Mo Rama Asuchanty - ରାମ ଆସୁଛନ୍ତି -Odia Devotional Song - Sourav Bharadwaj - Matruprasad Rath

  Рет қаралды 2,717,244

RK FILMS

RK FILMS

Күн бұрын

Пікірлер: 2 000
@rojalinvlogs-777
@rojalinvlogs-777 11 ай бұрын
ଚମତ୍କାର ଲେଖା, ବେଶ୍ ହୃଦୟସ୍ପର୍ଶୀ । କୁଲଦୀପ ଙ୍କ ପରେ ନୂଆ ସ୍ୱର ଗୋଟିଏ ବହୁତ୍ ଭଲ ଲାଗିଲା 🌼😌🎉
@Mr_sanju77
@Mr_sanju77 27 күн бұрын
Hmmm 🎉🎉
@kumarsipu9864
@kumarsipu9864 Жыл бұрын
ଭାଇ ମୋ ହୃଦୟ କିଣି ନେଇଚ ❤love you Bhai ❤ ପ୍ରଭୁ ଶ୍ରୀ ରାମ ଆପଣଙ୍କୁ ସବୁ ବେଳେ ଖୁସି ରେ ରଖନ୍ତୁ ଜୟ ଶ୍ରୀ ରାମ 🙏🙏🙏
@rkfilms1888
@rkfilms1888 Жыл бұрын
🙏🙏🙏🚩🚩🚩
@diptisahu3837
@diptisahu3837 Жыл бұрын
ମୋ ରାମ ଆସୁଛନ୍ତି ମୋ ରାମ ଆସୁଛନ୍ତି ମୋ ରାମ ଆସୁଛନ୍ତି...... ଜୟ ଶ୍ରୀ ରାମ 🙏 କାଳ କାଳ ରୁ ଏହି ପ୍ରଥା ରହିଅଛି 😢
@anilsahoo243
@anilsahoo243 2 ай бұрын
ମୋ ରାମ ଆସୁଛନ୍ତି ମୋ ରାମ ଆସୁଛନ୍ତି ମୋ ରାମ ଆସୁଛନ୍ତି ମୋ ରାମ ଆସୁଛନ୍ତି ବହୁତ ହୃଦୟସ୍ପର୍ଶୀ ଗୀତ ଶୁଣିଲା ବେଳେ ରୁମ ଟାଙ୍କୁରି ଯାଉଛି ଜୟ ଶ୍ରୀରାମ ଚନ୍ଦ୍ର କି ଜୟ 🙏
@RashmitaLenka-q7i
@RashmitaLenka-q7i 22 күн бұрын
ସଉରଭ ଙ୍କ ଉପରେ ସତରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କର ଆଶ୍ରୀଵାଦ ଅଛି, ଅମୃତ ଝରା ଭଜନ ଅତି ସୁନ୍ଦର ଭାବରେ ଗାଉଛନ୍ତି ,ଜୟ ଶ୍ରୀ ରାମ 🙏🏼🙏🏼🙏🏼❤❤❤❤❤❤❤❤❤❤❤
@peshabasudev9416
@peshabasudev9416 Жыл бұрын
Hrudaya sabu Ram maya hehigala Bahi❤❤❤ jaya Siyaram
@anandvivek220
@anandvivek220 Жыл бұрын
ଧନ୍ୟବାଦ ଅପଣକୁଁ ଏପରି ଏକ ସୁନ୍ଦର ସ୍ମର୍ତି ବିଗତ ୫୦୦ ବରଷର କଷ୍ଟ ବଳିଦାନ ଏବଂ ସମର୍ପଣ କୁ ଉଜାଗର କରିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ।। ଜୟ ଶ୍ରୀ ରାମ।। ଜୟ ଜଗନ୍ନାଥ🙏🙏🙏🙏🪔🪔🪔🙏🙏
@rkfilms1888
@rkfilms1888 Жыл бұрын
Ty🚩🚩🙏🙏
@patitapabana1119
@patitapabana1119 Ай бұрын
Right bhai ☝️
@prakashchandrasahu8964
@prakashchandrasahu8964 Жыл бұрын
''ମୋ ରାମ ଆସୁଛନ୍ତି....ମୋ ରାମ ଆସୁଛନ୍ତି'' ଅତ୍ୟନ୍ତ ହୃଦୟସ୍ପର୍ଶି । ଜୟ ଶ୍ରୀ ରାମ🚩🚩🚩
@SCHOOL-rr8rx
@SCHOOL-rr8rx Жыл бұрын
Jay shree Ram
@rkfilms1888
@rkfilms1888 Жыл бұрын
🚩🚩💓💓🙏
@subratkumarpradhan8194
@subratkumarpradhan8194 11 ай бұрын
"ମୋ ରାମ ଆସିଗଲେ" 😢😢😢😢😢😢
@ChinmayaChinara
@ChinmayaChinara 2 ай бұрын
🙏🙏🙏
@SunilSahu-jz9pz
@SunilSahu-jz9pz Ай бұрын
ମୋ ରାମ ଆସୁଛନ୍ତି। ହୃଦୟ କୁ ଛୁଇଁ ଦେଉଛି। ସୁନ୍ଦର ଭଜନ❤
@SunilSahu-jz9pz
@SunilSahu-jz9pz Ай бұрын
ଜୟ ଶ୍ରୀ ରାମ🚩🚩🚩🙏
@kaberijena4785
@kaberijena4785 Ай бұрын
ଗାୟକଙ୍କୁ ଦେଖି ବୋହୁତ ଖୁସି ଲାଗିଲା 😊 ବୋହୁତ ଖୁସି ରେ ଝୁମି ଗୀତ କୁ ଗାଉଛନ୍ତି 😊☺️❤️ ଆଉ ଗୀତ ୧୦୦% devine 🧡 ପ୍ରଭୁ ଜୟ ସୀତାରାମ 🚩🙇
@ramkrushnapadhi
@ramkrushnapadhi Жыл бұрын
ବହୁତ୍ ବଢ଼ିଆ ହେଇଛି ଗୀତ ଟି। ଜୟ ଶ୍ରୀ ରାମ
@nirakarasahu8622
@nirakarasahu8622 11 ай бұрын
ଯେତେ ଥର ଶୁଣେ ପ୍ରତିଥର ଭାବ ବିହ୍ୱଳ ହୋଇ ପଡେ । ମୋ ରାମ 😢😢😢 ଆସିଗଲେ । କି ମନୋହର , ଦିବ୍ୟ ରୂପ ପ୍ରଭୁ ତୁମ୍ଭର । କୋଟି କୋଟି ପ୍ରଣାମ ହେ ରାଘବ ❤❤
@rkfilms1888
@rkfilms1888 11 ай бұрын
Share kara tk samastanku 🙏
@nirakarasahu8622
@nirakarasahu8622 11 ай бұрын
@@rkfilms1888 nischaya
@tapashkumar9669
@tapashkumar9669 Ай бұрын
🙏🏿
@RatnakarBehera-f6r
@RatnakarBehera-f6r 17 күн бұрын
Gbjjg
@kanaklata7564
@kanaklata7564 5 күн бұрын
😢
@krushnamofficial2479
@krushnamofficial2479 7 ай бұрын
ମୋ ରାମ ଆସିଗଲେ ବହୁତ୍ ସୁନ୍ଦର୍ ହେଇଛି ଏହି ଗୀତଟି ମନକୁ ଛୁଇଁଲା ଭାଇ ❤ ଜୟ ଶ୍ରୀ ରାମ 🚩🙏🥰
@rkfilms1888
@rkfilms1888 7 ай бұрын
Dhanyabad bhai 💓🙏
@rasmiranjanmohanty4942
@rasmiranjanmohanty4942 18 күн бұрын
ହେ ପ୍ରଭୁ ତୁମ ଚରଣରେ ମୋର କୋଟି କୋଟି ପ୍ରଣାମ 🙏jay shree ram Finally ମୋ ରାମ ଆସିଯାଇଛନ୍ତି 🙏
@bubbyjaga5641
@bubbyjaga5641 22 күн бұрын
ମୋ ଜଗା କାଳିଆ ରେ ଏବଂ ମୋ ରାମ ଆସୁଛନ୍ତି ❤ଵହୁତ ବଢିଆ ଲାଗୁଛି❤
@mamatahazra5951
@mamatahazra5951 Жыл бұрын
ବହୁତ ସୁନ୍ଦର ହୃଦୟସ୍ପର୍ଶୀ ଗୀତ ଟିଏ 👌👌👌ତୋ କଣ୍ଠସ୍ୱର ତଥା ଭାବ ପୂର୍ଣ୍ଣ ଗାୟନ ପାଇଁ ପ୍ରଭୁ ଶ୍ରୀରାମ ଙ୍କ ଅଶୀର୍ବାଦ ଝରିପଦୁ ଏତିକି ପ୍ରାର୍ଥନା 🙏🏻🙏🏻🙏🏻
@chakradharsahu143
@chakradharsahu143 11 ай бұрын
A very beautiful heart touching song I pray for the blessings of lord sriram for your voice Jay shree Ram 🙏🙏🐒🐒🐒🐒🐒🐒🐒 jay shree Ram 🙏🙏🙏🙏
@Mr_prasad_official
@Mr_prasad_official Жыл бұрын
ଅତି ସୁନ୍ଦର ହେଇଚି ଗୀତ ଭାଇ.. ଶୁଣିକି ବହୁତ ଭଲ ଖୁସି ଅନୁଭବ ହେଲା 🚩🙏🏻🙏🏻 ଜୟ ଶ୍ରୀ ରାମ 🙏🏻🙏🏻🚩
@arupanandapani3161
@arupanandapani3161 11 ай бұрын
ଅତି ଚମତ୍କାର ଭଜନ। ହୃଦୟ ସ୍ପର୍ଶୀ କଣ୍ଠ। ରୋମ ଟାଙ୍କୁରି ହେଇଯାଉଛି।
@rkfilms1888
@rkfilms1888 11 ай бұрын
Share karibe tk samastanku 🙏🚩
@arupanandapani3161
@arupanandapani3161 11 ай бұрын
Nischita bhabare . Se kamo arambha karisarilini.
@anujakumarnath8420
@anujakumarnath8420 19 күн бұрын
ବହୁତ ଭଲ ଲାଗୁଛି 🎉🎉❤
@alltypeshortvideo9362
@alltypeshortvideo9362 Ай бұрын
ଏହି ଗୀତ ଟା ମୋ ଜଗା କାଳିଆ ପରି ଲାଗୁଛି ❤
@dibyaranjanrana422
@dibyaranjanrana422 Жыл бұрын
ମୋ ଦେହ ମନ ପ୍ରାଣ ସବୁ ରୋମାଂଚିତ ହୋଇକି ରହିଲା ପୁରା ଗୀତ ଟି ଆରମ୍ଭରୁ। Lyrics, music, visualisation all are really mesmerising.
@BinandiniTanti
@BinandiniTanti 2 ай бұрын
Not that mesmerizing
@SabitriSabitri-b9v
@SabitriSabitri-b9v Жыл бұрын
ମୁଁ କେବେଠୁ ବାଟ ଚାହିଁ ବସିଥିଲି ଏହି ଦିନକୁ finally apekshyar anta ghatilaମୋ ରାମ ଆସୁଛନ୍ତି🥰ବହୁତ ଖୁସି ଆମେ bolo 🚩🚩jay shree Ram ki jay🙏🙏
@priyacharandas653
@priyacharandas653 Жыл бұрын
जय श्री राम जय सियाराम जय सनातन धर्म 0:45
@SamsAwareness
@SamsAwareness Жыл бұрын
❤❤❤❤❤🥰🥰🥰🥰🙏🙏🙏🙏 ବାଃ... କି ମନୋରମ ଭଜନ👌👌 ମନକୁ ଛୁଇଁ ଗଲା। ଜୟ ଶ୍ରୀରାମ 🙏🥰🥰🥰
@rkfilms1888
@rkfilms1888 Жыл бұрын
Share kara tk aji saamastanku 🚩🚩🙏🙏🙏
@SamsAwareness
@SamsAwareness Жыл бұрын
@@rkfilms1888 ନିଶ୍ଚୟ ଭାଇ 👌👏👏👏
@sumantnaik8230
@sumantnaik8230 10 ай бұрын
@bipracharabadatya5257
@bipracharabadatya5257 Ай бұрын
@@rkfilms1888 you can utter it tt
@BantiKumar-lw1uj
@BantiKumar-lw1uj Ай бұрын
@bhaktabandhunayak-ib7xv
@bhaktabandhunayak-ib7xv Ай бұрын
ଜୟ ଶ୍ରୀ ରାମ 🚩🚩🚩⭕‼️⭕ ଭାଈ ହୃଦୟ ହଲ୍ ଚଲ୍ ହେଇଗଲା କି କଣ୍ଠ ମାଇଣ୍ଡ ବ୍ଲୋଇଙ୍ଗ 🪔🪔🪔🪔🪔🌹🌹🌹🌹👌👌👌🌹🌹🌹🌹♥️♥️♥️♥️♥️❣️❣️❣️🥰🥰🥰🥰🥰🥰🥰🥰🥰🥰
@M.m.s.sM.m.s.s
@M.m.s.sM.m.s.s Ай бұрын
ଏତେ ସୁନ୍ଦର ସୁନ୍ଦର ଭଜନ ସବୁ କରୁଥିବାରୁ ଆପଣଙ୍କୁ ହୃଦୟ ରୁ ଅଶେଷ ଅଶେଷ ଧନ୍ୟବାଦ୍ । ଜୟ ଜଗନ୍ନାଥ 🙏🏻🙏🏻
@subhashreedas7832
@subhashreedas7832 11 ай бұрын
the line " mo Ram asuchanti " is splendid heart touching line .... heartful of gratitude to all the team ...
@pabitramoharana3863
@pabitramoharana3863 11 ай бұрын
Sourav bharadwaja's hay jaga and mo Rama asuchanty are not song it's emotion 😢😊
@nirmalyabahinipatirollno-1770
@nirmalyabahinipatirollno-1770 11 ай бұрын
ଭାଇ ଗୀତ ଟି ବଢିଆ ହୋଇଛି ମୋ ମନ କୁ ଛୁଇଁଲା ଆଗ କୁ ସେମିତି ଗୀତ ଛାଡ ଜୟ ଶ୍ରୀ ରାମ 🚩🙏
@JayantiSahoo-z2u
@JayantiSahoo-z2u Ай бұрын
So beautiful song ❤❤❤ God bless you sourav bhai🙏🏻🙏🏻 Jay sri Ram ❤❤❤❤🏹🏹🏹🏹 ହୃଦୟକୁ ଛୁଇଁବା ଭଳି ଏକ ଗୀତ 🤗🤗🤗🤗😊😊😊😊
@kabitakisan
@kabitakisan 11 күн бұрын
ବହୁତ୍ ବହୁତ୍ ସୁନ୍ଦର ଲାଗିଲା ଏଇ ରାମ ଭଜନ ଟା🙏🙏🙏
@abakashpatra7264
@abakashpatra7264 9 ай бұрын
ତୁମର ଆବେଗଭରା କଣ୍ଠରେ ଏ ଭଜନଟି ଶୁଣିବା ପରେ ହୃଦୟରେ ଭକ୍ତିଭାବ ଭରିଯାଉଛି।
@rkfilms1888
@rkfilms1888 9 ай бұрын
Ty Bhai share kara tk samastanku 🙏
@akshyapani1962
@akshyapani1962 14 күн бұрын
​@@rkfilms1888ame comment dauchi amku reply dia baa bhai😅
@fu7h676
@fu7h676 Жыл бұрын
ସୌରଭ ତମ କଣ୍ଠରେ ସେହି ଅମୃତପ୍ରଦାୟୀ ସୌରଭ ଭରିରହିଛି ।ମାଆ ସରସ୍ବତୀ ତୁମକୁ ସହାୟ ହୁଅନ୍ତୁ । ସମସ୍ତ ଟିମ୍ ଓ କର୍ମକର୍ତା କୁ ଅଶେଷ ଅଶେଷ ଧନ୍ୟବାଦ । ଜୟ ଶ୍ରୀରାମ 🚩🕉
@rkfilms1888
@rkfilms1888 Жыл бұрын
Share kara tk aji saamastanku 🚩🚩🙏🚩
@SatyaRanjan-j6z
@SatyaRanjan-j6z 2 ай бұрын
ଭାଇ ଆପେ ହେଇଯିବ ଜୟ ଶ୍ରୀ ରାମ​@@rkfilms1888
@santoshkar84
@santoshkar84 Жыл бұрын
The word "ମୋ ରାମ ଆସୁଛନ୍ତି" thrill the soul, thank you Sourav. You and your team create another reason to proud to be a balasorian.
@santoshkar84
@santoshkar84 Жыл бұрын
I found this song from Kunal's status
@RatnakaraKandi-j4w
@RatnakaraKandi-j4w 3 ай бұрын
Jay.sri.ram🙏🙏🙏🙏🙏🙏🙏🙏🙏🙏🙏🙏💐🌹🌼🥀🌺🌷🪷🌸💮🏵️🪻🌻🍂🍁🍄🌱🌾​@@santoshkar84
@NaranMarndi-mw5so
@NaranMarndi-mw5so 2 ай бұрын
​@@santoshkar84😊😊😊
@BabuluSing-kb6ud
@BabuluSing-kb6ud 24 күн бұрын
ଏ ଗିତ ଶୁଣି ସତରେ ଆଖିରୁ ଲୁହୋ ଆସିଲା ଜୟ ଶ୍ରୀ ରାମ 🚩🚩🚩🚩🚩🏹🏹🏹🏹🏹🙏🙏🙏🙏🙏
@rinkuofficial9329
@rinkuofficial9329 20 күн бұрын
ସୋୟୁମ୍ ଜଗା ଗୀତ ବୋଲୁ🎉ଛନ୍ତି😊ଯାଇ ଜୟ ଶ୍ରୀ ରାମ
@surilacreation5054
@surilacreation5054 Жыл бұрын
Wahhhh....Best Ram Bhajan of Odia Industry...👏🏻👏🏻👏🏻👏🏻 Mo Rama Asuchanti...Ei gote line ra composition pura gita ku hrudayasparshi karitolichi....
@rkfilms1888
@rkfilms1888 Жыл бұрын
Share kara tk Bhai 🙏🚩🚩
@SanjitaGadaba
@SanjitaGadaba Жыл бұрын
ମୋ ରାମ ଆସୁଛନ୍ତି ଏ ଗୋଟେ ଲାଇନ୍ ର ସ୍ୱର ବାପ୍ ରେ ହୃଦୟକୁ ଦହଲେଇ ଦେଉଛନ୍ତି। 🙏🙏😊
@kamalyotiipatra8817
@kamalyotiipatra8817 10 ай бұрын
It's right 👍
@RajendraSwain-nh4vb
@RajendraSwain-nh4vb 2 ай бұрын
🙏🙏🙏🙌
@Tilotama-s
@Tilotama-s 2 ай бұрын
Jay Shri Ram 🙏🙏
@rahulbhoi3032
@rahulbhoi3032 2 ай бұрын
Jai shree ram
@Kajal-artatran
@Kajal-artatran Ай бұрын
You are right 👍❤
@myskd5153
@myskd5153 Жыл бұрын
👏👏👏👏👏👏👏👏 ଏଇ ଭୋଜନ ସୁଣି ଏତେ ଖୁସି ଲାଗିଲା ଯେ ଅଧୀକ ଆଉ କିଛି ବି କହିପାରୁନି ମୁଁ ସୁଫୋର୍ ହିଟ୍ ଭୋଜନ 👏👏👏👏👏👏👏
@rkfilms1888
@rkfilms1888 Жыл бұрын
Bhai tk share kara samastanku ae Gita ta samastanka kana re bajiba darkar 🙏🚩🚩
@myskd5153
@myskd5153 Жыл бұрын
@@rkfilms1888 Thank you bhai
@DebAshMohanta-si7jc
@DebAshMohanta-si7jc 2 ай бұрын
😅​@@rkfilms1888
@RasmitaMaharana-qm1bj
@RasmitaMaharana-qm1bj 17 күн бұрын
ସତରେ ଭାଇ ଆପଣଙ୍କ ସ୍ଵର ରେ ଯାଦୁ ଅଛି . ବୋହୁତ ସୁନ୍ଦର୍ ଭାଇ ପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କୁ ସବୁବେଳେ ଖୁସିରେ ରଖନ୍ତୁ . ଆଉ ଆପଣ ଏମିତି ହିଁ ବୋହୁତ ସୁନ୍ଦର୍ ସୁନ୍ଦର୍ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଭଜନ ଗାନ କରନ୍ତୁ ।❤
@Ravan..-l7v
@Ravan..-l7v 27 күн бұрын
Bahut sundara heichi Prabhu 🚩🙏 ram ram bahut proud laguchi ama odia re Sri Ram nkara Gita jay shree Ram ji 🙏🙏🙏🚩🚩🚩
@mostwatchvideo8
@mostwatchvideo8 Жыл бұрын
ଭାଇ ଓଡ଼ିଆ ର ବେଷ୍ଟ ପ୍ରଭୁ ଶ୍ରୀ ରାମ ଭଜନ ଜୟ ଶ୍ରୀ ରାମ 🙏🙏🙏
@rkfilms1888
@rkfilms1888 Жыл бұрын
🙏🚩🚩🚩🚩
@mostwatchvideo8
@mostwatchvideo8 Жыл бұрын
ଭାଇ ଆଉ ଏମିତି ଗୀତ ତିଆରି କର ସୁନ୍ଦର ଗୀତ ହେଇଛି ମୁଁ ଏ ଗୀତ କୁ ମୋ ringtone ରଖିଚି 😁😁😁
@lalit917
@lalit917 2 ай бұрын
ମୋ ରାମ ଆସୁଛନ୍ତି । ପୁରା ହୃଦୟସ୍ପର୍ଶୀ। ଭାଇ ତମ କଣ୍ଠ ରେ ମା ସରସ୍ଵତୀ ବିଯେମାନ। ❤❤❤ From କେନ୍ଦୁଝର
@OdiaBoyRajesh
@OdiaBoyRajesh Жыл бұрын
Heart Touching Voice Saurav Bharadwaja.....❤❤❤❤
@anil_version
@anil_version 13 күн бұрын
ବଜରଙ୍ଗବାଲିଙ୍କ ଭଳି ଆମ ସମସ୍ତଙ୍କ ହୃଦୟରେ ପ୍ରଭୁ ଶ୍ରୀରାମ ବାସ କରୁଛନ୍ତି।❤😊 ଜୟ ଶ୍ରୀରାମ🕉️🚩🌄👑
@ommpatra7088
@ommpatra7088 Ай бұрын
Bhai song suniki akhi ru luha asuchi au mu nije bodhe ae gote song 200+ thara sunisarilani 🥹🥹🥹🥹🥹♥️♥️♥️
@Sudhanshudash9090
@Sudhanshudash9090 10 ай бұрын
🙏🚩♥️ଜୟ ଶ୍ରୀ ରାମ♥️🚩🙏
@SDMCreate
@SDMCreate Жыл бұрын
Heart touching song for Ajodhya Sri Ram Chandra 🙏 So.... Dil se bolo 🙏JAY SREE RAM 🙏
@ranjannayak9962
@ranjannayak9962 3 ай бұрын
99
@tapashkumar9669
@tapashkumar9669 3 ай бұрын
⭕‼️⭕....🙏🏿ଅତି ଅସମ୍ଭବ ସୁନ୍ଦର ମଧୁର ସ୍ୱର ଆପଣଙ୍କ ର କାଳିଆ ର କୃପା ଅଛି ବଢିଚାଲନ୍ତୁ😊🙌🏿
@akshayalenka4707
@akshayalenka4707 18 күн бұрын
Hyyyy bhai ❤ Mu apana nkara bahut bada fan ❤ I loved ur voice ❤ What a voice bro 😊❤ Life main bahat age tak jao ❤❤😊
@SumitraMallick-i3y
@SumitraMallick-i3y Ай бұрын
ପୁଅ ତୁମ ଗଳାରେ ଗଦ ଗଦ ଭକ୍ତି ଭରି ରହିଛି ❤❤❤❤ ଭଗବାନ ତୁମକୁ ଭଲରେ ରଖନ୍ତୁ
@rashmirekhamishra7870
@rashmirekhamishra7870 Жыл бұрын
Bahut Sundar hechhi 🙏🌻✨ Jay shree Ram 🙏😌
@Sumitrabeherasumi
@Sumitrabeherasumi 11 ай бұрын
Apanka kanthare re ta Prabhu ramachandra basichhanti jay shree ram 🚩🚩🚩🚩🙏🙏
@nirakarasahu8622
@nirakarasahu8622 11 ай бұрын
ମୋ ରାମ , ମୋ ପ୍ରଭୁ ଆସିଗଲେ 😢😢😢😢😢 ।
@MamuniBarsha
@MamuniBarsha Ай бұрын
Hrudaya ru dhanyabad ❤❤❤❤❤
@GuraMilu
@GuraMilu 20 күн бұрын
Kn comments re kahibi kichi bujhi paruni ate sundar bhajan mana ku anad miluchi❤
@pujaPradhan-kq5gj
@pujaPradhan-kq5gj Жыл бұрын
ଜୟ ସୀୟ ରାମ🙏🌸🌸🌸🌸🌸🪔🪔🪔🪔🪔🙏🙏🙏🙏🙏🙏ସାହା ହୋଇଥାଏ ପର୍ଭି ସଠିକ୍ ମାର୍ଗରେ ଚଳାଇ ପର୍ବୁ🙏🌸🌸🌸🌸🌸🌸🌸🌸🌸🌸🙏
@RaniBehera-nc5vm
@RaniBehera-nc5vm Жыл бұрын
Bhai super duper viral heba darkar
@kumaramitmohanty96
@kumaramitmohanty96 3 ай бұрын
କି ସୁନ୍ଦର ଭଜନ.... ଜୟ ଶ୍ରୀରାମ୍🚩✊🏼
@SandeepkumarPradhan-b2r
@SandeepkumarPradhan-b2r 4 күн бұрын
Jay ram ram 🎉🎉🎉🎉🎉🎉
@RanjanBehera-fn2bi
@RanjanBehera-fn2bi 8 күн бұрын
Sourav ଭାଇ ଆପଣ ବହୁତ୍ ସୁନ୍ଦର୍ ଭଜନ ଗାଉଛନ୍ତି ପୁରା ମନ କୁ ଛୁଇଁ ଯାଉଛି ଏମିତି ଆଗକୁ ବଢି ଚାଲ ❤❤ଏଇ ଭଜନ ଟି ଶୁଣି ସବୁ ଦୁଃଖ ଭୁଲି ଯାଉଛି ଯେତେ ବି କଷ୍ଟ ଥିଲେ ସବୁ ମନ ରୁ ଭୁଲି ଯାଉଛି ❤❤🥺🥺🥺ଜୟ ଶ୍ରୀ ରାମ 🙏🙏 ଧନ୍ୟବାଦ ଏମିତି ଭଜନ ଆଣି ଥିବାରୁ ଆଗକୁ ଫୋଣି ଆଣ ଏମିତି ଭଜନ 🥺ଜୟ ଜଗନ୍ନାଥ 🙏🙏🙏
@pintupangi9291
@pintupangi9291 9 ай бұрын
What a avoice 😊😊😊
@RudradevJena-lz2lt
@RudradevJena-lz2lt 2 ай бұрын
ଭାଇ ହୃଦୟକୁ ଛୁଇଁ ଗଲା ଜୟ ଶ୍ରୀ ରାମ 🚩🙏🎉♥️
@rkfilms1888
@rkfilms1888 2 ай бұрын
TQ bhai 💓💓💓🙏
@kamalrana5087
@kamalrana5087 Жыл бұрын
ବହୁତ ସୁନ୍ଦର ଗୀତ। ରାମ ମନ୍ଦିର ପାଇଁ ଓଡ଼ିଆ ଭାଷା ର ପ୍ରଥମ ଗୀତ ହେଇଥିବ କାରଣ ଏହି ଗୀତ ଛଡ଼ା ଆଉ କୌଣସି ଗୀତ ଶୁଣି ନାହିଁ।
@rbjproduction8732
@rbjproduction8732 22 күн бұрын
ଜୟ ଶ୍ରୀରାମ ଏ ମିତି ଭଂଜନ ସବୁବେଳେ ଦରକାର ❤❤❤❤❤❤❤❤❤❤🙏🙏🙏🙏🙏🙏🙏🙏
@basantakumarpanigrahy6776
@basantakumarpanigrahy6776 8 күн бұрын
ଅତି ସୁନ୍ଦର । ପ୍ରଭୁ ଶ୍ରୀରାମଙ୍କ ଗୀତ ଅତ୍ୟନ୍ତ ଭାବ ବିହ୍ବଳ ❤❤❤
@PritamRavanDwibedi
@PritamRavanDwibedi 11 ай бұрын
Jay shree Ram ji 🚩🙏
@rahulbal9396
@rahulbal9396 2 ай бұрын
Jay ଶ୍ରୀ ରାମ♥️♥️♥️
@prateeksahu4590
@prateeksahu4590 Ай бұрын
This song is a mental therapy ❤
@DipaSwain-t7g
@DipaSwain-t7g 9 күн бұрын
ଏ ଭାଇ ମୋର ୨ଟା ଗୀତ ଗାଇଛନ୍ତି ବହୁତ୍ ଭଲ ଲାଗୁଚି ହୃଦୟକୁ ଛୁଞ୍ଚି କି ଆନନ୍ଦ ମୟ ଗୀତ ଏମିତିକା ସୁନ୍ଦର ସୋରରେ ମୋ ସାଇ ବାବାଙ୍କ ପାଇଁ ଏମିତି ଗୋଟେ ହଉ ଠିକ୍ ଏହିପରିକା ମୁ ଅନୁରୋଧ କରୀକି କହୁଚି ❤❤❤
@LipuNahak-f7w
@LipuNahak-f7w Жыл бұрын
Beautiful lyrics and heart touching song .....Jay sri ram
@kkpswain
@kkpswain Жыл бұрын
Goosebumps asigalaa 😢. Jai shree ram 🙏
@raag365
@raag365 Жыл бұрын
Jay shree Ram 🙏🏻❤ Best song of the year for Pravu Shree Ram ❤❤ composition 🔥🔥🔥
@Janasevaiswarmajhi
@Janasevaiswarmajhi 28 күн бұрын
ଦିନ ସାରା ଶୁଣିଛି ହେଲେ ବି ମନ କୁ ଶାନ୍ତି ମିଳୁନି, ବାର ବାର ଶୁଣିବାକୁ ପଡୁଛି really great song my heart touching 🙏🙏🙏 RAM RAM RAM
@Pallavi_1926
@Pallavi_1926 17 күн бұрын
Literally goose bumps asigala....❤❤
@rajprasadmalik9212
@rajprasadmalik9212 Жыл бұрын
जय🚩श्री🕉 राम 🛕🙏🚀🌍🏹🔱⚔️👬💪🐚🪔🇮🇳🙅‍♂️👌🙋‍♂️👍
@lipsa5949
@lipsa5949 Ай бұрын
❤️❤️❤️❤️manaku kininauchi a gita Jay shree Ram 🙏🙏🙏🥰🥰🥰
@SatyajitMallik-w1h
@SatyajitMallik-w1h Ай бұрын
❤❤❤❤❤❤❤❤❤❤❤🎉🎉🎉🎉🎉🎉🌳🌲🌴🍄🌴🪴jagannathshree
@AmitBehera-f7k
@AmitBehera-f7k 3 ай бұрын
Sourav bhai amiti gaichala au samastanka hrudayare rama hni rama bharidia Jay sree ram 🙏🙏🙏🥹
@silentgirllucky6004
@silentgirllucky6004 Ай бұрын
ବହୁତ ସୁନ୍ଦର ଭଜନ ଶୁଣିଲେ ରୁମ ଟାକୁରି ଯାଉଛି 🙏😭❤️
@elisasahu4621
@elisasahu4621 Күн бұрын
ଆଖିରେ ଲୁହ ଆସିଯାଉଛି ଏହି ଗୀତ ଶୁଣିଲେ। ଅତି ସୁନ୍ଦର
@youth-4-nation.
@youth-4-nation. Жыл бұрын
Jay shree Ram
@ckchinucreation
@ckchinucreation Жыл бұрын
Jay Shri Ram 🙏🙏🙏🙏❤️🙏🙏🙏🙏
@snehasishpradhan1151
@snehasishpradhan1151 Жыл бұрын
Jai Shree Ram 🙏🏻🚩 And Sourav's voice is exceptional ❤
@chikuswain7460
@chikuswain7460 Ай бұрын
🙏🙏🙏 Radhe Radhe 🙏🙏🙏
@annapurnapanigrahi4369
@annapurnapanigrahi4369 3 күн бұрын
Good night pravhu❤❤❤❤
@madhulitadas9477
@madhulitadas9477 Жыл бұрын
Sri Sainath shower his blessings on you.All ur dreams come true.Beautifully sang the song
@missodiaqueen
@missodiaqueen Жыл бұрын
Heart touching song❤❤❤Jay Shree Ram 🙏🙏
@anirudhabehera468
@anirudhabehera468 Жыл бұрын
ବହୁତ ସୁନ୍ଦର ଗୀତ
@kaberijena4785
@kaberijena4785 Ай бұрын
ଜୟ ସୀତାରାମ 🙇🙇🙇ପ୍ରଭୁ 💙🚩🚩🚩 କୁହ ସୀୟାବର୍ ରାମଚନ୍ଦ୍ର କି ଜୟ ☺️☺️☺️☺️☺️🙏🙏🙏🙏🙇🙇🌺🌺💙💙💙🚩🚩🚩🚩☺️☺️☺️
@CHANDRAMANDAL-he4yv
@CHANDRAMANDAL-he4yv 13 сағат бұрын
Nice ❤❤❤❤🎉🎉🎉 super 😮 song
@Sagarikabehera-p7u
@Sagarikabehera-p7u 11 күн бұрын
Jay shree ram🙏🏾👌🏽👏 3:33
@dibyaprakashbehera381
@dibyaprakashbehera381 Жыл бұрын
Superb bhai..❤️✨Jay shree ram..🚩
@dambarudharjaysingh1222
@dambarudharjaysingh1222 Жыл бұрын
ଜୟ ଶ୍ରୀରାମ 🙏🏻
@rkfilms1888
@rkfilms1888 Жыл бұрын
Bhai 🙏🙏🚩
@promadpenthoipromad9290
@promadpenthoipromad9290 Ай бұрын
ଯାହା ହେଉ ପେଟ ପୁରିଗଲା ଗୀତ ସୁନିକି ❤❤❤❤❤😢😢😢😢😢😢😢
@krushnachandrapatra2629
@krushnachandrapatra2629 Жыл бұрын
Jay sita Ram
@Jdpayal
@Jdpayal 2 ай бұрын
Jay shree ram 🙏🙏🙏🙏🙏🚩🚩🚩🚩🚩🚩🚩🚩🚩♥️♥️♥️♥️♥️
@rabindrasahu4686
@rabindrasahu4686 21 күн бұрын
Beautiful song
@ChintuLenka-pd3sy
@ChintuLenka-pd3sy 9 күн бұрын
ଭାଈ ମୋ ମୁହଁ ରୁ କିଛି କଥା ବାହାରୁ ନାହିଁ ଏ ଗୀତ ଶୁଣିଲା ପରେ ସମସ୍ତେ ମିଶି କୁହ ଜୟ ଶ୍ରୀ ରାମ
@muduli1999
@muduli1999 Ай бұрын
ମୋ ଆଖି ରୁ ଲୁହ ଆସିଯାଇଛି। ଜୟ ଶ୍ରୀ ରାମ 🙏🙏
@jaygomata591
@jaygomata591 Жыл бұрын
Very heart touching song... Jay Shree Ram 🙏🚩
@Sushree_gp
@Sushree_gp Жыл бұрын
Jay ShreeRam 🙏🏻🙏🏻🙏🏻