Modi Gives A Big Hint, CBI Will Be Back | Nirbhay Gumara Katha

  Рет қаралды 84,906

Nirbhay

Nirbhay

24 күн бұрын

Modi Gives A Big Hint, CBI Will Be Back | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political KZbin Channel.
Odisha's Fastest Growing Political KZbin Channel.
Odisha's Fast Ever Only Political KZbin Channel.
Odisha's Most Popular Political KZbin Channel.
For Latest Odisha Political News Follow us:
KZbin: kzbin.info/door/_Sk...
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Пікірлер: 556
@Bigsauction2234
@Bigsauction2234 23 күн бұрын
ସାର୍ ଗୋଟିଏ ପଦ କହୁଚି ,ଆମ ଓଡ଼ିଆ ଲୋକଙ୍କୁ ଯେତେ ବୁଝାଇଲେ ହବନି,କାରଣ ଆମ ଓଡ଼ିଆ ଲୋକ ମାଗଣା ଖାଇବା ସ୍ଵାଦ ପାଇଛନ୍ତି।ନିଜ ଘର ପଛେ ବିକ୍ରିହେଇଯାଉ।
@bijaykhuntia868
@bijaykhuntia868 23 күн бұрын
Max loka madua, maganakhia, kodhia...
@suchismitamohanty7171
@suchismitamohanty7171 23 күн бұрын
Right
@santoshdas7894
@santoshdas7894 22 күн бұрын
Good 👍 😂
@gajaboy3498
@gajaboy3498 19 күн бұрын
nija stree jhia ku biki khibe paisa nbe
@shinquanone8714
@shinquanone8714 13 күн бұрын
ଏକଦମ୍ ସଠିକ୍ କଥା। ମାଗଣା ଖାଇ ଟଙ୍କା ନେଇ ଭୋଟ ଦଉଚନ୍ତି ଲୋକେ।😅😅😅😅😅😅😅😅
@Narendramodifn
@Narendramodifn 23 күн бұрын
ବିଜେଡି ଜିତିବାର ନାହିଁ ଯଦିବା ଜିତିଯାଏ ସିବିଆଇ ଜାଲରେ ଛନ୍ଧି ହୋଇ ସରକାର ପାଞ୍ଚ ଦିନରେ ଭାଙ୍ଗିବ 🌹🌹
@bijaymohanty2248
@bijaymohanty2248 21 күн бұрын
ସମସ୍ତ ଦୁର୍ନୀତିଗ୍ରସ୍ତ ନେତା ମାନଙ୍କୁ କେନ୍ଦ୍ରୀୟ ଦଳ ମାନେ କୋଳାଗ୍ରତ କରିନେଵାକୁ ଜଗି ବସିଛନ୍ତି !!! ସେମିତି ରାଜ୍ୟର ଜଣେ ନେତା ପୂର୍ବରୁ ନାରୀହତ୍ୟା ଅଭିଯୋଗ ପରେ ଦଳ ପରେ ଦଳ ବଦଲେଇ ବଦଳେଇ ସରକାରୀ ଦଳକୁ ପଟ୍ଟ ପରିବର୍ତ୍ତନ କରି ସୁରକ୍ଷା ପାଇବାରେ ଲାଗିଯାଇ ଥିଲେ ଓ ସୁରକ୍ଷିତ ମଧ୍ଯ ହୋଇଗଲେ। ତଦନ୍ତ ନିର୍ଦ୍ଦେଶ ତା ନିଜ ଅନ୍ଧକାର ବାଟରେ ହଜିଗଲା । କିଛି ବଛାବଛା ସହାୟିକା ଦଳୀୟ ମହିଳା ମାନେ ଜାପାନ ଇଣ୍ଡୋନେସିଆ ସିଙ୍ଗାପୁର ଦୁବାଇ ଗସ୍ତରେ ରାଜ୍ୟର ନେତା, ଅଫିସର୍ ମାନଙ୍କ ସହ ବ୍ୟବସାୟ ଅଭିବୃଦ୍ଧି ନିମନ୍ତେ ବୁଲି ଯିବାର ସୌଭାଗ୍ୟ ମଧ୍ଯ ଅର୍ଜନ କଲେ ।
@gajaboy3498
@gajaboy3498 19 күн бұрын
bhut ksta jitibata bjd raa
@nishikantabirabar1385
@nishikantabirabar1385 23 күн бұрын
ମୋଦି ଜି ସବୁ ଜାଣିଛନ୍ତି କିନ୍ତୁ ନିର୍ବାଚନ ପରେ ଗୋଟେ ପରେ ଗୋଟେ ED,CBI ମାଫିଆ କୁ ଟାଣି ବ ବୋଲି ଭାବୁ ଛୁ ।
@manoranjan34680
@manoranjan34680 23 күн бұрын
👌👌👌
@bijaymohanty2248
@bijaymohanty2248 21 күн бұрын
ଦଶବର୍ଷ ଘରେ ଆରାମରେ ଶୋଇ ରହିବା ପରେ ଓ ରାଜ୍ୟରେ ଘଟିଯାଉଥିବା ଦୁର୍ନୀତିକୁ ଦେଖି ନୀରବରେ ଆଖିବୁଜି ସହ୍ୟ କରି ନେଉଥିବା କେନ୍ଦ୍ର ନିର୍ବାଚନ ଶେଷ ଯାଏଁ ଅପେକ୍ଷା କରିବା ଏକ ହାସ୍ୟାସ୍ପଦ ପରିସ୍ଥିତି ସୃଷ୍ଟି କରିବନି କି ?? ନା ସେଭଳି ପରିସ୍ଥିତିକୁ ତାଙ୍କର ଲଜ୍ୟା ନାହିଁ କି ଭୟ ନାହିଁ ? ନିଜ ସମର୍ଥିତ ଦଳ ତ ..... !!
@manoranjan34680
@manoranjan34680 21 күн бұрын
@@bijaymohanty2248 ତମ ଦଳ କଣ ଏ ଦୁଇ ଦଳଙ୍କର ଦର୍ଶକ ସାଜିଥିଲେ ବିଜେଡି ବିଜେପିର ସମର୍ଥିତ ଦଳ ସେଥିପାଇଁ 10 ବର୍ଷ ଶୋଇଗଲେ, କିନ୍ତୁ ତମେ କଣ କରୁଥିଲ?ଥରେ 2009 କଥା ମନେ ତ ପକାଅ, ଜଣାପଡ଼ିଯିବ କିଏ କାହା ସମର୍ଥିତ,ଧନ୍ୟବାଦ
@gajaboy3498
@gajaboy3498 19 күн бұрын
nischita bhi bhut grib lko paisa khichi
@bidyadharbargejoykrishna4902
@bidyadharbargejoykrishna4902 23 күн бұрын
ବିଜେଡି 500ଦେଉଛି ବିଜେପି ବିନା ପଇସା ରେ ଜିତିବ
@iconicindrajit3660
@iconicindrajit3660 23 күн бұрын
haaa..haaa..haaa..hmmbhai sabu poisa khauchanti bjd thu ,bt sabu vote bjp ku debe🤣
@binayakumarsethi6114
@binayakumarsethi6114 23 күн бұрын
ଆପଣଙ୍କ ତୁଣ୍ଡ ସୁତୁଣ୍ଡ ହେଉ ଭାଇ, ଜୟ ଜଗନ୍ନାଥ
@rinkuvlogs1337
@rinkuvlogs1337 23 күн бұрын
Sabu ama ade bi seiya
@abhijitprusty7565
@abhijitprusty7565 22 күн бұрын
ସମ୍ଭବ ନୁହଁ ଭାଈ। ଓଡ଼ିଶା ଲୋକ କଙ୍ଗଲିଆ ଟଙ୍କା ନେଲେ ହିଁ ଭୋଟ ଦେବେ।
@gajaboy3498
@gajaboy3498 19 күн бұрын
​@@abhijitprusty7565ha gote lko tnka jde vote seade
@user-fo9ko2lq6x
@user-fo9ko2lq6x 23 күн бұрын
ମୋଦିଙ୍କ ଅଭିଭାଷଣ ର ଦୃଢତା ଅନେକ କିଛି ସ୍ଵଚିତ କରୁଛି।ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ରହିଲେ ଓଡ଼ିଶାର ଭାଗ୍ୟ ଖୋଲିବ ନିଶ୍ଚୟ। ଜୁନ ୪ ତାରିଖକୁ ଅପେକ୍ଷା କେବଳ ।
@debidaskhuntia2976
@debidaskhuntia2976 23 күн бұрын
Bhai I want to join bjp it cell...pls help.
@iconicindrajit3660
@iconicindrajit3660 23 күн бұрын
​@@debidaskhuntia2976apana emiti support karuchanti bjp ku aeita t bht..🙏🙏🙏
@user-fo9ko2lq6x
@user-fo9ko2lq6x 23 күн бұрын
@@debidaskhuntia2976 କୌଣସି ରାଜନୈତିକ ଦଳରେ ଯୋଗ ନଦେଇ ନିରପେକ୍ଷ ରହିଲେ ସ୍ୱାଧୀନ ଭାବରେ ମତବ୍ୟକ୍ତ କରିପାରିବେ ।
@laxmidharbarik2487
@laxmidharbarik2487 23 күн бұрын
Right
@user-fo9ko2lq6x
@user-fo9ko2lq6x 23 күн бұрын
​@@debidaskhuntia2976I have not yet joined.
@jyotirmayjena1869
@jyotirmayjena1869 23 күн бұрын
ଇଡି,ସିବିଆଇ ଆସିଲେ ବହି ଜଳିବ ।
@sukantakumarpadhihari7550
@sukantakumarpadhihari7550 23 күн бұрын
ନିଆଁ ରେ ପୋଡି ହେଇ ସବୁ ମରିବେ
@saratsahoo268
@saratsahoo268 23 күн бұрын
ମୁଖ୍ୟମନ୍ତ୍ରୀ ନିଜେ ଜଣେ ଟୁରିଷ୍ଟ ବିଧାୟକ ହିଞ୍ଜିଳି ବାସୀ ଙ୍କ ପାଇଁ ନୁହଁନ୍ତି କି ? ଅନ୍ୟକୁ ଆଙ୍ଗୁଠି ଦେଖାଇବା ପୂର୍ବରୁ ନିଜ ବିଷୟରେ କହିବେ କି ? ନିର୍ବାଚନ ସରିଗଲେ ସେ କେତେ ଓଡ଼ିଶା ବୁଲନ୍ତି ତାହା ସବୁ ନିର୍ବାଚନ ମଣ୍ଡଳୀର ଜନତା କହିବେ ।
@trilochanpatnaik6321
@trilochanpatnaik6321 23 күн бұрын
ନବୀନ ସରକାର ରେ ଓଡିଆ ମାନେ କେବଳ ଦାଦନ ଶ୍ରମିକ ପାଇଁ ଫିଟ୍।
@smohanty3507
@smohanty3507 23 күн бұрын
kahin mu ta dadana khatuni
@Bigsauction2234
@Bigsauction2234 23 күн бұрын
ଆମ ଓଡ଼ିଆ ବାସୀଙ୍କ ପାଇଁ ଗର୍ବ ଯେ ଓଡ଼ିଶା ମରୁଖମନ୍ତ୍ରି ଓଡ଼ିଆ ଆସୁନି। ଆଠୁ ବଡ଼ ଦୁଃଖ ଆଉ ଓଡ଼ିଶାରେ ନାହିଁ
@kanhaguru7901
@kanhaguru7901 23 күн бұрын
Chap odia kohiki thakami ko bholo hoboki mu cm hebi
@bishnucharnrana3282
@bishnucharnrana3282 23 күн бұрын
ଭାରତର ପ୍ରଧାନମନ୍ତ୍ରୀଙ୍କୁ ଟୁରିଷ୍ଟ କହିବା ବିଜେଡିକୁ ଆଗକୁ ଯଥେଷ୍ଟ ମହଙ୍ଗା ପଡ଼ିବ !!
@manoranjan34680
@manoranjan34680 23 күн бұрын
👌👌👌
@rinkuvlogs1337
@rinkuvlogs1337 23 күн бұрын
Right
@kanhaguru7901
@kanhaguru7901 23 күн бұрын
Balona au
@patitapabanpanda8377
@patitapabanpanda8377 23 күн бұрын
Right
@rabindramahapatro7812
@rabindramahapatro7812 23 күн бұрын
​@@kanhaguru7901to patire purei de bala😂
@pintupandey5
@pintupandey5 23 күн бұрын
BJD ର କେଜ୍ରିବାଲ୍ ଭଳି ଅବସ୍ତା ହେବ ସମସ୍ତେ ବ୍ୟାଗ୍ ବସ୍ତା ଧରି ମମୁ ଘର।ଖାଲି BJP Action ରେ ଆସୁ😂😂😂
@ManaskuArukh
@ManaskuArukh 22 күн бұрын
25ବର୍ଷର ଶାସନ ବିରୁଧରେ ଏଠି ଲଢେଇ ଚାଲିଛି... Bjd ବିରୁଧରେ ନୁହେଁ... Bjp ସପକ୍ଷରେ ନୁହେଁ...
@chandrasekharmeher6423
@chandrasekharmeher6423 23 күн бұрын
BJP 400+🌹🌹🌹🌹🌹
@manoranjan34680
@manoranjan34680 23 күн бұрын
👌👌👌
@kalandicharanbehera6721
@kalandicharanbehera6721 23 күн бұрын
ଜୟ ଶ୍ରୀ ରାମ
@bhagirathibarik9956
@bhagirathibarik9956 23 күн бұрын
ଆପଣ ପ୍ରଧନମନ୍ତ୍ରୀଙ୍କ ଈଶାରା କୁ ବହୁତ୍ ସରଳ ଭାଷା ରେ ବୁଝାଇଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଆପଣଙ୍କୁ 👏👏
@binayakrai9009
@binayakrai9009 23 күн бұрын
ଓଡିଶାର ଦୂର୍ଭାଗ୍ୟ ଏପରି ମୁଖ୍ୟ ମନ୍ତ୍ରୀ ଓ ସହଯୋଗୀ ପାଇଛି ଶାସନ ବର୍ବାଦ
@gyanabratamohanty4219
@gyanabratamohanty4219 23 күн бұрын
ଏଥର ବିଜେଡି ସଫା ଆଉ ବହୁ ନେତା ଜେଲ ଯିବେ | ବିଜେପି ସରକାର ହେଲେ ସାଧାରଣ ଜନତା ବିକାଶ କାହାକୁ କହନ୍ତି ଜାଣିବେ 👍👍🙏🙏
@santoshkumarkarjee128
@santoshkumarkarjee128 23 күн бұрын
ମୁଁ ବ୍ୟକ୍ତିଗତ ଭାବେ ଜଗତର ନାଥ ଜଗନ୍ନାଥଙ୍କ ଚରଣତଳେ ପ୍ରାର୍ଥନା କରୁଛି, ଓଡ଼ିଆରେ,ସୁଶାସକ, ଏବଂ ଶୁସାସନ, ଆଣିବାକୁ, ଚେଷ୍ଟା କରୁଥିବା,ବି,ଜେ,ପି, ସୈନିକ ଙ୍କୁ, ଆର୍ଶୀବାଦ, କରନ୍ତୁ
@debashishacharya3814
@debashishacharya3814 23 күн бұрын
ବହୁତ ସୁନ୍ଦର ହୃଦୟ ଜିଣିବା ନିମନ୍ତେ ଏକ ବଳୁଆ କଥା
@manoranjan34680
@manoranjan34680 23 күн бұрын
👌👌👌
@prabhuramdas5528
@prabhuramdas5528 23 күн бұрын
ଜଗନ୍ନାଥଙ୍କ ରାଣ ସାର ଚମତ୍କାର ବିଶ୍ଳେଷଣ
@bharatchandrabarik5921
@bharatchandrabarik5921 23 күн бұрын
ମୁ ଭାବୁଛି ନବୀନ ବାବୁ ଓଡିଶାକୁ ଆଉ 5ବର୍ଷ ଲିଜ଼ ରେ ଚଳାଇବାପାଇଁ ପଣ୍ଡିଆନଙ୍କୁ ଦେଇଛନ୍ତି
@laxmidharnayak4191
@laxmidharnayak4191 23 күн бұрын
ଅତି ସୁନ୍ଦର ସମୀକ୍ଷା ମୂଳକ ଉପସ୍ଥାପନା। ଅଶେଷ ଅଶେଷ ଧନ୍ୟବାଦ ନମସ୍କାର। ଫଳାଫଳ ଅଧିକ ଭଲ ହୋଇଥାନ୍ତା ମାତ୍ର ଡେରି ହୋଇଗଲା। ଜୟ ଜଗନ୍ନାଥ।
@raghumaninayak9593
@raghumaninayak9593 23 күн бұрын
ଏ ମୁଖ୍ୟ ମନ୍ତ୍ରୀ ନୁହନ୍ତି ଏ ମୁର୍ଖ ମନ୍ତ୍ରୀ ଡାଉନ୍ ଡାଉନ୍
@manoranjan34680
@manoranjan34680 23 күн бұрын
👌👌👌
@supriyasahoo4400
@supriyasahoo4400 23 күн бұрын
ହାଲୁକା ହେବା ବି ନୁହ କାରଣ ପାଣ୍ଡୁ ର ସେ ଷ୍ଟେଜ ଆସିନି ଯେ ମୋଦୀ ଙ୍କ ଓ ସାହା ଙ୍କୁ ଟାର୍ଗେଟ କରିବାକୁ ,ସେ ନିଜେ ଜଣେ ଟୁରିଷ୍ଟ ସେ ପ୍ରଧାନମନ୍ତ୍ରୀଙ୍କୁ ଟୁରିଷ୍ଟ କହିବ ପାଣ୍ଡୁ ।
@prasantakumarswain3419
@prasantakumarswain3419 23 күн бұрын
ସେମାନେ ଯଦି ଟୁରିଷ୍ଟ ତାହାହେଲେ ଏମାନେ ଅନୁପ୍ରବେଶକାରୀ, ଉଈ ଭଳିଆ ଭିତରୁ ଭିତରୁ କୋରଡ କରିବାରେ ବ୍ୟସ୍ତ ବିଲେଇ ଆଖି ବୁଜି କ୍ଷୀର ପିଇଲା ପରି !
@bulusethy9220
@bulusethy9220 23 күн бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ❤❤❤❤❤
@manoranjan34680
@manoranjan34680 23 күн бұрын
🙏🙏🙏
@adwaitchandrabeura6847
@adwaitchandrabeura6847 23 күн бұрын
ଓଡିଶାର ଏକମାତ୍ର ସିବିଆଇ ଇଡି ନିରପେକ୍ଷ ନ ହେଲେ ଓଡିଶା ତାର ଐକ୍ଯ ହରେଇବ।ଓଡିଶା ସରକାରୀ ବାବୁ ପୋଲିସ ପ୍ରଶାସନ ଶାସକଦଳ ର ରାଜନେତା ମାନଙ୍କ ଆଚରଣ ଉଚ୍ଚାରଣ ଲକ୍ଷ କରିଥିବେ।ତାମିଲ ଶାସନ ମଧ୍ଯ ସହିଛନ୍ତି।
@debidaskhuntia2976
@debidaskhuntia2976 23 күн бұрын
Bhai I want to join bjp it cell pls.help
@ManaskuArukh
@ManaskuArukh 22 күн бұрын
​@@debidaskhuntia2976why you wan't to join bjp it cell.. Join bjp party frist 👍🏼👍🏼
@ManaskuArukh
@ManaskuArukh 22 күн бұрын
ଛୋଟରୁ ବଡ ହେବାକୁ ଚେଷ୍ଟା କର... କର୍ମ କର... ପ୍ରଥମେ କର୍ମୀ ହୁଅ.. ତାପରେ... ଉପରକୁ ଯିବ 🙏ଜୟ ଶ୍ରୀ ରାମ 🙏
@user-yw8vq3fb5v
@user-yw8vq3fb5v 23 күн бұрын
ଗୋଟେ ଢଗ ଭାଇରାଲ୍ ହେଉଛି । ସେ ଢଗଟିକୁ କହିବାକୁ ମଧ୍ଯ ଲାଜ ଲାଗୁଚି । ଯେଉଁମାନଙ୍କୁ ଉଦ୍ଦେଶ୍ଯ କରି ଏ ଢଗଟି ଭାଇରାଲ୍ ହେଉଛି ସେମାନଙ୍କୁ କଣ ଲାଗୁନଥିବ । (( ଘଇତା ଅଯୋଗ୍ୟ ପଣେ ------ ଇତ୍ୟାଦି ଇତ୍ୟାଦି ।
@KailasChPat
@KailasChPat 23 күн бұрын
କେବଳ ଖାଇ ପି ଆରାମରେ ଶୋଇ ରୁହନ୍ତି, ଗୁମାସ୍ତା ତ ମୁଖ୍ୟମନ୍ତ୍ରୀ ଙ୍କ. ନାମରେ ଶାସନ୍ କଲେ, ଅସୁବିଧା କଣ ଅଛି, ମୋଦିଜୀଙ୍କ ଠାରୁ ଏ ନବୀନ୍. ବାବୁ ଶାରୀରିକ କେତେ ଫିଟ ?ଚାଲି ପାରୁନାହାନ୍ତି କଥା ଠିକ୍ କହିପାରୁ ନାହାନ୍ତି, କିନ୍ତୁ କ୍ଷମତା ଛାଡି ବାକୁ ପ୍ରସ୍ତୁତ ନୂହେଁ, ଏଭଳି ମାଗଣା ଗାଦୀ , ମଦ ଆଉ ଏପରି ଗୁମାସ୍ତା ମିଳିବେ. କେଉଁଠି??
@Katak_Dk
@Katak_Dk 23 күн бұрын
ଆଜ୍ଞା ଶ୍ରୀଜଗନ୍ନାଥ ବିଜେଡି ଦଳର ଏକ୍ସପେୟାରି ତାରିଖ ଜୁନ୍ 4 ଲେଖି ସାରିଲେଣି , ବହୁତ୍ ଦୁର୍ନୀତି ଅତ୍ୟାଚାର ଆଉ ସ୍ଵାଭିମାନୀ ଓଡ଼ିଆ ସହିବେ ନାହି ଏଥର ଟଙ୍କା ମଦ କିଛି କାମ କରୁନି ଗ୍ରାଉଣ୍ଡ ରେ ଲୋକଙ୍କ ମୁଁହରେ ଗୋଟିଏ କଥା ଏଥର ପରିବର୍ତନ କରିବା । ଖାସ୍ କରି ବିଜେଡି ଲୋକ କହିଲେଣି ସାଧାରଣ ଜନତା ଭି କହିଲେଣି ।
@manoranjan34680
@manoranjan34680 23 күн бұрын
👌👌👌
@KalucharanSahoo-ps9mm
@KalucharanSahoo-ps9mm 23 күн бұрын
Bjp jindabad
@brajakishorepadhi4022
@brajakishorepadhi4022 23 күн бұрын
କୋଢିଆ, ଅଯୋଗ୍ୟ, ମଦ୍ଯପ, ଜରାଜୀର୍ଣ୍ଣ ନବୀନ କର୍ମନିଷ୍ଠା କେଉଁ ଭଳି ୨୫ ବରଷ ହେଲା ଦେଖୁଚୁ।
@dagreswargoud
@dagreswargoud 23 күн бұрын
ଏହା ସେଇ ବିଜେପି ଯିଏ ନିଜର ସ୍ଵାଭିମାନରେ ସମର୍ପିତ ୨ ରୁ ୩୦୩ ଗ୍ରହଣୀୟର ଦଳ (ଜାଣିଛି ସମୟ ଆସିବ)
@manoranjan34680
@manoranjan34680 23 күн бұрын
👌👌👌
@rabimohanty112
@rabimohanty112 23 күн бұрын
ବିଜେଡି କ୍ରୀତଦାସ ନେତା ଗୁଡାକ କହି କି ବଂବିଛନ୍ତି
@dillipkumarmeher6729
@dillipkumarmeher6729 23 күн бұрын
ବହୁତ ବହୁତ ଧନ୍ୟବାଦ ସାର୍ ....
@deepanjalimohanty9756
@deepanjalimohanty9756 23 күн бұрын
ଜୟ ଜଗନ୍ନାଥ 🙏🏻🙏🏻🙏🏻 ଜୟ ଶ୍ରୀ ରାମ 🙏🏻🙏🏻🙏🏻
@manoranjan34680
@manoranjan34680 23 күн бұрын
🙏🙏🙏
@mituprdhan2020
@mituprdhan2020 23 күн бұрын
आ रहा है भगवा धारी राजा तिलक की करो तैयारी जय श्री राम जय श्री राम जय श्री राम
@manoranjan34680
@manoranjan34680 23 күн бұрын
🙏🙏🙏
@user-od2fs9gq4v
@user-od2fs9gq4v 23 күн бұрын
ଜୟ ଶ୍ରୀ ଜଗନ୍ନାଥ
@santoshbai6488
@santoshbai6488 23 күн бұрын
Pandu Tamil vagao
@user-sl4yh2yt4c
@user-sl4yh2yt4c 23 күн бұрын
ସାଦର ପ୍ରଣାମ, କିଛି ସମୟ ପୂର୍ବରୁ ସପରିବାର ମତଦାନ କରି ଆସିଲୁ.. ସେଥିପାଇଁ ଆପଣଙ୍କ episod ଦେଖିବାରେ ବିଳମ୍ବ ହେଲା... ଅନୁଗୁଳ ଓ କଟକ ନିର୍ବାଚନ ସଭା ତଥା ପୁରୀର ରୋଡଶୋ ଦେଖି ମନେ ହେଲା ପରିବର୍ତନ ସରକାର ନିଶ୍ଚିତ... ଇଏ ହେଉଛି ମୋଦିଜୀଙ୍କ ଗ୍ୟାରେଣ୍ଟି... ମୋଦିଜୀ ଯାହା କହନ୍ତି, ତାହା କାମରେ କରି ଦେଖାଇଥାନ୍ତି... ଜୟ ମୋଦିଜୀ... ଜୟ ଶ୍ରୀରାମ.. 🙏🙏🙏
@pratimanayak5637
@pratimanayak5637 23 күн бұрын
ଓଡ଼ିଶା ର ଭାଗ୍ୟ ଓଡ଼ିଶାବାସୀ ଙ୍କ ହାତରେ
@jayaramasahoo7106
@jayaramasahoo7106 23 күн бұрын
ପ୍ରବଳ ନୋଟ ଓ ମଦ ଦେଇ ବିଜେଡି ଭୋଟ ନେଇଯାଇ ପାରେ କାହିଁକିନା ବତୀପେଲା ବୁଦ୍ଧି ଜୀବି ଓଡ଼ିଶାରେ ପ୍ରବଳ
@deepanjalimohanty9756
@deepanjalimohanty9756 23 күн бұрын
ଜଗନ୍ନାଥ ଓଡ଼ିଆଙ୍କ ଉପରେ ନିଶ୍ଚୟ କୃପା କରିବେ। ଓଡ଼ିଶାରେ ନିଶ୍ଚିତ ପରିବର୍ତ୍ତନ ହେବ। ଜୟ ଜଗନ୍ନାଥ 🙏🏻🙏🏻🙏🏻 ଜୟ ଶ୍ରୀ ରାମ 🙏🏻🙏🏻🙏🏻
@manoranjan34680
@manoranjan34680 23 күн бұрын
👌👌👌
@ajitkumarpanda6388
@ajitkumarpanda6388 23 күн бұрын
Sir,ଆପଣଙ୍କ analysis ପୁରା ସଠିକ୍,,,,,, ଓଡ଼ିଶା ରାଜ୍ୟ କୁ ରକ୍ଷା କରିବା ପାଇଁ କେବଳ CBI,ED ର ହସ୍ତକ୍ଷେପ ଜରୁରୀ,,,,, ଅଟେ।
@Bigsauction2234
@Bigsauction2234 23 күн бұрын
ଆମ ଓଡ଼ିଆ ଲୋକ ଯୋଉଠି ନିଜ କଳା ସଂସ୍କୃତି ଭୁଲି ଯାଉଛନ୍ତି,ନିଜ ମା ମାଟିକୁ କଣ ବଞ୍ଚେଇବେ
@kalicharanpanda4079
@kalicharanpanda4079 23 күн бұрын
Absolutely correct. ❤❤❤
@geetaranisamal6638
@geetaranisamal6638 23 күн бұрын
ଯେହେତୁ ପ୍ରଧାନମନ୍ତ୍ରୀ ସାରା ଦେଶର,ତାଙ୍କ ଇଚ୍ଛା ସେ ଯେତେବେଳେ ଯେଉଁଠିକୁ ଯିବେ ଯାଇପାରିବେ।
@Shayam570
@Shayam570 23 күн бұрын
odisha re ethara bjp sarakar
@tanmay_mohapatra
@tanmay_mohapatra 23 күн бұрын
Waiting since morning for your video.
@Aviator_7940
@Aviator_7940 23 күн бұрын
Jay bjp
@manjupravamishra8000
@manjupravamishra8000 23 күн бұрын
ଜୟ ଶ୍ରୀ ଜଗନ୍ନାଥ 🌹🙏।
@manoranjan34680
@manoranjan34680 23 күн бұрын
🙏🙏🙏
@santoshdakua6698
@santoshdakua6698 23 күн бұрын
4 ଜୁନ ବିଜେଡି ଶୂନ 👍🏾
@anilkbiswal9358
@anilkbiswal9358 23 күн бұрын
Excellent
@FAKIRJENA-du2zs
@FAKIRJENA-du2zs 23 күн бұрын
BJD ପାଉଛି ୪୦ ଭିତରେ ଓ BJP ପାଇବ ୯୦ ଭିତରେ
@PradeepaSahoo-mh5jg
@PradeepaSahoo-mh5jg 23 күн бұрын
ଜୟଜଗନ୍ନାଥସ୍ୱାମୀ, ଜୟଶ୍ରୀରାମ
@manoranjan34680
@manoranjan34680 23 күн бұрын
🙏🙏🙏
@User-yhjjgzz
@User-yhjjgzz 23 күн бұрын
BJP jindabad
@successfullife6722
@successfullife6722 23 күн бұрын
ଜୟ ବଜରଙ୍ଗବଲି କି ଜୟ l🙏
@manoranjan34680
@manoranjan34680 23 күн бұрын
🙏🙏🙏
@rokkamsateesh4779
@rokkamsateesh4779 23 күн бұрын
Exactly 💯 True Sir...
@santoshpurohit7553
@santoshpurohit7553 23 күн бұрын
jay shree jagannath,jay shree ram .jay ho Dash sir.
@prashantkumarbehera8999
@prashantkumarbehera8999 23 күн бұрын
ପ୍ରଭୁ ଶ୍ରୀ ଜଗନ୍ନାଥ ସାରା ବିଶ୍ଵର ମୟୁଡ ମଣି ସେ ଯାହାକୁ କ୍ରୁପା କରିବେ ସିଏ ସରକାର କରିବ କିଏ କଣ କହିବ ନ କହିବା କିଛି ଫରକ୍ ପଡିବନି ଜୟ ଜଗନ୍ନାଥ,,,,,
@littoncool
@littoncool 23 күн бұрын
Se krupa kareibe loka nka vote through re. Hele loka nije murkha vali vote dele thakura nku dosa dei lava kan ? Vote kan manaku mana padijiba?
@user-gj7fv5tq2q
@user-gj7fv5tq2q 23 күн бұрын
Only BJP
@ranjitdas7587
@ranjitdas7587 23 күн бұрын
Only BJP sarkar ❤
@kamalakantapanda8822
@kamalakantapanda8822 23 күн бұрын
ନବୀନା ପି କରି ଶୋଇ ପଡେ, ଯିବ କେତେବେଳେ. ଆଉ ଯୋଉ ମିଟିଙ୍ଗ କୁ ଯାଉଛି, ପାଣ୍ଡିଆ ଡୋଜ ଦେଉଛି ଜାପାନ ରୁ ଆଣିଥିବା ଇଞ୍ଜେକ୍ସନ. ସେଥିରେ ସେ ଟିକେ ଚାଲିପାରୁଛି. ଆଉ ନ ହେଲେ ଆସ୍କା 40 ମରି ଶୋଉଛି. ଅକାଳ କୁସମାଣ୍ଡ ମୂର୍ଖ ମନ୍ତ୍ରୀ କୋଉ ରାଜ୍ୟ ରେ ଦେଖି ନଥିବେ. ଆଉ ବିଜେଡି ର 147 ଟା MLA ପାର୍ଥି ତା ଠାରୁ ଅକାଳ କୁସମାଣ୍ଡ. ଏମାନଙ୍କର ସ୍ତ୍ରୀ କୁ ଯଦି ମାଗିବ ତେବେ ପାଣ୍ଡିଆ କୁ ଏମାନେ ଦେଇ ଦେବେ. ପଇସା ପାଈଁ ଏମାନେ ତାଙ୍କ ଝିଅ କୁ ଦେବାକୁ ମଧ୍ୟ ଦେଇଦେବେ. ଆଉ କଣ କହିବା ଏମାନଂକୁ. ଜଗନ୍ନାଥ ଓଡିଶା କୁ ଏକା ସାହା ଭରସା. ଜୟ ଜଗନ୍ନାଥ.
@kalandicharanbehera6721
@kalandicharanbehera6721 23 күн бұрын
ପୁରା ସତ କଥା କ୍ଷମତା power ପାଇଁ ନିଜ ମାଇକନିଆ ଝିଅ କୁ ପାଣ୍ଡୁ ପାଖରେ ସୋଇବାକୁ ଛାଡି ଦେବେ
@entertainmentinformation7624
@entertainmentinformation7624 23 күн бұрын
Bhai tike hard heigala
@kanhaguru7901
@kanhaguru7901 23 күн бұрын
Cm BJD / hobo 1000000 bet logeibobkie
@kalandicharanbehera6721
@kalandicharanbehera6721 23 күн бұрын
ଭାଇ ତୁମ ଘର କୋଉଠି ମୁ ଯିବି ଟଙ୍କା ଆଣିବା କୁ
@kalandicharanbehera6721
@kalandicharanbehera6721 7 күн бұрын
ମାଘିଆ ଟଙ୍କା ରଖିଥା କୋଉଠି କି ଯିବି କହ ମୁ ଅଖା ନେଇକି ଯିବି ମୋତେ ଦବୁ ସଳା ଦଶ ଲକ୍ଷ ଦବୁ କହିଥିଲୁ ମାଘିଆ ଯଦି ନ ଦବୁ ତୁ ସଳା ବାରବାଣ୍ଡିଆ ଛୁଆ ତୁ
@subashmishra5616
@subashmishra5616 23 күн бұрын
❤ମଦୁଆ ରାଜା ଦରିଦ୍ର ପ୍ରଜା ପଞ୍ଚ ତନ୍ତ୍ର ପାଣ୍ଡୁ ଓଡ଼ିଶା କରିବ ଲାଣ୍ଡୁ ଜୟ ଜଗନ୍ନାଥ
@kishorkumarbeherakishor1405
@kishorkumarbeherakishor1405 23 күн бұрын
💥🚩🙏🏻ଜୟ ଶ୍ରୀଜଗନ୍ନାଥ🙏🏻🌱🌾
@sudhanshudas8330
@sudhanshudas8330 23 күн бұрын
ଆଜ୍ଞା ମାଗଣା ବିଜୁଳି ବିଷୟରେ କିଛି କୁହନ୍ତୁ
@PS-sb6rh
@PS-sb6rh 23 күн бұрын
Jai Jagannath🙏
@Bnbwq7133
@Bnbwq7133 23 күн бұрын
Thanks very much for your message
@SankarprasadSahu-dt8qw
@SankarprasadSahu-dt8qw 23 күн бұрын
Jay Jagannath Swami 🙏🙏
@premanandajena6209
@premanandajena6209 23 күн бұрын
Jay shree Jagannath 🙏🏾
@PrakashBarik7
@PrakashBarik7 22 күн бұрын
Very well explained... Thank you so much 🙏 Jay Jagannath
@manojgiri-jn1cs
@manojgiri-jn1cs 23 күн бұрын
Sir apana aji khushi re news sunauchanti❤❤❤
@santoshkumarsahu6586
@santoshkumarsahu6586 23 күн бұрын
Sir Nku Mora Koti pranam ❤️🙏🙏🙏🙏🙏Corona Samayare Nijara Puaku Haraithaye Madhya Kebebi Dukhita HoiNahantye Karana Aam Darsaka Nkar Sir Nka Prati Sneha Sradha Jogu.
@rajanikantachoudhury2343
@rajanikantachoudhury2343 23 күн бұрын
ଏତେ ବର୍ଷ ଶାସନକରିବାପରେ ନବୀନଙ୍କ ଅବସ୍ତିପାଇଁ ବିଜେଡ଼ର ଚାମଚା ଓ ପାଣ୍ଡୁ ଦାଈ. ବିଜେଡି ଏଥର ହାରିବା ନିଶ୍ଚିତ.
@alayakumarmishra6266
@alayakumarmishra6266 23 күн бұрын
Beautiful 🎉
@laxmidharabarik2952
@laxmidharabarik2952 23 күн бұрын
ସାର୍ 🙏 ଆପଣ ନିର୍ଭୟ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାର ନେବାକୁ ଅନୁରୋଧ କରୁଛି। ସାର୍ ଆଉ ଗୋଟିଏ କଥା ଯଦି ଚିଟଫଣ୍ଡ ଅଭିଯୁକ୍ତମାନେ ବିଜେପିରେ ମିଶିଗଲେ। ତାହାଲେ ତଦନ୍ତ ବାଟବଣା ହେବ ନାହିଁ ତ।❤❤❤
@mamatasoren8469
@mamatasoren8469 23 күн бұрын
Very good sir
@successfullife6722
@successfullife6722 23 күн бұрын
ଜୟ ଶ୍ରୀରାମ l🙏
@dillipkumarmeher6729
@dillipkumarmeher6729 23 күн бұрын
ଏଥର bjd ନାଶ ହିଁ ଯିବ ....
@bsmishra100
@bsmishra100 23 күн бұрын
Excellent analysis 👍👍 It must be end of BJD
@BirendraNayeak
@BirendraNayeak 23 күн бұрын
Paandiyaan ଜେଲ୍ ଯିବା ତୟ 100%
@trinathatandi6269
@trinathatandi6269 23 күн бұрын
ମୋଦି ଶାସନରେ ଆସିଲେ ସିନା ମୋଦୀ ଅନ୍ୟ ରାଜ୍ୟରେ ତାଙ୍କର ସିଟ କମି କମି ଯାଉ ଥିବାରୁ ଓଡିଶା କୁ ବାରୂମ୍ବର ଆଶୁଶନ୍ତି
@jitendrasahoo2987
@jitendrasahoo2987 23 күн бұрын
ପରିବର୍ତ୍ତନ ଜରୁରୀ ହବା ଜରୁରୀ
@chagalabehera6627
@chagalabehera6627 23 күн бұрын
Jay shree Ram
@binayakumarsethi6114
@binayakumarsethi6114 23 күн бұрын
ଆଜ୍ଞା ପତନାଭିମୁଖୀ ଭ୍ରଷ୍ଟ ପାଣ୍ଡୁ ସରକାର ର ଏ ଶପଥ ପ୍ରକ୍ରିୟା ଏକ ନୂଆ ରଣ କୌଶଳ, କିନ୍ତୁ ଆମେ ସମସ୍ତେ ଜାଣିଛେ ଆସନ୍ତା ଜୁନ 4 ତାରିଖ ର ଆନନ୍ଦ କେବଳ ସେଇମାନେ ହିଁ ନେଇପାରିବେ ଯେଉଁ ମାନେ ଧର୍ମ ତଥା ନ୍ୟାୟ କୁ ବିଶ୍ୱାସ କରନ୍ତି ।
@tirtharajpanda7237
@tirtharajpanda7237 23 күн бұрын
Jai Jagannath
@SonaNayak-xk3is
@SonaNayak-xk3is 23 күн бұрын
Jay jagannath sir
@sureshchandradash6900
@sureshchandradash6900 23 күн бұрын
ଆଜ୍ଞା ରତ୍ନ 407 ଗାଡ଼ିରେ ଗାଏବ ହୋଇଯାଉଛି
@DinabandhuSahoo-xe1fj
@DinabandhuSahoo-xe1fj 23 күн бұрын
Jai JagannathNirvai Gumarkatha.Nabin Das Mahodai, Apan Odishabashinka Akhikholideichhanti. Asesh Dhanyabad.
@prasantapradhan7099
@prasantapradhan7099 23 күн бұрын
ଏଥର ବିଜେପି
@ranjitdas7587
@ranjitdas7587 23 күн бұрын
Sir namaskar 🙏🚩❣️💐🙏
@sundargarhsng9463
@sundargarhsng9463 23 күн бұрын
Your analysis is so interesting Sir .....
@niranjanpanda8574
@niranjanpanda8574 23 күн бұрын
CBI & ED should investigate 🙏various scam in Odisha.
@PrasantaMohapatra-yg8fo
@PrasantaMohapatra-yg8fo 23 күн бұрын
Very nice
@Bigsauction2234
@Bigsauction2234 23 күн бұрын
ସାର୍ ଆପଣଙ୍କୁ ନମସ୍କାର, ଏ ବିଜେଡ଼ି ଦଳ ଗୋଟେ ଗୁଣ୍ଡା,ମୁ ଜାଣିପାରୁନି ଆମ ଓଡ଼ିଆ ଲୋକ, ଓଡ଼ିଆ ନା ଅଣ ଓଡ଼ିଆ। ସତରେ ଓଡ଼ିଆ ଆମ ପରମ୍ପରା ଭୁଲି, ନିଜ ମାଟି କି ଭୁଲି ଗୋଟେ ତାମିଲ୍ ଶାସନ ହାତରେ ଟେକି ଦେଇଛନ୍ତି
@bapinaa007
@bapinaa007 23 күн бұрын
Jay Jay JAGANNATH Kichi alochana aau prasna achi Kemiti janeibi .?
@anildora1991
@anildora1991 23 күн бұрын
Odisha deserves dynamic leader like Modi. We will see growth of the state.
@AshokPanda-qt4qn
@AshokPanda-qt4qn 23 күн бұрын
Sir Aji apana khusi karidele🙏👏
@prasantakumarsahoobidyabha6501
@prasantakumarsahoobidyabha6501 23 күн бұрын
Sir ନମସ୍କାର, ମୋଦି ସଂକେତ ଦେଇନାହାନ୍ତି ଯେ...ସ୍ୱୟଂ ମହାପ୍ରଭୁ ଜଗନ୍ନାଥ ମୋଦି ଙ୍କ କଣ୍ଠରେ ବିଜେକରିକି କହିଛନ୍ତି ।ପାପ ବଢ଼ିଲେ ସ୍ୱୟଂ ଭଗବାନ ନିଶ୍ଚୟ ଇଡି ସିବିଆଇ ରୂପରେ ଆସିବେ ।
@achandrasekhardora5773
@achandrasekhardora5773 23 күн бұрын
Jay shree ram 🚩🙏
@ashokkumarnayak499
@ashokkumarnayak499 23 күн бұрын
Jay jagannath nka ichha.
@janardanpanda5378
@janardanpanda5378 23 күн бұрын
ଓଡିଶାକୁ ଇଡି ସିବିଆଇ ତଦନ୍ତ ହେବା ଆବଶ୍ୟକ ଏମାନେ ଯେପରି ଅନ୍ୟାୟ ଅତ୍ୟାଚାର କରିଛନ୍ତି ଏମାନକୁ ଭଗବାନ କ୍ଷମା କରିବେ ନାହିଁ 😊
@skkpin2
@skkpin2 23 күн бұрын
ନବୀନ ପଟ୍ଟନାୟକ 146 MLA candidate ବାହାରୁ ଆଣିବା କଥା 25 ବର୍ଷରେ ଓଡିଆ ଭାଷାକୁ ବୁଝିଲେ ନାହିଁ ଓଡ଼ିଆ ଭାଷାକୁ ଛାଡ ଏ ଥର ଓଡିଶା ବାସୀ ନିଷ୍ପତ୍ତି ନେବେ
@sharatchandrapradhan2009
@sharatchandrapradhan2009 23 күн бұрын
Moment for Change
@HarikrishnaGouda
@HarikrishnaGouda 23 күн бұрын
ଆଜ୍ଞା ଆପଣଙ୍କୁ ନମସ୍କାର ଯେମିତି ବ୍ୟାଖ୍ୟା କରିକୀ କହୁଛନ୍ତି ମତେ ଭଲ ଲାଗୁଚି ମୁଁ ଗୋଟିଏ ବି ep ଛାଡୁନି ସବୁ ଦେଖୁଚି ମୁଁ ମର ସାଙ୍ଗମାନଙ୍କୁ ବି କହୁଚି ଦେଖିବା ପାଇଁ
@6473anil
@6473anil 13 күн бұрын
Good and correct, Nirat satya
@manojpalei
@manojpalei 23 күн бұрын
ଜୟଜଗନ୍ନଥ । 5t କୋଟରି ଭିତରେ ଆମ ଓଡ଼ିଆ ମାନଙ୍କ ସ୍ଥାନ ନାହିଁ ।ତେଣୁ 5t ର ମର୍ମ ବୁଝିବେ କିପରି ।ଧନ୍ୟବାଦ ସର୍ ।
@sahooenterment-du4ym
@sahooenterment-du4ym 23 күн бұрын
Good
Is it Cake or Fake ? 🍰
00:53
A4
Рет қаралды 16 МЛН
Они убрались очень быстро!
00:40
Аришнев
Рет қаралды 2,7 МЛН
Climbing to 18M Subscribers 🎉
00:32
Matt Larose
Рет қаралды 15 МЛН
PM Modi Targets Naveen Patnaik's Govt Over One Rupee Rice
1:42
Kanak News
Рет қаралды 2,4 МЛН
PM Narendra Modi Targets Naveen Patnaik Over Health Schemes
6:51
Naveen Speaks About Modi's Speech
3:23
Kanak News
Рет қаралды 2,2 МЛН
Who will be the next Odisha CM as its first BJP government?
6:48