Much Awaited Subhadra Yojana Will Be Launched By PM Modi: Odisha CM

  Рет қаралды 75,847

OTV

OTV

Күн бұрын

Much Awaited Subhadra Yojana Will Be Launched By PM Modi: Odisha CM
#ସୁଭଦ୍ରା_ଯୋଜନା_କେବେ_ମିଳିବ ?
'ପ୍ରଧାନମନ୍ତ୍ରୀଙ୍କ ଡନ୍ମଦିନରେ ପ୍ରତି ମହିଳାଙ୍କୁ ସୁଭଦ୍ରା ଯୋଜନା । ଏହା ଆମର କ୍ୟାବିନେଟର ତୃତୀୟ ପ୍ରସ୍ତାବ ଥିଲା । ଯାହା ଆମେ ନିଶ୍ଚୟ ପୂରଣ କରିବୁ।'
#OdishaCM #MohanMajhi #SubhdraYojana #BJP #Odisha #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 146
@binaykumar399
@binaykumar399 3 ай бұрын
ଯଉମାନେ ଭତ୍ତା ପାଉଛନ୍ତି ସେ ପରିବାର ମଧ୍ୟ ସୁଭଦ୍ରା ଯୋଜନା ରେ ଯୋଗ୍ୟ କରାଯାଉ ଜୟ ଶ୍ରୀ ରାମ , ଜୟ ଜଗର୍ନାଥ , ଜୟ ବିଜେପି 😠😡
@bijaysahoo6607
@bijaysahoo6607 3 ай бұрын
ବହୁତ୍ ଖୁସି ଲାଗୁଛି ଆମ ମୁଖ୍ୟ ମନ୍ତ୍ରୀ ଓଡ଼ିଆ ରେ ଭାଷଣ ଦେଉଛନ୍ତି
@SarbeswarBaral-h9g
@SarbeswarBaral-h9g 3 ай бұрын
ପ୍ରଧାନ ମନ୍ତ୍ରୀ ସବୁ ରାଜ୍ୟର ତେଣୁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସୁଭଦ୍ରା ଯୋଜନା ଡିକଲାର ହେବାକଥା ।
@SocialServiceWorker
@SocialServiceWorker 3 ай бұрын
3000 bhata ta kuadegala 300 electric kuadegala
@pratapmallick1
@pratapmallick1 3 ай бұрын
Wait Kara
@RajeshMandal-h6s
@RajeshMandal-h6s 3 ай бұрын
ମିଛ କୁହନି ସବୁ ମହିଳା କେମିତି ପାଇବେ Ration card ନାହିଁ.. 🙏
@ranitamohanty8476
@ranitamohanty8476 3 ай бұрын
ସରକାରଙ୍କୁ ମୋର ଅନୁରୋଧ କି ସେ ଖାଲି ବିବାହିତା ମହିଳା ମାନଙ୍କୁ ଏହି ଯୋଜନାରେ ସାମିଲ କରନ୍ତୁ ନାହିଁ ଅବିବାହିତା ଝିଅ ଓ ମହିଳା ମାନଙ୍କୁ ବି ସାମିଲ କରାନ୍ତୁ ଭେଦ ଭାବ ନ କରନ୍ତୁ 🙏
@Shipra_19
@Shipra_19 3 ай бұрын
ଆଉ ଭତା 3000 କେବେ ମିଳିବ
@Br.49
@Br.49 3 ай бұрын
ସରକାର ମୋଦି ଙ୍କୁ ପଚାରି କହିବେ।
@basantakumarpanda7846
@basantakumarpanda7846 3 ай бұрын
ସ୍କୁଲ ରେ ଆଗେ ମାଷ୍ଟର ଦିଅ
@bijaypingua9571
@bijaypingua9571 3 ай бұрын
Right o medicalre dacter dio
@Br.49
@Br.49 3 ай бұрын
ହଉ ମୋଦି ଙ୍କୁ ପଚାରି ସେଟା କରିବା।
@sagarbadatya8297
@sagarbadatya8297 3 ай бұрын
ବାର୍ଦ୍ଧକ୍ୟ ଭତ୍ତା କେବେ ୩୦୦୦ ହବ ଜେ
@tunamahanta6852
@tunamahanta6852 3 ай бұрын
ଆଜି ବହୁତ ଖୁସି ହୋଇଗଲି ଧାନ କ୍ଵିଣ୍ଟାଲ 3100 ଟଙ୍କା ହେବ
@sreyansicreation
@sreyansicreation 3 ай бұрын
ଆଉ ଚାଉଳ ଦର ବୃଦ୍ଧି ନେଇ ଖୁସି ନାହାନ୍ତି
@himanshuparida7011
@himanshuparida7011 3 ай бұрын
ମୁଁତ ଅନୁରୂଧ କରିବି ସରକାରକୁ ସମସ୍ତ 4.5 କୋଟି ଓଡିଶା ବାସୀଙ୍କୁ ଯାହା promis କରିଛନ୍ତି ସବୁ ଗୁଡିକୁ ଧୀରେ ଧୀରେ 100 ଦିନ ଭିତରେ ପୂରଣ କରନ୍ତୁ ଜୟ ଜଗନ୍ନାଥ 🙏🏽🙏🏽🙏🏽🎉🎉🎉
@Jayasanta-m7s
@Jayasanta-m7s 3 ай бұрын
ବହୁତ ସୁନ୍ଦର ଯୋଜନା ସାର, ଏହିଁ ସୁବିଧାରେ ପ୍ରତି ଗ୍ରାମାଞ୍ଚଳରେ ବସ ବାସ କରୁଥିବା ଲୋକମାନେ ସୁବିଧା ପାଇବାକୁଯାଉଛୁ , ଏଥିପାଇଁ ଆମକୁ ବହୁତ ଖୁସି ଲାଗୁଛି, ଧନ୍ୟବାଦ ସାର, ବିଜେଡି ଶାସନ ଥିଲା ବେଳେ ଲୋକଙ୍କୁ ଏପରି ସୁବିଧା ପାଇବାକୁ ମିଳୁ ନୋ ଥିଲା , ବ୍ଲକ ରୁ ହିଁ ସବୁ ଯୋଜନାର ଟଙ୍କା କାମ ନୋ କରି ସବୁ ଖାଇଦେଉଥିଲେ ନେଥା ମନ୍ତ୍ରୀ ଅଫିସରମାନେ.
@laxmipriyabehera9735
@laxmipriyabehera9735 3 ай бұрын
Over age balanku teacher pain abasyaka heuthiba document checking kari posting diajau.karana last ku heuthiba exam pain amara au bayasa nahi .jadi jane st pila .5 re chakiri kariparuchhi ta hele ame kahinki chakiri kariparibuni.
@BasantaRana-ni2it
@BasantaRana-ni2it 3 ай бұрын
ସରକାର ଙ୍କୁ ଆନୁରୋଧ କି ସମସ୍ତ ଓଡ଼ିଶାର ମହିଁଲଙ୍କୁ ଶୁଭଦ୍ରା ଯୁଜନାରେ ସାମିଲ କରାଯାଉ , କେହିଯେମିତି ବାଦ୍ ନ ଯାଆନ୍ତୁ l
@Lipisahoo-hi5cu
@Lipisahoo-hi5cu 3 ай бұрын
Modi nka birthday re kain ki. Mahatma Gandhi nka birthday re kana pain hei paribani. Chhi Chhi
@MithunNaik-ju3tb
@MithunNaik-ju3tb 3 ай бұрын
ସୁଭଦ୍ରା ଯୁଜନା କେବେ ଅନଲାଇନ ଆପଲାୟ ହେବ ଓ କଣ କଣ ଡକୁମେଣ୍ଟ ଦରକାର କହିବେକି
@nabinamanatya4345
@nabinamanatya4345 3 ай бұрын
ମୂର୍ଖ ମନ୍ତ୍ରୀଙ୍କ କିଛି ଓଡିଶାର ଶାଗ ନୂଣ ତେଳ ରେଟେ୍ ଦୁଶିଲା ନାହିଁ କାଳି ସୁଭଦ୍ରା ଯୋଜନା ଦୁଶିଳା ,ପ୍ରତିକା ଘରେ ଗୁଟେ ଗୁଟେ ପୋନ୍ ଅଛି ରିର୍ଚାଜ୍ ରେଟେ୍ କେତେ ବଢ଼ିଳା ସେଇଟା ଦୁଶିଳା ନାହିଁ, ବିହିନ ଧାନ ୟଟେ୍ ବଢ଼ିଳା ତାହା ଦୁଶିଳା ନାହିଁ,କହୂଛି ଧାନ କୁଣ୍ଡେଳେ ପିଛା 3100/-ଟଙ୍କା ଦୁଶିଳା ଶଳା ବିଜେପି ଦଳ ମୁଓରେ ରାମରାମ ଗୋରିବକୁ କଟାଇବେ ଲୋକର ଘରେ କାମ, ଜେତେ ଭାସଣ ଦେଲେବି ତ ଆତରେ କିଛି ବାଳହବାର ନାହିଁ ଲୋକ ଜାଣିଳେଣି
@subashrana4723
@subashrana4723 3 ай бұрын
bhatta 3000Kebe ହେବ
@RinkuDj-cn1mo
@RinkuDj-cn1mo 3 ай бұрын
Kaliki
@lovingbird988
@lovingbird988 3 ай бұрын
Aga 300 unity bill chada kara
@krishnamallick4409
@krishnamallick4409 3 ай бұрын
ଧାନ 3100ହେଲେ ଚାଉଳ kg କେତେ ଟଙ୍କା ହେବ ତାହା ଧାର୍ଯ୍ୟ କରନ୍ତୁ । ଏବେ ଠାରୁ ଧାନ 3100 ଶୁଣା ଯାଉଚି ବୋଲି ଚାଉଳ ଯାହା 20ରୁ 22 ଥିଲା ତାହା ଏବେ 40 ହେଲାଣି ।ଯାହାର ଧାନ ଜମି ନାହିଁ ଭୂମି ହିନ ଗରିବ ଲୋକ କେମିତି ବଞ୍ଚିବେ ତାର ବେବସ୍ତା କରୁନ୍ତୁ
@basantanaik9158
@basantanaik9158 3 ай бұрын
Sir mines ରୁ ଆନ୍ଦ୍ର ତାମିଲ ଏବଂ ବିହାରୀ କୁ ହଟାଇ ଲୋକାଲ ପିଲାକୁ ଜବ ଦିଅନ୍ତୁ kjr ରେ ଶିକ୍ଷିତ ପିଲା କମି ନାହାନ୍ତି ଲୋକାଲ ପିଲା ସହିତ ଗର୍ଦାରୀ କରୁଛନ୍ତି officer ମାନେ
@SiluSrinebas
@SiluSrinebas 2 ай бұрын
ପ୍ରଥମେ ରାସନ୍ କାର୍ଡ ଯାଂଚ କରାଯିବା ଦରକାର କେଉଁ ମାନେ ପାଇବାକୁ ଯୋଗ୍ୟ
@rdcreation8948
@rdcreation8948 3 ай бұрын
ଜୟ ବିଜେପି
@fakirasahu729
@fakirasahu729 3 ай бұрын
ଓଡ଼ିଶାର କୌଣସି ବରପୁତ୍ର /ମହାପୁରୁଷଙ୍କ ଜନ୍ମଦିନ ରେ ଶୁଭାରମ୍ଭ କରିଥିଲେ ଭଲ ହୋଇଥାନ୍ତା
@balaramjhankar9002
@balaramjhankar9002 3 ай бұрын
Ration card na thiba mahila bi paibe ki...jadi na paibe ta hele prati mahila ku aga ration card diajau...🙏🙏🙏
@sunilkumarpatnaik6953
@sunilkumarpatnaik6953 3 ай бұрын
Odisha rey New 2nd AIIMS ...New 2nd OUAT. ..New 2nd NISER. .... New E-BYCYCLE Manufacturing Unit. ...New New Agriculture production Machines manufacturing Unit. ...establish karajau ODISHA rey.
@sidharthhasada6200
@sidharthhasada6200 3 ай бұрын
🖕ଏହି ପରି ଭିଡିଓ ମୁଁ ବି ଭନାଏ 😅❤️
@vrajstudio7204
@vrajstudio7204 3 ай бұрын
ଜୟ ବିଜେପି
@KalikaRubi
@KalikaRubi 3 ай бұрын
Suvadra yojana kn ration card balanka pai au Bina ration card Bala kuade jibe
@kunujanikunujani8347
@kunujanikunujani8347 3 ай бұрын
ଏହା କେଚଳା ପଇସା କିଛି କାମରେ ଲାଗିବ ନାହିଁ,ବ୍ୟାଙ୍କ୍ ଋଣ ବାବଦରେ 100000, ଟଙ୍କା ମିଲିଲେ କାମରେ ଲଗାଇ ଥାନ୍ତେ,।
@rasmiranjanroutray3975
@rasmiranjanroutray3975 2 ай бұрын
କିଛି କରିପାରିବନି ମୋହନ ସରକାର ଖାଲି ମିଛ
@BUNNYGAMER229
@BUNNYGAMER229 3 ай бұрын
ମୋହନ ମାଝି ଜୀ। ସୁଭଦ୍ରା ଯୋଜନା ପୂର୍ବରୁ ମୋର ରାସନକାର୍ଡ ଖଣ୍ତେ କରିଦିଅନ୍ତୁ। 30ବର୍ଷର ସରକାରରେ ବିଜେପି କର୍ମୀ ହୋଇଥିବା ହେତୁ। ମୋ ପାଇଁ ଅପେକ୍ଷା ଥିଲା ମୋ ପାଟି ମୋ ସରକାର
@Br.49
@Br.49 3 ай бұрын
ମୋହନ ମାଝି ଜୀ ମୋଦି ଜି ଙ୍କୁ ପଚାରି କହିବେ।
@juanapradhan8725
@juanapradhan8725 3 ай бұрын
ଛି ବେକାର ନିଉଜ୍ 😅
@pradipjena-zx7zu
@pradipjena-zx7zu 3 ай бұрын
ପବାସିଓଡ଼ିଆ ପାଇ କ ଣ କ ଲ😢😢😢
@sankarnayak3427
@sankarnayak3427 3 ай бұрын
ଭତା କେବେ ହବ 2000
@dillipbehera-lv8sl
@dillipbehera-lv8sl 3 ай бұрын
ଆପଣଙ୍କ ଦ୍ଵାରା ଓଡିଶାରେ କିଛି ବି ଉର୍ନତି ହେଇପାରିବ ନାହିଁ
@RSrasmi-official.
@RSrasmi-official. 3 ай бұрын
ହଁ ସବୁ ହେବ ଯେ..., ହେଲେ ଟିକେ Recharge ret କମ କର😢
@tapasgahan3044
@tapasgahan3044 3 ай бұрын
ତୁମେ ଗାଇଡ ଲାଇନ କରିଛ ପୁଣି ମିଛ କୋହୁଛ, ସବୁ ମହିଳା କୁ ମିଳିବ
@bhagirathimunda1517
@bhagirathimunda1517 3 ай бұрын
3100 କ‌ୁଇଁଟାଲ ଧାନ ହେଲେ ଚାଉଳ ୫୦୦୦ ଟଙ୍କା
@RanjuktaJena-k6e
@RanjuktaJena-k6e 3 ай бұрын
Cheat found tanka kebe diajib
@anuradhapattnaik3333
@anuradhapattnaik3333 3 ай бұрын
Aadhar card. bank account. Address proof. mobile number. passport size photo. income certificate. Ration card.
@vilogamer7143
@vilogamer7143 3 ай бұрын
Pada chata manaka hatare Orissa ku teki dei kete vul kale Orissa basi. Jay Jagannath 🙏🏼 🙏🏼 🙏🏼
@sasmitamohapatras.m
@sasmitamohapatras.m 3 ай бұрын
Vegetables rate ete adhikaj ki6i bi paisa savings karihauni emiti chalile ama future kn haba jetiki income karahau6i sabu ta khaibare jau6i
@ashoktarei5963
@ashoktarei5963 3 ай бұрын
Kebe auu new ration card miliba se pai sarakar chinta karunahanti ame kemiti subhadra yojana pai paribu
@blackbull2013
@blackbull2013 3 ай бұрын
ବିଜୁଳି ବିଲ୍ ୩୦୦ ୟୁନିଟ ଟା ବୋଧେ କିଏ ଜଣେ କହିଥିଲା ନା ମୁଁ ସ୍ୱପ୍ନ ଦେଖିଥିଲି କେଜାଣି 😂😂😂
@bijaybehera6191
@bijaybehera6191 3 ай бұрын
Sir mahila yojona chhadiki odisha ra kemiti bikasa heba se bisayare dhyan deba uchit. Vote paiba pain e sabu mahila yojona kale kichhi labha nahi. Jay odia
@sankarsanarout1340
@sankarsanarout1340 3 ай бұрын
Darama kebe badiba
@PldKhara
@PldKhara 3 ай бұрын
Sorkar tho sorakar . Amo. Thomo. Kon pai koucho dunia janichi sorkar boli ki
@AbhilashNayak-yw1ge
@AbhilashNayak-yw1ge 3 ай бұрын
Kalia money 😢😢😢kahaa gayaa?
@laxminarayanbehera4199
@laxminarayanbehera4199 3 ай бұрын
Pension 3000kebe debo thik nhi.. ration..and.. electric bill...no guarantee
@pramodkumardas4277
@pramodkumardas4277 3 ай бұрын
Madhubabu pension kete miliba
@ParshuramBarik-ph6in
@ParshuramBarik-ph6in 3 ай бұрын
ଓଡିଶା ରେ ବି ତିଆରି ହବ whatsapp university ଆଉ ପାଦ ଚଟା ଗଣମାଧ୍ୟମ।NDA କୁ ND ମେଣ୍ଟ ନ କହି ଇଣ୍ଡିଆ କୁ Indi ମେଣ୍ଟ କହୁଥିବା ଦଲାଲ ମେଡିଆ ଓଡିଶା ବି ଜାତୀୟ ଗଣମାଧ୍ୟମ ପରି ଦଲାଲ ମେଡିଆ ବାହାରିଲାଣି।।।।।ଲୋକ କିନ୍ତୁ ମୂର୍ଖ ନୁହନ୍ତି।KZbinr ମନେ ଅଛନ୍ତି।ମେଡିଆ ରହିବ।
@debaranjanrout9783
@debaranjanrout9783 3 ай бұрын
Subhadra yojana eligible in every women's but see your term and condition
@MyHouse-dc2hd
@MyHouse-dc2hd 3 ай бұрын
Gote resan card re sasu o bohu apply kariparibeki
@ashimapradhan039
@ashimapradhan039 3 ай бұрын
3000 bhata Lagu kar july Ru sir
@saratmishra7100
@saratmishra7100 3 ай бұрын
ପୂର୍ବ ସରକାର ଙ୍କ ସମସ୍ତ ଦୁର୍ନୀତି ଉପରେ କେବେ ତଦନ୍ତ ହେବ।
@DIPUPATTANAYAK
@DIPUPATTANAYAK 3 ай бұрын
3000 Bhata Kebe heba
@JayantikumariSethi
@JayantikumariSethi 2 ай бұрын
Bahut shadishuda aurat ka ration card nahin hai to unko to nahin milega na Subhadra Yojana
@Tapas-of8su
@Tapas-of8su 3 ай бұрын
Maa nku subhadra darkar nai, Puo ku job dio
@budhiadas8149
@budhiadas8149 3 ай бұрын
Income certificate kanhiki maguchhanti jahar ghradhia pata nathiba tahara kan subhadra yojana hebanahi
@sahukadancedekho
@sahukadancedekho 3 ай бұрын
Pata nai na amar income certificate banamu kenta
@SpecialSpeech_4u
@SpecialSpeech_4u 3 ай бұрын
Khali pachhua barga k agke neba na kn baki sadharan garib lok musha mara khaibe kn ho makhan tun
@RahulTanty-z9i
@RahulTanty-z9i 3 ай бұрын
Mohan charan majhi tume itaa thik ni karbar ho aau kana bhasan maru cha ho aau kay bajet ta tiyar heba ho maar khaiba ho tume ???? 😡😡😡😡😡
@maheswarpradhan4741
@maheswarpradhan4741 3 ай бұрын
Madhubabu pension Yojana 3000 keb diyajiba
@anuradhapattnaik3333
@anuradhapattnaik3333 3 ай бұрын
EBE PARJYANT RATION CARD MILINI
@sisirbiswal5511
@sisirbiswal5511 3 ай бұрын
Katha besi kama kam
@debaranjanrout9783
@debaranjanrout9783 3 ай бұрын
Ration card na thile kemiti debe
@MantuPattanaik-z1o
@MantuPattanaik-z1o 3 ай бұрын
Loka cm nk vasan 24 year hela suni nathile odia re Mohan babu 24 masare suneai debe😂😂😅😅😊😊😊
@dineshasahu4561
@dineshasahu4561 3 ай бұрын
Free electric 300 unit kebe miliba
@Userkapileswardhamkatana
@Userkapileswardhamkatana 3 ай бұрын
Please Kalia jojana
@agreeculturelifestyle7298
@agreeculturelifestyle7298 3 ай бұрын
Electric bill 300unit free forget 😂
@byomakeshmishra4287
@byomakeshmishra4287 3 ай бұрын
1st regulise the people who r giving services to Govt from long run. Only action no position.
@sunilkumarpatnaik6953
@sunilkumarpatnaik6953 3 ай бұрын
Prati Odia Mahila ....to every Women. ..nku SUBHA DRAINAGE YOJANA rey Tanka dei self dependence karajau.
@promilasurin2510
@promilasurin2510 3 ай бұрын
Au jiye married hoi nahnti semane to bekar rohibe ki
@sureshpattnayak6667
@sureshpattnayak6667 3 ай бұрын
Mohan baby bijuli gale magana bijuli debate pai
@laxminarayanbehera4199
@laxminarayanbehera4199 3 ай бұрын
A sarkar Ra subhadra ..AAU chashi nka Bina AAU ki lagu katunhi
@Technicalraz715
@Technicalraz715 2 ай бұрын
Jahara Rasan card nahni. Sie kn karibe. Ae ta bi kuhantu
@rohinipradhan682
@rohinipradhan682 3 ай бұрын
Prani palana chasi mananka bisayare discation karajau
@anuradhapattnaik3333
@anuradhapattnaik3333 3 ай бұрын
JAHARA GHARA NAHI KI TA PAKHARE KICHI NAHI TAKU DEBA DARAKAR
@santoshkumarnayak4569
@santoshkumarnayak4569 3 ай бұрын
Teacher manak tuition stop kar at first
@prasantananda5813
@prasantananda5813 3 ай бұрын
Sabu govt job reservation deide
@ramakantabishi6626
@ramakantabishi6626 3 ай бұрын
School manju master diajau
@rohitbehera7708
@rohitbehera7708 3 ай бұрын
Rotion card nathiba miliba darakar
@ExcitedBoatLake-pf2qs
@ExcitedBoatLake-pf2qs 3 ай бұрын
Ration card nathiba lokanku bi miliba darkar
@basantanaik9158
@basantanaik9158 3 ай бұрын
Mahan sir jay paddy price 3100 ଏବଂ water avilable କରନ୍ତୁ kjr
@anuradhapattnaik3333
@anuradhapattnaik3333 3 ай бұрын
JAHARA KICHI NAHI SE PAIPARIBANI
@ManojBeher-ic3ys
@ManojBeher-ic3ys 3 ай бұрын
Sabe vote dele samstanku diajau,why card need?no ration card
@bishnucharandas4511
@bishnucharandas4511 3 ай бұрын
❤❤❤❤❤
@SocialServiceWorker
@SocialServiceWorker 3 ай бұрын
3000
@ratikantamunda6151
@ratikantamunda6151 3 ай бұрын
Alu,piaj ,rasun, dali jatio, bihana krusaku jagei diontu . Uchhit dam re chasi thu nei janti .
@anandabiswal5232
@anandabiswal5232 3 ай бұрын
Job kebe jeba kaha nai hela2029 re modi bhi jiba .jena bikas karuchi modi govt na kahehile bhala
@MinaSika-k9s
@MinaSika-k9s 3 ай бұрын
Bhata kebe 3000 heba sir
@DhananjayaSahu-e3o
@DhananjayaSahu-e3o 3 ай бұрын
Bhata 3000 kebe debe sir
@Mr.ManashVlogger
@Mr.ManashVlogger 3 ай бұрын
Mohona sir praiviti kampani manaku dhiana diantu
@rakeshkumarsahoo4598
@rakeshkumarsahoo4598 3 ай бұрын
Ama odisa sarakar kuha
@suniltanty2811
@suniltanty2811 3 ай бұрын
Magiha sala vasan marichhu be..3000 bahata au 300 unit bijli keve karbu ka jaldi
@aparnalenka833
@aparnalenka833 3 ай бұрын
Asha manaka katha tk bujhantu
@Purnachandramajhi-of4vu
@Purnachandramajhi-of4vu 3 ай бұрын
Jay Jagannath
@HiranyaTanti-h1i
@HiranyaTanti-h1i 3 ай бұрын
Pension_3000 dhan quintal-3100_au 62000teacher vacancy kuhade gala
@SunitaSahu-f1j
@SunitaSahu-f1j 2 ай бұрын
First ration card dia
@suniltanty2811
@suniltanty2811 3 ай бұрын
Thikre ofia ki hindi kahi paruna
Players vs Corner Flags 🤯
00:28
LE FOOT EN VIDÉO
Рет қаралды 78 МЛН
Watermelon magic box! #shorts by Leisi Crazy
00:20
Leisi Crazy
Рет қаралды 55 МЛН
Who Are Eligible To Receive PM-Kisan Money?
7:11
Kanak News
Рет қаралды 819 М.
1PM Headlines | 3rd October 2024 | Odisha TV | OTV
2:01
Players vs Corner Flags 🤯
00:28
LE FOOT EN VIDÉO
Рет қаралды 78 МЛН