ଏମିତି ଭାଇ ସବୁ ଭଉଣୀଙ୍କୁ ମିଳୁ! ଦେଖନ୍ତୁ ଭଉଣୀ ପାଇଁ ଆସି କଣ କହିଲେ ଭାଇ || Bharatpur police station incident

  Рет қаралды 119,175

Odisha Prabhab

Odisha Prabhab

Күн бұрын

We covers latest news in Politics, Entertainment, Ollywood, Business and Sports & also hottest movie reviews, previews, latest news, and juicy gossip stories. 🌟 New releases? We've got them covered!🔔 Subscribe now and be part of the sensation!
LIKE | COMMENT | SHARE | SUBSCRIBE
Subscribe to Odisha Prabhab : / @odishaprabhab
Like us on Facebook : / odishaprabhabofficial
Follow us on Twitter : / odishaprabhab
Follow us on Instagram : / odisha_prabhab
WhatsApp : 9827763109
👉 SUBSCRIBE For UNLIMITED ENTERTAINMENT!
🔔 Get alerts when we release any new video. TURN ON THE BELL ICON on the channel ! 🔔 ko
© Odishaprabhabofficial@gmail.com
#cancerjourney #odishaprabhab
* ANTI-PIRACY WARNING * This content is Copyright to “ Odisha Prabhab”. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!

Пікірлер: 1 200
@thomaskor4406
@thomaskor4406 4 сағат бұрын
ଆଜ୍ଞା,ସବୁ ପୋଲିସ୍ ଥାନାର କିଛି ପୋଲିସ ଅଫିସର ମାନେ ଅଛନ୍ତି ଯେଉଁମାନଙ୍କ ପାଖରେ ଏଭଳି ଅନ୍ୟାୟ ଅତ୍ୟାଚାର ବୁଦ୍ଧି ଅଛି, ଯେଉଁ ମାନଙ୍କ ପାଇଁ ଭଲ ପୋଲିସ ଷ୍ଟାପ୍ ମାନେ ବଦନାମ୍ ହେଉଛନ୍ତି,
@Eaglebiker46
@Eaglebiker46 4 сағат бұрын
ଅତି ସୁନ୍ଦର କଥା କହିଚ ଭାଇ, ଜୟ ଶ୍ରୀ ରାମ 🙏🙏
@rohitroshan2830
@rohitroshan2830 2 сағат бұрын
Kan bhai kichhi kuhani.e 7:39 sale
@Joysofpuspaabcde
@Joysofpuspaabcde 2 сағат бұрын
Sabu bhai mane tuma pari hele sabu maa bhauni surakhya pai paribe
@m.rtejibabu-0170
@m.rtejibabu-0170 14 минут бұрын
JAY SHREE RAM 🙏🙏🚩🚩
@diptimayeemohanty9482
@diptimayeemohanty9482 2 сағат бұрын
ବହୁତ୍ ବଢିଆ କଥା କହିଲେ ଭାଇ ଓଡ଼ିଆ ଭାଇ ମାନେ ନିଦରୁ ଉଠ
@AnjanaMishra-hb8sy
@AnjanaMishra-hb8sy Сағат бұрын
Absolutely right 👍
@BijoyKumarDas-rc1ss
@BijoyKumarDas-rc1ss 4 сағат бұрын
ଜୟ ଯବାନ, ଜୟ କିଶନ, ଜୟ ବିଜ୍ଞାନ .
@mihirdwivedi8843
@mihirdwivedi8843 5 сағат бұрын
Thik kahicha bhai
@BijoyKumarDas-rc1ss
@BijoyKumarDas-rc1ss 4 сағат бұрын
I salute you brother for Ur argument,bravery and volunteer work.
@saritanayak8652
@saritanayak8652 35 минут бұрын
Yes
@premanjanbarik4066
@premanjanbarik4066 5 сағат бұрын
Right answer.my.bro
@Born2Stock
@Born2Stock 2 сағат бұрын
ଭାଇ ର କଥା ରେ ମୁଁ ସମର୍ଥନ କରୁଛି , Jai Hind 🇮🇳Jay Jawan
@RajaRaja-bl6cx
@RajaRaja-bl6cx 5 сағат бұрын
ଭାଇ ଏହି କଥା dimand କରନ୍ତୁ ମଡେଲ ପୋଲିସ ଷ୍ଟେସନ ନାମ କୁ ପରିବର୍ତ୍ତନ କରି ମଡେଲ ଗୁଣ୍ଡା ଷ୍ଟେସନ ନାମ ଦିଅନ୍ତୁ।
@ParthasarathiBehera-n8s
@ParthasarathiBehera-n8s 2 сағат бұрын
Thik maghia department ku close Kari alternate security department open kara jau
@Bidyutpravapatra-c4b
@Bidyutpravapatra-c4b 2 сағат бұрын
Right bro❤❤❤❤
@radhamadhav230
@radhamadhav230 Сағат бұрын
Close op ...they r misusing their power after getting that job ....they r just treating common people like they have no respect nd dignity ...only VIP treatment giving to VIPs
@anadibehera-vr7vg
@anadibehera-vr7vg 7 минут бұрын
Ppll 14:56 ​😊😅😅😅😊😅😊😅😊😊😅😮😢🎉😂😢🎉
@jitendra33453
@jitendra33453 4 сағат бұрын
Beautiful speech brother 🎉
@ChefBhanjaKishore
@ChefBhanjaKishore 4 сағат бұрын
ଭରତ ପୂର୍ ଥାନା ର ସମସ୍ତ ଷ୍ଟାପ୍ ଙ୍କୁ ଜେଲ୍ ଦଣ୍ଡ ଦିଆ ଯାଉ, ଓଡ଼ିଶା ନୁହେଁ ସମଗ୍ର ଭାରତ ବର୍ଷ ରେ ଜେଉଁ ଥାନା ରେ ଏମିତି ଜନସାଧାରଙ୍କୁ ପୋଲିଶି ଅଧିକାରୀ ଦୃବେବହାର ହଇରାଣ କରନ୍ତି ସେ ମାନଙ୍କୁ କଠୋର ଦଣ୍ଡ ବିଧାନ ବେବସ୍ତା କରାଯାଉ 😢jay hind 🇮🇳🙏
@Mac-h3x
@Mac-h3x 3 сағат бұрын
Like AGNEEVEER, we need POLICEVEER to curb the power of Police so that police doesn't think ever that they are superior to army. अग्निवीर की तरह, हमें पुलिस की शक्ति पर अंकुश लगाने के लिए पुलिसवीर की आवश्यकता है ताकि पुलिस कभी भी यह न सोचे कि वे सेना से बेहतर हैं।
@ParthasarathiBehera-n8s
@ParthasarathiBehera-n8s 2 сағат бұрын
Maghia police staff ku encounter Kari Mari dea jau
@subhrapadmapanda2930
@subhrapadmapanda2930 3 сағат бұрын
ବଳାତ୍କାର ତ ପୋଲିସ କରିଛି ଅଭିଯୋଗକାରୀ ଙ୍କ ର ସାହାଯ୍ୟ ନ କରି, ରିପୋର୍ଟ ନ ଲେଖେଇ, ମାଡ ମାରି ଯୌନାଙ୍ଗ ଦେଖେଇ, ଅଶ୍ଳିଳ ଭାଷା ପ୍ରୟୋଗ କରି । ଆଉ କଣ ବାକି ରହିଲା ତାହେଲେ ? ନିଜ କର୍ତ୍ତବ୍ୟ ନ କରି ଓଲଟା ଦୋଷାରୋପ, ଦଣ୍ଡ, ନିର୍ଯାତନା ଏ କଣ ପୋଲିସ ର କର୍ତ୍ତବ୍ୟ !! ଲାଗୁଛି ପୋଲିସ ଜାଣିନଥିଲା ଯେ ପୀଡିତା ଙ୍କ ବାପା Brigadier ବୋଲି। ସାଧାରଣ ନାରୀ ଦେଖି ଯୌନ ପିପାସା ଜାଗୃତ ହେଇ ଯାଇଥିଲା.... ପୋଲିସ ର ଡ୍ରେସ code ବୋଲି କିଛି ଅଛି କି ନାହିଁ । Nighty 😂 ଟା dress code କି!! ଥାନା ରେ nighty ପିନ୍ଧି duty କରିବା allow??
@Mac-h3x
@Mac-h3x 3 сағат бұрын
ଆଗ୍ନୀବୀରଙ୍କ ଭଳି ପୁଲିସର କ୍ଷମତାକୁ ନିୟନ୍ତ୍ରଣ କରିବା ପାଇଁ ଆମକୁ ପୁଲିସଭିଆଇଆର ର ଆବଶ୍ୟକତା ରହିଛି, ଯାହାଦ୍ୱାରା ପୋଲିସ କେବେ ବି ଭାବୁନାହିଁ ଯେ ସେମାନେ ସେନାଠାରୁ ଶ୍ରେଷ୍ଠ।
@bibhutibhusanacharya5635
@bibhutibhusanacharya5635 4 сағат бұрын
Absolutely right reply by young person
@manamohanbiswal9711
@manamohanbiswal9711 4 сағат бұрын
You are absolutely right,bro .
@BimbadharMangaraj
@BimbadharMangaraj 5 сағат бұрын
ଧନ୍ଯବାଦ୍ ଭାଇ ସତ ସଲାମ୍
@TravisBickle58
@TravisBickle58 Сағат бұрын
Salaam kan be, namaskar kar
@GaneshJena-mr1hf
@GaneshJena-mr1hf 4 сағат бұрын
ଧନ୍ୟବାଦ୍ ଆ ଜ୍ଞା ,It is true fact of that story.thanks to u.
@manoranjanmallik4577
@manoranjanmallik4577 5 сағат бұрын
ଭାଇ ପୁରା ଠିକ କହୁଛନ୍ତି, ଉଦାହରଣ ଦେଇକି
@LPgifttown
@LPgifttown 4 сағат бұрын
Perfect speech.thanks Bro...
@abhayapati9640
@abhayapati9640 5 сағат бұрын
ଅଭିଯୋଗ କାରି ଯାହା ପିନ୍ଧୁ ଚଳିବ କିନ୍ତୁ ଥାନା ବାଲା ଥାନା ରେ ପ୍ରପର୍ ଡ୍ରେସ କୋଡ ରେ ରହିବା ଦରକାର
@pallysurya271
@pallysurya271 2 сағат бұрын
ଆଜ୍ଞା ଅଭିଯୋଗକାରୀ ପାଇଁ କଣ ଡ୍ରେସ କୋଡ ଅଛି କି? କିନ୍ତୁ ଡ୍ୟୁଟି ରେ ଥିବା ପୋଲିସ୍ ପାଇଁ ଡ୍ରେସ କୋଡ ଅଛି। ଆଉ ଜଣେ ଖରାପ୍ ଡ୍ରେସ ପିନ୍ଧିଛି ମାନେ ତା ସହ କଣ ପୋଲିସ୍ ଅଶ୍ଳୀଳ ବ୍ୟବହାର କରିବ କି???
@subhashreejena4064
@subhashreejena4064 2 сағат бұрын
ଅଭିଯୋଗ କାରୀ ଙ୍କ ଡ୍ରେସ କୋଡ କେମିତି ହବା ଦରକାର ??? Obviously ତାଙ୍କ ଇଚ୍ଛା ସେ ଯେମିତି ଡ୍ରେସ ପିନ୍ଧି ପାରିବେ କିନ୍ତୁ ପୋଲିସ onduty ରେ only and only ପୋଲିସ୍ ଡ୍ରେସ ରେ ରହିବା ଉଚିତ୍ ନା କି ନାଇଟୀ ରେ ।
@SubhashMallick-p2z
@SubhashMallick-p2z 4 сағат бұрын
ନାଇଟୀ ପିନ୍ଧି ଡିଉଟି କରୁଥିଲେ ନା ଅନୈତିକ କାମ କରୁ ଥିଲେ, ତଦନ୍ତ ହେବା ଦରକାର
@pritiranjanghadai3217
@pritiranjanghadai3217 5 сағат бұрын
ଏପର୍ଯ୍ୟନ୍ତ ସେମାନଙ୍କୁ ଆରେଷ୍ଟ କଣ ପାଇଁ କରାଯାଇ ନାହିଁ
@Musiclover22613
@Musiclover22613 55 минут бұрын
are bhai judgment aga asu ta pare jia dosi ta upare action niajiba
@SukantiNaik-k4v
@SukantiNaik-k4v 4 сағат бұрын
Right bro thik Katha kahichha 👍👍👍👍👍👍👍👍👍👍👍
@RajeshJaysingh-s4u
@RajeshJaysingh-s4u 4 сағат бұрын
Bhai mu marijibi pachhe apananku full support karibi.........
@akshayabhoi2802
@akshayabhoi2802 3 сағат бұрын
ଭାଇ ଠିକ୍ କହୁଛନ୍ତି ଏ ସାମ୍ବାଦିକ ମାନେ ଯେଉଁ ଭଳି ପଚାରୁଛନ୍ତି ସେ ଭାଇ ଏ ପ୍ରଶନ୍ନ ଉତ୍ତର ସତ କହୁଛି ପୋଲିସ ଠାରୁ ଟଙ୍କା ଖାଇ ତାକୁ ସୁରକ୍ଷା ଦଉଛନ୍ତି ସାମ୍ବାଦିକ କିଛି ନେତା ମନ୍ତ୍ରୀ
@rajlaxmimohapatra4233
@rajlaxmimohapatra4233 5 сағат бұрын
Right bro. 👍👍👍👍👍👍👍👍
@BishwanathSethiBishwa
@BishwanathSethiBishwa 3 сағат бұрын
ବହୁତ ସୁନ୍ଦର କଥା କହିଲେ ଆପଣ ।
@ashokmallick6689
@ashokmallick6689 5 сағат бұрын
Nice 👍👍👍👍👍 thanks 👍👍👍
@littlequeenrakhi
@littlequeenrakhi 3 сағат бұрын
ହେ ଭଗବାନ ଦେଖ ଏ ଭାଇ କେତେ ବୁଝିବାଲୋକ
@RojalinSasmal
@RojalinSasmal 5 сағат бұрын
Right
@bidyadharmohapatra4180
@bidyadharmohapatra4180 4 сағат бұрын
Really ur great , ur voice is right keep on❤
@CHANDANBERA-h9p
@CHANDANBERA-h9p 5 сағат бұрын
Good bhai
@santoshkumarmishra2620
@santoshkumarmishra2620 4 сағат бұрын
ଓଡିଆ ଙ୍କ ହୀନ ମନ୍ଯତା ଯୋଗୁ ଏ ପର୍ଯ୍ଯନ୍ତ ନାରୀ ସଂଗଠନ ଆଗକୁ ଆସିନାହାନ୍ତି. କଲିକତା ଡାକ୍ତରାଣୀ ପାଇଁ ଆଣ୍ଠୁରୁ ଲୁହ ବୋହିଗଲା. ଛିଛିଛି.
@sumbitmajhi780
@sumbitmajhi780 5 сағат бұрын
Right speech bhai
@ARCHANAKANHAR-sq4ot
@ARCHANAKANHAR-sq4ot 4 сағат бұрын
ଧନ୍ୟବାଦ ଭାଇ
@pramodjhankar9720
@pramodjhankar9720 5 сағат бұрын
ରାଜଧାନୀ ରମଣିଷର ହୀନ ପ୍ରକୃତିର, ଏଠାରେ ନ୍ୟାୟ କିଣିବାକୁ ପଡେ। ଭାଇଙ୍କର କଥା ଶୁଣି ମଲା ମଣିଷ ମଧ୍ୟ ବଞ୍ଚିଯିବ। ଭାଇ ହେବ ତ ଏମିତି ବାଘ ଭଲି
@JyostnaraniRout-h3j
@JyostnaraniRout-h3j 4 сағат бұрын
Bahut badhia pua amiti jama chada tuni Tama parika juba samaj chahinile sabu kichi sambhaba hoipariba Tama mananka paini nutana sakala asipariba🙏🙏
@BasantiSahoo-r6h
@BasantiSahoo-r6h 5 сағат бұрын
100% right
@haraprasadmahanta4657
@haraprasadmahanta4657 4 сағат бұрын
ପରୀ,ସ୍ମିତା ଓ ବେବିନା ଇତିଶ୍ରୀ ପାଇଁ ଚୁପ ଥିଲ କାହିଁକି ମୋହନ ଚରଣ ମାଝି ମୁଖ୍ୟମନ୍ତ୍ରୀ କୋଠର କାର୍ଯ୍ୟନୁଷ୍ଠାନ ନେବ
@rabi6120
@rabi6120 Сағат бұрын
Right bro
@PramodkuBasantara
@PramodkuBasantara 5 сағат бұрын
Absolutely right
@Susilkumar-sp7tx
@Susilkumar-sp7tx 4 сағат бұрын
ସରକାର ୟୁନିଫମ ବଦଳରେ ନାଇଟ୍ ଦିଅନ୍ତୁ
@sj_______
@sj_______ 48 минут бұрын
😂😂😂
@ashokkumarmuduli5659
@ashokkumarmuduli5659 5 сағат бұрын
Absolutely right vai
@subhashreejena4064
@subhashreejena4064 2 сағат бұрын
ସମସ୍ତେ ଏକାଠି ହୁଅନ୍ତୁ ଆଉ ଏଇ ଭଉଣୀ ଙ୍କୁ ନ୍ୟାୟ ଦିଅନ୍ତୁ । ଓଡ଼ିଶା ବାସୀ ଙ୍କୁ ମୋରୋ ଅନୁରୋଧ କି ସମସ୍ତେ ଏକାଠି ହୁଅନ୍ତୁ ଇୟେ ତ ଆରମ୍ଭ ମାତ୍ର ଯଦି ଚୁପ୍ ରହିବେ ତାହେଲେ ଆଗକୁ ଏଭଳି କେସ ଆହୁରି ବଢି ବଢି ଚାଲିବ ।
@IndraniKeshari
@IndraniKeshari 5 сағат бұрын
Thik kahuchha Bhai.
@user-khilikhilihasa52062
@user-khilikhilihasa52062 Сағат бұрын
Dhanya tuma bapa maa nku🙏 god bless you brother ❤, aemiti lokha heba darkar
@dugulimuduli-2478
@dugulimuduli-2478 5 сағат бұрын
Right bhai kahila😂😂😂😂😂
@dhusasanabehera1137
@dhusasanabehera1137 2 сағат бұрын
ଅତିସୁନ୍ଦର କଥା କହିଚ ଭାଇ ଜୟ ଶ୍ରୀ ରାମ
@Rusi-s6r
@Rusi-s6r 4 сағат бұрын
ସରକାର ଚଡି ପିନ୍ଧିକି ବସିବାକୁ ଅନୁମତି ଦିଅନ୍ତୁ
@gyanaranjanrout7641
@gyanaranjanrout7641 2 сағат бұрын
Bhai mere dilse salute apana nku love you bhai Right katha
@RajaRaja-bl6cx
@RajaRaja-bl6cx 5 сағат бұрын
ଭାଇ correct କଥା କହୁଛନ୍ତି ।
@TunaDas-tt7xj
@TunaDas-tt7xj 3 сағат бұрын
ଧନ୍ୟ ବାଦ ଭାଇ ସେମାନଙ୍କର ଝିଅ, ଭଉଣୀ ,ମାଆ, ନାହାଁନ୍ତି ଏମାନେ ଅନ୍ୟ ଝିଅ ମାନଙ୍କୁ ଦେଖିଲେ ଶୁକ୍ର ଦୋଷ ପାଗଳ ହେଉଛନ୍ତି।
@pratapmohanty-p9c
@pratapmohanty-p9c 3 сағат бұрын
Very nicely spoken. The truth
@HemantKumar-zi6pu
@HemantKumar-zi6pu Сағат бұрын
Bahut sundar argument brother apko salute I proud of you
@DANCER__shrayans__
@DANCER__shrayans__ 5 сағат бұрын
Bhai 💯👍
@SaratMallick-jv7cj
@SaratMallick-jv7cj 4 сағат бұрын
କଣ କହିଲମ ଭାଇ ପୁରା ସୁପର୍
@soumyaranjanmohapatra7933
@soumyaranjanmohapatra7933 4 сағат бұрын
ବିଜେପି ସରକାର କରୁଛି କଣ??.. ଆଗରୁ ତ ବିଜେଡି ସରକାର ଥିବା ସମୟରେ ପୋଲିସ୍ ଉତ୍ପାତ ହେଉଥିଲେ ଆଉ ଏବେ ବିଜେପି ସରକାର ଏମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କଣ ପାଇଁ ନେଉନାହିଁ
@chayani
@chayani 3 сағат бұрын
25 barsha rah kachada 100 din re sabu saffa hwi paribani dharjya auu ama sabu odisha basi nka suport darkar
@soumyaranjanmohapatra7933
@soumyaranjanmohapatra7933 2 сағат бұрын
@@chayani ଯୋଗୀ ଯେତେବେଳେ ନୂଆ ନୂଆ ମୁଖ୍ୟମନ୍ତ୍ରୀ ହେଲା ଆରମ୍ଭରୁ ହିଁ ସେ proactive ଥିଲା
@pruthivirajbehera5456
@pruthivirajbehera5456 Сағат бұрын
Bhai tame hele ama prakruta Odia, I salute u bhai….😊we are with u. ❤
@PriyabrataRay-pc6mc
@PriyabrataRay-pc6mc 4 сағат бұрын
Great bro sata kahibara tamara sahasha acchi
@sameerkumarnayak7784
@sameerkumarnayak7784 2 сағат бұрын
Jai Hind ଭାଇ ଠିକ କହିଲ police ରକ୍ଷକ ସାଜି ଭକ୍ଷ୍ୟକ ସାଜୁଛି , jay jaganntha 🙏🙏🙏ଭାଇ 👍👍👍
@alekhprasad8885
@alekhprasad8885 4 сағат бұрын
ଯିଏ questions କରୁଛି କଥାରୁ ଲାଗୁଛି ସେ ଵି ଅପରାଧକୁ support ଳରୁଛି
@melisha4236
@melisha4236 4 сағат бұрын
Right.. se police ra supporter
@chayani
@chayani 3 сағат бұрын
Cho rakta jaluchi suniki repoter katha se bhai nku manibaku padiba sharjya dhari answer dauchanti mu thile na sahiki dho dha maei pakanti e reporter nku
@balarampadhi9832
@balarampadhi9832 3 сағат бұрын
ମ ମିତା ଦେଵନଥ ମଦ ପିଉନଥିଲା କି କେଉଁଠି ମଦପି ସୋଧୁନଥିଲା।ସେ ସେନାରେ ଅଛିବୋଲି ଘରେପଶି ବଳାତ୍କାର କରୁ , ତା ପ୍ରତି ଆଇନ କାହିଁକି ଲାଗୁ ହେବ ନା କାହିଁକି ସେ ଦଣ୍ଡ ପାଇବ ।ମାମିତା ଦେବୀ ହେଲେ ଏ ରାକ୍ଷସୀ। ଦେବୀ ପାଇଁ ଲୋକ ନା ରାକ୍ଷସୀ ପାଇଁ ଲୋକ ବାହାରିବେ ? ଏମାନଙ୍କ କାରନାମା ନ ଜାଣି ଲୋକ ବହୁତ୍ ସମବେଦନା ଜଣାଇ ସାରିଲେଣି । ଏ ଦୁଇଜଣ ଯାଙ୍କ ଅସାମାଜିକ ।ସେନା ନିଶ୍ଚିନ୍ତ ଦେଶ ଜଗୁଛି , ପୋଲିସ ମଧ୍ୟ ଦେଶସେବା କରୁଛି। କିଛି ପୋଲିସେପାଇଁ ସମଗ୍ର ପୋଲିସଙ୍କୁ ବଦନାମ କରିବା ଠିକ୍ ନୁହେଁ।
@AnkitMallick-lr8yl
@AnkitMallick-lr8yl 3 сағат бұрын
Good luck brother to open your sugetion for humanity for major sir case
@bashmitasuna3141
@bashmitasuna3141 4 сағат бұрын
Right point brother 💯🙏
@RajaRaja-bl6cx
@RajaRaja-bl6cx 5 сағат бұрын
ଭାଇ a news ଦେଖିଲା ପରେ repoter bhaiku ଗାଣ୍ଡିରେ ଗେହିବାକୁ ମନ ହେଉଛି
@padminikishan5886
@padminikishan5886 Сағат бұрын
Good job Bhai please continue the protection
@sarojkumarmohanty6139
@sarojkumarmohanty6139 5 сағат бұрын
Bhai Nighty ta pindhile sabu drustiru subidha ,khola kholi re kichhi asubidha nahin ,Tekidele puni darakar bele chhadidele ,
@KisanRaika-j9m
@KisanRaika-j9m 3 сағат бұрын
ଶଳା news ବାଲା.. ଏପଟ ସେପଟ କହୁଛି.. ବୋଧେ support re ଅଛି
@durgeshpatra4498
@durgeshpatra4498 5 сағат бұрын
ଭାଇ ସେ ନାଇଟ ପିନ୍ଧି ଥଲା ସେ ପୋଲିସ ପାଖରେ
@AnkitaMishra-e1g
@AnkitaMishra-e1g 46 минут бұрын
ଏମିତି କଥା ସମସ୍ତଙ୍କୁ କହି ଆସେ । ତୁମେ ସେ ଝିଅ ର ଟିକେ ସେଦିନ ରାତି ର କଳା କାରନାମା ଦେଖ । କୋଉ ଭଳି ଭାବରେ ସେ ରାସ୍ତା ରେ ମଦ ପି ନାଚୁଥିଲା। କେମିତି ତୁମେ ତାକୁ ଅଣଦେଖା କରି ପାରିବ। ଯଦି ଏତେ ନିଶା ରେ ଥିବା ମହିଳା କଣ ସତ ବି କହୁଛି ଯାହା ତା ସହ ହେଇଛି। ବାସ୍ତବତା କଣ ଆଉ କିଛି ଅଛି କି। Victim card ଖେଳୁ ନାହିଁ ତ। ମୁଁ ଗୋଟେ ଝିଅ ହିସାବ ରେ କହୁଛି ସେ ଝିଅ ର କଥା ରୁ ଲାଗୁନି ତ ସହ ପୋଲିସ ଏମିତି କରିଥିବ ବୋଲି। ଯୋଇଭଳି ସେ ନିଶା ରେ ଅଛି ଯାହା କରୁଛି ତା tone ତା arguments ମତେ ସନ୍ଦେହ ଜନକ ଲାଗୁଛି। ଆଉ ୟେ ଭାଇ ଆମର publicity stunt ରେ ଭାଗ ନେଇ ନିଜ କୁ famous କରିବାର ମଉକା କେମିତି ହାତ ରୁ ଯିବା କୁ ଦେଇଥାନ୍ତେ ମ ???
@LaxmidharPradhan-eg4yr
@LaxmidharPradhan-eg4yr 4 сағат бұрын
ଧନ୍ୟବାଦ
@dibya63
@dibya63 3 сағат бұрын
ଯାହା ହଉ ଆମ ବଜରଙ୍ଗ ଭାଇ ମାନେ ଏଥର ଆସିଗଲେ, ଏଥର ବହି ଜଳିବ
@satrughanpatra3842
@satrughanpatra3842 4 сағат бұрын
Bharat pur police officers suspent & paprti jabat karajau Jay Hind Army
@Mac-h3x
@Mac-h3x 3 сағат бұрын
ଆଗ୍ନୀବୀରଙ୍କ ଭଳି ପୁଲିସର କ୍ଷମତାକୁ ନିୟନ୍ତ୍ରଣ କରିବା ପାଇଁ ଆମକୁ ପୁଲିସଭିଆଇଆର ର ଆବଶ୍ୟକତା ରହିଛି, ଯାହାଦ୍ୱାରା ପୋଲିସ କେବେ ବି ଭାବୁନାହିଁ ଯେ ସେମାନେ ସେନାଠାରୁ ଶ୍ରେଷ୍ଠ।
@samirnayak3768
@samirnayak3768 2 сағат бұрын
ସାରକାର ସ୍ପଷ୍ଟ କରନ୍ତୁ ଜଣେ ସାଧାରଣ ଜନତା ନ୍ୟାୟ ପାଇଁ କେଉଁଠିକୁ ଯିବ, ପୋଲିସ ଥାନା ପ୍ରଶାସନ ଯଦି ନିଜ ଦାୟିତ୍ୱ ଭୁଲି ଅଭିଯୋଗ କାରୀଙ୍କ ବିରୁଦ୍ଧରେ ଏଭଳି କୁସ୍ଚିତ ମାନସିକତା ପ୍ରଦର୍ଶନ କରିବ?
@sahanawajtulla98
@sahanawajtulla98 3 сағат бұрын
Excellent True fact Bhai
@SanjayMahankudSanju
@SanjayMahankudSanju 5 сағат бұрын
Right bro
@mrlipun6935
@mrlipun6935 3 сағат бұрын
ଠିକ୍ କଥା କହିଛ ଭାଇ👍 ସେ ଭଉଣୀ ଜଣଙ୍କୁ ଉଚିତ୍ ନ୍ୟାୟ ମିଳୁ ଜୟ ଜଗନ୍ନାଥ 🙏
@prashantakumarchoudhury5927
@prashantakumarchoudhury5927 5 сағат бұрын
Right right right
@Arnapurnastudio
@Arnapurnastudio 2 сағат бұрын
ଆମ ପ୍ରଶାସନ ଆଜି ହୁଗୁଳି ଯାଇଛି। କେବଳ ଗରିବ ପାଇଁ ଦଣ୍ଡ ଦିଆଯାଏ। ୨୫ ବର୍ଷର ଅଭ୍ୟାସ ରେ ପଡି ଯାଇଛି। ଓଡିଶାରେ ମମିତା କେଶ ରେ ପୋଲିସ ର ଅପାରଗତା ଯୋଗୁ ସବୁ ପ୍ରମାଣ ଲୁଚିଗଲା । ସେଥିରେ ବିଜେଡି ଜଡିତ ଥିଲା। ଜୟ ଜଗନ୍ନାଥ
@kabitapradhan-pj7kq
@kabitapradhan-pj7kq 4 сағат бұрын
Right bhai 👍👍👍👍👍
@bhusanmohanty6623
@bhusanmohanty6623 4 сағат бұрын
ଭାଇ❤
@nirojpanda254
@nirojpanda254 2 сағат бұрын
We proud for Indian Army ❤
@pratimasethi3330
@pratimasethi3330 5 сағат бұрын
Right right
@GaneshJena-mr1hf
@GaneshJena-mr1hf 4 сағат бұрын
ଏମିତି ଭାଇ ଯଦି ସବୁ ଭଉଣୀ କୁ ଯଦି ମିଳି ଯିବ , ତାହେଲେ ସବୁ ଭଉଣୀ ଏ ରାଜ୍ୟର ରୁ ମୁକ୍ତି ପାଇ ଯାନ୍ତି। ପୋଲିସ ସାବାଡ ହୋଇ ପାରନ୍ତା ।
@sapanmurmu252
@sapanmurmu252 3 сағат бұрын
Right bro 100% right
@biswajitkhuntia5715
@biswajitkhuntia5715 2 сағат бұрын
ନାଇଟୀ ପିନ୍ଧିବା ଗୋଟେ ଅଲଗା ପ୍ରସଙ୍ଗ ।ଝିଅ ଜଣକ ପ୍ରଥମେ ବାର ରେ ନିଜ ହେବାକୁ ଥିବା husband ସହ ମଦ କିଣୁଛନ୍ତି , ସେବନ କରିଛନ୍ତି କି ନାହିଁ ତାହା ବି ଜଣା ପଡ଼ିଯିବା । ତା ପରେ ରାସ୍ତା ରେ କିଛି ପିଲା ମାନଙ୍କ ସହ ଝଗଡା କରିଛନ୍ତି ତାଙ୍କୁ ଗାଳି ବି କରିଛନ୍ତି(ଯାହା ର ଭିଡିଓ ସୋସିଆଲ ମିଡିଆରେ ବୁଲୁଛି)। ତା ପରେ ପୋଲିସ ଷ୍ଟେସନ ଯାଇକି ପୋଲିସ ଷ୍ଟସନରେ ଏ କାଣ୍ଡ ଭିଆଇଚନ୍ତି । ତଦନ୍ତ ପରେ ଜଣାପଡ଼ିବ ଝିଅ ଜଣକ କେତେ ମିଛ ଅଭିଯୋଗ ଲଗାଇଛନ୍ତି।
@basantkumarsahoo8298
@basantkumarsahoo8298 2 сағат бұрын
Sata kahicha bro
@AkashyaParida
@AkashyaParida 4 сағат бұрын
Very God friends🎉🎉🎉🎉
@bisubehera6582
@bisubehera6582 41 минут бұрын
ଅତି ସୁନ୍ଦର କଥା ଭାଇ 👍
@ManojBarik-ji6uo
@ManojBarik-ji6uo 4 сағат бұрын
Super bro♥️♥️♥️
@BGMIADDICT
@BGMIADDICT 3 сағат бұрын
Salute to this men , i repeat this "Men" ❤️
@AswiniRath-qc4yc
@AswiniRath-qc4yc 5 сағат бұрын
Thik katha
@nimainmajhi3776
@nimainmajhi3776 24 минут бұрын
ଓଡ଼ିଶା,,ସାରା,,ପୋଲିସ,, ଷ୍ଟେସନ,,ରେ,,ଏଭଳି,, ବ୍ୟବହାର ସମାନ
@alokjena2974
@alokjena2974 5 сағат бұрын
Bhai ame sea manaku pitiba
@SaratMallick-jv7cj
@SaratMallick-jv7cj 4 сағат бұрын
ଜୟ ଶ୍ରୀ ରାମ
@suvransujena5310
@suvransujena5310 2 сағат бұрын
Bhai sundar katha kahuchanti
@rameshchandradas946
@rameshchandradas946 3 сағат бұрын
Hats up to this brave youth.
@rajendrapanda9592
@rajendrapanda9592 2 сағат бұрын
Right katha bhai
@hitanshusamal6325
@hitanshusamal6325 2 сағат бұрын
Bhai mu tuma katha suni bahut bhala lagila au mu sethire 100% agree karuchhi.
@LambudharPatra-i2f
@LambudharPatra-i2f 4 сағат бұрын
Bhai JAYHIND
@kaibalyadas3309
@kaibalyadas3309 3 сағат бұрын
Bhai salute...
@Pbଓଡ଼ିଆହାଣ୍ଡିଶାଳ
@Pbଓଡ଼ିଆହାଣ୍ଡିଶାଳ 5 сағат бұрын
Good bro😂
@krushnasahoo155
@krushnasahoo155 4 сағат бұрын
ସରକାର କହିଛନ୍ତି ନାଇଟ ପିନ୍ଧିଲେ ଟେକିଵାକୁ ଅସୁଵିଧା ନାହିଁ
@jacobpradhan8125
@jacobpradhan8125 Сағат бұрын
Bhai correct
Teaching a Toddler Household Habits: Diaper Disposal & Potty Training #shorts
00:16
Magic or …? 😱 reveal video on profile 🫢
00:14
Andrey Grechka
Рет қаралды 89 МЛН
Самое неинтересное видео
00:32
Miracle
Рет қаралды 2,7 МЛН
Teaching a Toddler Household Habits: Diaper Disposal & Potty Training #shorts
00:16