MLA Pradeep Panigrahi throws open challenge to administration while leaving for Ganjam

  Рет қаралды 449,554

OTV

OTV

11 ай бұрын

MLA Pradeep Panigrahi throws open challenge to administration while leaving for Ganjam
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 294
@santoshkumarmishra2620
@santoshkumarmishra2620 11 ай бұрын
ଯାତ୍ରା ସଫଳ ହେଉ. ଓଡିଶାବାସୀ ସ୍ବାଗତ କରୁଛନ୍ତି ଆପଣଙ୍କୁ.
@prakashbhuyan8948
@prakashbhuyan8948 11 ай бұрын
ସେ ପାଣ୍ଡିଆନ ଓଡ଼ିଶା କୁ ଲୁଟିବ।କୁ ଆସିଛି... ଓଡ଼ିଆ ମେଣ୍ଢା ବୋଲି ଗୋଟେ ଅଣଓଡ଼ିଆ କୁ ମଥା ରେ ବସିଛନ୍ତି
@ananyaabhilipsasahoo-ny1ms
@ananyaabhilipsasahoo-ny1ms 11 ай бұрын
ଅପଣଂକୁ ସ୍ବାଗତଂ.ଆପଣ ଓଡ଼ିଶାରେ ପ୍ରଥମ ବ୍ୟକ୍ତି ଯିଏ କି ଗଣତନ୍ତ୍ର କୁ ରାକ୍ଷକରିବାକୁ ଆଗେଇ ଆସିଲେ.you are now hero of odisha
@sourabh-sahoo7553
@sourabh-sahoo7553 11 ай бұрын
Humble salute to Pradeep Panigrahi
@kailashsethy712
@kailashsethy712 11 ай бұрын
Real hero Pradeep sar
@user-sz2bk1gk3n
@user-sz2bk1gk3n 11 ай бұрын
Right kahuchanti 😊😊😊
@JayJagannath-pq7lk
@JayJagannath-pq7lk 2 ай бұрын
ଆରେ ଭାଇ ବିନା ପ୍ରମାଣରେ ପୋଲିସ ବିଜେପୀ କର୍ମୀଙ୍କୁ ଆରେଷ୍ଟ କରିପାରୁଛି କିନ୍ତୁ ଦିପାଳୀ ଦାସର ଭାଇ ବିସାଲ ଦାସ ଭୁବନେଶ୍ୱରରେ କରିଥିବା ଦୁର୍ଘଟଣାର ପୂର୍ଣ୍ଣ ସତ୍ୟତା ଥାଇ ଏବଂ ପ୍ରମାଣ ମଧ୍ୟ ଥାଇ ପୋଲିସ ବିସାଲ ଦାସକୁ ଆରେଷ୍ଟ କରୁନାହିଁ | ଏହା କି ପ୍ରକାର ନ୍ୟାୟ |ଏହା ବିଜେଡି ସରକାରର ଚାଲ |ତେଣୁ ଏଥିପ୍ରତି ସଚେତନ ହୋଇ ନିଜ ଭୋଟଟିକୁ କିଛି ଟଙ୍କାରେ ବିକ୍ରି ନକରି ଉଚିତ ପ୍ରାର୍ଥୀକୁ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ| ଜୟ ଜଗନ୍ନାଥ
@prakashsubudhi
@prakashsubudhi 10 ай бұрын
ଜୟ ଓଡ଼ିଶା ନେତା ଜୟ ଓଡ଼ିଶା ଜନତା ଜନାର୍ଦ୍ଦନ ,( हर हर महादेव )🙏🙏🪔🙏🙏.
@GunuSmile
@GunuSmile 11 ай бұрын
Aware leader of Odisha Tnx to Pradip sir 147 no’s Pradip’s elected to next election Time ll come, unity z our strength Jay Odisha Jay Jagannath 🙏🙏
@Biru135
@Biru135 11 ай бұрын
Jay jaganath Bhai ❤ Maadichalo Bjd hatao odisha banchao
@JharanaraniPatra-ko8vr
@JharanaraniPatra-ko8vr 11 ай бұрын
ଆପଣ ଜଣେ ଜନ ପ୍ରତିନିଧି ନିଜ ନିର୍ବାଚନ ମଣ୍ଡଳରେ ସୁରକ୍ଷୀତ ନୁହନ୍ତି ଲୋକଙ୍କ ସହିତ ବେଇମାନି କଲେ ଏମିତି ଭୋଗିବାକୁ ପଡେ l
@user-go9hq3jv2k
@user-go9hq3jv2k 2 ай бұрын
Se nabin nku kahithile Pandian nku loka pasand karantini tenu tanku bjd ru out karidele
@jasaswiniswain3783
@jasaswiniswain3783 11 ай бұрын
ଯିବା ପଛରେ ନିଶ୍ଚୟ କିଛି କାରଣ ରହିଛି ନ ହେଲେ ଏମିତି କାହିଁକି ହେବେ ଆପଣ।
@sujaypatra1729
@sujaypatra1729 11 ай бұрын
❤ବିଧାୟକ ପ୍ରଦୀପ ବାବୁ ନିର୍ବାଚନ ମଣ୍ଡଳୀକୁ ଯିବା ରାସ୍ତାରେ ଯଦି କେହି ଅଟକାଇବେ ତାହେଲେ ତାଙ୍କର ପ୍ରଦୀପ ବାବୁ ସବୁ ଉପାଡି ପକାଇବେ।
@ReenaBarik302
@ReenaBarik302 11 ай бұрын
nija manasikata ku aga badalao tapare rajanitika chitra ku pachhare badalaiba
@sanjukta_sethi
@sanjukta_sethi 11 ай бұрын
ଆଉ କେତେଦିନ ଏମିତି ମିଛ କହି ମିଛ ରାଜନୀତି କରିବ , ତମକୁ ଓଡ଼ିଶା ଜନସାଧାରଣ କେବେ ବିଶ୍ଵାସ କରିବେ ନାହିଁ
@rasmitanaik7418
@rasmitanaik7418 11 ай бұрын
Thanku sir
@hemantagiri1461
@hemantagiri1461 11 ай бұрын
Good job pradeep sir🎉
@sujaypatra1729
@sujaypatra1729 11 ай бұрын
ପ୍ରଦୀପ ବାବୁ ଏବେ ହିରୋ ହେବା ପାଇଁ ବାହାରିଛନ୍ତି ,ଆପଣଙ୍କ ହିରୋଗିରି ସାଧାରଣ ଜନତା ବାହାର କରିଦେବେ ,ଖାଲି ଆପଣଙ୍କ ଯିବା ଟା ବାକି ରହିଛି।
@user-gv4mh8xh2t
@user-gv4mh8xh2t 2 ай бұрын
ପ୍ରଦିକୁ କୁ ଭଲ କି ଦେବାର ଥିଲା
@prakashsubudhi
@prakashsubudhi 10 ай бұрын
मजा आ गया जय हो टीम ओडिशा की जय हो प्रणाम,( हर हर महादेव )🙏🙏🪔🙏🙏 ଜୟ ଜଗନ୍ନାଥ ଜୟ ଓଡ଼ିଶା ଜନତା ଜନାର୍ଦ୍ଦନ , ଜୟ ନବୀନ ପଟ୍ଟନାୟକଙ୍କ,
@prativadey9676
@prativadey9676 11 ай бұрын
ଅପଣଙ୍କ ମନରେ ଭୟ ଏଥିପାଇଁ ଯେ ଅପଣଙ୍କ ସହ ଜନତା ନାହାନ୍ତି ଆପଣ ଜନତାଙ୍କ ପାଇଁ କିଛି କରିନାହାନ୍ତି ସେଥିପାଇଁ ଏଭଳି ନାଟକ କରୁଛନ୍ତି
@sanjukta_sethi
@sanjukta_sethi 11 ай бұрын
ବିରୋଧୀଙ୍କ ଅପପ୍ରଚରର ଜବାବ ଦେବେ ଜନତା।
@prativadey9676
@prativadey9676 11 ай бұрын
ବିଧାୟକ ହିସାବ ରେ କାଣିଚିଏ ଉନ୍ନତି ବି ଲୋକଙ୍କ ପାଇଁ କରିନାହାନ୍ତି କିନ୍ତୁ କଥା ଭାଷଣ ବାଜି ରେ ଏକ ନମ୍ବର ପୁଣି ଯଦି କେହି ବିକାଶ କରିବେ ସେଥିରେ ପୁଣି ବାଧକ ସାଜିବେ ତ ଏହା ସାଧାରଣ ଲୋକଙ୍କ ଭାତ ଥାଳିରେ ଧୂଳି ଦେବା ଭଳି
@kartik-igcs
@kartik-igcs 11 ай бұрын
ଯେଉଁ ସରକାର ଓ ମୁଖ୍ୟମନ୍ତ୍ରୀ ଲୋକ ଙ୍କ ପାଇଁ ଦିନ ରାତି ଏକ କରି କାମ କରୁଛନ୍ତି ସେହିଭଳି ସରକାର ଙ୍କୁ କେବଳ ମୂର୍ଖ ଓ ପାଗଳ ବିରୋଧ କରିପାରେ!
@ChittaranjanDalabehera
@ChittaranjanDalabehera 11 ай бұрын
Bokachoda sala...nabin hata odisha bacho...Jay hind. Jay bharat.
@barbidas6984
@barbidas6984 11 ай бұрын
Right 👍👍👍
@prativadey9676
@prativadey9676 11 ай бұрын
ଆଜି ପ୍ରଯନ୍ତ ଓଡିଶାର ବିକାଶ ରେଖା ବିଜେପି ଵଦେଲେଇ ପାରିଲାନି ଯାହା ହେଇଛି ରାଜ୍ୟ ସରକାର ପାଇ କେବଳ ରାଜନୈତିକ ପ୍ରତିଦ୍ବନ୍ଦିତା, ବିରୋଧ କୋରିଆସିଚି ଆଉ ଆଜିର ଖୋଲା ଚ୍ୟାଲେଞ୍ଜ ଦେଇ ସରକାର କୁ ଧମକ ନୁହଁ ଗଣମାଧ୍ୟମ କୁ ଧମକ ଆଗାମୀ ନିର୍ବାଚନ ପାଇଁ
@rajendrakumarmohantyraja8667
@rajendrakumarmohantyraja8667 11 ай бұрын
ଯଦି ଓଡିଶା ବାସୀ ମାନଙ୍କ ପାଇଁ ଏତେ ଚିନ୍ତା କରୁଛନ୍ତି ଓଡିଶା ବାସୀ ପାଇଁ କଣ କରିଛନ୍ତି ଆପଣ ଟିକେ କହିବେ କି |
@kartik-igcs
@kartik-igcs 11 ай бұрын
ସତ୍ୟ ଶତ ବିରୋଧ ସତ୍ୱେ ସବୁବେଳେ ଜୟ ହୋଇ ଆସିଛି, ମୁଖ୍ୟମନ୍ତ୍ରୀ ସତ୍ୟ ଓ ସେବା ସହିତ ଅଛନ୍ତି ତେଣୁ ବିରୋଧ ହେବା ସ୍ୱାଭାବିକ କଥା!
@JharanaraniPatra-ko8vr
@JharanaraniPatra-ko8vr 11 ай бұрын
ଆପଣ ଜନତାଙ୍କ ଅର୍ଥକୁ ଆତ୍ମସାତ କରି ଜାଣିଛନ୍ତି ଓ ଲୋକଙ୍କୁ ହଇରାଣ କରି ଜାଣିଛନ୍ତି ଆପଣ ଜନତାଙ୍କ ମଙ୍ଗଳ କେବେବି ଚିନ୍ତା କରିପାଇବେ ନାହିଁ l
@kunarout9284
@kunarout9284 2 ай бұрын
Don't ଓରୀ, ଏଥର ସରକାର ପରିବର୍ତ୍ତନ ଦରକାର
@jasaswiniswain3783
@jasaswiniswain3783 11 ай бұрын
ଲୋକଙ୍କ ମାନଙ୍କ ପାଇଁ ଆପଣ ଯେ କିଛି କରିନାହାନ୍ତି ତେଣୁ ଡରୁଛନ୍ତି।
@prativadey9676
@prativadey9676 11 ай бұрын
ଆପଣ ଶୋଭା କୁ ଯାଉଛନ୍ତି ଉନ୍ନତି ମୂଳକ ଆଲୋଚନା ପାଇଁ ନୁହଁ ଶୋଭାରେ ଦଙ୍ଗା କରିବା ପାଇଁ?
@prativadey9676
@prativadey9676 11 ай бұрын
ଆପଣ ଜଣେ ବିଧାୟକ ହେବାର କୌଣସି କର୍ତ୍ତବ୍ୟ ମଧ୍ୟ କରିନାହାନ୍ତି ସେବା ତ ଦୂର କଥା ସେଥି ପାଇଁ ଏତେ ଭୟ ଓ ଆତୁର ଭାବ
@jasaswiniswain3783
@jasaswiniswain3783 11 ай бұрын
ବଡ଼ ବଡ଼ କଥା ଖାଲି କହିଲେ ହେବ ନାହିଁ ସାଧାରଣ ଜନତା କଥା ବି ଶୁଣିବାକୁ ପଡ଼ିବ।
@itschinmayeepradhan3633
@itschinmayeepradhan3633 11 ай бұрын
ପ୍ରଦୀପ ବାବୁଆପଣ ରାଜ୍ୟ ବାସୀଙ୍କ ବିନାଶ ଚାହୁଁଛନ୍ତି କିନ୍ତୁ 5t ସଚିବ ସାଧାରଣ ଜନତା ଙ୍କ ବିକାଶ ଚାହୁଁଛନ୍ତି ପାର୍ଥକ୍ୟ ଏତିକି l
@ekambarabehera7472
@ekambarabehera7472 11 ай бұрын
😊❤🎉
@kartik-igcs
@kartik-igcs 11 ай бұрын
ଜନ ବିରୋଧୀ କାର୍ଯ୍ୟ କରିବାପାଇଁ ଗଲେ ଲୋକ ଙ୍କ ରୋଷ ର ସ୍ୱୀକାର ହେବାକୁ ପଡିବ ଏହା କଣ ନୂଆ କଥା ନା କଣ!
@jasaswiniswain3783
@jasaswiniswain3783 11 ай бұрын
ଆପଣ ନିଜ ସୁରକ୍ଷା ନିଜେ ନେଇ ପାରିବେ ନାହିଁ ଲୋକଙ୍କୁ କ'ଣ ସୁରକ୍ଷା ଦେବେ ଆପଣ।
@jasaswiniswain3783
@jasaswiniswain3783 11 ай бұрын
ଆପଣ ବିକାଶ ବାର୍ତ୍ତା ଦେବାପାଇଁ ଯାଉଛନ୍ତି ନାଁ ଅଟକାଇବା ପାଇଁ ଯାଉଛନ୍ତି।
@jasaswiniswain3783
@jasaswiniswain3783 11 ай бұрын
ଆପଣ ଯିବା ପୂର୍ବରୁ ଜାଣିଲେ କିପରି କିଏ କାହାକୁ ରଖିଛି ବୋଲି।
@gitabehera6085
@gitabehera6085 5 ай бұрын
Wao great.. bold person in odisha
@rajendrakumarmohantyraja8667
@rajendrakumarmohantyraja8667 11 ай бұрын
ଏବେ ହାରିବା ଭୟରେ ପ୍ରଦୀପ ବାବୁ ଏମିତି ସବୁ କରୁଛନ୍ତି |
@jasaswiniswain3783
@jasaswiniswain3783 11 ай бұрын
ଜଣେ ଦାୟିତ୍ଵ ହୀନ ବିଧାୟକ ହେଉଛନ୍ତି ଆପଣ ତେଣୁ ମନରେ ଏତେ ଭୟ।
@damodharsahu4111
@damodharsahu4111 11 ай бұрын
Good decision sir
@sujaypatra1729
@sujaypatra1729 11 ай бұрын
ପ୍ରକୃତରେ ଆପଣଙ୍କ ଭଳିଆ ମନ୍ତ୍ରୀ ଓଡ଼ିଶାରେ କୌଣସି ସ୍ଥାନ ନାହିଁ ଯେଉଁ ବ୍ୟକ୍ତି ରାଜ୍ୟ ସରକାରଙ୍କ ବିକାଶକୁ ପ୍ରତିହତ କରୁଛନ୍ତି ,ସେମାନଙ୍କ ଉପରେ ସରକାର ତୁରନ୍ତ ପଦକ୍ଷେପ ନେବେ
@itschinmayeepradhan3633
@itschinmayeepradhan3633 11 ай бұрын
ପ୍ରଦୀପ ପାଣିଗ୍ରାହୀ ଯେତେବେଳେ ଦୁର୍ନୀତି କରୁଥିଲେ ସେତେବେଳେ କାହାକୁ ଦାୟୀ କରୁଥିଲେ l
@diptiranjannayak3344
@diptiranjannayak3344 3 ай бұрын
Pradeep sir nk kahiba style bahuta badhiya
@jasaswiniswain3783
@jasaswiniswain3783 11 ай бұрын
ଆପଣ ଟିକେ କହିବେ କି କେମିତି ଜାଣିଲେ କିପରି ରାସ୍ତାରେ କିଏ ଅଟକାଇ ବୋଲି।
@rajendrakumarmohantyraja8667
@rajendrakumarmohantyraja8667 11 ай бұрын
ପ୍ରଦୀପ ବାବୁ ଲୋକଙ୍କର କେବେ ଭଲ ଚିନ୍ତା କରିନାହାନ୍ତି କି କରିବେନି ମଧ୍ୟ |
@skumarmahapatra3187
@skumarmahapatra3187 11 ай бұрын
🙏🙏🙏🙏🙏
@shankardmishra121
@shankardmishra121 11 ай бұрын
Who was elected by the people of Odisha to govern and who is really governing, dear Anchor? Are the 4th pillars watching it in Odisha or r they affected by myopia? Please tell. Centre is silent to get support in the Parliament. But, what r the 4th pillars doing in Odisha?
@satyasahoo5406
@satyasahoo5406 Ай бұрын
Ready
@satyapriya2252
@satyapriya2252 4 ай бұрын
1:26 1:26 🎉
@rajendrakumarmohantyraja8667
@rajendrakumarmohantyraja8667 11 ай бұрын
ପ୍ରଦୀପ ବାବୁ ଆପଣ କେମିତି ଗଞ୍ଜାମ ବାସୀ ଜାଣିଛନ୍ତି |
@mrpinkusahu6638
@mrpinkusahu6638 11 ай бұрын
Right 👍 Sir
@jasaswiniswain3783
@jasaswiniswain3783 11 ай бұрын
ଆପଣ ପ୍ରଦୀପ ବାବୁ ଓଡ଼ିଶା ପାଇଁ ଗୋଟିଏ ଦୁର୍ନୀତି ଗ୍ରସ୍ତ ବିଧାୟକ।
@sanjukta_sethi
@sanjukta_sethi 11 ай бұрын
ନବୀନ ପଟ୍ଟନାୟକଙ୍କ କାମ ସବୁବେଳେ କଥା କୁହେ।କିନ୍ତୁ ବିରୋଧୀ ଙ୍କ ପାଖରେ କିଛି ପ୍ରସଙ୍ଗ ନାହିଁ।ଅଯଥା ରେ ଲୋକଙ୍କୁ ମିଛ କହି ଭୁଆଁ ବୁଲାଉ ଛନ୍ତି।
@ranibehera4394
@ranibehera4394 10 ай бұрын
Great 🙏
@sujaypatra1729
@sujaypatra1729 11 ай бұрын
ଆପଣଙ୍କ ଏମିତି କିଏ ଯେ ଆପଣଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦାୟୀ ରହିବେ, ଆପଣ କଣ ନାମୀଦାମୀ ଲୋକ,ତାହେଲେ ଆପଣ ଡରୁଛନ୍ତି କାହିଁକି।
@itschinmayeepradhan3633
@itschinmayeepradhan3633 11 ай бұрын
ପ୍ରଦୀପ ବାବୁ କଣ ପାଇଁ 5t ସଚିବଙ୍କୁ ବିରୋଧ କରୁଛନ୍ତି l ଆପଣ ନବୀନ ବାବୁଙ୍କ ଲୋକ ପ୍ରିୟତାକୁ ସହି ପାରୁ ନାହାଁନ୍ତି l
@sujaypatra1729
@sujaypatra1729 11 ай бұрын
ରାଜ୍ୟ ସରକାରଙ୍କୁ ଖୋଲା ଚେଲେଞ୍ଜ କରି ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିବା ସଦୃଶ,ତେଣୁ ସମୟ ଅଛି ନିଜର ବ୍ୟବହାର ଠିକ୍ କରି ନିଅନ୍ତୁ।
@itschinmayeepradhan3633
@itschinmayeepradhan3633 11 ай бұрын
ବିଜୁ ଜନତା ଦଳରୁ ତଡା ଖାଇଲା ପରେ କେଉଁ ମୁହଁ ନେଇ ଏ ନିର୍ଲଜ ଯାଉଛନ୍ତି l
@bansidhardas4818
@bansidhardas4818 3 ай бұрын
Sir right 💯 right 👍👍
@sanjukta_sethi
@sanjukta_sethi 11 ай бұрын
ତୁମର ଏ ମିଛ ପ୍ରହସନର ଜବାବ ଦେବେ ସାଧାରଣ ଜନତା ଆଗାମୀ ନିର୍ବାଚନରେ ଅପେକ୍ଷା କର l
@prativadey9676
@prativadey9676 11 ай бұрын
ପ୍ରଦୀପ ବାବୁ ଓଡିଶା ପାଇଁ ଜଣେ କୋଳଙ୍କିତ ଓ ଜନକୋଷଣ କାରୀ ବିଧାୟକ
@JharanaraniPatra-ko8vr
@JharanaraniPatra-ko8vr 11 ай бұрын
ଗଞ୍ଜାମ ଜିଲ୍ଲାର କଳଙ୍କ ପ୍ରଦୀପ ପାଣିଗ୍ରାହୀ ଜନତାଙ୍କୁ ଲୋଟି ଖାଇ ହୀନସ୍ତା ହେଲେଣି l
@ahalyanaik835
@ahalyanaik835 9 ай бұрын
God bless you
@rajendrakumarmohantyraja8667
@rajendrakumarmohantyraja8667 11 ай бұрын
ପ୍ରଦୀପ ବାବୁ ଲୋକଙ୍କ ପାଇଁ ତ କିଛି କରିବେନି ଯିଏ କରିବ ତାକୁ ଅଟକାଇବା ଜାଣିଛନ୍ତି |
@itschinmayeepradhan3633
@itschinmayeepradhan3633 11 ай бұрын
ଆପଣ ଜନ ପ୍ରତିନିଧି ହୋଇ ଏତେ ଭୟ କାହିଁକି l ଆପଣଙ୍କ ଉପରେ ଓଡିଶା ବାସୀ କାହିଁକି ଅସନ୍ତୁଷ୍ଟ ଅଛନ୍ତି ତାର ଉତ୍ତର ଜନତାଙ୍କୁ ଦିଅନ୍ତୁ l
@manojkumarjena9012
@manojkumarjena9012 4 ай бұрын
I am from khourda but i support you pradeep sir...
@itschinmayeepradhan3633
@itschinmayeepradhan3633 11 ай бұрын
ଆପଣଙ୍କର ଯଦି ଭୟ ଥିଲା ଘରେ ରହିବା ଉଚିତ ଥିଲା l କାହିଁକି ଚେଲେଞ୍ଚ ମାରୁ ଥିଲେ l
@PintuKumarSahu-fq4bp
@PintuKumarSahu-fq4bp 3 ай бұрын
Kichi kariparibeni sar
@himanshubiswal8390
@himanshubiswal8390 11 ай бұрын
right sir
@SibaPrasad-go9qm
@SibaPrasad-go9qm 11 ай бұрын
His opposition to the 5T secretary's visit is an affront to the idea of efficient governance and showcases his lack of understanding of the positive impact such reforms can have on Odisha.
@JharanaraniPatra-ko8vr
@JharanaraniPatra-ko8vr 11 ай бұрын
ବିଜେଡିରେ ରହି ବିଜେଡିର ଅନ୍ତକୁଲା କାର୍ଯ୍ୟ କରିଛ ତା ପରେ ସୁରକ୍ଷା ମାଗୁଛ ଆପଣ କେତେ ନମ୍ବର ବେହା l
@user-ju7oe3gc5k
@user-ju7oe3gc5k 4 ай бұрын
Nice
@Himadarshini_libro
@Himadarshini_libro 11 ай бұрын
Best up luck sir
@srustidhardey5817
@srustidhardey5817 11 ай бұрын
Right
@prabhatdigal
@prabhatdigal 2 ай бұрын
Right Bhaina ❤
@nandikishornaiknandikishor3879
@nandikishornaiknandikishor3879 3 ай бұрын
Pradeep sir right kahuchanti
@jasaswiniswain3783
@jasaswiniswain3783 11 ай бұрын
ଆପଣ କିଛି କରିବାର ନାହିଁ ଯଦି ଯିବେ କାହିଁକି।
@itschinmayeepradhan3633
@itschinmayeepradhan3633 11 ай бұрын
ପ୍ରଦୀପ ପାଣିଗ୍ରାହୀକୁ ଅସ୍ତ୍ର କରି ଓଡ଼ିଶାର ବିକାଶର ବାଧା ସୃଷ୍ଟି କରୁଛନ୍ତି l
@BhaktabandhuSenapati
@BhaktabandhuSenapati 11 ай бұрын
❤, ନମସ୍କାର, ମାଡି, ଚାଲ
@rajendrakumarmohantyraja8667
@rajendrakumarmohantyraja8667 11 ай бұрын
5t ସଚିବ ଲୋକଙ୍କର ଭଲ କାମ କରୁଛି |
@laxmipriya_ld8496
@laxmipriya_ld8496 11 ай бұрын
Sarkar nka pain odisha aaji ek no rajya bhabe parichita hoichhi
@itzakash1414
@itzakash1414 10 ай бұрын
Right 👍
@itschinmayeepradhan3633
@itschinmayeepradhan3633 11 ай бұрын
ପ୍ରଦୀପ ବାବୁ ଏକା ନୁହଁନ୍ତି ତାଙ୍କ ପରିବାର ମଧ୍ୟ ଅନେକ ଅପରାଧିକ କାର୍ଯରେ ଲିପ୍ତ ଅଛନ୍ତି l
@rajendrakumarmohantyraja8667
@rajendrakumarmohantyraja8667 11 ай бұрын
ଯଦି ପ୍ରଦୀପ ବାବୁ ଏତେ ଭାବୁଥିଲେ ଆଗରୁ କରୁନଥିଲେ କଣ ପାଇଁ ବସିରହିଥିଲେ |
@sujaypatra1729
@sujaypatra1729 11 ай бұрын
ଗଞ୍ଜାମ ଜିଲ୍ଲା ବାସି ଆପଣଙ୍କ ଭଳିଆ ପଟିମରl ଲୋକଙ୍କୁ ଦେଖିବାକୁ ପସନ୍ଦ କରୁନାହାନ୍ତି ତାହେଲେ କଣ ପାଇଁ ସେଠାକୁ ଯିବେ ପ୍ରଦୀପ ବାବୁ।
@susmitasethi4183
@susmitasethi4183 11 ай бұрын
Madi chalaaa😂
@MANOJKUMAR-vi4bl
@MANOJKUMAR-vi4bl 11 ай бұрын
Chhatisgarh great
@prativadey9676
@prativadey9676 11 ай бұрын
ପ୍ରଥମ କଥା ଆପଣଙ୍କୁ ଯଦି 5t ସୋଚିଵଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ସହ୍ୟ ହେଉନି ତାହେଲେ ଆପଣ କାହିଁକି ଆଜି ଯିବେ ତାଙ୍କ ଶୋଭା କୁ ତା ପଛରେ ମଧ୍ୟ ଆପଣଙ୍କର କିଛି ଚୋକ୍ରାନ୍ତ ରହିଛି
@BikashBohidar_96
@BikashBohidar_96 2 ай бұрын
Singham MLA.... Pradip bhai....jindabad
@prativadey9676
@prativadey9676 11 ай бұрын
ଆପଣ କିଛି ବି ଅସୁବିଧାର ସୋମୁଖୀନ ହେଲେ ସରକାର ଦାୟି ରହିବେନାହିଁ କାରଣ ଆପଣ ପ୍ରଥମେ ବିରୋଧୀ ଓ ଅମନ୍ତ୍ରିତ ନୁହଁନ୍ତି
@satyajitsathuamahapatra6100
@satyajitsathuamahapatra6100 11 ай бұрын
Agaku ahuri agaku badhiba ama rajya Odisha aeta kebala sambhab manyavar mukhyamantri au 5t sachiba pain
@JharanaraniPatra-ko8vr
@JharanaraniPatra-ko8vr 11 ай бұрын
ସରକାରୀ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରି ଚର୍ଚିତ ହେବାକୁ ବୋଧେ ପ୍ରୟାସ କରୁଥିଲେ ପ୍ରଦୀପ ବାବୁ l
@user-lucky32
@user-lucky32 11 ай бұрын
You are super hero sir
@xjagat9209
@xjagat9209 Ай бұрын
He is a One man army. B.J.P. may be award him with odisha chief minister.
@prativadey9676
@prativadey9676 11 ай бұрын
ପ୍ରଦୀପ ବାବୁ ଙ୍କ ମିଛ ପ୍ରହସନ କୁ ଲୋକେ ମଧ୍ୟ ଅଣଦେଖା କଲେଣୀ କାରଣ ଲୋକେ ଜାଣିଛନ୍ତି ଏମାନେ କେତେ ପ୍ରହସନକାରୀ ଵୋଲି
@user-gx4qi2vh3g
@user-gx4qi2vh3g 4 ай бұрын
B j D harib bhai Nabin harib bhai
Stay on your way 🛤️✨
00:34
A4
Рет қаралды 13 МЛН
Useful gadget for styling hair 🤩💖 #gadgets #hairstyle
00:20
FLIP FLOP Hacks
Рет қаралды 6 МЛН
History & Importance Of Ramapada Peetha In Ganjam
8:50
Nabin Nka Charcha With Berhampur MP Pradeep Panigrahi
45:16
Nirbhay
Рет қаралды 172 М.
Fighting scene, Donnie Yen vs Darren Shahlavi/Ip Man vs Twister
11:54
Fierce Fights with ASARGAS
Рет қаралды 74 МЛН