ମୃତ୍ୟୁର ଚଉତିରିଶ ବର୍ଷ ପରେ ବୋଉ ଆସିଲା (171)Dr Bibudharanjan

  Рет қаралды 44,844

Dr Bibudharanjan

Dr Bibudharanjan

Күн бұрын

Пікірлер: 447
@prativamishra1290
@prativamishra1290 16 күн бұрын
ଯିଏ ଯାହା ଵି କହୁ, ଯେଉଁଟାକୁ ଆପଣ ଅଙ୍ଗେ ଲିଭାଇଛନ୍ତି, ସେଇଟାହିଁ ସତ୍ୟ. ବହୁତ ଭଲ ଲାଗିଲା.
@kalpanamishra7352
@kalpanamishra7352 23 күн бұрын
ଖୁବ ସୁନ୍ଦର ଅଭିଜ୍ଞତା ଆପଣ ଜଣାଇଲେ । ମୁଁ ମଧ୍ୟ ଏମିତି କିଛି ଅନୁଭବ କରିଥିଲି ।
@Aditya.aditya.
@Aditya.aditya. Ай бұрын
ଏହା ନିଶ୍ଚୟ ସମ୍ଭବ ,ଯେଉଁ ମାନେ ଭଗବାନ ଅଛନ୍ତି ବୋଲି ସକାରାତ୍ମକ ଚିନ୍ତାଧାରା ଥାଏ ସେମାନେ ଏହି ପ୍ରକାର ଅନୁଭବ ପାଇଥାନ୍ତି
@mohantysujata7602
@mohantysujata7602 Ай бұрын
ପ୍ରଣାମ ସାର୍, ଆପଣ ଅନୁଭବ ର ସତ୍ୟ ଘଟଣା ଟି ଉପସ୍ଥାପନ କରିଛନ୍ତି। ଆପଣଙ୍କର ଶ୍ରୀଜଗନ୍ନାଥ ଙ୍କ କିଛି ବହି ମୋ ପାଖରେ ଅଛି । ପୁସ୍ତକ ମେଳା ଓ ଆପଣଙ୍କ ପାଖରୁ କିଛି ଆଣିଥିଲି । ଏହିଁ ବହି ନିଶ୍ଚୟ ଆଣିବି। ଧନ୍ୟବାଦ ସାର୍।
@kumarkantimohapatra7051
@kumarkantimohapatra7051 Ай бұрын
Sir, ଆପଣଙ୍କୁ ଅଶେଷ ଧନ୍ୟବାଦ। ଜାଗା ର ଅଲୌକିକତା ଜଣାଇବା ପାଇଁ ଆପଣଙ୍କ ର ଜନ୍ମ ହୋଇଛି।
@hiraklatadash2550
@hiraklatadash2550 Ай бұрын
Khub sata ghatana
@BabitaMishra-yx2hr
@BabitaMishra-yx2hr Ай бұрын
ଭଗବାନ ଆପଣଙ୍କୁ ବହୁତ ଆୟୁଷ ଦିଅନ୍ତୁ ।
@ChaudhuryShripatiMishra
@ChaudhuryShripatiMishra 28 күн бұрын
@RashmiKar-mc3vg
@RashmiKar-mc3vg 13 күн бұрын
ସାର୍ ନମସ୍କାର,ଆପଣଙ୍କ ଅନୁଭୂତି ବହୁତ୍ ଭଲ ଲାଗିଲା।ଗୋଟେ seminar କରିବି ' ମୃତ୍ୟୁ ପରର ଜୀବନ ' ।ଆପଣ ମୁଖ୍ୟ ବକ୍ତା ହେଇ ଆସିବେ
@swadhikarbetaj3768
@swadhikarbetaj3768 Ай бұрын
ଆପଣ ଅଙ୍ଗେନିଭା କଥା କହିଛନ୍ତି। ହେଲେ ଏ ଦୁନିଆ ତ ବିସ୍ମୟ।ଏଣୁ ବିଭିନ୍ନ ଚରିତ୍ର ର ଲୋକ ଥା'ନ୍ତି।ଆପଣ ଆପଣଙ୍କ କାର୍ଯ୍ୟରେ ବ୍ୟସ୍ତ ରହି ଆମକୁ ଏପରି ବାସ୍ତବଧର୍ମୀ ଅନୁଭବ କୁ ଉପସ୍ଥାପନା କରି ଚାଲିଥାନ୍ତୁ। ଜୟ ଜଗନ୍ନାଥ।
@golakhchandrajena9242
@golakhchandrajena9242 Ай бұрын
ମୁଁ ମଧ୍ୟ ଅନୁରୂପ ଘଟଣା ମୋର ଜୀବନେ ଅନୁଭବ କରି ଛି ଏହା ସତ୍ୟ ହିଁ, ସତ୍ୟ କିନ୍ତୁ ଅନ୍ୟ ମାନେ ମୋ କଥା କୁ ଵିସୁଆସ କରନ୍ତି ନାହଁ
@annapurnamohapatra9386
@annapurnamohapatra9386 24 күн бұрын
Thanks.
@gitaanjali9318
@gitaanjali9318 19 сағат бұрын
ଆଜ୍ଞା ହଁ ଆପଣଙ୍କ କଥା ମୁଁ ଵିଶ୍ଵାସ କରୁଛି, ମୋର ମଧ୍ୟ ଏଭଳି କିଛି ଅନୁଭବ ଅଛି 🙏
@santoshkumarnayak6782
@santoshkumarnayak6782 Ай бұрын
ଏ କଥା ଟି ସମ୍ପୂର୍ଣ୍ଣ ସତ୍ୟ ଯେଉଁ ମାନଙ୍କର ଏ ବିଷୟରେ କୌଣସି ଜ୍ଞାନ ନାହିଁ ସେମାନେ ବିଭିନ୍ନ ପ୍ରକାର କହି ପାରନ୍ତି
@devendraojha1669
@devendraojha1669 Ай бұрын
100% correct. Possible true fact
@subhamharichandan7618
@subhamharichandan7618 Ай бұрын
Satya katha
@mahagyanguru7101
@mahagyanguru7101 Ай бұрын
Tujhe kaise pata chala kya yah sach hai
@sradha759
@sradha759 18 күн бұрын
ଆପଣଙ୍କ କଥାକୁ ଆମେ ସମ୍ମାନ ଦେଉଛୁ ।ଏହିପରି କିଛି କିଛି ଲୋକ ଅନୁଭବ କରିଛନ୍ତି।କିଛି ଅସମ୍ଭବ ନୁହେଁ।🙏🏻🙏🏻🙏🏻🙏🏻
@govindadas7095
@govindadas7095 Ай бұрын
You are truly blessed by Jagannath Mahaprabhu
@sadhamishra8463
@sadhamishra8463 Ай бұрын
🙏sir. ଆପଣଙ୍କ ଅନୁଭୂତିର କଥାଟି ଶୁଣିକି ବହୁତ ଭଲ ଲାଗିଲା l ଧନ୍ୟବାଦ 🙏 ଏହିପରି ଜ୍ଞାନବର୍ଦ୍ଧକ ତଥ୍ୟଭିତ୍ତିକ କଥା ଶୁଣିବାକୁ ଅପେକ୍ଷାରେ l🙏
@jyotsnamohanty4542
@jyotsnamohanty4542 12 сағат бұрын
Beautiful, don't listen to others, what happened it's yours.matru kripa hnee kewalam 🙏🙏
@sanjuktadalai
@sanjuktadalai Ай бұрын
ପ୍ରଣାମ sir 🙏🏻🙏🏻🙏🏻🙏🏻🙏🏻🙏🏻🙏🏻 ଆପଣଙ୍କ କଥାର ସତ୍ୟତା ରହିଛି । ବେଳେ ବେଳେ ଆମର ପୂର୍ବପୁରୁଷ ମାନେ ଏଇପରି ଭାବରେ ସୂକ୍ଷ୍ମ ଶରୀରରେ ଆସନ୍ତି ଓ କଛି ସୂଚନା ଦେଇଥାନ୍ତି ।
@manojkumarsahoo4488
@manojkumarsahoo4488 8 күн бұрын
ଜୟ ଜଗନ୍ନାଥ
@jayantakumardash4057
@jayantakumardash4057 Ай бұрын
ଅତି ଅବିଶ୍ବସନୀୟ !! ଚମତ୍କାର ଅନୁଭୂତି !
@lingarajrath2935
@lingarajrath2935 4 күн бұрын
Your experience is invaluable for us.
@puspahaspatnaikpage9026
@puspahaspatnaikpage9026 Ай бұрын
ବିଶ୍ବାସେ ମିଳଇ ହରି ତର୍କେ ବୋହୁ ଦୂର
@user-kd3mh3zd8t
@user-kd3mh3zd8t Ай бұрын
ସାର୍, ଆପଣଙ୍କୁ ପ୍ରଣାମ 🙏 ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା ଆପଣଙ୍କୁ ସବୁବେଳେ ଘଣ୍ଟ ଘୋଡାଇ ରଖନ୍ତୁ। ଜୟ ଜଗନ୍ନାଥ 🙏
@KabitaManjari-i7v
@KabitaManjari-i7v 22 күн бұрын
ଏହା ଆପଣ ଙ୍କ ଭଳି ଜଣେ ବିଶେଷ ବ୍ୟକ୍ତି ଙ୍କ ପାଖରେ ଘଟି ପାରେ କିନ୍ତୁ ଆମ ଭଳି...... କେବଳ ମୁଁ ବିଶ୍ୱାସ କରିପାରୁଛି ଏମିତିବି ହୋଇପାରେ ନିଶ୍ଚୟ. ଜୟ ଜଗନ୍ନାଥ. ଆଉ କିଛି ପୋଷ୍ଟ ଆସିବାକୁ ଅପେକ୍ଷା. ପ୍ରଣାମ
@gyanaranjandas-m3s
@gyanaranjandas-m3s Ай бұрын
ବିବୁଧ ବାବୁ ନମସ୍କାର। ଧନ୍ୟବାଦ୍ । କହି ଚାଲନ୍ତୁ । ନଚିକେତା ର ପ୍ରଶ୍ନ ପରି। Life is short। So go on narrating । I myself have two clear experience like yours। Now I have solved the Puzzle। I'll try to obtain the books referred by you। Thanks again। Go fast। Don't leave any experience unexplained।
@rabindrakumarmohanty9415
@rabindrakumarmohanty9415 21 күн бұрын
ଭଗଵତ୍ ଗୀତା ରେ ଲେଖା ଅଛି,ଆମେ ଯେପରି ପୁରାତନ ବସ୍ତ୍ର ପରିତ୍ୟାଗ କରି ନୁତନ ବସ୍ତ୍ର ଧାରଣ କରେ ଆତ୍ମା ସେହିପରି ଶରୀର ତ୍ୟାଗ କରି ନୂତନ ଶରୀର ଧାରଣ କରେ।
@sasmitadatta8819
@sasmitadatta8819 Ай бұрын
ଆପଣଙ୍କ କଥାରେ ମୋର ପୁରା ବିଶ୍ୱାସ । ଆପଣଙ୍କୁ ଅଶେଷ ଧନ୍ୟବାଦ । ଜୟ ଜଗନ୍ନାଥ 🙏
@mitadash1782
@mitadash1782 7 күн бұрын
Satya ghatna mor anuvab sir
@prativapradhan9980
@prativapradhan9980 14 күн бұрын
Sir apanka ku asesh dhanyabad asbu tathy pain
@bijoudas5842
@bijoudas5842 10 күн бұрын
True. Paraloka achhi✔️👍🏻🚩🌷🙏🏻
@JyotiDas-ku1vp
@JyotiDas-ku1vp 10 күн бұрын
Sampurna satya
@sumitramanik9779
@sumitramanik9779 Ай бұрын
🙏 sir, ଆପଣ କଥା ଶୁଣିବାକୁ ଜାଣିବାକୁ ବୁଝିବାକୁ ଭଲ ଲାଗୁଛି । ବହୁତ୍ କଥା ବହୁତ୍ anuvuti ଜାଣି ପାରୁଛୁ
@Mili-lj3sv
@Mili-lj3sv 13 күн бұрын
Bahut sundar ho ichi
@satyajitpatra7753
@satyajitpatra7753 Ай бұрын
Mahaprabhu jai shree Jagannath ji ki jai❤🙏🙏🙏
@prakasinidas8188
@prakasinidas8188 Ай бұрын
ଅଶେଷ ଧନ୍ୟବାଦ ସାର୍, ଆପଣଙ୍କର ଏହି episode ଦ୍ଵାରା ମୋ ମନ ଭିତରେ ଯେଉଁ ଏକ କଥାକୁ ନେଇ ଦ୍ୱନ୍ଦ ଥିଲା ତାହା ଦୂର ହେଲା... ଜୟ ଜଗନ୍ନାଥ ❤️🙏
@arunbiswal96
@arunbiswal96 Ай бұрын
You are really the blessed child not only of mother but of Kalu, the Lord.Such fortune is seldom owned by others.Stay blessed, more you live to tell such tale..
@prakrutininayak4740
@prakrutininayak4740 Ай бұрын
Pranam sir.Aapanku bahut bahut dhanyabad
@agitam3977
@agitam3977 Ай бұрын
Today i am so excited and extremely happy by watching ur video.sir lord jagannath bless u.
@baijayantimishra3693
@baijayantimishra3693 Ай бұрын
Mor bi emiti anubhuti hoichi.pura Satya katha.sabubele emiti video karanti
@Sahooramakanta-yj4vx
@Sahooramakanta-yj4vx Ай бұрын
They should follow Aurobindo philosophy sir you are 💯 correct
@prachinandavlogs8784
@prachinandavlogs8784 Ай бұрын
ଆପଣଙ୍କୁ ବହୁତ ବହୁତ ପ୍ରଣାମ, ଆପଣଙ୍କ କଥା ସମ୍ପୂର୍ଣ୍ଣ ସତ୍ୟ, ଆପଣଙ୍କୁ ବୋଉ ବହୁତ ଭଲ ପାଉଥିଲେ, ଆପଣ ଆଉ ଟିକିଏ ଭଲ ମନ୍ଦ ବୁଝି ଥାନ୍ତେ,ବୋଉ କେମିତି ଅଛନ୍ତି, କଣ କଲେ ବୋଉ ର ଭଲ ହେବ,ପ୍ରଣାମ...
@user-zk1mi4ti3o
@user-zk1mi4ti3o 15 күн бұрын
Thisisfact ibiliveit
@mrs.mandakinipatra6642
@mrs.mandakinipatra6642 Ай бұрын
ଜୟ ଜଗନ୍ନାଥ ସାର୍ ଆପଣ ଯାହା କହିଲେ ମୁଁ ଏକମତ ଏମିତିରେ ମୁଁ ମୋ ମାଁ ବାପା ଙ୍କୁ ସ୍ବପ୍ନ ରେ ବହୁତ ଥର ଦେଖିଛି ସେମାନେ ଖୁସି ରେ ଅଛନ୍ତି ବୋଲି ମୋ ଦେହ ଏବେ ଖରାପ ଅଛି କାଲି ରାତିରେ ମୋ କକାଙ୍କୁ ସ୍ବପ୍ନ ଦେଖିଲି ମୁଁ ତାଙ୍କୁ ପଚାରୁଛି ତମେ ମରିଯାଇଥିଲ କେମିତି ଆସିଲ ବୋଲି ମୋତେ କିନ୍ତୁ ସତରେ ଦେଖିଲା ପରି ଲାଗିଲା ସେ ମୋ ପାଖରେ ବସି କୁଆଡେ ଚାଲିଗଲେ ଜାଣିପାରିଲି ନାହିଁ
@BijaydasDasbijay
@BijaydasDasbijay 10 күн бұрын
ଆରେ ବିଭୁ ତୋ ବୋଉ ର ଆତ୍ମା ସଦଗତି ହୋଇନାହିଁ ତେଣୁ ତୋ ବୋଉ ଗୋଟେ ପ୍ରେତ ଆତ୍ମା, କାରଣ ତୋ ବୋଉ ର ଆତ୍ମା ର ଯଦି ସଦଗତି ହୋଇଥାନ୍ତା ତା ହେଲେ ସେ ଅନ୍ୟ କୋଉଠି ଜନ୍ମ ହୋଇଥାନ୍ତା କିମ୍ବା ତୋ ବୋଉ ଯଦି ପୁଣ୍ୟା ଆତ୍ମା ହୋଇଥାନ୍ତା ତା ହେଲେ ପରାତ୍ମା ରେ ଲୀନ ହୋଇଯାନ୍ତା l ତେଣୁ ତୋ ବୋଉ ଗୋଟେ ପ୍ରେତ ଆତ୍ମା l ଆଛା ମୋତେ ଟିକେ କହ ତୋ ଯଦି ତୋ ପାଖକୁ ଆସିଲା ତା ହେଲେ ତୋ ବାପା କାଳୁ ଆସିଥିଲା ନା ନାହିଁ ଟିକେ କହିବୁ l
@nabanitadash4907
@nabanitadash4907 Ай бұрын
Genuine experience... 💯🙏
@satyabhamaacharya152
@satyabhamaacharya152 25 күн бұрын
ମାଙ୍କଠାରୁ ଆତ୍ମାମାନ୍ଙ୍କ ବିଷୟରେ ବୁଝିବାର ଥିଲା
@prasantbisoi1781
@prasantbisoi1781 Ай бұрын
Thanks for sharing your unbelievable but true experiences.
@TapanPadhi-wx2to
@TapanPadhi-wx2to 23 күн бұрын
ବହି ବିକିବାକୁ ବଢିଆ ଉପାୟ
@sabyasachibastia1352
@sabyasachibastia1352 Ай бұрын
Sir Namaskar, ମୁଁ ମଧ୍ୟ ବହୁତ ସମୟରେ ମୋ ବୋଉ ର ଉପସ୍ଥିତି ଅନୁଭବ କରେ।
@user-ln4hc2ot4z
@user-ln4hc2ot4z Ай бұрын
ଆଜ୍ଞା,ଆପଣଙ୍କୁହାର୍ଦିକନମସ୍କାର,ପ୍ରକତରେଆପଣଙ୍କପରିଜଣେବୁଦ୍ଧିଜୀବିଗବେଶକଙ୍କୁବୁଝିନପାରିଅବାନ୍ତରକମେଟ୍ ଯେଁଉମାନେକରୁଛନ୍ତିଦୁଃଖରକଥା,ସେମାନଙ୍କର ଅନୁଭୁତି କିଛିନାହିଁ ନିଶ୍ଚୟ, ବିଶ୍ୱାସ ହେଉଛିଭଗବାନ୍ ମାନିଲେଠାକୁରନମାନିଲେପଥର,ତଥାପି ଆପଣଙ୍କ ଅନୁଭୁତିକୁହନ୍ତୁଯିଏଗ୍ରହଣକରିବାରଥିବନିଶ୍ଚିତଗ୍ରହଣକରିବ,ଆଜ୍ଞାନମସ୍କାର
@GajendranathSubudhi
@GajendranathSubudhi Ай бұрын
World is full of possibilities. One who has the grace of the mother, can't be defeated.
@sushreemohanty8749
@sushreemohanty8749 23 күн бұрын
Apana bhagwan Maa nka mrutyu pare be dekhile🙏🙏
@SabitaKhatei-qi8of
@SabitaKhatei-qi8of 28 күн бұрын
Sampurna sata
@kalingabliss3897
@kalingabliss3897 Ай бұрын
Hmm Sir apanankara ai katha suni more pura biswas hela. Jagannath nka bisayare sabu anubhuti janeibe. 🙏🏻
@madhurimishra9198
@madhurimishra9198 Ай бұрын
ପ୍ରଣାମ ସାର୍🙏 ଏକଥା କିଏ ବିଶ୍ଵାସ କରୁ କି ନ କରୁ ଏହା ନିରାଟ ସତ ।କାରଣ ମୁଁ ଅନୁଭବି । ତିରିଶ ବର୍ଷ ପରେ ବି ମୁଁ ମୋ ବାପାଙ୍କ କଥାବାର୍ତ୍ତା ଶୁଣିଛି ,ତାପରଦିନମୋବଡ ବାପାଙ୍କ ପୁଅ ଲକ୍ଷ୍ମୀ ପ୍ରସାଦ ମିଶ୍ର ଙ୍କ ମୃତ୍ୟୁ ହୋଇଥିଲା ।
@urmilabiswal2709
@urmilabiswal2709 Ай бұрын
I believe you fully sir Jayjaganatha 🙏🙏🙏
@sagarikamohanty4156
@sagarikamohanty4156 15 күн бұрын
Sir , I believe u..I had this type of experience few days back..
@krushnachandrasamantaray4311
@krushnachandrasamantaray4311 29 күн бұрын
ବହୁତ ଗୁରୁତ୍ବପୁର୍ଣ ଧନ୍ୟବାଦ ପ୍ରଭୁ ଜଗନ୍ନାଥଙ୍କ କୃପା ମିଳୁ ଥାଉ
@pkr6372
@pkr6372 Ай бұрын
Sir apana nka katha bahut bhala laguchi... please continue karibe...god bless you ❤❤
@hemantamohanta2966
@hemantamohanta2966 Ай бұрын
🌹🌹🌹ଜୟ୍ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ସ୍ୱାମୀ👏👏👏👏👏👏
@amarjitmohanty5185
@amarjitmohanty5185 Ай бұрын
Sir bahut dhanyvad ai bhali vedio ahuri anatu amaku sunibaku bahut Anand laguchi. Pranam 🙏🙏🙏
@debajitmohanty4992
@debajitmohanty4992 18 күн бұрын
I have strong believe over your experience.I also experienced such incidents time to time after the death of my mother. I used to listen the call of my mother at night.
@dayanidhiraha2962
@dayanidhiraha2962 Ай бұрын
Sir 🙏 ଏହା ସମ୍ପୂର୍ଣ୍ଣ ସତ କଥା। ଯେପରି ଚିନି କୁ ଚାଖି ନଥିବା ବ୍ୟକ୍ତି ଚିନି ର ସ୍ୱାଦ ମିଠା କି ପିତା କହି ପାରିବ ନାହିଁ, ସେଭଳି ବ୍ୟକ୍ତି ଆପଣଂକ କଥାକୁ ଏହାକୁ ଅନ୍ଧ ବିଶ୍ୱାସ କହିପାରେ। କିନ୍ତୁ ମୁଁ ଆତ୍ମା ସହିତ ପ୍ରତ୍ୟକ୍ଷ ଭାବେ କଥା ହେବାର ସୁଯୋଗ ଆପଣଂକ ଭଳି ପାଇଛି। ତେଣୁ ମୁଁ ଏ ସମ୍ପର୍କରେ ଅଧିକ ଶୁଣିବାକୁ ଚାହୁଁଚି। ଧନ୍ୟବାଦ
@sanjuktabiswal1569
@sanjuktabiswal1569 Ай бұрын
ଜୟ ଜୟ ଶ୍ରୀ ଶ୍ରୀ ଜଗନ୍ନାଥ 🌿🌿🌿🌼🌼🌼❤️❤️🌿🫁🫁🫁🫁🫁🙏🏽🌼🛐 ଆପଣଙ୍କ ଭିଡ଼ିଓ ବହୁତ ମୋତେ ଭଲ ଲାଗୁଚି, ଧନ୍ୟବାଦ 👌🏽🕉️👌🏽👌🏽👌🏽❤️❤️❤️❤️🫁🫁👌🏽👌🏽👌🏽🫁🫁🫁👌🏽
@ramachandrapattnayak6710
@ramachandrapattnayak6710 Ай бұрын
Sir🙏Ahi bhali anubhuti Mora aie ku nei achihi.30 barsa pare mo aie ra atma Mora bhaunira dehaku asi thila.Aha Satya ate.
@sanjitaranirauta-du1xh
@sanjitaranirauta-du1xh 23 күн бұрын
Yes u r right
@santoshnarayanbhagat2437
@santoshnarayanbhagat2437 Ай бұрын
Jay jagannath
@kabitasingh1676
@kabitasingh1676 Ай бұрын
Bhaut multidiamension achi. Ame 3rd diamension re achu mane sthula Jagat, 4th diamension mane sukhma jagat. Death pare ame 4th diamension re rahu. Ebe earth 5th diamension ku jiba pain evolution process re achi. 5th diamension re soul tar original power enjoy kariba mane mukti. We are creator. Hope Apanaka bou 4th diamension ru 5th diamension ku jaantu. Ame v sehi process re achu. Apanaka anubhuti chamatkaar. 🙏
@SANJAYKUMAR-md4fv
@SANJAYKUMAR-md4fv Ай бұрын
Namskar sir bahut badhia anuvuti,Aapana kaha katha na suni kahi chalantu bahut kichi aame sikhuchu aapnaka pakharu....
@nareshpanda8586
@nareshpanda8586 Ай бұрын
No one believes the real facts that the individual faced in his life. I appreciate your feelings.
@swarnapravadash1975
@swarnapravadash1975 25 күн бұрын
Apanka. Ra. Anubhuti. Katha. Suniba lagi. Bhala. Laguchi. Sir.
@mirak2673
@mirak2673 Ай бұрын
ସାର ପ୍ରଣାମ୍ ଆପଣଙ୍କୁ ଯେଉଁ ମାନେ ଖରାପ କମେଣ୍ଟ କରିଛନ୍ତି ସେମାନେ ଜଣେ ଜଣେ ମହାମୁରୁଖ ଵାଜେଲୁକ
@subashchandranayak7328
@subashchandranayak7328 Ай бұрын
Jay Jagannath 🙏🙏🙏.. Sir your statement is 100% correct.
@bhagyalatapanda2910
@bhagyalatapanda2910 Ай бұрын
Jay jagannath swami 🙏🏼🙏🏼🙏🏼
@jyotinanda9931
@jyotinanda9931 15 күн бұрын
🙏🙏
@lipinabarik1467
@lipinabarik1467 Ай бұрын
🙏🙏🙏.....
@user-uu5rf3yv1v
@user-uu5rf3yv1v 22 күн бұрын
Sir namaskar, you are ✅️ right
@NitusBoutique
@NitusBoutique Ай бұрын
Very good apananka anuvuti.jay jagannath.
@prashantadhal8210
@prashantadhal8210 Ай бұрын
ଆପଣ ଏ କଥା ଟି share କରିଥିବାରୁ ଧନ୍ୟବାଦ। ଯେଉଁ ମାନେ ବିଦ୍ରୁପ କରୁଛନ୍ତି ସେମାନେ ଅଜ୍ଞ।
@KABITAKOTHARI
@KABITAKOTHARI 28 күн бұрын
ଆପଣଙ୍କ ଲେଖା ଖବର କାଗଜ ରୁ ପଢ଼ିଛି ଭଳି ଲାଗୁଛି । ଆପଣଙ୍କ ଲେଖା ରେ ଅନେକ ଜ୍ଞାନ ଭର୍ତ୍ତି ହୋଇ ଥାଏ । ଏଇ vdo ଟି ରେ ଆପଣଙ୍କ ଅନୁଭୂତି ଖୁବ୍ ଭଲ ଲାଗିଲା । ଆପଣଙ୍କୁ ପ୍ରଣାମ 🙏
@bibhulabiswal3202
@bibhulabiswal3202 23 күн бұрын
Rc
@shantiswarupapati8366
@shantiswarupapati8366 Ай бұрын
Sir 🙏,apana nka loma tankura anuvuti nischita vabare bohut prabhab pakeila,au bohut aloukika anuvuti madhya,bohut vala lagila,hay jagannath
@mpjena5552
@mpjena5552 23 күн бұрын
Excellent, I believe ur real experience, tq🙏
@usharanipanda3016
@usharanipanda3016 28 күн бұрын
Joy jagarnath.
@sudarsanbehera2023
@sudarsanbehera2023 Ай бұрын
Sir apana bahut bhagyaban❤🎉
@sasmitamaharathi5757
@sasmitamaharathi5757 Ай бұрын
Jay Jagannath 🙏🙏
@abinashnayak5134
@abinashnayak5134 19 күн бұрын
I like you vedio sir. I had lost my brother n mother recently but never faced such situation. May be they dont want to
@sunilkumarpatra6878
@sunilkumarpatra6878 Ай бұрын
ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏 ଜୟ ଗୁରୁଜୀ 🙏🙏🙏 ଆପଣଙ୍କ ସାଧନା ବୁଝେଇବା ଶୈଳୀ ଏବଂ ଅନୁଭୂତି ବହୁତ ଉଚ୍ଚକୋଟୀର ଏ ଅଧମ ଆପଣଙ୍କୁ କୋଟି କୋଟି ପ୍ରଣାମ କରୁଛି.
@kishoretripathy3103
@kishoretripathy3103 Ай бұрын
Sir, really amazing!! A lot to know about life after death with your burning examole/ experience. A lot of new things we r learning in each video. Thank u Sir. Jay Jagannatha 🙏🙏Bengaluru
@banishreesahoo1965
@banishreesahoo1965 Ай бұрын
Bahut vala lagila 🙏..Jai jagannath
@TheLegendprofiles2012
@TheLegendprofiles2012 16 күн бұрын
@TapanroseBTR
@TapanroseBTR Ай бұрын
ପ୍ରଣାମ ସାର୍ 🙏 I believe your ethics.
@santisahoo8006
@santisahoo8006 Ай бұрын
Thank u sir.mu sabusamayare apanka video dekhibaku chahinrahithsye
@mamatarath9012
@mamatarath9012 25 күн бұрын
Gaytri maha jangaya re gote book anithili ...murtu pare ....sethire bahut badhia apana kahithiba katha lekha thila ..se v 1997 re...se book ti mora hajijaichi...bahut badhia barnana heithila
@kapileswardalua731
@kapileswardalua731 24 күн бұрын
Book name madam kuhantu please
@bhabanishankarnayak667
@bhabanishankarnayak667 Ай бұрын
Very good information.
@BabitaMishra-yx2hr
@BabitaMishra-yx2hr Ай бұрын
ସାର୍, ନମସ୍କାର । ଆପଣ ଦୁଇ ଭାଇ ଓଡ଼ିଶାର ଅମୂଲ୍ୟ ସମ୍ପଦ। ଆପଣ ଏମିତି ସତ୍ୟ କହିଚାଲନ୍ତୁ । ଜୟ ଜଗନ୍ନାଥ ।
@chandankumardutta7126
@chandankumardutta7126 Ай бұрын
Sarnka bhai kie
@rashmirout.1977
@rashmirout.1977 18 күн бұрын
Mora apananka katha upare pura biswas achhi 🙏🙏 jay Jagannath 🙏🙏❤❤
@satyajitpatra7753
@satyajitpatra7753 Ай бұрын
🙏🙏🙏❤
@sarojinisahoo2652
@sarojinisahoo2652 Ай бұрын
Bahut vala lagila.Ati chamtkar 🙏🙏🙏
@madhumuktamohanty8354
@madhumuktamohanty8354 Ай бұрын
Bilkul satya. Apananka pari bahut lokankara nijaswa anubhav achhi. Ethire nisandeh. I have felt and knew another cases from my friend circle. A soul only loses his/her body but not vanished. It's very true.
@santilatanayak5142
@santilatanayak5142 Ай бұрын
Jayjagannath 16:30
@mandalmrutyunjay1969
@mandalmrutyunjay1969 Ай бұрын
ସାଧୁ ଜୀ ପ୍ରଥମେ ମୋର ଭକ୍ତି ପୂର୍ଣ୍ଣ ପ୍ରଣାମ ଗ୍ରହଣ କରିବେ ❤। ଆପଣଙ୍କ ବାସ୍ତବ ସତ୍ୟ ଘଟଣା ଗୁଡ଼ିକ ଉପସ୍ଥାପନ ଭାରି ଭଲ ଲାଗିଲା। ତେଣୁ ପୁନଃ ମୋର ତରଫରୁ ସାଧୁବାଦ ଜଣାଉଛି।
@priyadarsanibarik9402
@priyadarsanibarik9402 Ай бұрын
Apan kahichalantu ame sunibaku bahut agrahi
@dravaranibal590
@dravaranibal590 Ай бұрын
ହଁ ସତ ହେଉ ମିଛ ହେଉ ଆପଣ ଭଲ କାହାଣୀ ବନେଇ ପାରୁଛନ୍ତି 🎉🎉🎉🎉
@thinkersclubodisha
@thinkersclubodisha Ай бұрын
Inspiring, thanx
@kaverimohapatra4408
@kaverimohapatra4408 Ай бұрын
Pranam Sir. I have come accross some of your videos.These videos give a high degree of insight on spirituality. Your approaches are highly practical.
@sasmitasubudhi8478
@sasmitasubudhi8478 28 күн бұрын
My brother in law coming from time to time though he died 7yrs ago in Mumbai due to cancer.The proof is that he comes to that lady who is un know him. bt lady shows all the body language of my late brother in law when The soul right enter to her body.The lady is his daughter in law who married in that family 4 yrs after his death .
У ГОРДЕЯ ПОЖАР в ОФИСЕ!
01:01
Дима Гордей
Рет қаралды 7 МЛН