ଆମିଷ ଖାଇବା ଠିକ ନା ଭୁଲ | Bhakti Jigyansha | Kuni Prabachaka | Sidharth Bhakti

  Рет қаралды 397,125

Sidharth Utsav

Sidharth Utsav

Күн бұрын

Пікірлер: 304
@PapuMallick-i5r
@PapuMallick-i5r 6 ай бұрын
ଅତି ସୁନ୍ଦର ପ୍ରବଚନ ବହୁତ ଭଲ ଲାଗିଲା ଜୟ ଜଗନ୍ନାଥ ।
@skrushnareddy6796
@skrushnareddy6796 8 ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ମହାବାହୁ ଓମ ନମଃ ଭଗବତେ ବାସୁଦେବାୟ ନମଃ 🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🌸🌺🪔🌻🌻💐🏳️🌸🌸🌹💮💮🌷🏵️🥀🏵️🥀🏵️🌸🌹🏵️🌹🏵️💮💮🏵️🏵️🌺🏵️🪔🏵️🌻🕉️💐🕉️🏳️🕉️
@bhramarbarjena
@bhramarbarjena 4 күн бұрын
ଆମିଷ ଭୋଜନ ନିଷେଧ ଜୟ ଶ୍ରୀ ଜଗନ୍ନାଥ ❤❤❤❤
@anjaanenews4458
@anjaanenews4458 7 ай бұрын
ପ୍ରଭୁ -ଆମେ ମଣିଷ, ଅସୁର ନୁହେଁ।ଆମିଷ କଦାପି ଖାଇବା ଉଚିତ୍ ନୁହେଁ। ଆମିଷ ଖାଇ ବିଭିନ୍ନ ପ୍ରକାରର ରୋଗ ବଢ଼େ,ଦେହ ଗରମ ର‌ହିବା ସହ ମନ ହିଂସ୍ର ହେଇ, ଉତ୍ତେଜିତ ହୋଇଉଠିବ । ମନକୁ କଣ୍ଟ୍ରୋଲ କରିବା ଏତିକି ସହଜ ନୁହେଁ j, ଆମିଷ ଖାଇ ଶାନ୍ତି ପାଇବ। ଅଧିକ ଦିନ ବଞ୍ଚିବା ପାଇଁ ହେଲେ ସାହାକାରୀ ହେବା ଉଚିତ୍। ପ୍ରାଣୀ ପୃଥିବୀରେ ବଞ୍ଚିବା ଅଧିକାର ଭଗବାନ ଦେଇ ଛନ୍ତି, ଆମେ ଅସୁର ରୂପ ନେଇ ଜୀବନକୁ ମାରି ମଦ ପାଣି ପି କି! ଖୁସି...
@dibakarmuthamajhi9404
@dibakarmuthamajhi9404 3 ай бұрын
ଜାଣିଥାଅ ଆମିଷ ଖାଇବା ଦ୍ବାରା ରୋଗ ହୁଏ ନାହିଁ, ନିଜ ପାପ ଦ୍ଵାରା, ନିଜ କର୍ମ ଦ୍ୱାରା ଶରୀର ମଧ୍ୟରେ ରୋଗ ହୋଇଥାଏ କାରଣ ପାପର ବେତନରେ ମୃତ୍ୟୁ ଘଟିଥାଏ,ପାପ ଆମକୁ ନିଶ୍ଚୟ ଧରିବ ଏହା ସର୍ବଦା ସ୍ମରଣରେ ରଖ ବନ୍ଧୁ
@gyanaranjansahoo6927
@gyanaranjansahoo6927 2 ай бұрын
ଜୀବ ହତ୍ୟା କଣ ପାପ ନୁହଁ ?
@skrushnareddy6796
@skrushnareddy6796 8 ай бұрын
ଅତି ସୁନ୍ଦର ପ୍ରବଚନ
@pranatipradhan1139
@pranatipradhan1139 4 ай бұрын
ଜୟ ଶ୍ରୀ ଜଗନ୍ନାଥ 🙏🏻🙏🏻🙏🏻🙏🏻🙏🏻
@chinkikjena6036
@chinkikjena6036 4 ай бұрын
Jl U too ​ 0
@BhagyabantaAdbang
@BhagyabantaAdbang 7 ай бұрын
🙏🙏🙏🙏🙏🙏🙏🙏🙏🙏🙏🙏 Jay jagannath mahaprabhu 🙏🙏🙏🙏🙏🙏🙏🙏🙏 Pranam kunibaba tumacharanare ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@Jay_Shri-Ram091
@Jay_Shri-Ram091 7 ай бұрын
ବହୁତ୍ ବଢିଆ, ହେତୁ ବାଡ଼ି Luka କୁ ବାମପନ୍ଥୀ ବିଚାର ଧାରା ସମାଜ କୁ ବୁଝେଇବା କଷ୍ଟ।।
@GSMUSICOFFICIAL316
@GSMUSICOFFICIAL316 7 ай бұрын
ସନାତନ ମିନିଂ କଣ ପ୍ରଥମେ ବୁଝିଲା ପରେ ଜ୍ଞାନ ଦେବ ଲୋକଙ୍କୁ ଆମିଷ ସନା ତନ କଣ ଏତେ ପ୍ରଥମେ ବୁଝିବାକୁ ପଡ଼ିବ ସନାତନ ଧର୍ମ କଣ ସନାତନ ଧର୍ମ ପ୍ରଥମେ କାହାର ଥିଲା ପ୍ରକୃତ ସନାତନ କିଏ କେଉଁଯାତି ଥିଲେ କାହିଁକି ଭାଇ ସବୁ ବୁଝିଗଲା ଭଳି ଲୋକଙ୍କୁ ଜ୍ଞାନ ଦେଉଚ୍ଚ
@priyacharandas653
@priyacharandas653 6 ай бұрын
ସନାତନ ର ଅର୍ଥ ନିତ୍ୟ ସାଶ୍ବତ ।ଵେଦ କୁ ମାନିବା ହେଉଛି ସନାତନ ଧର୍ମ।
@dibakarmuthamajhi9404
@dibakarmuthamajhi9404 3 ай бұрын
ଆମିଷ ଖାଇବା ପାପ ନୁହେଁ ବନ୍ଧୁ,ଜୀବ ହତ୍ୟା ପାପ ନୁହେଁ ବନ୍ଧୁ କାରଣ ଏହି ସବୁ ଆମର ଖାଦ୍ୟ ପାଇଁ ଈଶ୍ୱର ସୃଷ୍ଟି କରିଛନ୍ତି ଏହା ଜାଣିଥାଅ ବନ୍ଧୁ, କିନ୍ତୁ ନର ହତ୍ୟା,ବୟବିଚାର ପାପ ଅଟେ
@ashoksend1717
@ashoksend1717 2 ай бұрын
Manisa bi jiba pasu bi jiba
@bapuniswain2961
@bapuniswain2961 7 ай бұрын
Jay Jagannath
@priyambadanayak1622
@priyambadanayak1622 7 ай бұрын
ମୁଁ ଆମିଷ ଖାଏନାହିଁ
@biswalsachikanta
@biswalsachikanta 7 ай бұрын
Good
@raghunathchandan5840
@raghunathchandan5840 6 ай бұрын
ତମେ ମଣିଷ
@tapasmaharana1619
@tapasmaharana1619 5 ай бұрын
Same
@RajeshKumar-hl1mq
@RajeshKumar-hl1mq 5 ай бұрын
Michhei😅
@AjitnaikAjitnaik
@AjitnaikAjitnaik 4 ай бұрын
❤❤❤❤❤❤
@Goutambapuvk
@Goutambapuvk 2 ай бұрын
ତାହା ହେଲେ ଇନ୍ଦ୍ର ଦେବ କଣ ଅସୁର ସିଏ ତ ସୁର ପିଉଥିଲେ
@HappyGeoCave-ji8bm
@HappyGeoCave-ji8bm 2 ай бұрын
ଡ଼କ୍ଟର ମାନେ କୁହନ୍ତି ଚୁନା ମାଛ ଖାଆନ୍ତୁ 😂😂😂🎉
@gyanaranjansahoo6927
@gyanaranjansahoo6927 2 ай бұрын
ଡକ୍ଟର ମାନେ କହୁଛନ୍ତି କାରଣ ଏଇଟା ବିଦେଶ ଜ୍ଞାନ । ଯାଇକି ଥରେ ଆମିଷ ଏବଂ ପିଆଜ ରସୁଣ ଖାଉନଥିବା ଲୋକଙ୍କୁ ଦେଖ , ତାପରେ କହିବ। ତାପରେ ବି ଗୋଟେ ଜୀବ ର ଜିଇବା ର ଅଧିକାର ଠାରୁ ତାକୁ ଖାଇବା ର ଅଧିକାର ବଡ଼ ନୁହଁ ।
@Bisu_NEET
@Bisu_NEET Ай бұрын
Mu mana karuchi khanna
@chinmayapadhi939
@chinmayapadhi939 7 ай бұрын
ତାହା ମାନେ ଆମେ ଅସୁର
@rashminag8473
@rashminag8473 7 ай бұрын
Kn mu bi asura
@balarambishoyi609
@balarambishoyi609 7 ай бұрын
Hn
@nandinimallick5942
@nandinimallick5942 7 ай бұрын
Yes
@Richarani1
@Richarani1 7 ай бұрын
Hn
@khageswarrout5717
@khageswarrout5717 7 ай бұрын
Yes
@mahendrakumarperua9437
@mahendrakumarperua9437 7 ай бұрын
ମୁଖ୍ୟମନ୍ତ୍ରୀ ଏ ସବୁ ବନ୍ଦ୍ କଲେ ଭଲ ହୁଅନ୍ତା
@SrikantaNayak-vl5ik
@SrikantaNayak-vl5ik 5 ай бұрын
Kanhiki band karibe
@abhinashbindhani6962
@abhinashbindhani6962 4 ай бұрын
Right 👍
@laxmidharnayak6240
@laxmidharnayak6240 4 ай бұрын
Ha ha ha hasaila bandhu
@damodarreddy8172
@damodarreddy8172 3 ай бұрын
Very good satsang jai gurudev
@truptikantanayakvssrikant6912
@truptikantanayakvssrikant6912 7 ай бұрын
Jay Shree Jagannath🙏🙏🙏🙏🙏 🚩🚩🚩🚩🚩🚩🚩❤❤❤❤
@subhadivyacreation2507
@subhadivyacreation2507 8 ай бұрын
Jay Jagannath 🙏
@prafullamajhi5320
@prafullamajhi5320 2 ай бұрын
ଆପଣଙ୍କ ମାଧ୍ୟମରେ ଭଗବାନଙ୍କୁ ମୁଁ ଅନୁରୋଧ କରୁଛି ବାଘ ଜଙ୍ଗଲ ରେ ରହି ଯଦି ମାଂସ ନ ଖାଇ ଘାସ ଖାଇବ ତା ହେଲେ ଏ ଜଗତରେ ସୃଷ୍ଟିକର୍ତ୍ତାଙ୍କ ଧର୍ମ ପାଳନ ହେବ, ଏ କ'ଣ ସମ୍ଭବ ହେଇପାରିବ!
@gyanaranjansahoo6927
@gyanaranjansahoo6927 2 ай бұрын
ଆରେ ଭାଇ ବାଘ ଜଙ୍ଗଲ ରେ ଲଙ୍ଗଳା ହେଇକି ବୁଲୁଛି ତ ତମେବି ଲଙ୍ଗଳା ହେଇକି ବୁଲ । ସେ ପଶୁ , ସେ ଜଙ୍ଗଲ ର ନିୟମ ମାନୁଚି । ଆମେ ମଣିଷ ଆମେ ମାନବିକତା ନିୟମ କୁ ମାନିବା ଉଚିତ୍ । ଆଉ ତାପରେ ବି ଆମିଷ ରେ ଯେ ପର୍ଯ୍ୟନ୍ତ ମସଲା ନା ପଡ଼ିଛି ସେ ପର୍ଯ୍ୟନ୍ତ ତାହା ସ୍ଵାଦ ଯୁକ୍ତ ହୋଇ ନଥାଏ । ତମକୁ କେବଳ ବୋକା ବନା ହଉଚି ବଡ଼ ବଡ଼ business man ଙ୍କ ଦ୍ଵାରା । କେଭେହେଲେ ଦେଖିଚ ସେମାନେ ଆମିଷ ଖାଇବା ର ? ସେମାନେ ସମସ୍ତେ ଜାଣିଛନ୍ତି ଏଇଟା ଦେହ ପାଇଁ କେତେ ଖରାପ ।
@Bisu_NEET
@Bisu_NEET Ай бұрын
Bagha langala buluchi tu bi langala bulll.....anurodh....
@pratimaparida-k2t
@pratimaparida-k2t Сағат бұрын
Right sar ❤❤​@@gyanaranjansahoo6927
@niranjandas7463
@niranjandas7463 8 ай бұрын
Jay jagannath🙏🙏🙏🙏🙏
@DILLIPKUMARDAS-jl1bc
@DILLIPKUMARDAS-jl1bc 4 ай бұрын
JAY GURUDEV JAY GURUDEV JAY GURUDEV JAY JAY GURUDEV🙏🙏 🙏🏻🙏🏻
@dsicon3108
@dsicon3108 8 ай бұрын
ଜୟ ଜଗନ୍ନାଥ
@chinmayapadhi939
@chinmayapadhi939 7 ай бұрын
କିନ୍ତି ଦୋକାନପୁରା ବନ୍ଦ ହେବା ଦରକାର
@LipunJally
@LipunJally 2 ай бұрын
Chhota pila ta ate bada mahan । Jay Jagannath
@JalandharaJhodia
@JalandharaJhodia 7 ай бұрын
Juge juge jagannath swami 🪔🌺🙏🏿🚩🧘🏿‍♀️...
@GODCREATION2155
@GODCREATION2155 2 ай бұрын
ମଣିଷ ସାକାହାରୀ ନୁହେଁ ଆଜ୍ଞା ସେ ସର୍ବିଆ ପ୍ରାଣୀ କାରଣ ମଣିଷ କଲାପରେ ତା ଶବକୁ ମସଲାରେ ସୁସ୍ୱାଦୁ କରିଦେଲେ ସେ ଖାଇବାକୁ ପାଇବେ ନାହିଁ
@NUARANGA
@NUARANGA 7 ай бұрын
ଇଶ୍ୱର ତୁମର ମଙ୍ଗଳ କରନ୍ତୁ | 🙏🙏🙏
@ChandanNaik-e7t
@ChandanNaik-e7t 2 ай бұрын
ଯଦି ମଣିଷ ଆଜିବି ଜଙ୍ଗଲରେ ରହୁ ଥାନ୍ତା ଦିନ ବାର ନ ଦେଖି ଆମିଷ ଭୋଜନ କରି ଥାନ୍ତା କାରଣ ସବୁ ବେଳେ ତାକୁ ଫଳ ମିଳୁ ନ ଥାନ୍ତା Science ଦୟା ରୁ ଆଜି ଗୁମ୍ଫା ରୁ ବାହାରି ଜୀବନ ଯାପନ କରୁଛେ ଏମିତି TV ରେ ଭାଷଣ ମାରି ପାରୁଛେ।
@iamklm09
@iamklm09 26 күн бұрын
ଠିକ କଥା scince ନଥିଲେ ତୋ ବୋପା ମା ଜଙ୍ଗଲରେ ଗିହାଗୁହିଁ ହେଇଥାନ୍ତେ ଆଉ ସବୁ ଦେଖିଥାନ୍ତେ science ଘର ତିଆରି କଲା ବୋଲି ତୁ ଗୋଟିଏ ବାପର ଛୁଆ
@ranjankumarpatel3321
@ranjankumarpatel3321 3 ай бұрын
ଜୟ ଜଗନ୍ନାଥ 🙏ଜୟ ଶ୍ରୀ କ୍ରିଷ୍ଣା 🙏❤️
@rrameshvlogs9819
@rrameshvlogs9819 7 ай бұрын
Radhe radhe 🙏🏻🚩
@shibabarikvlogs9198
@shibabarikvlogs9198 5 күн бұрын
Radhe Krishna 🙏🙇‍♂️🚩
@JituKumar-rt3tw
@JituKumar-rt3tw 22 күн бұрын
ଆମିଷ କହିଲେ କଣ ଆଗ ଜାଣିଛ ଛେଳି,ଅଣ୍ଡା,ମାଛ, କୁକୁଡ଼ା ଏ ମାନଙ୍କୁ ବୁଝାଏ ବୋଲି ଜାଣିଛ ଆଉ କିଛି ଜାଣିନ ଆରେ ପଣ୍ଡିତ ମୂର୍ଖ ଜଳ ବି ଆମିଷ ଯଦି ଜଳ ଆମିଷ ହେଉଛି ଆଉ କୋଉଟା ଆମିଷ ନାହିଁ କୁହ
@saraswatisahoo1033
@saraswatisahoo1033 8 ай бұрын
Right prabachan
@Reenabehera0
@Reenabehera0 5 ай бұрын
Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻 guruji nku koti koti pranam Jay jagannath 🙏🏻🙏🏻🙏🏻🙏🏻
@JituKumar-rt3tw
@JituKumar-rt3tw 22 күн бұрын
ମୋର ଯେତିକି ଗ୍ୟାନ ଅଛି ଆଉ ଗିତା ଭାଗବତ ପୁରାଣ ଶୁଣିଛି ସବୁ ଜନିଷ ଆମିଷ ଅଟେ ତାହା ଉଲ୍ଲେଖ ହୋଇଛି ଶାସ୍ତ୍ରମତରେ ଆଉ ଗିତା ମାଧ୍ୟମରେ ଭିନ୍ନ ଭିନ୍ନ ଉଲ୍ଲେଖ ରହିଛି ।ଗିତା କ‌ହେ ଜଳ ବି ଆମିଷ ତାହା ହେଲେ ଦୁନିଆଁରେ କାହାକୁ ଆମିଷ ନାହିଁ ବୋଲି କହିବା କୁହ ପଣ୍ଡିତ
@RinkiBehera-w2e
@RinkiBehera-w2e 8 ай бұрын
Jay gurudev
@parsuramnayak4093
@parsuramnayak4093 7 ай бұрын
ATI Sundar katha .
@ranjankumar3030
@ranjankumar3030 Ай бұрын
Bahut gyana ...god bless you babu
@debirathamajhi7846
@debirathamajhi7846 2 ай бұрын
Jay shree Krishna 🌹🙏
@PremanandaMoharana-s4i
@PremanandaMoharana-s4i 2 ай бұрын
Bahuta sundar prabachan
@rashmitripathy5417
@rashmitripathy5417 2 ай бұрын
Guruji pranam 🙏🙏🙏🙏🙏🙏🙏🙏
@JituKumar-rt3tw
@JituKumar-rt3tw 22 күн бұрын
ଦୁନିଆଁରେ କଉ ଜିନିଷ ଆମିଷ ନାହିଁ କୁହ କହି ପାରିବ ଖାଲି ପ୍ରବଚନ ଦେଲେ କିଛି ଲାଭ ନାହିଁ
@shreeshine900
@shreeshine900 5 күн бұрын
@GODCREATION2155
@GODCREATION2155 2 ай бұрын
ସେ କଥା ଏ ନରାଧମ ବୁଝି ପାରିଲେ ହେଲା
@SarojKumar-ds4sb
@SarojKumar-ds4sb 7 ай бұрын
ଏ ସବୁ ଶୁଣିଲା ପରେ ମୋତେ ଲାଗୁଛି ଛେଳି ର ନିର୍ମମ ହତ୍ୟା ସମ୍ପୂର୍ଣ୍ଣ ବନ୍ଦ ହେବା ଦରକାର 😭😭😭
@Iamherofromdandikasole
@Iamherofromdandikasole 7 ай бұрын
ତାହେଲେ ଛେଳି ରଖିବା କଣ ପାଇଁ ମୋତେ ଜବାବ ଦିଅ
@binodsahoo9256
@binodsahoo9256 6 ай бұрын
​@@Iamherofromdandikasole ଛେଳିକୁ ମାରିକି ନ‌ ଖାଇ ଛେଳିର ଲୋମରୁ ସୂତା ପ୍ରସ୍ତୁତ କରିବା।
@prahalladcharansahoo5478
@prahalladcharansahoo5478 26 күн бұрын
ଏମିତି ପ୍ରବଚନ ପାଇଁ ଧନ୍ୟବାଦ୍‌ ❤
@OD_SOURAV_RAJ_07
@OD_SOURAV_RAJ_07 5 ай бұрын
Proud to be a vegetarian ❤
@kastubarik6659
@kastubarik6659 5 ай бұрын
ଅତି ସୁନ୍ଦର ଭାବରେ ପ୍ରବଚନ
@PinkuPadhi-l2w
@PinkuPadhi-l2w 24 күн бұрын
Jay Jagannath Swami 🙏🌹❤️
@GunanidhiRana-sh2pb
@GunanidhiRana-sh2pb Ай бұрын
ହହଁ ମୁଁ ବି ବେତାଳ ଅସୁର ବ୍ରହ୍ମ ରାକ୍ଷସ 😊
@urmilamutuka2153
@urmilamutuka2153 2 ай бұрын
Satya bachana Jai sadguru 🙏🙏🙏
@SangetaBastia-cf7bo
@SangetaBastia-cf7bo 13 күн бұрын
🎉🎉❤❤
@SantoshSabara-f5u
@SantoshSabara-f5u 3 ай бұрын
ଖ୍ରୀଷ୍ଟିଆନଲୋକ, ତାହାଲେ ଅସୁର,
@BrushBagarty
@BrushBagarty 2 ай бұрын
Hnm
@XZMLSREELEELASHORTS167
@XZMLSREELEELASHORTS167 3 ай бұрын
ଈଶ୍ୱର ଆରମ୍ଭ ରୁ ହଁ ମଣିଷ ପାଇଁ ମାଛ ମାଂସ ଖାଇ ବା ପାଇଁ ଆଦେଶ କରିଛନ୍ତି ଭାଇ ପାପ ନୁହେଁ ଥରେ ଭାବି କି କୁହନ୍ତୁ
@smruti433
@smruti433 12 күн бұрын
ଆମେ ଯେମିତି ସୃଷ୍ଟି ହୋଇଛେ। ମାଛ ମଧ୍ୟ ସୃଷ୍ଟି ହୋଇଛି । ତା ମାନେ ନୁହଁ ମାଛ ଆମେ ଖାଇବା ପାଇଁ ରଖା ହେଇଛି। ଅଲଗା ପଶୁ ଅଛନ୍ତି ସେମାନେ ଖାଇବେ।
@Dream_India_tour
@Dream_India_tour 4 ай бұрын
ତାହେଲେ ଅଣ୍ଡା ଖାଇବା 😢😢
@bharatbehera8671
@bharatbehera8671 2 ай бұрын
😂😂
@JagtaBagadiria
@JagtaBagadiria 3 ай бұрын
ଭହୁତସୁଦର ପୂଵଶନ
@narayandas369
@narayandas369 7 ай бұрын
ହଜରେ ଗୁରୁ ହଜାରେ କଥା କହୁଛନ୍ତି କାହା କଥା ମାନିଲେ ଭଲ
@khageswarrout5717
@khageswarrout5717 7 ай бұрын
AMISA CHHADI DIANTU
@kumardebashis7180
@kumardebashis7180 4 ай бұрын
Pruthibere bahut guru achanti ... samastanka mata bada alaga alaga... samastanka mata bada bujhiba ama pakhaye sambhaba nuhe ... ame sehi bhali gote guru khojiba jie gurunkara guru heithibe ...jahanka pakhare sarba sashtra beda dharma ra tatwa nihita thiba....manisa jibanara prakuta lakhya kn se sahajare bujheideiparuthibe.🙏🙏🙏🙏
@jagabandhupattanayak5782
@jagabandhupattanayak5782 3 ай бұрын
ହଜାରେ ଗୁରୁ ଙ୍କ କଥା ଶୁଣି ନିଜେ ସୁକ୍ଷ୍ମ ଭାବେ ବିଚାର କର
@priyankanaik-t7y
@priyankanaik-t7y 4 ай бұрын
Prabhu mu SAKAHARI ❤ Jay Jagannath 🙏
@jaduhemram9930
@jaduhemram9930 4 ай бұрын
taha Hele chicken,. Macha market,motton market band heijau.cheli,kukudaa maximum palichanti Mangsa khaibaa udesyare au eha madhya jiban jibkaa ku pratiposana karuchi. jie Jahaku ruchuchi khaijau.rama rajya heigale sabu Kan swargaku jibaa naa Kan.
@JituKumar-rt3tw
@JituKumar-rt3tw 22 күн бұрын
ଆମିଷ ଆଉ ନିରାମିଷ କାହାକୁ କୁହନ୍ତି ଆଗ କହ ଆମେ ଟିକେ ଜାଣୁ
@nbasudevofficial6520
@nbasudevofficial6520 6 ай бұрын
❤❤❤❤Jay Jagannath❤❤❤❤
@ShekharBaral-r1t
@ShekharBaral-r1t 8 ай бұрын
Amisha ta kana kebala patire khia jayee. Galua loka sethipainee brahmana loka Charvak darshan padhi baku daranti.
@manassahoo5718
@manassahoo5718 8 ай бұрын
Right
@smruti228
@smruti228 3 ай бұрын
@prakashchandrarout589
@prakashchandrarout589 3 ай бұрын
Harekrishna 🙏
@jayaprakashbanchhor1223
@jayaprakashbanchhor1223 4 ай бұрын
Good advice❤❤
@OnkarMajhi-s3f
@OnkarMajhi-s3f 5 ай бұрын
Ok ❤❤❤❤ thanks
@chandramajhi8049
@chandramajhi8049 7 ай бұрын
100%satya kahile guruji jeun 85% hindu nisaa maansa khaauchhanti semaanku mandira bhitaraku jibaaku nisedhakara semaane Hindu sanaatani nuhanti musalim atanti jai shree Ram 🙏🙏🙏
@freechennal4784
@freechennal4784 7 ай бұрын
Mo hisab re chahe kaunasi bi dharma haithau se prathame manusya ta banu ,au jie o niriha prani nku kasta dauchhi hatya karuchhi se ta manisa hi nuhe rakhyasa.mor anurodh samastanku ki sabu jiba upare daya,karuna kara.i love animals.
@bijaymishra6797
@bijaymishra6797 5 ай бұрын
Beautiful information very Very nice thanks from RUKMINI PRODUCTION 🎉🎉🎉
@RiseRana
@RiseRana 5 ай бұрын
Radhaa radha
@susanta659
@susanta659 3 ай бұрын
Thik kahicha nice 👍👍❤❤❤
@anamgamango
@anamgamango 3 ай бұрын
ହେଲେ ପାନ ଖାଇବା ପାପ ନା ନାହିଁ ଭାଇ ଜଣେଇବେ
@kunumunipatra7848
@kunumunipatra7848 6 ай бұрын
Bahut bhala Jay Jagannath 👏
@rasmitapradhan1825
@rasmitapradhan1825 5 ай бұрын
Jie jiba hatya kari amisa khae se asura
@saratmoharana3321
@saratmoharana3321 7 ай бұрын
we are the people of Khayeni
@LilimaSethi-vg1fp
@LilimaSethi-vg1fp 8 ай бұрын
🙏❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@DASHARATHIMAHARI
@DASHARATHIMAHARI 5 ай бұрын
Right 👍
@promodsahoo3322
@promodsahoo3322 7 ай бұрын
Jaya jagannth 🙏🏻
@Santoshreddyodia
@Santoshreddyodia 5 ай бұрын
ଅତି ସୁନ୍ଦର 😊🙏
@sushantakumarbehera9846
@sushantakumarbehera9846 7 ай бұрын
Jay jagannath Right
@bhubankumarpodh4007
@bhubankumarpodh4007 8 ай бұрын
Amisha na khaile protein Kami jiba ki ......
@nandinimallick5942
@nandinimallick5942 7 ай бұрын
Kauthire portion achi
@nandinimallick5942
@nandinimallick5942 7 ай бұрын
Dali .sayabin
@Smrutimishra-m1b
@Smrutimishra-m1b 4 ай бұрын
Soyabean khao
@SurprisedGreyCat-yq5xb
@SurprisedGreyCat-yq5xb 16 күн бұрын
Ati sundar
@sureshkumarsahu3068
@sureshkumarsahu3068 7 ай бұрын
Very nice
@PinkiNag-pv3pr
@PinkiNag-pv3pr 7 ай бұрын
Jay jagarnath
@kunmunnanda7692
@kunmunnanda7692 22 күн бұрын
Pyaregagan tamara gyana acchi ta
@AbinashSingh-u5o
@AbinashSingh-u5o 16 күн бұрын
Iamagri❤
@chandramajhi8049
@chandramajhi8049 7 ай бұрын
Thanks you ❤
@jharanajhankar7335
@jharanajhankar7335 5 ай бұрын
Jibe daya karibakathha
@SujayBarman-sw5go
@SujayBarman-sw5go 5 ай бұрын
🙏🕉🙏🕉🙏🕉🙏🕉🙏🕉🚩
@ChitraMajhi-w1g
@ChitraMajhi-w1g 7 ай бұрын
Hele Raja dasaratha harina sikara karu thile boli kuha jauchi
@SitaSingh-cb8qs
@SitaSingh-cb8qs 26 күн бұрын
Thanks baba
@sureshpareda1533
@sureshpareda1533 Ай бұрын
🙏🙏🙏👍
@Umakant-j4q
@Umakant-j4q 3 ай бұрын
ଗଛ ର ପତ୍ର ଛିଡେଇ ଖାଇବା ଠିକ୍ କି ନାହିଁ । ସେଟା ତ ଗୋଟେ ବୃକ୍ଷ ର ଶରୀର ର ଅଙ୍ଗ କୁ ଭାଙ୍ଗିବା ଠିକ୍ ନୁହଁ । ଗଛ ର ରୋଷେଇ ଖାଦ୍ୟ ବିଭାଗ କୁ ନଷ୍ଟ କରି ଦେଉଛ । ଶାଗ ଆଉ ପାନ ସବୁ ଖାଇବ ଦ୍ଵାରା?
@ashoksend1717
@ashoksend1717 2 ай бұрын
Seta udbhida , prani nuhe , jahara reaction nahi sethire kichi nahi
@anup.barall
@anup.barall 2 ай бұрын
kzbin.info/www/bejne/iF6lialrqL5jfrcsi=v2aIUrfXD3S-1ufO
@RiseRana
@RiseRana 5 ай бұрын
Sano bhai pathapadhe futchare ଗୁଢ଼େ 🙏🙏🙏🙏🙏
@santoshkumarswain1561
@santoshkumarswain1561 3 ай бұрын
ପାଠ ପଢିକି କରିଛ କଣ ଭାଇ 🙏
@subaschandrabehera6474
@subaschandrabehera6474 8 ай бұрын
Nyc
@smrutiranjannayak8193
@smrutiranjannayak8193 7 ай бұрын
Bhala Katha tame kahucha,goat,chicken, pain kichi loka bepara Kari banchichanti
@SatrughanaDash-wc6ue
@SatrughanaDash-wc6ue 2 ай бұрын
Bhagabatalekhichi, aaharebhala, mandanahi, taraarthakana, kuha
@KsusantReddy
@KsusantReddy 4 ай бұрын
Nicevideo siteram
@TapankumarPattanayak
@TapankumarPattanayak 2 ай бұрын
ତୋ ବାପା ମା ପରିବାର ଜମା ଖାଉନଥିବେ
@udayalima9094
@udayalima9094 7 ай бұрын
ପୁରୋହିତ ପୁଜାରୀ ମାନେ ଆମିଷ ଖାଉଛନ୍ତି. କାର୍ତ୍ତିକ ମାସରେ ଖାଉଛନ୍ତି.
@ShivaPrasad-3456
@ShivaPrasad-3456 2 ай бұрын
ଆମେ ହେଉଛେ ଅସୁର ରୁପି ମଣିଷ
UFC 310 : Рахмонов VS Мачадо Гэрри
05:00
Setanta Sports UFC
Рет қаралды 1,2 МЛН
ଭାଇ ଭାଇର ସମ୍ପର୍କ ଏକ ସୁନ୍ଦର ବାଣୀ / odia sadhubani / aajira anuchinta / sadhubani /
22:19
ଓଡ଼ିଆ ସାଧୁବାଣୀ(ଅମୃତବାଣୀ)
Рет қаралды 119 М.
UFC 310 : Рахмонов VS Мачадо Гэрри
05:00
Setanta Sports UFC
Рет қаралды 1,2 МЛН