Minister blames IAS for 'Katni, Chhatni", Opposition launches scathing attack on him | News Corridor

  Рет қаралды 48,167

Kalinga TV

Kalinga TV

Күн бұрын

Пікірлер: 92
@Bhagabatpujari1
@Bhagabatpujari1 Күн бұрын
ଯାହା ହଉ ମନ୍ତ୍ରୀ ସାହସ କରି କହିଲେ ଆଗରୁ କେହି ସାହସ କରୁ ନ ଥିଲେ କାହିଁକି ନା ବନ୍ଧୁକ ଗୁଳି ତାଙ୍କର ଯେମିତି ନବ ଦା ରାମ ନାମ ସତ୍ଯ ହେ ।
@jayantanayak1793
@jayantanayak1793 Күн бұрын
ମନ୍ତ୍ରୀ ନିହାତି ସତ କଥା କହିଛନ୍ତି ୨୪ ବର୍ଷ ହେଲା ସରକାରଙ୍କ ଚାନ୍ଦା ଆଇଏଏସ ଅଧିକାରୀ ଚାଷୀଙ୍କ ଠାରୁ ଯୋଗାଣ ବିଭାଗ ମାଧ୍ୟମରେ ଆଦାୟ କରୁଥିଲେ ସରକାର ବଦଳିଲା ପରେ ସତ ବାହାରୁଛି
@gajendranathjena356
@gajendranathjena356 Күн бұрын
ପୂର୍ବରୁ ଅଫିସର ରାଜ ଚାଲିଥିଲା ଗରିବମାନଙ୍କ ଟଙ୍କାରୁ ଅଫିସର ଜରିଆରେ ମିଲର ଜରିଆରେ ଗରିବଟଙ୍କାରୁ ଭାଗ ନେଇଥିଲେ ସେ ଅଭ୍ୟାସ ଏବେ ନିଜ ମୁଁହଁରେ ସତ୍ୟପ୍ରକାଶ କରୁଛନ୍ତି ଅଭ୍ୟାସ ଥିବା କଥା ଗରିବମାରଣ କର୍ମଚାରୀ ଓ ପୂର୍ବ ସରକାର ଙ୍କ କାରନାମା ଜଣାଯାଏ😮❤😮
@SaswatMishra-f8l
@SaswatMishra-f8l Күн бұрын
ମନ୍ତ୍ରୀ ଠିକ୍ କଥା କହୁଛନ୍ତି. ସମସ୍ତଙ୍କୁ ସଜାଡ଼ିବାକୁ ସମୟ ଲାଗିବ. ମନ୍ତ୍ରୀ ସାଧାରଣ ଲୋକ ବୋଲି ସତକଥା ଖୋଲିକି କହିଦେଉଛନ୍ତି. କଥାକୁ ଇଆଡ଼ୁ ସିଆଡୁ ଭାବନ୍ତୁ ନାହିଁ
@hemantdhangdamajhi5079
@hemantdhangdamajhi5079 Күн бұрын
ମନ୍ତ୍ରୀ ମହୋଦୟ, ମଣ୍ଡି ଆରମ୍ଭ ହେବା ଆଗରୁ କହୁଥିଲେ ଧାନ କିଣାରେ ମିଲର୍ କିମ୍ବା କୌଣସି middle manର କୋୖଣସି ଭୂମିକା ରହିବ ନାହିଁ। ସରକାର ବିନା କଟ୍ନି ଛଟ୍ନିରେ ଧାନ କିଣି ମିଲର୍ କୁ ଯୋଗାଇବ।ଏଥିରୁ ଜଣା ପଡୁଛି, ଆପଣଙ୍କର policy ର କୌଣସି ଗ୍ୟାରେଣ୍ଟି ନାହିଁ।
@GopabandhuSahu-nv8ym
@GopabandhuSahu-nv8ym 19 сағат бұрын
ସରକାର୍ ଯେଉଁ ନିତି ନିୟମ କରୁଛନ୍ତି, ତାଙ୍କ ନିତି ନିୟମ କୁ ଯେଉଁ ଅଫିସର୍ ମାନୁ ନାହାଁନ୍ତି , ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ନିହାତି ଦରକାର୍ । ମନ୍ତ୍ରୀଙ୍କ କଥା ଅଫିସର୍ ମାନୁ ନାହାଁନ୍ତି । ଦୋଷ କାହାର୍ । ଜଣେ ମନ୍ତ୍ରୀ କହୁଛନ୍ତି ମାନେ , ମୁଖ୍ୟମନ୍ତ୍ରୀ କହୁଛନ୍ତି। ମୁଖ୍ୟମନ୍ତ୍ରୀ କଥାକୁ ଜଣେ ଅଫିସର୍ ମାନୁ ନାହାଁନ୍ତି , ତାହେଲେ ତାଙ୍କ ପ୍ରତି କିଭଳି କାର୍ଯ୍ୟକାରୀ ହେଵା ଦରକାର୍ । ସୋମ୍ୟରଞ୍ଜନ ବାବୁ ଯାହା କହିଥିଲେ କହିଥିଲେ , ତାହା ଅକାଟ୍ୟ । ପୁଣି ସେଇ କଥା ଶୁଣି ବାକୁ ମିଳୁଛି। ଯଦି ମନ୍ତ୍ରୀଙ୍କ କଥା କୋୖଣସି କ୍ଷେତ୍ରରେ ରହିବ ନାହିଁ , ତାହେଲେ କୋଟି କୋଟି ଟଙ୍କା ଖର୍ଚ୍ଚ କରି MLA , MP ନିର୍ବାଚନ କାହିଁକି ହେବ। ବଡ଼ ମୁଣ୍ଡିଙ୍କ ଉପରେ କୋୖଣସି ଏକ୍ସନ ହେଵ ନାହିଁ, ସମ୍ବିଧାନର ନିୟମ ଅଛି।
@GoudaBabu-fs4qe
@GoudaBabu-fs4qe Күн бұрын
Ias officer upare action niajau
@prasantapattanaik862
@prasantapattanaik862 Күн бұрын
ମିଲର୍ ମାନଂକ ଠାରୁ IAS ବାଳେ ପଇସା ପାଆନ୍ତି। ତେଣୁକରି ସେ ଅଫିସର୍ ଏମିତି କହୁଛନ୍ତି। ତାଂକ କଥା ଚାଷୀମାନଙ୍କୁ କହ, ସେମାନେ ଯାହା କହିବେ,ତାହାହେଲେ।
@xjagat9209
@xjagat9209 20 сағат бұрын
ଏଇଟା କଟଣୀ ଛଟଣୀ ନୁହେଁ, ଏଇଟା ବଟି ଆଦାୟ ନିରିହ ଚାଷୀ ଠାରୁ ।
@aganiswain4789
@aganiswain4789 Күн бұрын
ମିଲରଙ୍କ ଅସାଧୁ କାର୍ଯ୍ୟ ପାଇଁ ସରକାର ନିଶ୍ଚୟ ଚାଷୀ ମାନଙ୍କ ପାଖରେ ନିନ୍ଦିତ ହେବେ
@RanjanKumar-mx1ki
@RanjanKumar-mx1ki Күн бұрын
ସେ IAS ବାବୁଙ୍କୁ ମନ୍ତ୍ରୀ ପାରୁ ନାହାନ୍ତି
@natabaranaik5026
@natabaranaik5026 Күн бұрын
Se,I.A.S.,ku,,,direct,suspend,korontu,late,korontu,nahin,take,,Action.
@saraswatimathseducation
@saraswatimathseducation Күн бұрын
ଏ ମନ୍ତ୍ରୀ ହାୱା ମାରୁଛନ୍ତି
@prasantakumarpadhan8552
@prasantakumarpadhan8552 Күн бұрын
ଚାଷୀ ଧାନ ଦେଲେ ୨୪ଘଣ୍ଟ ରେ ପଡ଼ିବା କଥା କିନ୍ତୂ। ପଡୁନାହିଁ। କାହିଁକି। ୨୪ଦିନ ଲାଗୁଛି। ଧନ୍ୟବାଦ୍ ସରକାର
@debiprasadmishra2699
@debiprasadmishra2699 Күн бұрын
କଟନି ଛଟନି ହେଉଛି। ପୂର୍ବ ବର୍ଷମାନଙ୍କ ଅପେକ୍ଷା ଅଧିକ ହେଉଛି। ଗତ ବର୍ଷ ବିଜେପି ନେତା ପ୍ରତାପ ସଢଙ୍ଗୀ ଯେମିତି ମଣ୍ଡିରେ ଚଢୋଉ କରୁଥିଲେ,ଏ ବର୍ଷ ନାହିଁ। ଯୋଗାଣ ମନ୍ତ୍ରୀ କହୁଥିଲେ' ନା,କଟନି ଛଚନି ହେଉନି। ଏଫ ଏ କ୍ୱୁ ମାନ ଲାଗି ଯାହା ହେଉଛି,ସେଥିରେ ମିଲର ଓ ଚାଷୀ ସହମତ।" ଆଜି ମନ୍ତ୍ରୀ କହୁଛନ୍ତି ' ଜଣେ ଆଇ ଇ ଏସ୍ ଅଫିସର କହୁଛନ୍ତି ସାର୍ ଆପଣ ଏଥିରେ ମୁଣ୍ଡ ଖେଳାନ୍ତୁନି ।' ଜବାବରେ ମନ୍ତ୍ରୀ କହୁଛନ୍ତି ' ତେବେ ଆମ ପଲିସି !' ବିଚକ୍ଷଣ ମନ୍ତ୍ରୀ ଆମର। କାଲିକା କଥା ଆଜି ଓଲଟା। ପୁଣି 'ଜଣେ ଆଇ ଇ ଏସ୍' ମୁଣ୍ଡ ରେ ଅଠା ବୋଳିଦେଲେ ! ବୁଝିହେଉନି ବିଜେପି ସରକାରରେ ମନ୍ତ୍ରୀଙ୍କର ଏ ବିବଶତା ତ ହେବାକଥା ନୁହେଁ। ସାର୍ ଜାଣନ୍ତି,ଆଇ ଇ ଏସ୍ ଅଫିସର ନାଁ ରେ ଯେତେ ଯାହା କହିଲେ ଚଳିବ। ସେମାନେ ଗଣମାଧ୍ଯମକୁ ଆସି ବୟାନବାଜି କରିପାରିବେନି। କେବଳ ଚାକିରି ରୁ ଅବସର ପରେ ଯାହା ଚୁଗୁଲି କରିପାରିବେ ଓ ଲେଖିପାରିବେ।
@pranakrushnanayak4819
@pranakrushnanayak4819 Күн бұрын
Mayurbhanj re per quantal re 8 kg
@likumohanta2673
@likumohanta2673 10 сағат бұрын
Chandua lamp re b 8 kg cutting heuchhi
@ramakantapenthoi3251
@ramakantapenthoi3251 Күн бұрын
ମନ୍ତ୍ରୀ ନୁହେଁ, ସେ ଗୋଟେ ମାଇଚିଆ
@krushnasamal7485
@krushnasamal7485 18 сағат бұрын
This is the ground situation .
@prasantapattanaik862
@prasantapattanaik862 Күн бұрын
ଯାହା ଚାଷୀଙ୍କ ଲାଭ ଦେବ,ତାହା ହେଉ।
@quest138
@quest138 Күн бұрын
କଟଣି ଛଟନି ହେଉଛି illegal. ଯଦି FAQ ଧାନ ନୁହେଁ RETURN କରିଦିଅ। ଯଦି ଅଧିକାଂଶ ଲୋକ ଙ୍କର FAQ ଧାନ ହୋଇପାରୁନି ତାହେଲେ FAQ ମାନ FEASIBLE ହେଲା ଭଳି ସେଟ୍ କରନ୍ତୁ।
@krushnasenmahakur1121
@krushnasenmahakur1121 Күн бұрын
ଅସହାୟ ମନ୍ତ୍ରୀ, ଅସହାୟ ସରକାର କାରଣ ଠିକ୍ ସମୟରେ ଉପରୁ ନିର୍ଦ୍ଦେଶ ଆସିପାରୁ ନାହିଁ, ତେଣୁ କଣ କରିବେ ଚିନ୍ତା କରିପାରୁ ନାହାନ୍ତି।
@Debendradas-r8c
@Debendradas-r8c 6 сағат бұрын
ଏବେବି ଅଫିସରଙ୍କ ରାଜ ଚାଲିଛି ନଚେତ ଜଣେ IAS ଅଫିସର ପରାମର୍ଶ ଦେଉଛନିଂ ସରକାରଙ୍କୁ,
@Rkmtigermsp
@Rkmtigermsp Күн бұрын
3:42
@Jayoffici
@Jayoffici Күн бұрын
Sabu jaga re katni chhatni chalichhi..almost mandi close hei sari lani😅
@mukkamadi8183
@mukkamadi8183 Күн бұрын
Supply minister fearing IAS officers😅😅😅
@sandhatoka3091
@sandhatoka3091 Күн бұрын
Hann ..re Tamara ta cm pandian agare bhayare sasan ku teki deithila...laja laguni...ye sabu ias ra sahas kouthu asila..karana pandian thila bele emane neta mantri nku snmaan deba kemiti janinahanti
@KishoreBharati
@KishoreBharati Күн бұрын
OK Right Katha Bhai
@PriyabrataPradhan-l6q
@PriyabrataPradhan-l6q Күн бұрын
Mantri nkara millar sahita hata achhi
@ramachandrakhatua572
@ramachandrakhatua572 Күн бұрын
ଧାମନଗର ରେ ୭ kg per quintal
@swain_parivaar
@swain_parivaar Күн бұрын
Thanks to minister for his true voice.
@Nayagarhentertainment2130
@Nayagarhentertainment2130 14 сағат бұрын
ନୟାଗଡ ଜିଲ୍ଲା ମଗରବନ୍ଧ ଗ୍ରାମ ପଂଚାୟତ ରେ 9kg କାଟୁଛନ୍ତି ଆଜ୍ଞା.
@BabulalGond-on1kz
@BabulalGond-on1kz 23 сағат бұрын
Dhan ଉଟିଲା ପରେ ବି 24 ଘଣ୍ଟା ପରେ ବି ପଇସା ଛାଡୁ ନାହାନ୍ତି ଏଇଟା ହିଁ dabal enngin sarkar dabal ଧୋକା
@PrasritKumar
@PrasritKumar Күн бұрын
Taking salary by taxpayers money and harrassment of general public would lead India to disaster.
@santoshpadhykumar9418
@santoshpadhykumar9418 Күн бұрын
ମାଈଚିଆ ଯୋଗାଣ ମନ୍ତ୍ରୀ ଏହି ପଦବୀ ପାଇଁ ଅଯୋଗ୍ୟ ବକ୍ତବ୍ୟରେ ଜଣାପଡ଼ୁଛି ସେ ଅସହାୟ
@BimbadharMangaraj
@BimbadharMangaraj Күн бұрын
ସେ ଯେକୌଣସି ଅଧିକାରୀ ମିଲର କିମ୍ବା ବ୍ଯକ୍ତି ହୁଅନ୍ତୁ ସରକାର ତାଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ହେବା ଉତିତ୍
@parikhitabarik554
@parikhitabarik554 Күн бұрын
ସେ IAS ଅଫିସର କିଏ
@sadanandasahoo3707
@sadanandasahoo3707 13 сағат бұрын
ଏହାର ଅର୍ଥ ଯୋଗାଣ ମନ୍ତ୍ରୀ ଅକ୍ଷମ।‌ ବିଜେପି କହିଥିଲା ମନ୍ତ୍ରୀ ବଡ଼ ନା ଅଫିସର।‌ ମନ୍ତ୍ରୀ ନିଜର ପାରିବା ପଣିଆ ଜଣାପଡ଼ୁଛି।‌
@prasannakumarpatra5063
@prasannakumarpatra5063 18 сағат бұрын
ଓଡିଶା ରେ ଗୋଟେ ସରକାର ଥିଲା ଭଳିଆ ଲାଗୁନି. ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ସମସ୍ତ ମନ୍ତ୍ରୀ ଦୀର୍ଘ ଦିନ ହେଲା ବିରୋଧୀ roll କରୁଥିଲେ ହଠାତ ହିରୋ ରୋଲ୍ଲ କରିବାକୁ ବହୁତ ରିହର୍ସଲ କରିବା ଦରକାର.
@Nishi5555
@Nishi5555 21 сағат бұрын
ଆଳୁ ମନ୍ତ୍ରୀ ପାରୁନାହାନ୍ତି 8 ମାସର ସରକାର ରେ ବାବୁ ରାଜ ସମାପ୍ତ କରିପାରିଲାନି.... କି କଥା ଏ ଗୁଡାକ...
@sibarambehera841
@sibarambehera841 15 сағат бұрын
ମନ୍ତ୍ରୀ କ'ଣ ହେଲା ଜଣେ ନାଁ କ'ଣ କହିବେ
@mstourvlogeer
@mstourvlogeer Күн бұрын
balo laguchi, ସବୁକୁ ମାଡ଼ ଦରକାର
@omprasadmishra3641
@omprasadmishra3641 Күн бұрын
Sar kar be hesaba paiba katha
@technicalffstudio
@technicalffstudio Күн бұрын
Galua maha galua jogan mantri
@RadhakantaPradhan-sk3qp
@RadhakantaPradhan-sk3qp 19 сағат бұрын
If you know about the IAS officer and millers why not take action it is quiet ridiculous
@gobindachandraswain3060
@gobindachandraswain3060 Күн бұрын
I A S ଅଫିସର ମାନେ ୧ କି ଗ୍ରା ପାଉଛି ।
@madanmohandas534
@madanmohandas534 Күн бұрын
ମନ୍ତ୍ରୀହେବାର।ଜୋଗୈତା। ନାହିଁ
@subhashrimaharana9727
@subhashrimaharana9727 Күн бұрын
Tu Bala peon ku jogyta achhi tora
@dillipkumarnayak6285
@dillipkumarnayak6285 Күн бұрын
ବିଜେଡି ସରକାର ସମୟରେ କେମିତି ଚାଲି ଥିଲା। ଏବେ ସୁଧାର ଆଣିବା ପାଇଁ ପ୍ରୟାସ ଜାରି ରହିଛି।
@biswambarsatapathy9398
@biswambarsatapathy9398 Күн бұрын
BJP Bala sabu jagare feel aniya ku dush deba BJP Desh Gandhi Nehru daye BJP Bala galuaami Dala
@sashibhusanmohapatra5976
@sashibhusanmohapatra5976 7 сағат бұрын
ଏ ଅପାରଗ ବିଜେପି ସରକାର ନିଜ ଦୁର୍ବଳତା ଲୁଚାଇ ବାକୁ ଲୁଚାଇ ବାକୁ ଏ ମନ୍ତ୍ରୀ ମିଛ କହୁଛି ,ଏ ଅk କ୍ଷମ ସରକାର କଟନୀ ଛ ଟି ନି ରୋକି ପାରିଲାନି ତେଣୁ ମିଛ
@Anshuman911
@Anshuman911 Күн бұрын
Nayagarh re 10 kg
@Bandmusicalworld12
@Bandmusicalworld12 Күн бұрын
No 1 Mantri perfet kata kahuchanti
@KHERWAL_BAZAAR
@KHERWAL_BAZAAR Күн бұрын
ବିଜେପି ସବୁବେଳେ ସବୁଜାଗାରେ ଗୋଟେ ଗୋଟେ କାହାଣୀ କହୁଛନ୍ତି ।
@ldr00032
@ldr00032 Күн бұрын
Only 3day mondi open then it closed last 7 days in my block chikiti
@dilipkumarsethi9643
@dilipkumarsethi9643 19 сағат бұрын
Mantri IAS officer nku daruchhanti ki nama kahibaku
@ldr00032
@ldr00032 Күн бұрын
Ganjam re 1q. re 4kg kotani houchi
@jackyliangi3699
@jackyliangi3699 Күн бұрын
Keonjhar sadar block re katni chatni chalu achi
@aanandrao2408
@aanandrao2408 21 сағат бұрын
ଯଦି ମନ୍ତ୍ରୀ ଇସ୍ତଫା ଦେବେ ତ କଣ କଂଗ୍ରେସ ଆଉ ବିଜେଡି ସରକାର କରି କି ପୁଣି ଲୁଟିବା । ଭଲ ଷ୍ଟେଟ ମେଣ୍ଟ
@manasapal8851
@manasapal8851 Күн бұрын
Ias officer upare turanta karyanustan niajau
@likumohanta2673
@likumohanta2673 10 сағат бұрын
Mayurbhanj re 8 kg cutting heuchhi
@JayakrushnaDehury-es4hb
@JayakrushnaDehury-es4hb Күн бұрын
ତୁମ ସରକାର କିଛି କରି ପାରିବ ନାହିଁ. ଶୀଘ୍ର ଇସ୍ତଫା ଦେଇଦିଅ.
@TulasiMajhi-hc2dr
@TulasiMajhi-hc2dr 7 сағат бұрын
Prkrutasata purba sarakarra chamchagiri.arun babu sunithantu.
@surendrakumarparida3377
@surendrakumarparida3377 14 сағат бұрын
It is not the word of minister,it is the word of officer. It was continuing before. The officer thinks the Mohan govt is weak govt so the govt should sus pedal the officer
@dasrakesh5891
@dasrakesh5891 Күн бұрын
Ama Area ra Mandi re Quintal picha 5kg semane karuchnati
@BabulalGond-on1kz
@BabulalGond-on1kz 23 сағат бұрын
Farmers allready skaning note trance transfer in framers bank accounts mony
@BabuluMahapatra-xh6so
@BabuluMahapatra-xh6so Күн бұрын
Kau se IS officer ?
@ManjulataSahoo-p3p
@ManjulataSahoo-p3p Күн бұрын
ଭଦ୍ରକ ଜିଲା େର 10 କେଜି 100 ରୁ କାଟୁଛନ୍ତି
@SantoshBeherakumar
@SantoshBeherakumar Күн бұрын
ତିହିଡି ରେ 1କ୍ୱାଲିଟି ପ୍ରତି 10kg କଟା ଯାଉଛି
@styleslubunkumargaming848
@styleslubunkumargaming848 15 сағат бұрын
Wete. Karibaku .Anirodh
@KanhucharanSwain-bz6rx
@KanhucharanSwain-bz6rx Күн бұрын
Tame sarkar ku hogya nuha ki mantri ku hogya nuha
@gourmandal198
@gourmandal198 Күн бұрын
ଏ ସରକାର ମେଲୋଡ଼ି ସରକାର
@KrupaBarik-x5c
@KrupaBarik-x5c 19 сағат бұрын
Chasi ra bhala dhana anile bi Sabu ade 12 ru 14 kg katachalichi
@technicalffstudio
@technicalffstudio Күн бұрын
Nayagarh majhianakhanda re 8 kg per 100 kg
@amarjitmallick9937
@amarjitmallick9937 15 сағат бұрын
Sabu rice ku chhattisgarh ,jharkhand , andra pradesh , west bengal miller k govt dyidyly a odisha ra miller au IAS bataku assiby
@SibaramKhilar-s7t
@SibaramKhilar-s7t Күн бұрын
ମନ୍ତ୍ରୀ FAQ manara dhan chasi deiparibe nahin,tenu chasi dhan bikri kari paribe nahin,karana machine re dhan amala kale faq manara dhan asiba nahin. Quintal picha 3 ru chari k.g. agadi bahariba.seho dhanaku jadi labour lagai pachhuda jae labour kharcha 200 tanka padiba tebe jai faq manara dhan asiba.mantri mahasaya chasa karu nahanti tenu se janiparibe nahin.
@madhusudannayak9353
@madhusudannayak9353 Күн бұрын
Mantri.and.ias.millku.jai.joint.visitkari.kete.sarakarnka.tharu.kini.chanti.kete.millre.stockachi.ozan.kantara.rasidku.dekhi.melakarantu.sabu.janapadijiba
@laxmansahoo192
@laxmansahoo192 Күн бұрын
bhadrak dist basudebpur rea 100 kg rea 10 kg Katni heaichi
@satyasahu2074
@satyasahu2074 Күн бұрын
ତୁମେ କଣ ସରକାର ଚାଲେଇବ ଯଦି ଜଣେ ଅଣଓଡିଆ ଆଇଏଏସ୍ କୁ ଡ଼ରୁଛ,ଓଡ଼ିଆ ଅସ୍ମିତା ଗଲା କେଉଁଠି କି?
@KOUMODIPANIGRAHI
@KOUMODIPANIGRAHI Күн бұрын
ଆପଣ ଜାଣିନଥିଲେ କି ଆମେ ମିଛୁଆ l ମିଛ କହି ସରକାରକୁ ଆସିଥିଲୁ l
@jagannathpradhan91
@jagannathpradhan91 Күн бұрын
Kichhi kata habani
@BidesiSingh-cc8pl
@BidesiSingh-cc8pl 13 сағат бұрын
90
@SunilB-p8l
@SunilB-p8l Күн бұрын
Ebe bi katuchanti
@dharmuTandi-v7z
@dharmuTandi-v7z 11 сағат бұрын
ତାହାହେଲେ ଆପଣ ହାରି ଗଲେ ମନ୍ତ୍ରୀ ମହୋଦୟ ଆପଣ ଇସ୍ତଫା ଦିଅନ୍ତୁ
@sukantadalapati3845
@sukantadalapati3845 Күн бұрын
Michhua alu mantri nka galua katha
@sewanayak945
@sewanayak945 Күн бұрын
ପରି କଥା ଟିକେ ପଚାର 😜
@pitabasbhatra7035
@pitabasbhatra7035 20 сағат бұрын
Ias cena guda officer
@SunilB-p8l
@SunilB-p8l Күн бұрын
Chasi nku gandi maruchanti
@alekhamishra7839
@alekhamishra7839 Күн бұрын
Bakbas story kahuchi
@dasrakesh5891
@dasrakesh5891 Күн бұрын
Bahana Ye ki pagal mantri ta😂
@gyanabandhusahoo4830
@gyanabandhusahoo4830 20 сағат бұрын
sahu bhujaa pocket ku jauthilaa sethipaain badeii chatii hauchi bada pandit gyani loka ta... Lajyaa nahiii Amara para 7 kg katithila 2024 re
🎈🎈🎈😲 #tiktok #shorts
0:28
Byungari 병아리언니
Рет қаралды 4,5 МЛН
24 Часа в БОУЛИНГЕ !
27:03
A4
Рет қаралды 7 МЛН
УНО Реверс в Амонг Ас : игра на выбывание
0:19
Фани Хани
Рет қаралды 1,3 МЛН
🎈🎈🎈😲 #tiktok #shorts
0:28
Byungari 병아리언니
Рет қаралды 4,5 МЛН