MU GARIBA JHIA || ମୁଁ ଗରିବ ଝିଅ

  Рет қаралды 3,217,785

Subas music

Subas music

Күн бұрын

Пікірлер: 6 200
@bncricket13
@bncricket13 Жыл бұрын
ସସ୍ମିତା ଙ୍କୁ ଆହୁରି ସୁଯୋଗ ଦିଆଯାଉ ସୁବାସ ଭାଇ, ରାହୁଲ ଭାଇ, ସନ୍ତୋଷ ଭାଇ ଆପଣ ମାନଂକୁ ବହୁତ ବହୁତ ଧନ୍ୟବାଦ 🙏🙏🙏
@pravakarbehera-tl6cq
@pravakarbehera-tl6cq Жыл бұрын
ବହୁତ ବହୁତ ଧନ୍ୟବାଦ୍ ଅତି ସୁନ୍ଦର ଗୀତ କୁମାର ବାପି ଙ୍କ ସସ୍ମିତା ଭଉଣୀ ଙ୍କୁ ଗାଇବାପାଇଁ ସୁଯୋଗ ଦେଇଥିବାରୁ ସମସ୍ତ team ଙ୍କୁ ମୋର ହୃଦୟର ସହିତ ବହୁତ ବହୁତ ଧନ୍ୟବାଦ 🙏
@Bncreation429
@Bncreation429 Жыл бұрын
ଧନ୍ୟବାଦ ସୁବାଷ ଭାଇ legendary siger ସହିତ ଗାଇ ର ସୁଯୋଗ ଦେଇଥିବାରୁ 👏👏👏👌👌👍best of luck ଭଉଣୀ
@SankarMunda-u9k
@SankarMunda-u9k Жыл бұрын
Nice,SUPO❤❤❤❤🎉🎉
@kalandridas1713
@kalandridas1713 Жыл бұрын
Ur great 👍
@arunnalla8981
@arunnalla8981 Жыл бұрын
ମୁଁ ଗରିବ ଝିଅ।ବହୁତ ସୁନ୍ଦର ଗୀତ।ବାପି ଭାଇ ଆଉ ସସ୍ମିତା ଭଉଣୀ ଙ୍କ କଣ୍ଠ ସ୍ୱର ଚମତ୍କାର ହେଇଛି।ବହୁତ ବହୁତ ଧନ୍ୟବାଦ ବାପି ଭାଇ ସସ୍ମିତା ଭଉଣୀ ଙ୍କ ସହ ଗୀତଟି ଗାଇଥିବାରୁ।
@mmnewsodia
@mmnewsodia Жыл бұрын
କୁମାର ବାପି ଭାଇ ଙ୍କ କଣ୍ଠ ବହୁତ ସୁନ୍ଦର ତାଙ୍କୁ ସବୁବେଳେ ସୁଯୋଗ ମିଳିବା ଦରକାର 🙏🏻
@mkscreation
@mkscreation Жыл бұрын
ଆଜି ମତେ ବହୁତ ଖୁସି ଲାଗିଲା ଗୀତ ଶୁଣି, ମୋ ହୃଦୟ ରୁ ବହୁତ ବହୁତ ଧନ୍ୟବାଦ 🙏🙏🙏🙏 ❤❤❤👏👏👏👏👏👏
@prakashbehera5615
@prakashbehera5615 Жыл бұрын
Bhai bhagwan tumaku amiti ashirwad karantu, tume khusi re ruha au samasta nku amiti khusi banta
@pareshdutiyachand3239
@pareshdutiyachand3239 Жыл бұрын
ସଶ୍ମିତା ଭଉଣୀଙ୍କ ଗିତ ବହୁତ ସୁନ୍ଦର ଆଉ ମନକୁ ଛୁଇଁ ଯାଉଛି । ସୁବାଷ ଦାଦା , ରାହୁଲ ଦାଦା ଙ୍କୁ ମୋର ପୁଣି ଥରେ ହୃଦୟରୁ ପ୍ରଣାମ 🙏 । Another master piece ❤️❤️❤️❤️
@KuluDakua-gk7xg
@KuluDakua-gk7xg Жыл бұрын
ବହୁତ ସୁନ୍ଦର ଗୀତ ଏମିତି ସିଙ୍ଗର ଙ୍କୁ ଲୋକ ଲୋଚନ କୁ ଆଣିଥିବାରୁ ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ
@krushnachandrajena6590
@krushnachandrajena6590 Жыл бұрын
Very nice
@urajbagun8747
@urajbagun8747 Жыл бұрын
So beautifully song bro
@sasmitasuna-lp8dz
@sasmitasuna-lp8dz Жыл бұрын
🙏🙏🙏🙏
@surjyamaniswain3992
@surjyamaniswain3992 Жыл бұрын
Apana Mane sasmita vauniku sujoga deithibaru apanaku koti pranam sir 🙏
@geetanjaliswain2141
@geetanjaliswain2141 5 ай бұрын
Very nice ❤❤❤❤❤
@jerryszone9154
@jerryszone9154 Жыл бұрын
ସସ୍ମିତା Playback Singer ନ ହେଲେ ନାହିଁ ଯିଏ ସୁଯୋଗ ଦେଇ ବଞ୍ଚିବା ବାଟରେ ଚାଲିବାକୁ ଦେଉଛନ୍ତି , ବହୁତ ବହୁତ ଧନ୍ୟବାଦ ସୁବାଷ ଭାଇ।
@Subash194
@Subash194 Жыл бұрын
ଶୁନା ଚିହ୍ନେ ବଣିଆ, ଗୁଣ ଚିହ୍ନେ ଗୁଣିଆ Real Tallent not filtered very nice voice Love it 🙏
@sudhansusekhardash9010
@sudhansusekhardash9010 Жыл бұрын
କୁମାର ବାପି ଙ୍କୁ ବହୁତ ବହୁତ ଶୁଭେଚ୍ଛା ତାଙ୍କର ବିରାଟ ହୃଦୟ ପାଇଁ। ଭଗବାନ ମଙ୍ଗଳ କରନ୍ତୁ।
@purnachandrasingha4086
@purnachandrasingha4086 Жыл бұрын
ସସ୍ମିତାଙ୍କର କଣ୍ଠ ସ୍ୱର ବହୁତ ସୁନ୍ଦର।ଭଗବାନ ତାଙ୍କୁ ଆଶୀର୍ବାଦ କରନ୍ତୁ ।
@bratatisamal938
@bratatisamal938 Жыл бұрын
ଧନ ଲୋ ତୁ ସିନା ଗରୀବ ଝିଅ ❤ କିନ୍ତୁ ତୋ ମନ ଆଉ ହୃଦୟ ଭଳି କାହାର ଏମିତି ମନ ହୃଦୟ ନାହିଁ 🙏🏾🙏🏾🙏🏾
@SwapnaRani-f7m
@SwapnaRani-f7m Жыл бұрын
Kumar bapi sir apponanka କଣ୍ଠ ବହୁତ୍ ଦିନ ପରେ ଶୁଣିଲି ଆଊ ସସ୍ମିତା ଦିଦୀଙ୍କୁ ସୁଜଗ ଦେଇଥିବାରୁ ଧନ୍ୟବାଦ...🎉🎉ଜଉ ଟିମ୍ ଭାଇ ମାନଙ୍କ ପାଇଁ ସସ୍ମିତା ଦିଦି ଆଜି ନ୍ୟୁ ପରିଚୟ ପାଇଛନ୍ତି ସେ ସମସ୍ତ ଭାଇ ମାନଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍🤗🤗
@Muni_691
@Muni_691 Жыл бұрын
ଏତେ ସୁନ୍ଦର ପ୍ରତିଭା କୁ ସାମ୍ନା କୁ ଆଣି ଥିବାରୁ ହୃଦୟ ରୁ ଧନ୍ୟବାଦ୍ 🙏🏻 ଭଉଣୀ ଏମିତି ଆଗକୁ ମାଡି ଚାଲ 👍
@raghunathswain7584
@raghunathswain7584 Жыл бұрын
Mu 10.thara suni sarilini jete sunilebi aahuri sunibaku ichha hauchi bhagaban tamaku sabubele emiti bhalare rakhantu aahuri aagaku jao bhauni so sweet voice 😊
@hemantaroul4569
@hemantaroul4569 Жыл бұрын
ବହୁତ ମିଠା ଗୀତ ଓ ସ୍ୱର, ପୁଣି duet with କୁମାର ବାପି ଭାଇଙ୍କ ସହ.... ଧନ୍ୟବାଦ,ସନ୍ତୋଷ ଭାଇ ତଥା ସମସ୍ତ କର୍ମକର୍ତ୍ତା ମାନଙ୍କୁ. 🎉
@Ak1262
@Ak1262 Жыл бұрын
ଗୀତ ଟା ମନକୁ ଛୁଇଁଲା.. କୁମାର ବାପି ସାର ଜଣେ ଓଡ଼ିଶାରେ ନାମୀ ଦାମୀ କଣ୍ଠଶିଳ୍ପୀ 🙏🙏🙏
@aratisingh398
@aratisingh398 Жыл бұрын
ଗୀତ ଟି ବହୁତ ବହୁତ ବହୁତ ଭଲ ହିଁ ହେଇଛି ଯିଏ ବି ଏଇ ଗୀତ ଲେଖିଛନ୍ତି ତାଙ୍କୁ ଅନେକ ଅନେକ ଧନ୍ୟବାଦ ଆମେ ସବୁ ଦର୍ଶକମାନେ ଆପଣଙ୍କ next ଗୀତ ପାଇଁ ଅପେକ୍ଷା ରେ ରହିଲୁ ଧନ୍ୟବାଦ 🙏🙏🙏 love you all 💫jay jagarnath
@alifemangemore1816
@alifemangemore1816 Жыл бұрын
Next song will come in milan music
@ssubratkumarmajhi5971
@ssubratkumarmajhi5971 Жыл бұрын
Right bhai 🙏🙏.....
@jayashreejena6048
@jayashreejena6048 Жыл бұрын
ବହୁତ ଭଲ ଲାଗୁଚି ଦିଦି 👌👌👌, ମାଆ ତାରିଣୀ ତମ କୁ ଆଶୀର୍ବାଦ କରନ୍ତୁ , ଆଉରି ଭଲ ଗୀତ ଗାଓ... 🙏🙏🙏🙏
@ranjeetpanda5584
@ranjeetpanda5584 Жыл бұрын
ଗରୀବ ଝିଅକୁ ଆଉ ଥରେ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିବାରୁ ମୁଁ ସମସ୍ତ ଭାଇ ମାନଙ୍କୁ ଧନ୍ୟବାଦ୍ ଜଣାଉଛି
@besttraditionalupdate
@besttraditionalupdate Жыл бұрын
ଏ ତେ ଦିନ ପରେ କୁମାର ବାପି ଙ୍କ କଣ୍ଠ ରୁ ଗୀତ ଶୁଣି ଖୁସି ଲାଗିଲା ସସ୍ମିତା ଙ୍କୁ ଆଉଥରେ ସୁଯୋଗ ଦେଇଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଟିମ୍ ର ସମସ୍ତଙ୍କୁ...
@bismaypattnayak2308
@bismaypattnayak2308 Жыл бұрын
Good
@H.bhai_Reshma_Miku_creations
@H.bhai_Reshma_Miku_creations Жыл бұрын
ଭାଇ ମୁଁ ମଧ୍ୟ ବହୁତ ଖୁସି ଏତେ ଦିନ ପରେ ଆଜି ଶୁଣିବାକୁ ମିଳିଲା ମୋ'ର ଅତି ପ୍ରିୟ କଣ୍ଠଶିଳ୍ପୀ କୁମାର ବାପି ଭାଇଙ୍କ ଗିତ
@muvlogger.odisha850k
@muvlogger.odisha850k Жыл бұрын
ଗରିବ ଝିଅ କୁ ଗୀତ ଗାଇବାକୁ ସୁଜଗ ଦେଇଥିବା ରୁ ହୃଦୟରୁ ଧନ୍ୟବାଦ୍ ଆପଣଙ୍କୁ ❤❤❤❤❤❤❤😮😮😊😊😊😊😊❤❤
@chandaneswarbehera3441
@chandaneswarbehera3441 Жыл бұрын
❤❤❤❤
@hemalatachandhansdah9391
@hemalatachandhansdah9391 Жыл бұрын
Exact subash sir gariba jhia muhnare hasa ta phutei parile bahut khusira kotha
@muvlogger.odisha850k
@muvlogger.odisha850k Жыл бұрын
Emiti hi gariba mananku sahajya kara dinena dine success heba Tama KZbin 🙏🙏
@pradeeptakumarbarik9550
@pradeeptakumarbarik9550 Жыл бұрын
ବହୁତ ସୁନ୍ଦର, Balasore ର ଗର୍ବ, God Bless Her 👍
@umakantasahoo6644
@umakantasahoo6644 Жыл бұрын
ଧନ୍ୟବାଦ ସୁବାସ ବାବୁ ଏ ଗରିବ ଝିଅଟିକୁ ଆଉଥରେ ସୁଯୋଗ ଦେଇଥବାରୁ, ରାହୁଲ ବାବୁ ଙ୍କୁ ବି ବହୁତ ବହୁତ ଧନ୍ୟବାଦ ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ 🙏🙏🙏🙏🙏ଜୟ ଜଗନ୍ନାଥ 🙏🙏🙏
@parshanta10m61
@parshanta10m61 Жыл бұрын
Super song
@mayankmishra7155
@mayankmishra7155 Жыл бұрын
👌
@kishorpradhan6102
@kishorpradhan6102 Жыл бұрын
ବହୁତ୍ ସୁନ୍ଦର ହେଇଛି ଗିତଟି ❤ ଭଗବାନ ତୁମକୁ ଆଉ ତମ ପିଲା କୁ ସବୁବେଳେ ଖୁସିରେ ରଖିଥାନ୍ତୁ। ଏମିତି ଆହୁରି ଆଗକୁ ଯାଆନ୍ତୁ । ଜୟ ଜଗନ୍ନାଥ 🙏
@renubalaparida9261
@renubalaparida9261 Жыл бұрын
ବହୁତ ସୁନ୍ଦର ଗାଇଛନ୍ତି ସସ୍ମିତା best of luck
@akashjena2422
@akashjena2422 Жыл бұрын
ଭହୁତ ଭଲ ଗୀତ ହେଇଚି ଆଉରି ସୁଯୋଗ ଦିଅ ସସ୍ମିତା ଙ୍କୁ ଗୀତ ଗାଇବାକୁ ଧନ୍ୟବାଦ
@suchitrapradhan1285
@suchitrapradhan1285 Жыл бұрын
ବହୁତ୍ ଭଲ ଲାଗିଲା। ଭଉଣୀ ଙ୍କ ର voice ବହୁତ୍ ସୁନ୍ଦର୍ । ଜୟ ଜଗନ୍ନାଥ 🙏🙏🙏
@babyjuli9606
@babyjuli9606 Жыл бұрын
Sasmita jena madam ka voice pura choto pilo vali volo laguchi suniboku god bless you tanka tika kuha au kamiti volo habo bar bar gai lo voice bohut volo habo bapi sir sahita wow song ta volo haeichi
@sandhyasethy210
@sandhyasethy210 Жыл бұрын
So beautiful song didi ❤❤❤
@kaniska1991
@kaniska1991 Жыл бұрын
Nice voice god bless you sister'
@fakirmohansahoo2079
@fakirmohansahoo2079 Жыл бұрын
ବହୁତ ସୁନ୍ଦର କଣ୍ଠ ଦିଦିଙ୍କର,କୁମାର ବାପି ଭାଇଙ୍କ ସାଙ୍ଗରେ ଜମିଲା ,ଜୟ ଜଗନ୍ନାଥ 🙏🙏🙏
@CharanMangulucharanpradh-dg3dt
@CharanMangulucharanpradh-dg3dt Жыл бұрын
ଖରାବୀ ଝିଅକୁ ଗିତ ଗାଇବା ପାଇ ସୁଯଗ ଦେଇଥିବାରୁ ଧନ୍ଯବାଦ ସସ୍ମିତା ଦିଦିକୁଆଗକୁ ନିଅନ୍ତୁ ପୁନରବାର ଧନ୍ଯବାଦ ❤❤❤❤❤❤❤😂
@giridharisahu9387
@giridharisahu9387 Жыл бұрын
ସୁବାସ ବାବୁ, ରାହୁଳ ବାବୁ ସସ୍ମିତା ଜେନା ଙ୍କ ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ,ତାହା ବହୁତ୍ ସ୍ବାଗତ ଯୋଗ୍ୟ, ଧନ୍ୟବାଦ....
@lezygirlpravati8604
@lezygirlpravati8604 Жыл бұрын
A
@lipisahoo9619
@lipisahoo9619 Жыл бұрын
Apana mananku mo tarapharu 🙏🙏🙏🙏🙏🙏🙏🙏🙏
@swosti-shorts
@swosti-shorts Жыл бұрын
Pradeep
@rabindranathbehera1363
@rabindranathbehera1363 Жыл бұрын
​@@swosti-shortsexlent song
@RamanSwin
@RamanSwin Жыл бұрын
Very nice song and wonderful voice god bless you ❤ jay shee ram jai hanuman
@hrudanandasahuofficial
@hrudanandasahuofficial Жыл бұрын
କଣ୍ଠସ୍ୱର ଅତିସୁନ୍ଦର ଚମତ୍କାର ଭଗବାନଙ୍କୁ ମୋରଅନୁରୋଧ ଅଝିଅକୁ ସୁଖରେରଖନ୍ତୁ 🙏
@akdsafal786
@akdsafal786 Жыл бұрын
Golden singer kumar bapi sir ଙ୍କୁ ହୃଦୟରୁ ଧନ୍ୟବାଦ 🙏 ଗରିବ ଝିଅ ର ସାଥି ହୋଇ ଗାଇ ଥିବାରୁ 🥰🥰
@kaberijena4785
@kaberijena4785 Жыл бұрын
😊
@sabitamarei2392
@sabitamarei2392 Жыл бұрын
Kumar bapi is my hero
@sarojacharya6712
@sarojacharya6712 Жыл бұрын
ବହୁତ୍ ବଢ଼ିଆ ସସ୍ମିତା ବହୁତ୍ ସୁନ୍ଦର୍ କଣ୍ଠ , ଏପରି ଆଗକୁ ଆଗକୁ ଗୀତ ଗାଇ ଚାଲ ତୁମେ ନିଶ୍ଚିତ ସଫଳତା ର ପାହାଚ ଚଢ଼ିବ
@rasmitadehury8378
@rasmitadehury8378 Жыл бұрын
ଦିଦି ଙ୍କ ଗୀତ ଟା ପୁରା ଛୋଟ ପିଲା ମାନଙ୍କ ଭୋଳି ହେଉଛି ବହୁତ୍ ଭଲ ଲାଗୁଛି 👍👍👍
@Localjatra
@Localjatra Жыл бұрын
ଗରିବ ବୋଲି ଭଲପାଇବା ଟା କଣ ପଈସା ଥିଲେ ଭଲପାଇବା ନା ନା ଦିଦୀ ଙ୍କୁ ଭଲପାଇବା ଦିଅନ୍ତୁ ସିଏ ଆଗକୁଜାନ୍ତୁ ଜୟ ଜଗନ୍ନାଥ ତାଙ୍କୁ ସାହାହୁଅନ୍ତୁ ପାଇଁ🙏🙏🙏ଜୟ ଜଗନ୍ନାଥ ଦିଦୀ ଙ୍କୁ ଭଲପାଉଚ ଜଦି ଲାକ୍ ଦୀଅ
@prakash.donk.p7215
@prakash.donk.p7215 Жыл бұрын
ବହୁତ ବହୁତ ଶୁଭେଚ୍ଛା ଓ ଅଭିନନ୍ଦନ ସସ୍ମିତା ଭଉଣୀ ! ସୁବାସ ଭାଇଙ୍କୁ ଯେତେ ଧନ୍ୟବାଦ ଦେଲେ ବି କମ୍ ହୋଇଯିବ । ଆପଣଙ୍କ ହୃଦୟ ମହାନ୍ ।
@Jena__vlogs__1__7879
@Jena__vlogs__1__7879 Жыл бұрын
ସୁବାଷ ବାବୁ ରାହୁଲୁବାବୁ ଆଜି ଯାହା ସେଇ ଝିଅ ଟି ପାଇଁ କରିଛନ୍ତି 🎉🎉 ଆଜିକା ଦେଟ ରେ କେହି ବି କରିବେନି ଭଗବାନ୍ ତାଙ୍କର ମଙ୍ଗଳ କରନ୍ତୁ ❤❤👍👍👍 ସନ୍ତୋଷ ଭାଇ ଜିନ୍ଦାବାଦ 👍👍👍👍
@minaketan5562
@minaketan5562 Жыл бұрын
ଧନ୍ୟବାଦ୍ all ଫେବୁରେଟ୍ ସିଙ୍ଗର କୁମାର ବାପି ଗୋଟିଏ ଗରିବ ଝିଅ ଙ୍କ ସାଙ୍ଗେ ଗୀତ ଟି କୁ ବହୁତ୍ ସୁନ୍ଦର ଭାବରେ ଗାଇଛନ୍ତି god bless you all team members
@ambikaprasad8477
@ambikaprasad8477 Жыл бұрын
ଅନେକ ଦିନ ପରେ ବାପି ଭାଇଙ୍କ Evergreen Voice ରୁ ଗୋଟେ ସୁନ୍ଦର ଗୀତ ଶୁଣିବାକୁ ମିଳିଲା ❤❤❤.
@smitajena9203
@smitajena9203 Жыл бұрын
👍
@bansimishra5097
@bansimishra5097 Жыл бұрын
Good ❤️👌 Bahot sundar all team member କୁ ବହୁତ ଧନ୍ୟବାଦ ❤️ସସ୍ମିତା ଦିଦି ଙ୍କୁ ଚାନ୍ସ ଦେଇ ଥିବାରୁ love yuo all team memeber❤️
@Urmila232
@Urmila232 Жыл бұрын
ସତରେ ଏ ଗୀତ ବହୁତ ହିଁ ଭଲ ହୋଇଛି ଆଉ heart toching song ସତରେ god ଆପଣ ଙ୍କୁ ବହୁତ ଖୁସି ଦିଅନ୍ତୁ sir କାରଣ ଆପଣ ଙ୍କ ପାଇଁ ଆଜି ଗୋଟାଏ ମାଆ ଛୁଆ ଙ୍କ ଓଠରେ ହସ ଫେରିଆସିଛି 🙏
@krglbskeyjbkz1004
@krglbskeyjbkz1004 Жыл бұрын
ପୁଣି ଥରେ ଗାଇବାକୁ ସୁଯୋଗ ଦେଇଥିବାରୁ ହ୍ରୁଦରୁ ଧନ୍ୟବାଦ ଆପଣଙ୍କୁ ❤❤❤ ହୃଦୟ ଛୁଆଁ ଲେଖା ❤❤❤❤ ଇତିହାସରେ ସଂସ୍ମିତାଙ୍କ ନା ଲେଖା ହେବ❤❤
@banamalinag196
@banamalinag196 Жыл бұрын
Very good song
@monomajhi2995
@monomajhi2995 Жыл бұрын
Very nice voice dii God bless you
@gourigamanga7027
@gourigamanga7027 Жыл бұрын
Very nice voice sis god bless you
@Chumki_143
@Chumki_143 Жыл бұрын
Right 😊😊😊
@GanpatiMajhi-m7g
@GanpatiMajhi-m7g Жыл бұрын
❤❤❤❤❤Se❤❤❤❤
@HemantSabar-us7ku
@HemantSabar-us7ku Жыл бұрын
ସତରେ ଏହିଁ ମାଆଙ୍କ ସ୍ୱର ବହୁତ ଭଲ ଲାଗୁଛି 100%👍ଏମିତି ସବୁ ବେଳେ ଖୁସିରେ ଥାନ୍ତୁ ଏହା ମୋର ପ୍ରାର୍ଥନା
@shasidhargouda5066
@shasidhargouda5066 Жыл бұрын
ବହୁତ ବଡ଼ିଆ 👍ସିଙ୍ଗର ସୁସ୍ମିତା ଙ୍କୁ ଲୋକ ଲୋଚନ କୁ ଆଣିଥିବାରୁ ବହୁତ ବହୁତ ଧନ୍ୟବାଦ 👌
@nilsahu2276
@nilsahu2276 Жыл бұрын
ବହୁତ୍ ସୁନ୍ଦର ଲାଗୁଛି ଭଉଣୀ ଙ୍କର ସ୍ୱର ❤❤
@rakeshnaik3682
@rakeshnaik3682 Жыл бұрын
🥰🥰Very Nice Voice👌👌 sister ସୁବାସ ବାବୁ ରାହୁଲ ବାବୁ ସସ୍ମିତା ଜେନାଙ୍କ ଯେଉଁ ପଦକ୍ଷେପ ନେଇଛନ୍ତିତାହା ବହୁତ ସ୍ୱାଗତ ଯୋଗ୍ୟ ଧନ୍ୟବାଦ...
@BharatiBagarty
@BharatiBagarty Жыл бұрын
ବହୁତ ସୁନ୍ଦର ଗାଇ ଛନ୍ତି ସସ୍ମିତା ଭଉଣୀ, ବାପି ଭାଇ ଆପଣଙ୍କ ପରି ସୁପର ସିଙ୍ଗର ସାଥ ଦେଲେ ଭଉଣୀ ନିଶ୍ଚୟ ଆଗେଇବେ! ରାହୁଲ ଭାଇ,ସୁବାସ ଭାଇ ଆଉ ପୁରା ଟିମ୍ କୁ ଧନ୍ୟବାଦ!! 🙏🙏🙏🙏🙏
@SushantaKuNayak
@SushantaKuNayak 6 ай бұрын
ବହୁତ ସୁନ୍ଦର ସ୍ଵର। ବାବା ଲିଙ୍ଗରାଜ ତୁମ ଦୁଃଖ ଶୁଣିଛନ୍ତି।
@TadantTv
@TadantTv Жыл бұрын
ବହୁତ ଧନ୍ୟବାଦ ଆପଣଙ୍କୁ କୁମାର ବାପି ସାର୍ ଆପଣ ସସ୍ମିତା ଭଉଣୀ ସହ ଏକ ଯୁଗଳ ସଙ୍ଗୀତ ଟେ ବୋଲିଥିବାରୁ 🙏🙏🙏💖💖💖
@ManoBehera
@ManoBehera Жыл бұрын
She is improving. What a song ❤ She got a chance to sing with our legendary singer Kumar Bapi Sir . Thanks to the entire Production House and team for giving her a platform.
@golakbiharisahoo1110
@golakbiharisahoo1110 Жыл бұрын
ଗୋଟେ ମନ ଛୁଆଁ ଗୀତ, ଗାଇ ଥିବାରୁ ଉଭୟଙ୍କୁ ବହୁତ ଧନ୍ୟବାଦ. ଜୟ ଜଗନ୍ନାଥ ଙ୍କ ରାଜ୍ୟ.
@susantaprusty4859
@susantaprusty4859 Жыл бұрын
ଓଡିଶା ରୁ ଓଡ଼ିଆ ସିଙ୍ଗର ବାହାରିବେ, Super 💐🙏💐👌👌❤️🌹🌹🌹😭
@TapasKumarnaik-t9s
@TapasKumarnaik-t9s Жыл бұрын
ବହୁତ ସୁନ୍ଦର ହେଇଛି ଗୀତ ଦିଦି ଙ୍କ voice ଏମିତି ଆଗ କୁ ବହୁତ ସୁନ୍ଦର ଗୀତ ଗାଇ ଚାଲ ନ୍ତୁ ଜୟ ଜଗନ୍ନାଥ
@phrmukeshodia
@phrmukeshodia Жыл бұрын
ଗୀତ ଶୁଣି ମୁଁ sad ହେଇଗଲି ଆଉ ମୋ ହାଡ ପୁରା ଚୁନା ହେଇଗଲା ଆଉ ଗୀତ ଟି ପୁରା Heart teaching ହେଇଛି....
@ManojKumar-sm6vn
@ManojKumar-sm6vn Жыл бұрын
ଏ ଗିତଟା ବହୁତ ଭଲ ହେଇଛି ଲେଖା ବି ଭଲ ହେଇଛି ସନ୍ତୋଷ ଭାଇ ବହୁତ ବହୁତ ଦନୈ ବାଦ୍ Jagannath
@HrusikeshOfficial
@HrusikeshOfficial Жыл бұрын
ସତରେ ଗୀତଟି ବହୁତ ସୁନ୍ଦର ଲାଗିଲା ଶୁଣିକି । ମୋ ହୃଦୟ କୁ ପୁରା ଛୁଇଁ ଗଲା ।❤❤❤❤
@singergoutamjally5347
@singergoutamjally5347 Жыл бұрын
ବହୁତ ସୁନ୍ଦର ସ୍ବର ଶୁଣିବାକୁ ଶାନ୍ତି ଲାଗିଲା🙏🙏🙏🙏🙏🙏🙏🙏🙏🙏🙏
@bharatibarik2206
@bharatibarik2206 Жыл бұрын
ବହୁତ ବହୁତ ଧନ୍ୟବାଦ ♥️♥️♥️♥️love u di so sweet song ଭଗବାନ ତୁମ କୁ ନୂଆ ରୂପ ରେ ଗଡିବାକୁ ଅବସର ଦେଇଛନ ❤️val song ଗୀତ ଗାଅ ❤️ଓ ଆଗକୁ ଯାଅ ଜୟ ଜଗନ୍ନାଥ love u ❤️❤️❤️❤️❤️❤️❤️❤️❤️❤️❤️❤️❤️❤️
@goureswarmishra5
@goureswarmishra5 Жыл бұрын
ସସ୍ମିତା ଙ୍କୁ ସୁଯୋଗ ଦେଇଥିବା କଳାକାର ଭାଇମାନଙ୍କୁ ଧନ୍ୟବାଦ। ପ୍ରଭୁ ଜଗନ୍ନାଥ ସେମାନଙ୍କର ମଙ୍ଗଳ କରନ୍ତୁ।
@debashisjena9597
@debashisjena9597 Жыл бұрын
Bahut bhala lagila .... Kintu Bhai ata social media.... Ego hele ..... Jemiti chadhi thiba semiti khasijiba .... Plz🙏 bhauni kebe ego manare aniba ni sabu bele nija ayita ku mane rakhiba au agaku badhi chala..... ❤
@natabardasdas9876
@natabardasdas9876 Жыл бұрын
Very nice 💖 ଅତି ସୁନ୍ଦର ଭାବରେ ଗାଇଛନ୍ତି ମତେ ଖୁବ୍ ଆକର୍ଷିତ କଲା ନମସ୍ତେ 🙏 ❤️ ❤️ ଶ୍ରୀ ଜଗନ୍ନାଥ
@rajuranumasti
@rajuranumasti Жыл бұрын
ଜଗତର ନାଥ ଜଗନ୍ନାଥ ପ୍ରଭୁ କାଳିଆ ଠାକୁର,, ଭଉଣୀ ଙ୍କୁ ଏମିତି ଆଗକୁ ନେ଼ଇ ଯାଆନ୍ତୁ,, ଜୟ ଜଗନ୍ନାଥ 🙏🙏🙏🙏
@mrsureshbidika8074
@mrsureshbidika8074 Жыл бұрын
ପ୍ରଭୁ ଜଗନ୍ନାଥ ମଙ୍ଗଳ କରନ୍ତୁ ଏମିତି ଆଗକୁ ଆହୁରି ଭଲ ଗୀତ ଗାଇବା ପାଇଁ ସୁଯୋଗ ମିଳୁ 🙏🙏🙏
@makundabari5315
@makundabari5315 Жыл бұрын
Gorib jio ro kanto soro bhari madhuro lagila❤❤❤❤❤
@manojpani1231
@manojpani1231 Жыл бұрын
ବହୁତ ସୁନ୍ଦର ବହୁତ ଖୁସି, ଏମିତିକା ବଡ଼ ଲୋକଙ୍କ ହାତ ଥାଉ, ଜୟ ଶ୍ରୀ ଜଗନ୍ନାଥ ସମସ୍ତଙ୍କୁ ମଂଗଳ କରନ୍ତୁ ପ୍ରଭୁ 🙏🙏🙏
@would_facts_in_hindi
@would_facts_in_hindi Жыл бұрын
ବହୁତ ସୁନ୍ଦର ଗୀତ ଏବଂ ଯେଉଁ ଭଉଣୀ ଗାଉଛନ୍ତି ତାଙ୍କୁ ଏମିତି ଭଗବାନ ଙ୍କ ଆଶୀର୍ବାଦ ସବୁଦିନେ ଥାଉ
@FiYytu
@FiYytu 7 ай бұрын
4:33
@debasishpatra1090
@debasishpatra1090 Жыл бұрын
ଭଲ ଲାଗିଲା ବାପି ଭାଇ ଓ ସସ୍ମିତା ଭଉଣୀ ଙ୍କ ଗୀତ ଶୁଣି 💐💐💐💐 ଜୟ ଜଗନ୍ନାଥ
@Mrindianshorts49
@Mrindianshorts49 Жыл бұрын
Mu gariba jhia କିଳା ନବ କି କୁହ 😂😂😂😂😂😂ୟା ପରେ ଏହି ଗୀତ release କର 😂
@rajsekharcreation
@rajsekharcreation Жыл бұрын
Bahuta Bahuta Sundar Gaila Sister Best of Luck ❤🎉 Support Odia People ❤🙏
@RAJSEKHARENTERTAINMENT
@RAJSEKHARENTERTAINMENT Жыл бұрын
❤❤
@jobinformationbysksir
@jobinformationbysksir Жыл бұрын
ମୁଁ ବହୁତ ଖୁସି କୁମାର ବାପି ଙ୍କର ନୂଆ ଗୀତ ଆସିଥିବାରୁ ❤
@koraputiamk9178
@koraputiamk9178 Жыл бұрын
ରାହୁଲ ଭାଇ ବହୁତ ବହୁତ ଧନ୍ଯବାଦ ଗରିବ ଝିଅ କୁ ଆଗକୁ ନେଇଥିବା ରୁ
@jayashreeparida3219
@jayashreeparida3219 Жыл бұрын
ମତେ ବହୁତ ଭଲ ଲାଗିଲା ଏହିପରି ଗୀତ ଗାଇବାର ସୁଯୋଗ ସସ୍ମିତା ଙ୍କୁ ମିଳୁ ଯାହା ଫଳରେ ସାମାଜ ରେ ଯେତେ ଗରିବ ଝିଅମାନେ ଅଛନ୍ତି ସେମାନେ ବି ମନ ବଳ ଦୁର୍ବଳ କରି ବେ ନାହିଁ
@angulmunda-qn5tq
@angulmunda-qn5tq Жыл бұрын
ବହୁତ୍ ବଢିଆ ଗାଇଛନ୍ତି❤❤👍👍❤❤❤ ହୃଦୟରୁ ଧନ୍ୟବାଦ୍।👑👑👍👍
@technical_gyan_m
@technical_gyan_m Жыл бұрын
ଧନ୍ୟବାଦ 🙏🙏 ସୁଭାଷ ମିଓଜିକ କୁ ଆଉ ସମସ୍ତ ଷ୍ଟାଫ ଙ୍କୁ 🙏 ଜୟ ଜଗନ୍ନାଥ ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଓଡ଼ିଶା
@sjena6437
@sjena6437 Жыл бұрын
After a long time kumar Bapi voice back ❤ outstanding
@sunilhati
@sunilhati Жыл бұрын
ବହୁତ ଭଲ ଲିଗିଲା ସସ୍ମିତା ଜେନା ଙ୍କ Next Song ଶୁଣିବା ପାଇଁ ଇଛା ହେଲାଣି
@Babu-fm8qh
@Babu-fm8qh Жыл бұрын
ପ୍ରଥମେ ରାହୁଲ ଭାଇକି ମୋର ଅନ୍ତରୁ ଧନ୍ୟବାଦ ତାପରେ ଶୁବାସ ଭାଇ କିମୋର ଧନ୍ୟବାଦ ଶେଗରିବ ଝିଅର ହଆତଛାଡନି ତାକୁ ଆଗକୁ ଉଠେଇ ନିଅ ଜଗନ୍ନାଥ ତୁମର ମଂଗଳ କରିବେ
@nagulanageswari1442
@nagulanageswari1442 Жыл бұрын
🙏ସସ୍ମିତା is good singer 👍👍👍
@ManikaKalundia-w1l
@ManikaKalundia-w1l Жыл бұрын
ବହୁତ ସୁନ୍ଦର କଣ୍ଠଦାନ ଦେଇଛନ୍ତି ଭଉଣୀ ସସ୍ମିତା
@GsBarlaOfficial
@GsBarlaOfficial Жыл бұрын
ବହୁତ ସୁନ୍ଦର ଗୀତ ସୁନ୍ଦର କଣ୍ଟ ରେ ଗାଇଛନ୍ତି ସସ୍ମିତା ଭଉଣୀ
@pintuvillagetour
@pintuvillagetour Жыл бұрын
ଭଉଣୀଙ୍କ କଣ୍ଠସ୍ବରରେ ଛୋଟ ପିଲାର କୋମଳତା ଭରି ରହିଛି 👌👌👌👍👍 ଯେଉଁ ଭାଈ ତାଙ୍କୁ ଗାୟିକା ର ପରିଚୟ ଦେଇଛନ୍ତି ତାଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ 👍👍👌👌💐💐🎶🎵
@santilatatripathy7375
@santilatatripathy7375 Жыл бұрын
ଝିଅଟି କେତେ ସୁନ୍ଦର ଗୀତ ଗାଉଛି, ଭଗବାନ କରନ୍ତୁ ବହୁତ ଆଗକୁ ଯାଉ.
@debendrajena2231
@debendrajena2231 Жыл бұрын
ବହୁତ ସୁନ୍ଦର ହେଇଚି ଗୀତଟି ସନ୍ତୋଷ ଭାଇ ଙ୍କୁ ଧନ୍ୟବାଦ ଏମିତି ଗୀତ ଲେଖିଥିବାରୁ
@suryakantamahalik3462
@suryakantamahalik3462 Жыл бұрын
ବୋହୁତ ବୋହୁତ ଧନ୍ୟବାଦ... ସମସ୍ତ ଟିମ କୁ... 🙏
@dinabandhusethy4980
@dinabandhusethy4980 Жыл бұрын
ପୁଣି ଥରେ ଗାଇବାକୁ ସୁଯୋଗ ଦେଇଥିବାରୁ ଆପଣ ମାନଙ୍କୁ ବହୁତ ବହୁତ ଧନ୍ୟବାଦ ❤❤
@jashobantitriya9433
@jashobantitriya9433 8 ай бұрын
Bahuta Sundar Bhai thanks
@chinmaybehera6583
@chinmaybehera6583 Жыл бұрын
ଆଖିରୁ ଲୁହ ବାହାର କରିଦେଲା ଭଳି ଗୀତଟିଏ । ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ।
@rakeshnayak9251
@rakeshnayak9251 Жыл бұрын
ଯଦି ଓଡ଼ିଆ ଭାଷା ପ୍ରତି ଭଲ ପାଉଥିବ ତେବେ ଲାଇକ କରନ୍ତୁ jay jagannath Swami
@debasishbhanja2120
@debasishbhanja2120 Жыл бұрын
Kumar Bapi Bhai belongs to our Village. I m a big fan of his Voice... Sashmita is the hidden telent. God bless her.. Keep it up
@manoranjanbehera5709
@manoranjanbehera5709 Жыл бұрын
What a voice from both of them: Bahut Dina pare bapi sir nka voice sunibaku milila. The king of melody ❤
@bapinabiswal4292
@bapinabiswal4292 Жыл бұрын
ଓଡ଼ିଆ ସଂଗୀତ ଦୁନିଆ ର ବାଦଶାହ କୁମାର ବାପି ଙ୍କ ସହ ସସ୍ମିତା ଭଉଣୀ ଙ୍କ ଗୀତ ଶ୍ରୁତି ମଧୁର ଲାଗୁଚି
@radhakrishnaCreation147
@radhakrishnaCreation147 Жыл бұрын
ସୁବାସ ଭାଇ ଗୋଟେ ଗରିବ ଭଉଣୀକୁ ଗୀତ ଗାଇବାର ସୁଯୋଗ ଡେଇଁ ବହୁତ ବଡ ପୁଣ୍ୟ କରିଛନ୍ତି ଧନ୍ୟବାଦ ଭାଇ!🙏 🙏🙏🙏🙏
@ManasmitaMahapatra
@ManasmitaMahapatra Жыл бұрын
ଧନ୍ଯବାଦ ଭାଇ ଭଉଣୀ ଙ୍କୂ ସୁଜଗ ଦେଇଥିବାରୃ
@giridharibarad4886
@giridharibarad4886 Жыл бұрын
ବାପି ଭାଇସ୍ୱର ବହୁଦିନ ପରେ ଶୁଣିବାକୁ ପାଇଲି ବହୁତ ଖୁସି ଲାଗିଲା 💐💐💐
@upendrapradhan6035
@upendrapradhan6035 Жыл бұрын
Singing ସହିତ Acting ବହୁତ ସୁନ୍ଦର ଲାଗୁଛି, କୁମାର ବାପି voice👍👍
@chakrapanikanhar4173
@chakrapanikanhar4173 Жыл бұрын
😢
@LittleDanceralisha
@LittleDanceralisha Жыл бұрын
ଧର୍ଯ୍ୟ ର ଫଳ ମିଠା ❤❤❤ 2nd song ଅପେକ୍ଷା ରେ କେଉଁ ମାନେ ଥିଲେ plz Like🙏🙏🙏
@NDUNycDanceUnit
@NDUNycDanceUnit Жыл бұрын
ସେ ଝିଅ ଟା ନାକ ରେ ଗିତ ଗାଉଛି ସେଥିପାଇଁ ଭଲ ଲାଗୁନି ଆଉ ପୁଅର voice ek number
@P2H07
@P2H07 Жыл бұрын
ବହୁତ ଭଲ ଲାଗିଲା ❤❤❤
@Amar-dz4nt
@Amar-dz4nt Жыл бұрын
ପୁଣି ଥରେ ଗାଇବାକୁ ସୁଯୋଗ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ ସୁବାଷ ଭାଇ
@R_k_Balasoretoka
@R_k_Balasoretoka Жыл бұрын
ବହୁତ ବହୁତ ଧନ୍ୟବାଦ ବାପି ଭାଇ ଆଉ ସୁବାସ ଭାଇ, ବହୁତ ସୁନ୍ଦର ଅଭିନୟ କରିଛନ୍ତି ସମସ୍ତେ ଦେଖିବାକୁ ଇଚ୍ଛା କରିବେ ବୋଲି ଆଶା ପ୍ରକାଶ କରୁଛି🙏💯
Хасанның өзі эфирге шықты! “Қылмыстық топқа қатысым жоқ” дейді. Талғарда не болды? Халық сене ме?
09:25
Демократиялы Қазақстан / Демократический Казахстан
Рет қаралды 327 М.
Prema Heigalare
5:01
Ananya Acharjee - Topic
Рет қаралды 463
Dheki / New Koraputia song / Sukdev & Kiren / Singer Sukdev Barik Official
6:00
Singer Sukdev Barik Official
Рет қаралды 44 М.