ଏମିତି ମା'କୁ କୋଟିଏ ପ୍ରଣାମ: ନିଜର ସମସ୍ତ ଅଙ୍ଗକୁ ଦାନ କରିବା ସହ ୫୦ ଲକ୍ଷର ସମ୍ପତ୍ତି ଦାନରେ ଦେଲା

  Рет қаралды 500,694

Odisha Bhaskar

Odisha Bhaskar

Күн бұрын

Пікірлер: 610
@truefact2639
@truefact2639 2 жыл бұрын
ତୁମେ ମାଆ ପଦର ଉର୍ଦ୍ଧରେ...ତୁମେ ଜଣେ ଦେବୀ...😭😭🙏 ଏମିତି ବଳିଦାନ ଓ ତ୍ୟାଗ କେହି କରିବେନି।।ହେ ଦେବୀତୁଲ୍ୟ ମାଆ ତୁମକୁ ମୋର କୋଟି କୋଟି ପ୍ରଣାମ🙏🙏🙏🙏🙏🙏🙏
@DRDPeacefullcreation
@DRDPeacefullcreation 2 жыл бұрын
ଏପରି ମାଆଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏🙏❤️ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ସେ ତାଙ୍କ ପୁତ୍ରଙ୍କର ଆତ୍ମାର ସଦଗତି କରନ୍ତୁ 🙏
@subhransulenka4454
@subhransulenka4454 2 жыл бұрын
ଏମିତି ମାକୁ କୋଟି ପଣାମ
@tophanjena2568
@tophanjena2568 2 жыл бұрын
ଜୟ ଶ୍ରୀ ସୀତାରାମ ପ୍ରଭୁତୁମଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏🙏
@puspaartsong1254
@puspaartsong1254 2 жыл бұрын
ସଂସାରରେ ଏପରି ଲୋକ ଅଛନ୍ତି ଶତ ଶତ pranama🙏🙏🙏
@Rkd6122
@Rkd6122 2 жыл бұрын
ଏ ପ୍ରକାର ନିସ୍ଵର୍ଥପରତାର ତୁଳନା ନାହିଁ। ଦୀପ୍ତି କାନ୍ତ ଆତ୍ମା ର ସଦଗତି ହେଉ, ଏହା ଆମର କାମନା।🙏
@sukantanayak5730
@sukantanayak5730 2 жыл бұрын
ତମେ ମା ନୁହଁ ତମେଜଣେ ଦେବୀ ତମେ ଜଗତ ଜନନୀ ତମ ପାଦତଳେ ମୋର କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@minatirout7523
@minatirout7523 9 ай бұрын
ମା ଏ ଯୁଗର ଭଗବାନ ନାହିଁ 😭😭😭😭🙏🙏🙏
@sdeo4786
@sdeo4786 2 жыл бұрын
ଭଗବାନଙ୍କୁ ଯିଏ ଯେତେ ଭଲ ପାଇବ ସିଏ ସେତେ ଦୁଃଖ ଦିଅନ୍ତି, ସବୁକିଛି ଛଡ଼ାଇ ନେଇ ଯାଆନ୍ତି। କ'ଣ ପାଇଁ ସେ ଏତେ ଯେ ନିଷ୍ଠୁର ହୋଇ ଯାଆନ୍ତି ...
@satyaprakashsahoo2025
@satyaprakashsahoo2025 2 жыл бұрын
ମା ତୁମକୁ କୋଟି କୋଟି ପ୍ରଣାମ ଆଉ ତୁମେ ଜଣେ ବହୁତ୍ ଭଲ ମଣିଷ 🙏🙏
@rssocial5792
@rssocial5792 2 жыл бұрын
ମା ସବୁବେଳେ ମା ତା ପରି କିଏ ହେବ ନା ତା ଜାଗା କିଏବା ପୁରା କରିପାରିବ। ଆଉ ସେ ସବୁଠୁ ଉର୍ଦ୍ଧରେ । ମା ତତେ କୋଟି କୋଟି ପ୍ରଣାମ ତୁମ ପାଦ ତଳେ 🙏🙏🙏
@narendravlogs
@narendravlogs 2 жыл бұрын
ଜୟ ଜଗନ୍ନାଥ ପ୍ରଣାମ ମା
@littleentertainment5710
@littleentertainment5710 2 жыл бұрын
ମାଁ ରୂପରେ ତମେ ସଂୟ ଠାକୁରାଣୀ 🙏🙏🙏🙏🙏
@mihirsundaray6360
@mihirsundaray6360 2 жыл бұрын
ହେ ପ୍ରଭୁ ଜଗନ୍ନାଥ ତୁମେ ଏ କଣ କଲ ଦୁଖୀ ମାକୁ ଆହୁରି ଦୁଖ ଦେଲ ...ଏ ଦୁଖୀ ମାର ଦୁଖ କିଏ ବୁଝିବ 😌😌😌😌😌😌😌
@asmonica9994
@asmonica9994 2 жыл бұрын
😭😭😭😭
@sandhyamaharana1357
@sandhyamaharana1357 2 жыл бұрын
Kejani kahinki bhala lokanka saha emti huye..bhagwan jananti🙏🙏🙏
@jai_baba_maa
@jai_baba_maa 2 жыл бұрын
ତାଙ୍କ ମା କ୍ନୁ ବି କୋଟି କୋଟି ନମନ ଏମିତି ପୁଅ ଜନ୍ନମ ଦେଇଥିଲେ 🙏🙏🙏🙏ହେ ଜଗନ୍ନାଥ ପ୍ରଭୁ ଆପଣ ତାଙ୍କ ସହ ସବୁବେଳେ ଥାନ୍ତୁ ଏତିକିବିନତି 🙏🙏🙏
@pratibhaacharya4558
@pratibhaacharya4558 2 жыл бұрын
ଧନ୍ୟ ହେ ମା ତୁମ ଚରଣ ତଳେ କୋଟି କୋଟି ନମନ 🙏🙏🙏 ପୁଅ ତ ରହିଲାନି ହେଲେ ତୁମ ଧନ ସତ କର୍ମରେ ଲାଗିଲା , ମୁଁ ପ୍ରଭୁ ଜଗନ୍ନାଥ ଙ୍କୁ ଵିନତୀ କରେ ତୁମେ ମା ପୁଅ ଯୁଗେ ଯୁଗେ ମା ପୁଅ ହୋଇ ଜନ୍ମ ହେବ ତୁମ ୟେ ଜନ୍ମର ଅଧୁରା ଇଚ୍ଛା ଆର ଜନ୍ମରେ ଶ୍ରୀ ଜଗନ୍ନାଥଙ୍କ କୃପାରୁ 🙏🙏🙏 ନିଶ୍ଚୟ ପୂରଣ ହେବ * ଶରୀରକୁ ପଥର କରି ସାହାସ ଧରି ବଂଚିବା କୁ ଚେଷ୍ଟା କର , ତୁମେ କାନ୍ଦନି ମା ତୁମ ପୁଅର ଆତ୍ମା ସେପାରିରେ ରହି କଷ୍ଟ ପାଇବ * ସବୁବେଳେ ଭାବ ଯେ ତୁମ ପୁଅ ତୁମ ପାଖେ ପାଖେ ଅଛି * ଜୟ ଜଗନ୍ନାଥ 🙏🙏🙏
@padmabati885
@padmabati885 2 жыл бұрын
ମା' ଆପଣଙ୍କୁ ପ୍ରଣାମ 🙏🙏🙏
@rakeshmohapatra1459
@rakeshmohapatra1459 2 жыл бұрын
ବିରଳ ବିରଳ ବିରଳ, ଏମିତି ଦୃଶ୍ୟ 😭 I have No Words 😭😭😭 ମାଉସୀ କାନ୍ଦନ୍ତୁ ନାହିଁ, ତୁମ ପୁଅ ସ୍ବର୍ଗ ପ୍ରାପ୍ତ କରିବେ 🙏
@ramakantabhoiofficial5635
@ramakantabhoiofficial5635 2 жыл бұрын
ଏମିତି ମାଆଙ୍କୁ ଶତ ଶତ ପ୍ରଣାମ 🙏🙏🙏🙏
@jayashreemohanty2918
@jayashreemohanty2918 2 жыл бұрын
ଭଗବାନ ଦୀପ୍ତିକାନ୍ତ ଙ୍କ ଅମର ଆତ୍ମା କୁ ଶାନ୍ତି ଦିଅନ୍ତୁ...... ବହୁତ କଷ୍ଟ ଲାଗେ ଏପରି କଷ୍ଟ ଦେଖିଲେ
@gourisankarhotta1436
@gourisankarhotta1436 2 жыл бұрын
ପ୍ରଣାମ ଲୋ ମାଆ ତୋ ପାଦ ତଳେ କୋଟି କୋଟି ପ୍ରଣାମ
@basantibijayalaxmiexpress8990
@basantibijayalaxmiexpress8990 2 жыл бұрын
ହେ ମା ତୋତେ କୋଟି କୋଟି ପ୍ରଣାମ 🙏 ଦୁଃଖୀ ଲୋକଙ୍କ ୁ ଭଗବାନ କାହିଁକି ଯେ ଏତେ ଦୁଃଖ ଦିଅନ୍ତି ଶୁଣିବାକୁ ବହୁତ କଷ୍ଟ ଲାଗେ 😭😭😭
@Bu2babu
@Bu2babu 2 жыл бұрын
ମା ର ଜାଗା ସବୁବେଳେ ଉଚ୍ଚରେ ଥାଏ , ମା ସବୁବେଳେ ମା 🙏🙏🙏
@PushpasinghThakur
@PushpasinghThakur 2 жыл бұрын
Miss you maa 🙏🙏🙏🙏🙏🙏🙏🙏😭😭😭😭😭 ଜୟ ଜଗନ୍ନାଥ ସହା ହୁଅ ଏ ମାଆ କୁ 🙏🙏🙏🙏🙏🙏🙏🙏🙏😭😭😭😭😭😭😭😭😭
@jai_baba_maa
@jai_baba_maa 2 жыл бұрын
କୋଟି କୋଟି 🌺🌹🙏🙏🙏🙏👌ନମନ ତାଙ୍କ ଆତ୍ମା କୁ ହେ ପ୍ରଭୂ ଜଗନ୍ନାଥ ଶାନ୍ତି ପ୍ରଦାନ କରି ବୈକୁଣ୍ଠ ଦାନ କରନ୍ତୁ 🙏🙏🌹🙏
@Abhi-panda
@Abhi-panda 2 жыл бұрын
ମାଁ ତୁମକୁ ସତ ସତ ନମସ୍କାର।।ଏ ଭଳି ମାଁ ପୁଅ ଭଗବାନ ସମସ୍ତଙ୍କୁ ଦିଅନ୍ତୁ।।
@ajaynayak2418
@ajaynayak2418 2 жыл бұрын
ମା ତମପାଦତଳେ କୁଟିଯୁହାର 🙏🙏🙏🙏🙏
@debadattatripathy6345
@debadattatripathy6345 2 жыл бұрын
ଜୟ ଜଗନ୍ନାଥ,ଆପଣଙ୍କୁ ଶ୍ରୀ ଜଗନ୍ନାଥ ତାଙ୍କ ଚରଣରେ ସ୍ଥାନ ଦିଅନ୍ତୁ,ଆପଣଙ୍କ ପୁଅ ବି ପ୍ରଭୁଙ୍କ ଚରଣ ରେ ସ୍ଥାନ ପାଉ
@siturajvlog
@siturajvlog 2 жыл бұрын
ଏହି ଭଳି ମା ସଭିଙ୍କୁ ମିଳୁ ମୋର ଜଗତର ନାଥ ଜଗନ୍ନାଥ ଙ୍କୁ ପ୍ରାର୍ଥନା 🙏🙏🙏
@sonalinaik7205
@sonalinaik7205 2 жыл бұрын
Koti koti Pranam 👏🏻🙇🏻‍♂️ MAA
@puspanjalidevi6396
@puspanjalidevi6396 2 жыл бұрын
କୋଟି ପ୍ରଣାମ ମା🙏🙏🙏
@deepanjalipatra4346
@deepanjalipatra4346 2 жыл бұрын
କାନ୍ଦନ୍ତୁ ନାହିଁ ମା 🙏😭ଆପଣଙ୍କ ପରି ମହାନ ମା ଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏l ଆପଣଙ୍କ ଠୁ ବହୁତ କିଛି ଶିଖିବାକୁ ମିଳିଛି 🙏😭😭😭
@harekrushnahotta2072
@harekrushnahotta2072 2 жыл бұрын
ଜନନୀ ଜନ୍ମଭୂମିଶ୍ଚ ସ୍ପର୍ଗାଦପି ଗରୀୟସୀ । ତାଙ୍କ ସନ୍ତାନ ର ଆତ୍ମା ନିଶ୍ଚୟ ଶାନ୍ତି ଲାଭ କରିବ।
@narayansahu1659
@narayansahu1659 2 жыл бұрын
ଜୟ ଜଗନ୍ନାଥ ଜୟ ସୀତାରାମ ଓଁ ଶାନ୍ତି🙏❤️🌺🙇
@foryoucreation8591
@foryoucreation8591 2 жыл бұрын
ମା ତୁମକୁ ଶତ ଶତ ନମଃନ 🙏🙏🙏
@madhusmitanath873
@madhusmitanath873 2 жыл бұрын
ଏପରି ମା ଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏❤❤❤❤❤😭
@xpramitpanda3815
@xpramitpanda3815 2 жыл бұрын
ମାଆ ଙ୍କୁ ଶତ ଶତ 🙏🙏🙏
@shydollpriti8691
@shydollpriti8691 2 жыл бұрын
ମା ପରି କିଏ ହେବ 🙏🙏🙏🙏i love all mother❤❤❤
@satyanayak4271
@satyanayak4271 2 жыл бұрын
ମାଆ ଭଳି ମା ଟିଏ ମୋର ! ଟା ଭଳି କିଏ ହେବ ! କଳା ସାଆନ୍ତେ ପୁଅ ର ଆତ୍ମା ର ସଦ୍ଗତି କରନ୍ତୁ ! 😭😭😭😭😭😭🙏🙏🙏🙏🙏
@tv-yw4yr
@tv-yw4yr 2 жыл бұрын
❤❤❤❤ମୁଁ ଗର୍ବିତ ଯେ ମୋ ଓଡିଶା ମାଟିରେ ଏହିପରି ମହାନ ଚିନ୍ତାଧାରାର ମା ଓ ପୁତ୍ର ବାସ କରୁଛନ୍ତି 😭😭🙏🙏😭😭🙏
@amarendrabehera1302
@amarendrabehera1302 2 жыл бұрын
ମା ତୁମକୁ ଶତ ଶତ ପ୍ରଣାମ . ମା ତୁମେ ମହାନ
@bulisahoo7433
@bulisahoo7433 2 жыл бұрын
You are great maa 🙏
@sunakarsahoo4070
@sunakarsahoo4070 2 жыл бұрын
ମାଆର ବିକଳ୍ପ ନାହିଁ କି ତୁଳନା ନାହିଁ ଜନନୀ ଜନ୍ମ ଭୂମି ସ୍ବର୍ଗାଦପି ଗରିୟସୀ ମାଆ ତୁମକୁ କୋଟି 🙏ପ୍ରଣାମ🙏
@ranjanapanda6538
@ranjanapanda6538 2 жыл бұрын
ଧନ୍ୟ ତୁମେ ମାତା ପୁତ୍ର। ପ୍ରଣାମ
@manikahembram8329
@manikahembram8329 2 жыл бұрын
Koti koti pranam Maa
@65-jyotiparnaray55
@65-jyotiparnaray55 2 жыл бұрын
Maaa🙏🙏🙏🙏🙏🙏🙏🙏🙏🙏Tumaku koti pranam
@himanshumoharana3129
@himanshumoharana3129 2 жыл бұрын
ହେ ଜଗନ୍ନାଥ ଏହି ମା ଙ୍କୁ ଦେଖୁଥିବେ ଆପଣ ତାଙ୍କ ସାହା ଭରସା ଏତେ ଟା କଷ୍ଟ ଦିଅନ୍ତୁନି ଦୁଃଖ ଲାଗୁଛି ପ୍ରଭୁ l
@sandhyamaharana1357
@sandhyamaharana1357 2 жыл бұрын
Hey bhagawan..dukhi nku kahinki ete dukha
@Mr_CK496
@Mr_CK496 2 жыл бұрын
ମା ❤❤❤
@bariks9374
@bariks9374 2 жыл бұрын
I am really proud of my society really mom u r great example of our life
@sanjulatamaharana2771
@sanjulatamaharana2771 2 жыл бұрын
Maa tume debitulya tamaku dekhile laguchi jemiti iswar nkara prati murti he maa tumaku koti koti pranam 🙏🙏🙏🙏
@PattnaikandPattnaikofficial
@PattnaikandPattnaikofficial 2 жыл бұрын
ମା 🙏🙏🙏
@niranjanmallick431
@niranjanmallick431 2 жыл бұрын
Great maa 🙏🙏🙏
@rajeshdora6014
@rajeshdora6014 2 жыл бұрын
Emiti maa nku Mora koti pranaam🙏
@TheBeardBoy69
@TheBeardBoy69 2 жыл бұрын
Emiti b maa achanti 👍... Niswarthapara valpayiba . .. vagban aapanako khusire rakhanto Maa 👐
@smitasahoo29
@smitasahoo29 2 жыл бұрын
Tama pua upare thaki bhabuthiba kass mo maa pakhe jaiki tike Gela huanti auu se kete khusi hauthiba epari Devi pari maa ku koti koti pranam 🙏🙏
@sureshsireducationpoint8248
@sureshsireducationpoint8248 2 жыл бұрын
ହେ ଈଶ୍ୱର ତୁମ ହାତରେ ଗଢିଥିବା ଏ ସୁନ୍ଦର ସଂସାରଟିକୁ ଭାଙ୍ଗିଦିଅ କାହିଁକି ?
@kaibalyatripathy7673
@kaibalyatripathy7673 2 жыл бұрын
Jay Jagannath he maa tamaku koti pranama 👍
@khusichattips3443
@khusichattips3443 2 жыл бұрын
ଜୟ ମା ❤
@supalbhoi9197
@supalbhoi9197 2 жыл бұрын
You are great maa
@sanjibsahoosanjibsahoo9412
@sanjibsahoosanjibsahoo9412 2 жыл бұрын
Bohut dukha he pravu a maa ra atma ku santi dia pravu
@jyotshnamohanty8083
@jyotshnamohanty8083 2 жыл бұрын
Ata ku kahibe Supper mom❤️👌💖💓
@myvillagevoice6620
@myvillagevoice6620 2 жыл бұрын
ହେ ମାଆ ମୋର କୋଟି ପ୍ରଣାମ 🙏🙏 😭😭😭
@snayak7837
@snayak7837 2 жыл бұрын
ମା ତୁମ କୁ ମୋର କୋଟି 🙏🏻🙏🏻🙏🏻🙏🏻😭😭😭😭😭😭
@chandrakantasha6916
@chandrakantasha6916 2 жыл бұрын
Really great maa.....🙏
@mahabertraders6721
@mahabertraders6721 2 жыл бұрын
maa nku mora koti koti pranam Jay jagannath maa
@sureshsireducationpoint8248
@sureshsireducationpoint8248 2 жыл бұрын
ହେ ମାଆ ତମ ପାଦତଳେ କୋଟି କୋଟି ପ୍ରଣାମ ।
@prasantampc1989
@prasantampc1989 2 жыл бұрын
Salute to mother's patience 🙏 😭😭😭😭
@sanjayparida3988
@sanjayparida3988 2 жыл бұрын
Maa tumaku pranama🙏🙏🙏🙏🙏🙏🙏🙏tuma pari maaku thanks. Apari puaku janma deicha
@debashismallick93
@debashismallick93 2 жыл бұрын
Mother is great 🙏
@pabitrakumardash1366
@pabitrakumardash1366 Жыл бұрын
🙏🙏🙏🙏🙏🙏😭😭😭😭😭
@sudarshanbehera9654
@sudarshanbehera9654 2 жыл бұрын
Jay jagannath🌺🌺🌺 apari maa ku koti koti pranam 🙏🙏🙏 😭😭😭
@sanjaybehera5985
@sanjaybehera5985 2 жыл бұрын
Apari maa ku mu pranam Karuchi🙏🏻🙏🏻🙏🏻
@lalitmohanpradhan3427
@lalitmohanpradhan3427 2 жыл бұрын
Great mother ❤️🙏❤️
@manna2094
@manna2094 2 жыл бұрын
My Grand Solute to this brave mother 🙏
@makardhwajjyotish1876
@makardhwajjyotish1876 2 жыл бұрын
ଏପରି ମା' କୁଂ କୋଟି କୋଟି ନମସ୍କାର।
@asitrout7659
@asitrout7659 2 жыл бұрын
🙏🙏ଜୟ ଜଗନ୍ନାଥ ସ୍ୱାମୀ 😭😭
@bijaynayak7922
@bijaynayak7922 2 жыл бұрын
Jay Jagannath 🙏🏾🙏🏾🙏🏾🙏🏾🙏🏾🙏🏾🙏🏾maa
@archanarout5742
@archanarout5742 2 жыл бұрын
Love you maa ❤️🤗❤️ tamaku koti koti pranam 🙏🙏🙏🙏
@bhagabatkathapratapnanda6308
@bhagabatkathapratapnanda6308 2 жыл бұрын
🙏🏻ମା 🙏🏻
@smrutismaranikadash4006
@smrutismaranikadash4006 2 жыл бұрын
Koti Koti Pranam Maa🙏🙏🙏
@annapurnanaik7359
@annapurnanaik7359 2 жыл бұрын
U r great maa 🙏 aji ra ei swartho para duniya re emti loko bht kam milibe 🙏🙏🙏
@rinabhoi7092
@rinabhoi7092 2 жыл бұрын
Aaaa MAA Tate koti janma milu go aaa MAA Tate koti namaskar go to bhalia maa kotiere gotie maa 😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭
@rasmitasahu453
@rasmitasahu453 2 жыл бұрын
ଏପରି ମାଆଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏🙏
@smilingchocolate6586
@smilingchocolate6586 2 жыл бұрын
Maa is always great👍
@silpabehera6765
@silpabehera6765 2 жыл бұрын
Maa tuma ku 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏😭 miss you bhai 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@petloversai
@petloversai 2 жыл бұрын
Maa si always great 🙏🙏🙏🙏
@shankarpradhan3384
@shankarpradhan3384 2 жыл бұрын
a maa ku koti a pranam🙏🙏🙏
@babupujaribabupujari
@babupujaribabupujari 2 жыл бұрын
God bless you maa
@t.m.s.4175
@t.m.s.4175 2 жыл бұрын
ଜୟ ଜଗନ୍ନାଥ ଓମ୍ ଶାନ୍ତିଃ ଶାନ୍ତିଃ ଶାନ୍ତିଃ
@timepasscreative6794
@timepasscreative6794 2 жыл бұрын
Maa tume mahan tumothu kehibi mahan hei paribeni
@agnikhandayatray8202
@agnikhandayatray8202 2 жыл бұрын
Mother of odisha ,god bless the great soul
@rajkumarlenka3837
@rajkumarlenka3837 2 жыл бұрын
Maa tume khali gote pua ra maa ne he, koti koti bharata basi ra maa. ❤u maa
@kunirana4682
@kunirana4682 2 жыл бұрын
Jay jagannth udhara heu prabhu a dukhinkra sehi patha re nia atiki janana 🌼🌹🌼🌹🌼🙏🙏🙏🙏🙏dhanya bad budimaa 🙏🙏🙏
@sonudancer7807
@sonudancer7807 2 жыл бұрын
Maa tamaku sage 🙏🙏🙏🙏🙏🙏
@srikanta671
@srikanta671 2 жыл бұрын
ସତରେ ସଂସାର ରେ କିଛି ଭଲ ଲୋକ ଅଛନ୍ତି
@arjunjani6042
@arjunjani6042 2 жыл бұрын
Namaskar maa 🙏🙏🙏🙏🙏
@subhalaxmiparida8538
@subhalaxmiparida8538 2 жыл бұрын
Tumaku maa koti koti pranam
@gourangabehera6053
@gourangabehera6053 2 жыл бұрын
I proud of you maa 🙏🙏🙏
@krishna-ir1xk
@krishna-ir1xk 2 жыл бұрын
He bhagabane,koti koti pranam maa tamaku🤦🤦🤦🤦🤦🤦🤦
@jollyrouts.s.r633
@jollyrouts.s.r633 2 жыл бұрын
😭😭😭😭😭 bhagaban tamara sahaa 😭😭😭🙏🏻mausi tama paain se tumara sabu kichhi.. 😭
@bhabanidakua9334
@bhabanidakua9334 2 жыл бұрын
Heartily Namaskar Maa
@sanjayamahapatra2067
@sanjayamahapatra2067 2 жыл бұрын
Koti koti pranam maa Jay Jagannath
Quando eu quero Sushi (sem desperdiçar) 🍣
00:26
Los Wagners
Рет қаралды 15 МЛН
Don’t Choose The Wrong Box 😱
00:41
Topper Guild
Рет қаралды 62 МЛН
Леон киллер и Оля Полякова 😹
00:42
Канал Смеха
Рет қаралды 4,7 МЛН
NATO intercepts Russian planes / Strike on the marines
14:04
NEXTA Live
Рет қаралды 406 М.
Quando eu quero Sushi (sem desperdiçar) 🍣
00:26
Los Wagners
Рет қаралды 15 МЛН