Рет қаралды 2,207
#କେମିତି_ଟଙ୍କା_ଫେରାଇବେ_ଚିନ୍ତାରେ_ଜମି_ବିକ୍ରେତା
ବେଦାନ୍ତ ବିଶ୍ବବିଦ୍ୟାଳୟ ପାଇଁ ତତକାଳୀନ ରାଜ୍ୟ ସରକାରଙ୍କ ସମୟରେ ମୋଟ ୬୦୦୦ ଏକର ଜମି ଅଧିଗ୍ରହଣ କରାଯାଇଥିଲା ସେଥିରୁ ୩୮୦୦ ଏକର ସାଧାରଣ ଲୋକଙ୍କର ଜମି ଶାଗ ମାଛ ଦରରେ ଅଧିଗ୍ରହଣ କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅନୁପାଳନ ପାଇଁ ରାଜ୍ୟ ସରକାର ଜମି ଫେରସ୍ତ ପ୍ରକ୍ରିୟା କରିବା ପାଇଁ ତତପର ହେଉଥିବାବେଳେ ଜମି ବିକିଥିବା ଲୋକେ ତଳିତଳାନ୍ତ ହୋଇ ଅତ୍ୟନ୍ତ ଦୁର୍ଦୀନରେ ଜୀବନ ବିତାଉଛନ୍ତି। କେମିତି ଟଙ୍କା ଫେରାଇ ତାଙ୍କ ନାମକୁ ଜମି ଆସିବ ତାକୁ ନେଇ ଚିନ୍ତାରେ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #puri #vedanta #vedantauniversity #Odisha #OdishaReporter