Mohan Majhi & Police IIC, Captured Interaction Sparks Widespread Attention | Police IIC Reaction

  Рет қаралды 596,133

Kanak News

Kanak News

12 күн бұрын

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/channel/0029Va9q...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
WhatsApp: whatsapp.com/channel/0029Va9q...
#KanakNews #Odisha #MohanMajhi #PoliceIIC #ViralVideo

Пікірлер: 826
@pabitragouda2489
@pabitragouda2489 10 күн бұрын
ଗୋଟେ MLA କୁ ଯଦି ଏମିତି ବ୍ୟବହାର ତ ସାଧାରଣ ଲୋକ ର ଅବସ୍ଥା କଣ ହେବ,,
@rakeshparidaparidrakeha8877
@rakeshparidaparidrakeha8877 10 күн бұрын
Right
@kumartiki6550
@kumartiki6550 9 күн бұрын
Your right bother
@Govindasoren
@Govindasoren 9 күн бұрын
kzbin.info/www/bejne/fXecqoSNl72aqc0
@KaliaUma
@KaliaUma 9 күн бұрын
👍👍👍👍
@ranjankumarprusti7950
@ranjankumarprusti7950 9 күн бұрын
ଏ ମାଗିଆ ପୋଲିସ କୁ ବରଖାସ୍ତ କରିବା ସହିତ, ଏଇଟା କୁ କୋରାପୁଟ ବଦଳି ଦରକାର। କାରଣ ଲୋକ ପ୍ରତିନିଧି କୁ ତ ଏଭଳି ବ୍ୟବହାର, ସାଧାରଣ ଲୋକଙ୍କୁ କିଭଳି ହେଉ ନଥିବ।25 ବର୍ଷ ବିଜେଡି ସରକାର ପାଇଁ ତ ଆଜି ସବୁ ପ୍ରସାଶନିକ କ୍ଷେତ୍ରରେ ଏଭଳି ଅଵସ୍ତା।
@Shree_910
@Shree_910 10 күн бұрын
କିଏ କିଏ ଚାହଁ ଏଇ ଅଂହକାରୀ ପୋଲିସ୍ କୁ ଦଣ୍ଡ ମିଶୁ ବୋଲି👍🏻
@SharmisthaBehera-hw3en
@SharmisthaBehera-hw3en 10 күн бұрын
Muchahen
@user-sm3fi8me9c
@user-sm3fi8me9c 10 күн бұрын
Sameste chahanty
@seriallovers1848
@seriallovers1848 10 күн бұрын
Mu
@Govindasoren
@Govindasoren 10 күн бұрын
Kan pain kibe
@SanatanaMarndi
@SanatanaMarndi 10 күн бұрын
ନିହାତି ଦଣ୍ଡ ମିଳୁ ତାକୁ
@parthasarathimallick5767
@parthasarathimallick5767 10 күн бұрын
ଓଡ଼ିଶାର ପୋଲିସ ମାନେ ନ୍ୟାୟ ଜାଣି ନାହନ୍ତି କେବଳ ପଇସା ଜାଣି ଛନ୍ତୀ
@parfullakujur8961
@parfullakujur8961 10 күн бұрын
✅🇮🇳✅
@himanshumurmu9877
@himanshumurmu9877 10 күн бұрын
Thik kotha kohilo bhai
@NandaMadkami-pq9vg
@NandaMadkami-pq9vg 5 күн бұрын
Right Katha Bhai
@yourgosttapu8331
@yourgosttapu8331 10 күн бұрын
ମଘିଆ ଟି ବିଜେଡି power ରେ ଛୋଡ଼ି ହଉଥିଲା
@JIT_BEHERA_47
@JIT_BEHERA_47 10 күн бұрын
abye gola gandi fati bhai🤣🤣🤣
@user-sm3fi8me9c
@user-sm3fi8me9c 10 күн бұрын
Right katha bhai
@Yediwqtydete
@Yediwqtydete 10 күн бұрын
Sedino se Lokanku bahut hairan karithila eii harami police...
@skmstorywriter6400
@skmstorywriter6400 9 күн бұрын
ଓଡିଶା ସାରା ପୋଲିସ ବିଜେଡିର ପୋଷା ଜନ୍ତୁ ଥିଲେ
@smile-op2yq
@smile-op2yq 7 күн бұрын
BJD ର ଲାଇସେନ୍ସ ପ୍ରାପ୍ତ ଗୁଣ୍ଡା ହଉଚି ଓଡିଶା ପୁଲିସ
@ratikantabehura5316
@ratikantabehura5316 10 күн бұрын
ବହୁତ ଫାଟିଛି IIC ର ଅତି ଅହଙ୍କାର ର ଫଳ
@lipsabehera9174
@lipsabehera9174 10 күн бұрын
ଓଡ଼ିଶାର ପୋଲିସ କୁ ଲଙ୍କା ଧୁଆଁ ଦରକାର
@ajitakar4373
@ajitakar4373 9 күн бұрын
Police mananku uchit sikhya darkar.khara re antheba darkar.
@sourabhasahoo40
@sourabhasahoo40 8 күн бұрын
Hmm pant kholiki.purao
@smile-op2yq
@smile-op2yq 7 күн бұрын
ତ୍ରିନାଥ ସେଠୀ ଗlଣ୍ଡି ରେ ଗରମ ଲୁହା ରଡ ପୂରେଇ ଦିଅ l😂😂
@nothingelse1521
@nothingelse1521 3 күн бұрын
😂😂😂😂
@rohitkuanr7050
@rohitkuanr7050 10 күн бұрын
IIC ସୁଧୁରି ଯାଆ ଲୋକଙ୍କୁ ଭାଲ ବ୍ୟବହାର ଦିଅ। ସମସ୍ତଙ୍କୁ ଚୋର ଭଳିଆ ବ୍ଯବହାର ଦିଅନ୍ତୁ ନାହିଁ।
@jaymaadurgaengineering6594
@jaymaadurgaengineering6594 10 күн бұрын
ବଞ୍ଚି ଗଲୁ ରେ ପୁଅ ମୋହନ sir ଙ୍କ ମହାନତା
@deepakkumar-sp8lm
@deepakkumar-sp8lm 9 күн бұрын
Kn ta jadi police officer ra 1%bhul thanta taku kebe thu punishment mili sarantani ok..
@AmulyaDhrua
@AmulyaDhrua 7 күн бұрын
Banchi gala au Kia ,cm na hela😂
@smile-op2yq
@smile-op2yq 7 күн бұрын
​@@deepakkumar-sp8lm CM of odisha sri. Mohan Majhi show the Sublimity. Understand
@deepakkumar-sp8lm
@deepakkumar-sp8lm 7 күн бұрын
@@smile-op2yq no no I don't agree with you. When someone is unable to do something then it's ok .. do you understand ???? ..
@Pradip2282
@Pradip2282 10 күн бұрын
ଓଡ଼ିଶାର ସବୁ ପୋଲିସ ଚରିତ୍ରହୀନ
@jayaramdehury6975
@jayaramdehury6975 10 күн бұрын
😂
@subratkumarsamantara3563
@subratkumarsamantara3563 10 күн бұрын
Bhul not 100%
@laxmanmeher484
@laxmanmeher484 9 күн бұрын
Mardowalibaat
@AntaryamiSamal-nc6uo
@AntaryamiSamal-nc6uo 10 күн бұрын
କେମିତି କଥା ହେଉଛି ମିଡ଼ିଆ ଆଗରେ ଜେମିତି ପୁରା ସତୀ ସାବିତ୍ରୀ ଟା ସଳା ଲାଞ୍ଜୁଆ
@bijayakumarpradhan1988
@bijayakumarpradhan1988 10 күн бұрын
ବିଜେଡି ର ପୋଷା କୁକୁର ଭଳି କାମ କରୁଥିଲେ ସବୁ ପୋଲିସ
@laxmanmeher484
@laxmanmeher484 9 күн бұрын
Mardowalibaat
@user-gx2gs5xk8h
@user-gx2gs5xk8h 9 күн бұрын
Yes
@gopalgopal4665
@gopalgopal4665 9 күн бұрын
Ekdom right
@factsunloaded4808
@factsunloaded4808 6 күн бұрын
Bina merit..Paisa deiki bjd waala ku police chakri pai thiba...tanka golami ta Kariba he ji .
@gyanendranayakkumar5071
@gyanendranayakkumar5071 10 күн бұрын
ଓଡିଶାରେ ବ୍ରିଟିସି ଶାସନ ପୋଲିସି
@laxmanmeher484
@laxmanmeher484 9 күн бұрын
Mardowalibaat
@DeepakKumar-fc5xk
@DeepakKumar-fc5xk 10 күн бұрын
ଏପରି ଔଦ୍ଧତ୍ୟ ଆଇଆଇସି ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର।
@rakeshdash7150
@rakeshdash7150 10 күн бұрын
ମାଗିଆ ପୋଲିସ ରହ ମୋହନ sir ତୋ ଗାଣ୍ଡିରେ କେମିତି ପୂରେଇବେ
@deepakfortuner1124
@deepakfortuner1124 10 күн бұрын
😂
@chittaranjanpatra7106
@chittaranjanpatra7106 10 күн бұрын
😂😂😂
@bibhuprasadpradhan8968
@bibhuprasadpradhan8968 9 күн бұрын
Mohan sir tuma bhali nunhanti
@Sandeepofficial86
@Sandeepofficial86 9 күн бұрын
😂😂
@factsunloaded4808
@factsunloaded4808 6 күн бұрын
Bina merit..Paisa deiki bjd waala ku police chakri pai thiba...tanka golami ta Kariba he ji .
@Official_B.kanhar7289
@Official_B.kanhar7289 10 күн бұрын
ହେଉ ଆଇଆଇସି ଛୁଟିରେ ରହୁଛନ୍ତି ତାଙ୍କୁ ଗୋଟିଏ ମାସ ଦରମା ବନ୍ଦ କରି ଦିଅ।
@laxmanmeher484
@laxmanmeher484 9 күн бұрын
Maggie lanch Tanka Kanaaabhabaachhi
@Nandakishorblogs
@Nandakishorblogs 10 күн бұрын
Police କୁ job ରୁ ବାହାର କରାଯାଉ 💪💪
@satyabannaik4539
@satyabannaik4539 10 күн бұрын
ହେଁ ହେଁ ହେଁ କଥା ଟା ଟିକେ ବଢ଼ି ଯାଇଥିଲା l କିଛି ନୁହଁ l ବିରଳ ଭିଡ଼ିଓ ଗୋଟେ l punishment ତାକୁ ଦରକାର ନଚେତ ବଦଳିବ ନାହିଁ l
@AjayakumarGochhi
@AjayakumarGochhi 10 күн бұрын
ନିର୍ଲଜ ପୋଲିସ
@Jayanti566
@Jayanti566 10 күн бұрын
ହେଁ ହେଁ ହଉଚି ନିର୍ଲଜ
@sccraft3295
@sccraft3295 9 күн бұрын
Right
@Vinood900
@Vinood900 9 күн бұрын
ଏ ଅହଙ୍କାରୀ କ୍ରୀତଦାସ ପୋଲିସ ମାନଙ୍କୁ ନିଶ୍ଚିତ ଦଣ୍ଡ ମିଳିବା ଦରକାର୍
@user-mx3nb3pq3k
@user-mx3nb3pq3k 9 күн бұрын
ଆଇଆଇସି ଙ୍କୁ ବହିଷ୍କାର କରାଯାଉ । ସେ ବ୍ୟବହାର ଜାଣିନି। କି ବାଳ ପୋଲିସ ହେଇଛୁ ବେ ।।।
@shashibhusanpraharaj9537
@shashibhusanpraharaj9537 10 күн бұрын
Iic ଙ୍କ ଓୟୁଧତ୍ୟ ପକେଟ ରେ ହାତ ଭାରି vip ଭଳି କଥା ହେଉଥିଲେ।
@gobindachandraswain3060
@gobindachandraswain3060 10 күн бұрын
ସେତେବେଳେ ବି ଜେ ଡି ର କୁତା ଥିଲା।
@lipsabehera9174
@lipsabehera9174 10 күн бұрын
ପୋଲିସ ମାନେ ଭାବନ୍ତି ଧାନା ତାଙ୍କ ବାପା ର
@samaruhernna4118
@samaruhernna4118 10 күн бұрын
ଗୋଟିଏ MLA ଙ୍କୁ ଏମିତି ବ୍ୟବହାର ତାହେଳେ ସାଧାରଣଲୋକ ଙ୍କୁ ଏ ଇ ଭଳି ପୋଲିସ ମାନଙ୍କ ଖାତିର ନାହିଁ ଏ ପୋଲିସ କୁ ବୋଡର କେ ପଠାଯାଉ
@rkbiswal621
@rkbiswal621 10 күн бұрын
ଏ ଶଳା iic ଟା ଗୋଟେ si ପାଇ 6 ବର୍ଷ ପରେ କଣ ଗୋଟେ inspector ହୋଇଯାଇଛି, ତେଣୁ ଯାହା ଆସ କରା ଯାଏ!
@bibhuprasadpradhan8968
@bibhuprasadpradhan8968 9 күн бұрын
Si mane iic hunhanti direct iuc appountment nanhi
@jitendradalabehera2322
@jitendradalabehera2322 10 күн бұрын
Only suspend
@SankirtankanharSankar
@SankirtankanharSankar 7 күн бұрын
ଭାଇ ଠିକ୍ ଅନୁଭୁତି
@Pradip2282
@Pradip2282 10 күн бұрын
ମୋହନ Sir ଏ ପୋଲିସ ଗାଣ୍ଡିରେ ଗୋଟା ଭଲ କଞ୍ଚା କଣ୍ଟାବାଲା ବାଉଁଶ ପୁରେଇବେ ଯେମିତି ତା ପାଟିବାଟେ ବାହାରିବ
@padmanava1000
@padmanava1000 10 күн бұрын
ଥାନାବାବୁ ହରଡ଼ଘଣାରେ ପଡ଼ିଛି
@kambupanipradhan1473
@kambupanipradhan1473 9 күн бұрын
ଜଣେ ଲୋକ ପ୍ରତିନିଧି କୁ ଏପରି ବ୍ୟବହାର୍ ତ ସାଧାରଣ ଲୋକ ଙ୍କୁ କି ବ୍ୟବହାର ନ ଦେଉ ଥିବ
@rudranarayanmallick3725
@rudranarayanmallick3725 10 күн бұрын
IIC Ku Chakiriru Bahiskara Karajau.
@user-rt7ic2xi5b
@user-rt7ic2xi5b 10 күн бұрын
He Should be Dismissed
@user-cl8vr4rq2k
@user-cl8vr4rq2k 10 күн бұрын
Action should be taken against iic.
@madhabdashcreations820
@madhabdashcreations820 10 күн бұрын
A police man ku uchit shikhya diajau
@sciencemakeiteasy4822
@sciencemakeiteasy4822 10 күн бұрын
ଆଜି ମଧ୍ଯ ଓଡିଶା ପୋଲିସ ବ୍ରିଟିଶ କାଇଦାରେ ନିଜର କ୍ଷମତା ଜାହିର୍ କରୁଛି l ମୋହନ ସରକାର ପୋଲିସ ବ୍ୟବସ୍ଥା ରେ ସଂସ୍କାର ଆଣିବା ନିହାତି ଜରୁରୀ ଅଟେ l
@BikashNaik-nc4le
@BikashNaik-nc4le 10 күн бұрын
Icc ku. Gate out kar
@user-st8rr2yo2q
@user-st8rr2yo2q 10 күн бұрын
Suspend karajau
@DontMindDost
@DontMindDost 10 күн бұрын
ଓଡ଼ିଶାରେ Home dept. Security Officer ଠାରୁ ହିନ... ❤ ଥାନା ବାବୁ ନିଜକୁ ଦାଦା ଭାବନ୍ତି... ବଟି ବି ନିଅନ୍ତି.... ସେଥିପାଇଁ ଓଡିଶାରୁ DG, DIG, IG, ଙ୍କୁ ବାହାର କରି ସେମାନଙ୍କ ଜାଗାରେ Security (Group4) କିମ୍ବା ISI ର ex- Army ଅଫିସରକୁ ରଖନ୍ତୁ କମ ଟଙ୍କାରେ ଅଧିକ ଉନ୍ନତି ହେବ....😢😢😢 କଥା ତେଢ଼ା ଲାଗିଲେ ବି ସତ... କାରଣ ଚା ଵାଲା ରୁ ପ୍ରଧାନ ମନ୍ତୀ, ଏବଂ ଶିକ୍ଷକ ରୁ ପ୍ରଧାନ ମନ୍ତୀ... ହେଲେ security officer ରୁ DG, DIG, IG କିଛି ଅସମ୍ଭବ ନୁହଁ... ବରଂ ଭଲ...😢😢😢😢
@SankirtankanharSankar
@SankirtankanharSankar 7 күн бұрын
Right sis
@prashantadas6669
@prashantadas6669 10 күн бұрын
ଏହା କେବଳ ସମ଼ଭବ ବିଜେଡି ସରକାର ପାଇ଼
@user-og9qb1fo8n
@user-og9qb1fo8n 10 күн бұрын
Mukshya mantree sir jyogi raj chalao
@MaunabatiBiswal
@MaunabatiBiswal 9 күн бұрын
Good disision for odisha C.M Thank you so much sir
@newstarsvision7754
@newstarsvision7754 9 күн бұрын
କିଛି ପୋଲିସ ଷ୍ଟେସନରେ ଆମେ ଦେଖିଛୁ । ଜଣେ ସାଧାରଣ ଲୋକ ବି ଯିବାକୁ ଡରିବ । ତାକୁ ଏମିତି ବ୍ୟବହାର କରିବେ ଯେମିତି ସେ ମଣିଷ ମାରିକି ଆସିଛି । ଆଗ ସମସ୍ୟାଟା କଣ ପଚାରି ବୁଝିବା ଦରକାର ।ତାକୁ ଆଗ ଗୁଡେ question କରି ଡରେଇ ଦେବେ ସେ ବିଚରା ମଣିଷ ନ ମାରିଥିଲେ ବି କହିଦବ ହଁ ମୁ ମାରିଛି 😂😂ଏଇ ହଉଛି ଆମର ଆଇନ୍
@user-fy9dv7sf1p
@user-fy9dv7sf1p 10 күн бұрын
ଏ ଶଳା ଜୁଜୁର ପୋଲିସ ଫାସିଦିଆଯାଉ
@makrasardar2834
@makrasardar2834 9 күн бұрын
ଲୋକଙ୍କୁ କେମିତି ବ୍ୟବହାର କରାଯାଏ ସେଇଟା ଶିଖିନି ୟାକୁ କିଏ ଦେଲା ପୋଲିସ ଚାକିରି । 😂😂
@satyabehera9431
@satyabehera9431 10 күн бұрын
ଏ ପୋଲିସ ଅଫିସର କୁ ତୁରନ୍ତ ସସପେଣ୍ଡ କର ।ଗୋଟିଏ ବିଧାୟକ କୁ ଏମିତି ବ୍ୟବହାର।ଅନ୍ୟ ସାଧାରଣ ଜନତା କୁ କେମିତି ବ୍ୟବହାର ।ବିଜେଡି ଦଳର ଏ ପୁଲିସ ଅଫିସର ଗୋଟିଏ ଗୁଣ୍ଡ ା।
@sriramsamarendrasinghbarik1477
@sriramsamarendrasinghbarik1477 9 күн бұрын
ओड़िशा में पुलिस का लोगो के प्रति व्यवहार बहुत खतरनाक ये सब सुधार की जरूरत ओ अपने आपको किंग मानते है
@spsproduction8514
@spsproduction8514 10 күн бұрын
ମୁଁ ବି ଚାହୁଁଚି ସେ ଦଣ୍ଡ ପାଉ
@sanjaybiswal9242
@sanjaybiswal9242 10 күн бұрын
ଗଲୁଆ ପୋଲିସ ❤❤
@user-mx3nb3pq3k
@user-mx3nb3pq3k 9 күн бұрын
ଆଇଆଇସି ତ୍ରିନାଥ ସେଠୀ ଙ୍କୁ ବହିଷ୍କାର କରିବାକୁ ମୁଖ୍ୟମନ୍ତ୍ରୀ ଆଦେଶ ଜାରି କରନ୍ତୁ ଏବଂ ତାଙ୍କୁ ଜେଲ୍ ପଠାଇ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ୍ କରନ୍ତୁ ।
@daitaryjena6661
@daitaryjena6661 9 күн бұрын
କାହା ବଳରେ ବଳିଆନ୍ ପୋଲିସ୍ ଅଫିସର୍ ।
@user-ry6wy8no4m
@user-ry6wy8no4m 10 күн бұрын
ତଥାପି ତାର ଗର୍ବ ଯାଇନି
@pilukumarmanna5729
@pilukumarmanna5729 10 күн бұрын
Iic ra kantho swara ru jana paduchi je tar kete g-fatuchi
@deepakthecomedywala1828
@deepakthecomedywala1828 10 күн бұрын
Police Mane public nku maa vauni neiki sodhuchanti .. action niaajau semiti avdra police officer mananka upare
@Srvision615
@Srvision615 9 күн бұрын
ଯୋଉ ପୋଲିସ୍ ବାବୁ ମାନେ ବିଜେଡି ପାଇଁ ଖୋଲା ଖୋଲି କାମ କରୁଥିଲେ ସେମାନେ ଛୁଟି ରେ ଯାଇଛନ୍ତି.
@PratimaDehuri-td5up
@PratimaDehuri-td5up 2 күн бұрын
ଧନ୍ୟ ବାଦ ଆମ ଓଡ଼ିଆ ସିଏମ୍ ସବୁ ପୋଲିସି ଏମିତି
@hrushikeshbiswal4305
@hrushikeshbiswal4305 9 күн бұрын
ପୋଲିସ ବାଲାଙ୍କୁ ମୁଖ୍ୟମନ୍ତୀ ସାର ସାବାଡ କରନ୍ତୁ
@yeshsahoo6027
@yeshsahoo6027 10 күн бұрын
ସୁଧରି ଯାଅ ପାଣ୍ଡୁ ଗଲା, ମୋ ସହିତ ବି ଏ ମେତି ହେଇଥିଲା
@Rajesh-pp8jo
@Rajesh-pp8jo 9 күн бұрын
ସତ କଥା କଣ, ସେ କଥା ଏହି ପୁଲିସ୍ ଅଧିକାରୀ ଓ ମୋହନ ମାଝୀଙ୍କୁ ଜଣା ।
@my_thouht
@my_thouht 10 күн бұрын
Sabas! Ebe sabu babu nka babu giri sudhuri jiba. 😅 Jai Hind... 🚩 🇮🇳
@ArunDas-hc5zz
@ArunDas-hc5zz 9 күн бұрын
ଏ ମିଡିଆ ଟ୍ରାଏଲ ବନ୍ଦ କର। ଏ ହାର ପ୍ରଭାବ ଆଗକୁ ଖରାପ ପଡ଼ିବ।
@rasanandasethy
@rasanandasethy 10 күн бұрын
ଏ ପୋଲିସ ଅଧିକାରୀ ନିଲମ୍ବିତ କର ସେବା ନାହିଁ lek କଦୁଛ ତି 😂
@DuateGameing
@DuateGameing 9 күн бұрын
Suspend police officer
@Dharamubhatra-ph3fc
@Dharamubhatra-ph3fc 10 күн бұрын
ସେ ଶଳା ଆଇଆଇସି କୁ ମୁଖ୍ୟ ମନ୍ତ୍ରୀ ଅଙ୍କ ଗ ରେ ରସେଇ କରି ବ ପାଞ୍ଚ ବର୍ଷ ପାଇଁ ପଟା ଜାଉ
@dasjagandas6532
@dasjagandas6532 10 күн бұрын
Sir mor apoanku request karuchi ethi pai tike all police station re tike carefully rakhantu
@basantarout9538
@basantarout9538 9 күн бұрын
କେବଳ ଥାନା କାହିଁକି, ବ୍ଲକ, ତହସିଲ୍, ସରକାରୀ ଡାକ୍ତରଖାନା ଇତ୍ୟାଦି ଇତ୍ୟାଦି ରେ କର୍ମ ଚାରି ମାନଙ୍କ ଦୁର୍ବ୍ୟବହାର ମୁଁ ନିଜେ ଦେଖିଛି ଓ ଅନୁଭବ କରିଛି,
@debanandahembram1000
@debanandahembram1000 10 күн бұрын
ଚାକିରିରୁ ବାହାର କରିଦେବବବା ଦରକାର
@tusarkantasahu1064
@tusarkantasahu1064 10 күн бұрын
ଓଡିଶା ପୋଲିସ କ୍ରିମିନାଲ୍, ଖଳ ପ୍ରକୃତିର ଲୋକୋ ଙ୍କୁ ଭଲ ବ୍ୟବହାର କରେ କିନ୍ତୁ ସରଳ ସାଧାସିଧା ଲୋକଟିଏ ଥାନା ର ଦ୍ଵାରସ୍ଥ ହେଲେ ଏମିତି ହତାଦର, ଟରଚର କରନ୍ତି କି ନ୍ୟାୟ ପାଇବା ତ ଦୂରେ ଥାଉ, ଆଉ ଦିନେ ପୁଲିସ ର ସାହାର୍ଯ୍ଯ ନେବାକୁ ମନ ଯିବନି....
@laxmanmeher484
@laxmanmeher484 9 күн бұрын
Aau Police ku Sabudinapain Aenthaachata KuKURA Kahiba
@prasantahota6659
@prasantahota6659 9 күн бұрын
ପୋଲିସ ଅନ୍ୟ ନାମ ପଇସା
@sarojmohapatra5563
@sarojmohapatra5563 9 күн бұрын
Should suspend
@tkmahanta
@tkmahanta 10 күн бұрын
Trinatha Sethy to bhalia jetiki hauchhanti sabu jibe ethara
@madhusudansoren4354
@madhusudansoren4354 9 күн бұрын
ସାଧାରଣ ଲୋକଙ୍କ ପାଇଁ ବି ଭଲ ଆଚରଣ ପ୍ରଦର୍ଶନ କରିବା ଦରକାର
@statonemed
@statonemed 9 күн бұрын
One of the most corrupt department. ସାଧାରଣ ଜନତାଙ୍କୁ ଏମାନେ ମୂର୍ଖ ଭାବନ୍ତି ଆଉ ଯଦି କେହି ୟାଙ୍କ ମୁହଁରେ ଜବାବ ଦିଏ ଏମାନଙ୍କର ego କୁ hurt ହୁଏ।
@pankajrout89
@pankajrout89 9 күн бұрын
Keonjhar police personnel were very arrogant and experienced it when I went to lodge an FIR regarding a theft from my house.
@alekh7306
@alekh7306 3 күн бұрын
Time is powerful. Don't underestimate the power of a common man
@SankirtankanharSankar
@SankirtankanharSankar 7 күн бұрын
ସେ ଶଳା ଧୋବାକୁ ବହିଷ୍କାର କରାଯାଉ
@sureshchandradas88
@sureshchandradas88 10 күн бұрын
If a sitting MLA , who represents a whole constituency is misbehaved like this in public by an IIC , what good can a common man expect from the police ?
@susamaranisadangi7747
@susamaranisadangi7747 10 күн бұрын
💯 right
@jugajyotimahanta3096
@jugajyotimahanta3096 9 күн бұрын
If he is behaving such manner to a mla .His attitude to poor keonjhar people must be harsh
@BapujiMLT
@BapujiMLT 9 күн бұрын
ଜଣେ ଜନ ପ୍ରତିନିଧି ଙ୍କୁ ଯଦି ଏମିତି ବ୍ୟବହାର ତାହେଲେ ଓଡ଼ିଶା ର ଜନ ସାଧରଣଙ୍କ ଅବସ୍ଥା ଆପଣ ନିହାତୀ ଜାଣି ପାରୁଥିବେ l
@rajmandal2634
@rajmandal2634 9 күн бұрын
Super Bhai
@user-zs2tc8kf3v
@user-zs2tc8kf3v 10 күн бұрын
Sabu police officer mane sadharana lokanku kharap byabahar dianti,
@abhijitexpressdp9939
@abhijitexpressdp9939 10 күн бұрын
ଆଇଆଇସି ପରମ ମଗିହା
@sudampattanaik6330
@sudampattanaik6330 10 күн бұрын
କେମିତି pocket ରେ ହାତ ପୁରାଇ ଷ୍ଟାଇଲ ରେ pose ଦେଉଛି 😆😆
@mukundadevsahoo9428
@mukundadevsahoo9428 10 күн бұрын
JAGO VOTER JAGO❤❤❤
@Su-wq4wc
@Su-wq4wc 9 күн бұрын
IIC ବେଶୀ କୁଣ୍ଡେଇ ହେଉଥିଲା ଏବେ ମନମୋହନ ଯାଦୁମଲମ୍ ସରକାର ଆସିଲା ଏବେ ଠିକ୍ ସେ ଲଗେଇ ଦବ 🤣🤣🤣
@ramabehera8893
@ramabehera8893 9 күн бұрын
Ye iic geya ta ta bay bay geya khatam ୟେ iic କୁ ମାନ୍ୟବର ମୂଖ୍ୟ ମନ୍ତ୍ରୀ ଙ୍କ ଲାଟିନ ସଫା କର୍ଯ୍ୟ ରେ ରଖା ଯାଉ 😛😛😜😜😃😃
@ashokkumarpal596
@ashokkumarpal596 10 күн бұрын
ଅଫିସର ରାଜ ଶାସନ ବ୍ୟବସ୍ଥା .
@ArunDas-q6m
@ArunDas-q6m 5 күн бұрын
Right sir
@soumyashreedash7465
@soumyashreedash7465 9 күн бұрын
ତୋ ......ସାବଳ ଗଳେଇବ‌ ମୂଖ୍ୟମନ୍ତ୍ରୀ ।
@_JAY-JAGANNATH
@_JAY-JAGANNATH 9 күн бұрын
❤Jay jagannath❤
@DCODISHAHACKER
@DCODISHAHACKER 9 күн бұрын
👍👍👍👍👍👍👍
@PrasannaKumarNayak-zi9li
@PrasannaKumarNayak-zi9li 9 күн бұрын
ପାଟିରୁ କଥା ବାହାରୁ ନି
@RavatPrashant-lo4xz
@RavatPrashant-lo4xz 5 күн бұрын
M,M,C,M,,,,,,,,,,,,, great job,,,,,sir
@dusmantanaik2081
@dusmantanaik2081 9 күн бұрын
ଅଯଥାରେ କଥାକୁ ଅଧିକ ରୋଚକ କରାଯାଉଛି, ଥାନା ଅଧିକାରୀଙ୍କୁ, ଧନ୍ୟବାଦ, ଯେଉଁଠିକୁ ଗଲେ ମଧ୍ୟ ଆଇଆଇସି, ଆଇଆଇସି ହିଁ ରହିବ
@user-xw2rc5cd3w
@user-xw2rc5cd3w 10 күн бұрын
Keep respect news every media
@Kartikbhuefitness-777
@Kartikbhuefitness-777 9 күн бұрын
Suspend kara jau police ku
@gangabhumia1506
@gangabhumia1506 10 күн бұрын
ପୋଲିସ କୁ dismissed
@kmpani4685
@kmpani4685 9 күн бұрын
We are surely know ,no action taken now or future.
@chhabindramansingh73
@chhabindramansingh73 10 күн бұрын
Cm ତ କିଛି କରିବେନି ତାଙ୍କର ମହାନତା, କିନ୍ତୁ ତମେ ପୋଲିସି ଵାଲା ଉତ୍ତମ ବ୍ୟବହାର କର, ସେତେବେଳେ ପୋଲିସି bjd ଚାମଚା ଥିଲା
@sushantsabat1505
@sushantsabat1505 9 күн бұрын
ତାକୁ କ୍ଷମା କରି, ଉଚିତ୍ ବା strict କାର୍ଯ ଦିଆ ଯାଉ
@banshidharasahoo5669
@banshidharasahoo5669 9 күн бұрын
ଏ ମାଫିଆ ପୋଲିସ ମାଓ ଏରିଆରେ ଛାଡନ୍ତୁ ଏମାନଙ୍କୁ ଭଗବାନ ଦଣ୍ଡ ଦେବେ
@bishnuprasadbehera5350
@bishnuprasadbehera5350 8 күн бұрын
ଭାଗ୍ୟ ଭଲରେ ବାବୁ
@akpanda833
@akpanda833 10 күн бұрын
What is % of mark secured to get appointment
@hariharnayak3340
@hariharnayak3340 8 күн бұрын
Maximum police officers'behaviour toward ordinary people are like this.
Increíble final 😱
00:37
Juan De Dios Pantoja 2
Рет қаралды 105 МЛН
ОДИН ДЕНЬ ИЗ ДЕТСТВА❤️ #shorts
00:59
BATEK_OFFICIAL
Рет қаралды 7 МЛН
터키아이스크림🇹🇷🍦Turkish ice cream #funny #shorts
00:26
Byungari 병아리언니
Рет қаралды 25 МЛН
🔵Exclusive Interview With Odisha Deputy CM Pravati Parida
34:21
Keonjhar: Bombs Hurled At Odisha BJP MLA Mohan Charan Majhi’s Car
4:28
Modi & Rahul Shake Hands // Om Birla Re-elected Speaker
19:18
OdiaTechBulletin
Рет қаралды 16 М.
Increíble final 😱
00:37
Juan De Dios Pantoja 2
Рет қаралды 105 МЛН