Miscreants loot Rs 1.7 crore at gun point from ATM van in Cuttack

  Рет қаралды 957,968

OTV

OTV

Күн бұрын

Miscreants loot Rs 1.7 crore at gun point from ATM van in Cuttack
#ପୁଣି_ଦୁର୍ବୃତ୍ତଙ୍କ_ଟାର୍ଗେଟରେ_ଟଙ୍କା_ଭ୍ୟାନ୍
ଲୁଟ୍ ପାଇଁ ଆଉ ATM ଯାଉନାହାଁନ୍ତି ଲୁଟେରା । ATMରେ ଭର୍ତ୍ତି କରିବାକୁ ଟଙ୍କା ଧରି ଯାଉଥିବା ଭ୍ୟାନରୁ ହିଁ ମଝିରାସ୍ତାରୁ କରୁଛନ୍ତି ଲୁଟପାଟ୍। ଏହି ଘଟଣା ଘଟିଛି କଟକ ତିଗିରିଆ ଅଞ୍ଚଳରେ। ଅଭିଯୋଗ ହୋଇଛି ପ୍ରାୟ ୮ ଜଣ ମୁଖାପିନ୍ଧା ଦୁର୍ବୃତ୍ତ, ଭ୍ୟାନରୁ ଲୁଟିଛନ୍ତି କୋଟିଏ ୭୩ ଲକ୍ଷ ଟଙ୍କା ଥିବା ବାକ୍ସକୁ।
#Odisha #Cuttack #Loot #ATMVan #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 426
@satyakumarsanyasi789
@satyakumarsanyasi789 10 ай бұрын
Security କୁ ଦେଖି ହସ ଲାଗୁଛି 😂😂😂
@menjaricreation
@menjaricreation 10 ай бұрын
Security kon jibon debo
@nsboyy9556
@nsboyy9556 10 ай бұрын
Tebe kn Pai security rokha heichi.....
@prasankumarkanhor9479
@prasankumarkanhor9479 10 ай бұрын
Security ku security deba....
@deeptiranjanswain9642
@deeptiranjanswain9642 9 ай бұрын
Baat to sahi hai😅
@mukund966
@mukund966 9 ай бұрын
😂😂
@balaramnath2903
@balaramnath2903 10 ай бұрын
ଚାକିର ନାହି ଆଉ କଣ କରିବେ ,ଏ ସବୁ ସରକାରଙ୍କ ଚାଲ, ଭୋଟ ଆସୁଛି ସେଥିପାଈ , ବିଜେଡି ହଟାଓ ଓଡିଶା ବଞ୍ଚାଅ ଜୟ ଜଗନ୍ନାଥ
@traveller190
@traveller190 10 ай бұрын
True words
@crickethighlights4865
@crickethighlights4865 10 ай бұрын
Tume sabu kari deba
@rajumirdha8983
@rajumirdha8983 10 ай бұрын
Pandian ra loka neichanti Bhai
@user-zk3ge1ty9b
@user-zk3ge1ty9b 10 ай бұрын
🎉🎉🎉
@chinmayabhoi628
@chinmayabhoi628 10 ай бұрын
Vala kathate kahila
@PankajBehera-wl7eg
@PankajBehera-wl7eg 10 ай бұрын
ମୋ ଜୀବନରେ ବି ଗୋଟେ ଲକ୍ଷ୍ୟ ଏମିତି ଗୋଟେ ବଡ଼ ଲୁଟ କରିବି ଜୀବନ ସର ବସି ଖାଇବି 😅😅😅
@santoshsahoo8322
@santoshsahoo8322 10 ай бұрын
Bhai mate bi dakiba mu bi jibi 😅 life re au tention nahi once time investment 😂
@PankajBehera-wl7eg
@PankajBehera-wl7eg 10 ай бұрын
@@santoshsahoo8322 okay Bhai Gun 🔫 gote neiki Asiba
@santoshsahoo8322
@santoshsahoo8322 10 ай бұрын
@@PankajBehera-wl7eg sure bhai 😁
@user-md3ge2sk8e
@user-md3ge2sk8e 10 ай бұрын
Bhai life time jail re basiki khaiba 😂😂😂
@gurunayak7132
@gurunayak7132 10 ай бұрын
ମୋତେ କିଛି ଦେବ ଭାଇ ବହୁତ କଷ୍ଟ ରେ ଅଛି
@paridadigital4316
@paridadigital4316 10 ай бұрын
ଟଙ୍କା ଯାଉଥିବା ଭାନ ରେ ସୁରକ୍ଷା କର୍ମୀ ta ନିର୍ଜୀବ ta 😂😂😂
@gameduniya6414
@gameduniya6414 10 ай бұрын
ସଳେ ଖାଲି ଗରିବ ବାଣ ବେପାରି କୁଂ ଧର.. 😂😂
@odiapravattv8073
@odiapravattv8073 9 ай бұрын
😂😂
@user-hp8dx9un3b
@user-hp8dx9un3b 10 ай бұрын
ବଡ଼ ବନ୍ଧୁକ କଣ କରିବେ ଗାଡି ଭିତରେ ବନ୍ଧୁକ ବୁଲିବନି । sbi ଏବଂ ଅନ୍ୟ bank ରେ pistal, ରିବର୍ ବଲ ଵାଲା ଙ୍କୁ duty ଦେବା କଥା
@ajayaofficialvlogs2958
@ajayaofficialvlogs2958 10 ай бұрын
ପେଲେଇପିଲେ ନିଜେ ବୁଲେଇଦେଇଛନ୍ତି ମାଗିଆ ଙ୍କର ରୂପ ରୁ ଜଣା ପଡୁଛି 😂😂
@user-cm4mq5in2o
@user-cm4mq5in2o 2 ай бұрын
Right 👍
@pramodofficial347
@pramodofficial347 10 ай бұрын
ସବୁ କିଛି ମିଳି ଭଗତ ମାମଲାକୁ ଖୋଲତାଡ କରାଯାଉ ସଠିକ୍ ତଦନ୍ତ ⚖️
@basantadakua9300
@basantadakua9300 10 ай бұрын
ସେ ବନ୍ଧୁକରେ ଗୁଳି ନାହିଁ। ଗାର୍ଡ ମାନେ ବି ବଡ ଟାଣୁଆ ଲୋକ ଯାକ । ଗୁଳି ପୁରା ଠିକ୍ ରେ ବାଜିବ ଗାର୍ଡ ମାନଙ୍କର। ଲାଜ ଲାଗୁନି ଏତେ ଟଙ୍କା ନେଇକି ଯାଉଛ ବେ ଖାତିର କରି ନେଉଛ ସେମିତି ହିଁ ହେବ । ସେମାନେ 8ଜଣ ଟଙ୍କା ସହ ୟାଙ୍କେ 4ଜଣ ଙ୍କୁ ବି ନେଇଯିବା କଥା ।
@chesta197
@chesta197 10 ай бұрын
Are baba se Sabu shamili achanti Sabu bhaga miliba na hele CCTV camera lageiba katha
@anilprnctube
@anilprnctube 10 ай бұрын
😂😂😂
@basantadakua9300
@basantadakua9300 10 ай бұрын
@@chesta197 ସତରେ ଭାଇ ଏତେ ଟଙ୍କା ନେଇକି ଯାଉଛନ୍ତି। ଏତେ ବେ ଖାତିରି କଣ ପାଇଁ କରୁଛନ୍ତି ।
@chesta197
@chesta197 10 ай бұрын
@@basantadakua9300 emiti 2021 re heithila Abe puni au thare athagarh pre planing nuha ta au kn gote district 2 3 helani
@BiswajitSahoo-sm2ss
@BiswajitSahoo-sm2ss 10 ай бұрын
Where security is not doing anything so that's where CCTV what doing there?😂😂😂😂😂😂
@user-hi7wo2ge8u
@user-hi7wo2ge8u 4 ай бұрын
Vala super hitt video dalema dalema
@gitanjlihembram9867
@gitanjlihembram9867 10 ай бұрын
Camera କାହିଁକି ରହିଲା ନାହିଁ van ରେ
@KiranKumar-vl3ng
@KiranKumar-vl3ng 9 ай бұрын
ଭଲ ହେଇଛି , ଯେତେ ସବୁ ଫାଇନ ଆଦାୟ କରି ଯେଉଁ କୁକର୍ମ କରୁଥିଲ , ଶିକ୍ଷିତ ଙ୍କୁ ଚାକିରୀ କ୍ଷେତ୍ର ରେ ଲାଞ୍ଚ ମାଗୁଥିଲ l ସେଥିପାଇଁ ଏସବୁ ହଉଛି l
@RupNarayanMajhi
@RupNarayanMajhi 9 ай бұрын
ସେଇଟା କଣ ତାଙ୍କ ବାପା ପଇସା, ସେଇ ତମର ଆମର tax ଆଉ ଜମା ପଇସା ନା ।
@pradyumnakanhar1380
@pradyumnakanhar1380 9 ай бұрын
Very good 👍👍👍👍👍👍👍👍👍
@saktisethy9204
@saktisethy9204 10 ай бұрын
ଅତି ସୁନ୍ଦର news....aae mane ନେଇ ଥିବେ । ନ ହେଲେ ୧୦ ଜଣ କୁଆଡେ ଆସିଲେ।୨ ଜଣ ସୁରକ୍ଷାକର୍ମୀ କଣ କରୁଥିଲେ।। ସବୁ ସମ୍ପୃକ୍ତ।😂😂😂 clearly ଜଣା ପଡ଼ୁଛି
@manasranjanbarik3644
@manasranjanbarik3644 9 ай бұрын
ରକ୍ଷକ ଭକ୍ଷକ ସାଜି ଥିବେ ଗୁଳିକଲାନି କାହିଁକି❤
@DjSangramNuapur
@DjSangramNuapur 10 ай бұрын
Congratulations❤❤
@thodagyan-swmx
@thodagyan-swmx 9 ай бұрын
Congratulations odisha 😂 good job🎉 I ସଲେ ୧.୭ କୋଟି କଥା । ମୋ ବାଳ ସେକ୍ୟୁରିଟୀ ଗର୍ଡକୁ ନେଇକି ଯାଇଛ।
@hirachandmunda7541
@hirachandmunda7541 10 ай бұрын
ea sabu sei staff nka vitaru kahara pre planing loat. tadanta karajau sabu samana ku asiba
@DjSangramNuapur
@DjSangramNuapur 10 ай бұрын
Bahut sundar ❤❤
@ruchinandanjena2130
@ruchinandanjena2130 10 ай бұрын
Jao helmet checking kari baigana choro ku dhara
@rajatkumarduttabeautyliesi3154
@rajatkumarduttabeautyliesi3154 10 ай бұрын
ଏଇ ସବୁ ବୁଢା ମାନେ ସରକାରୀ ଚାକିରୀ କରିବେ , security ku କୃମି ହୋଇଛି ସେ କ'ଣ କରିବ? ଚାପୁଡେ ଦେଲେ ରକ୍ତ ବାନ୍ତି କରିବ । ଭଲ ହୋଇଛି ଗୋଟିଏ ପ୍ରକାର । ଶିକ୍ଷିତ ଯୁବକ ବେକାରୀ ହେଲେ ଏଇମିତି ହେବ । Quota re job କଲେ ଏଇମିତି ହେବ । ଭଲ । ଶିକ୍ଷିତ ବେକାରୀ ଯୁବକମାନେ ବଂଚିବେ । Hats off Lootera
@kumarpintu1906
@kumarpintu1906 9 ай бұрын
Bahuta bhala katha Ame job pain ladhuchhu hele job miluni .ja pakhare tanka se eka pauchhi .bhala heichhi
@satyaprakashsahoo7630
@satyaprakashsahoo7630 10 ай бұрын
ସବୁ ରାଜ ସ୍ବାଇଁ ର ହାତ 👍
@yunushmahammad3787
@yunushmahammad3787 10 ай бұрын
Jay kosal
@sailanaik1247
@sailanaik1247 10 ай бұрын
Jay Jagannath 🙏🕉️🙏
@himanshugochhayat464
@himanshugochhayat464 10 ай бұрын
Young security guard rokho
@madhabtv2393
@madhabtv2393 10 ай бұрын
ଫୁଣି ନୋଟ ଚେଞ୍ଜ କରିଦିଅ ଲୁଟିଥିବା ଟଙ୍କା କାମଦେବନି
@user-bn9bz5ft6t
@user-bn9bz5ft6t 10 ай бұрын
Bholo koecho
@pradipbehera220
@pradipbehera220 10 ай бұрын
Congratulations 👏👏👏👏👏🎉
@paridadigital4316
@paridadigital4316 10 ай бұрын
ସୁରକ୍ଷା କର୍ମୀ କୁ ଦେଖି ଲାଗୁଚି bhai koi cid ko bula lo jinda kankal mila hai😄😄😄
@hardrocker1864
@hardrocker1864 10 ай бұрын
Bahut badhia madi chala peta posh nahi dosh jou corrupt government employees broad day light re public nku gandi marichanti tanku ta kahuna
@jiteshsubudhi5165
@jiteshsubudhi5165 10 ай бұрын
Excellent 👌 👌
@dusmantakjrtokatm004
@dusmantakjrtokatm004 10 ай бұрын
ଜୟ ଜଗନ୍ନାଥ ❤❤❤
@om9533
@om9533 10 ай бұрын
Bas gote security guard... Wah... Dhanya ho tame..
@DeepakIndianprank
@DeepakIndianprank 10 ай бұрын
ସେ ଯାହା ବି କରିଛି ଠିକ୍ କରିଛି lone pai apply kole ତ daunahanti ସେ ଲନ୍ ନୋ ଦେବାରୁ ଏମିତି କଲା ବୋଧେ ଆଉ 😂😂😂😂
@user-ob7se6xn6l
@user-ob7se6xn6l Ай бұрын
Kemiti janile.atm vanre kanajae apanamane janinahantiki .preplanre rubbering heichi . inquiring kalejanipariibe
@user-hv4rx4jm8i
@user-hv4rx4jm8i 10 ай бұрын
Bahut sundar 👌👌👍
@priyabrataswain9609
@priyabrataswain9609 10 ай бұрын
Are bhai yete paisa neki jaucha,ye bhali security rakhucha,budha lok ta, se kan kariba.
@Thornie_Official07
@Thornie_Official07 10 ай бұрын
Odisha ra bank security and odia industry ku dekhile jana pade kete strong 😮😉
@niranjanpanda8574
@niranjanpanda8574 4 ай бұрын
୨୫ବର୍ଷର ସରକାର ଛି ଛି । ଖଣିଲୁଟ, ଚିଟଫଣ୍ଡ,, କୋଟିପତି ଚୋର ସବୁ ଏଇ ସରକାର ଅମଳରେ..
@NarayanGond-gz3bn
@NarayanGond-gz3bn 4 күн бұрын
Z Security ନ ହେଲେ 15-20 ଜଣ ସଏକଉରଇଟଇ ଦରକାର ସରକାରକୁ ଦୁଇ ଥର ଝଟକା ଲାଗିଛି ତଥାପି ଚେତା ପୁଶୁନି ବିଜେପି ଆଉ ବିଜେଡି ଦାୟୀ ଆଉ କିଏ
@sibaprasad1899
@sibaprasad1899 10 ай бұрын
Tume gun man kn karuthila,,,,, emane sethire samprukti achhanti,,,,, se scropio ,,, bike ra no kn
@official_kunja
@official_kunja 10 ай бұрын
Bahut Badhian Congratulations🎉🥳👏👏👏👏
@Ashish55342
@Ashish55342 10 ай бұрын
ବୁଢ଼ା security ଜଣକ କଣ କରିବ double round ବନ୍ଧୁକ ରେ pistol ଆଉ revolver agare
@boombs7575
@boombs7575 9 ай бұрын
ଆଠଗଡ଼ ଆଉ ତିଗିରିଆ ପୋଲିସସବୁ ତାଡି ପକେଇବେ ଆମେ ଜାଣିଛୁ 😂😂😂 ଛୋଡି ପୁଅ ଖାଇ ପି କି ପେଟ ବଢ଼ା
@raghumaninayak9593
@raghumaninayak9593 10 ай бұрын
ଗାଡ଼ିର ଡ଼୍ରାଇଭର ଓ ବ୍ୟାଙ୍କ ପ୍ରଶାସନର ହାତ ଥିବ
@kanhucharanpradhan6046
@kanhucharanpradhan6046 9 ай бұрын
🤣🤣🤣🤣 ଅତି ସୁନ୍ଦର ଭାବରେ ଚୋରି 🤣🤣
@Diptiranjan1
@Diptiranjan1 9 ай бұрын
Nice Planing
@satyabratamoharana2622
@satyabratamoharana2622 9 ай бұрын
Congratulations👍👍👍👍👍👍👍👍👌👌👌👌👌👌👌👌
@MonalisaMohapatra-fr6wd
@MonalisaMohapatra-fr6wd 10 ай бұрын
Lootera nkara scorpio, bike number kete . Surakhya karmi amitia tanua rakhicha au driver kehi number mane rakhiparileni. First duty hela seita number
@ambikaprasadsethi3372
@ambikaprasadsethi3372 9 ай бұрын
Very good
@nabaghananaik7953
@nabaghananaik7953 10 ай бұрын
Baut bhala katha 👍
@menjaricreation
@menjaricreation 10 ай бұрын
security ro jibon kon ମୂଲ୍ୟ ନାହିଁ
@pryoutube5915
@pryoutube5915 9 ай бұрын
Ethire karmchari kehi Jane satha deyuchi sr
@manojmuduli3144
@manojmuduli3144 10 ай бұрын
😊jete parucha nei jao chakiri nahi ahuri chorai haba😊
@chumkimahapatra1355
@chumkimahapatra1355 10 ай бұрын
Heta Malamurdar. Ki security ?
@pravatkumarbaral5895
@pravatkumarbaral5895 10 ай бұрын
😂
@RohitKumar-uz6op
@RohitKumar-uz6op 10 ай бұрын
Thik achhi kichhi asubidha nai bhala bhala security rakha
@SantoshJani-sw2jj
@SantoshJani-sw2jj 9 ай бұрын
ସେକ୍ୟୁରିଟୀ ଅଧିକାରନହିଁକାହିଁକିନିନାଯୋଲୋକମାନେଏବେଦୋଷଦୋଉଛନ୍ତିନାସେଲୋକହିଁବଦଳିଯାଈପାରିଥାନ୍ତେକାହୀଁକିନାଶତକହିଁଲେଲୋକେଭରଷାକରନ୍ତିନି😢😢😢😢
@dsmbharat9668
@dsmbharat9668 9 ай бұрын
ଏମିତି ସୁରକ୍ଷା କର୍ମୀଙ୍କୁ ସୁରକ୍ଷା ଦେବାପାଇଁ ବି ଲୋକ ଦରକାର 🤣😂😜
@jagannathgouda8585
@jagannathgouda8585 10 ай бұрын
ଗାଡିର number plate ଅଛି.... ଟଙ୍କା ର ବି serial ନମ୍ବର କାହିଁକି ଅଛି....??? ତାକୁ ନେଇ କିଛି କରିହେବନି????
@user-md3ge2sk8e
@user-md3ge2sk8e 10 ай бұрын
Local vendornku dele thodina semane serial number check karibe 🤔
@rasmiranjanswain8458
@rasmiranjanswain8458 10 ай бұрын
ସେ ଦୁଇ ଜଣ ସୁରକ୍ଷା କର୍ମୀ ବନ୍ଧୁକ ରଖି ଛନ୍ତି କାଲି ଦିପାବଳି ରେ ଫୁଟେଇବେ 😂😂😂😂😂
@IPL.638
@IPL.638 9 ай бұрын
ଦୟାକରି ମତେ କିଛି ତ ଟଙ୍କା ଦିଆ ନ୍ତୁ । 😂 ପାଇଚ କିଛିଟା ଟଙ୍କା ତମେ ମାନେ ଜଣାପଡୁଛି
@user-oq9hn7zp2o
@user-oq9hn7zp2o 9 ай бұрын
ନିୟୁଜ ପଢ଼ୁଥିବା ଲୋକ କୁ ରିଟାୟାର୍ଡ଼ କରାଯାଉ କାହିଁକି ନାଁ ଫାଷ୍ଟ କହିଲେ 1.73lakh ଚୋରି ହେଇଚି ପୁଣି ତା ପରେ କହିଲେ 1.38 ଲକ୍ଷ ଚୋରି ହେଇଚି, ଆରେ ଭାଇ ଗୋଟେ ତ କୁହନ୍ତୁ
@Muna-wb8rp
@Muna-wb8rp 9 ай бұрын
ଏ ସବୁ ନିଜ planing, ଲୋକ ଜାଣିଆକୁ news ହଉଚି...
@BudhadevNaik-jl3pq
@BudhadevNaik-jl3pq 28 күн бұрын
Janisuni ehaku lute karajaichi semane nija nija bhitare samili achanti
@bibhudatta9109
@bibhudatta9109 10 ай бұрын
ସିକ୍ୟୁରିଟୀ ବନ୍ଧୁକ୍ ଚାଲୁଛି ନା ଜଙ୍ଗ ଲାଗି ଲାନି ୭,୮ ଲୋକ ଥାଇ ଭି ଲୁଟ୍ ହୋଇ ଯାଉଚି 😂😂 ଲୋକ ଝାଳ ବୁହା ଧନ ରେ ଏଭଳି ଖେଳ ଟା ଭଲ ନୁହେଁ
@himansu.0143
@himansu.0143 10 ай бұрын
😂ohh.. mind fresh news fews......5T🙊
@bhagabanpradhan7500
@bhagabanpradhan7500 Ай бұрын
Police or public kete Dina gale Janina Bhala heichi
@debaprasadnayak5456
@debaprasadnayak5456 10 ай бұрын
Bhai ete kharab security kamse kam gote gps ta lageithanta
@storyhungerr
@storyhungerr 10 ай бұрын
There was no cctv inside van right. Very secured security.
@dlfighter3407
@dlfighter3407 9 ай бұрын
Jou ta bandhuka thare firing kale reload karibaku 10 minte lagiba sethire puni jadi bullet miss haijiba gala security guard
@Mishr420
@Mishr420 9 ай бұрын
Gun dhari balo koruthile ki...? Security staff...
@anantasamal5654
@anantasamal5654 10 ай бұрын
Mu janichi narasinga thana inspector samil Achi please please . Inquiry .
@Lucifer-oi8jv
@Lucifer-oi8jv 10 ай бұрын
Money Hiest Odisha... 😂😂😂 Pre plan
@trilochanSuna-ii3fn
@trilochanSuna-ii3fn 10 ай бұрын
Bhala heichhi
@straightforward6822
@straightforward6822 10 ай бұрын
Good job ....police ra ହାତ ନାହିଁ ତ?
@GDLMUSIC92
@GDLMUSIC92 9 ай бұрын
Congratulations 🎉 sabs 🎉
@itsmebiswajit91roul37
@itsmebiswajit91roul37 10 ай бұрын
ଉଚିତ୍ ଶାସ୍ତି ଦିଅ
@straightforward6822
@straightforward6822 10 ай бұрын
ଭଲ ହେଇଛି...all because of Unemployment and job politics
@RupNarayanMajhi
@RupNarayanMajhi 9 ай бұрын
ସେଇଟା କଣ ସରକାର ର ବାପା ପଇସା, ସେଇ ତମରି ଆମରି ପଇସା ।
@straightforward6822
@straightforward6822 9 ай бұрын
Govt. Jemiti hele customer ku daba
@DEFENCEWARRIORRAM9489
@DEFENCEWARRIORRAM9489 9 ай бұрын
Weldon our security time and police
@soumyaranjan2496
@soumyaranjan2496 10 ай бұрын
ଏ ସୁରକ୍ଷା କର୍ମୀ ତ ଗୋଟେ blackcat commando ଭଳିଆ ଦିଶୁଛନ୍ତି
@raghabsahu8331
@raghabsahu8331 10 ай бұрын
କିଛି Tension ନାଇଁ ଆମ account ରୁ କଟାଯିବ ଟଙ୍କା
@sipunvideoworld2024
@sipunvideoworld2024 9 ай бұрын
ବା ବା ରେ ସୁରକ୍ଷା ବ୍ୟବସ୍ଥା, ଏଭଳି ଦୁବୃର୍ତ୍ତ ମାନଙ୍କୁ direct encounter, no excuse.
@pabitrapatra-zz6cw
@pabitrapatra-zz6cw 10 ай бұрын
Ak 47 dharichi.mausa
@deepakbaliarsingh1065
@deepakbaliarsingh1065 10 ай бұрын
Sei karmacharinku tadant karajau
@narayansahoo2878
@narayansahoo2878 10 ай бұрын
security guard dekhi hasa laguchhi sanstha upare , Amaku rakha 6 round dia ,Salary 1 month 50 Thousand 100% softy
@KumariGaruda-vk4cs
@KumariGaruda-vk4cs 9 ай бұрын
Congratulations🎉
@saradaswain7600
@saradaswain7600 Ай бұрын
Result of soft rule in indian Law😮😮😮
@rajeshdash6368
@rajeshdash6368 10 ай бұрын
Plz handover this case to ABHINAV DALUA SIR
@shivatudu461
@shivatudu461 10 ай бұрын
to comment dekhi ki nishchay case ta ku dalia sir ku handover kara jibo
@jenendrapanika245
@jenendrapanika245 9 ай бұрын
Mote bhari khusi lagila
@subratsoren7154
@subratsoren7154 10 ай бұрын
Ekutiya rastate kipari tanka gadi jauchi ta sahita au sikriti
@Sudhirytexpress
@Sudhirytexpress 10 ай бұрын
ଚୋର ବୋକା ତ ସେ ଥିବେ ଆଉ ,,ସେ ଓଡିଶା ପାର ହେଇ ସାରିବେଣି😂😁
@Xr_sunil_999
@Xr_sunil_999 9 ай бұрын
Risk nahi to paisa nahi ❤😮😊
@satyanandasahu4328
@satyanandasahu4328 10 ай бұрын
Ama odisha loka ta use karibe sei tanka kichhu problem nanhi
@hirachandmunda7541
@hirachandmunda7541 10 ай бұрын
atm moey van gadira security system street heba darkar. gote nuha 3,4 gun man security saha pachare re bi security gadi rahi follow kariba darkar
@sukramadkami4222
@sukramadkami4222 10 ай бұрын
ତମେ କି ବାଳ ପାଇଁ ବନ୍ଦୁକ ଧରିଚ ।ଏ ମାନେ ହିଁ ଚର ।
@hakimmajhi8472
@hakimmajhi8472 10 ай бұрын
Involve ochhonti kanko bhitoru ki.....? Bot good)
@user-kk6fu7bt9d
@user-kk6fu7bt9d 9 ай бұрын
Sabu jani suni heichhi
@Eric_Nagpuri_Life
@Eric_Nagpuri_Life 10 ай бұрын
Advance level security darkar😂
@bikashkumarsingh9087
@bikashkumarsingh9087 10 ай бұрын
All the employees are envelope
@priyamishra1551
@priyamishra1551 10 ай бұрын
Do you have any evidence or assuming so??
@bikashkumarsingh9087
@bikashkumarsingh9087 10 ай бұрын
@@priyamishra1551 l think u r in dream
@DjSangramNuapur
@DjSangramNuapur 10 ай бұрын
Good luck🤞🤞
Touching Act of Kindness Brings Hope to the Homeless #shorts
00:18
Fabiosa Best Lifehacks
Рет қаралды 18 МЛН
1ОШБ Да Вінчі навчання
00:14
AIRSOFT BALAN
Рет қаралды 5 МЛН
When you discover a family secret
00:59
im_siowei
Рет қаралды 33 МЛН
ASITHILA SALI PARILINI KHELI // NAKHIA DADI  // NEW ODIA COMEDY
22:22
Touching Act of Kindness Brings Hope to the Homeless #shorts
00:18
Fabiosa Best Lifehacks
Рет қаралды 18 МЛН