ୍ତୁ 🙏🙏
@SwagatikaPani
@SwagatikaPani 5 күн бұрын
ମାଣଖଟୁଲିରେ ଧାନ ମାଣ ଓ ଧାନ ମେଣ୍ଟିରେ ତିନୋଟି ଗୁଆ ରଖିକି ପୂଜା କରିପାରିବେ ନଚେତ ଶ୍ରୀଲକ୍ଷ୍ମୀନାରାୟଣଙ୍କ ମୂର୍ତ୍ତି ବା ଫଟୋ ପାଖରେ ଦୁଇଟି ଗୁଆ ରଖିକି ବି ପୂଜା କରିପାରିବେ...ପାଖରେ ନୂଆ ଧାନ/ଚାଉଳ/ମୁଗ/ବିରି ରଖିବେ...
@subratbardhan_RLM_
@subratbardhan_RLM_ 4 күн бұрын
@SwagatikaPani 🙏 ଅନେକ୍ ଅନେକ୍ ଧନ୍ୟବାଦ୍ Madam
@SwagatikaPani
@SwagatikaPani 4 күн бұрын
Most Welcome👍
The IMPOSSIBLE Puzzle..
00:55
Stokes Twins
Рет қаралды 198 МЛН
How Many Balloons To Make A Store Fly?
00:22
MrBeast
Рет қаралды 169 МЛН
Long Nails 💅🏻 #shorts
00:50
Mr DegrEE
Рет қаралды 19 МЛН
Manabasa gurubara ॥ Dhanamanika ॥ Laxmi puja ॥ gurubara puja ॥ #muodia
18:58
The IMPOSSIBLE Puzzle..
00:55
Stokes Twins
Рет қаралды 198 МЛН