ମନ୍ମଥଙ୍କ ପରାଜୟ, ଶ୍ରୀମୟୀଙ୍କୁ ଦୋଷ ଦେଲେ ସୁର || Podcast With Sura Routray || Exclusive Interview || OR

  Рет қаралды 100,962

Odisha Reporter

Odisha Reporter

Күн бұрын

ସୁର ଖୋଲିଦେଲେ ପାଣ୍ଡିଆନଙ୍କ ଭିତିରି ଗୁମର || Podcast With Sura Routray || Exclusive Interview || Odisha Reporter
#ସୁର_ଖୋଲିଦେଲେ_ପାଣ୍ଡିଆନଙ୍କ_ଭିତିରି_ଗୁମର
କଂଗ୍ରେସରୁ ବାହାର କରିଦେବା ପରେ Sura Babu ଏବେ ନିର୍ଦଳୀୟ। ନିଜ ପୁଅ ପାଇଁ ତାଙ୍କର ଏହି ଅବସ୍ଥା। କାହିଁକି ହାରିଲେ manmath routray ? ଏଥିପାଇଁ କାରଣ କ’ଣ ? ଆଗକୁ manmathଙ୍କର କଣ ରହିଛି ଲକ୍ଷ୍ୟ? ଏ କଥା ଆମକୁ ଖୋଲି କହିଛନ୍ତି Sura। ତାଙ୍କ ଲକ୍ଷ୍ୟ ଦୁଇଜଣ ପୁଅଙ୍କୁ ନିର୍ବାଚନରେ ଜିତାଇବା । ଜଣକୁ BJDରୁ ଆଉ ଜଣକୁ Congressରୁ। ନିର୍ବାଚନ ପରେ ସୁର ଯାଇଥିଲେ Naveen Niwas। ତାଙ୍କୁ କଣ କହିଲେ Naveen ଓ Pandian ? ଶୁଣନ୍ତୁ ଏହି ସାକ୍ଷାତକାରରେ…..Sura Routray
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #ExclusiveInterview #SuraRoutray #Jatani #ManmathRoutray #SidharthRoutray #BhubaneswarMPCandidate #JataniMLACandidate #Congress #BJP #BJD #VKPandia #NaveenPattniak #Exclusive_Interview_With_Suresh_Routray #podcasting #PodcastSURA #podcastinterview #PodcastWithSura

Пікірлер: 296
@arucharanpradhan5502
@arucharanpradhan5502 2 күн бұрын
ସୁର ବାବୁ ସବୁ ଦଳକୁ ଛାଡ଼ି ବର୍ତ୍ତମାନ ଜୋକର ହିସାବରେ ଅଛନ୍ତି।ଏ ହେଉଛନ୍ତି ବଡ ଠକ।୪୦ ବର୍ଷ ମନ୍ତ୍ରୀ ହୋଇ ଓଡ଼ିଶାର କିଛି କାମ ନକରି ଘରେ ଟଙ୍କା ଭର୍ତ୍ତି କରିଛନ୍ତି।
@prabirjena2147
@prabirjena2147 2 күн бұрын
ଏ ଲୋକ ନିଜେ ଅର୍ଜି ଥିବା ମାନ ସମ୍ମାନ ହରାଇ ଦେଲେ ବୟସ ହେଲାଣି ବାଚାଳାମି ହେଉଛି, କିଛି କହିବାର ନାହିଁ
@ShubhajyotiJena
@ShubhajyotiJena 2 күн бұрын
Exactly
@bhajaramnayak3481
@bhajaramnayak3481 Күн бұрын
​Qqq1qqqqqqqqq1qq111qqqqq1
@MrDoom-fr8du
@MrDoom-fr8du 20 сағат бұрын
​bg id😊boom@@ShubhajyotiJenapppppppppppppppppppppppppppp book
@srikantsahoo6563
@srikantsahoo6563 Күн бұрын
୬୦ବର୍ଷ ଏତେ କାମ କଲ ଜେ ଓଡ଼ିଶାରେ ଆଉ କଂଗ୍ରେସ ଦଳ ର ଦୁବ କଅଁଳ ହେଉନି।
@pratapjena1193
@pratapjena1193 2 күн бұрын
ବୁଢ଼ା ହେଲୁଣି ଏତେ ମିଛ କହୁଚୁ, ତୋତେ କିଛି କହିବାକୁ ଭଲ ଲାଗୁନି
@Quickfitness1
@Quickfitness1 2 күн бұрын
Tate gandi marila valia lagùchi sata kagha gudaka na
@Adv.apurba
@Adv.apurba Күн бұрын
ସୁର ବାବୁ ଟଙ୍କା କୈନ୍ଦ୍ରିକ ରାଜନୀତି ରେ ବହୁତ ବିଶ୍ୱାସ କରନ୍ତି।
@suryanarayansahu5375
@suryanarayansahu5375 2 күн бұрын
ଟଙ୍କା ପଛରେ ପଡିଲେ ମଣିଷର ଇଜ୍ଜତ କ'ଣ
@bijayapradhan2
@bijayapradhan2 2 күн бұрын
ଶଳା ଅଲାଯୁଗ ବେହିଆ ଙ୍କ ର ବାରବାଟୀ ଚାଷ ଗୋଟେ ପୁଅ ଏଇଥିପାଇଁ ଆଉଥରେ ଆମେରିକା ଚାଲିଗଲା
@gajendranathjena356
@gajendranathjena356 Күн бұрын
ବାଚାଳ ଶୁର ବାବୁ ନିଜର ଓଜନ ହରାଇ ନିଜେ ତିନି ପାଞ୍ଚି ରୁ ଯାଇଛି😮କଂଗ୍ରେସ ଦଳରୁ ଇସ୍ତଫା ଦେଇ ବିଜେପିକୁ ସମର୍ଥନ ଏକମାତ୍ର ଶୁଗମ ପଥବାହାରକରି ବିଜେପିରେ ସାମିଲ ହେଲେ ଶୁର ନିଶ୍ଚିତ ରାଜ୍ୟସଭା ଯାଇପାରେ 😊ବାଚଳାମି ଛାଡି ବିଜେପିକୁଶୁରଯାଆନ୍ତୁଶେଶଜୀବନ ଫଳପ୍ରଦ ହେବ🎉
@arabindapadhi8367
@arabindapadhi8367 2 күн бұрын
ସୁର ବାବୁଙ୍କର 50ବର୍ଷାରେ ଏତେ କାମ ଦୁଇ ପୁଅକୁ ହରାଇ ଦେଲେ
@dusmantaswain6332
@dusmantaswain6332 2 күн бұрын
Great joker of Odisha
@ganeswarbehera-fj6yu
@ganeswarbehera-fj6yu Күн бұрын
ଆଙ୍କର କହିବା କଥା ବିଜୁ ବାବୁ, ନବୀନ ବାବୁ ସବୁ କରିଛନ୍ତି।ଆଙ୍କ କଂଗ୍ରେସ କିଛି କରିନାହିଁ।ଶୁର ଅଜା ୫୦ ବର୍ଷ ଧରି କଂଗ୍ରେସ ରେ କଣ କରୁଥିଲ ।
@motilaldash4645
@motilaldash4645 Күн бұрын
ସୁର ବାବୁଙ୍କ ଏଥରର ଇଣ୍ଟରଭ୍ୟୟୁ ଭଲ ଲାଗିଲା ।
@bnmcreations4670
@bnmcreations4670 2 күн бұрын
ଏ ପରିବାର ଅତି ଲୋଭ କରିକି ଜଟଣୀ ଛାଡି ଥିଲା ଫଳ ପାଇଲା l ସବୁ ଆଡେ double ଶଙ୍ଖ କହିଥିଲା
@BinodNayak-u6i
@BinodNayak-u6i 2 күн бұрын
Pandian ତୁମ ପୁଅକୁ ticket ଦେଇଛି ମାନେ ସେ ଯାହା କଲେ ବି ଠିକ୍। କେତେ ଦିନ ତୁମେ pandian ଓଗେର ତ୍ରିମୂର୍ତ୍ତି ଗୁଣ ଗାନ କରିବ।
@dwarikanath1958
@dwarikanath1958 Күн бұрын
ସୁର ବାବୁ ସବୁ କଥା କୁ ଏପଟେ ସେପଟେ କରି ଠେସା କଥା କହି ଉଡାଇ ଦେଉଛନ୍ତି
@Banamalitripathy-qh4gj
@Banamalitripathy-qh4gj 2 күн бұрын
ଇଏ କଂଗ୍ରେସ ର ଗଣ୍ଠିଲି ବୋହିବା ଲୋକ ଆଙ୍କୁ କିଛି ଫରକ ପଡୁନି 😁
@CreazyRanjan
@CreazyRanjan 2 күн бұрын
ସୁର ଅଜା ଜାହା କହୁଛନ୍ତି.. ସମଜରେ... ଲୋକ ମାନେ.. ହା ହା ହେଉଛନ୍ତି ଅଗଣା ପଇସା କହିବାକୁ.. କିନ୍ତୁ ନିଜ ଭୁଲ ପାଁଇ ନିଜର ସଂମ୍ମାନ ହରେଇଲେ.. କିନ୍ତୁ.. ଏହି ଭାଲୁ ଦୁଇ ପୁଅ ଙ୍କ ପାଁଇ.. ପୁତ୍ର ମୋହ..ରେ ଭୀଷ୍ମ ଆଜି ସର ଶଯ୍ୟା 😱😱😱
@swatirefrigerationodia.4421
@swatirefrigerationodia.4421 2 күн бұрын
10 thara jitichhi mane 50 year, 4 thara harichhi mane 20 year, total 70 year, ebe sura Babunku 85 year, jahaheu odishara eka matra loka jieki 15 year re election ladhithile, good history of odisha
@asitgantayat6619
@asitgantayat6619 Күн бұрын
😂😂😂😂
@shantiswarupapati8366
@shantiswarupapati8366 6 сағат бұрын
😂😂😂😂😂😂😂😂👍
@pradeepkumarjena4162
@pradeepkumarjena4162 Күн бұрын
ସୁର ବାବୁଙ୍କୁ ଡାକି ଥିବାରୁ ବହୁତ ଭଲ ଲାଗିଲା ଆପଣ କଂର ଏପଗି କାଯ୍ୟର୍କ୍ରମ ସୁରବାବୁ କଣ ଉତର ଦେେବ
@SubasachBhera
@SubasachBhera 2 күн бұрын
କାମ ହେଇଂଛି କହୁଂଛ ଗାଂଗହଳିରେ ରାସ୍ତା ଖଣ୍ଡେ ନାହିଂ ବଡ ବଡ କଥା କହୁଂଛି ସୁର ଲଜିଆ ଲଜିଆ
@achyutabhoi4543
@achyutabhoi4543 2 күн бұрын
ପାଗଲ
@nabajyotithanapati1993
@nabajyotithanapati1993 2 күн бұрын
Belajiaa
@gobindachandramohanty8439
@gobindachandramohanty8439 Күн бұрын
ଭାଇ ତମକୁ କ'ଣ ଲୋକ ମିଳୁ ନାହାନ୍ତି ଇଣ୍ଟରଭିୟୁ ନେବାକୁ ଗୋଟିଏ ପାଗଳା ହୋଇଯାଇଥିବା ଓ ଦଳ ରୁ ତଡ଼ା ଯାଇଥିବା ଲୋକ କୁ ପାଇଲେ
@shantiswarupapati8366
@shantiswarupapati8366 6 сағат бұрын
😂😂😂😂😂😂right,
@sudeepms143
@sudeepms143 2 күн бұрын
ସୁର ରାଉତରାୟ ପାଣ୍ଡିଆନର ଗୋଡ ଧରିବା ପରେ ଚାଟି ଥିଲା । କଣ ପାଇଁ ଚାଟୁ ଥିଲା ପଚାରିଲେ ଜଣା ପଡନ୍ତା ?
@BulakiSwain-n4c
@BulakiSwain-n4c Күн бұрын
କଥାରେ ଟିକେ ବି ଓଜନ ନ ଥିବା କୁହାଳିଆ ନେତା।
@mihirdwivedi8843
@mihirdwivedi8843 2 күн бұрын
Good story teller. Blunt lies
@prakashkumarjena.babusan.n3760
@prakashkumarjena.babusan.n3760 Күн бұрын
ଜୟ ଜଗନ୍ନାଥ ଜୟ ମୋହନ ସରକାର ❤️❤️❤️❤️
@omsahoo4370
@omsahoo4370 2 күн бұрын
Pagala Budha
@kamalakantapanda8822
@kamalakantapanda8822 2 күн бұрын
ସୁର ପରମ ମାହାଗିଆ ଟି.
@rameshpradhan8772
@rameshpradhan8772 14 сағат бұрын
ପାଗଳ ସୁର, ବଡ଼ ପୁଅ କୋଟିଏ ଖର୍ଚ୍ଚ କରିଥିବା କହିଦେଲେ କିନ୍ତୁ ସାନ ପୁଅର କହିଲେ ନାହିଁ ।ସାନପୁଅ ଓ ସୁର ବଡ ପୁଅକୁ ବିରୋଧ କରୁଥିଲେ । କିନ୍ତୁ ବଡ ପୁଅ ପ୍ରକୁତରେ ବହୁତ୍ ଭଲ । ମିଡ଼ିଆ ଆଗରେ ଖାଲି ମିଛ କହୁଛନ୍ତି ମିଛୁଆ ଓ ପାଗଳ ସୁର ।
@ramachandrapanipani7424
@ramachandrapanipani7424 Күн бұрын
ନମସ୍କାର । ସୁରବାବୁ କଂଗ୍ରେସ୍ ଛାଡ଼ି ସ୍ଵାଧୀନ ହେଲେଣି, ଖୁସି ଖବର ।
@pranatiswain612
@pranatiswain612 2 күн бұрын
SURA BABU AIMA KAHANI GAPUCHHANTI
@jyotiranjandixit3505
@jyotiranjandixit3505 2 күн бұрын
Galua budha ku Kain dakucha khali buttering karuchi aja
@suryakantasahoo5526
@suryakantasahoo5526 2 күн бұрын
Ete garba .......
@manishapattanayak2152
@manishapattanayak2152 Күн бұрын
Right ସୁର ଭାଇ 👍 ଏହି ପାଖରେ ବସ୍ତିର ଲୋକ କାମ ପାଇଁ ଆମ କଲୋନୀ କୁ ଆସନ୍ତି ସେମାନଙ୍କୁ ମନ୍ଦିର ନେଇ Electation ଅଗଦିନ ପର head 6 ହଜାର ଟଙ୍କା ମନ୍ଦିରରେ ଶପଥ କରି ଦେଇଥିଲେ👍 ଆଉ ଘରେ 5 ରୁ ଅଧିକ ମେମ୍ବର ଥିଲେ ପୁଅ ପିଲାଙ୍କୁ 6 ହଜାର ଆଉ ସ୍ତ୍ରୀ ଲୋକଙ୍କୁ 5 ହଜାର ଦେଇ ଶପଥ କରେଇ ଭୋଟ ନେଲେ ବିଜେପି ବାଲା👍
@kamalakantalenka3571
@kamalakantalenka3571 2 күн бұрын
Good Question to Sura Routray Don't Mind Wateles Sura Routray
@ramachandrapanipani7424
@ramachandrapanipani7424 Күн бұрын
ସୁରବାବୁ ଆଉ ନିର୍ବାଚନରେ ଠିଆ ହେବେନି । ଦୁଇ ପୁଅଙ୍କୁ ଜିତାଇବେ ।
@PrasantKumar-w4i
@PrasantKumar-w4i Күн бұрын
ଟଙ୍କା ପଛରେ ପଡିଲେ ସୁର ବୁଢା ରାଞ୍ଚି ଯିବା ଦରକାର ପଡିପାରେ.
@niranjanpanda9430
@niranjanpanda9430 Күн бұрын
ଏ ବୟସରେ ସୁର ରାଉତରାୟ ମିଛ କହୁଛନ୍ତି ଟିକିଏ ଲାଜ ଲାଗିଵା କଥା
@chandanparida1561
@chandanparida1561 2 күн бұрын
ହସ ଖୁସୀ ର ଲୋକ ଆମ ସୁର ଅଜା ❤❤
@srikantsahoo6563
@srikantsahoo6563 Күн бұрын
ଏକା ମାଡ଼ କେ ଦେହ ଠିକ୍ ହୋଇଗଲା।
@Sonali28093
@Sonali28093 7 сағат бұрын
Legend sabubele legend….
@kalucharanpatra4193
@kalucharanpatra4193 7 сағат бұрын
GREAT
@ramachandrapanipani7424
@ramachandrapanipani7424 Күн бұрын
ଜଣେ ପୁଅ କଂଗେସର, ଜଣେ ବିଜେଡିର ! ବାପା ଉଭୟଙ୍କ ପାଇଁ ଲଢ଼ୁଛନ୍ତି !
@ramachandrapanipani7424
@ramachandrapanipani7424 Күн бұрын
ବିଜୁ ଜନତା ଦଳରେ ରହି ପୁଅ ଲଢ଼ିଲେ । ବାପା କଂଗ୍ରେସର ହୋଇ ପୁଅ ପାଇଁ ନିଜେ ଯାଇ ପ୍ରଚାର କଲେ ।
@satyabratasatapathy8984
@satyabratasatapathy8984 Күн бұрын
Nice Actor in all over odisha, Namaskar
@pruthirajpal4155
@pruthirajpal4155 2 күн бұрын
Alozy
@ramachandrapanipani7424
@ramachandrapanipani7424 Күн бұрын
ଏତେ ଅନୁଷ୍ଠାନ କରିଛନ୍ତି । ଜନ ସାଧାରଣଙ୍କ ସମର୍ଥନ ପାଇଛନ୍ତି । ଏହା ଭଲ କଥା । ଅଭିନନ୍ଦନ ।
@jchoudhury274
@jchoudhury274 Күн бұрын
ସୁର ବାବୁ ଗୁ ଟେ ପୁଅ MLA ଆଉ ଗୁ ଟେ mp ହେବ ବୋଲି ଭାବୁ ଥିଲେ କିନ୍ତୁ ସବୁ ଢ଼
@ramachandrasahoo3123
@ramachandrasahoo3123 Күн бұрын
ସୁରବାବୁଙ୍କ ବାଇଟି ନିଅନ୍ତୁ ନାହିଁ।କାରଣ ସେ ଦୋ ମୁହାଁ ନୁହନ୍ତି,ବହୁ ମୁହାଁ । କାହାକୁ କେତେବେଳେ ଗାଳି କରୁଛନ୍ତି ତ ପୁଣି ପର ମୁହୂର୍ତ୍ତରେ ତାହାକୁ ପ୍ରଶଂସା କରୁଛନ୍ତି। ତାଙ୍କର କଥାରେ ମୂଲ୍ୟ ନାହିଁ। ଲଜ୍ଜା ଲଜ୍ଜା ଲଜ୍ଜା ...............ଛି......ଥୁ.....😊
@ramachandrapanipani7424
@ramachandrapanipani7424 Күн бұрын
ନବୀନ ପଟ୍ଟନାୟକ ଆୟୁର୍ବେଦିକ ଚିକିତ୍ସାରେ ଭଲ ହୋଇଯିବା ଶୁଭ ସମ୍ବାଦ ।
@charupattanaik5854
@charupattanaik5854 12 сағат бұрын
Dama babu sura babu nku koti koti pranam. Emane spastabadi neta.
@premanandapathy
@premanandapathy 4 сағат бұрын
Sura bhaina, bardhakya abastha asilani. Tathapi bahut strong achha , khusi laguchi. Kintu bauli hoi mana ichha katha kahucha, tuma muha re kichi sobha pauni. Bayasa anusare nijaku paribartan kara bhaina, bahut sanman paiba. Otherwise comeidian hoi sesa jiban re jiban katiba. Ati dukha dayak .
@Funny_odiahub32
@Funny_odiahub32 Күн бұрын
Orgus channel ku size Kari dele sura aja .....
@chandanparida1561
@chandanparida1561 2 күн бұрын
ଏତେ ସତ କଥା କହିବାର ନଥିଲା
@dwarikanathmohanty179
@dwarikanathmohanty179 Күн бұрын
Sura Routray says third division in exams and weak in studies. He remains a third class gentleman even today having crossed 80 years in lift. His vulgar utterance and opportunistic expressions manifest his character. Self drumming won't pay my dear Sir.
@srikantsahoo6563
@srikantsahoo6563 Күн бұрын
ସୁର ଭାଇ କଂଗ୍ରେସ କୁ ଦୁବେଇଲ।bjd କୁ ତଥା ତୁମ ପୁଅ କୁ ଦୁବେଇଲ୍। ୟା ପରେ next party କାହାକୁ ଦୁବେଇବ।
@DhanurjayaMallik-eb5wu
@DhanurjayaMallik-eb5wu Күн бұрын
Good,
@ramachandrapanipani7424
@ramachandrapanipani7424 Күн бұрын
ଏତେଦିନ ପରେ ପାଣ୍ଡିଆନ୍ ପ୍ରଶଂସକ ଜଣେ ସୁରବାବୁଙ୍କୁ ଶୁଣିବାକୁ ପାଇଲୁ ।
@mohanbehera4109
@mohanbehera4109 2 күн бұрын
Genuine person sura babu❤❤❤
@ramachandrapanipani7424
@ramachandrapanipani7424 Күн бұрын
କଂଗେସରୁ ତଡ଼ା ଖାଇ ବି ଏବେ କଂଗ୍ରେସର ବୋଲି କହୁଛନ୍ତି ।
@dhirendra_jena
@dhirendra_jena 2 күн бұрын
ଖାଲି ମିଛ 😂
@manojkumarsethi1650
@manojkumarsethi1650 2 күн бұрын
Pagala budha
@akpanda833
@akpanda833 Күн бұрын
Pl check his IT Return from 1970 of this person . No news reader wants to ask
@sitikanthadas171
@sitikanthadas171 2 күн бұрын
Wht ever it may be Sura bhai is great
@chandanswain6556
@chandanswain6556 Күн бұрын
ସୁର ବାବୁ ଆପଣ ଜଣେ ଶସ୍ତା ରାଜନେତା ବୋଲି , ବିଗତ ନିର୍ବାଚ଼ନ ସମୟରେ ସାରା ଓଡ଼ିଶା ଦେଖିଛି ତେଣୁ ବାପା ଆଉ ପୁଅ ଚୁପ୍ ବସିପଡ ନଚେତ୍ , ଜଟଣୀ ଷ୍ଟେସନ ରେ ଚ଼ା ଦୋକାନ ଟେ କରେଇ କି ପୁଅ କୁ ବସେଇ ଦିଅ
@biranchinarayanhota7929
@biranchinarayanhota7929 Күн бұрын
ଭାଗ୍ୟ ବଳରେ ରାଜନୀତି ଆଗରୁ କିଛି ରୋଜଗାର କରିଛି, ନିଜତ୍ତ୍ଵ କିଛି ନାହି । ମିଛ ର ମାଷ୍ଟର .....
@NahedaPr-fr8ni
@NahedaPr-fr8ni Күн бұрын
Odisha ra Raja niti eapari huea nahi odia asmita Sana bada ra bichara achhi all are creating by god's kehi nijaku bada bhabantu nahi sabu mula re jagannath swami Nayana patha gami achhaa nti sabu tanka Daya re chali chhi ame samaste nimita Matra sunya Shakti attma achhanti boli ame samaste parameswyara allha nka dyara banchi chhe thanks 🙏
@Funny_odiahub32
@Funny_odiahub32 Күн бұрын
Sura aja pura right katha kahichhanti..❤😂
@girijaghadai5100
@girijaghadai5100 2 күн бұрын
Sura bhai school ra master nahi ,madical ra doctor nahi ,college ra lecture nahi, toe pua bjd ra ticket pain
@laxmidharswain1045
@laxmidharswain1045 2 күн бұрын
Kete party meeting ree jaicha kete micha sura Babu....
@NilalohitaBehera
@NilalohitaBehera Күн бұрын
ପାଣ୍ଡିଆନ କୁ ହାଇ ଲାଇଟ୍ ପ୍ରଥମେ ଏହି ସୁର ବୁଢ଼ା କରିଥିଲା ।
@SanjayDalai-l1h
@SanjayDalai-l1h Күн бұрын
ଯାହାହୋଉ ସୁରାମଉସା ଆମର ସତକଥା କୁହନ୍ତି, ମୋର ପ୍ରଶ୍ନ କମିୟାଯାନୀ କିଏ ହିନ୍ଦୁ ନା ମୂଷିଲିମି
@ramachandrapanipani7424
@ramachandrapanipani7424 Күн бұрын
ଜୟ ଜଗନ୍ନାଥ! ଜୟ ଖୋର୍ଦ୍ଧା ଗଡ଼ !
@ramachandrapanipani7424
@ramachandrapanipani7424 Күн бұрын
ଜଣକୁ ହଜାରେ ଟଙ୍କା ଦେଇ ବିଜେପି ଭୋଟ ପାଇଲେ । ବିଜେଡି ଦେଇ ପାରିଲେନି !
@ramachandrapanipani7424
@ramachandrapanipani7424 Күн бұрын
ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଦେବତୁଲ୍ୟ କହିଲେ ସୁରବାବୁ ।
@lattrendtop2024
@lattrendtop2024 5 сағат бұрын
ସୁର ମଉସା ଙ୍କ ପାଇଁ ମୋର ସମ୍ମାନ ଅଛି କାରଣ ସେ ଏମିତି ଏକ ବୟସ ରେ ଆଜି ପାଦ ଦେଇଛନ୍ତି କେବେ ଯଦି କିଛି ହୁଏ ତାଙ୍କ ଅନୁପସ୍ଥିତି ସାରା ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ହେବ, ତେଣୁ ରାଜନୀତି ରୁ ଉର୍ଦ୍ଧ ରେ ରହି ତାଙ୍କୁ ମୁଁ ହୃଦୟ ରୁ ସମ୍ମାନ କରେ
@RanjitKingal
@RanjitKingal 18 сағат бұрын
ନିର୍ଲଜ୍ଜ, ସୁର ବାବୁ ଟୁ ଆଉ କିଏ ନାହିଁ
@abhiramsahoo5642
@abhiramsahoo5642 2 күн бұрын
ବଡବଡ କଥା,ୟା ଭାଗ୍ଯରେ ନଡିଆ ନଥାଏ,ଖାଲି କତା !
@bijayprakashpanda6583
@bijayprakashpanda6583 Күн бұрын
ବରିଷ୍ଠ ହେଲେବି ହାଲୁକା ମୁଣ୍ଡ। କାରଣ କାମ କରିବା ଲୋକ ଯଦି ନିଜର ପ୍ରଚାର ଓ ପ୍ରଶଂସା ନିଜେ କରେ ତେବେ ତାକୁ "ହାଲୁକା ମୁଣ୍ଡ" ହିଁ କୁହାଯିବ।
@biramhembram2124
@biramhembram2124 Күн бұрын
ସୁରପାଗଳର ଭଡିଓ କଣ ପାଇଁ ଆଣୁଛନ୍ତି
@ashwinisahu6584
@ashwinisahu6584 Күн бұрын
Sabubele. Hariba 😅😅😅
@haraprasadkheti9391
@haraprasadkheti9391 21 сағат бұрын
ଭୁଲ କଥା ଟଙ୍କା ପାଇଁ ହାରିଲା କି ବିଜେଡ଼ି ନୁହେଁ ଟଙ୍କା ଯଥେଷ୍ଟ ଦେଇଛି ବିଜେଡ଼ି କାମ ଦେଲା ନି
@NabkishorBarik
@NabkishorBarik Күн бұрын
Now Sura babu where ?Is not Jatni in Khurudha ?
@ramachandrapanipani7424
@ramachandrapanipani7424 Күн бұрын
ଏତେ ପୁରୁଖା କଂଗ୍ରେସ୍ ନେତା , ଏବେ ସସ୍ପେଣ୍ଡ ହୋଇଗଲେ ପୁଅ ପାଇଁ ?
@sanjaybehera363
@sanjaybehera363 2 күн бұрын
ଝଟିଆ
@ajeetkumarmohanty7880
@ajeetkumarmohanty7880 Күн бұрын
Bala lokata
@subhranshunaik2542
@subhranshunaik2542 2 күн бұрын
Tm congress ju time thila kan kariparilani kouti thila, sura, babu
@tapanmishra1645
@tapanmishra1645 2 күн бұрын
5 tanka ra kama re 500 tanka spend hauthila Bjd time re seita kuhantu
@raghumaninayak9593
@raghumaninayak9593 2 күн бұрын
ଅଲାଜୁକ ନେତାଙ୍କ ରାଜନୀତି ଶେଷ... 😄😄😄
@ArunPalai-e4k
@ArunPalai-e4k 2 күн бұрын
Galua Katha
@ramachandrapanipani7424
@ramachandrapanipani7424 Күн бұрын
ନାଚ, ଗୀତ, ଖେଳ ସବୁରେ ଆଗ୍ରହୀ ।
@2005biswanath
@2005biswanath Күн бұрын
ୟେ ଶଳା ବାୟା ହେଇଗଲାନି ହଉ ମାନରଞ୍ଜନ ତ ହେଉଛି
@ramachandrapanipani7424
@ramachandrapanipani7424 Күн бұрын
ଖୋର୍ଦ୍ଧା ପାଇଁ ଏତେ ଗର୍ବ ! ଏହା ସ୍ଵାଭିମାନ ।
@bijayanandadas8289
@bijayanandadas8289 Күн бұрын
ଲୁଟେରା ନଂ 1… ସେଟା କଣ କହିବ।
@ramachandrapanipani7424
@ramachandrapanipani7424 Күн бұрын
ପ୍ରତିଦିନ ୨୫ ହଜାର ବାଣ୍ଟୁଛନ୍ତି ।
@manashparida2383
@manashparida2383 2 күн бұрын
Micha kahuchi vogiba tapare mariba
@mukundadevkhatua
@mukundadevkhatua Күн бұрын
🎉🎉🎉🎉🎉🎉🎉
@swarupkumardhal9950
@swarupkumardhal9950 Күн бұрын
ଓଡ଼ିଶାରେ ଡାକ୍ତର ନାହାଁନ୍ତି ଵୋଧେ
@bibhuprasadsagadia9216
@bibhuprasadsagadia9216 2 күн бұрын
Pagalami.....
Every parent is like this ❤️💚💚💜💙
00:10
Like Asiya
Рет қаралды 21 МЛН
GIANT Gummy Worm Pt.6 #shorts
00:46
Mr DegrEE
Рет қаралды 124 МЛН
pumpkins #shorts
00:39
Mr DegrEE
Рет қаралды 78 МЛН
Кәсіпқой бокс | Жәнібек Әлімханұлы - Андрей Михайлович
48:57
Planning Of Article 370 Removal
43:06
Nitish Rajput
Рет қаралды 10 МЛН
Khola Katha with MLA Jayanarayan Mishra
11:36
OTV
Рет қаралды 39 М.
Every parent is like this ❤️💚💚💜💙
00:10
Like Asiya
Рет қаралды 21 МЛН