Mohane Deli Chahin Go (Kirabani) | Guru Ramhari Das | Odissi music (ଓଡ଼ିଶୀ ସଙ୍ଗୀତ)

  Рет қаралды 2,698

Odissi Sangita

Odissi Sangita

Күн бұрын

Пікірлер
@amritsagarkar7899
@amritsagarkar7899 2 жыл бұрын
ମୋହନେ ଦେଲି ଚାହିଁ ଗୋ ଆଗୋ ପ୍ରିୟସହୀ । ଘୋଷା । କଦମ୍ବ ମୂଳରେ ରହି । କି ରଙ୍ଗେ ମୁରଲୀ ବାଇ । ମାନସେ ମୋର ନାଚଇ ଆନ ସାହା ନାହିଁ ଗୋ । ୧ । ଧନ୍ୟ ତା କଟାକ୍ଷ ଆଖି । ମୋ ମାନସେ ଗଲା ଲାଖି । ନ ପାରିଲି ସଖୀ ଦେଖି ସେ ଶ୍ୟାମକୁ ମୁହିଁ ଗୋ । ୨ । ବଦନେ କି ଅଛି ତାର । ସଦନେ ହୋଇ କାତର । ମଦନେ ହୋଇ ଆତୁର ସବୁ ପାଶୋରାଇ ଗୋ । ୩ । କହଇ ସେ ବନମାଳୀ । ଏ ରସରେ ଭାଳି ଭାଳି । ନ ଦେଖିଲି ଶ୍ୟାମ ଝଳି ତା ପାଶରେ ରହି ଗୋ । ୪ ।
@pattaprateek
@pattaprateek 9 ай бұрын
କି ମାଦକତା ପୂରିରହିଛି । ସାରଙ୍କୁ କୋଟି ପ୍ରଣାମ 🙏
@SANSKRUTI.SANSKARA.9658
@SANSKRUTI.SANSKARA.9658 2 жыл бұрын
Jay Jagannath
It works #beatbox #tiktok
00:34
BeatboxJCOP
Рет қаралды 41 МЛН
Support each other🤝
00:31
ISSEI / いっせい
Рет қаралды 81 МЛН
Pt. rajan sajan mishra : Ab kripa karo shri ram | Shri Ram bhajan
17:10
Vibhuti Productions
Рет қаралды 809 М.
12th Odishi Raaga Mohatsav| Classical Trio | Raag - Khambabati | Smt. Sangeeta Panda
26:54
GURU GOPAL PANDA ODISHI AKADEMY
Рет қаралды 1 М.
TRAHI DURGA | Odissi Performance | Biswarupa & Group |
8:30
Biswarupa Dixit
Рет қаралды 188 М.