ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲେ କି ମନମୋହନ ? | Manmohan Samal Interview | Mohan Majhi | Odia News

  Рет қаралды 20,388

News18 Odia

News18 Odia

Күн бұрын

ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲେ କି ମନମୋହନ ? | Manmohan Samal Interview | Mohan Majhi | Odia News #bjdvsbjp #manmohansamal #odishabjp #asalakatha #bjdbjpalliance #odishapolitics
#News18Odialive #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews News18 Odia is one of the India’s leading news channel. Please follow up page to watch live and breaking news with latest videos added every hour.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ଛୋଟ ମୋଟ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇଁ ପାରିବେ ।
Please visit our website bit.ly/2YaikeJ for latest opinions and detailed news
Follow us on
Facebook: / news18odia
Twitter: ne...
Website: bit.ly/2YaikeJ
Subscribe our channel to get latest news and updates tinyurl.com/y4...

Пікірлер: 59
@MyNilakantha
@MyNilakantha 10 сағат бұрын
ଆଜି ଓଡିଶାରେ ଜଦି ବିଜେପି ଏକାକୀ ସରକାର ଗଢିଥାଏ, ସେଥିପାଇଁ ବିଜେପି ସଭାପତି ମନମୋହନ ସାମଲ ଙ୍କ ଜିଦ୍ ହିଁ ବିଜୟ ଦେଇଥିଲା
@kailashswain4735
@kailashswain4735 13 сағат бұрын
Joker Manmohan... faltu news
@kbk1042
@kbk1042 14 сағат бұрын
monmohan jadumalam desaku bikiba ...
@sarthaknayak100
@sarthaknayak100 9 сағат бұрын
ଓଡ଼ିଶା ରେ ବିକାଶ ର ମୂଳଦୁଆ ପକାଇ ଏହାକୁ ବିକଶିତ କରାନ୍ତୁ। ଲୋକମାନେ ଆପଣଙ୍କ କଥା ରେ ଭୋଟ୍ ଦେଇଛନ୍ତି। ରାଜ୍ୟ ରେ ବିଜେପି ଆପଣଙ୍କ ଉପରେ ଲୋକଙ୍କ ଭରସା ପାଇଁ ଆସିଛି। ଆଶା ତାହା ନିଶ୍ଚୟ ଫଳପ୍ରଦ ହେବ।
@kbk1042
@kbk1042 14 сағат бұрын
jadumalm babu ame hanta santa heluni job and gst pain gst hatantu nochet gadi chhadantu
@radhakrishnaCreation147
@radhakrishnaCreation147 11 сағат бұрын
ବିଜେଡି ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ମାରି ଦେଇଛନ୍ତି
@Ritesh_Bloges
@Ritesh_Bloges 5 сағат бұрын
ମୋହନ ବାବୁ ସବୁ ଗରବ ଲୋକଙ୍କୁ ଧନୀ କରିଦେଇଥିତେ ସେ ଟିକେ ଜିତିଥିଲେ
@jagnnathbehera9001
@jagnnathbehera9001 2 сағат бұрын
Manmohan samal jindabad
@raghuguru8584
@raghuguru8584 6 сағат бұрын
ମେଣ୍ଟ ପାଇଁ ପାଣ୍ଡିଆ ନ ଯୋଗାଯୋଗ କରି ବିଜେଡ଼ି କୁ ହରାଇ ଦେଲେ
@atulaawarenessindia1979
@atulaawarenessindia1979 5 сағат бұрын
ନିସ୍ଵାର୍ଥପର ଭାବେ ରାଜନୀତି କର ମୁଖ୍ୟମନ୍ତ୍ରୀ ହୋଇପାରିବ
@bishnupadamishra8916
@bishnupadamishra8916 18 минут бұрын
ମେଣ୍ଟ ପାଇଁ bjd ଚାହିଁଥିଲା, ଏକଥା ଓଡିଶା ଲୋକ ଜାଣିଛନ୍ତି, ମେଣ୍ଟ ହବା ନେଇ ସନ୍ଦେହ ବେଶୀ ଦୃଢ଼ ହେଲା ଯେତେବେଳେ ପାଣ୍ଡିଆନ, ବବି das ଦିଲ୍ଲୀ ଗଲେ ଓ ଓଡ଼ିଶାରେ bjd ନେତା ବୁଲେଇ ବଙ୍କେଇ ମାନିଲେ, ଯାହାକି ବିଜେପିକୁ ସହାୟ ହେଲା, bjp କୁ ବିରୋଧ କରୁଥିବା voter bjd କୁ vote ନ ଦେଇ congress କୁ ଦେଲେ, ଫଳରେ congress ସିଟ ବଢିଲା, ୧୫ଦିନ କାଳ ଓଡ଼ିଶାରେ ଯେଉ suspense ରହିଲା, bjd ର vote କମିଲା ଓ bjp ବଢିଲା, ଶେଷରେ modi ଓ amit saha ମନା କରିବାରୁ bjd ପଛକୁ ଫେରିଲା, bjd ର ଏ planning ଭୁଲ ହେଲା
@rabinarayanapraharaj4477
@rabinarayanapraharaj4477 40 минут бұрын
ହାରିବା ଲୋକ ଦିବା ସ୍ବପ୍ନ ଦେଖିବା ଜାହା ସେଇ ଅବସ୍ଥା
@bidyadharpradhan8769
@bidyadharpradhan8769 5 сағат бұрын
ଏବେ ଯାଉ ନାହାନ୍ତି କି ଦାଦନ, ଲଜ୍ୟା ନାହିଁ ଟିକେ ବେଳାଭୂମି ଆଦାନୀକୁ ବିକୁଛନ୍ତି😂
@subhransudalai8360
@subhransudalai8360 6 сағат бұрын
ADR ରିପୋର୍ଟ କୁ ଦେଖିଲେ ହସ ଲାଗେ, କାହା ଲୋକପ୍ରିୟତା କେତେ ଜଣା ଯାଉଛି
@raghuguru8584
@raghuguru8584 6 сағат бұрын
ସରକାର କରିବାକୁ କେତେ ମିଛ ଓଡ଼ିଶା ଲୋକଙ୍କୁ କହିଛ ଆଉ ନୂହ ଏଇ ଥରକେ ଜିବନ ଜୀବ
@niranjanpanda8574
@niranjanpanda8574 8 сағат бұрын
କୁଆଡେ ଗଲା ଖଣି ଦୁର୍ନୀତି, ଚିଟଫଣ୍ଡ, ଜଗନ୍ନାଥ କରିଡର ଅନିୟମିତତା, ୫ଟି ଠକେଇ ତଦନ୍ତ?? ବିରୋଧି ଦଳ ସହ କି ଡିଲ କଲ??
@BINODDAS-pw2eg
@BINODDAS-pw2eg 13 сағат бұрын
Bjp ahnkari
@ajoydwibedi1865
@ajoydwibedi1865 32 минут бұрын
Manmohan babu Thanks
@santoshpanda3122
@santoshpanda3122 3 сағат бұрын
Kounu modi gaha kahiba seiahaba
@arucharanpradhan5502
@arucharanpradhan5502 5 сағат бұрын
ମଣିଷ ଚାହିଁଲେ କିଛି ହୁଏନାହିଁ। ପାରାଧ୍ଯ କର୍ମାନୁସାରେ ପରମେଶ୍ବରଙ୍କ ଦ୍ଵାରା ପ୍ରାପ୍ତ ହୁଏ। ଯେଉଁ କାମ ପାଇଁ ଯିଏ ଉପଯୁକ୍ତ ଭଗବାନ ତାକୁ ଦେଇଥାନ୍ତି। ଦତ୍ତ କର୍ମକୁ ଯିଏ ଠିକ୍ ଲିଭାଏ ନାହିଁ,ସେ ପାପ ଅର୍ଜନ କରେ ଓ ଆଗାମୀ ଜନ୍ମରେ ପଦ ହରାଏ।ପାପ ମାତ୍ରା ଅଧିକ ହେଲେ ଏହି ଜନ୍ମରେ ହିଁ ପଦ ହରାଏ।
@NarendraNarayanJena-tv2ic
@NarendraNarayanJena-tv2ic 4 сағат бұрын
ଓଡ଼ିଶାର ସବୁ ଅଙ୍ଗକୁ ବଢ଼ାଇ ଲମ୍ବା, ମୋଟା କରି ବିକାଶ କରିବେ. ଗୋପାଳପୁର ବନ୍ଦର ବିକି ସେହି ଅର୍ଥରେ ବିକାଶ କରିବେ. ଗୁଜରାଟ ରେ କରିକି ଦେଖେଇଛନ୍ତି. ଗୋମାଂଶ ବିକୁଥିବା ଦଳ, ବଦ୍ରୀନାଥରୁ 228 kg ସୁନା ବିକିଛନ୍ତି. ED, CBI, ECI, କୁ ବ୍ୟବହାର କରି ନିର୍ବାଚନ ଜିତିବା, ଓଡ଼ିଶାରେ 18 ଟି MP ଚୋରି କରି ନେଲେ. ପ୍ରଥମେ ଏହି ଇମାନଦାର ନେତାଟିକୁ ପଚାରନ୍ତୁ ମୋ କଥା ଗୁଡାକ ସତ୍ୟ କି. ମୋଦି ସବୁ ବେଳେ ମିଛ କହନ୍ତି. ପଚାରନ୍ତୁ ଶତକୀ ମିଛ.
@sairamsatapathy8539
@sairamsatapathy8539 7 сағат бұрын
First improve irrigation facility to all cultivated land. Second education system. Third good health facility in block and district level. Forth road and communication. Fifth engagement.
@bikramnayak8341
@bikramnayak8341 Сағат бұрын
ଭାଙ୍ଗ ବନ୍ଦ ହେଇନି ବୋଧେ
@DrDhirendraMohanty
@DrDhirendraMohanty 5 сағат бұрын
ଓଡ଼ିଶାରେ ବିଜେପି ସରକାର ହେବ ଏହା ସାଧାରଣ ଲୋକ କେବେ ଭାବିନଥିଲେ କିନ୍ତୁ ମନମୋହନ ସାମଲ କରି ଦେଖେଇଦେଲେ କିନ୍ତୁ ଶ୍ରେୟ ବିଜେପି ତାଙ୍କୁ ଦେବାକଥା ଯେଉଁସବୁ ପ୍ରତିଶୃତି ଦେଇଥିଲେ ତାହା କାର୍ଯ୍ୟ କାରି ହେବାରେ ବିଳମ୍ବ ହେଉଛି ଏବଂ ଦୃବଲ ସରକାର ମୋହନ ମାଝୀ ଦୃଷ୍ଟିରୁ ଲୋକମାନେ ଅସନ୍ତୋଷ୍ଟ ହୁଇଗଲେଣି, ପଦ ପରିବର୍ତନ କରି ମନମୋହନ ଭାଇଙ୍କୁ ମୂଖ୍ୟ ମନ୍ତ୍ରୀ ଗାଦି ରେ ବସାଇଲେ ଓଡ଼ିଶାରେ ଟେକ ରଖିବାରେ ସକ୍ଷମ ହେବେ.
@raghuguru8584
@raghuguru8584 6 сағат бұрын
ମନମୋହନ ବାବୁ ଓଡ଼ିଶା କୁ ଟେକି ପବନରେ ଉଡ଼େଇ ଦେବେ ନ ହେଲେ ତାଡି କି ମାଟି ତଳେ ପୁରେଇ ଦେବେ
@anilkumarabehera6804
@anilkumarabehera6804 Сағат бұрын
Mona Mohan samal babu kuadea gala chitfund tanka sarakaraku asile 24 hours deideba kahuthilu heini bodhe time kebala bhasan baji Kariba chada kichi nahi kichi kariparibuni kebala odisha ku lutibaku plan kariba paie asichu
@AnakarRout-i2u
@AnakarRout-i2u 10 сағат бұрын
ଅଧା ଖଣି ତୁମ ଭିଣୋଇ ଅଉ ଭଣଜା ପାଖରେ
@RajendraRajendra-di4uk
@RajendraRajendra-di4uk Сағат бұрын
Manasbabi,khhusita
@mbcreations........4274
@mbcreations........4274 5 сағат бұрын
JSW company bisayare pacharantu...
@Abinashsir0705
@Abinashsir0705 13 сағат бұрын
ଚୋର କୁ ମୁଖ୍ୟମନ୍ତ୍ରୀ 😂😂😂😂😂
@nirmaldas8945
@nirmaldas8945 12 сағат бұрын
Nonsense
@debendrakumarhota9058
@debendrakumarhota9058 2 сағат бұрын
BJD sarkar time re tume mantri heithila kete Mari thila kuha
@IndrajitBarik-rd9fl
@IndrajitBarik-rd9fl 13 сағат бұрын
Helo,manomohan babu apana bi jathibe apana haribe boli,ete paisa kahinki barbad karuthile
@kartikabariha57
@kartikabariha57 Сағат бұрын
Sir Barsha heroin ku ana
@chinmayrout4908
@chinmayrout4908 14 сағат бұрын
Manash bhai balikuda erasama MLA sarada bhai nku dakantu plz
@rajeshbehera8116
@rajeshbehera8116 8 сағат бұрын
5 YEAR RE 5 JANA CM BANATU KAN HELA MODIJI NAME RE VOTE PADUCHHI
@ManashKumar-j7c
@ManashKumar-j7c 5 сағат бұрын
JANATANKU MICHHA PRATISRUTI DEAI SARKAR KU ASICHA LAJYA LAGIBAKATHA
@pramitaparida9438
@pramitaparida9438 58 минут бұрын
Khali gapa
@nrusinghcharanpalei8938
@nrusinghcharanpalei8938 3 сағат бұрын
God has not horn to the horse for this .moanamohan samal tel a lie .semitita bjp michhua galua .kahuchi cm hebaku ichanathila !
@PRAVAKARSAHU-em4nt
@PRAVAKARSAHU-em4nt 5 сағат бұрын
Manamuhan. Jadumalam
@Suryanshumohapatra
@Suryanshumohapatra 11 сағат бұрын
Handiya pieki asichhi
@IndrajitBarik-rd9fl
@IndrajitBarik-rd9fl 13 сағат бұрын
Helo manamohan Babu kahiba,purbaru,bhabi dekha,jaha karijaichi, congresg,dala hi karichi BJP bharat barsaku bikibaku galani,au kete dina bhakua benei be
@RatnakarPalo-k5c
@RatnakarPalo-k5c 14 сағат бұрын
Why Aparajita misguiding people of odisha that she will be the CM jumping into BJD.
@niranjanpanda8574
@niranjanpanda8574 8 сағат бұрын
Misguiding media not Aparajita.
@HareKrushna-f3d
@HareKrushna-f3d 9 сағат бұрын
❤❤🙏🙏
@PrakashParida-n5c
@PrakashParida-n5c 13 сағат бұрын
Bhata keba 3000 deba manamohan babu
@subhenduofficial3608
@subhenduofficial3608 12 сағат бұрын
Apekhya kar Rahul Gandhi tumar phatheiba
@subhalaxminayak4494
@subhalaxminayak4494 12 сағат бұрын
Chora pari disuchi
@ajumahakud831
@ajumahakud831 12 сағат бұрын
Tame Odisha re alu aga kara
💩Поу и Поулина ☠️МОЧАТ 😖Хмурых Тварей?!
00:34
Ной Анимация
Рет қаралды 1,8 МЛН
大家都拉出了什么#小丑 #shorts
00:35
好人小丑
Рет қаралды 101 МЛН
А ВЫ ЛЮБИТЕ ШКОЛУ?? #shorts
00:20
Паша Осадчий
Рет қаралды 8 МЛН
Шок. Никокадо Авокадо похудел на 110 кг
00:44
Ashara Aloka: Quarrel Sometime Leads to Separation
8:45
💩Поу и Поулина ☠️МОЧАТ 😖Хмурых Тварей?!
00:34
Ной Анимация
Рет қаралды 1,8 МЛН