ମିଥ୍ୟାବାଦି ମଣିଷ | MITHYABADI MANISHA | PRASAD LIMA MUSIC OFFICIAL VIDEO | BARSHAT PANI | SUNDAR

  Рет қаралды 45,032

PRASAD LIMA MUSIC

PRASAD LIMA MUSIC

Күн бұрын

Пікірлер: 260
@pramodguru4108
@pramodguru4108 Жыл бұрын
ହିତୋପଦେଶ 12:22 ପଦ ଅନୁସାରେ ସଦାପ୍ରଭୁ ମିଥ୍ୟାବାଦୀ ଓଷ୍ଠକୁ ଘୃଣା କରନ୍ତି ଏବଂ ଯୋହନ 8:44 ଅନୁସାରେ ଯିଏ ମିଥ୍ୟା କହେ ସେ ଶୟତାନ ଠାରୁ ଜାତ l ଗୀତର ମର୍ମ ବହୁତ ଉଚ୍ଚକୋଟୀର ହୋଇଛି l ପ୍ରଯୋଜନା ସଂସ୍ଥା କୁ ଓ ସମୁଦାୟ ଟିମ କୁ ମୂଁ ହୃଦୟରୁ ଧନ୍ୟବାଦ ଜ୍ଞାପନ କରେ l ଗୀତ ରଚନା, ସଂଗୀତ ପରିଚାଳନା, ସ୍ୱର ସଂଯୋଜନା ଓ କଣ୍ଠଦାନ ବହୁତ ସୁନ୍ଦର ହୋଇଛି l ସମସ୍ତଙ୍କୁ ଧନ୍ୟବାଦ ପ୍ରମୋଦ କୁମାର ଗୁରୁ ପାଳକ, ସିୟୋନ ବାପଟିଷ୍ଟ ମଣ୍ଡଳୀ, ରାୟଗଡା
@PRASADLIMAMUSIC
@PRASADLIMAMUSIC Жыл бұрын
ଆପଣଙ୍କ ବହୁମୂଲ୍ୟ ପ୍ରାର୍ଥନା ଏବଂ ଆଶିର୍ବାଦ ଆମ ପାଇଁ ପ୍ରୋତ୍ସାହନ ଅଟେ .......🙏🙏 ବହୁତ ସୁନ୍ଦର ଗୁରୁତ୍ଵପୂର୍ଣ୍ଣ ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ୍ ..... ପ୍ରଭୁ ଆପଣଙ୍କୁ ଏବଂ ପରିବାରକୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 👍
@DAVIDBRO-ml7py
@DAVIDBRO-ml7py 9 ай бұрын
😊😊
@pradyutparichha3237
@pradyutparichha3237 7 ай бұрын
😊😊😊
@prasanasabhasundar184
@prasanasabhasundar184 Жыл бұрын
Praise the lord.Prabhunka prashanha heu. Bahut dino pare hrudaya sharshi geeto paithibaru.prabhu tumora mongala kari Aagoku niyantu.Amen
@PRASADLIMAMUSIC
@PRASADLIMAMUSIC Жыл бұрын
ସଦା ପ୍ରଭୁଙ୍କ ପବିତ୍ର ନାମ ନେଇ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁ ମୋ ପ୍ରିୟ ଭାଈ ...... 🙏🙏 ପ୍ରକୃତରେ ଆକାଶ ତଳେ ମନୁଷ୍ୟ ମାନଙ୍କ ମଧ୍ୟରେ ଆମ୍ଭେମାନେ କେହି ବି ଧାର୍ମିକ ନହୁଁ ..... ଆମ୍ଭେମାନେ ଦୁରାଚାର, ଅଧାର୍ମିକ ଏବଂ ମିଥ୍ୟାବାଦୀ ଜୀବନକୁ ଅଧିକମାତ୍ରାରେ ପ୍ରଶ୍ରୟ ଦେଇଥାଉ .... କେତେ କାଳ , କେତେ ଯୁଗ , କେତେ ଦିନ , କେତେ ସମୟ ଏହିପରି ଅଧାର୍ମିକ ଜୀବନ ଆମ୍ଭେମାନେ କାଟି କାଟି ଚାଲି ଥିବା .......... ??? ଆମ୍ଭେମାନେ ହୁଏତଃ ପ୍ରଭୁଙ୍କ ଦୃଷ୍ଟି ରେ ଅଧାର୍ମିକ, ଅଯୋଗ୍ୟ ହୋଇ ପାରୁ ....... କିନ୍ତୁ ସେ ସଦାପ୍ରଭୁ ଧାର୍ମିକ , ଯୋଗ୍ୟବନ୍ତ, ସତ୍ୟବାଦୀ ପରମେଶ୍ବର ଅଟନ୍ତି , ତାଙ୍କ ପଥ ଯେ ଅନନ୍ତ ଆଉ ତାଙ୍କ ଅନନ୍ତ ଜୀବନ ପଥର ଅନୁସରଣ କାରୀ ହୋଇ ଆପଣା ଜୀବନର ରକ୍ଷାକାରୀ ହେଉ ....... ଧନ୍ୟବାଦ୍ 🙏🙏 #ପ୍ରସାଦଲିମା
@bardhansanju
@bardhansanju Жыл бұрын
Praise the lord hallelujah jisunko namo dhanyo heu
@PRASADLIMAMUSIC
@PRASADLIMAMUSIC Жыл бұрын
ସଦା ପ୍ରଭୁଙ୍କ ପବିତ୍ର ନାମ ନେଇ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁ ...... 🙏🙏 ପ୍ରକୃତରେ ଆକାଶ ତଳେ ମନୁଷ୍ୟ ମାନଙ୍କ ମଧ୍ୟରେ ଆମ୍ଭେମାନେ କେହି ବି ଧାର୍ମିକ ନହୁଁ ..... ଆମ୍ଭେମାନେ ଦୁରାଚାର, ଅଧାର୍ମିକ ଏବଂ ମିଥ୍ୟାବାଦୀ ଜୀବନକୁ ଅଧିକମାତ୍ରାରେ ପ୍ରଶ୍ରୟ ଦେଇଥାଉ .... କେତେ କାଳ , କେତେ ଯୁଗ , କେତେ ଦିନ , କେତେ ସମୟ ଏହିପରି ଅଧାର୍ମିକ ଜୀବନ ଆମ୍ଭେମାନେ କାଟି କାଟି ଚାଲି ଥିବା .......... ??? ଆମ୍ଭେମାନେ ହୁଏତଃ ପ୍ରଭୁଙ୍କ ଦୃଷ୍ଟି ରେ ଅଧାର୍ମିକ, ଅଯୋଗ୍ୟ ହୋଇ ପାରୁ ....... କିନ୍ତୁ ସେ ସଦାପ୍ରଭୁ ଧାର୍ମିକ , ଯୋଗ୍ୟବନ୍ତ, ସତ୍ୟବାଦୀ ପରମେଶ୍ବର ଅଟନ୍ତି , ତାଙ୍କ ପଥ ଯେ ଅନନ୍ତ ଆଉ ତାଙ୍କ ଅନନ୍ତ ଜୀବନ ପଥର ଅନୁସରଣ କାରୀ ହୋଇ ଆପଣା ଜୀବନର ରକ୍ଷାକାରୀ ହେଉ ....... ଧନ୍ୟବାଦ୍ 🙏🙏 #ପ୍ରସାଦଲିମା
@Joyaslimmaofficial
@Joyaslimmaofficial Жыл бұрын
Wonderful song ❤👌
@Joyaslimmaofficial
@Joyaslimmaofficial Жыл бұрын
Mind blowing song brother 🤯🤯❤❤👌👌
@PRASADLIMAMUSIC
@PRASADLIMAMUSIC Жыл бұрын
Thanks a lot for your valuable feedback and it's mentioned in Our heart ❤️🙏
@stylestudiomusic4u
@stylestudiomusic4u Жыл бұрын
ବହୁତ ସୁନ୍ଦର ପ୍ରୟାସ କରାଯାଇ ଅଛି ମନ ପରିବର୍ତ୍ତନ କରିବା ନିମନ୍ତେ । Praise The Lord 🙏
@PRASADLIMAMUSIC
@PRASADLIMAMUSIC Жыл бұрын
ପ୍ରଭୁଙ୍କ ପବିତ୍ର ନାମ ନେଇ ଅଶେଷ ଧନ୍ୟବାଦ୍ ଆଜ୍ଞା ❤️🙏
@prabinsipkaofficial2874
@prabinsipkaofficial2874 Жыл бұрын
Hallelujah awesome 👍
@PRASADLIMAMUSIC
@PRASADLIMAMUSIC Жыл бұрын
Thanks for listening ଆଜ୍ଞା 🙏🙏
@Sahidarani
@Sahidarani Жыл бұрын
ପ୍ରଭୁଙ୍କ ନାମର ବିଶେଷ ଧନ୍ୟବାଦ 🙏🥰 ଗୀତଟି ବହୁତ ସୁନ୍ଦର ହଇଛି 🙏 ବିଶେଷ ଧନ୍ୟବାଦ ଏହି ସମସ୍ତ, tiam କୁ. ଏହିପରି ହୃଦୟ ସ୍ପର୍ଶ ଗୀତ ଦେଇଥିବାରୁ 🙏🙏🙏😘😘🥰🥰😍😍😍
@pintupani3784
@pintupani3784 Жыл бұрын
Praise the Lord 🙏 wonderful song and voice, God bless you all 🙏
@upendraparichha7154
@upendraparichha7154 Жыл бұрын
ବହୁତ ସୁନ୍ଦର sir praise the lord
@Joyaslimmaofficial
@Joyaslimmaofficial Жыл бұрын
Praise the LORD 🙏❤
@sonasabar4456
@sonasabar4456 Жыл бұрын
Praise the Lord. Wonderful Song and Voice ❤❤
@sabenjena50
@sabenjena50 Жыл бұрын
praise the lord sir ... very nice song
@Anjalivlog144
@Anjalivlog144 Жыл бұрын
Exlent ଭାଇ ♥️♥️
@salmannayak3781
@salmannayak3781 Жыл бұрын
Satare ମଣିଷ ମିଥ୍ୟବାଦି। ପ୍ରଭୁଙ୍କ ଅନୁଗ୍ରହରେ ଆମେ ପରିତ୍ରାଣ ପାଇଛୁ। ବହୁତ ସୁନ୍ଦର ଗୀତ।
@PRASADLIMAMUSIC
@PRASADLIMAMUSIC Жыл бұрын
ସଦା ପ୍ରଭୁଙ୍କ ପବିତ୍ର ନାମ ନେଇ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁ ...... 🙏🙏 ପ୍ରକୃତରେ ଆକାଶ ତଳେ ମନୁଷ୍ୟ ମାନଙ୍କ ମଧ୍ୟରେ ଆମ୍ଭେମାନେ କେହି ବି ଧାର୍ମିକ ନହୁଁ ..... ଆମ୍ଭେମାନେ ଦୁରାଚାର, ଅଧାର୍ମିକ ଏବଂ ମିଥ୍ୟାବାଦୀ ଜୀବନକୁ ଅଧିକମାତ୍ରାରେ ପ୍ରଶ୍ରୟ ଦେଇଥାଉ .... କେତେ କାଳ , କେତେ ଯୁଗ , କେତେ ଦିନ , କେତେ ସମୟ ଏହିପରି ଅଧାର୍ମିକ ଜୀବନ ଆମ୍ଭେମାନେ କାଟି କାଟି ଚାଲି ଥିବା .......... ??? ଆମ୍ଭେମାନେ ହୁଏତଃ ପ୍ରଭୁଙ୍କ ଦୃଷ୍ଟି ରେ ଅଧାର୍ମିକ, ଅଯୋଗ୍ୟ ହୋଇ ପାରୁ ....... କିନ୍ତୁ ସେ ସଦାପ୍ରଭୁ ଧାର୍ମିକ , ଯୋଗ୍ୟବନ୍ତ, ସତ୍ୟବାଦୀ ପରମେଶ୍ବର ଅଟନ୍ତି , ତାଙ୍କ ପଥ ଯେ ଅନନ୍ତ ଆଉ ତାଙ୍କ ଅନନ୍ତ ଜୀବନ ପଥର ଅନୁସରଣ କାରୀ ହୋଇ ଆପଣା ଜୀବନର ରକ୍ଷାକାରୀ ହେଉ ....... ଧନ୍ୟବାଦ୍ 🙏🙏 #ପ୍ରସାଦଲିମା
@tituskumar2677
@tituskumar2677 Жыл бұрын
Praise the lord Prasad Sir for the amazing composition and Varsat babu for his excellent singing
@PRASADLIMAMUSIC
@PRASADLIMAMUSIC Жыл бұрын
Praise the Lord ଆଜ୍ଞା......💗💗🙏🙏 Thanks for your valuable love and Compliments.for this beautiful song which is composed by my loving brother Sundar ..... 🙏
@kumarginu5695
@kumarginu5695 Жыл бұрын
Super...
@PRASADLIMAMUSIC
@PRASADLIMAMUSIC Жыл бұрын
Thank you so much 💗🙏
@DulanaNaik-qd2ir
@DulanaNaik-qd2ir Жыл бұрын
Wow ସୁନ୍ଦର ଗୀତ ପାଇଁ ଧନ୍ୟବାଦ sir 🙏🙏🙏🙏
@koinoniasermon7965
@koinoniasermon7965 Жыл бұрын
Beautiful musical arrangement and impressing signing
@PRASADLIMAMUSIC
@PRASADLIMAMUSIC Жыл бұрын
Thanks for Loving this song ❤️🙏
@angelpari8800
@angelpari8800 Жыл бұрын
Praise the lord Very nice and heart touching song. May God bless abundantly.
@PRASADLIMAMUSIC
@PRASADLIMAMUSIC Жыл бұрын
Praise be the Lord almighty and thanking you So So much 💗🙏
@SadrakPradhan-o6p
@SadrakPradhan-o6p Жыл бұрын
Wander full song Really Praise The lord
@pradeepmajhi8
@pradeepmajhi8 Жыл бұрын
Prabhuki mahima ho GOD BLESS YOU SIR
@PRASADLIMAMUSIC
@PRASADLIMAMUSIC Жыл бұрын
Amen Sir 🙏🙏
@musicofmessageofficial7081
@musicofmessageofficial7081 Жыл бұрын
God bless you sir nice song
@sofiaalli2742
@sofiaalli2742 Жыл бұрын
Sundar kumar you are 👍👍Priase god ❤️❤️❤️✝️✝️..
@PRASADLIMAMUSIC
@PRASADLIMAMUSIC Жыл бұрын
Praise God and thanks for your valuable blessings 🙏
@simanchalasingerofficial1555
@simanchalasingerofficial1555 Жыл бұрын
Glory to God Very heart touching ✝️🙏
@PRASADLIMAMUSIC
@PRASADLIMAMUSIC Жыл бұрын
Love 💕💕 you my loving brother
@prakashch1976rock
@prakashch1976rock Жыл бұрын
Please leave the package by the door. Thanks!
@salimgospelmusic4015
@salimgospelmusic4015 Жыл бұрын
Powarful voice,nice voice.and nice song, god bless you amen
@ulekhkarada8088
@ulekhkarada8088 Жыл бұрын
Nice lyrics and composed and nice singing
@jioshayagamango9492
@jioshayagamango9492 Жыл бұрын
Praise the lord 🙏🙏 nice voice, composition & lyrics also God bless you all 🙏
@PRASADLIMAMUSIC
@PRASADLIMAMUSIC Жыл бұрын
Thank You for your valuable feedback....❤️❤️🙏🙏
@jeetmanlimma2304
@jeetmanlimma2304 Жыл бұрын
Wow what a song, PRAISE THE LORD God bless you Brother.🙏
@nirmalkuamarnayak247
@nirmalkuamarnayak247 6 ай бұрын
Very nice bro
@bharatnayakkuren6115
@bharatnayakkuren6115 Жыл бұрын
ବହୁତ ବହୁତ ବଢିଆ ଲେଖା ଆଉ ସ୍ବର ସଂଯୋଜନା ଭାଇ ସୁନ୍ଦର। ।।ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଶୀର୍ବାଦ ଓ ଅନୁଗ୍ରହ ଆପଣଙ୍କ ସହିତ ରହିଥାଉ। ।।। ଭାଇ ବରସାଦ ଅତି ଉଚ୍ଚ ଧରଣର ଗାୟନ ଶୈଳୀ ।।।।ବିଶେଷ ବିଶେଷ ଧନ୍ଯବାଦ ଦିଅ ପ୍ରସାଦ ଲିମା ସାରଙ୍କୁ କି ସମସ୍ତ ସଚେତନ ଓ ଜାଗ୍ରତ ପାଇଁ ଭଲ ଗୀତ ଟି ଦେଲେ।।।।ପ୍ରଭୁ ଏହି ଗୀତରେ ପରିଶ୍ରମ କରିଥିବା ପ୍ରତେକଙ୍କୁ ଆଶୀର୍ବାଦ କରନ୍ତୁ। ।।
@mathankumar2712
@mathankumar2712 Жыл бұрын
Wow wonderful Song 🎉🎉🎉 So stunning voice of Bro Barshat Pani, go ahead God bless him.
@deeptijoypani
@deeptijoypani Жыл бұрын
Praise The LORD Sir🙏 ଆପଣ ମାନଙ୍କର ପ୍ରୟାସ ସଫଳ ହେଉ🎉
@ajayamajhi5486
@ajayamajhi5486 Жыл бұрын
ଏହା ଗଟେ ହୁଦୟ ଚୁଆ ଗୀତ ilove song
@mosharaulo5641
@mosharaulo5641 Жыл бұрын
praise the lord
@p.johnaustin5273
@p.johnaustin5273 Жыл бұрын
Praise the LORD 🙏 What a composition dear beloved brother SK ❤ And outstanding & heart touching singing my dear brother #barsatpani. May God bless you abundantly and use you mightily 😇
@PRASADLIMAMUSIC
@PRASADLIMAMUSIC Жыл бұрын
THANK You So So much for your lovely wishes dear loving brother 💕 💕 God bless you abundantly 👍
@prakashch1976rock
@prakashch1976rock Жыл бұрын
ନିବାସନାଗ😢😢😢
@umeshbhatra6039
@umeshbhatra6039 Жыл бұрын
Wow wow wow outstanding song glory to God 🙏🙏🙏... dear brother what a lovely voice keep it up God bless you
@PRASADLIMAMUSIC
@PRASADLIMAMUSIC Жыл бұрын
Thanks for listening and Thank You So So much 💗❤️🙏🙏 God bless you richly
@timatmajhicreation
@timatmajhicreation Жыл бұрын
Praise the lord God bless you BARSHAT PANI sir Nice Singing Blessing ✝️✝️✝️✝️✝️✝️✝️✝️✝️✝️🎉🎉🎉🎉
@santustaparichha2991
@santustaparichha2991 Жыл бұрын
Nice song and nice voice 👌👌👌👌
@schonmusikhoren386
@schonmusikhoren386 Жыл бұрын
🙏 Praise The Lord 🙏 Nice voice, composition and lyrics also.. God bless you all 🙏
@rabimajhi9180
@rabimajhi9180 Жыл бұрын
ଜୟ ଯେଶୁ ବହୁତ ଭଲ ଗୀତ ହେଇଛି ହୃଦୟ ସ୍ବର୍ଶ ମଣିଷ ପାଇଁ
@stiphenbrother5989
@stiphenbrother5989 Жыл бұрын
Very interesting Song Praise the LORD Halleluiah 🙏 🙏 🙏 👍👍👍
@KOBITA5559
@KOBITA5559 Жыл бұрын
Praise the Lord
@ajaytakriofficial3206
@ajaytakriofficial3206 Жыл бұрын
Really Very nice Lyrics ❤. God bless your team and singer 💕
@gobardhannaik7120
@gobardhannaik7120 Жыл бұрын
Thank you singer Brother
@jeebanjena5322
@jeebanjena5322 Жыл бұрын
Praise the lord sir 🙏,so beautiful song music singing all is super super super
@pil1432
@pil1432 Жыл бұрын
Very heart touching song,God bless you 🙏 and voice full energetic 👍👍 0:11-36 sec
@PRASADLIMAMUSIC
@PRASADLIMAMUSIC Жыл бұрын
ସଦା ପ୍ରଭୁଙ୍କ ପବିତ୍ର ନାମ ନେଇ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁ ...... 🙏🙏 ପ୍ରକୃତରେ ଆକାଶ ତଳେ ମନୁଷ୍ୟ ମାନଙ୍କ ମଧ୍ୟରେ ଆମ୍ଭେମାନେ କେହି ବି ଧାର୍ମିକ ନହୁଁ ..... ଆମ୍ଭେମାନେ ଦୁରାଚାର, ଅଧାର୍ମିକ ଏବଂ ମିଥ୍ୟାବାଦୀ ଜୀବନକୁ ଅଧିକମାତ୍ରାରେ ପ୍ରଶ୍ରୟ ଦେଇଥାଉ .... କେତେ କାଳ , କେତେ ଯୁଗ , କେତେ ଦିନ , କେତେ ସମୟ ଏହିପରି ଅଧାର୍ମିକ ଜୀବନ ଆମ୍ଭେମାନେ କାଟି କାଟି ଚାଲି ଥିବା .......... ??? ଆମ୍ଭେମାନେ ହୁଏତଃ ପ୍ରଭୁଙ୍କ ଦୃଷ୍ଟି ରେ ଅଧାର୍ମିକ, ଅଯୋଗ୍ୟ ହୋଇ ପାରୁ ....... କିନ୍ତୁ ସେ ସଦାପ୍ରଭୁ ଧାର୍ମିକ , ଯୋଗ୍ୟବନ୍ତ, ସତ୍ୟବାଦୀ ପରମେଶ୍ବର ଅଟନ୍ତି , ତାଙ୍କ ପଥ ଯେ ଅନନ୍ତ ଆଉ ତାଙ୍କ ଅନନ୍ତ ଜୀବନ ପଥର ଅନୁସରଣ କାରୀ ହୋଇ ଆପଣା ଜୀବନର ରକ୍ଷାକାରୀ ହେଉ ....... ଧନ୍ୟବାଦ୍ 🙏🙏 #ପ୍ରସାଦଲିମା
@pil1432
@pil1432 Жыл бұрын
ଧନ୍ୟବାଦ ଆଜ୍ଞା, ଆପଣଙ୍କର ସୁନ୍ଦର ଉପଦେଶ ନିମନ୍ତେ, ପ୍ରଭୁ ଆପଣଙ୍କୁ ବହୁଳ ଭାବେ ଆଶୀର୍ବାଦ କରନ୍ତୁ ଆମେନ୍ 🙏🙏🙏
@bunnapardhan077
@bunnapardhan077 Жыл бұрын
ପ୍ରଭୁ ତମଙ୍କୁ ଭଲ ରେ ଏମିତି ଆଗ କୁ ଆଉ ବଡିବାକୁ ଦିୟନ୍ତୀ
@schonmusikhoren386
@schonmusikhoren386 Жыл бұрын
ଯେତେ ଶୁଣୁ ଥିଲେ ମନ ମାନୁନି,ଆହୁରି ମନ ହେଉଛି ଶୁଣିବା ପାଇ.. Great 👍 ବାସ୍ତବିକ ଜୀବନରେ ଯାହା ଘଟି ଆସୁଛି , ସେହି ଭାବକୁ ଲେଖକ କହୁଛନ୍ତି... ତାହା ସତ୍ୟ!!! Thanks 🙏
@sunildatakara8088
@sunildatakara8088 Жыл бұрын
❤ you team great work God bless you
@pradeepharijan7288
@pradeepharijan7288 Жыл бұрын
Praise the lord 🙏🙏🙏
@PRASADLIMAMUSIC
@PRASADLIMAMUSIC Жыл бұрын
Hallelujah and hallelujah ❤️❤️🙏🙏
@pintupani3784
@pintupani3784 Жыл бұрын
Outstanding performance bro i proud of you barsat bro, n sundar bro
@manishlimma6218
@manishlimma6218 Жыл бұрын
Praise the Lord 🎉
@PRASADLIMAMUSIC
@PRASADLIMAMUSIC Жыл бұрын
Praise God and Thank You ❤️🙏
@paschimodalbehera6161
@paschimodalbehera6161 Жыл бұрын
❤❤❤❤ very nice song Excellent music super voice God bless you brother 🙏
@PRASADLIMAMUSIC
@PRASADLIMAMUSIC Жыл бұрын
ସଦା ପ୍ରଭୁଙ୍କ ପବିତ୍ର ନାମ ନେଇ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁ ...... 🙏🙏 ପ୍ରକୃତରେ ଆକାଶ ତଳେ ମନୁଷ୍ୟ ମାନଙ୍କ ମଧ୍ୟରେ ଆମ୍ଭେମାନେ କେହି ବି ଧାର୍ମିକ ନହୁଁ ..... ଆମ୍ଭେମାନେ ଦୁରାଚାର, ଅଧାର୍ମିକ ଏବଂ ମିଥ୍ୟାବାଦୀ ଜୀବନକୁ ଅଧିକମାତ୍ରାରେ ପ୍ରଶ୍ରୟ ଦେଇଥାଉ .... କେତେ କାଳ , କେତେ ଯୁଗ , କେତେ ଦିନ , କେତେ ସମୟ ଏହିପରି ଅଧାର୍ମିକ ଜୀବନ ଆମ୍ଭେମାନେ କାଟି କାଟି ଚାଲି ଥିବା .......... ??? ଆମ୍ଭେମାନେ ହୁଏତଃ ପ୍ରଭୁଙ୍କ ଦୃଷ୍ଟି ରେ ଅଧାର୍ମିକ, ଅଯୋଗ୍ୟ ହୋଇ ପାରୁ ....... କିନ୍ତୁ ସେ ସଦାପ୍ରଭୁ ଧାର୍ମିକ , ଯୋଗ୍ୟବନ୍ତ, ସତ୍ୟବାଦୀ ପରମେଶ୍ବର ଅଟନ୍ତି , ତାଙ୍କ ପଥ ଯେ ଅନନ୍ତ ଆଉ ତାଙ୍କ ଅନନ୍ତ ଜୀବନ ପଥର ଅନୁସରଣ କାରୀ ହୋଇ ଆପଣା ଜୀବନର ରକ୍ଷାକାରୀ ହେଉ ....... ଧନ୍ୟବାଦ୍ 🙏🙏 #ପ୍ରସାଦଲିମା
@ChandrikaPatamajhi-f9l
@ChandrikaPatamajhi-f9l Жыл бұрын
Singer and songwriter very nice Mind blowing song👍👍👍👍God bless you all 🙌🙌🙌🙌🙌 Praise the lord ,,,
@yesutimes
@yesutimes Жыл бұрын
Wonderful Voice and Lyrics.. Happy to see Christian artists getting opportunity in such a way. Keep it up @prasad limma Official
@pintunayakofficial6517
@pintunayakofficial6517 Жыл бұрын
God bless you for making such a beautiful song, keep making such beautiful songs❤
@PRASADLIMAMUSIC
@PRASADLIMAMUSIC Жыл бұрын
Thanking you So So much ❤️❤️🙏🙏
@prakashch1976rock
@prakashch1976rock Жыл бұрын
୧୫😅😅😅ଲାଦୂରୁ
@abhilomsabar2961
@abhilomsabar2961 Жыл бұрын
Veliver an viliver gospel mindbloing true life changing praise the load Amen🎉🎉🎉
@Deepak_mashi_600
@Deepak_mashi_600 Жыл бұрын
Khuda ban Jesus mashi ki jai
@PRASADLIMAMUSIC
@PRASADLIMAMUSIC Жыл бұрын
Praise be the Lord and Thank you so much 💗🙏
@schonmusikhoren386
@schonmusikhoren386 Жыл бұрын
Heart touching Song brooo
@mihirnayak8840
@mihirnayak8840 Жыл бұрын
Praise the Lord 🙏🙏 Prasad sir you are amazing..
@jonesh8218
@jonesh8218 Жыл бұрын
Praise the lord Amen
@FRANCIS_NAYAK
@FRANCIS_NAYAK Жыл бұрын
Nice composition bhaii ... praise the Lord 🙌
@anantkumar819
@anantkumar819 Жыл бұрын
Beautiful song
@BABULA-GANDA
@BABULA-GANDA Жыл бұрын
Such a very nice song sir Praise the lord
@merayeshuofficial
@merayeshuofficial Жыл бұрын
Heart touching song heart touching voice Bhai...God bless you
@ChristRelatedFamily
@ChristRelatedFamily Жыл бұрын
ଏହି ଗୀତ ଶୁଣିକି ଈଶ୍ୱର ଙ୍କ ସହିତ ଭାବପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବାର ଗୁଟେ ସୁନ୍ଦର ଗୀତ ଟି ହୋଇଛି ଗୀତ ଟି ବହୁତ ସୁନ୍ଦର ହୋଇଛି
@PRASADLIMAMUSIC
@PRASADLIMAMUSIC Жыл бұрын
ସଦା ପ୍ରଭୁଙ୍କ ପବିତ୍ର ନାମ ନେଇ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁ ...... 🙏🙏 ପ୍ରକୃତରେ ଆକାଶ ତଳେ ମନୁଷ୍ୟ ମାନଙ୍କ ମଧ୍ୟରେ ଆମ୍ଭେମାନେ କେହି ବି ଧାର୍ମିକ ନହୁଁ ..... ଆମ୍ଭେମାନେ ଦୁରାଚାର, ଅଧାର୍ମିକ ଏବଂ ମିଥ୍ୟାବାଦୀ ଜୀବନକୁ ଅଧିକମାତ୍ରାରେ ପ୍ରଶ୍ରୟ ଦେଇଥାଉ .... କେତେ କାଳ , କେତେ ଯୁଗ , କେତେ ଦିନ , କେତେ ସମୟ ଏହିପରି ଅଧାର୍ମିକ ଜୀବନ ଆମ୍ଭେମାନେ କାଟି କାଟି ଚାଲି ଥିବା .......... ??? ଆମ୍ଭେମାନେ ହୁଏତଃ ପ୍ରଭୁଙ୍କ ଦୃଷ୍ଟି ରେ ଅଧାର୍ମିକ, ଅଯୋଗ୍ୟ ହୋଇ ପାରୁ ....... କିନ୍ତୁ ସେ ସଦାପ୍ରଭୁ ଧାର୍ମିକ , ଯୋଗ୍ୟବନ୍ତ, ସତ୍ୟବାଦୀ ପରମେଶ୍ବର ଅଟନ୍ତି , ତାଙ୍କ ପଥ ଯେ ଅନନ୍ତ ଆଉ ତାଙ୍କ ଅନନ୍ତ ଜୀବନ ପଥର ଅନୁସରଣ କାରୀ ହୋଇ ଆପଣା ଜୀବନର ରକ୍ଷାକାରୀ ହେଉ ....... ଧନ୍ୟବାଦ୍ 🙏🙏 #ପ୍ରସାଦଲିମା
@alzarbabu751
@alzarbabu751 Жыл бұрын
Nice Song Praise The Lord
@PRASADLIMAMUSIC
@PRASADLIMAMUSIC Жыл бұрын
All glory and honour to the Lord ❤️🙏
@Eliyapradhan-143
@Eliyapradhan-143 Жыл бұрын
❤ very excellent 👌👍
@PRASADLIMAMUSIC
@PRASADLIMAMUSIC Жыл бұрын
Thanks a lot 😊
@thoughtsoftheheart9417
@thoughtsoftheheart9417 Жыл бұрын
It's a New Style of Singing ❤Wao What a Voice God Give You...Please Use it In God Ways..Amen From Nuapada District
@Fact__File-2.0
@Fact__File-2.0 Жыл бұрын
ଅତ୍ଯନ୍ତ ହୃଦୟ ସ୍ପର୍ଶୀ 🛐
@AjitKumar-cc1pc
@AjitKumar-cc1pc Жыл бұрын
Praise the lord sir
@manascreation1003
@manascreation1003 Жыл бұрын
excellent singing barsat bro wt a voice u Hv God bless you. no one can sing like u bro. really u r a versatile singer..
@PRASADLIMAMUSIC
@PRASADLIMAMUSIC Жыл бұрын
ସଦା ପ୍ରଭୁଙ୍କ ପବିତ୍ର ନାମ ନେଇ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁ ...... 🙏🙏 ପ୍ରକୃତରେ ଆକାଶ ତଳେ ମନୁଷ୍ୟ ମାନଙ୍କ ମଧ୍ୟରେ ଆମ୍ଭେମାନେ କେହି ବି ଧାର୍ମିକ ନହୁଁ ..... ଆମ୍ଭେମାନେ ଦୁରାଚାର, ଅଧାର୍ମିକ ଏବଂ ମିଥ୍ୟାବାଦୀ ଜୀବନକୁ ଅଧିକମାତ୍ରାରେ ପ୍ରଶ୍ରୟ ଦେଇଥାଉ .... କେତେ କାଳ , କେତେ ଯୁଗ , କେତେ ଦିନ , କେତେ ସମୟ ଏହିପରି ଅଧାର୍ମିକ ଜୀବନ ଆମ୍ଭେମାନେ କାଟି କାଟି ଚାଲି ଥିବା .......... ??? ଆମ୍ଭେମାନେ ହୁଏତଃ ପ୍ରଭୁଙ୍କ ଦୃଷ୍ଟି ରେ ଅଧାର୍ମିକ, ଅଯୋଗ୍ୟ ହୋଇ ପାରୁ ....... କିନ୍ତୁ ସେ ସଦାପ୍ରଭୁ ଧାର୍ମିକ , ଯୋଗ୍ୟବନ୍ତ, ସତ୍ୟବାଦୀ ପରମେଶ୍ବର ଅଟନ୍ତି , ତାଙ୍କ ପଥ ଯେ ଅନନ୍ତ ଆଉ ତାଙ୍କ ଅନନ୍ତ ଜୀବନ ପଥର ଅନୁସରଣ କାରୀ ହୋଇ ଆପଣା ଜୀବନର ରକ୍ଷାକାରୀ ହେଉ ....... ଧନ୍ୟବାଦ୍ 🙏🙏 #ପ୍ରସାଦଲିମା
@manishmallick5595
@manishmallick5595 Жыл бұрын
What a voice ❤ be the glory of God of Israel......❤❤❤❤❤❤ king of kings.....
@PRASADLIMAMUSIC
@PRASADLIMAMUSIC Жыл бұрын
Praise the Lord and Thank You So So much for your valuable love and Prayers 🙏
@FluentEnglish
@FluentEnglish Жыл бұрын
Badhiya
@AjitAjitAjit-y8o
@AjitAjitAjit-y8o Жыл бұрын
Ooo my God very nice song
@hotelramoji5834
@hotelramoji5834 Жыл бұрын
Barshat God bless you😊❤song
@PRASADLIMAMUSIC
@PRASADLIMAMUSIC Жыл бұрын
My loving brother Barshat God bless you for your valuable efforts for the Lord ❤️❤️❤️
@MantuSingh-qw2hg
@MantuSingh-qw2hg Жыл бұрын
Very good singing lyrics chenging full song God bless you
@chandansabhasundar5083
@chandansabhasundar5083 Жыл бұрын
Listened to this song ,we are feel very happy 🎉❤🎉God bless you ❤
@hemantanag5991
@hemantanag5991 Жыл бұрын
God bless you bhai
@Shrayanshu9777
@Shrayanshu9777 Жыл бұрын
Praise of God ..all team mind blowing work may God bless you ..heart teaching song those who has been listion absolutely changed his all things......
@PRASADLIMAMUSIC
@PRASADLIMAMUSIC Жыл бұрын
Really it's a beautiful and blessingfull Compliments dear Loving brother......👏👏👏 God bless you too and lead you towards righteousness
@hemantanag5991
@hemantanag5991 Жыл бұрын
Wosome ur the great man for jesus
@Rian-lx2gv
@Rian-lx2gv Жыл бұрын
Prabunkara'Gita'sundara hechi' Praies the Lord Amen jisu papa'💞💞😭😭🛐🛐
@jeetenkumarmusic
@jeetenkumarmusic Жыл бұрын
Wonderfully composed and sung. Praise the Lord!!
@PRASADLIMAMUSIC
@PRASADLIMAMUSIC Жыл бұрын
ପ୍ରଭୂ ଯୀଶୁଙ୍କ ପବିତ୍ର ନାମ ନେଇ ନମସ୍କାର ଏବଂ ହୃଦୟଭରା ଧନ୍ୟବାଦ୍ ଜ୍ଞାପନ କରୁ .... 👏👏 ପ୍ରଭୁଙ୍କ ଗୌରବ ଏଵଂ ତାଙ୍କ ସେବା ନିମନ୍ତେ ଗୋଟିଏ ହାତ ସହ ଦୁଇ ହାତ ମିଳି ମିଶି ପ୍ରଭୁଙ୍କ ସେବା ର କାରଣ ହେଉ....🙏🙏 ପ୍ରଭୁ ଆପଣଙ୍କ ମଙ୍ଗଳ କରନ୍ତୁ ..... 👍
@Ayodhyamallik
@Ayodhyamallik 9 ай бұрын
Praise the Lord sir 🙏🙏🙏🙏👍👍✝✝✝✝Amen Amen
@PRASADLIMAMUSIC
@PRASADLIMAMUSIC 9 ай бұрын
ହୃଦୟ ସହ ଧନ୍ୟବାଦ୍ ଜଣାଉଛୁ ଏବଂ ପ୍ରଭୁଙ୍କ ଦୟା ଅନୁଗ୍ରହ ଆପଣଙ୍କ ଉପରେ ବର୍ତ୍ତୁ.....❤️❤️🙏🙏
@printinasingh285
@printinasingh285 Жыл бұрын
Nice song nice voice
@PRASADLIMAMUSIC
@PRASADLIMAMUSIC Жыл бұрын
Praise be the Lord ❤️🙏
@andrewofficial2623
@andrewofficial2623 Жыл бұрын
Very nice song praise the lord 🙏🏻
@nimiyabhuyan4237
@nimiyabhuyan4237 Жыл бұрын
Bhaut sundara heichi Barsat bhai
@sumiyaraitasumiyaraita
@sumiyaraitasumiyaraita Жыл бұрын
So beautiful lyrics and music, wonderful voice unbelievable yar bro
@hemantanag5991
@hemantanag5991 Жыл бұрын
ବହୁତ୍ ସୁନ୍ଦର ଗୀତ ଯୀଶୁ ଖ୍ରୀଷ୍ଟ ତୁମକୁ ଆଶୀର୍ବାଦ କରନ୍ତୁ
@PRASADLIMAMUSIC
@PRASADLIMAMUSIC Жыл бұрын
Thanks for the beautiful Compliments dear loving brother........💕💕
@JagaJibanJena-nl9jx
@JagaJibanJena-nl9jx Жыл бұрын
Xcennt.wonderful. song
@amitaraika9444
@amitaraika9444 Жыл бұрын
Wow it's meaningful and heart touching song 😭😭😭🙏🙏🙏🙏...praise god....
@MRJMOfficial
@MRJMOfficial Жыл бұрын
ଅତି ସୁନ୍ଦର ଗୀତ ହୋଇଛି ପ୍ରଭୁଙ୍କ ମହିମା ହେଉ praise the lord
@kareshgoudkareshgoud6951
@kareshgoudkareshgoud6951 Жыл бұрын
👌👌❤️🙏
@eshakmajhi9728
@eshakmajhi9728 Жыл бұрын
Sabu bhala aachi ... swara sanjajna ..music Composition ...the way of singing ... the musics all are fantastic sir but somehow we should improve in lyrics writing also ... please INCLUDE the most amazing jodi SALEM SIR + PRASAD LIMA SIR to get the amazing songs ever..Praise The Lord !!! ..keeep growing ..keep sparkling... lots of Love From Rayagada ..❤❤
@PRASADLIMAMUSIC
@PRASADLIMAMUSIC Жыл бұрын
ସଦା ପ୍ରଭୁଙ୍କ ପବିତ୍ର ନାମ ନେଇ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁ ...... 🙏🙏 ପ୍ରକୃତରେ ଆକାଶ ତଳେ ମନୁଷ୍ୟ ମାନଙ୍କ ମଧ୍ୟରେ ଆମ୍ଭେମାନେ କେହି ବି ଧାର୍ମିକ ନହୁଁ ..... ଆମ୍ଭେମାନେ ଦୁରାଚାର, ଅଧାର୍ମିକ ଏବଂ ମିଥ୍ୟାବାଦୀ ଜୀବନକୁ ଅଧିକମାତ୍ରାରେ ପ୍ରଶ୍ରୟ ଦେଇଥାଉ .... କେତେ କାଳ , କେତେ ଯୁଗ , କେତେ ଦିନ , କେତେ ସମୟ ଏହିପରି ଅଧାର୍ମିକ ଜୀବନ ଆମ୍ଭେମାନେ କାଟି କାଟି ଚାଲି ଥିବା .......... ??? ଆମ୍ଭେମାନେ ହୁଏତଃ ପ୍ରଭୁଙ୍କ ଦୃଷ୍ଟି ରେ ଅଧାର୍ମିକ, ଅଯୋଗ୍ୟ ହୋଇ ପାରୁ ....... କିନ୍ତୁ ସେ ସଦାପ୍ରଭୁ ଧାର୍ମିକ , ଯୋଗ୍ୟବନ୍ତ, ସତ୍ୟବାଦୀ ପରମେଶ୍ବର ଅଟନ୍ତି , ତାଙ୍କ ପଥ ଯେ ଅନନ୍ତ ଆଉ ତାଙ୍କ ଅନନ୍ତ ଜୀବନ ପଥର ଅନୁସରଣ କାରୀ ହୋଇ ଆପଣା ଜୀବନର ରକ୍ଷାକାରୀ ହେଉ ....... ଧନ୍ୟବାଦ୍ 🙏🙏 #ପ୍ରସାଦଲିମା
@hrudayanag2053
@hrudayanag2053 Жыл бұрын
praise God singing style is another label
@pradeepbhatra2247
@pradeepbhatra2247 Жыл бұрын
Nice voice
@EgaelGamango
@EgaelGamango Жыл бұрын
Nice song ବହୁତ୍ ଭଲ ହେଲା
@ratikantasingh4325
@ratikantasingh4325 Жыл бұрын
ବହୁତ ସୁନ୍ଦର ଲେଖା... ଅତି ସୁନ୍ଦର ଗୀତ ଟିକୁ ଗାଇଛନ୍ତି ❤❤❤
@prasadkumarlima4576
@prasadkumarlima4576 4 ай бұрын
Glory be to God. Very good and meaningful song.
JISOO - ‘꽃(FLOWER)’ M/V
3:05
BLACKPINK
Рет қаралды 137 МЛН
Wednesday VS Enid: Who is The Best Mommy? #shorts
0:14
Troom Oki Toki
Рет қаралды 50 МЛН
УЛИЧНЫЕ МУЗЫКАНТЫ В СОЧИ 🤘🏻
0:33
РОК ЗАВОД
Рет қаралды 7 МЛН